Finally I could reach you. Lovely song I have a request to make. Could you please upload Rabana Podi once more in RUclips. It's a master piece and I wanted to see it again, please
Dina aasiba loka sunibe...mo anurodha amti chali thaauu....haba haba...dine loka dekhibe...bujhibe actually odia song kana....odia bhasa ketebucha koti.....sabda sanjo jana kana....hats off to the teams 🥰🥰
It won't be wrong to say, you guys are the saviour of Odiya language and music. Can sense a New Era in the beginning. This team and work has the power to make every Odiya take pride in own language and culture. And this is not a small thing! Please keep the passion and progress on.
The whole video reflects the talent and efforts the people who have produced such a masterpiece. Music Direction Videography Storytelling light years ahead of these so called cheap music videos nowadays.
The lyrics, the music, the concept, the acting, the direction, perfection everywhere.... ଓଡ଼ିଆ ଆଧୁନିକ ସଙ୍ଗୀତ ପୂର୍ଣ୍ଣତା ପାଏ ୟେ ଗୀତରେ This song completes the modern odia music
Salute and Respect for the Lyrics......Radha and Krishna 🙏🙏🙏🙏 Literally Best of Best..... That line- "Premo ra paribhasa re ,Papo Punya ra paridhi pore,purnata pai kanha kebala Radha ra Tyaga re. Jamuna ra jala saathi, sukhichi kete kanha akhi,parichi iswarakn niyama preeti" Tears automatically on my eyes. Who love to listen music,He can deeply feel that Magic of Feelings in his/her soul.😊😊
Aei gita ta ku mu release hela dina thu sunuchi aji jae kebe b bore hei nahi Family,friends samasta nku suggest karichi samaste ae gita ra fan We need such kind mastpece more lots of love🥰❤
Goosebumps....i can exactly read out each phase of her emotions after seeing the painting...she smiles because she is part of his art and she cries that is she is not part of his life. What a soulful creation ❤️ amazing director, amazing actors amazing music. I get a flavor of rabindrasangeet so well blended to give us a magical odia music ❤️
Aeita hauchi music video which has a odia soul in it..So happy jaha hau emti kichi odia re hauchi......... Honestly Viewes are just numbers that never speaks the truth..
Odia industy needs this kind of quality song. A heartly credit goes to the lyricist and also to the music composer. Indeed a very very soothing song after long time. ପୂର୍ଣ୍ଣତା ପାଏ କାହ୍ନା କେବଳ ରାଧା ର ତ୍ୟାଗ ରେ..this line must have tocheed so many hearts. Thank You to the whole AVISAARA team for this masterpiece.
Completely speechless...just lost in the song... everything is so beautiful about this song ..lyrics, music, voices.. everything.. ଯାହା ହେଉ ଏତେ ଦିନ ପରେ ଗୋଟେ ଭଲ ଓଡ଼ିଆ ଗୀତ ଶୁଣିବାକୁ ମିଳିଲା...ଅନେକ ଅନେକ ଧନ୍ୟବାଦ ଆଉ ମୁଁ କୃତଜ୍ଞତା ଜଣାଉଛି ଯେଉଁମାନେ ଏଇ ଗୀତ ସହିତ ଜଡ଼ିତ... expecting more such wonders from you.
Prajapati was a hit and personal favorite. After years saw something good again. It is a treat I consider. I hv plenty of ପଟ୍ଟଚିତ୍ର paintings in my home. I feel it relating.
ଯଦି ଭଲ ଠାରୁ ବେସି ଭଲ କିଚ୍ଛି ଅଚ୍ଛି ତାହା ଏହି ଭିଡ଼ିଓ ଟି ରୁ ସ୍ପଷ୍ଟ ବାରି ହୁଏ.....Biraj, Binay bhai... Dipanwit,Sheetal,Priyanka & team hats off to u guys & ur hard efforts... May be hoping for fortune to happen bloom wishing to meet you guys soon...
ପ୍ରେମରେ ଇର୍ଷା , ଅଭିମାନ ର ରଙ୍ଗ ନଥିଲେ ସମ୍ପର୍କ ଫିକା ଫିକା ଲାଗେ ..... ରାଧାର ପ୍ରେମ କାହ୍ନା ପାଈଁ ଶାଶ୍ବତ, ସରସ ଏବଂ ସୁନ୍ଦର .... ସତରେ ସେ ପ୍ରେମମୟୀ ରାଧାର ପ୍ରେମକୁ ଲମ୍ପଟ କଳା କାହ୍ନୁ କାଇଁ ବୁଝିବ ? ସେ ତ ରୁକ୍ମୁଣୀ ର ମାୟା ରେ ଅନ୍ଧ ....
ଏହି ଗୀତ କୁ ବାରମ୍ବାର ଶୁଣିଲା ପରେ ବି ନୂଆ ଲାଗୁଛି। ଗର୍ବିତ ବି ଲାଗୁଛି ଯେ ମୁଁ ଓଡ଼ିଆ।
I have no words to praise it "ପୂର୍ଣ୍ଣତା ପାଏ କାହ୍ନା କେବଳ ରାଧା ର ତ୍ୟାଗ ରେ"
Bhai same feeling ❤️
ପୂର୍ଣ୍ଣତା ପାଏ କାହ୍ନା କେବଳ ରାଧା ର ତ୍ୟାଗ ରେ ❤
That hits hard
ଏ ପ୍ରୟାସ ଏମିତି ରହିଥାଉ ଏକ ଭିନ୍ନ ଧରଣର ସଙ୍ଗୀତ ଓ ଲେଖା ବହୁତ ହିଁ ସୁନ୍ଦର ଲାଗିଲା🙏
ବାପା ଆସି ସାଙ୍ଗରେ ବସି ଏ ଗୀତ ମୋ ସହ repeat mode ରେ ଶୁଣିଲେ। That's how beautiful it is. 🙏🙏
"ପ୍ରେମର ପରିଭାଷାରେ
ପାପ ପୁଣ୍ୟର ପରିଧି ପରେ
ପୂର୍ଣ୍ଣତା ପାଏ କାହ୍ନା
କେବଳ ରାଧାର ତ୍ୟାଗରେ"
କାହ୍ନା ଜାଣିଛି ରାଧା ବିନା ସେ ଅଧା, ହେଲେ ଦୁନିଆ ଆଗରେ ସେ ଦୋଷୀ.. ରାଧାର ଲୁହ ସମସ୍ତଙ୍କୁ ଦିଶେ ହେଲେ କାହ୍ନା ନା କହିପାରେ ନା ରହିପାରେ..😢😢😢 ମୋ ପ୍ରେମ ବି ସେମିତି ଅଧା ଅଧୁରା.. ମୋ ପ୍ରିୟାକୁ ବହୁତ ଭଲ ପାଏ ମୁଁ ❤ । ହେଲେ ଜାଣିନି ଏ ପ୍ରେମ ନା ବଦନାମ ?
କିଛି ଲେଖିବା ପାଇଁ ମୋ ପାଖରେ ଶବ୍ଦ ନାହିଁ । ଯଦିଓ ମୁଁ ଏ ଗୀତ,, ଏ concept ସହିତ ପରୋକ୍ଷ ଭାବେ ଜଡ଼ିତ ତଥାପି, ଏହି ଗୀତ ର ପ୍ରତିଟି ଶବ୍ଦ ହୃଦୟ କୁ ସବୁବେଳେ ଛୁଇଁ ଯାଉଛି, ଯେତେଥର ମୁଁ ଏହାକୁ ଶୁଣୁଛି। ଅଭିସାର ମନରେ ଅଭିଳାଷ ଭରିଛି ଯେ ଆମେ ଓଡ଼ିଆ ଆଉ ଆମ କଳା, ସଂସ୍କୃତି, ସ୍ନେହ, ପ୍ରେମ, ତ୍ୟାଗ କୁ ନେଇ ଆମେ ଗର୍ବିତ ବୋଲି ।। ଏଥିରେ ଜଡିତ ଥିବା ସମସ୍ତ ବ୍ୟକ୍ତି ଗୋଟିଏ ଗୋଟିଏ ମୁକ୍ତା। ଯେଉଁ ମାନଙ୍କ ସମାହାର ରେ ଏହି ଅଭିସାର ମାଳା ଟି ଏତେ ସୁନ୍ଦର ଓ ହୃଦୟରେ ରହିଲା ଭଳି ହୋଇପାରିଛି।। Teamwork କଣ? ତାହା ଅଭିସାର ଦେଖିବା ଲୋକ ମାନିବେ ନିଶ୍ଚିତ।।
ଆଗକୁ ଆହୁରି ଏଇଭଳି ଭଲ କାମ ର ଅପେକ୍ଷାରେ ଆମେ ସମସ୍ତେ ।।
ଭଗବାନ ତୁମ ସମସ୍ତ ଙ୍କୁ ଆଶୀର୍ବାଦ କରନ୍ତୁ🙏💐
❤❤❤❤
ଗୀତଟି ଶୁଣିଲି ଆଉ ଲାଗିଲା ଓଡ଼ିଆ ଭାଷା ଓ ସଂସ୍କୃତି କେତେ ଜୀବନ୍ତ।ବହୁତ୍ ଭଲ ଲାଗିଲା 🙏
Leaving this comment so that i can feel this masterpiece whenever anyone rams into my comment
Added the lyrics in the description now. Thank you everyone for lovely comments. ❤️❤️
ସମସ୍ତ ଙ୍କୁ ଅନୁରୋଧ ଦୟାକରି ଓଡ଼ିଆ ରେ କମେଣ୍ଟ କରନ୍ତୁ, ତେବେ ଯାଇ ଆମ ଭାଷା ର ମାନ ବଢିବ ଏବଂ ଭାଷା ପ୍ରତି ପ୍ରୀତି ଜାଗିବ 🙂🙏🌿🌳🌼
Biraj bhai plz add it's callertunein jiosaavn....... Desperate to keep
Finally I could reach you. Lovely song
I have a request to make. Could you please upload Rabana Podi once more in RUclips. It's a master piece and I wanted to see it again, please
@@krishnachandramukhi9377 bada bhai e sundar gita tiku ye hin lekhani ra sparsa deichanti...
Thank You @birajrath for your contribution to odia music. Your composition Smruti ra belabhoomi ru is an eminent part of my playlist since very long.
ଆଃ କି ସୁନ୍ଦର ଗୀତ ❤
ଅତି ସୁନ୍ଦର ଏ ଓଡ଼ିଆ ଗୀତଟି ହୋଇଥିବାରୁ ଆପଣ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଅଛି । ଏମିତିକା ଗୀତ ଓଡ଼ିଆ ସଂଗୀତକୁ ତାର ପୂର୍ଵ ଗୌରଵକୁ ଫେରାଇ ଆଣିବାରେ ସହାୟକ ହେଵ ।
ମୋତେ ଗୀତ ଟି ବହୁତ୍ ବଢିଆ ଲାଗିଲା ଏବଂ ପ୍ରେମର ପ୍ରକୃତ ଅର୍ଥ ତ କେବଳ ରାଧା କୃଷ୍ଣ ଙ୍କ ଠାରୁ ଜ୍ୱଳନ୍ତ ଉଦାହରଣ. ଗୀତଟି ହୃଦୟ ସ୍ପର୍ଶୀ ଓ ଅଭିନୟ ବହୁତ ଉଚ୍ଚକୋଟୀର ❤❤❤❤❤❤
❤️❤️❤️ ଓଡ଼ିଆ ଭାଷାର ବର୍ଣ୍ଣନା ଓ ଏହାର ସ୍ବର,,,, ସତରେ କେତେ ମନ ମୋହି ନିଏ,,,,,❤️❤️❤️❤️
ସେଥିପାଇଁ ବୋଧେ ଏହି ଭାଷା ବିଶ୍ବ ପଟଳ ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ କରିପାରିଛି।
ଅନେକ ଦିନରୁ ମନ ଖୋଜୁଥିଲା ଏମିତି ଗୋଟିଏ ଗୀତ ଯେଉଁଥିରୁ ଓଡ଼ିଶାର ମହକ ଛୁଟୁଥିବ। ଏ ଗୀତ ଟି ଠିକ ସେଇଭଳି ଗୋଟିଏ ଗୀତ ଯାହା ଓଡ଼ିଶାର ଆଉ ଓଡ଼ିଆଙ୍କର ମାନ ବୃଦ୍ଧି କରୁଛି। ଏ ପ୍ରୟାସ ଦିଗନ୍ତ ବିସ୍ତାରି ହେଉ। ସମସ୍ତ କଳାକାର ବର୍ଗଙ୍କୁ ଅଶେଷ ଅଶେଷ ଶୁଭକାମନା।🙏
ୟା ଠାରୁ ଆଉ ଅଧିକ ସୁନ୍ଦର ସୃଷ୍ଟି ଓଡ଼ିଆ media ଜଗତ ରେ ଥିଲା ଭଳି ପ୍ରତ୍ୟୟ ହେଉନାହିଁ । ଉତ୍କୃଷ୍ଟ 🥺🥺🥺🥺
ଧନ୍ୟବାଦ୍ ବିରାଜ ଭାଇ ଓ team
ଏହି ପରି ସଂଗୀତ ଆଧୁନିକ ଯୁଗରେ ବହୁତ ବିରଳ । ଅତି ସୁନ୍ଦର 👌👌👌
ଖୁବ ସୁନ୍ଦର ଗୀତ ସାଙ୍ଗକୁ ଉଚ୍ଚକୋଟୀ ର ଶବ୍ଦ ଚୟନ, ଧନ୍ୟବାଦ ଏହିପରି ଗୀତ ଟି ଭେଟି ଦେଇ ଥିବାରୁ. ଏକ ନିଆରା ପ୍ରୟାସ...... ଆଗକୁ ଏହିପରି ଗୀତ ନିର୍ମାଣ କରନ୍ତୁ 🌱🌳❤️🙏
Dina aasiba loka sunibe...mo anurodha amti chali thaauu....haba haba...dine loka dekhibe...bujhibe actually odia song kana....odia bhasa ketebucha koti.....sabda sanjo jana kana....hats off to the teams 🥰🥰
ଅପ୍ରାପ୍ତି + ତୃପ୍ତି = ପ୍ରେମ
ପ୍ରାପ୍ତି + ମୋକ୍ଷ = ପ୍ରେମ
#ଅଭିସାର
ଓଡ଼ିଆ ସଙ୍ଗୀତ ଫେରୁଛି ଏକ ନୂଆ ବିପ୍ଳବ ନେଇ।
ଏତିକି କହିପାରିବି। ଧନ୍ୟବାଦ। 🙏
It won't be wrong to say, you guys are the saviour of Odiya language and music. Can sense a New Era in the beginning. This team and work has the power to make every Odiya take pride in own language and culture. And this is not a small thing! Please keep the passion and progress on.
Ete sundar . Wahh. Bhut hi bdhiya lgila. Biswas haunu ye aji ra odia gita boli. Bhit sundar
Biraj rath is most talented lyricist of odia music industry ......love you bro .....
The whole video reflects the talent and efforts the people who have produced such a masterpiece. Music Direction Videography Storytelling light years ahead of these so called cheap music videos nowadays.
ଭିନ୍ନ ଧରଣର ସଙ୍ଗୀତ, ବହୁତ୍ ଦିନ ପରେ ଯାଇକି ଶୁଣିବାକୁ ମିଳିଲା, ମୋର କାମନା ବିରାଜ ରଥ ପାଇଁ ଯୋ ଭାବରେ ସେ ଗୀତ କୁ ଲେଖିଛନ୍ତି ତାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଏ ଭଳିଆ ସଙ୍ଗୀତ ପାଇଁ
ସଂଳାପ, ସଙ୍ଗୀତ, କଥାବସ୍ତୁ, ସବୁଥିରୁ ଓଡ଼ିଆପଣର ବାସ୍ନା। ତା' ସାଙ୍ଗକୁ ସୁନ୍ଦର ଚିତ୍ରଣ। ଅତି ଚମତ୍କାର ପ୍ରଚେଷ୍ଟା। ଅଶେଷ ସାଧୁବାଦ।
ଆଧ୍ୟାତ୍ମିକତା ଓ ଆଧୁନିକତାର ଏକ ମଧୁର ସଂଗମ ଘଟିଛି ଏହି ସଂଗୀତରେ । ପ୍ରେମର ପରିଭାଷାକୁ ଅତି ନିଖୁଣ ଭାବରେ ଚିତ୍ରିତ କରାଯାଇଛି ।
ସତରେ , ବହୁତ୍ ଭଲ ଲାଗିଲା,
ଅଭ୍ୟାସ ରହୁ ଏମିତି
ଆମ ମାନଙ୍କ ଭଲ ପାଇବା , ସେ ନୂତନ ପ୍ରୟାସ ର ଅଗ୍ନି କୁ ଶାନ୍ତ ହେବାକୁ ଦେବନି , ବିଶ୍ୱାସ କର ❤️❤️❤️
ଏଇ ପରି ଗୀତ ହେବ darkar ପ୍ରତ୍ୟକ ଏହି ଗୀତଟି କୁ ବୁଝି ପାରିବେ କଳା କାହ୍ନୁ ର ପ୍ରୀତି ଉଚ୍ଚ କୋଟୀର ଥିଲା ରାଧା ପ୍ରତି ❤❤❤
ବହୁତ ସୁନ୍ଦର, ଏମତି ଗୀତ ର ଅପେକ୍ଷାରେ ବୋଧେ ପ୍ରତିଟି ଓଡ଼ିଆ ଥିଲା। କେବଳ ଗୋଟିଏ ଅନୁରୋଧ ଓଡ଼ିଆ ଶବ୍ଦ ଗୁଡ଼ିକୁ କେତୋଟି ଜାଗାରେ ଭଲ ରୂପେ ଉଚ୍ଚାରଣ କରାଯାଉ।🙏
ବହୁତ୍ ଭଲ। ଉଚ୍ଚକୋଟୀର ଅଭିନୟ ।ଏଥିରୁ ଓଡ଼ିଆ ସିନେମା ଜଗତ ଶିଖିବା କଥା,ନିଜକୁ ପରଖିବା କଥା ଯେ ଅଭିନେତା,ଅଭିନେତ୍ରୀଙ୍କ ଅଭାବ ନାହିଁ ସୁନ୍ଦର ଚଳଚ୍ଚିତ୍ରଟେ ପାଇଁ , ଅଭାବ ଅଛି ତଥାକଥିତ ଚଳଚିତ୍ର ନିର୍ମାତା ଆଉ ନିର୍ଦ୍ଦେଶକ ଙ୍କ ମାନସିକତାରେ ।
A masterpiece.. ଏପରି ସଙ୍ଗୀତ ହିଁ ପ୍ରତିଟି ଓଡ଼ିଆ ଚାହେଁ 🙏
Hat's off to the whole team of United misfits and especially Binay and Biraj Rath
ମନ୍ତ୍ରମୁଗ୍ଧ ହେଇଗଲି !..... କିଏ କହିଲା ଓଡିଆ ଗୀତ ସତ୍ତା ହେରେଇଛି ? ଓଡ଼ିଆତ୍ତ୍ୱର ମହକ ଓ ନିସର୍ତ୍ତ ପ୍ରେମର ଦିଗଦର୍ଶନ ଏଇଟି..... ଅନେକ ଅନେକ ଶୁଭେଚ୍ଛା । ଆହୁରି ଅପେକ୍ଷାରେ❤❤❤
ନିର୍ଦ୍ଦେଶକଙ୍କ ଏକ ସୁନ୍ଦର ଅଭିକଳ୍ପଣ । ଚିତ୍ରାଉତ୍ତୋଲାନ ର ପରିଭାଷା ପାଇଁ ବିଶ୍ୱଜିତ୍ କୁ ଅଭିନନ୍ଦନ ଓ ଭଲପାଇବା ।
Bahut hi bhala achi something worth watching 👀 ✨️ ☺️ 😍 💕
ସତରେ ମୁଁ ଗର୍ବିତ ମୁଁ ଓଡ଼ିଆ ବୋଲି । ୟେ କେବଳ ଗୋଟିଏ ପ୍ରେମ କାହାଣୀ ନଥିଲା । ୟେ ପ୍ରକୃତ ପ୍ରେମ ରେ ଏକ ଅଭିନ୍ନ ଶାନ୍ତି ର ଝଲକ ଥିଲା। ବହୁତ ଭଲ ଲାଗିଲା ଏମିତି ଏକ ଭିଡିଓ ଦେଖିକି। Thanks all of team🙏
ଓଡ଼ିଆ ଭାଷାର ଓ ସଙ୍ଗୀତର ସୋନ୍ଦର୍ଯ୍ୟ ସହ ରାଧା ଓ କୃଷ୍ଣଙ୍କ ପ୍ରେମ ଓ ତ୍ୟାଗର ନିଛକ ଚିତ୍ରଣ। ❤️❤️❤️❤️❤️
ବହୁତ୍ ସୁନ୍ଦର୍ ଲେଖା ଆଉ ସୁନ୍ଦର ଭାବେ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ ଆପଣଙ୍କ ସହିତ ସବୁବେଳ ରଖିଥାନ୍ତୁ ଜୟ ଜଗନ୍ନାଥ
ଏ ଗୀତ ପ୍ରତି ଥର ମତେ ନୂଆ ଲାଗୁଛି, ପ୍ରେମ ର ପରିଭାଷା ରେ ରାଧା ଙ୍କ ପରିଭାଷା ଆହା ଏ ଗୀତ ର ଶବ୍ଦ ଗୁଡିକ ଯେମିତି ଚମତ୍କାର, ଯେତେ ଥର ଶୁଣିଲେ ଦେହ ଶିହରୀ ଉଠୁଛି, what a team work❤ ଶେଷ ଭାଗ ଟି ଭିଡ଼ିଓ ର ଚମତ୍କାର 🙏🏻
ଅଭିସାର: ସଂକ୍ଷେପରେ କହିବାକୁ ଗଲେ ଗୋଟିଏ ଉପହାର, ଶ୍ରୋତା ମାନଙ୍କ ପାଇଁ....ଆମ କଳା, ସଂସ୍କୃତି,ନିଛକପଣ, ଆଞ୍ଚଳିକ ସମୃଦ୍ଧି ଏବଂ ଅଭିନୟରେ ସାଧାପଣର ଜ୍ୱଳନ୍ତ ଉଦାହରଣ। ସମାଲୋଚନା କରିବାକୁ ଗଲେ, ମୁଁ କିଛି ଖୁଣ ବାହାର କରି ପାରିବିନି। ଆଶାକରେ ଆପଣଙ୍କର ପ୍ରୟାସ ଜାରି ରହୁ ଏହି ଭଳି ସୁନ୍ଦର ସୁନ୍ଦର ଗୀତ ରଚନା କରନ୍ତୁ ଏବଂ ଆମ ମାନଙ୍କର ପ୍ରୟାସ ଜାରି ରହୁ ନିର୍ଦ୍ବନ୍ଦ୍ବରେ ସେଗୁଡିକୁ ଗ୍ରହଣ କରି ସମ୍ମାନ ପ୍ରଦାନ କରୁ।
ଧନ୍ୟବାଦ ଅଭିସାର ର ଅର୍ଥ କହିଥିବାରୁ
The lyrics, the music, the concept, the acting, the direction, perfection everywhere....
ଓଡ଼ିଆ ଆଧୁନିକ ସଙ୍ଗୀତ ପୂର୍ଣ୍ଣତା ପାଏ ୟେ ଗୀତରେ
This song completes the modern odia music
ଶବ୍ଦହୀନ ...❣️....ଶବ୍ଦ , ସ୍ୱର ସଙ୍ଗୀତ ଗୋଟାପଣେ ଜଡେଇ ରଖିପାରେ ଶ୍ରୋତା ଙ୍କୁ...ଆଜିର ଓଡ଼ିଆ ସଙ୍ଗୀତ ରେ ଏହା ନିଶ୍ଚିତ ଓଡ଼ିଆଙ୍କ ଗର୍ବ...❣️❣️
ପ୍ରେମ ର ପରିଭାଷା ରେ
ପାପ ପୁଣ୍ୟ ର ପରିଧି ପରେ
ପୂର୍ଣ୍ଣତା ପାଏ କାହ୍ନା କେବଳ ରାଧାର ତ୍ୟାଗ ରେ
ଯମୁନା ର ଜଳସାକ୍ଷୀ
ଶୁଖିଚି କେତେ କାହ୍ନା ଆଖି
ହାରିଛି ଈଶ୍ୱର କରି ଅମର ମାନବ ପ୍ରୀତି
ସହଜ ନୁହେଁ ଈଶ୍ୱର
ପ୍ରୀତି ବିରହର ଜନକ ସେ
ଆଚରେ ଉଭୟ ମରତ ପରେ,
Such a classic conventional composition,keep making songs like this,
Keep going
ପ୍ରେମ ର ପରିଭାଷା ରେ ପାପ ପୁଣ୍ୟ ର ପରିଧି ପରେ, ପୂର୍ଣ୍ଣତା ପାଏ କାନ୍ହା କେବଳ ରାଧା ର ତ୍ୟାଗ ରେ 🥰🥰🥰🥰🙏🙏🙏🙏🙏🙏🙏🙏
Salute and Respect for the Lyrics......Radha and Krishna 🙏🙏🙏🙏 Literally Best of Best.....
That line- "Premo ra paribhasa re ,Papo Punya ra paridhi pore,purnata pai kanha kebala Radha ra Tyaga re. Jamuna ra jala saathi, sukhichi kete kanha akhi,parichi iswarakn niyama preeti"
Tears automatically on my eyes.
Who love to listen music,He can deeply feel that Magic of Feelings in his/her soul.😊😊
It's the same from my side .Tears wet my eyes at the same line.Those words have heavy impact on the soul it seems.
ଏତେ ସୁନ୍ଦର ହ୍ରୁଦୟସ୍ପର୍ଶୀ ଗୀତ, ଲେଖା , ମନଛୁଆଁ acting 👏🙏👏
Jay radha krishna ........❤❤
ଏଭଳି ସଙ୍ଗୀତ ଓ ଲେଖା ଯାହାକୁ ଶବ୍ଦ ରେ ବର୍ଣ୍ଣନା କରାଯାଇ ପାରିବ ନାହିଁ🥰
ଅବାକ ହେଇଗଲି,ବହୁତ ସୁନ୍ଦର ଗୀତ ଆଉ ଅଭିନୟ ବି
Aei gita ta ku mu release hela dina thu sunuchi aji jae kebe b bore hei nahi
Family,friends samasta nku suggest karichi samaste ae gita ra fan
We need such kind mastpece more
lots of love🥰❤
Goosebumps....i can exactly read out each phase of her emotions after seeing the painting...she smiles because she is part of his art and she cries that is she is not part of his life. What a soulful creation ❤️ amazing director, amazing actors amazing music. I get a flavor of rabindrasangeet so well blended to give us a magical odia music ❤️
ସୁନ୍ଦର ଵାଖ୍ୟା
ସମସ୍ତ ଙ୍କୁ ଅନୁରୋଧ ଦୟାକରି ଓଡ଼ିଆ ରେ କମେଣ୍ଟ କରନ୍ତୁ, ତେବେ ଯାଇ ଆମ ଭାଷା ର ମାନ ବଢିବ ଏବଂ ଭାଷା ପ୍ରତି ପ୍ରୀତି ଜାଗିବ 🙂🙏🌿🌳🌼
Bahut sundar ❤ Sacha prema ❤
Dipanwit is a revolution ❤️
Classic
This is the best
I have ever feel
Ek sundar basna thank biraj Bhai,binaya Bhai AAU Sumit Bhai kudos to the teams
କେବଳ ଓଡ଼ିଆ ଭାଷାର ବ୍ୟବହାରରେ ଅତି ସୃତି ମଧୁର ସଙ୍ଗୀତ ଟିଏ ହେଇପାରିବ ଏଇ ଗୀତ ତାର ଉଦାହରଣ❤
ବହୁତ ଉଚ କୋଟିର ଲେଖା ଓ composition ।💕ମାଡ଼ି ଚାଲ💕
ପ୍ରୀତି ବିରହ ର ଜନକ ସେ।କେତେ ମଧୁର ମୋ ଭାଷା ଆଉ। ଗର୍ବ ମୋ ପାଇଁ ଜୟ ଜଗନ୍ନାଥ ସ୍ଵାମୀ।
ପୁଣ୍ୟତା ପାଏ କାହ୍ନା କେବଳ ରାଧା ର ତ୍ୟାଗ ରେ ❤
Biraj Bhai and Binaya bhai , ଅଲଗା ପ୍ରକାର ହେଇଛି। Dipanwit ଭାଇ ତୁ ବି ପୁରା feel ଦେଇ ଦେଇଛୁ । Great
Beautiful Composition I am speechless mind blowing . God bless you beta 👐👐👐
ପୂର୍ଣ୍ଣତା ପାଏ କାହ୍ନା କେବଳ ରାଧା ର ତ୍ୟାଗରେ ❤️❤️❤️❤️
A feather in the Odia industry, truly! We're very grateful to all the artists to have given us such a beautiful piece of art. ❤️
ସମସ୍ତ ଙ୍କୁ ଅନୁରୋଧ ଦୟାକରି ଓଡ଼ିଆ ରେ କମେଣ୍ଟ କରନ୍ତୁ, ତେବେ ଯାଇ ଆମ ଭାଷା ର ମାନ ବଢିବ ଏବଂ ଭାଷା ପ୍ରତି ପ୍ରୀତି ଜାଗିବ 🙂🙏🌿🌳🌼
Bahut badhia. May God bless you in your creative endeavours.
Great work 👏 👍 👌 specially Sheetal 👏 u r so beautiful and attractive girl.
really amazing
First time saw such a video in youtube. awesome direct And the music is also very good.
ପ୍ରେମ ର ପରିଭାଷା ରେ ପାପ ପୁଣ୍ୟ ର ପରିଧି ପରେ
ପୂର୍ଣ୍ଣତା ପାଏ କାହ୍ନା କେବଳ ରାଧା ର ତ୍ୟାଗ ରେ ❤❤
Bahut sundar bahut sundar bahut sundar
ପ୍ରଶଂସା ନିମିତ୍ତ ମୋ ପାଖରେ ଶବ୍ଦ ର ଅଭାବ...ଯେତେ କହିଲେ ବି କମ୍ ପଡ଼ିବ
😍🙏 ଶବ୍ଦ ଦରିଦ୍ରତା ଅନୁଭବ କରୁଛି ପ୍ରଶଂସା କରବାକୁ। ଅବର୍ଣ୍ଣନୀୟ ଭାବ 🙏 କେବଳ ଅନୁଭବ ଗମ୍ୟ
Aeita hauchi music video which has a odia soul in it..So happy jaha hau emti kichi odia re hauchi.........
Honestly Viewes are just numbers that never speaks the truth..
Bahut hi sundar rachana loma tankura ,hrudaya sparsi ❤️ bahut bahut subha kamana team @biraj rath @sheetal @ priyanka @dipanwit nana
ଅତ୍ୟନ୍ତ ହୃଦୟସ୍ପର୍ଶୀ ଗୀତ ଟେ କିନ୍ତୁ ମୋତେ ଅଭିସାର ର ଅର୍ଥ ଜଣା ନାହିଁ କେହି ଭାଇ କିମ୍ଵା ଭଉଣୀ ଆହରି ଅର୍ଥ ବୁଝେଇ ପାରିଲେ ଅତ୍ୟନ୍ତ ଖୁସି ହୁଅନ୍ତି😊😊
Odia industy needs this kind of quality song. A heartly credit goes to the lyricist and also to the music composer. Indeed a very very soothing song after long time. ପୂର୍ଣ୍ଣତା ପାଏ କାହ୍ନା କେବଳ ରାଧା ର ତ୍ୟାଗ ରେ..this line must have tocheed so many hearts. Thank You to the whole AVISAARA team for this masterpiece.
ଚମତ୍କାର! 👍
ସଙ୍ଗୀତ ଓ ବିଷୟବସ୍ତୁ ବହୁତ ସୁନ୍ଦର ଲାଗିଲା।👏👏👏
Bahuta badhia song❤️❤️😘
Don't go through views . This is an art masterpiece🎉 truly only someone who loves art can only understand ❤️
I am out of comment for this masterpiece. ❤
Binay bhai ❤️ from slnmch
Completely speechless...just lost in the song... everything is so beautiful about this song ..lyrics, music, voices.. everything.. ଯାହା ହେଉ ଏତେ ଦିନ ପରେ ଗୋଟେ ଭଲ ଓଡ଼ିଆ ଗୀତ ଶୁଣିବାକୁ ମିଳିଲା...ଅନେକ ଅନେକ ଧନ୍ୟବାଦ ଆଉ ମୁଁ କୃତଜ୍ଞତା ଜଣାଉଛି ଯେଉଁମାନେ ଏଇ ଗୀତ ସହିତ ଜଡ଼ିତ... expecting more such wonders from you.
ଗୀତର lyrics clear ଶୁଣା ଯାଉ ନାହିଁ। ଯେତିକି ବି ଶୁଣା ଯାଉଛି , ଏତେ ସୁନ୍ଦର ଲେଖା , ଶବ୍ଦ ସଂଯୋଜନା ସତରେ ଏକଦମ୍ ଗୋଟେ ପ୍ରକୃତ ଓଡ଼ିଆ ସଂଗୀତ ❤️। ଆଉ ଅଭିନୟ 👌
So beautiful song. Loved it!!!!!!
ମନ୍ତ୍ରମୁଗ୍ଧ କରିଦେଲା ଆପଣଙ୍କର ସଙ୍ଗୀତର ମୂର୍ଚ୍ଛନା ❤️ ଏମିତି ତିଆରିକରି ଚାଳିଥାନ୍ତୁ
ଜୟ ଜଗନ୍ନାଥ 😍
Bahut bahut sundar 👌👌👌👍🙏
Loved it ❤❤ ... The lyrics 🤌🤌
"ହାରିଛି ଈଶ୍ୱର କରି ଅମର ମାନବ ପ୍ରୀତି"
Hye sheetal dii ❤️
ବହୁତ୍ ସୁଦର❤ ସତରେ ମନ ମୋହିନେଲା🤌🏻💗
manaku chhuin gala.... Thank you for this gem...
Prajapati was a hit and personal favorite. After years saw something good again. It is a treat I consider. I hv plenty of ପଟ୍ଟଚିତ୍ର paintings in my home. I feel it relating.
Words .... Waooo
Out standing. Fabulous you're genius bro 👍🎉🌟💐
How can't someone like this song....soul touching
ଅତି ହୃଦୟସ୍ପର୍ଶୀ ସ୍ୱର ଆଉ ସଂରଚନା...❤️ ଏହାକୁ ଶୁଣି ଯେଉଁ ପୂର୍ଣ୍ଣତା ଅନୁଭବ ହୁଏ ତାର ଅଭିବ୍ୟକ୍ତି ତଥା ପ୍ରଶଂସା ନିମନ୍ତେ ଶବ୍ଦ ଚୟନ ପାଇଁ ମୁଁ ଅସମର୍ଥ।। ଆଗାମୀ ଦିନ ରେ ଏଭଳି ଆହୁରି ସୁନ୍ଦର ରଚନା ର ଅପେକ୍ଷାରେ......
ଅଜସ୍ର ଭଲ ପାଇବା ସହ.....😃
Another wonderful acting by dipanwit
ବହୁତ୍ ସୁନ୍ଦର୍ କାହାଣୀ ଆଉ ଗୀତ 👌👌
ସବୁ ଥର ଭଳି ଚମତ୍କାର।♥️♥️♥️♥️।
Beautiful...Heart touch song👌👌Superb concept👍👍
ଯଦି ଭଲ ଠାରୁ ବେସି ଭଲ କିଚ୍ଛି ଅଚ୍ଛି ତାହା ଏହି ଭିଡ଼ିଓ ଟି ରୁ ସ୍ପଷ୍ଟ ବାରି ହୁଏ.....Biraj, Binay bhai... Dipanwit,Sheetal,Priyanka & team hats off to u guys & ur hard efforts... May be hoping for fortune to happen bloom wishing to meet you guys soon...
It need 1M view nd like... I feel goosboms. Wht a lyric wht a music wht every thing are... No words to describe. 😱😱😱😱😱😱wow
ମନକୁ ଛୁଇଁ ଗଲା🥰🥰🥰🥰