ଗାଡିଆ ଦଳରେ ରଙ୍ଗ ବୋଳି, ରାସ୍ତାରେ ବିକୁଛନ୍ତି ଅଣ ଓଡ଼ିଆ ବୁଲା ବେପାରୀ। କହୁଛନ୍ତି ନାଲି ନେଳି ରଙ୍ଗୀନ ଫୁଲ ଫୁଟିବ

Поделиться
HTML-код
  • Опубликовано: 31 янв 2025

Комментарии • 1 тыс.

  • @belajena3612
    @belajena3612 2 года назад +116

    ଏମାନେ ବହୁତ ଉଦ୍ଧତ, ନିର୍ଲଜ୍ଜ ଓ ସଙ୍ଗଠିତ I ଏଇଟା ବିଲାତି ଦଳ I ବର୍ଷା ଦିନେ ଏଇ ଦଳର growth ଭଲ ହୁଏ I ତାକୁ ଆଣି ଏମିତି କରୁଛନ୍ତି। ସମସ୍ତଙ୍କୁ ଜଣାଇ ଥିବାରୁ ରିପୋର୍ଟର ଙ୍କୁ ବହୁତ ଧନ୍ୟବାଦ। ଏମାନେ ବିଭିନ୍ନ ଛକରେ, ମାର୍କେଟ୍ ରେ ଗହଳି ଜାଗାରେ ବୁଲୁ ଥିବେ, ପାଖକୁ ଲାଗିଲାଗି ଆସି ଯିବେ। କାଖରେ 2/3 ବର୍ଷର ଭୋକିଲା ଛୁଆ ଟିଏ ଥିବ। ଭିକାରୀ ର ଆଢୁଆଳରେ ପକେଟମାର ଲକ୍ଷ୍ୟ। ହାତ ଗୋଡ଼ ଅଛି, ଆସ କିଛି କାମ କର କହିଲେ, ignore ମାରି ଚାଲିଯିବେ।

    • @sasmitapati677
      @sasmitapati677 2 года назад

      Ama odia Loka Niriha nuha ATI chalk bhabanti nijaku

    • @rajendrarathrath4204
      @rajendrarathrath4204 2 года назад

      Amane kana sura sarathi nka tharu ate kharap Garib lokanku tike Daya kara

    • @suryanarayantarini6918
      @suryanarayantarini6918 2 года назад

      @@rajendrarathrath4204 daya kale chadhibe

  • @chaitanyabariki810
    @chaitanyabariki810 2 года назад +6

    ଭାଇ ଆମ ରାଜ୍ୟ ର ଅବସ୍ଥା ଏମିତି 🙏 ପାଣ୍ଡିଆନ ରାଜନୀତି କରୁଛି🙏 ବଙ୍ଗଳାଦେଶୀ ଆସି ଏଟିଏମ ଛାଡୁଛନ୍ତି 🙏🙏🙏

  • @chandraparzachandraparza5949
    @chandraparzachandraparza5949 2 года назад +430

    ଏମିତି ଭକୁଆ ବୋଲି ଆମ ଓଡ଼ିଆ ଙ୍କୁ ଶାସନ କରୁଚି ଅଣ ଓଡ଼ିଆ,

  • @AjayKumar-rr2mv
    @AjayKumar-rr2mv 2 года назад +113

    ଏ ଅଣ ଓଡ଼ିଆ ରାଜ୍ୟ ଟାକୁ ଖାଇଦେବେ ଜଣା ପଡୁଛି

  • @bijaykumarexpress4u519
    @bijaykumarexpress4u519 2 года назад +80

    ଆମେ ଓଡ଼ିଆ... କେହି ଅଣ ଓଡ଼ିଆ ଓଡିଶାରେ ରହିଲେ ତାକୁ ତୋଡ଼ି ଦେବୁ ନାହିଁ...କି କୋଉ ଅଲଗା ଜାଗାରୁ ଆସୁ ଥିବା ଲୋକଙ୍କୁ ଅସମ୍ମାନ ଦେଇ ବିଦା କରିବୁନି କିନ୍ତୁ.. ଓଡିଶା ରେ ରହି ଓଡ଼ିଆ ଲୋକଙ୍କୁ ଠକିଲେ ଆମେ ବାଧ୍ୟ ହେବୁ ଆପଣଙ୍କୁ ଓଡିଶାରୁ ତୋଡ଼ି ଦେବା ପାଇଁ... ତେଣୁ ଭଲ ଭଲ ରେ ଫେରି ଯାନ୍ତୁ ଆଉ ନହେଲେ... 😡

    • @prajanadattaputhal7034
      @prajanadattaputhal7034 2 года назад +2

      Bjd vk pandia kan karuchhi

    • @sangitaodiavlog944
      @sangitaodiavlog944 2 года назад +1

      Thik kahichhanti bhai , sangita odia vlog

    • @coolboysagar
      @coolboysagar 2 года назад

      Kai neta mananku kichhi kari paruna ta
      tanke alridey ama odisha ku biki saleni kai tanku kichhi kari paruna

    • @akashparida6005
      @akashparida6005 2 года назад

      Vhhnn

    • @studycare7982
      @studycare7982 2 года назад

      Sala todii kn be odia Vasa asini kuadu kuadu asucha re

  • @shydollpriti8691
    @shydollpriti8691 2 года назад +234

    ବିଦା କର ଏଗୁଡାଙ୍କୁ ଓଡିଶାରୁ

    • @devdalansahu4179
      @devdalansahu4179 2 года назад +1

      Hnn right bhai

    • @sanak259
      @sanak259 2 года назад +4

      Bhai se tanka business karuchanti tame jadi tanka jinisa boka bani kiniba eya hi heba au jiye kahucha bida hua angya bhai tanka ra paisa nhi paisa dei diya se paleibe

    • @satyaartcreations8186
      @satyaartcreations8186 2 года назад

      Odia bahut chodiaa so Bahar asiki chutia banauchanti

    • @rajeshmohapatra3694
      @rajeshmohapatra3694 2 года назад

      Right

    • @dusmantmahapatra8663
      @dusmantmahapatra8663 2 года назад

      Duum achhi ta...bangladesi..rohingiaa Muslim ku odisha ru bahar Kari dekahaoo........jaha agami samayare Hindu manankr sar Tan se juda heba.....
      Nai.... keval emiti nich Karma garblok upare heipariba.....

  • @babudash1336
    @babudash1336 2 года назад +44

    ଏଇ ଭଳି ନାଗ ଫେଣିଆଁ ଦଳ ଗାଡିଆ ପୋଖରୀରେ ଭରା ଅଛି ଯୋଉ ମାନେ
    ମାଗଣା ନେବେ ଧବଳେଶ୍ୱର କିମ୍ବା ଛତିଶା
    ପାଟ ରୁ ନିଅନ୍ତୁ ।।

    • @debadattadash5222
      @debadattadash5222 2 года назад +1

      Ama gharu asinia amra bahur achi

    • @sanjaybariha8400
      @sanjaybariha8400 2 года назад

      Nice joke 😃😃😃😃😃😃💕💕💕💕

    • @krushnamohansahoo5633
      @krushnamohansahoo5633 2 года назад

      ଚୌଦ୍ଵାର କୋଉ ଯାଗା ରୁ ତୁମେ ଭାଇ।

  • @jeetmohanty5347
    @jeetmohanty5347 2 года назад +1

    ଦଳ କୁ ଛାଡ଼ ସେପେଟ ମେଡ଼ିସିନ ଭେଜାଲ ହଉଛି ଦେଖନ୍ତୁ

  • @krutibasnayak975
    @krutibasnayak975 2 года назад +5

    ଏତିକି ନୁହେଁ ଭାଇ ,ଚାକିରୀ କରିବାକୁ ଗଲେ ,ପଚାରୁଛନ୍ତି ଓଡ଼ିଆ ମିଡିୟମ ପିଲା କି ଇଂରାଜୀ ମିଡିୟମ 😐😐😐..... ଓଡ଼ିଆ ସ୍କୁଲ ର ପିଲାଙ୍କୁ କିଛି ମହତ୍ତ୍ଵ ଦେଉନାହାନ୍ତି।

  • @Sasmita130
    @Sasmita130 2 года назад

    ଆମ ଓଡ଼ିଶା ବାସୀଙ୍କୁ ଏ ଅଣ ଓଡିଆ ମାନେ ବୋକା ବନେଇ ପାରିବେନି ଆମେ ନିଜେ ବୋକା ବନି ଯାଉଛେ କାହିକିଁ ନା ଆମ ଓଡ଼ିଶା ବାସୀଙ୍କର ମନ ବେଶି ଗଛ ହେଉ ଅବା ଫୁଲଗଛ ବୄକ୍ଷଲତା ଉପରେ ଚାହିଦା ଆମେ ଏତେ ଗୁରୁତ୍ଵ ଦେଇ ନଥାଉ ଗରିବ ଲୋକଙ୍କ ପାଖରୁ କିଣିଥାନ୍ତି କାହଁକି ନା ଏମାନଙ୍କର କିଛି ବେପାର ହେଇଯାଉ ଏଥିପ୍ରତି ଆମ୍ୱେମାନେ ମନ ଦେଇଥାଉ 🙏ପ୍ରଭୁ ଜଗନ୍ନାଥଙ୍କ ମନ ଭଳି ଆମ ଓଡିଶା ବାସୀଙ୍କ ମନ🌹ସରଳ ମନ

  • @kahijanilekathasundar
    @kahijanilekathasundar 2 года назад +109

    ଓଡ଼ିଶାର ଲୋକ ବହୁତ୍ ଚାଲାକ୍ ବୋଲି ତ
    25 ବର୍ଷ ଧରି ଗାଣ୍ଡୀ ମାରି ଚାଲିଚି ନବୀନ
    କିନ୍ତୁ କେହି ବୁଝି ପାରନ୍ତି ନାହିଁ 😂😂😂😂😂
    ସେ ଯାହା ହେଉ ନବୀନ ଭଲ ମାରୁଚି, ଆଉ ମାରି ଚାଲିବ ମଧ୍ୟ, କାରଣ ଆମ ଓଡ଼ିଶା ଲୋକ ବହୁତ୍ ଚାଲାକ୍ ନାଁ

    • @rajendra1440
      @rajendra1440 2 года назад +2

      Right

    • @bikramjitrout3149
      @bikramjitrout3149 2 года назад +2

      Ek toh pandiyan dusra naveena Tuesday teh l9g

    • @hrusikeshadhal7904
      @hrusikeshadhal7904 2 года назад +1

      Nabin ra kan bhulu

    • @samirkumarjena5209
      @samirkumarjena5209 2 года назад

      Tama type ra loka sabuthu gandimara

    • @kahijanilekathasundar
      @kahijanilekathasundar 2 года назад +1

      @@samirkumarjena5209 ତା ମାନେ, ତମ ଘରେ ବିଆ ମାର ଅଛନ୍ତି right, ଭଲ ବିଆ ଦେଉ ଛନ୍ତି ସିମିନ୍ତି ବିଆ ଦେଇ ଚାଲ, ପୁନ୍ୟ ହେବ 😃😃😃😃😃😃

  • @apartimoharana2763
    @apartimoharana2763 2 года назад +1

    କାର୍ଯ୍ୟାନୁଷ୍ଠାନ କିଛି ନିଆ ଜୀବନୀ
    ଚାକିରୀ କରାଇବା ବାହାନାରେ ଏମାନଙ୍କୁ ଅଣା ଯାଇଥାଇପାରେ. ସେମାନେ ନିଶ୍ଚୟ ବାହୁବଳୀ ଥିବେ

  • @manshtarai498
    @manshtarai498 2 года назад +30

    ଏମାନଙ୍କର ହାତ କିଏ ତାକୁ ଧରା ଯାଉ
    ଆଉ ଏହି ଭଳି ଅଣଓଡ଼ିଆ ମାନଙ୍କୁ ଧରାଯାଉ
    ଉଚିତ ଶିକ୍ଷାଦେବା ଦରକାର

  • @santoshlakra4056
    @santoshlakra4056 2 года назад

    GOOD JOB PRATIDINA NEWS

  • @janmejaynayak5459
    @janmejaynayak5459 2 года назад +180

    ଆମେ ଯଦି ବୋକା ନୁହେଁ ଅଣ ଓଡ଼ିଆ ଆମକୁ ବର୍ଷ ବର୍ଷ ଧରି ଶୋଷଣ କରୁଥାନ୍ତା😝😝😝😂😂😂

  • @prabhakarsethy6693
    @prabhakarsethy6693 2 года назад

    ଏହା ନବୀନ ସରକାର ର ଚାଲବାଜ
    😎😎😎😎

  • @mrganulolodia1491
    @mrganulolodia1491 2 года назад +15

    ଏମାନେ ବାଂଲାଦେଶୀ ଗୁଡା କେତେବେଳେ ଛୋଟ ଟାକଟର୍, କେତେବେଳେ FM redio, କେତେବେଳେ 100 ଟଙ୍କିଆ Pant ବିକୁଛନ୍ତି.. ଧୀରେ ଧୀରେ Govt ଜାଗା ରେ ବସ୍ତି ବନେଇକି ନିଜକୁ Local ଦାବି କରୁଛନ୍ତି.. ସରକାର ଙ୍କୁ ଅନୁରୋଧ ଏମାନ ଙ୍କ ଉପରେ ନଜର ରଖନ୍ତୁ.

    • @annapurnanayak699
      @annapurnanayak699 2 года назад +1

      Amane Rohingya athi dine basti banei odia mananku akhi dekheibe

  • @amulyakumardas6158
    @amulyakumardas6158 2 года назад +1

    Jeoun bhai a ghatanaku baharaku anile , tanku bahut dhanyawad 🙏🙏🙏

  • @kohinorbehera3377
    @kohinorbehera3377 2 года назад +3

    ୨୫ ବର୍ଷ ହେଲା ଅଣଓଡ଼ିଆ ମାରୁଛି, ଜାଣିପାରୁନ

  • @m.jogendrareddy914
    @m.jogendrareddy914 2 года назад

    ମହିଳା ମାନେ ଦିନରେ ବେପାର କରୁଛନ୍ତି ଏମାନଙ୍କ ପୁରୁଷ ମାନେ ରାତିରେ ଚୋରି କରୁଛନ୍ତି ସାବଧାନ

  • @ommylife4932
    @ommylife4932 2 года назад +4

    ଭାଇ ଏଗୁଡାକ ହେଉଚୁ କଲିକତା ଦଳ ।
    ଏ ସବୁ ଗଡିଆ ପୋଖରୀ ହୁଏ ।
    ଆମେ ଦେଖିଚୁ ଆମ ଗାଁ ଗଡିଆ ପୋଖିରୀରେ
    ଭତୀ ହୋଇଚି । ଏଥରେ ସବୁ କଲର ରଙ୍ଗ ମରା ହୋଇଛି।

  • @AmarjitDas713
    @AmarjitDas713 2 года назад

    ଧନ୍ୟବାଦ୍ ପ୍ରତିଦିନ ଚାନେଲ

  • @malayadas9357
    @malayadas9357 2 года назад +11

    ଭାଇରେ ଯେତିକି ସମୟ ବୁଦ୍ଧି ଜ୍ଞାନର ସଦୁପଯୋଗ କରି ଏ ଲୋକଙ୍କୁ ଧରିଲ, ଦୟାକରି ଆମ ସମାଜ କୁ ଲୁଟୁଥିବା ନେତାଙ୍କ ଘୋଟଲା କୁ ଟିକିଏ ଧର । ଏମାନେ ଭୋକ ପାଇଁ ଏମିତି କରୁଛନ୍ତି । ଏମିତି ସାରା ଜୀବନ ଏମାନେ ଲୋକଙ୍କୁ ଲୁଟିଲେ ବି କୋଟିପତି ହେବେନି ।

  • @drranjitkumarlenka4747
    @drranjitkumarlenka4747 2 года назад

    ସମସ୍ତେ ଏକ ସ୍ୱରରେ ପ୍ରତିବାଦର ନାରା ଲଗେଇ ମିଡିଆ ବାଲା ଙ୍କୁ ଏମିତି ଶସ୍ତା ଖବର ପ୍ରସାର କରିବା ପାଇଁ ବେଶୀ ଉତ୍ସାହିତ କରୁଛନ୍ତି। ଥରେ ଭାବିକି ଦେଖନ୍ତୁ ପ୍ରତି ମୂହୁର୍ତ୍ତରେ ଆମେ ମାନେ ଠକାମିର ଶିକାର ହେଇଚାଲିଛୁ। ଯେମିତି କି ଅପମିଶ୍ରିତ ଖାଦ୍ୟ, ପାନୀୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ,ସବୁଥିରେ ଆମକୁ ଆରବପତି ମାନେ ଲୁଟି ଚାଲିଛନ୍ତି। ମୋବାଇଲ ଓ ନେଟୱାର୍କ କମ୍ପାନୀ, ଚିଟଫଣ୍ଡ କମ୍ପାନୀ, ସାଇବର ଠକେଇ ଏମିତି କେତେ କେତେ ସଂସ୍ଥା ଆମକୁ ଆଖିରେ ଆଙ୍ଗୁଠି ଗେଞ୍ଜି ଶୋଷି ଚାଲିଛନ୍ତି। ସେଥିପ୍ରତି କାହାରି ନିଘା ନାହିଁ। ଆମ ପିଲାମାନଙ୍କ ଖୁସି ପାଇଁ ଆମେ ବଜାରରେ ମୂଲଚାଲ ନକରି ପର୍ସରୁ ପଇସା କାଢି ଦଉଛେ। ୧୦୦ ଟଙ୍କାର କଞ୍ଚାମାଲ ରେ ତିଆରି ଖାଦ୍ୟଥାଳି କୁ 5star ହୋଟେଲରେ ୧୦୦୦ ଟଙ୍କା ଦେଇ ଖାଉଛେ।ଖାଇବା ପରେ ହୋଟେଲବୟକୁ ୧୦୦ ଟଙ୍କା ଟିପ୍ପ ଦେବାକୁ ଉଚିତ ମନେ କରୁଛେ । ହେଲେ ନିଜ ପେଟ ପାଇଁ, ଭୋକିଲା ଛୁଆଙ୍କ ପେଟକୁ ମୁଠାଏ ଦାନାପାଇଁ , ଦେହକୁ ଖଣ୍ଡେ କନାପାଇଁ , ଭିକ ନମାଗି ଯଦି ସେମାନେ ଏ ବୃତ୍ତିକୁ ଆଦରି ନେଲେ ତେବେ କ୍ଷତି କଣ। ପଙ୍କ ଆବର୍ଜନା ରୁ ଦଳ ସାଉଁଟି ମୁଣ୍ଡରେ ଝୁଡି ମୁଣ୍ଡେଇ ଖରାବର୍ଷା ରେ ଦ୍ୱାର ଦ୍ୱାର ବୁଲି , ମିଛପଦେ
    କହି ଯଦି ଆପଣଙ୍କ ଭାବପ୍ରବଣତାର ଅମାରଘରୁ ଟଙ୍କା କୋଡ଼ିଏଟା ନେଇଗଲେ ତାହେଲେ ସେମାନେ କଣ ଏତେବଡ ଅପରାଧ କରି ପକେଇଲେ । ମିଡ଼ିଆ ଭାଇମାନେ ଓ ଆପଣମାନେ ସମସ୍ତେ ତାଙ୍କ ପଛରେ କୁକୁରମାଙ୍କଡ଼ କଳି ଲାଗିଲା ଭଳି ଲାଗିଯାଇଛନ୍ତି ଯେ ତାଙ୍କୁ ଶାନ୍ତିରେ ଘଡ଼ିଏ ଠିଆ କରେଇ ଦେଉନାହାନ୍ତି। ମିଛ କହି କେତେ ବଡ଼ବଡିଆ ଆମକୁ ଆମ ଦେଶକୁ ଲୁଟି ଚାଲିଛନ୍ତି, ତାଙ୍କ ପାଇଁ ଆମେ ନୀରବ। ହେଲେ ଏମାନଙ୍କ ପାଇଁ******** କିଛି ଭୁଲ କହିଲି କି!! ଵସଷ୍ଟପ୍ ଓ ଜନଗହଳି ଟ୍ରାଫିକରେ ଯେମିତି ଆମେ ମାନବିକତାର ପରିଚୟ ଦେଇ ଗରୀବ ଛୁଆଟେ ପାଖରୁ ୫ଟଙ୍କାର କଲମକୁ ଜାଣିଶୁଣି ୨୦ ଟଙ୍କାରେ କିଣୁ ଠିକ ଏ କ୍ଷେତ୍ରରେ ସେମିତି କଲେ କ୍ଷତି କଣ???

  • @ankitamohapatravlog2327
    @ankitamohapatravlog2327 2 года назад +4

    ଏମାନେ ଆମ ଓଡ଼ିଶା ରୁ ଖାଉଛନ୍ତି ପୁଣି ଦଳ ବିକିକି ଆଉ ଆମ ଓଡ଼ିଆ ଆକୁ କିଣୁଛନ୍ତି🤨

  • @gyanendrajena7315
    @gyanendrajena7315 2 года назад

    ଯୋଉ ରାଜ୍ୟରେ ମୁଖିଆ ଅଣ୍ଡ , ଗୋଟେ ଅଣଓଡ଼ିଆ ସାରା ଓଡିଶାକୁ ଚଳଉଚି ସେଠୁ ଆଉ କଣ ଆଶା ରଖିବା । ଓଡ଼ିଆ ମାନେ ଖୋଡ଼ିଆ , ସବୁବେଳେ ମାଗଣା ଆଉ ଶସ୍ତା ଖାଇବା ଚିନ୍ତା , ସେଥିପାଇଁ ତ ଯିଏ ନାହିଁ ସିଏ ଓଡ଼ିଶାରେ ଖେଳ କରି ପଲୋଉଛନ୍ତି । ବାଂଲାଦେଶି , ରୋହିଗ୍ୟ , ଅନ୍ଧ୍ରା , ମରାଠୀ, ତାମିଲ ସବୁ ଲୁଟିନେଲେଣି

  • @laxmidharhasda6209
    @laxmidharhasda6209 2 года назад +26

    ଓଡିଶା ରେ ଯେତେ ଅଣଓଡ଼ିଆ ମାନଙ୍କୁ ପିଟିକି ପାମ୍ପଡ ବନେଇ ଦିଅ । ଆମକୁ ତ ଅଣ ଓଡିଆ ଶାସନ କରୁଛି କହିବା କାହାକୁ।

  • @justcommi
    @justcommi 2 года назад

    ଓଡିଶା ରେ 25 ବର୍ଷ ୟେ ଭଳିଆ ରଙ୍ଗ ମାରି ରାଜ୍ୟ କୁ ଚଳାଉଛନ୍ତି କିନ୍ତୁ ଫରକ ହେଉଛି,,,ଏମାନେ ଗରିବ ସେଥିପାଇଁ ତୁମର ମାଇକ 🎤 ପହଂଚି ପାରିଲା,, 🙂 ଯଦି ବି ଏମାନେ ଦଳ ରେ ରଙ୍ଗ ମାରି ବିକ୍ରି କରୁଛନ୍ତି କିଣିବା ଲୋକଙ୍କୁ ପରଖିବା ଦରକାର,,, କାରଣ ଭୁବନେଶ୍ୱର ର ମମି, ଡାଡି ପିଲା ଗୁଡା ଗାଁ କୁ ଗଲେ ନାହିଁ ଜାଣିବେ କୋଉଁଠୁ..ଭାଇ ତୁମର ଉପସ୍ଥାପନା ରେ ବଡ ଗ୍ୟାଙ୍ଗ କାମକରୁଛି,, କିଏ Daud🤣🤣🤣

  • @mukeshbastia7808
    @mukeshbastia7808 2 года назад +18

    ଆରେ ଭାଇ 25 ଦିନରେ ଅନେକ ପୁରସ୍କାର ମିଳିବ

  • @pradoshkumar7833
    @pradoshkumar7833 2 года назад

    ବାହାର ଲୋକ ବୁଲି ବୁଲି ଯେ କୌଣସି ବେପାର କରୁଛନ୍ତି ତାଙ୍କ ମାନଙ୍କ ଠୁ କିଛି ବି ରଖିବା କଥା ନୁହେଁ, କାରଣ ଏମାନ ଙ୍କ ର କେବଳ ଠକିବା ଉଦେଶ୍ୟ.ଆମ ଆଖି ପାଖ ରେ ଯୋଉ ଦୋକାନ ଅଛି ଵା ଲୋକାଲ ଦୋକାନ ମାନଙ୍କ ରେ ଜିନିଷ କେଣିଲେ ଖରାପ ପଡିଲେ ବି ତାଙ୍କୁ କହି ହବ. ଏମାନଙ୍କ ଠୁ ରଖିଲେ ଜିନିଷ ବି ଖରାପ ଆଉ ପଇସା ବି ବର୍ବାଦ

  • @monalisamonalisa5165
    @monalisamonalisa5165 2 года назад +21

    ଛି ଛି ଲୋ କି ଯୁଗ ହେଲା ଲୋ। ଶେଷରେ ଲୋକ ଦଳ କିଣିଲେଣି ଫୁଲ ଫୁଟେଇ ବା ପାଇ 🤣🤣🤣🤣🤣🤣 ।ଯିଏ ବିକୁଚି ତାଙ୍କର ଦୋଷ ନାହିଁ ।ପେଟ ପୋଷ ନାହି ଦୋଷ ।ଯିଏ କିଣୁଛି ସବୁ ତାଙ୍କରି ଦୋଷ । ଜଏ ଜଗନ୍ନାଥ 🙏🙏🙏

  • @bikashmvlogs3863
    @bikashmvlogs3863 2 года назад +1

    ଓଡ଼ିଶା ଲୋକ ନିରୀହ ନୁହେଁ ଅତି ଚାଲାକ୍ କଥାରେ ଅଛି କାଉ ଅତି ଚାଲାକ୍ ହେଲେ ବିଷ୍ଠା ଖାଏ ନିଜ ଆଖ ପାଖରେ କଣ ହଉଚି ଆମର କିଛି ଯାଏ ଆସେ ନାହିଁ ଆମେ ଚାକିରି କରିବୁ ଖାଇବି ପିଇବୁ ବୁଲିବୁ କିଏ ଅଇଲା କିଏ ଗଲା କିଏ ରହିଲା କଣ କଲା ଓଡ଼ିଆ ମାନେ ସେଥି ପ୍ରତି ଧ୍ୟାନ ଦିଅନ୍ତି ନାହିଁ ସେଥି ପାଇଁ ଆଜି ଓଡିଶା ଅଣଓଡ଼ିଆ ମାନଙ୍କ କବଜାକୁ ଚାଲି ଯାଉଛି ଓଡିଶା କୁ ଆସି ଯିଏ ଯାହା ଇଛା କରୁଛନ୍ତି ଆଉ ଓଡ଼ିଆଙ୍କୁ G ମାରି ଚାଲି ଯାଉଛନ୍ତି

  • @chitaranjan3588
    @chitaranjan3588 2 года назад +3

    ଭାଇ ଇଏ ସତକଥା , ଆମ ଅନଗୁଳରେ ବି ଏମାନେ ଏଇ ଗଛକୁ ବିକିକି ଲୁକଙ୍କୁ ବହୁତ ଠକିଛନ୍ତି , ଏଇରା ସେଇ ଦଳ ଗଛରା , ଭୁଲରେ ବି କେହି କିଣନ୍ତୁ ନାହିଁ,. 🏌️🏌️

  • @madhusmitabiswal8411
    @madhusmitabiswal8411 2 года назад

    ଅଣ ଓଡିଆ ନ କହି ସିଧା ସିଧା ବିହାରୀ ବୋଲି କହୁନ ନା ସେତିକି କହିବାକୁ ଡର ଲାଗୁଛି।

  • @anupammohanty301
    @anupammohanty301 2 года назад +18

    ଏମାନେ ପୁରା ବଦମାସ...ଏମାନଙ୍କୁ ବିଦା କରିବା କଥା...ସବୁ ଗୋଡ଼ାକ ଚୋର...ବହୁତ ବଦମାସ...ଠିକ କଥା... ଏମାନେ ସବୁବେଳେ ଧାମକାନ୍ତି...Blackmail କରନ୍ତି...police should take strict action...

    • @abhandwriting.3866
      @abhandwriting.3866 11 месяцев назад

      Telia mundare tela. Ama india re mada, gudkha pari maratmaka jinisa bikri hauchhi sethire ta e sala reporter mane kichhi karunahanti khali setiki nuhen fair and lovely,cream , ahuri aneka product add Madhya mare company sabu lokanku thakuchhanti bhai.kintu ehi goriba loka kichhi fake product bikri karuchhanti public au media pachhare padi jaichhanti au police station report karuchhanti. E a kana manabikata.

  • @Ayushmansahoo2909
    @Ayushmansahoo2909 2 года назад

    ଏମିତି ବହୁତ ଅଣ ଓଡ଼ିଆ ଆମ ରାଜ୍ୟ କୁ ପଶି ଆସି ଛନ୍ତି। ସରକାରଙ୍କୁ ଅନୁରୋଧ ଏମାନଙ୍କୁ ତୁରନ୍ତ ରାଜ୍ୟ ରୁ ବିଦାୟ କରାଯାଉ। ନହେଲେ କାଲି ଏମାନେ କିଛି ଅପରାଧ କରି ଫେରାର ହୋଇଯିବେ ତା ପରେ ସରକାର ହଇରାଣ ହେବେ। ଜୟ ଜଗନ୍ନାଥ 🙏🙏🙏🙏

  • @ranjankumarnayak1211
    @ranjankumarnayak1211 2 года назад +9

    ଆମ ପୋଖରୀରେ୧୫ଟ୍ରାକ୍ଟର ରୁ ଅଧିକ ହେବ ଅଛି ,ମୋତେ କୁହ ।ମାଗଣାରେ ଭୁବନେଶ୍ୱର ବାସୀ ନେଇ ଯାନ୍ତୁ ।😂😂

  • @stylextub9634
    @stylextub9634 2 года назад

    ଇଏ ହେଇନି କିଛି
    ଦେଖ ଆଗକୁ କଣ ହଉଛି 😭😭😭

  • @NewLeapEducation
    @NewLeapEducation 2 года назад +4

    Se Bhai ku dhanyabad

  • @lalitkumarthakur6146
    @lalitkumarthakur6146 2 года назад

    ସେଇ ଥୀ ପାଇଁ ଶାସନ କରୁଛି ଅଣ ଓଡ଼ିଆ

  • @rakeshsahoo2276
    @rakeshsahoo2276 2 года назад +15

    ପ୍ରତିଦିନ TV channel ଏମିତି ଶାସ୍ତା news ଦେଖାନ୍ତୁନି , ଯଦି ଦେଖେଇବାର ଅଛି ତେବେ ଦେଖାନ୍ତୁ
    1. ଚିଟ୍ ଫଣ୍ଡ
    2. ଓଡିଶା ର ଶିକ୍ଷା ବ୍ୟବସ୍ଥା
    3. ଓଡିଶା ର ସ୍ୱାସ୍ଥ୍ୟ ବ୍ୟବସ୍ଥା
    4. ଓଡିଶା ର ସଡକ ବ୍ୟବସ୍ଥା
    5. ଓଡିଶା ରାଜନୀତି ର ଘୋଡା ବେପାର
    6. ଏମିତି ଅନେକ କେସ ଅଛି ଯାହା କି ଆଜି ବି ଲୋକ ଲୋଚନକୁ ଆସିପାରିନି
    7. ଚାକିରି କ୍ଷେତ୍ର ରେ ଦୁର୍ନୀତି
    ଗରିବ ମାନେ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ଯଦି ଏମିତି କରୁଛନ୍ତି ତାହେଲେ ସେମାନଙ୍କ ପେଟ କୁ ଲାତ ମାରନ୍ତୁନି
    ଆଜି ବି ଆମର ଏ ରାଜ୍ୟ ରେ ବହୁତ୍ ନେତା, ଉଚ୍ଚ ପଦସ୍ଥ ଅଧିକାରୀ ବହୁତ୍ ଲୁଟୁଛନ୍ତି. ଏ ଭଳି ଖବର ପ୍ରସାରିତ କରି ସେ ଦୁର୍ନୀତି ଗ୍ରସ୍ତ ଲୋକଙ୍କ ପେଟ ରେ ଲାତ ମାରନ୍ତୁ

    • @mahakalgamer2883
      @mahakalgamer2883 2 года назад +3

      Kain dekhuchu ki ..alaga Chanel Dekh..unsubscribe kride

    • @deepakkumarnahak7655
      @deepakkumarnahak7655 2 года назад

      Right Bhai

    • @arabindam
      @arabindam 2 года назад +1

      @@mahakalgamer2883 ଶଳା ତୋ ଗାଣ୍ଡୀ କାଇଁ ଫାଟିଲା?? ସେ ଭାଇ ତ ଠିକ୍ କଥା କହିଛନ୍ତି

    • @mahakalgamer2883
      @mahakalgamer2883 2 года назад +2

      @@arabindamkire mgh sei news ta na dekheithile ..bahut loka thakami re padithante

    • @arabindam
      @arabindam 2 года назад

      @@mahakalgamer2883 ହେଲେ ସେ ଭାଇ ଯୋଉ comment ଦେଲେ ତୋ ଶଳା ଟି ଗାଣ୍ଡୀ କାଇଁ ଫାଟିଲା? ସେ ଭାଈ କଣ କିଛି ଭୁଲ କହିଲେ କି? RUclips ରେ କେବଳ ତୁ ଶଳା ଟା comment ଦେବୁ ଆଉ କିଏ ଦେଲେ ତୋ ଦେହ ସହୁନି। ମଣିଷ ଛୁଆ ତୁ ଟି??

  • @dayanidhimurmu8548
    @dayanidhimurmu8548 2 года назад

    ଆମର ନେତା ତୁମର ନେତା,,, ଜିନ୍ଦାବାଦ ଜିନ୍ଦାବାଦ ।।।।
    ବେଙ୍ଗଲି ଙ୍କୁ ଓଡ଼ିଶାରେ ଯେତେ ପୁରାଇବ ସେତେ Vote ମିଳିବ ।

  • @9090571312
    @9090571312 2 года назад +41

    😂😂😂😂🤣🤣👌loooo. Are vai ana-odia jane pa odisha chalauchi. Jago odisha basi jago.

  • @kailashmallik4920
    @kailashmallik4920 2 года назад

    ପ୍ରଥମେ ପଣ୍ଡିଆନ ଙ୍କୁ ବିଦା କର ତାହାହେଲେ ସବୁ ସମ୍ଭବ ହେବ । ସେଥିପାଇଁ ଅଣ ଓଡ଼ିଆ ଆସି ବେପାର କରୁଛନ୍ତି । ଏଥିରେ ପଣ୍ଡିଆନ ର ହାତ ଅଛି।

  • @santoshdas6075
    @santoshdas6075 2 года назад +3

    ଆମକୁ ଠକିଛନ୍ତି ଭାଇ ଏମାନେ
    6ମାସ ହେଲେ ବି ଫୁଟୁନି ଫୁଲ

    • @HarapriyaDailyLife
      @HarapriyaDailyLife 2 года назад

      ଫୁଲ ଫୁଟି ବନି ଆଉ ୧ ମାସ ପରେ ସାରୁ ଫଳିବ

  • @nirmalchandramalik1161
    @nirmalchandramalik1161 2 года назад +1

    ସବୁ ଲୋକେ କିଣିବେନି, ବୋକାମୀ ଲୋକ କିଣିବେ l ସବୁଠୁ ଠକାମୀ ଚାଲିଛି.... 👌👍🤔

  • @swayamprakashpattanaik1549
    @swayamprakashpattanaik1549 2 года назад +5

    ଆରେ ଭାଇ ଆମେ ଓଡ଼ିଆ ମାନେ ଆମ ଇତିହାସ, କଳା କୁ ନେଇ ଏତେ ଗର୍ବିତ ଓ ସନ୍ତୁଷ୍ଟ ଆଉ ଖୁସି ଯେ, ଏବେ କିଏ ଟିକିଏ ଗlଣ୍ଡି ମାରିଦେଲେ ଆଉ ଜଣା ପଡୁନି କଷ୍ଟ। ନହେଲେ ଅଣଓଡ଼ିଆ ଶାସନ କରୁନଥାନ୍ତେ ବର୍ଷ ପରେ ବର୍ଷ।

  • @mohantymohanty377
    @mohantymohanty377 2 года назад +1

    ପଢା ଲେଖା ମୂର୍ଖ ସବୁ 😅😅ସେଥି ପାଇଁ ଦଳ ଆଉ ଫୁଲ ରେ ଫରକ୍ ଜାଣିପାରୁ ନାହାନ୍ତି 🤗

  • @bijaykumarbehera1372
    @bijaykumarbehera1372 2 года назад +8

    ଶାସନ କରୁଛି ଅଣ ଓଡ଼ିଆ..... ଆମେ ସବୁ ଭକୁଆ

  • @debashisabsingh9860
    @debashisabsingh9860 2 года назад

    ଯିଏ ବି ନଉଚି ପୋଖରୀ ଦଳ ଦେଖିନି ବୋଧେ ଆମ ରାଜ୍ୟ ରୁ ନେଇକି ସବୁ ତମ ରାଜ୍ୟ କୁ ପଳା

  • @aratigadanayak6285
    @aratigadanayak6285 2 года назад +5

    Thank you sir

  • @SuperHitsOdia
    @SuperHitsOdia 2 года назад

    *ଏ ହେଉଛି ଇକୋର୍ନିଆ ଫୁଲ ଗଛ । ଆମେ ପୋଖରୀରେ ଏହାକୁ ଦେଖିବାକୁ ପାଇଥାଉ । ଏହାର ନୀଳ ରଙ୍ଗର ଫୁଲ ପାଇଁ ଏହାକୁ ପ୍ରଥମେ ବିଦେଶରୁ ଭାରତକୁ ଅଣାଯାଇଥିଲା। କିନ୍ତୁ ଏହା ଏତେ ଶୀଘ୍ର ବ‍ଂଶ ବୃଦ୍ଧି କଲା ଯେ ଏହା ଏକ ଦଳରେ ପାଲଟି ଗଲା। ପୋଖରୀ,ନଦୀ, ନାଳର ପାଣିକୁ ଏ ଗଛ ଦୂଷିତ କଲା । କିନ୍ତୁ ଏହା ସତ ଯେ ଏଥିରେ ନୀଳ ରଙ୍ଗର ଫୁଲ ଫୁଟେ । ଏଥିରେ ଅନ୍ୟ ରଙ୍ଗର ଫୁଲ ଫୁଟେ ନାହିଁ । ଆପଣ ଚାହିଁଲେ ଗୋଟେ କିମ୍ବା ଦୁଇଟି ଗଛ ପାଣିଥିବା କୁଣ୍ଡରେ ଲଗାଇ ପାରିବେ । ଏ ଗଛ ସହରର ପୋଖରୀରୁ ମିଳିଯିବ କିଣିବା ଦରକାର ନାହିଁ । ଏମାନେ ଏହାକୁ ଅନ୍ୟ ଫୁଲଗଛ କହି ଲୋକଙ୍କୁ ବିକ୍ରି କରୁଛନ୍ତି । ଏଥିରେ କେବଳ ନୀଳରଙ୍ଗର ଫୁଲ ଫୁଟେ। ଏ ଗଛ ଗୁଲଜରା ( tulip)ଗଛ ନୁହେଁ।*

  • @sudhansubarik7544
    @sudhansubarik7544 2 года назад +7

    ଏମାନଙ୍କୁ ବାଡାଅ, ଏମାନେ ଟ୍ରେନ ରେ ତକିଆ ବିକନ୍ତି...

  • @biswajitpanda682
    @biswajitpanda682 2 года назад

    ଭାଇ ମୋତେ ହସ ଲାଗୁଚି😂😂😂

  • @Ashok-Kumar-Khatua
    @Ashok-Kumar-Khatua 2 года назад +17

    ପେଟ ପାଟଣା ଦାଉ, କାଳ କାଳ କୁ ଥାଉ ।
    ଗରିବ ଲୋକ ଙ୍କୁ ଛାଡ

    • @sushamanayak4316
      @sushamanayak4316 2 года назад

      Right bhai

    • @smbvloggerodia5660
      @smbvloggerodia5660 2 года назад +2

      ଅଲଗା ପନ୍ଥା ନାହିଁ କି ଦୁନିଆ ରେ ଛାଡିବା।।

    • @sangramdash9337
      @sangramdash9337 2 года назад

      Egudaka gariba loka nuha gandi mara loka...

    • @belajena3612
      @belajena3612 2 года назад +3

      ଠକ କୁ ଧର। ଏମାନେ ଠକ

    • @chitrasenasamal1116
      @chitrasenasamal1116 2 года назад +1

      baasan safa karunahanti

  • @bijaygadanayakbijaygadanay2823
    @bijaygadanayakbijaygadanay2823 2 года назад

    ମାର ଏମାନଙ୍କୁ ଆମ ଓଡ଼ିଶା ରୁ ବାହାର କର ଆମ ଓଡ଼ିଶା ସରକାର କଣ ସୋଇ ପଡିଛନ୍ତି କି।

  • @jatindash8081
    @jatindash8081 2 года назад +3

    Good Business Idea 💡 💡 💡 ... 🤣🤣🤣

  • @ganeshsahu5006
    @ganeshsahu5006 2 года назад +3

    Gulzar phula😂😂😂singer name kahiki thaku chanti

  • @kumarmajhiwithfun856
    @kumarmajhiwithfun856 2 года назад

    ପୋଲିସ ପୋଲିସ ରିମାଣ୍ଡ ରେ ଦିଅନ୍ତୁ ଏମାନଙ୍କୁ

  • @laxmidharhasda6209
    @laxmidharhasda6209 2 года назад +4

    ଏମାନେ ଓଡ଼ିଆ ଙ୍କୁ ଠକୁଛନ୍ତି । ଶାଳୀ ଏମାନଙ୍କୁ ପାଞ୍ଚ ଦିନ ଖଣ୍ଡେ ରେପ୍ କରିଛାଡ଼ି ଦିଅ ।

  • @sandeeprout3386
    @sandeeprout3386 2 года назад

    ଯୋଉସବୁ ଭାଇମାନେ କହୁନାନ୍ତି ତାମମାନଙ୍କୁ ପଇସା ଠକି କରିନେଉଛନ୍ତି ତମେ ଚାକିରୀ କରିଛ ବୋଲି ତମ ଙ୍କୁ ଜଣା ପଡୁନି ତମେ ଗୋଟେ ସପିଙ୍ଗ ମହଲ ଙ୍କୁ ଯାଉଛ ସେଠି କଣ ଏମିତି ବରଗେନିଙ୍ଗ କରୁଛ କି ସେ ଦିକାନୀ ଯାହା କହୁଛନ୍ତି ତମେ ତାଙ୍କୁ ପଇସା ଦେଉଛତି ଏଗୁଡ଼ାକ ଏମିତି କେତେ ଟଙ୍କା କି ତମେ କିଣି ପାରୁନ ତମେ ଗୋଟେ କଫି ସପ ଙ୍କୁ ଗଲେ 100 ଟଙ୍କା ଦେଇ କଫି ପିଇପାରୁଛ ଟି.. ତମେ ଜାଣିଛ ସେଇ 100 ଟଙ୍କା ରେ ଗୋଟେ ଓଳି ଖାଇପାରିବେ ହେଲେ ଆଉ କଟେ ଓଳି ଉପାସ ରେ ଶୋଇବେ ତମେ ଚେଷ୍ଟା କଲେ ଆମ ଭାରତ ରୁ ଭିକାରି ସଂଖ୍ୟା କମ ହେଇପାରିବ ପବ୍ଲିକ ସୁଧୁରି ଲେ ଆମ ଭାରତ ଦେବ୍ଲକ କରି ପାରିବ 🙏🙏🙏... ଜୟ ଜଗନ୍ନାଥ 🙏🙏🙏.... ଆଜିକି ଜୀବନ କାଲିକି ନାହିଁ ଏ. ଲୋଭ ମାୟା କଣ ପାଇଁ ସୁଧୁରି ଯାଅ ଭାଇମାନେ...... 🙏🙏🙏

  • @biswaranjanswain4602
    @biswaranjanswain4602 2 года назад +6

    Smart city fools... 😂😂😂

  • @yaniprusty8582
    @yaniprusty8582 2 года назад +1

    ଏମାନଙ୍କୁ ଲଙ୍ଗଳା କର ହାଗିଲା ଯାଏ ପିଟ ସବୁ ସତ ପଦାକୁ ଆସିବ। ପୋଲିସ କୁ ଦେଲେ କିଛି ହେବନି।

  • @jayasmitabehera8241
    @jayasmitabehera8241 2 года назад +5

    Odisha re ana odia asiki rahile tanku miss behav kara nahi kahnki naa Odisha re loka bi asiki Mumbai nashik emiti sabi jaga re rahu6anti so tanku thu kehi ki6i niani au kaha ku neba ku bi kuhani semane emiti buliki chalijibe so sabu odia satark ruha 🙏🙏🙏

    • @suryanarayantarini6918
      @suryanarayantarini6918 2 года назад

      Naa emane emiti hin karanti
      Ethi asanman katha padini
      Ame jaha use karunu taku alaga katha kahi sell karuchanti

    • @m.krishnaraodora7593
      @m.krishnaraodora7593 2 года назад

      Really u wrote very diplomatic...we have to aware from those people and recommend to don't buy such things...

  • @kahijanilekathasundar
    @kahijanilekathasundar 2 года назад +2

    ଆମ ଓଡ଼ିଆ ଲୋକ ବୋକା ବୋଲି ତ
    25 ବର୍ଷ ଧରି ଗାଣ୍ଡୀ ମାରି ଚାଲିଚି ନବୀନ
    କିନ୍ତୁ କେହି ଜାଣି ପାରନ୍ତି ନାହିଁ 😃😃😃😃😃
    କେତେ ବେଳେ କାକରା ଦେଇ ଗାଣ୍ଡୀ ମାରୁଚି, ଆଉ କେତେ ବେଳେ କାଳିଆ ପଇସା ଦେଇ ଗାଣ୍ଡୀ ମାରି ଚାଲିଚି 😂😂😂😂😂 କିନ୍ତୁ ଆମ ଓଡ଼ିଶା ଲୋକ ଏତେ ମୂର୍ଖ ଯେ ଶଳା ଜାଣି ପାରୁନି, ସେ ପଇସା ତମକୁ ଦେଇ ତମ ଠାରୁ ହିଁ ଲିଟୁଚି ନବୀନ, ଆମକୁ ଟଙ୍କା ଟେ ଦେଇ 5 ଟଙ୍କା ଗାଣ୍ଡୀ ମାରି ଦେଉଚି କିନ୍ତୁ ଆମ ଓଡ଼ିଶା ର ଲୋକେ ଜାଣି ପାରିଲେ ନାହିଁ

  • @Sagar11532
    @Sagar11532 2 года назад +3

    Ana odianku Odisha ru bidakara 2024 re

  • @rakeshsatapathy5803
    @rakeshsatapathy5803 2 года назад

    ଖାଲି ରାଜଧାନୀ ନୁହେଁ ,,, ଓଡିଶା ର ସବୁଠି ଏମାନେ ଠକିଛନ୍ତି ,,, ମୁଁ ପଶ୍ଚିମ ଓଡ଼ିଶା ସବୁ ସହର ରେ ଦେଖିଛି ,,,,

  • @snehalatadash6751
    @snehalatadash6751 2 года назад +7

    odia pura bharat ku jana gariba niriha santa mijaj ra loka.enu sabu state ra lokanku subidha hue odianku budhu baneibaku.

  • @sambitkumar4807
    @sambitkumar4807 2 года назад +1

    25 ବର୍ଷ ହେଲା ସରକାର ରେ ଯୋଉ ଅଣଓଡିଆ ଠକୁଛନ୍ତି ତାଙ୍କ ପାଇଁ ଟିକେ କିଛି କୁହନ୍ତୁ 😄

  • @SantoshKumar-ph4hr
    @SantoshKumar-ph4hr 2 года назад +4

    ambani desha ku kholo karidelani jio recharge kariki .ta baala banka kariparuna .e gariba loka pachare padiki byte deiki mahaan heigala au ...

  • @bhumijena6440
    @bhumijena6440 2 года назад

    ସେ ମାନକର କିଛି ଭୁଲ୍ ନାହିଁ ଓଡ଼ିଶା ଲୋକ ହେଇ ତମେ ମାନେ ଦଳ ଗଛ କଣ ଜାଣିନ . ସେଥିରେ ସେ ମାନକ ଭୂଲ୍ କଣ ପେଟ ପୋଷିବ ପାଇଁ ସେମନେ ସେମିତି କରୁଛନ୍ତି

  • @sunilgouda852
    @sunilgouda852 2 года назад +3

    EA SABU AMA ODISHA KU ASIKI CHORI KARUCHANTI... A SABU KU PITI PITI BAHARA KARA JALDI ...😡😡

  • @lovelysoren111
    @lovelysoren111 2 года назад

    ଏମାନେ କାହିଁକି ଏମିତି କାମ କରୁଛନ୍ତି। ଏମାନେ ଜାଣିଛନ୍ତି ଯେ ସେମାନେ ଭୁଲ କାମ କରୁଛନ୍ତି କିନ୍ତୁ ଉପାୟହୀନ। ପେଟ ପାଇଁ ନାଟ। ନେତାମାନେ ସୋଇଛନ୍ତି ପେଟେକି ଆଉ ତାଙ୍କ ପ୍ରଜା ମାନେ ପେଟ ପାଟଣା ପାଇଁ ମିଛର ଆଶ୍ରୟ ନେଉଛନ୍ତି। କିଏ ଦାୟୀ? ଭାରତରେ ଟଙ୍କା ପଇସାର ଅଭାବ ନାହିଁ । ଆଡାନି ପୃଥିବୀର ୩ୟ ଧନୀ ବ୍ୟକ୍ତି। ଅହୁରିବି ବହୁତ୍ ଧନୀ ଲୋକ ଅଛନ୍ତି କିନ୍ତୁ ଭାରତବାସୀ ଗରିବ। ସବୁ ରାଜନୈତିକ ଦଳକୁ ଦଳ କର୍ମଚାରୀ ଜଉ ମାନେ ମଣିଷ ପଣିଆ ହରେଇଛନ୍ତି ସେମାନେ ୨୦୩୦ ଭିତରେ ଶାସ୍ତି ପାଇବେ। ଦୁଷ୍ଟ ଙ୍କୁ ସଂହାର କରିବା ପାଇଁ ଭଗବାନ ଆସୁଛନ୍ତି।। କେହିବି ବାର୍ତିବେ ନାହିଁ

  • @CAREWORLDNGONEWS
    @CAREWORLDNGONEWS 2 года назад +7

    Heavy Punishment Need & Destroy these Materials

  • @rashmirekhajethirashmirekh7640
    @rashmirekhajethirashmirekh7640 2 года назад +1

    ତୁରନ୍ତ କାର୍ଯ୍ୟ ଅନୁଷ୍ଠାନ ନିଆଯାଉ 🙏

  • @sarmisthamallick1977
    @sarmisthamallick1977 2 года назад +3

    Faltu news.. semane choto bepari 10/20 tanka ra business tankara tanku hairan karani.. bada bada illigal businessman nku dhara

    • @suryanarayantarini6918
      @suryanarayantarini6918 2 года назад

      Apana kahiba katha ame dala kiniba

    • @sarmisthamallick1977
      @sarmisthamallick1977 2 года назад

      @@suryanarayantarini6918 jie jani parucha na kina..vikari ku vika bi dia jaye..ta jahara icha se vika daba nahele nahi

  • @antaryamipingua7508
    @antaryamipingua7508 2 года назад

    ଅଣ ଓଡ଼ିଆ ଯେତିକି ଆମ ଓଡିଶାରେ ବୁଲି ବୁଲି ଔଷଧ, ଫୁଲ, କପଡା, ବାସନ , ମୁଦି ବିକୁଛନ୍ତି ଏମାନଙ୍କୁ ଓଡିଶାରୁ ବିଦା କରନ୍ତୁ

  • @rajnayak5964
    @rajnayak5964 2 года назад +1

    ଓଢିଶା ଟାକୁ ବିହାରି ଆଉ ଛତିସିଗଡିଆ ଖାଇଗଲେ ଏମାନଙ୍କର ସବୁ ବେପାର ଓଢିଶାକୁ ପୁରା ତାରଗେଟ କରିଛନ୍ତି

  • @chitadas6679
    @chitadas6679 2 года назад

    ଆମେ ମେଣ୍ଢା ଜଣେ ଯଦି କୌଣସି ଜିନିଷକୁ ଭଲ ବୋଲି ସୀକୃତି ଦେଲା ଆମେ ତାକୁ ସହଜରେ ଗ୍ରହଣ କରିନେଉ। ଏଇ ନିକଟ ଅତୀତରେ ମଟନକୁ ନେଇ ଆମେ ଜଣକୁ ରାତାରାତି ଲୋକ ପ୍ରିୟ କରିେଦଲୁ କିନ୍ତୁ ଖାଦ୍ୟ ତିଆରି ର ପରିବେଶକୁ କେହି ଗୁରୁତ୍ବ ଦେଲେନି ଠିକ୍ ସେହିପରି ରାଜଧାନୀରେ ଏତେ ଶିକ୍ଷିତ ସମାଜ ଥାଇ ଦଳ କିଏ ଫୁଲ କିଏ ଆମ୍ଭେମାନେ ଜାଣିପାରୁନୁ।

  • @HarapriyaDailyLife
    @HarapriyaDailyLife 2 года назад

    ଆମ ଓଡ଼ିଆ ଲୋକ ଙ୍କୁ ଏମିତି ଦରକାର 🤨କିଛି ବୁଝିବେନି ଯାହା ନୂଆ ଦେଖିବେ ସେ ଭଲ ଲାଗିବ🙁🙁 ଯେତେ ଶୀଘ୍ର ପାରୁଛ ଏ ଚୋର ଙ୍କୁ ବାଡେଇକି ବିଦା କର

  • @rasmitamohanty512
    @rasmitamohanty512 2 года назад

    Thanks for media brother

  • @sadboysanju5558
    @sadboysanju5558 2 года назад

    Bhala heichi

  • @shubhankarjena6401
    @shubhankarjena6401 2 года назад +1

    ବହୁତ ସୁନ୍ଦର ଝିଅ 😍

  • @Jagabandhu1994
    @Jagabandhu1994 2 года назад

    ସେମାନେ ରୋହିଙ୍ଗ୍ୟା , ଓଡ଼ିଶା ରୁ ବାହାର କରିବା ଆବଶ୍ୟକ। ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରିବା ଆବଶ୍ୟକ। ସରକାର ଏ ଦିଗରେ ପଦକ୍ଷେପ ନେବା ଜରୁରୀ।

  • @priyambadasahoo4126
    @priyambadasahoo4126 2 года назад

    ଖାଲି ସେମାନଙ୍କୁ ଦୋଷ ଦେଲେ ହେବ ନାହିଁ...
    ଆମେ ବି ଜାଣିବା ଦରକାର କି ଆମେ କଣ କିଣୁଛେ... ଆଉ ସେସବୁ ଆମର କୋଉ କାମରେ ଆସିବ👍👍
    That's it.

  • @webesarkari8796
    @webesarkari8796 2 года назад

    ପେଟ ପାଇଁ ସବୁ ନାଟ। ଟଙ୍କା ନମିଳିବାରୁ ସମସ୍ତେ ବାଛିନେଉଛନ୍ତି ଏଭଳି ଦୁର୍ନୀତିର ବାଟ। ଦୁନିଆରେ ସମସ୍ତେ ଦୁର୍ନୀତି କରୁଛନ୍ତି ଏମାନଙ୍କୁ ବି କିଛି ଦୁର୍ନୀତି କରିବାକୁ ଦିଅ। ଆପଣ ମାନେ ଏବେ କୁହନ୍ତୁ, ଏମାନେ ବଞ୍ଚିବେ କେମିତି ???

  • @sureshbadi4212
    @sureshbadi4212 2 года назад

    Very good sir continue

  • @kahijanilekathasundar
    @kahijanilekathasundar 2 года назад +1

    ପୁରା ଓଡ଼ିଶା ଜାଣିଚି ଚିଟ୍ ଫଣ୍ଡ ପଇସା ନବୀନ ଖାଇଲା ବୋଲି, ଖଣି ପଇସା ବି ଖାଉଛି
    ତଥାପି କେମିତି ନବୀନ କୁ ଭୋଟ ଦେଇ ଚାଲିଛନ୍ତି
    ଏଇଠୁ ବୁଝି ଯାଅ ଓଡ଼ିଆ ଲୋକ କେତେ ଚାଲାକ୍

  • @Sbn007
    @Sbn007 2 года назад

    ଓଡ଼ିଆ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ଅଣ ଓଡିଆ ଆସୁଛନ୍ତି ଓଡିଶା କୁ ଚିତା କାଟିବାକୁ 🤣

  • @mr.shankar6698
    @mr.shankar6698 2 года назад

    ଯୋଉମାନେ ପୋଖରୀ ଦେଖି ନାହାନ୍ତି
    ଯାଅ ସେମାନଙ୍କୁ ବୋକା ବନେଇବ 😂😂😂

  • @pinkimegha8540
    @pinkimegha8540 2 года назад

    Odisa, loka, bahut neriha, sarala, sir

  • @buddhadattamishra1590
    @buddhadattamishra1590 2 года назад

    ନେତାଏ ଠକୁଛନ୍ତି ବେପାରୀ ଠକୁଛନ୍ତି ମଣିଷ ମଣିଷ ଙ୍କୁ ଠକୁଛନ୍ତି ଏହା ଦୈନିକ କଥା । କଣ ନୂଆ କି ?

  • @happycomdey5624
    @happycomdey5624 2 года назад

    ୟାଙ୍କୁ ଠିଆ ଗୋଇଠା ଦେଇ ବାହାର୍ କରାଯାଉ ଓଡ଼ିଶାରୁ.

  • @bigyanisahoo427
    @bigyanisahoo427 2 года назад

    ଶଶୁର ଝିଅ ମlନକୁ ବlଡ଼ିଆ ଓଡ଼ିଶା ଛାଡ଼ି ପଳlନ୍ତୁ

  • @kaliyaninayak2422
    @kaliyaninayak2422 2 года назад +1

    Hn Bhai aama angul rebi emiti heichhi jamaru egudaka kinantu nahi

  • @surajbarik2400
    @surajbarik2400 2 года назад

    Katkie ku thik thaguchan very good... dhanyawad bhai jeun mane kinu chantii....

  • @babulimajhikjqqbabuli5800
    @babulimajhikjqqbabuli5800 2 года назад

    ଏମାନେ ଅନ୍ଯ ଉଦେସ୍ଯରେ ଆସିଛନ୍ତି ଏମାନଙ୍କୁ ଥାନାକୁ ନେଇ ଭଲ ଭାବରେ ଇଣ୍ଟରଭ୍ୟୁ ନେଲେ ୦ିକ୍ ଜଣାପଡିବ। କଣପାଇଁ ଆସିଛନ୍ତି ଏମାନଙ୍କର ବଡ ଗ୍ଯାଙ୍ଗ କିମ୍ବା ରକେଟ୍ କାରବାର ଥାଇପାରେ। ଏମାନଙ୍କୁ ତୁରନ୍ତ ଯେରାକରାଯାଉ। 👁👁👁

  • @a.r.behera143
    @a.r.behera143 2 года назад

    ଦେଖରେ କଟକିଆ କୁ ଅଣଓଡ଼ିଆ ଲୋକ ଆସି ବୋକା ବନେଇ ଦେଉଛନ୍ତି ।ଆଉ କଟକିଆ ଲୋକ କହନ୍ତି ବଉଦିଆ ପଛ ବୁଦ୍ଧିଆ । ଏବେ ଦେଖ ଓଡ଼ିଶା ବାସୀ କିଏ ପଛ ବୁଦ୍ଧିଆ । ଅନ୍ୟକୁ କହିବା ଆଗରୁ ନିଜକୁ ଦେଖ ନିଜେ କେତେ ବୁଦ୍ଧିଆ ।

  • @sumantajena7481
    @sumantajena7481 2 года назад

    ଆଜ୍ଞା ଭୂବନେଶ୍ବରରେ ସମସ୍ତେ ଏଜୋକେଟଟ ଲୋକ ରୁହନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ବର ରେ ସବୁ ଭକୁଆ ରୁହନ୍ତି।ଆଖିଖୋଲିଦେଲ ଭାଇ

  • @monalishabarik8999
    @monalishabarik8999 2 года назад

    ଓଡିଶା ଲୋକ ଏତେ ଚାଲାକ ଯେ ଫୁଲ ଗଛ ଅଉ ଦଳ ଭିତରେ ଫରକ ଜାଣିପାରୁନା 😂