News Fuse Full Episode | Rainy Day In Bhubaneswar | 5th August 2024

Поделиться
HTML-код
  • Опубликовано: 11 сен 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 200

  • @Nrusingh619
    @Nrusingh619 Месяц назад +33

    ଧନ୍ୟବାଦ ଓଡିଶା ପୋଲିସ 🙏🙏ସରକାର ଙ୍କୁ ଅନୁରୋଧ ଏଭଳି ପୋଲିସ ଙ୍କ ଉପରେ ଦୃଢ କାର୍ଯାନୁଷ୍ଠାନ ନିଅନ୍ତୁ 👍👍👍

    • @mukeshbehera4124
      @mukeshbehera4124 Месяц назад +2

      Police duty bohut kasta manuchu but emiti nidhadaka nida re soiba uchit nuha 😢

    • @Subhashree0987
      @Subhashree0987 Месяц назад

      Jay jagannath 🙏

    • @mausumboyajju2760
      @mausumboyajju2760 Месяц назад +1

      24*7 duty kari ki dekha first time mane ..tapare kahiba

  • @143Susanta
    @143Susanta Месяц назад +79

    କେରଳ ଦୁସ୍ୟ ଦେଖି ମତେ ବହୁତ ଦୁଃଖ ଲାଗୁଛି କାରଣ ଲୋକେ ଏବେବି କିଛି ସୁଧୁରୁନାହାନ୍ତି ଏଵେ ଠୁ ଆମେ ଆମ ମାଟି ମା ର ରକ୍ଷା କରିବା ଆଉ ଗଛ ଲଗେଇବା ଆମ ସମାଜକୁ ରକ୍ଷା କରିବା 🙏🏿🙏🏿🙏🏿🙏🏿

  • @PinkiParida-q4k
    @PinkiParida-q4k Месяц назад +37

    ଏହିପରି ବୋଲବମ ଭକ୍ତଙ୍କ ପାଇଁ ଧର୍ମ କଳଙ୍କିତ ହେଉଛି । ଧର୍ମ ର ଠିକାଦାର ମାନେ କୁଆଡେ ଗଲେ ? ଏବେ ବୋଲବମ ଏକ ପ୍ରହସନ ହୋଇ ଗଲାଣି ।

    • @ashishkumarmaharana143
      @ashishkumarmaharana143 Месяц назад

      Hindu Dharma Ku Badanam Kariba Ku Amiti Bi Karithaiparanti ,,
      Har Har Mahadev 🙏

    • @royalrajeshofficialvlog
      @royalrajeshofficialvlog Месяц назад

      SAMASTE SAMAN NUHANTI AEBHALI KETE JANA NKA PAIN SABU BOLBOM NKU NINDA SUNIBAKU PADUCHI

  • @surendranathrath4711
    @surendranathrath4711 Месяц назад +11

    ସଜାଗ ହେବା କୁ ଆଉ ରେଳ ଯାତ୍ରୀ ଙ୍କ ସୁରକ୍ଷା ଦେବାକୁ ରେଳ ବିଭାଗ କୁ ଆଉ କେତେ କୋଟି ଆବଶ୍ୟକ?
    ବଡ଼ ଗରୀବ ସଂସ୍ଥା ଭାରତୀୟ ରେଳ ବିଭାଗ.
    ଜୟ ଜଗନ୍ନାଥ
    ଜୟ କର୍ମଣୀୟ ଯାଜନା ବିଭାଗ
    ସରକାରଙ୍କ ଜୟ

  • @shrikhetraandtulasikhetrad7
    @shrikhetraandtulasikhetrad7 12 дней назад +1

    🔥🔥🔥 Jay Shree Jagannath...🔥🔥🔥

  • @deepaknayak6385
    @deepaknayak6385 14 дней назад +1

    ଏମିତି କିଛି ଲୋକ ମାନକ ପାଇଁ ଆମ ଦେଶ ଆଜି ପଛରେ। 😔😔😞

  • @All_india_history
    @All_india_history Месяц назад +5

    ଭୁବନେଶ୍ୱର ରେ ବର୍ଷା ଦିନେ ଗାଡ଼ିରେ ତ ଯାଇ ହେବନି ସରକାର ଡ଼ଙ୍ଗା ଵେବସ୍ତା କରନ୍ତୁ ସାଧାରଣ ଲୋକେ ଟିକେ ଖୁସି ଅନୁଭବ କରିବେ 😂

  • @soumyaranjanbarik4734
    @soumyaranjanbarik4734 Месяц назад +3

    ଯାହାହଉ ପୂର୍ବ ସରକାର ଯାହା କରନ୍ତୁ ବା ନକରନ୍ତୁ ବର୍ଷା ଦିନିଆ ପର୍ଯ୍ୟଟନ ର ବ୍ୟବସ୍ତା କରିଛନ୍ତି

  • @krishnaprasadrath
    @krishnaprasadrath Месяц назад +4

    Bahut sunder episode.🙏 Jai ♥️🇮🇳🔥 Hind 🙏

  • @batratv420
    @batratv420 Месяц назад +5

    ଆମ ସ୍ମାର୍ଟ ସିଟି ରେ କାର୍ ଧୋଇବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ଆପଣ ବି ବୁଝିବେ ନା ଆଉ 😂😂

  • @KrishnaKrishna-nd6zs
    @KrishnaKrishna-nd6zs Месяц назад +2

    News fuse program is very excellent shot and good suting and super ❤ jay hind ❤❤

  • @bhirulalmurmu4169
    @bhirulalmurmu4169 Месяц назад +3

    ଏ ହେଉଛି ବିଜେଡି ୨୪ ବର୍ଷ ଶାସନ କାଳ ର ବିକାଶ

    • @Kurebhana
      @Kurebhana Месяц назад

      Right

    • @user-xx8du5op4t
      @user-xx8du5op4t 23 дня назад

      Au parliament re Pani galiba modira 10 barsara sasanara phala

  • @143Susanta
    @143Susanta Месяц назад +4

    ସବୁ ବର୍ଷା ପାଣି ମତେ ଲାଗୁଛି ଏଇ ଅଫିସ ଭିତରେ ଇଏ କଣ ଦେଶର ଟାଉନ ଵେବସ୍ତା କଣ ବୁଝିବ ନିଜେ ଅପଵେବସ୍ଥା ଜୟ ଜଗନ୍ନାଥ କେବେ ବୁଦ୍ଧି ଦବ ପ୍ରଭୁ

  • @Rakesh-tb5qm
    @Rakesh-tb5qm Месяц назад +4

    ଆପଣଙ୍କ ଏଇ episode ଟା ଦେଖି ବହୁତ ମଜା ଲାଗିଲା ହେଲେ ଦୁଃଖ ଲାଗେ ଏତିକି ଆମ ଭାରତ ର ଭବିଷ୍ୟତ କୁ ଦେଖି

  • @Official_B.kanhar7289
    @Official_B.kanhar7289 20 дней назад

    କାଉଡ଼ିଆ ଭାଇମାନେ ଭଲ ପାଣି ଢ଼ାଳି ଦେଇଛନ୍ତି।

  • @ChandanJatta77
    @ChandanJatta77 Месяц назад +5

    ଭୋଳା ବାବା_________

  • @kartiknayak9521
    @kartiknayak9521 14 дней назад

    ଘରେ ଘରେ ଏବେ ଆନନ୍ଦ ଲହରୀ
    'ସୁଭଦ୍ରା' ଆସିବେ ବୋଲି
    କାହା ଘରେ ଯିବେ କାହାରେ ନ ଯିବେ
    ଚିନ୍ତା ଦେଉଛନ୍ତି ଖାଲି !!

  • @sanam151
    @sanam151 Месяц назад +2

    ଆଜି କାଲି ଲୋକ ମାନେ ଭକ୍ତିରେ ବୋଲବମ ଯାଉନାହାନ୍ତି ହେ ପ୍ରଭୁ ଏ କଣ ସବୁ ହଉଚି ଏଇ ଭଳି ବୋଲବମ ଯାଉଥିବା ଲୋକ ମାନଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କଲେ ଭଲ ହୁଅନ୍ତା
    ଏଇ ମାନଙ୍କ ପାଇଁ ସମାଜ ଉପରେ ଖରାପ ପ୍ରଭାବ ପଡୁଚି ଛି ଛି ଛି...🤬🤬🤬🤬

  • @sudhansukumarbal3419
    @sudhansukumarbal3419 Месяц назад +1

    Many many thanks for this nice program

  • @prabhatapanda4360
    @prabhatapanda4360 25 дней назад

    ସତରେ ଭାରତୀୟ ରେଳ ର ଏ ଅବସ୍ଥା

  • @-manas-ranjan-143
    @-manas-ranjan-143 Месяц назад +3

    ପୁଲିସ ବାବୁ ଏମିତି ଆଶ୍ଚର୍ଯ୍ୟ ହୋଇଗଲେ ଯେମିତି ଫ୍ୟୁଜ ବାଲା ନୁହେଁ ଯମ ରାଜକୁ ଭେଟିଲେ ...

    • @user-ud6pz3gl5l
      @user-ud6pz3gl5l Месяц назад +1

      😂😂😂😂

    • @elizabehera6454
      @elizabehera6454 Месяц назад +1

      😂😂😂😂

    • @tinkubehera9538
      @tinkubehera9538 Месяц назад

      Bhai baki sabu ta thik police wala jao 24 ghanta lekhae duty karuchanti nijar family sabu ku bhuli seta Kain ta dekheilani na kahilani ....jadi ba jane tired constable station re soi padila kn ta asbidha hei gala police station ku dekhi ki jana paduchi constable ta centree duty re achi for 24 hours,hele media wala nku ta khali criticize kari aase Tama thu au kn hi expect kara jai pariba.... News fuse 👎

  • @samirkumarss5696
    @samirkumarss5696 Месяц назад +1

    Har Har Mahadev 🙏🏻🙏🏻🙏🏻🙏🏻🙏🏻

  • @debashishswain486
    @debashishswain486 16 дней назад

    ମାତିକି ରହିଲେ ଯାହା ହବ ଆଉ।

  • @nayaktechnical0304
    @nayaktechnical0304 15 дней назад

    Kuna Tripathi ❤❤❤

  • @biswaranjandora9211
    @biswaranjandora9211 Месяц назад

    ବହୁତ ସୁନ୍ଦର ଉପସ୍ଥାପନା❤

  • @F56980
    @F56980 Месяц назад +1

    ସହର ଓ ସିଟିରେ ହିଁ କାହିଁକି ବର୍ଷା ହୁଏ

  • @143Susanta
    @143Susanta Месяц назад +2

    ପ୍ରଦୀପ ଭାଇ ଅଧିକା ଖୁସି ଅଛନ୍ତି କାରଣ ସେ ଆଗରୁ ଗୋଟେ ଦଳରେ ଥିଲେତ ସେଥିପାଇଁ ଏତେ ଖୁସି ଇଏତ ଭଲ ପାଇବା

  • @user-ew2zk8lt9m
    @user-ew2zk8lt9m 26 дней назад

    Jai jagannath

  • @somanathsahu5340
    @somanathsahu5340 Месяц назад +1

    🎉🎉heire narana

  • @music-world7825
    @music-world7825 20 дней назад

    ସବୁ ସାଂସଦ ତ ବାହାରୁଛନ୍ତି, ଆପଣଙ୍କ ଜୟ ପଣ୍ଡା ବାବୁ ଙ୍କୁ ଟିକେ ବାହାର କର

  • @simonnaik2507
    @simonnaik2507 Месяц назад

    video badhia heichi

  • @krishnanaikbrothers6459
    @krishnanaikbrothers6459 Месяц назад

    Super news sir Jay Jagannath 🙏

  • @143Susanta
    @143Susanta Месяц назад +3

    ମୁଁ ଭାବୁଛି car ନେଇକି ଯିବି ଗାଡି ଧୋଇହେଇଯିବ ମାଗଣାରେ ଏମିତିକା ଵେବସ୍ତା ସବୁ ଓଡ଼ିଶାରେ ମିଳେ 🤣😂🤣

  • @SridharJena-yh9qp
    @SridharJena-yh9qp Месяц назад +2

    ଦଳ ବଦଳ ଦେଶ କୁ ଖୋଳ ..ପାଣି ମିଳୁନି ମଦ ପ୍ରବଳ 😂😂😂

  • @DamburuBhatra
    @DamburuBhatra Месяц назад

    Dhanyabad

  • @malayakumarbehera3393
    @malayakumarbehera3393 Месяц назад

    Thank you 🙏 sir

  • @jyotipravajena5033
    @jyotipravajena5033 Месяц назад +1

    ସାର ଅଙ୍ଗନବାଡି ଯାଇନାହାନ୍ତି ସେଥିପାଇଁ ନା କହିପାରୁ ନାହାନ୍ତି 😃

  • @gyanapriyasarangi7860
    @gyanapriyasarangi7860 Месяц назад +1

    Beautiful ❤❤😊

  • @srikantakumarhota6134
    @srikantakumarhota6134 Месяц назад +1

    ଘର ବଦଳାଈଲେ, ଘଈତା ବଦଳେଈଲେ ନା ନାହିଁ।

  • @Nrusingh619
    @Nrusingh619 Месяц назад

    24 ବର୍ଷ ର ସରକାର ଙ୍କର ପୋଲିସ, ଭାରି କ୍ରିୟାଶୀଳ 🤣🤣ସେଥିପାଇଁ ସାଧାରଣ ଲୋକ ଏଭଳି ଦୁଃଖ ଭୋଗୁଛନ୍ତି 🤣🤣

  • @AbhimanyuNayak-r7p
    @AbhimanyuNayak-r7p Месяц назад

    Jay jagannath ⭕❗⭕

  • @SugresanNag
    @SugresanNag Месяц назад +1

    Ok

  • @ishqkingsilu9790
    @ishqkingsilu9790 Месяц назад +1

    Nice video

  • @rm-uy8hv
    @rm-uy8hv Месяц назад

    ରେଳରେ ଏତେ ଭିଡ଼ ଦେଖି ଓଡ଼ିଶା ସରକାର ଅଧିକ ରେଳ ଆରମ୍ଭ କରିବା କଥା, ଓଡ଼ିଶା ଓ ହାଇଦ୍ରାବାଦ ମଧ୍ୟରେ। ଅବଶ୍ୟ ଏ ରାସ୍ତାରେ ୨ ମାସ ପୂର୍ବରୁ ସବୁ ଆରକ୍ଷଣ ସରି ଯାଇଥାଏ। ତେଣୁ ଲୋକେ ଏମିତି ଯିବାକୁ ବାଧ୍ୟ ହେଉଛନ୍ତି।

  • @soumyaranjanbarik4734
    @soumyaranjanbarik4734 Месяц назад +2

    ବୋଲବମ୍ ଭାଇ ମାନଙ୍କ ପାଇଁ ଏଇ ଟା ହେଲା ଇଞିନ ଅଏଲ୍

  • @soumyasahu2590
    @soumyasahu2590 Месяц назад

    Santha chalu ❤

  • @satyabhamagiri7982
    @satyabhamagiri7982 Месяц назад +1

    ❤❤

  • @surendranathrath4711
    @surendranathrath4711 Месяц назад +1

    Over bridge water fall ru current utpadan heu.

  • @sagarpradhan5724
    @sagarpradhan5724 Месяц назад

    ଏହି ଦୃଶ୍ୟ ହିନ୍ଦୁ ସମାଜ ପାଇଁ ସ୍ବଭାବିକ, ଏଥିରେ କୈାଣସି ସନ୍ଦେହ ନାହିଁ ।

  • @soumyaranjanbarik4734
    @soumyaranjanbarik4734 Месяц назад

    ରାଜନେତାଙ୍କ ରଙ୍ଗ ବଦଳେଇବା ଦେଖିକି ଏଣ୍ଡୁଅ ବି ଲାଜେଇ ଗଲାଣି

  • @TarunKumar-td9lz
    @TarunKumar-td9lz 14 дней назад

    Bhai video kemiti send karajibo otv news fuse ku email kn ochi ki??

  • @soumyaranjanbarik4734
    @soumyaranjanbarik4734 Месяц назад

    ଟ୍ରେନରେ ଏପରି ଅତ୍ମନିର୍ଭରଶୀଳ ସିଟ୍ ଯୁଗାଡ ଯେପରି ଭାରତ ବାହାରକୁ ନଯାଏ ଦୟାକରି ଟ୍ରେନରେ ଏପରି ବିପଦଜନକ ଯାତ୍ରାକରନ୍ତୁନାହିଁ

  • @sagarpradhan2864
    @sagarpradhan2864 Месяц назад

    ପୋଲିସ୍ ଦିନ ରାତି କାମ କରୁଚି ଟିକିଏ ସୋଇଲେ ହବ ଭାଇ

  • @rabindrananda943
    @rabindrananda943 28 дней назад

    Sarbe Hoibe Akakara Bedare Nathiba Bechara .
    .-'

  • @soumyaranjanbarik4734
    @soumyaranjanbarik4734 Месяц назад

    ଏଭଳି ଥାନା ଘରପାଖରେ ଥିଲେ ଘରୁ ଚୋର ଚୋରିକରିକି ଯାଇ ପୃଥିବୀ ସାରା ଭ୍ରମଣ କରିସାରିବଣି ହେଲେ ଏଫ୍ ଆଇ ଆର୍ ଲେଖାହୋଇପାରିନଥିବ

  • @tinkubehera9538
    @tinkubehera9538 Месяц назад +1

    Bhai baki sabu ta thik police wala jao 24 ghanta lekhae duty karuchanti nijar family sabu ku bhuli seta Kain ta dekheilani na kahilani ....jadi ba jane tired constable station re soi padila kn ta asbidha hei gala police station ku dekhi ki jana paduchi constable ta centree duty re achi for 24 hours,hele media wala nku ta khali criticize kari aase Tama thu au kn hi expect kara jai pariba.... News fuse 👎

  • @mkgvolgar
    @mkgvolgar Месяц назад

    Police Babu Night duty re Achanti bade❤❤❤❤

  • @SridharJena-yh9qp
    @SridharJena-yh9qp Месяц назад

    ସସନ୍ଦ ଭଵନ ମୋଦି କା ଗ୍ୟାରେଣ୍ଟି

  • @143Susanta
    @143Susanta Месяц назад +2

    ହଇରେ ନାରଣ ମତେ ଟିକେ କୁହନାଁ ଏମିତିକା water fall କୋଉଠି ଅଛି ମୁଁ ଆଉ ମୋ ସାଙ୍ଗ ମାନେ ଯିବୁ ଇଏ ନୂଆ ସରକାରଙ୍କର ନୂଆ water fall 🤣😂🤣😂

    • @Kurebhana
      @Kurebhana Месяц назад +1

      Nabin water fall

  • @sambalpurishort14
    @sambalpurishort14 Месяц назад

    Narayan

  • @user-hv3jg9vy4y
    @user-hv3jg9vy4y Месяц назад

    ଏ ଶଳା Kristian ମାନଙ୍କ କାମ ଆଜ୍ଞା

    • @nithaniyalpradhan5615
      @nithaniyalpradhan5615 21 день назад

      ମୁର୍ଖ ଶଳା ସବୁଥିରେ christian ମାନଙ୍କୁ ଦାୟୀ କଣ ପାଇଁ କରୁଛ ବେ 😡😡

    • @user-hv3jg9vy4y
      @user-hv3jg9vy4y 21 день назад

      @@nithaniyalpradhan5615
      ଆରେ ମୂର୍ଖ ଶଳା ସବୁ ଓଡ଼ିଶାରେ ଲୁଟିଲୋ।
      ଆଉ ସବୁ ଓଡ଼ିଶାର ଲୋକଙ୍କୁ christian କଲ
      ଆଉ ଶଳା ତୁ ବି।
      ହଇରେ ଶଳା ତତେ ଲାଜ ଲାଗୁନି ତୁ ମୋତେ କହୁଛୁ।
      ହାରାମି କା ଶଳା 🇮🇳🇮🇳🇮🇳👍👍👍💪💪💪।
      ନିଜର ମାତା ପିତାଙ୍କୁ ଆଉ ଏହି ମାଟି ମା କୁ ପବନ ଦେବକୁ, ସୂର୍ଯ୍ୟ ଦେବଙ୍କୁ , ଜହ୍ନ ଦେବଙ୍କୁ ପୂଜା କରରେ
      ତୁ ଶଳା କୁ ଜାଗାରୁ ଆମ ଦେଶର ମଣିଷ ନୁହେଁ?

    • @nithaniyalpradhan5615
      @nithaniyalpradhan5615 21 день назад

      @@user-hv3jg9vy4y ପଣ୍ଡିତ ଶଳା 😄 ଟିକେ ଅପେକ୍ଷା କର ମୁଁ ତତେ ଜବାବ ଦେଉଛି now I am busy

    • @nithaniyalpradhan5615
      @nithaniyalpradhan5615 21 день назад

      @@user-hv3jg9vy4yଆବେ ମୁର୍ଖ ଶଳା ଯାହାବି କହୁଛୁ ଲେଖୁଛୁ ନିଜେ ବୁଝି ପାରୁଛୁ ନା ମନକୁ ଯାହା ଆସୁଛି ତାହା କହୁଛୁ 😀 ତୁ ଯାହା କହୁଛୁ ଓଡ଼ିଶା କୁ ଲୁଟିଲ । ଆଚ୍ଛା ତାହେଲେ କହିଲୁ ଦେଖି କଣ କଣ ଲୁଟିଲେ 😉

  • @paratmadalei5663
    @paratmadalei5663 Месяц назад

    Majhi neta hele emti

  • @SridharJena-yh9qp
    @SridharJena-yh9qp Месяц назад +1

    ଥାନା ରେ ସୋଇଛି ବାବୁ ଚୋର କଲଣି ଓଡିଶା କାବୁ 😂😂

  • @subalkumarswain1457
    @subalkumarswain1457 27 дней назад

    Suspend kar constable ku

  • @JasabantaRout-lu6yy
    @JasabantaRout-lu6yy Месяц назад +1

  • @143Susanta
    @143Susanta Месяц назад +1

    ଏଇ ଭଳିଆ ଵେବସ୍ତା railway ବେଲା କରିପାରିବନି ଏଭଳି କେବଳ ଭାରତ ବାସି ଭାରି ସାହସୀ କରି ପାରିବେ ଏହା ମୋଦିଜୀ କି made in india ର ପ୍ରଭାବ ଭାଇ ନିଜେ ନିଜେ ଵେବସ୍ତା କରିଛନ୍ତି 🤣😂🤣

  • @Viralvideos55238
    @Viralvideos55238 29 дней назад

    Eta badhita

  • @-manas-ranjan-143
    @-manas-ranjan-143 Месяц назад

    Institute town planner office ଭିତରେ କେହି ଅଛନ୍ତି କି ନାହିଁ ସେଇଟା ବି ଦେଖ ନାରଣ ଭାଇ କାହିଁକି ନା ଏଇଟା ବି ସରକାରୀ କାର୍ଯ୍ୟାଳୟ ...

  • @AmarBhatra-of1xf
    @AmarBhatra-of1xf Месяц назад

    Suroj bhai athi bhakti chororo laxyan

  • @fflife9409
    @fflife9409 Месяц назад

    Maa gia Ram mandir katha kahunu

  • @bollywoodsonglatest2524
    @bollywoodsonglatest2524 Месяц назад

    ବର୍ଷକରେ ସାଂସଦ ଭବନ ପାଣି ଗଲୁଛି
    ବା ବା ରେ bjp ସରକାର 😂

  • @bipulcreation
    @bipulcreation 29 дней назад

    17:05 a sabu khali pahasan chalichi 99.9% khali mada au ganjei pai jauchanti

  • @143Susanta
    @143Susanta Месяц назад +3

    କଣାସ ରେ ଏଵେ ଅଧିକା ବର୍ଷା ହେଇଥିଲା ତ ସେଥିପାଇଁ ପୋଲିସ ବାବୁ ଜନସାଧାରଣଙ୍କର ସେବା କରି ଟିକେ ହାଲିଆ ହେଇଯାଇଛନ୍ତି ଟିକେ ଆଖି ଲାଗିଯାଇଛି ହଇଓ ନାରଣ ତମେ ଏଇ time ରେ କଣ ଯିବା କଥା କି ସେ ଶୋଇକି ଉଠିଲେ ଯିବ

  • @AmitKumar-ny4zr
    @AmitKumar-ny4zr Месяц назад

    ଏ ମାନଙ୍କୁ ମାଡ଼ ଦରକାର,

  • @kunapradhan9274
    @kunapradhan9274 Месяц назад

    Ok bhai

  • @naturalmindfreshvideo
    @naturalmindfreshvideo Месяц назад

    🙏🙏🙏

  • @bajarangasaha4237
    @bajarangasaha4237 Месяц назад

    ❤❤❤❤❤❤

  • @kanhudash1510
    @kanhudash1510 Месяц назад

    Heavy waterfall

  • @kailashjagat153
    @kailashjagat153 Месяц назад

    Bharat ka BIKASH

  • @neelambargouda705
    @neelambargouda705 Месяц назад +1

    News fews ku kemiti video send karanti mate kehi janeidebe ki

  • @PitambarbhoiPbhoi
    @PitambarbhoiPbhoi Месяц назад

    Tamku aou kichhi miluni ki

  • @RajeshkumardigalRajeshkumardig
    @RajeshkumardigalRajeshkumardig Месяц назад

    kichi loko pai sabu bhagaban siva bhakta nko upohaso a manku bholo saja deba darkar

  • @nksahoo4123
    @nksahoo4123 Месяц назад

    ଭାଇମାନେ ସୋମବାର ରେ ସମରସ ପାନ କରୁଛନ୍ତି ।😂😂😂

  • @user-el5or6me6e
    @user-el5or6me6e Месяц назад

    Bating ticket band hi gala Sethi pai ganrel bagi re ebby eai pai bhi da hou chi janral bagi sabu teran re 2 extra bagi deba kahta beating ticket band hi gala

  • @Umakanta-p3v
    @Umakanta-p3v Месяц назад

    ପୋଲିସ ବାବୁ ଙ୍କୁ ଶୋଇବା yajana କରିଦେବା ଦରକାର.

  • @khetrabasisenapati2932
    @khetrabasisenapati2932 Месяц назад

    Any action..

  • @dnktoppo9620
    @dnktoppo9620 Месяц назад

    Ticket nei ki bhi seat milu ni emiti ochi sarkar ko bysbastha

  • @elizabehera6454
    @elizabehera6454 Месяц назад

    Special water fall

  • @sagerkumar8973
    @sagerkumar8973 Месяц назад

    I am 25 comments

  • @Jayanta-h2k
    @Jayanta-h2k 17 дней назад

    Tama TV Malika para bjp rastriya upadhakya.. Dunia ku dekhei ba aagaru Taku
    Dekha

  • @Jayanta-h2k
    @Jayanta-h2k 17 дней назад

    To malika ku aage dekha

  • @All_india_history
    @All_india_history Месяц назад

    କଥା ରେ ଅଛି ମାଛ ଖାଇବ ଇଲିସି ଚାକିରୀ କରିବ ପୋଲିସ ନିଦ ରୁ ଉଠିଲେ ବାବୁ ଲାଗୁଚି 90 ପିଇକି ଶୋଇଥିଲେ ନା ସେଇଥି ପାଇଁ ନା ମନେ ପଡ଼ୁନି 😂

  • @Maasaral234
    @Maasaral234 Месяц назад

    ଭଗବାନ ଶିବଗଙ୍ଗେଇ ବାବା ସେ ତାଙ୍କ ଠୁ ଟିଏ
    ଅଲଗା ସେଥି ପାଇ ଟିକିଏ ହେଲେ ହବନି ଆଉ😂😂😂

  • @JitendraNayak-fd4rx
    @JitendraNayak-fd4rx Месяц назад

    Kuna thirpathy nahi ta newsfews nahi kichi bhala

  • @badboykumar1683
    @badboykumar1683 Месяц назад

    *--- ଆଳୁ---- *
    ଆଳୁ ରେ ଆଳୁ କାହିଁକି ଏତେ
    ହେଉଛୁ ଚାଲୁ
    ତୋର ଦାମ୍ ଦେଖିକରି
    ଡର ଲାଗୁଛି ଯେମିତି ଭାଲୁ
    ଆଗେ ଥିଲୁ ବଙ୍ଗଲାରେ
    ଏବେ ହେଲୁ ୟୁ ପି ର
    ଆଉ ପୁଣି କୁଆଡେ ଯିବୁ
    ହେବୁ ପୁଣି କାହାର
    ଆଗେ ତୋର ଦାମ୍ ଥିଲା
    କିଗ୍ରା ପିଛା କୋଡିଏ
    ଏବେ ତାହା ବଢ଼ିକରି
    ହୋଇଗଲା ଷାଠିଏ
    ତରକାରୀ ରେ ତୁ ନ ଥିଲେ
    ମଜା ଲାଗେନି ଜମା
    ସରକାର କହୁଛନ୍ତି ଦର କମିବି
    ଏବେ କର ଆମକୁ କ୍ଷମା
    ସରକାରର ସେହି ଦିନକୁ
    ସଭେ ରହିଛନ୍ତି ଚାହିଁ
    କେବେ କମିବ ଆଳୁ ର ଦର
    ଟାକି ରହିଛି ମୁହିଁ
    Kumar

  • @Jayanta-h2k
    @Jayanta-h2k 17 дней назад

    Smart city plan fail

  • @swarnaprabhamotivatesquota4539
    @swarnaprabhamotivatesquota4539 Месяц назад +1

    Bolbom naa re jatra😂

  • @kpsinghadv9798
    @kpsinghadv9798 Месяц назад

    Police babu bodhe aji besi upuri paichhanti,sethipain thanare nida prabal.

  • @Jayanta-h2k
    @Jayanta-h2k 17 дней назад

    To bopa bajjayant bi bjd chadi ki bjp jaichi

  • @user-vi1ws7lk6x
    @user-vi1ws7lk6x Месяц назад

    BHAI NARANA TIPI TIPI BARSA PANI...