Here are the different elements of a movie: 1. *Plot*: The sequence of events that make up the story. 2. *Characters*: The people or animals that are involved in the story. 3. *Dialogue*: The words spoken by the characters. 4. *Setting*: The time and place in which the story takes place. 5. *Cinematography*: The visual elements of the movie, including camera angles, lighting, and composition. 6. *Direction*: The vision and guidance provided by the director. 7. *Editing*: The process of selecting and combining shots to create the final film. 8. *Music*: The score or soundtrack that accompanies the movie. 9. *Sound effects*: The noises and sounds that are added to enhance the visuals. 10. *Special effects*: The use of technology to create illusions or spectacle. 11. *Costume design*: The creation of clothing and accessories for the characters. 12. *Production design*: The creation of sets, props, and other visual elements. 13. *Theme*: The underlying message or idea that the movie conveys. 14. *Tone*: The mood or atmosphere of the movie. 15. *Pacing*: The speed at which the story unfolds. 16. *Genre*: The category or type of movie (e.g. action, comedy, drama). 17. *Script*: The written version of the story and dialogue. 18. *Storyboard*: A visual representation of the sequence of events. 19. *Acting*: The performances of the actors. 20. *Sound mixing*: The process of balancing and blending sound levels. These elements work together to create a cohesive and engaging cinematic experience. Now,You people decide, where are the short falls. ମୋର ମନକେ ନାଇଁ ପାଇବାର ବିଷୟ ଗୁଡାକ ହେଲା, 1. ବୁନକର ପରିବାର ର ଆର୍ଥିକ ସ୍ଥିତି ଟା ଅତି ନିମ୍ନ ସ୍ତର ଦେଖା ଯାଇଛେ. 2. ବୁନକର ଜଣେକର କାମ ଟା କଳାତ୍ମକ ହାଇପାରେ କେନ୍ତୁ, ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଲ ହେବାଟା ସହଜ ନହେ. ସେଥିର ଲାଗି ଜଣେ ବୁନକର ଆଉ ତାର ପରିବାର ସାରା ଯେତେ ମେହେନତ କରୁଛନ ତାର ପ୍ରକୁତ ପ୍ରାପ୍ୟ ନାଇଁ ପାଇବାର. ସେଥିର ଲାଗି ଅଧିକାଂଶ ବୁନକର ପରିବାର ଅନ୍ୟ ଲାଭଜନକ ବୃତ୍ତି କେ ଯାଉଛନ. ଇ ବିଷୟ ଉପରେ ମୁଭି ରେ କୌଣସି ଝଲକ ନାଇଁ. କେନସି ଭି ବୃତ୍ତି କେ ଛୋଟ କିମ୍ବା ନିମ୍ନ କୁହାଯାଇ ନାଇଁ ପାରେ. ଇଥିରେ କେନସୀ ଭି ଜାତି ର ଦଖଲ ନାଇଁ. କିନ୍ତୁ ମୁଭି ରେ ଭୁଲିଆ ଜାତି ମାନଂକୁ ହିଁ 100% ଦେଖାଯାଇଛେ. 3. ତା ଉପେରେ, ଭୁଲିଆ ମାନଂକୁ ମେସେଜ ଦିଆ ଯାଇଛେ ଯେ ତୁମେ ନିଜର କୌଳିକ ବୃତ୍ତି ଉପରେ ପ୍ରାଧ୍ୟାନ୍ୟ ଦେବାର ଲାଗି. ଇତାର ମାନେ ଭୁଲିଆ ପିଲା ମାନେ ନୁଆଁ ପିଢ଼ିର, ବେଶୀ ଲେଖା ପଢା କରି ଉଚ୍ଚା କାମ କିମ୍ବା ବୃତ୍ତି କରବାର ଲାଗି ପ୍ରୋତ୍ସାହିତ ନାଇଁ ଦିଆଯାଇ. ବାବୁ ମାନେ ତମେ ତୁମର କଳାକାର ଭାବେ ଠିକ କାମଟା କରିଛ, ହେଲେ ମୁଭି ର ଥିମ ଟା କେ ଅଣଦେଖା କରିଛନ୍ତି, ସେଟଟିଙ୍ଗ ଗୁଡାକ ନିମ୍ନ ମାନର ଜଣା ପଡୁଛେ, 30-40 ବର୍ଷ ର ପୁରାନା ପରମ୍ପରା ଆଧାରିତ script ହଇଛେ. ମୁଇଁ ଜଣେ critics ଭାବେ ଇ ସବୁ ଜଣେଇ ଦେଲି. ତୁମେ ଅନ୍ତର୍ଜାତୀୟ ପୁରସ୍କାର ପାଅ, ଜାତୀୟସ୍ତର ପୁରସ୍କାର ପାଅ, କୋଟି ପତି ହୁଅ, ମୋର କିଛି ମତଲବ ନାଇଁ. ତୁମର ମୁଭି ର ଭିଡ଼ିଓ ଦେଖୀ, ଜଣା ପଡୁଛେ, ମୁଭି ର ପରିପକ୍ଵତା. ଯେନ୍ତା, ଗୁଟେ ହାଣ୍ଡି ର ପୁରା ଭାତ ଟା କେତେ ହଇଛେ, ହାଣ୍ଡି ର କିଛି ଦାନା ରୁ ଜଣାପଡିଯାଛି. ତୁମକୁ ମାନଂକୁ ସନ୍ତୁଷ୍ଟି କରବାର ଟା critics ଦାୟିତ୍ୱ ନୁହେ. ତୁମେ ମାନେ 1989 released "ଭୁଖା" ମୋଭି ଟା ଆଉଥରେ ଦେଖବ. International jury awarded first Odia motion picture. ବୁଝି ଯିବ ମୁଇଁ ତୁମକୁ ମାନଙ୍କୁ କାଇଁଟା କହେବାର ଲାଗି ଚାହୁଁଛେଁ.
Here are the different elements of a movie:
1. *Plot*: The sequence of events that make up the story.
2. *Characters*: The people or animals that are involved in the story.
3. *Dialogue*: The words spoken by the characters.
4. *Setting*: The time and place in which the story takes place.
5. *Cinematography*: The visual elements of the movie, including camera angles, lighting, and composition.
6. *Direction*: The vision and guidance provided by the director.
7. *Editing*: The process of selecting and combining shots to create the final film.
8. *Music*: The score or soundtrack that accompanies the movie.
9. *Sound effects*: The noises and sounds that are added to enhance the visuals.
10. *Special effects*: The use of technology to create illusions or spectacle.
11. *Costume design*: The creation of clothing and accessories for the characters.
12. *Production design*: The creation of sets, props, and other visual elements.
13. *Theme*: The underlying message or idea that the movie conveys.
14. *Tone*: The mood or atmosphere of the movie.
15. *Pacing*: The speed at which the story unfolds.
16. *Genre*: The category or type of movie (e.g. action, comedy, drama).
17. *Script*: The written version of the story and dialogue.
18. *Storyboard*: A visual representation of the sequence of events.
19. *Acting*: The performances of the actors.
20. *Sound mixing*: The process of balancing and blending sound levels.
These elements work together to create a cohesive and engaging cinematic experience.
Now,You people decide, where are the short falls.
ମୋର ମନକେ ନାଇଁ ପାଇବାର ବିଷୟ ଗୁଡାକ ହେଲା,
1. ବୁନକର ପରିବାର ର ଆର୍ଥିକ ସ୍ଥିତି ଟା ଅତି ନିମ୍ନ ସ୍ତର ଦେଖା ଯାଇଛେ.
2. ବୁନକର ଜଣେକର କାମ ଟା କଳାତ୍ମକ ହାଇପାରେ କେନ୍ତୁ, ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଲ ହେବାଟା ସହଜ ନହେ. ସେଥିର ଲାଗି ଜଣେ ବୁନକର ଆଉ ତାର ପରିବାର ସାରା ଯେତେ ମେହେନତ କରୁଛନ ତାର ପ୍ରକୁତ ପ୍ରାପ୍ୟ ନାଇଁ ପାଇବାର. ସେଥିର ଲାଗି ଅଧିକାଂଶ ବୁନକର ପରିବାର ଅନ୍ୟ ଲାଭଜନକ ବୃତ୍ତି କେ ଯାଉଛନ. ଇ ବିଷୟ ଉପରେ ମୁଭି ରେ କୌଣସି ଝଲକ ନାଇଁ. କେନସି ଭି ବୃତ୍ତି କେ ଛୋଟ କିମ୍ବା ନିମ୍ନ କୁହାଯାଇ ନାଇଁ ପାରେ. ଇଥିରେ କେନସୀ ଭି ଜାତି ର ଦଖଲ ନାଇଁ. କିନ୍ତୁ ମୁଭି ରେ ଭୁଲିଆ ଜାତି ମାନଂକୁ ହିଁ 100% ଦେଖାଯାଇଛେ.
3. ତା ଉପେରେ, ଭୁଲିଆ ମାନଂକୁ ମେସେଜ ଦିଆ ଯାଇଛେ ଯେ ତୁମେ ନିଜର କୌଳିକ ବୃତ୍ତି ଉପରେ ପ୍ରାଧ୍ୟାନ୍ୟ ଦେବାର ଲାଗି. ଇତାର ମାନେ ଭୁଲିଆ ପିଲା ମାନେ ନୁଆଁ ପିଢ଼ିର, ବେଶୀ ଲେଖା ପଢା କରି ଉଚ୍ଚା କାମ କିମ୍ବା ବୃତ୍ତି କରବାର ଲାଗି ପ୍ରୋତ୍ସାହିତ ନାଇଁ ଦିଆଯାଇ.
ବାବୁ ମାନେ ତମେ ତୁମର କଳାକାର ଭାବେ ଠିକ କାମଟା କରିଛ, ହେଲେ ମୁଭି ର ଥିମ ଟା କେ ଅଣଦେଖା କରିଛନ୍ତି, ସେଟଟିଙ୍ଗ ଗୁଡାକ ନିମ୍ନ ମାନର ଜଣା ପଡୁଛେ, 30-40 ବର୍ଷ ର ପୁରାନା ପରମ୍ପରା ଆଧାରିତ script ହଇଛେ.
ମୁଇଁ ଜଣେ critics ଭାବେ ଇ ସବୁ ଜଣେଇ ଦେଲି. ତୁମେ ଅନ୍ତର୍ଜାତୀୟ ପୁରସ୍କାର ପାଅ, ଜାତୀୟସ୍ତର ପୁରସ୍କାର ପାଅ, କୋଟି ପତି ହୁଅ, ମୋର କିଛି ମତଲବ ନାଇଁ.
ତୁମର ମୁଭି ର ଭିଡ଼ିଓ ଦେଖୀ, ଜଣା ପଡୁଛେ, ମୁଭି ର ପରିପକ୍ଵତା. ଯେନ୍ତା, ଗୁଟେ ହାଣ୍ଡି ର ପୁରା ଭାତ ଟା କେତେ ହଇଛେ, ହାଣ୍ଡି ର କିଛି ଦାନା ରୁ ଜଣାପଡିଯାଛି.
ତୁମକୁ ମାନଂକୁ ସନ୍ତୁଷ୍ଟି କରବାର ଟା critics ଦାୟିତ୍ୱ ନୁହେ.
ତୁମେ ମାନେ 1989 released "ଭୁଖା" ମୋଭି ଟା ଆଉଥରେ ଦେଖବ.
International jury awarded first Odia motion picture.
ବୁଝି ଯିବ ମୁଇଁ ତୁମକୁ ମାନଙ୍କୁ କାଇଁଟା କହେବାର ଲାଗି ଚାହୁଁଛେଁ.
Ee film bunkar ke bhaut sahaj karba
ମୌଳିକ କାମ କେ ଆଗକେ ଜିବାକେ ସରକାର ଧ୍ୟାନ ଦଉନ୍ ଓଡ଼ିଶାରେ ତ ଚାକିରି ନାହିଁ
ତମେଖାଲି ଦେଖ୍ବ କାଏଁ ସାରାପଶ୍ଚିମ୍ ଓଡ଼ିଶାର ହଲ୍ରେ ଲଗାଜାଉ ଆମେ ମାନେ ଭି ଦେଖ୍ମୁଁ
Sabu 9 lagba dada next time bargarh re lagba aau next sambalpur
@@Kshirodra490 ସବୁନୁ ଲାଗ୍ବା ସୁନିକରି ଉସ୍ନାକି ଲାଗ୍ଲା ବାକି ୟୁଟୁବ୍ରେ ଜଲ୍ଦି ନେ ଛାଡ଼୍ବ ଇଟା ମୋର୍ ଅନୁରୋଧ୍ ଆଏ ପହେଲା ହଲ୍ରେ କାଁକରି ବଏଲେ ହଲ୍ର ମଜା ଗୁଟେ ଦୁସ୍ରା ଆଏ
Bahut sundar
Bikram baliar meher val lagaba. Sing nai kaheba
Filim kebe ashiba sir
mui b meher chhua e film sara biswara luka dekhbe