ମୁକ୍ତି ମଣ୍ଡପ ସେବାୟତ କହିଲେ 4 ଦ୍ବାରର ରହସ୍ୟ । Kalinga Today Live ।

Поделиться
HTML-код
  • Опубликовано: 8 сен 2024
  • ------------------------------------------------
    kalinga today live is Odisha's leading 24x7 news and current affairs Digital channel. Odisha's most credible media house that also publishes updates on news, politics, sports, business, current affairs, entertainment, technology, health updates.
    #kalingatodaylive #kalingatoday #odishanews

Комментарии • 376

  • @puspanjalipradhan3336
    @puspanjalipradhan3336 2 месяца назад +18

    ଚାରି ଦୁଆର ଖଳିଲା କିନ୍ତୁ ଗୁମୁଟ ଭିତରେ ବହୁତ୍ ଭିଡ଼ ଦୟା କରି ସେଠାରେ ଲାଇନ କରାଯାଉ👏👏👏👏

  • @uttkal32778
    @uttkal32778 2 месяца назад +19

    ଜୟ ଜଗନ୍ନାଥ ସ୍ଵାମୀ ❤❤❤
    ମହାପ୍ରସାଦ ମାଗଣା ଦିଆଯାଉ ଭକତ manku

    • @TAPAN777
      @TAPAN777 2 месяца назад

      Jeje bapa amalare kn mahaprasad bikri karajauthila ki

    • @uttkal32778
      @uttkal32778 2 месяца назад +1

      @@TAPAN777 ଆପଣ ଙ୍କୁ ଜଣା ଥିବ

    • @TAPAN777
      @TAPAN777 2 месяца назад

      @@uttkal32778 mu a bepara ku nei kahili oh jou a ki ta lagei deli apana alaga bujhie

  • @motivationalthoughts3132
    @motivationalthoughts3132 2 месяца назад +104

    ପରିକ୍ରମା ପ୍ରକଳ୍ପ ହୋଇନଥିଲେ ଚାରିଦ୍ଵାର ସାଧାରଣ ଲୋକଙ୍କ ପାଇଁ ଖୋଲିବା ସମ୍ଭବ ପର ହୋଇନଥାନ୍ତା. ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବା ର ଆବଶ୍ୟକତା ରହିଛି।

    • @nareshpanda4485
      @nareshpanda4485 2 месяца назад +6

      2020 ପୂର୍ବରୁ କଣ ଚାରି ଦ୍ୱାର ଖୋଲି ନଥିଲା କି. ଏଥିରେ ପରିକ୍ରମା ପ୍ରକଳ୍ପ କଣ ସମ୍ପର୍କ

    • @motivationalthoughts3132
      @motivationalthoughts3132 2 месяца назад +7

      ଚାରିଦ୍ଵାର 2020 ମସିହା ପୂର୍ବରୁ ଖୋଲା ଥିଲା, 2023 ରେ ଭି ଖୋଲା ଥିଲା ଆଉ 2024 ରେ ଭି ଖୋଲା ଅଛି.। କେବଳ ସମୟ ସମୟରେ ଆବଶ୍ୟକତା ଦୃଷ୍ଟିରୁ ସାଧାରଣ ଲୋକଙ୍କୁ କିଛି ଦ୍ୱାରରେ allow ନଥିଲା. କେବଳ ପୁରୀ ସ୍ତାନୀୟ ବାସିନ୍ଦା ଯାଇ ପାରୁଥିଲେ l ପରିକ୍ରମା ମାର୍ଗ ଦ୍ଵାରା ଚାରିପାଖରେ ଅଧିକ ଲୋକଙ୍କ ଯାତାୟତ ତଥା ସମାଗମ ହୋଇପାରିଛି। ଯାହା ପୂର୍ବରୁ ଘର ଓ ଦୋକାନ ବଜାର ଯୋଗୁ ହୋଇପାରୁ ନଥିଲା। ବିଗତ କିଛି ବର୍ଷ ହେବ ପୁରୀ ରେ ଭକ୍ତଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି।4 ଦ୍ୱାର ପଟେ ଭକ୍ତଙ୍କ ଯିବା କୁ କେହି ବିରୋଧ କରୁନାହାନ୍ତି।ଏହା ସ୍ଵାଗତ ଯୋଗ୍ୟ ପଦକ୍ଷେପ।ଭିତରେ ଦର୍ଶନ ଶୃଙ୍ଖଳିତ ହେଲେ ସମସ୍ତେ ଖୁସି ଅନୁଭବ କରିବେ।

    • @amritnayan8679
      @amritnayan8679 2 месяца назад +1

      Right brother lokanku jie jaha karithiba agaru dekhajibani sange sange kn tike karidele seita kuhanti odisha loka ta tike budhi prdbala

    • @DjDj-hg9no
      @DjDj-hg9no 2 месяца назад +1

      ହଁ ରେ ଚୋଡ଼ଗଙ୍ଗ ଦେବ ମୂର୍ଖ ଥିଲେ ନା

    • @DjDj-hg9no
      @DjDj-hg9no 2 месяца назад

      @@smohanty3507 ଅବୈଧ କବ୍ଜା ତ ଭାଙ୍ଗିବା ଠିକ କିନ୍ତୁ ଚାରିଦ୍ୱାର ଖୋଲିବା ସହିତ ସମ୍ପର୍କ କଣ

  • @sumatijena3638
    @sumatijena3638 2 месяца назад +28

    ଏବେ ନନା ମାନେ ଠିକ୍ ରେ ବଟି ଆଦାୟ କରି ପାରିବେ।

  • @chandrapanda7222
    @chandrapanda7222 2 месяца назад +61

    ସେବାୟତ ମୁହାଶୟ କାହିଁ 24ବର୍ଷ ହେଲା ପାଟି ଖୋଲୁ ନ ଥିଲ, କାମିୟା ଜାନି ରାତ୍ରି 4 ଟାରେ ଶ୍ରୀ ମନ୍ଦିର କୁ ଛାଡି ଦେଲ, ଏବେ କିନ୍ତୁ କାଲି ଆସି ଥିବା ସରକାର ଙ୍କୁ କିନ୍ତୁ ସମାଲୋଚନା କରିବାକୁ ପଛେଇଲେ ନାହିଁ.

  • @rabindrakumarparida941
    @rabindrakumarparida941 2 месяца назад +14

    ଆପଣ ମାନଙ୍କ ର ବି କର୍ତ୍ତବ୍ୟ ଅଛି।ସମସ୍ତେ ଶୃଙ୍ଖଳା ପ୍ରତି ଧ୍ୟାନ ଦେବା ଜରୁରୀ।

    • @Inner.divinity
      @Inner.divinity 2 месяца назад

      ଯେତେ ଲୋକ ମନ୍ଦିର ଯାଉଛନ୍ତି ସେମାନଙ୍କ ମଧ୍ୟ ରୁ ଅଧିକାଂଶ ମେଣ୍ଢା ପଲ ର ମେଣ୍ଢା ଭଳିଆ | ବୋକା ମଣିଷ କୁ ମେଣ୍ଢା ଭଳିଆ ନିୟନ୍ତ୍ରଣ କରିବା କୁ ଧର୍ମ ଓ ମନ୍ଦିର ର ବ୍ୟବସ୍ଥା କରାଯାଇଛି , ଆଉ ସେଇ ମେଣ୍ଢା ମାନେ ନିଜ କୁ ବେଶ ଧାର୍ମିକ ଓ ଭକ୍ତ ବୋଲି ଦେଖେଇ ହୁଅନ୍ତି |

    • @Balangiriya_pila
      @Balangiriya_pila 2 месяца назад

      ଅlଚ୍ଛl ,
      ତୁ ଲୋକ କୁଶୃଙ୍ଖଳା ସିଖେଇବୁ

  • @user-qr2zs8ih4c
    @user-qr2zs8ih4c 2 месяца назад +15

    Respected sir ଭିତରେ ସମସ୍ୟା ହେଉଛି ସମାଧାନ କରିବା ହେଉ 🙏🙏🙏

  • @earthisbeautiful2527
    @earthisbeautiful2527 2 месяца назад +7

    ୪୨୦୦ କୋଟିର ଶ୍ରୀମନ୍ଦିର ପ୍ରକଳ୍ପ। ବହୁତ୍ ଆଶ୍ଚର୍ଯ୍ୟ ଲାଗୁଛି ରାମ ମନ୍ଦିର ୫୦୦ ରୁ ୬୦୦ କୋଟିର ପୁରା ହେଇଯିବ। କିନ୍ତୁ କିଛି ସେମିତି ନକରି କଣ୍ କରିଦେଲେ ନବୀନ ସରକାର ଯେ ୪୨୦୦ କୋଟି ଲାଗିଲା । ଏହାର ତଦନ୍ତ ହେବା ଦରକାର।
    ଚାରି ଦ୍ଵାର ଖୋଲା ହେଲା ବହୁତ୍ ଭଲ ହେଲା
    କିନ୍ତୁ ମହାପ୍ରସାଦ କମ୍ ଦାମ୍ ରେ ମିଳିଲେ ଭଲ ହୁଅନ୍ତା।
    ଜୟ ଜଗନ୍ନାଥ।🙏🙏🙏

    • @Public_of_india.
      @Public_of_india. 2 месяца назад +5

      Education kete re tora

    • @abinashmohanty3106
      @abinashmohanty3106 2 месяца назад +4

      Are babu jiban re patha padhi nathibu aga education complete kara ei wp university re padhiki 4200 koti ha ni aga jane 4200 koti kauthire kharcha heichi

    • @sanatanihindu2584
      @sanatanihindu2584 2 месяца назад +1

      Thika kathaa

    • @user-iu3bj2sy4z
      @user-iu3bj2sy4z 2 месяца назад

      ​@@abinashmohanty3106 ନିଜ କୁ ବ୍ରହ୍ମାଣ୍ଡ ର ସବୁଠାରୁ ଶ୍ରେଷ୍ଠ ଜ୍ଞାନି ବୋଲି ଭାବୁଚୁ phd କରିସାରିଲୁଣି କି 😂😂😂😂😂😂😂

    • @user-iu3bj2sy4z
      @user-iu3bj2sy4z 2 месяца назад

      ​@@abinashmohanty3106ତୁ ଅଙ୍ଗନବାଡି ପଡ଼ିଚୁ ତ ମତେ କାଇ ଲାଗୁନି ନହେଲେ ନବିନ ର ଚାପୁ ନଥନ୍ତୁ😂😂😂😂😂😂

  • @bijaykumarsahu6819
    @bijaykumarsahu6819 2 месяца назад +4

    ଜୟ ଜଗନ୍ନାଥ 🙏🙏🙏 ପ୍ରଭୁ ଜଗନ୍ନାଥ ସମସ୍ତ ଙ୍କ ମଂଗଳ କରନ୍ତୁ

  • @user-jz8qd8ee7j
    @user-jz8qd8ee7j 2 месяца назад +6

    ମୁର୍ଖ ପଲ ସବୁଥିରେ ସୁବିଧା ଆଉ ଅସୁବିଧା ଅଛି ... ଚତାପତିଆ କଥା କୁହନି....ପାଗଳ ଭଳି...ଏଇଟା ବି ଠିକ୍ ହେଇଯିବ

  • @sukantakumarpradhan8127
    @sukantakumarpradhan8127 2 месяца назад +4

    ଶ୍ରୀ ମନ୍ଦିର ପ୍ରଶାସନ ପଣ୍ଡାଙ୍କୁ ଉତ୍ତମ ଆଚରଣ କେବେ ଶିଖାଇବେ। ନନlଙ୍କ ଅନୁଚିତ ବ୍ୟବହାରରେ ଭକ୍ତ ଅତିଷ୍ଠ।

  • @santoshkumarmishra2620
    @santoshkumarmishra2620 2 месяца назад +5

    ଯାହା ହୋଇଥିଲା ଭଲ ଥିଲା ଯାହା ହେଉଛି ଭଲ ହେଉଛି ଯାହା ହବ ଭଲ ହେବ.

    • @Inner.divinity
      @Inner.divinity 2 месяца назад

      ଯେତେ ଲୋକ ମନ୍ଦିର ଯାଉଛନ୍ତି ସେମାନଙ୍କ ମଧ୍ୟ ରୁ ଅଧିକାଂଶ ମେଣ୍ଢା ପଲ ର ମେଣ୍ଢା ଭଳିଆ | ବୋକା ମଣିଷ କୁ ମେଣ୍ଢା ଭଳିଆ ନିୟନ୍ତ୍ରଣ କରିବା କୁ ଧର୍ମ ଓ ମନ୍ଦିର ର ବ୍ୟବସ୍ଥା କରାଯାଇଛି , ଆଉ ସେଇ ମେଣ୍ଢା ମାନେ ନିଜ କୁ ବେଶ ଧାର୍ମିକ ଓ ଭକ୍ତ ବୋଲି ଦେଖେଇ ହୁଅନ୍ତି |ମଣିଷ ଜନ୍ମ ପାଇଛ ଯଦି ମଣିଷ ଭଳିଆ ହୁଅ ଆଗ, କାହିଁକି ମେଣ୍ଢା ଭଳିଆ ଧାର୍ମିକ ଭିଡ, ଗହଳି ରେ ପଶି ନିଜର ମନ୍ୟୁଷତ୍ୱ ର ଅପମାନ କରୁଛ |..

  • @sadanandasahoo3707
    @sadanandasahoo3707 2 месяца назад +39

    ଦର୍ଶନ ହୋଇପାରୁଛି କି? ଦଳାଚକଟା ହୋଇ ମଲାପରେ , ବୁଦ୍ଧି ପଶ ବ

    • @Motivational__video56
      @Motivational__video56 2 месяца назад

      Tume mane bahut hinsa Kan pain

    • @mpattanaik7
      @mpattanaik7 2 месяца назад +3

      Agaru kan jauthile ki? Tame dekhichha mandira aagare lakshmi murti tale devi manaka murti ku dhhanki deichhi pandiyan.
      Barricade is problem. Ebe ratha kaama hela , jaga paain barricade bhangibaku padila na nahin?
      Enti kara au bhanga kariki mandir paisa lututhile pandya.
      Sala mantri maane se naukarsahi post wala pandya paain baata kadahauthile. 5T kariki janapratinidhi mantri manaku control karuthila.

    • @mpattanaik7
      @mpattanaik7 2 месяца назад

      Busy hour pare dina jaaka darshan kara aaramse.

    • @Inner.divinity
      @Inner.divinity 2 месяца назад

      ଯେତେ ଲୋକ ମନ୍ଦିର ଯାଉଛନ୍ତି ସେମାନଙ୍କ ମଧ୍ୟ ରୁ ଅଧିକାଂଶ ମେଣ୍ଢା ପଲ ର ମେଣ୍ଢା ଭଳିଆ | ବୋକା ମଣିଷ କୁ ମେଣ୍ଢା ଭଳିଆ ନିୟନ୍ତ୍ରଣ କରିବା କୁ ଧର୍ମ ଓ ମନ୍ଦିର ର ବ୍ୟବସ୍ଥା କରାଯାଇଛି , ଆଉ ସେଇ ମେଣ୍ଢା ମାନେ ନିଜ କୁ ବେଶ ଧାର୍ମିକ ଓ ଭକ୍ତ ବୋଲି ଦେଖେଇ ହୁଅନ୍ତି |ମଣିଷ ଜନ୍ମ ପାଇଛ ଯଦି ମଣିଷ ଭଳିଆ ହୁଅ ଆଗ, କାହିଁକି ମେଣ୍ଢା ଭଳିଆ ଧାର୍ମିକ ଭିଡ, ଗହଳି ରେ ପଶି ନିଜର ମନ୍ୟୁଷତ୍ୱ ର ଅପମାନ କରୁଛ |

  • @CreativeNatureLife
    @CreativeNatureLife 2 месяца назад +60

    ପରିକର୍ମା ପ୍ରକ୍ଳପ ହୋଇନଥିଲେ , ଏବେକା ସରକାର ସବୁ ଆଲୁଅ କରିପକେଇଥନ୍ତା।

    • @amagiha1046
      @amagiha1046 2 месяца назад

      Tu gote Banda khai pagela ta re vaunigiha nana

    • @user-iu3bj2sy4z
      @user-iu3bj2sy4z 2 месяца назад +11

      ରାଜକୋଷ ରୁ ପଇସା ଲୁଟ କରି ପରିକ୍ରମା ପ୍ରକଳ୍ପ mgg ଠିକା ରେ ନବୀନ ପଟନାୟକ ସବୁ କରିଛି ଆଉ କିଛି ଦିନ ଗଲେ ଲାଇଟ୍ ନେବା ପରି ଇଟା ସିମେଣ୍ଟ ନେଇକି ପଳେଇବେ

    • @uttkal32778
      @uttkal32778 2 месяца назад +7

      ପରିକ୍ରମା ପ୍ରକ୍ଳ ପ ତାଙ୍କ ବାପା ପଇସା ରେ କରିଛନ୍ତି ସେଥିପାଇଁ ବହୁତ୍ ସମୟ ଲାଗିଲା😂😂😂😂😂😂 ଜୟ ଜଗନ୍ନାଥ ସ୍ଵାମୀ ❤❤❤❤

    • @pramodswain4602
      @pramodswain4602 2 месяца назад +1

      Right

    • @AnnapurnaPatra-yz4sp
      @AnnapurnaPatra-yz4sp 2 месяца назад

      Right

  • @samarmohapatra-jr3ne
    @samarmohapatra-jr3ne 2 месяца назад +10

    ଠିକ କଥା , ଦୁଇଟି ବ୍ୟାରିକେଡ଼ ଜଗନ୍ନାଥ ଙ୍କ ପର୍ଯ୍ୟନ୍ତ ହୋଇଗଲେ , ସମସ୍ତେ ଆରାମରେ ଦର୍ଶନ କରିପାରନ୍ତେ

    • @Inner.divinity
      @Inner.divinity 2 месяца назад

      ଯେତେ ଲୋକ ମନ୍ଦିର ଯାଉଛନ୍ତି ସେମାନଙ୍କ ମଧ୍ୟ ରୁ ଅଧିକାଂଶ ମେଣ୍ଢା ପଲ ର ମେଣ୍ଢା ଭଳିଆ | ବୋକା ମଣିଷ କୁ ମେଣ୍ଢା ଭଳିଆ ନିୟନ୍ତ୍ରଣ କରିବା କୁ ଧର୍ମ ଓ ମନ୍ଦିର ର ବ୍ୟବସ୍ଥା କରାଯାଇଛି , ଆଉ ସେଇ ମେଣ୍ଢା ମାନେ ନିଜ କୁ ବେଶ ଧାର୍ମିକ ଓ ଭକ୍ତ ବୋଲି ଦେଖେଇ ହୁଅନ୍ତି |ମଣିଷ ଜନ୍ମ ପାଇଛ ଯଦି ମଣିଷ ଭଳିଆ ହୁଅ ଆଗ, କାହିଁକି ମେଣ୍ଢା ଭଳିଆ ଧାର୍ମିକ ଭିଡ, ଗହଳି ରେ ପଶି ନିଜର ମନ୍ୟୁଷତ୍ୱ ର ଅପମାନ କରୁଛ |..

  • @pragatipatnaik3085
    @pragatipatnaik3085 2 месяца назад +1

    Literally, its so comfortable to go and have darshan than to stand in line for a ling and ling time. Tnx to Kalia 🙏🙏

  • @sakarsansarafsankar9235
    @sakarsansarafsankar9235 2 месяца назад +2

    ସିଂହଦ୍ଵାର ଦେଇ ଯିବାର ନିୟମ ଅଛି କିନ୍ତୁ ଯେ ନିଜ ମନକୁ ବୁଝାଇବା ପାଇଁ ଯାଉଛନ୍ତି

  • @girishprasadsahoo380
    @girishprasadsahoo380 2 месяца назад +34

    ଯେଉଁ କାମ ବି ଜେ ଡି ସରକାର କରିବାକୁ ଚାହୁଁ ନଥିଲା ତାହା ବି ଜେ ପି ସରକାର ଗୋଟିଏ ଦିନରେ କରି ଦେଖେଇଲା | ତାପରେ ଏପରି ଅଧର୍ଯ୍ୟ ହେଲେ ଚଳିବ କି ? ଟିକିଏ ଧର୍ଯ୍ୟ ଧରନ୍ତୁ , ଦେଖିବେ ଧୀରେ ଧୀରେ ସବୁ କାମ ଠିକ ହୋଇଯିବ | ମନେରଖନ୍ତୁ ଓଡିଶା ରେ ପରିବର୍ତ୍ତନ କେବଳ ଶ୍ରୀ ଜଗନ୍ନାଥଙ୍କ କୃପାରୁ ହୋଇଛି | ସେହିଁ ସବୁ ଠିକ କରିଦେବେ | ବିଶ୍ୱାସ ହିଁ ମୂଳ ଆଧାର |

    • @banamalibehera8781
      @banamalibehera8781 2 месяца назад

      SUNDAR KATHAA BHAI MUNBI SEI COMMENT KARICHHI EMAANE KHALI ASAMBHAAL HEUCHHANTI.

    • @Balangiriya_pila
      @Balangiriya_pila 2 месяца назад +1

      Kyasoch ରେ ତେରୀ
      Manna padega
      Are ହେଇନି କିଛି
      ଆଗକୁ କଅଣ hauchhi
      Gandi ମେଲେଇ ଚାହିଁଥ ଓଡିଶା ବାସି

  • @satyabannaik4539
    @satyabannaik4539 2 месяца назад +3

    ଏଇ ହଇରାଣ ମେସେଜ୍ ବାହାର ରାଜ୍ୟକୁ କୁ ବି ବିସ୍ତାର କରୁଥିଲା ଏବଂ ଵର୍ତମାନ ଖବର ବହୁତ ବଢିୟା l ମନମୁଖୀ ଶାସନ ହଟିଲା l ବୋପା ସମ୍ପତ୍ତି ଭାବୁଥିଲେ ସେମାନେ l ଏବେ ନାମ ଭଲ କରି ନେ l ଶଳାକୁ ମୁଣ୍ଡରେ ଗୋଟେ ପାହାର ବାଜିଲା ଠିକ ହେଇଛି l ତୋ ଘର କଥା l ସି..

    • @Inner.divinity
      @Inner.divinity 2 месяца назад

      ଯେତେ ଲୋକ ମନ୍ଦିର ଯାଉଛନ୍ତି ସେମାନଙ୍କ ମଧ୍ୟ ରୁ ଅଧିକାଂଶ ମେଣ୍ଢା ପଲ ର ମେଣ୍ଢା ଭଳିଆ | ବୋକା ମଣିଷ କୁ ମେଣ୍ଢା ଭଳିଆ ନିୟନ୍ତ୍ରଣ କରିବା କୁ ଧର୍ମ ଓ ମନ୍ଦିର ର ବ୍ୟବସ୍ଥା କରାଯାଇଛି , ଆଉ ସେଇ ମେଣ୍ଢା ମାନେ ନିଜ କୁ ବେଶ ଧାର୍ମିକ ଓ ଭକ୍ତ ବୋଲି ଦେଖେଇ ହୁଅନ୍ତି |ମଣିଷ ଜନ୍ମ ପାଇଛ ଯଦି ମଣିଷ ଭଳିଆ ହୁଅ ଆଗ, କାହିଁକି ମେଣ୍ଢା ଭଳିଆ ଧାର୍ମିକ ଭିଡ, ଗହଳି ରେ ପଶି ନିଜର ମନ୍ୟୁଷତ୍ୱ ର ଅପମାନ କରୁଛ |..

  • @GoarngaOjha
    @GoarngaOjha 2 месяца назад +23

    25 ବର୍ଷ ହେଲା ନବୀନ ପଟ୍ଟନାୟକଙ୍କ ଜଗନ୍ନାଥ ପ୍ରଭୁ ଙ୍କ ପାଇଁ ସେ କିଛି କରି ନଥିଲେ ଆଜି BJP ଶରକାର ଆସିଲା 4ଦୋର ଖୋଲିଲା ସେ ମହାନ କାମ ଟେ କରିଦେଲା ସମସ୍ତ ପ୍ରଶଂସା କରି ପକାଉଛ ଶଳା ବେଇମାନ

    • @amagiha1046
      @amagiha1046 2 месяца назад

      A gudako MAA ku b gehidebe para BJP kuta

    • @lipun1531
      @lipun1531 2 месяца назад

      Parikrama prakalpa

    • @chittcreativity
      @chittcreativity 2 месяца назад

      Bhagabana nka pain kie kana karipaiba...se bhakta pain Sina kama kari paribe..

  • @sankarsandas19790
    @sankarsandas19790 2 месяца назад +1

    ମନ୍ଦିର ଭିତର ଲାଇନ୍ ଚାଲ,

  • @sankarsandas19790
    @sankarsandas19790 2 месяца назад +1

    ଜଗନ୍ନାଥଙ୍କ ପାଖରେ ରାଜନୀତି କର ନାହିଁ, ଏ ଚାରି ଦ୍ବାରା ଜଗନ୍ନାଥଙ୍କ ଆର୍ଶିବାଦରୁ ଖୋଲିଛି

  • @santoshnayak1040
    @santoshnayak1040 2 месяца назад +10

    4 dwar khola hela ratna bhandar kholi diantu dwar kholiba ta bada Katha nuhe kholiba dwara Kan subidha asubidha agaku dekha Kan hauchi

  • @debendrasaml
    @debendrasaml 2 месяца назад +4

    JAY Jagannath Swami Nayana patha gami bhava tume

  • @prabhakardalei5392
    @prabhakardalei5392 2 месяца назад

    ଜଗନ୍ନାଥ ଙ୍କ ପ୍ରଶାସନ କମିଟି ସବୁ ନିଷ୍ପତି ନବାକଥା କୋଉ ରାଜନେତା ମାନେ ତାଙ୍କ ସ୍ୱାର୍ଥ ପାଇଁ

  • @user-pu1iy4lb8e
    @user-pu1iy4lb8e 2 месяца назад +24

    ଇଏ jau ମୁକ୍ତି ମଣ୍ଡପ ରେ nana ମାନେ ବସନ୍ତି ଆଉ puri nana ମାନେ ସୁଦ୍ଧା ଓଡ଼ିଆ ରେ kahile ପରମ ----- ସବୁଠୁ ଅନାୟ ଆଉ ଅଧର୍ମ ଏଇ ମାନେ ହି karuchanti

    • @Rk-we7sd
      @Rk-we7sd 2 месяца назад

      Hindu dharma ku khai dele brhaman Mane.

    • @abkashrout5323
      @abkashrout5323 2 месяца назад

      Mukti mandap re jou Nana achhanti sa Jana teacher achhanti kichhi na janini emitka kahucha

  • @sanatanagochhayat2774
    @sanatanagochhayat2774 2 месяца назад +4

    ଦଳାଚକଟା କେମିତି ନ ହେବ ପୋଲିସର କାମ।

  • @user-bd4ff7df2s
    @user-bd4ff7df2s 2 месяца назад +8

    ଭିତରେ ବ୍ୟରି କେଡ ହେଲେ ଠିକ୍ ହେଇ ଯିବ

  • @sandeshdas1690
    @sandeshdas1690 2 месяца назад +1

    ଶ୍ରୀମଦିର ଏବଂ ଭକ୍ତ ସୁରକ୍ଷା କଥା ସରକାର ଦୃଷ୍ଟି ଦେବା ଦରକାର ରାଜନୀତି ଭୁଲି ପ୍

  • @hi-yx8fc
    @hi-yx8fc 2 месяца назад +5

    ଭିଡ଼ control କରି ବା ଦରକାର

  • @shuabammeher-gi5em
    @shuabammeher-gi5em 2 месяца назад +5

    Chari dwar khola hela je kintu Gajapati Maharaja nku pacharichanti ki cm tharu bada puri Gajapati tanku ta dekhuna

  • @user-ze1ic3il8o
    @user-ze1ic3il8o 2 месяца назад +8

    Jay Naveen ❤❤❤

  • @srustidhardey5817
    @srustidhardey5817 2 месяца назад +1

    Jaga pai apekha ନାହିଁ ଏବେ 🎉🎉🎉🎉🎉❤❤❤

  • @prasantapattanaik862
    @prasantapattanaik862 2 месяца назад

    ବୁଢ଼ା ବୁଢ଼ୀ ଓ ବରିଷ୍ଠ ନାଗରିକଙ୍କ ସୁଗମ ଦର୍ଶନ ବ୍ୟବସ୍ଥା ହେଉ

  • @nature14366
    @nature14366 2 месяца назад +1

    ଭିଡ ହେଲେ ସିନା କାଙ୍ଗାଳ ପଣ୍ଡା ମାନଙ୍କ ପଇସା ରୋଜଗାର ହେବ 😄😄

  • @bhagbanbehera5601
    @bhagbanbehera5601 2 месяца назад

    ରାଜା ଙ୍କ ଶାସନକାଳ ସମୟରେ 4 ଦ୍ଵାର ଖୋଲା ଥିଲା କି ନାହିଁ l ଯଦି ହଁ, ବନ୍ଦ କରାଗଲା କାହିଁକି, ଆଉ ଖୋଲିଲା ପରେ ବିରୋଧ କାହିଁକି l ଏ ପଣ୍ଡା ମହାଶୟଙ୍କର ବୋଧେ ଆଉ ଶ୍ରୀମନ୍ଦିର ରୁ ଉପୁରି ହଉନି l. ଆଉ ଗୋଟେ କଥା ରାଜା ଦେଇଥିବା ଜମି ଜମା ପଣ୍ଡା ମାନଙ୍କ ଠାରୁ ଅଣାଯାଉ

  • @Inner.divinity
    @Inner.divinity 2 месяца назад +1

    ଯେତେ ଲୋକ ମନ୍ଦିର ଯାଉଛନ୍ତି ସେମାନଙ୍କ ମଧ୍ୟ ରୁ ଅଧିକାଂଶ ମେଣ୍ଢା ପଲ ର ମେଣ୍ଢା ଭଳିଆ | ବୋକା ମଣିଷ କୁ ମେଣ୍ଢା ଭଳିଆ ନିୟନ୍ତ୍ରଣ କରିବା କୁ ଧର୍ମ ଓ ମନ୍ଦିର ର ବ୍ୟବସ୍ଥା କରାଯାଇଛି , ଆଉ ସେଇ ମେଣ୍ଢା ମାନେ ନିଜ କୁ ବେଶ ଧାର୍ମିକ ଓ ଭକ୍ତ ବୋଲି ଦେଖେଇ ହୁଅନ୍ତି |..

  • @maheshsahoo9385
    @maheshsahoo9385 2 месяца назад +4

    ଠିକ୍ କଥା କହିଛନ୍ତି ନାନା ଭିତରେ ବାରିକେଟ ନିହାତି ଦରକାର

    • @Inner.divinity
      @Inner.divinity 2 месяца назад

      ଯେତେ ଲୋକ ମନ୍ଦିର ଯାଉଛନ୍ତି ସେମାନଙ୍କ ମଧ୍ୟ ରୁ ଅଧିକାଂଶ ମେଣ୍ଢା ପଲ ର ମେଣ୍ଢା ଭଳିଆ | ବୋକା ମଣିଷ କୁ ମେଣ୍ଢା ଭଳିଆ ନିୟନ୍ତ୍ରଣ କରିବା କୁ ଧର୍ମ ଓ ମନ୍ଦିର ର ବ୍ୟବସ୍ଥା କରାଯାଇଛି , ଆଉ ସେଇ ମେଣ୍ଢା ମାନେ ନିଜ କୁ ବେଶ ଧାର୍ମିକ ଓ ଭକ୍ତ ବୋଲି ଦେଖେଇ ହୁଅନ୍ତି |ମଣିଷ ଜନ୍ମ ପାଇଛ ଯଦି ମଣିଷ ଭଳିଆ ହୁଅ ଆଗ, କାହିଁକି ମେଣ୍ଢା ଭଳିଆ ଧାର୍ମିକ ଭିଡ, ଗହଳି ରେ ପଶି ନିଜର ମନ୍ୟୁଷତ୍ୱ ର ଅପମାନ କରୁଛ |..

  • @Dep_Tripathy
    @Dep_Tripathy 2 месяца назад +2

    Line ବ୍ୟବସ୍ଥା କରିବା କଥା, ଗୋଟେ ଜାଗାରେ ଲୋକ ଠିଆ ହେଇ ରହିଲେ, ଅଯଥା ଗହଳି ହଉଚି

  • @kariasoren6165
    @kariasoren6165 2 месяца назад +1

    ଚାରିଦ୍ୱର ଖୋଲିଲା, ସେବାୟତଙ୍କ ଆୟ କମିଲା ।

  • @mrsatyabratanayak1433
    @mrsatyabratanayak1433 2 месяца назад +17

    ନଦୀ ନଦେଖି ଛାନିଆ କାହିଁକି ଧିରପାାଣି ପଥର କାଟେ

  • @jhillimaNayak
    @jhillimaNayak 2 месяца назад +7

    Jay naveen

  • @abkashrout5323
    @abkashrout5323 2 месяца назад

    Siruli Mahavir high school teacher ama pandit sir nku bahut dina para dakhili bahut khusi lagila Jaya shree jagannath 🙏🙏🙏

  • @abanisahoo4948
    @abanisahoo4948 2 месяца назад +5

    Dala chakata pain subidha hoijiba

  • @nirmalbarik4275
    @nirmalbarik4275 2 месяца назад +3

    ଜୟ ଜଗନ୍ନାଥ 🙏🙏🙏

  • @mr_india_89
    @mr_india_89 2 месяца назад

    ଭିଡ ହେଲେ ସେବାୟତଙ୍କ ଆୟ ବି ବଢିବ

  • @odckala1618
    @odckala1618 2 месяца назад +1

    ଦର୍ଶନ ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଉ ଫଳରେ ଭିଡ କମ ହେବ

  • @souravjena8977
    @souravjena8977 2 месяца назад

    JAY SHREE JAGANNATH❤️🙏❤️

  • @hotelprasanti1676
    @hotelprasanti1676 2 месяца назад +1

    ୮ ଘଣ୍ଟାରେ ଏତେ ବଡ ପଦକ୍ଷେପ କେହି ନେଇ ନଥିଲେ ଧନ୍ୟବାଦ୍. ଆଉ କିଛି କରିବା ଦରକାର ନାଇ ଯାଅ ଘରେ ଶୋଇବ

  • @prasantapattanaik862
    @prasantapattanaik862 2 месяца назад

    ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହେଉ ଭିତରେ।

  • @purnasahoo7859
    @purnasahoo7859 2 месяца назад +4

    Jay nabin

  • @debadattapatel
    @debadattapatel 2 месяца назад

    🙏Jai Shri LaxmiNarayan 🌹Jai Shri Radhe🌹Hari Bola🙏

  • @GobindaChandraSatapathy-se5yr
    @GobindaChandraSatapathy-se5yr 2 месяца назад

    ବୁଝିବାର ଭୁଲ, କାଳିଆ ର ସବୁ ଖୋଲା, ତେଣୁ ସରକାର କାଳିଆ କୁ ସବୁ ଖୋଲା ଭାବେ ନିଅନ୍ତୁ ସବୁଠିକ ହୋଇଯିବ, ତାର ତ ଦରକାର ଖୋଲା ହୃଦୟ, ଖୋଲା ଭକ୍ତି, ଖୋଲା ପ୍ରେମ, ଖୋଲା ମାଳ, ତାକୁ ତୁମେ ମଣିଷ ତୁମେ ତୁମ ନିୟମ ରେ କେବେ ବାନ୍ଧିବାକୁ ଚେଷ୍ଟା କଲେ ପରିଣତି କଣ ହୁଏ ସେ ଜଣାଇ ଦେଇଛି, କାଳିଆ ତାର ଭକ୍ତ ଙ୍କ ପାଇଁ ନିଜେ ନିୟମ କରି ସିଂହଦ୍ୱାର ଖୋଲି ଦଇଛି କେଉଁକାଳରୁ, ଅନ୍ୟ ତିନି ଦ୍ୱାର ଦେଇ ଭକ୍ତ ଙ୍କୁ ଆଶୀର୍ବାଦ ଦେଇ ବିଦା କରୁଛି, ଏଇଟା ତାର ନିୟମ, ପ୍ରାୟ ସମସ୍ତେ ଠିକ ଭାବେ ଦର୍ଶନ ଚାଲୁଥିଲା, ଦେଶର ଅନ୍ୟ ମନ୍ଦିର ର ଉଦାହରଣ ଦେଇ ଅନ୍ୟ ମନ୍ଦିର ର ନିୟମ ଲାଗୁକାରୀ ଏଇ କେତେଦିନ ଭକ୍ତ ବହୁତ ହଇରାଣ ହେଲେ, ସରକାର ଙ୍କୁ ଅନୁରୋଧ ଭକ୍ତ ଙ୍କ ଦର୍ଶନ ପାଇଁ ସେ କରିଥିବନିୟମ ପରିବର୍ତନ କରନ୍ତୁ ନାହିଁ, କାରଣ ସେ ତାର ଭକ୍ତ କେମିତି ଯିବେ ଆଉ କେମିତି ଦର୍ଶନକରି ଫେରିବେ ତାଙ୍କୁ ଜଣାଅଛି, ଆରେ ତା ସିଂହାଦ୍ୱାର ଦେଇ ଯେତିକି ଭକ୍ତ ଙ୍କୁ ସେ ନେବ ଠିକ ସେହି ପାଇଁ ତାର ଚାରିଦ୍ୱାର ଦେଇ ଭକ୍ତ ଙ୍କୁ ବିଦାୟ ଦେବ, ତେବେ ତୁମେ ଆଇନ କରୁଥିବା ମଣିଷ ତାର ଗାଣିତିକ ସୂତ୍ର ଓ ତୁମର ଗାଣିତିକ ସୂତ୍ର ବ୍ୟବହାର କରି ଦେଖ କେତେ ଉଚ୍ଚ ତାର ଗଣିତ, ସେଇ ଭଳି ଗଣିତ କୁ ନବୁଝି ଆଧୁନିକ ବିଜ୍ଞାନ ମଣିଷ ର ଭଲ କରିବାକୁ ଯାଇଁ ଧ୍ଵଂଶ ଆଡକୁ ନେଇଯାଉଛି, ଜୟ ଜଗନ୍ନାଥ

    • @Inner.divinity
      @Inner.divinity 2 месяца назад

      ଯେତେ ଲୋକ ମନ୍ଦିର ଯାଉଛନ୍ତି ସେମାନଙ୍କ ମଧ୍ୟ ରୁ ଅଧିକାଂଶ ମେଣ୍ଢା ପଲ ର ମେଣ୍ଢା ଭଳିଆ | ବୋକା ମଣିଷ କୁ ମେଣ୍ଢା ଭଳିଆ ନିୟନ୍ତ୍ରଣ କରିବା କୁ ଧର୍ମ ଓ ମନ୍ଦିର ର ବ୍ୟବସ୍ଥା କରାଯାଇଛି , ଆଉ ସେଇ ମେଣ୍ଢା ମାନେ ନିଜ କୁ ବେଶ ଧାର୍ମିକ ଓ ଭକ୍ତ ବୋଲି ଦେଖେଇ ହୁଅନ୍ତି |ମଣିଷ ଜନ୍ମ ପାଇଛ ଯଦି ମଣିଷ ଭଳିଆ ହୁଅ ଆଗ, କାହିଁକି ମେଣ୍ଢା ଭଳିଆ ଧାର୍ମିକ ଭିଡ, ଗହଳି ରେ ପଶି ନିଜର ମନ୍ୟୁଷତ୍ୱ ର ଅପମାନ କରୁଛ |..

  • @shuabammeher-gi5em
    @shuabammeher-gi5em 2 месяца назад +4

    Sabu loko mobile neiki jibe security ku bhi dekha agaaku kn heuchi

  • @matchingmusic3233
    @matchingmusic3233 2 месяца назад

    JAY JAGANNATH

  • @user-jb7io6sk5x
    @user-jb7io6sk5x 2 месяца назад

    ଭିତର ବ୍ୟବସ୍ତା କରାଯାଉ ଭିତରେ କାହିଁକି. ଅଭଡ଼ା ବିକ୍ରି କରାଯାଉଛି ମନ୍ଦିରରେ ବ୍ରାହ୍ମଣ ହଉଛନ୍ତି ଟାଉଟର କରି ନିଜେ ବଡ଼ଲୋକ ହବା. ବ୍ରାହ୍ମଣ ମାନଙ୍କର ଅତିଚାଲକ ର ବୁଦ୍ଧି ଆଉ ଭିତରକଥା ବ୍ରାହ୍ମଣ କହିଲେ ଆଗେ ବ୍ରାହ୍ମଣଙ୍କୁ ତାଗିଦ କରାଯାଉ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରାଯାଉଛି ଅଭଡ଼ା ବିକ୍ରି ହୋଉ କିନ୍ତୁ ଟଙ୍କାର ମୂଲ୍ୟ କରାଯାଉ. ଗୋଟିଏ ଅଭଡ଼ା ଥାଳିକୁ ଶହେ ଦେଡ଼ସ ଟଙ୍କାରେ କଣ ପାଇଁ ବ୍ରାହ୍ମଣ ମାନେ ବିକୁଛନ୍ତି

  • @rasmiranjansarangipapuni8940
    @rasmiranjansarangipapuni8940 2 месяца назад +3

    tike loka kasta pauthile kintu darsana bhalakari hauthila kintu abe darsana kariheuni

  • @skjofficial5076
    @skjofficial5076 2 месяца назад +4

    ପାଣ୍ଡିଆନକୁ ଧନ୍ୟବାଦ

  • @bhabanimishra4259
    @bhabanimishra4259 2 месяца назад +2

    Tirupati balaji mandir re jemiti one line Jagannath mandir re haba darkar 🙏🙏🙏🙏🙏

  • @jhunumandal6864
    @jhunumandal6864 2 месяца назад +7

    1st am odisha lok beiman ate kam kala pare Nabin babu nku thik re janhi parile nanhi abe pravu nku dekhib kintu santi re nunhe asanti re 🎉

  • @jhunuranidevi7562
    @jhunuranidevi7562 2 месяца назад +4

    Avada rate tike Kam karantu sir

  • @rajakishoresahoo3197
    @rajakishoresahoo3197 2 месяца назад

    Jay Jagannath saranam 🙏🙏🙏

  • @purnachandrapradhan7683
    @purnachandrapradhan7683 2 месяца назад +1

    Jai jagannath swami nayana patha gami bhava tume ho 🙏🙏🙏🙏

  • @rinkubarik2806
    @rinkubarik2806 2 месяца назад +9

    ଭିତରେ ଯାଇକି ଗୋଟେ ସାଧାରଣ ବୃଦ୍ଧା ବୟସ୍କ ଲୋକ ଦର୍ଶନ କରି ପାରିବେକି

    • @inipradhanpradhan4190
      @inipradhanpradhan4190 2 месяца назад

      Line re darshan kariba sabutharu subidha jay jagannath 🙏🙏🙏🙏

    • @rinkubarik2806
      @rinkubarik2806 2 месяца назад

      @@inipradhanpradhan4190 yes

  • @RameshKumar-ot6bx
    @RameshKumar-ot6bx 2 месяца назад

    Bahut Badia padakhep

  • @santoshmahakhud523
    @santoshmahakhud523 2 месяца назад +1

    ଭିତରେ ସବୁ ଦିନ ରସ ରୁହେ

  • @satyagahir3178
    @satyagahir3178 2 месяца назад

    Right👍 ଆଜ୍ଞା ଠିକ କହୁଛନ୍ତି. ଜୟ ଜଗନ୍ନାଥ 🙏

  • @sita494
    @sita494 2 месяца назад

    Jay jagatnath biswa ra mangal kara@❤❤

  • @smitamohanty3302
    @smitamohanty3302 2 месяца назад +1

    Darshan should be best in Garbhagruha

  • @pmanoja5545
    @pmanoja5545 2 месяца назад

    Nana perfect katha kahile , e katha ku gambhira bhaba nia jau

  • @rameshchandramohapatra1558
    @rameshchandramohapatra1558 2 месяца назад

    Nana you are great

  • @PradeepKumarBehera-or9ee
    @PradeepKumarBehera-or9ee 2 месяца назад

    Jay Naveen pattnayak ❤❤❤🎉🎉🎉

  • @prasannaparida853
    @prasannaparida853 2 месяца назад

    Jay shree Jagannath

  • @artatranapradhan908
    @artatranapradhan908 2 месяца назад +6

    Ebe 8 dwara kholibara achhi BJP se bisaya re chinta karuchi

    • @lipun1531
      @lipun1531 2 месяца назад

      Uparu fly re darsan karibara byabastha karuchi😂

  • @myspiritualjourney4629
    @myspiritualjourney4629 2 месяца назад

    Jày jagnnath 🙏🙏

  • @chabilalnaik2001
    @chabilalnaik2001 2 месяца назад +1

    ବାହାରେ ସୁଖ ଭିତରେ କଷ୍ଟ ଏଇଟା କ'ଣ ସୁବିଧା

  • @manojmukhi4078
    @manojmukhi4078 2 месяца назад

    Bahut sundar nana jay Jagannath

  • @suratkumar3324
    @suratkumar3324 2 месяца назад

    Bahut badhiya katha

  • @patitakumarchoudhury9855
    @patitakumarchoudhury9855 2 месяца назад

    ଜଗନ୍ନାଥ ଙ୍କ ପର୍ଯ୍ୟନ୍ତ ବେରିକେଟ ହେଉ, ଗୁମୁଟ ଯାଏ ବେରିକେଟ କରାଯାଉ, ପଣ୍ଡିତ ଜଣକ ଠିକ କହିଛନ୍ତି 🙏

  • @tofanpradhan871
    @tofanpradhan871 2 месяца назад

    ବାହାର କାଠ ଭିତର କାଠ ରେ ଧାଡ଼ି ଦର୍ଶନ କରନ୍ତୁ ନଥିଲେ ଲୋକ ଦଳା ଚକଟାରେ ମୃତ୍ୟୁ ନିଶ୍ଚିତ

  • @renupravamohapatra1036
    @renupravamohapatra1036 2 месяца назад

    Parikrama prakalpa was essential for the devotees.

  • @ashokpataniak1107
    @ashokpataniak1107 2 месяца назад +3

    Achha din to aya, sarkar jaha kahithile taha kale bhitare jaha hau. Loka ta khushi na. Naveen patniak murkha ta jani paru na thile tenu chari dwara kholu nathile. Harile

  • @pragatipatnaik3085
    @pragatipatnaik3085 2 месяца назад

    Have patience people!! It will take time !! Don't be so worry and hury!! Give time to r present CM to do his duty. We had been suffering since 5/6 years!! Jai Jagannath 🙏

  • @user-zh5ln6lh9m
    @user-zh5ln6lh9m 2 месяца назад

    ନନାର ମନ ଭାରି ଖୁସୀ

  • @jagannathsahoo4092
    @jagannathsahoo4092 2 месяца назад

    Baricate should be installed upto Garva Gruha ,all Bhakta can visit suitably to Lord Darubramha.Commitee should review

  • @spacecuriosity2304
    @spacecuriosity2304 2 месяца назад +2

    ଏଇ ବୋକା ଚୋଦା ମୁଖ୍ୟମନ୍ତ୍ରୀ ର କିଛି idea ନାହିଁ.. ନୂଆ ନୂଆ ହୋଇଛି ତ ଯାହା ନାଇଁ ତା କରି ପକାଉଛି..

    • @Rk-we7sd
      @Rk-we7sd 2 месяца назад

      Tui ete gyani chudauchhu harami, tui cm bani Jai thhi tu.

  • @pratyushparida854
    @pratyushparida854 2 месяца назад

    ପ୍ରବଳ ଭି଼ ଡ ନନା ଙ୍କ ଚାଲ୍

  • @parashkumarchawda8044
    @parashkumarchawda8044 2 месяца назад

    ଭିତର ଅବସ୍ଥା ଅତି ଶୋଚନୀୟ...... 😰😰😰😰

  • @srikantasahoo5701
    @srikantasahoo5701 2 месяца назад

    Very good suggestion.

  • @bikramadityamohanty1406
    @bikramadityamohanty1406 2 месяца назад

    Jay jagarnath

  • @myspiritualjourney4629
    @myspiritualjourney4629 2 месяца назад

    Write Katha 👌

  • @sibaprasaddas1210
    @sibaprasaddas1210 2 месяца назад

    ମନ୍ଦିର ଭିତରେ ଅଘଟଣ ପାଇଁ BJP ଦେଇ ହେବ

  • @sachitradas6257
    @sachitradas6257 2 месяца назад

    Jai jagannath swami

  • @user-oq4dt5ri2z
    @user-oq4dt5ri2z 2 месяца назад

    Jay shree jagannath ❤

  • @pokemongameupdate6750
    @pokemongameupdate6750 2 месяца назад

    ପ୍ରତିହାରୀ, ସୁଆର, ସେବକ, ପ୍ରତିହାରୀ... ସମସ୍ତେ ଭକ୍ତ, ଶ୍ରୀମନ୍ଦିର ଆରକ୍ଷୀ ଓ ବ୍ୟବସ୍ଥା କେମିତି କଲେ ଭଲ ହେବ ଚିନ୍ତା କରିବାକୁ ହେବ।....

  • @RajaKhan-ci6dk
    @RajaKhan-ci6dk 2 месяца назад

    Jay shree jagannath mahaprabhu 🙏🙏🙏

  • @dineshrath2500
    @dineshrath2500 2 месяца назад +3

    Tirupati gale kete samaya rahucha

  • @ddvlog7000
    @ddvlog7000 2 месяца назад

    Jay Jay Shri Jagannath

  • @SejalDivyanshi07
    @SejalDivyanshi07 2 месяца назад

    Bhala heiche

  • @user-og1bl7ni9j
    @user-og1bl7ni9j 2 месяца назад

    କିଛିଦିନବନ୍ଦଥିଲା। ଟିକେ ଭିଡ଼ ହେବ ଏତେ ବ୍ୟସ୍ତ କାହିଁକି କିନ୍ତୁ ବାରିକେଟନ କରାଯାଉଆଜିଯାଏଁ ବାରିକେଟ ନଥିଲା କଣ ଅସୁବିଧା ଥିଲ କି?