Thick katha kahichanti aapna ...mu nija aakhire dekichi Bangalore BTM re most 80 percent family not bachelor monthly package karichanti (breakfast+Launch+dinner) au ebe dhire dhire Bhubaneswar ku madiasilani.....
chalantu tike katha kahiba ya bisaya re. bahut bhala lage, ghare ma housewife. bhai bhauni, paribar jana. ghara chahal pahal. pila mananku bahut bhala lage. kintu bada hela pare jana pade, housewife ku kichi respect nahi, na samaj re value na paribar re. sasu sasura suneibe, tu mo pua ra khauchu, se uttar kichi dei paribeni. pua jhia kebe ne kebe albatt kahibe, ma tu ta basiki khauchu, amaku suna na. financially dependent haba jogu kharap treatment hele, mar pit hele chadiki jai paribani ma. loke suswadu khaiba gili jibe, taku dui pada kahiki nija nija batare bahari jibe. emiti jiban kie jeebaku chanhiba? jahaku benefit karuchi, taku bahut bhala lagiba. ghare gruhini achi. ghara ghara laguchi. kintu striloka ta ra ta jiban anya mananku seba kari gala na? sethipain ajikali equality chahunchanti. tanku bi paisa kameiki samman miliba. ghara kama kari jadi same samman milithanta, ta problem hau nathanta.
MAUSA APANA KN JUGA AU NAI😂😂JUGA ADVANCE AU KOTIPATI LOKA HABA PAI ADVANCE HAUCHANTY AU TAMA JUGA NAI VATA DALI TARAKARI AU AMEY AJI JAY VIKARI😂😂😂😂TAMA TIME TAMAKU SOOT AMAKU NUHA😂😂😂😂😂
Yet, Americans have more freedom, they live a better life, they enjoy basic human rights, they are happier than most Indians. And no, houses in America have kitchen, most of them live a disciplined life.
ଜୟ ଜଗନ୍ନାଥ ଆପଣଙ୍କୁ ଧନ୍ୟବାଦ ସବୁର ମୂଳେ ସ୍ଵାର୍ଥ
Ati sunder barta
Thank u for reviving cultural heritage.
Sir you are very good person
ସାରେ ନମସ୍କାର ବହୁତ ଭଲ ଲାଗିଲା ଘରର ଗଳ୍ପ ବହୁତ ବହୁତ ଧନ୍ୟବାଦ ସାରେ
🙏 Sir you are Great
Sir thik katha🙏🙏
ବହୁତ୍ ସୁନ୍ଦର୍ କବିତା ରାଇଟ୍ ଜୟ ଜଗନ୍ନାଥ
ଚମତ୍କାର ଉପସ୍ଥାପନା ସହ ଶିକ୍ଷଣୀୟ ନୁହେଁ ତ ପୁରା ହୃଦୟସ୍ପର୍ଶୀ 🙏🏽🙏🏽❤
ସାମ୍ପ୍ରତିକ ସମୟକୁ ଲକ୍ଷ୍ୟ କରି ଆପଣଙ୍କର ଉପସ୍ଥାପନା ଖୁବ୍ ଶିକ୍ଷଣୀୟ । ଆମଘର ବିଷୟବସ୍ତୁ ଆଜିର ସମାଜ ଉପରେ ନିଶ୍ଚୟ ପ୍ରଭାବ ପକାଇବ । ଜୟ ଜଗନ୍ନାଥ ।
Bahut sundar. NAMASKAR.
Good opinion. Thanks. Jagannatha tumara mangala karantu
Jai jagannath.namaskar,ama ghar chilika ku asantu
Very very positive version
Right sir
Jay Jagannath
ଆମ ଘର ବଦଳ ରେ ମୋ ଘର ସାଜିଛି, ଆଉ ପ୍ରତ୍ୟେକ ଘର ଗୋଟେ ଗୋଟେ ବୃଦ୍ଧା ଶ୍ରମ ସାଜିଲାଣି
ଖୁବ୍ ସୁଦଂର ବାର୍ତ୍ତା ବହନ କରୁଛି ଆପଣ କଂର ସୁଚିନ୍ତିତ ଚିନ୍ତା, ଅନୁଭୁତି ପୂଣ୍ୟ ବିଚାର ଧାରା ଏହି ଅଧୋଗାମୀ, ଅନ୍ୟ ମାନକୁଂ ଅନୁସରଣ କରି ଚାଲୁଥିବା ସମାଜ ପ୍ରତି ସତର୍କ ସୂଚନା...
Excellent. Very true. Naked truth.🙏🙏🙏
ନମସ୍କାର ଆଜ୍ଞା 🙏ବହୁତ ସୁନ୍ଦର ଘର କଥା କହିଲେ । ଆପଣଙ୍କ କଥା ଶୁଣି ପିଲାଦିନ କଥା ବାପା ମାଆଙ୍କ କଥା ମନେପଡିଲା। କେତେ ଭଲ ଥିଲା ସେଦିନ ଗୁଡିକ। ଆମେ ମାନେ ନଖାଇବା ପର୍ୟ୍ଯନ୍ତ ମା ଖାଉନଥିଲା। ସେ ସ୍ନେହ ମମତା ଆଜି କେଉଁଠି ଦେଖିବାକୁ ମିଳୁନାହିଁ। ଜୟ ଜଗନ୍ନାଥ🙏🙏🙏🙏🙏
ତମ କଥାରୁ ଜଣା ପଡ଼ୁଛି ତମେ ବହୁତ୍ ଦୟାଳୁ ଆଉ ବହୁତ୍ ଭଲ |
Jay jaganatha 🙏🙏🙏
ପ୍ରଣାମ ମହାଶୟ 🙏❤️
Sata katha
ସାର ନମସ୍କାର , କବିତା ର ଲେଖକ ସାମଲ ନୁହେଁ ନନ୍ଦ କିଶୋର ବଳ
ଜୟ ଜଗନ୍ନାଥ🙏🙏
Kete sunder katha agyan🎉
ସାର, ଭୁବନେଶ୍ୱର କ'ଣ !କୋରାପୁଟଜିଲ୍ଲାରେ ଏଭଳି ଘଟଣା ମୁଁ ନିଜ ଆଖିରେ ଦେଖୁଛି।
Maa besar batuni chakiri karuchhi gharaku pheruchi zomato ru mageye khauchi eiya chalichhi. Pilamane chaakr hatare badhuchanti. E sansar kemiti chailba eswarkun jana.
ମହାଶୟ ଆପଣ ପ୍ରକୃତରେ ଜଣେ ନାରୀ ହୃଦୟ ର ଅନୁଭୁତି କୁ ଅନୁଧ୍ୟାନ କରିଛନ୍ତି ପ୍ରତ୍ୟେକ ଦିନ ର ଖାଇବା ପିଇବା ଭଲରେ ସରିବା ପରେ ଅପୂର୍ବ ଶାନ୍ତି ଲାଗେ
Sata katha
Sir Jane manobigyanbit so
ସାର୍ ନମସ୍କାର୍ ,
ମୁଁ ଆପଣଙ୍କୁ ସଦାବେଳେ ଶୁଣେ, ଆପଣଙ୍କ ଭିଡିଓ ସବୁ ଆତ୍ମା କୁ ଛୁଇଁଗଲାପରି, ଗୋଟିଏ ଜିଜ୍ଞାସା ଥିଲା, ଅପଣ ପେନସନ ପାଇଲେଣି ନା ନାହିଁ।
ନା, ପାଇନାହିଁ। ଜୀବନରେ କେବେ ବି କାହାଠୁ ଲାଞ୍ଚ ଖାଇନି, ପେନ୍ସନ ପାଇଁ ଲାଞ୍ଚ ଦେବି କାହିଁକି ? ଗୋଟାଏ ନୀତି ଓ ଆଦର୍ଶକୁ ଜାବୁଡି ଧରି ବହୁତ ସହୁଛି।
ଆପଣଙ୍କୁ ମୁଁ ଜାଣିନି, ଆପଣ ମୋ ପ୍ରତି ଦେଖାଉଥିବା ସହାନୁଭୂତି ପାଇଁ ମୋ କୃତଜ୍ଞତା ଜାଣିବେ। ନମସ୍କାର।
ଆଉ ଆମ ଘର ନାହିଁ।ଏବେ ଖାଲି ମୋ ଘର।ଧନ୍ୟବାଦ ଭାଇ ଭଲ କହିଲେ।ପ୍ରଣାମ।
ନିହାତି ସତ କଥା ଆଜ୍ଞା। ତଥାପି ଆମ କୁ ବଞ୍ଚି ବାକୁ ହେବ, ପୁରୁଣା ସଂସ୍କୃତି ଆଉ ସଂସ୍କାର କୁ ବଞ୍ଚେଇ ବାକୁ ପଡ଼ିବ। ମୁଁ ମୋ ଘରେ କରୁଛି, ଅନ୍ୟ ମାନେ ବି କରନ୍ତୁ, ସମାଜ ବଦଳିଯିବ। ଜଗନ୍ନାଥ ସହାୟ ହେବେ। ଠାକୁର ଙ୍କ ଦେଶ ଆମର, ଭଲ ଦିନ ଆସିବ। ମୁଁ ଟିକେ ଅତ୍ୟଧିକ ଆଶା କରି ଦେଉଛି, ଏଇଟା ହି ଅସହାୟତା।
Sir ଆପଣଙ୍କ କଥା ଭଲ ଲାଗେ👍👍👍👍
ଜୟ ଜଗନ୍ନାଥ ସାର୍,ପ୍ରଣାମ🙏🙏
ସମସ୍ତେ ପଇସା ପଛରେ ଧାଁ ଇ ଲେଏ
Pranama sir jay Jagannath❤
Thanks Baishnab Babu...we are living in a non-family society...time will be more acute...we are becoming suicidal...
ଗୋଟେ ପୁଅ ମୋର
ଲଣ୍ଡନେ ଡାକ୍ତର
ଆଉଗୋଟେ ଯନ୍ତ୍ରୀ ଆମେରିକାରେ
କଥାଟା ଯେବେଳେ
କହେ ମୁଁ ବାହାରେ
ଛାତି ମୋର ଫୁଲି ଉଠେ ଗର୍ବରେ।
ବିଛଣାରୁ ବୁଢ଼ୀ ଉଠ ପାରୁନାହିଁ
ରାନ୍ଧିଦେଇଯାଏ କାମବାଲୀଟା
ଘୁଷୁରି ଘୁଷୁରି ଚା'ମୁଁ କରୁଛି
କଷ୍ଟ ଲଗେଇକି ଗ୍ୟାସ୍ ଚୂଲୀଟା।
କହୁଥିଲେ ପୁଅ ବୃଦ୍ଧାଶ୍ରମ ଯାଅ
ଉଆସଟା ଛାଡ଼ି ଯାଇ ନପାରେ
ଅପେକ୍ଷା କରିଛି ମଶାଣୀକି ଯିବି
ମୁନିସିପାଲିଟି ସ୍ଵର୍ଗରଥରେ।
ପାହାଡ଼ ଦୂରର ଅତୀବ ସୁନ୍ଦର
କୋଟି ଜନମନ କିଣେ
କେତେ କଙ୍କରୀତ,କେତେ କଣ୍ଟକୀତ
ପାହାଡି଼ ଲୋକଟି ଜାଣେ।
Thick katha kahichanti aapna ...mu nija aakhire dekichi Bangalore BTM re most 80 percent family not bachelor monthly package karichanti (breakfast+Launch+dinner) au ebe dhire dhire Bhubaneswar ku madiasilani.....
Sir namaskar
Ama ghara kabita ra front page kouthu paile?
bartaman se book ame pai paribaki kindly janeibe
Present reality but not good
chalantu tike katha kahiba ya bisaya re. bahut bhala lage, ghare ma housewife. bhai bhauni, paribar jana. ghara chahal pahal. pila mananku bahut bhala lage. kintu bada hela pare jana pade, housewife ku kichi respect nahi, na samaj re value na paribar re. sasu sasura suneibe, tu mo pua ra khauchu, se uttar kichi dei paribeni. pua jhia kebe ne kebe albatt kahibe, ma tu ta basiki khauchu, amaku suna na. financially dependent haba jogu kharap treatment hele, mar pit hele chadiki jai paribani ma. loke suswadu khaiba gili jibe, taku dui pada kahiki nija nija batare bahari jibe. emiti jiban kie jeebaku chanhiba? jahaku benefit karuchi, taku bahut bhala lagiba. ghare gruhini achi. ghara ghara laguchi. kintu striloka ta ra ta jiban anya mananku seba kari gala na? sethipain ajikali equality chahunchanti. tanku bi paisa kameiki samman miliba. ghara kama kari jadi same samman milithanta, ta problem hau nathanta.
Jay jagannath
MAUSA APANA KN JUGA AU NAI😂😂JUGA ADVANCE AU KOTIPATI LOKA HABA PAI ADVANCE HAUCHANTY AU TAMA JUGA NAI VATA DALI TARAKARI AU AMEY AJI JAY VIKARI😂😂😂😂TAMA TIME TAMAKU SOOT AMAKU NUHA😂😂😂😂😂
ଘର ବୋଲେ କେବଳ ଯେଉଁଠି ବୋଉ ଆଉ ବାପା ଅଛନ୍ତି ବାକି ସବୁ ଫ୍ଲାଟ, apartment,villa ଇତ୍ୟାଦି ଆଉ ଇତ୍ୟାଦି।
ଘରରେ ବାରି ଥାଏ ଆଉ ମଡର୍ନ ଘରେ ଦି ହାତର ବାଲକନି 😂
And, it is better to separate than stay forcefully in an abusive and decaying relationship. That is why most of the people are not happy in India
Apurba barta.
Sir , ନମସ୍କାର । ଆପଣଙ୍କ କଥା ର ସତ୍ୟତା କୁ ସମସ୍ତେ ଉପଲବ୍ଧି କରୁଛନ୍ତି । ପୁଅ ବୋହୂ ଆମେରିକା ରେ ଅଛନ୍ତି , ବାପା ମାଆ ଙ୍କୁ ନିଜ ପାଖକୁ ନେବା ପାଇଁ ଅନୁରୋଧ କରିଥିଲେ ହେଲେ ନିଜ ଜନ୍ମମାଟି କୁ ଛାଡ଼ି ଯିବାକୁ ବାପା ମାଆ ରାଜି ହେଲେ ନାହିଁ । ଶେଷ ରେ ନିଜ ବାରି ପୋଖରୀ କୁ ସ୍ନାନ କରିବାକୁ ଯାଇ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ । ଏଇତ ଆଜି ର ସମାଜ । ଟଙ୍କା ପଇସା ପଛରେ ପଡ଼ିଛନ୍ତି ବହୁ ଯୁବକ ଯୁବତୀମାନେ । ଦେଶ ଛାଡ଼ି ବିଦେଶ ରେ ରହଣି । ତାର କୁ ପରିଣାମ ଭୋଗୁଛନ୍ତି ବୃଦ୍ଧ ବାପା ମା ।
Sir 90%talak
Yet, Americans have more freedom, they live a better life, they enjoy basic human rights, they are happier than most Indians. And no, houses in America have kitchen, most of them live a disciplined life.
Namaskar sir
🙏 Jay jagannath 🙏
ଜୟ ଜଗନ୍ନାଥ 🙏