Jobra Barrage in Cuttack: 24 Gates Found Cracked in Jobra Barrage May Bring Serious Problem!

Поделиться
HTML-код
  • Опубликовано: 16 сен 2024
  • ହୀରାକୁଦ ବନ୍ଧରେ ଅଛି ଫାଟ । ଓଡ଼ିଶାର ଲାଇଫଲାଇନ୍ କୁହାଯାଉଥିବା ହୀରାକୁଦ ନିରାପଦ ବୋଲି କହିପାରୁନାହାନ୍ତି । ଏବେ ମହାନଦୀର ଆଉ ଏକ ବ୍ୟାରେଜ୍ ଯୋବ୍ରା ନିରାପଦ ନୁହେଁ । ଯୋବ୍ରାର ଗେଟ୍ ଗୁଡ଼ିକ ଫାଟି ଆଁ କରିଛି । ୱେଲ୍ଡିଂ କରି କେବଳ କାମଚଳା ସ୍ଥିତିରେ ଚାଲିଛି । କେତେବେଳେ ଯଦି ପାଣିର ଚାପ ଅଧିକ ହୁଏ, ବ୍ୟାରେଜ୍ ଗେଟ ବି ଉପୁଡ଼ିଯିବ । ଏଭଳି ଆଶଙ୍କାକୁ ଏଡ଼ାଇଦିଆଯାଇନପାରେ । ଏପରିକି ବ୍ୟାରେଜ୍ ବି ଭୁଷୁଡ଼ିନଯିବ ବୋଲି କେହି କହିପାରିବେ ନାହିଁ । ଦେଖନ୍ତୁ ଏହି ରିପୋର୍ଟ...
    #JobraBarrage #jobraanicut #OdishaNews #mahanadi_river #hirakuddam #naveenPatanik #Cuttack #OdishaPolitics #thequiver
    THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc.. in Odisa, India and around the World. Stay ahead with the breaking updates with THE Quiver News!
    Get Touch With Us!
    --------------------------
    Subscribe "THEQuiverNews" in RUclips! / @thequivernews
    Like us in Facebook: / thequiverofficial
    Follow us in Instagram: / thequivernews
    Follow us in Twitter: / thequivernews
    Visit our website: thequiver.in/
    Follow us in LinkedIn: / thequivernews

Комментарии • 13

  • @hemantakumarmohanty849
    @hemantakumarmohanty849 Год назад +12

    ଇଞ୍ଜିନିଏର ଦରମା କାହିଁକି ନେଉଛନ୍ତି କି କାମ କରୁଛନ୍ତି

  • @damayantidas5308
    @damayantidas5308 Час назад

    ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ପଞ୍ଚସଖା ନେତାମାନେ ଭୋଟବେଳେ ଭୋଟ ନେଇଯିବେ ଅସମୟରେ ଦେଖାନାହିଁ ଆମମାନଙ୍କର ସରକାର ଙ୍କୁ ଅନୁରୋଧ ପ୍ରାର୍ଥନା ଗୁହାରି କରୁଛୁ ଦୟାକରି ଲୋକମାନଙ୍କୁ ଉଧାର କରନ୍ତୁ ସରକାର ମହାଶୟ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤

  • @hemantakumarmohanty849
    @hemantakumarmohanty849 Год назад +4

    ଇଂଜିନିୟର କରଛନ୍ତି କଣ

  • @tapankumarsahoo9302
    @tapankumarsahoo9302 17 дней назад

    ହେ ଭଗବାନ୍ 🙉

  • @bKzcOmenT..
    @bKzcOmenT.. Год назад +2

    ଏଇ ଟଙ୍କା ବା ପାଣ୍ଡିଆନ ଆଉ BJD ନେତାମାନେ ବାଣ୍ଟି ନେଉଛନ୍ତି। ଯିଏ ଏହାର ଭାଗରେ କମିଗଲା ବୋଲି କୁହେ ପୋଲିସ ଗୁଳିରେ ପ୍ରାଣ ନିଆ ଯାଏ।😀

  • @mr.pravatpatra8339
    @mr.pravatpatra8339 Год назад

    If it's true, then need more investigation and steps to be taken asap.

  • @babulunaik1251
    @babulunaik1251 18 дней назад

    0:24

  • @DNAS.Channel
    @DNAS.Channel 23 дня назад

    Bhai bageiki thiba nahele tama ghare pasijiba

  • @sanjam378
    @sanjam378 Год назад

    Bada gadi jiba ataka jau, befikar vabe sabu gadi ku chhadiba ketedur thik?

  • @Sibapradhanvlog
    @Sibapradhanvlog 5 дней назад +1

    😡😡😡😡

  • @mihirdash3313
    @mihirdash3313 16 дней назад

    Bjd Gola kunware

  • @rabinarayanparida5682
    @rabinarayanparida5682 21 день назад

    Se.rasta.re.hevi.gadi.banda.karajau.nahele.bhangi.jiba.turanta.padakhep.nea.jau