ସମ୍ବଲପୁର : ଯାତ୍ରା ସମୟରେ କଳାକାରଙ୍କୁ ଆକ୍ରମଣ ଘଟଣା, ଶୁଣନ୍ତୁ କଣ କହୁଛନ୍ତି ଅଭିନେତା ସୁବାସ ବେହେରା

Поделиться
HTML-код
  • Опубликовано: 9 ноя 2024

Комментарии • 173

  • @hrushikeshbehera5607
    @hrushikeshbehera5607 Месяц назад +22

    ସୁବାସ ଭାଇ ମୁଁ ତୁମକୁ ସନମାନ କରେ ଆପଣ ଏପରି ଯାତ୍ରା କରନ୍ତୁ ମୁସଲମାନ ମାନ ଙ୍କୁ ହିନ୍ଦୁ କରିବାର ଅଭିନୟ କଲେ ଭଲ ହୁଅନ୍ତା

  • @ritaaayush3403
    @ritaaayush3403 Месяц назад +10

    ଯାତ୍ରା କର କିନ୍ତୁ ଜାତି ଧର୍ମ କୁ ନେଇକି ଏମିତି ଯାତ୍ରା କର ନାହୁଁ ଏମିତି ଯାତ୍ରା କଲେ ମାଡ଼ ଖାଇବ କିନ୍ତୁ ଏଥିରେ କୌଣସି ଜୀବନ୍ତ ଅଭିନୟ ନାହିଁ

  • @deepakkumarjena5787
    @deepakkumarjena5787 Месяц назад +26

    Acting ଯଦି ଦେଖିବ ତା ହେଲେ ଯାତ୍ରା ଦେଖ acting କାହାକୁ କହନ୍ତି,, ଜାଣିବ

  • @kirtansarathi3083
    @kirtansarathi3083 Месяц назад +22

    ଏମିତି ଦୃଶ୍ୟ ବନ୍ଦ ହେବା ଦରକାର

  • @rajkumariranajit2054
    @rajkumariranajit2054 Месяц назад +30

    Party filling କାହିଁକି ହେଉଛି ଏହି ପ୍ରକାର ନାଟକ କରି ଲୋକଙ୍କ ଠାରେ ମତଭେଦ ନ କରନ୍ତୁ ନାହିଁ

    • @subhasishswain792
      @subhasishswain792 Месяц назад

      Mata bheda jatra karuni jouta hauchi taha jatra madhyamare dekha hauchi

    • @subhasishswain792
      @subhasishswain792 Месяц назад

      Hindu sabubele pratarita, 22cr Muslim nijaku minority kahuchanti india re

  • @bidyadharharijan
    @bidyadharharijan Месяц назад +1

    ଫିଲ୍ମରେ ଇଣ୍ଡିଆ ଓ ପାକିସ୍ତାନ କୁ ନେଇ ଫିଲ୍ମ ବନାନ୍ତି । ସେହି ଫିଲ୍ମ ରେ ଅଭିନୟ କରୁଥିବା ଲୋକ ଭାରତୀୟ ଓ ହିନ୍ଦୁ,ସେ ଆତଙ୍କବାଦୀ ର ରୋଲ୍ କରି ଇଣ୍ଡିଆ ବିରୋଧରେ କହୁଛନ୍ତି । ଆମେ ତାଙ୍କୁ ପିଟିବା ଟା ଆମର ମୁର୍ଖାମି ।

  • @trilochanbiswal52
    @trilochanbiswal52 Месяц назад +5

    ଅର୍ଥ ରୋଜଗାର ପାଇଁ ଏପରି ଉତ୍ତେଜନା ସୃଷ୍ଟି କରୁଥିବା ନାଟକ କିମ୍ବା ଉତ୍ତେଜିତ ଦୃଶ୍ୟ କୁ ପରିବେଷଣ କରିବାରୁ ବିରତ ରହିବାକୁ ବିନମ୍ର ଅନୁରୋଧ

    • @babulibhai6794
      @babulibhai6794 Месяц назад

      କୋଉଠି ସମାଜ ରେ ଏମିତି ଘତିଛି କହିଲ ।
      ଏମିତି ଧର୍ମ କୁ ନେଇ ନାଟକ କରନି।
      ଦେଖିକରି। ଲୋକ 😊ଶିଖିବେ

  • @nabakishoremohanta6561
    @nabakishoremohanta6561 Месяц назад +9

    ଆଜ୍ଞା , ମୁଁ ୧୯୮୫ ମସିହାରେ ଗାଁ ଯାତ୍ରାରେ ଐତିହାସିକ ନାଟକ ' ବେଗମ୍ ଆସମାନ୍ ତାରା ' ରେ ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କର ଆକ୍ରୋଶର ଶିକାର ହୋଇଥିଲି ।

  • @rohankumarsamantaray1229
    @rohankumarsamantaray1229 Месяц назад +2

    ବହୁତ ବଢିଆ ନାଟକ ସମାଜ କୋ ମେସେଜ ସୁପର ନାଟକ 👌🙏

  • @japanirout8102
    @japanirout8102 Месяц назад +9

    ଯାତ୍ରା ପାଇଁ ଏକ ନମ୍ବର ହିରୋ

  • @somethingforyou-tv2cv
    @somethingforyou-tv2cv Месяц назад +1

    ଇଶ୍ଵର ଆଲ୍ଲା ତେରେ ନାମ୍ ସବକୋ ସନମତି ଦେ ଭଗବାନ

  • @subratmeher3658
    @subratmeher3658 Месяц назад +3

    ଆପଣ ଅଭିନୟ ବହୁତ ଭଲ କରିଥିବାରୁ ଏମିତି କିଛି ହୋଇଗଲା

  • @jatraloverramachandra4471
    @jatraloverramachandra4471 Месяц назад +2

    ଭୁଲ୍ କହିଲ ସୁବାସ ଭାଈ ,ଯାତ୍ରା ପରିବେଷଣ ସମୟରେ କଳାକାର ମାନେ ଯେମିତି ଷ୍ଟୋରି କୁ ନିଜେ ଅନୁଭବ କରି ପରିବେଷଣ କରନ୍ତି ସେମିତି କିଛି ଦର୍ଶକ ମଧ୍ୟ ଷ୍ଟରିକୁ ନିଜେ ଅନୁଭବ କରନ୍ତି ସେଥିପାଇଁ ଏପରି ଘଟଣା ଘଟୁଛି ।

    • @ranjanmirdha8406.
      @ranjanmirdha8406. Месяц назад

      Right bhai....jatra darshaka bahut bhaba bihwala hoi dekhanti

  • @sarojkumarpanda6670
    @sarojkumarpanda6670 Месяц назад +16

    ଦେଖନ୍ତୁ ସୁବାସ ବାବୁ ଆପଣ ହିନ୍ଦୁ ରୁ ମୁସଲମାନ କରୁଛନ୍ତି , ଆପଣ ନାଟକରେ ମୁସଲମାନ ରୁ ହିନ୍ଦୁ କରନ୍ତୁ . ଆପଣ ମାନେ ଏମିତି କରି ଆମ ହିନ୍ଦୁ ସମାଜ କୁ ପଛକୁ ପକାଉଛନ୍ତି

    • @papichhandanmoharana8606
      @papichhandanmoharana8606 Месяц назад

      Yes 💯 obsolete right Bhai

    • @badalgamer8119
      @badalgamer8119 16 дней назад

      Kie be tu aeita khali natak hela ameti tu Hindu neiki agaku paleigaluni tu cheli khaunu kahila kn na pachaku pakauchanti

  • @Ranjitsahoo92
    @Ranjitsahoo92 Месяц назад +7

    King Star - Subash Behera

  • @satyajitmohanty7436
    @satyajitmohanty7436 Месяц назад

    ଥରେ ଲେଖକଙ୍କୁ କୁହନ୍ତୁ ଚରିତ୍ର ଦୁଇଟିକୁ ଟିକିଏ ଓଲଟାଇ ଦେଇ ଗୋଟାଏ ନାଟକ ଲେଖନ୍ତୁ। ମନେରଖନ୍ତୁ ପ୍ରେମର ଅର୍ଥ ଆଜି ବାଟବଣା। ମିଛ ମହାତ୍ମା ଲେଖିଥିବା ଲେଖକ ଡଃ ଵିଭୁଦଙ୍କ ବିଷୟରେ ପଢ଼ିଲେ ଜାଣିବେ।

  • @MunaBhai-qh9fl
    @MunaBhai-qh9fl Месяц назад +1

    ଜୟ ଜଗନ୍ନାଥ 🙏🏻 ଲାତ ମାରିବାଟା ପାଇଁ ବହୁତ ଦୁଃଖ ଦାୟକ

  • @PrashantaKumar-rf3eh
    @PrashantaKumar-rf3eh Месяц назад +13

    କଳାକାରକୁ ମାରିବା ଠିକି ନୁହଁ. ଲେଖକ ଲେଖିଛି କଳାକାର ଅଭିନୟ କରୁଛି ଯଦି ମାରିବାର ଅଛି writer ପାଖକୁ jebaku ପଡିବ

    • @niranjanpatra5772
      @niranjanpatra5772 Месяц назад

      ଅଭିନୟ କଲାବେଳେ ବାରମ୍ବାର ଚିନ୍ତାକରି ଓ ଲେଖକଙ୍କ ସହ ସମନ୍ୱୟ ରକ୍ଷା କରି ଅଭିନୟ କରିବା ଉଚିତ l

  • @MrTdas-d6b
    @MrTdas-d6b Месяц назад +1

    ଠିକ କଥା ହିନ୍ଦୁ ଧର୍ମ କୁ ଏମିତି କଲେ ତମକୁ ଏମିତି ଶାସ୍ତି ଦିଆଯିବ

    • @pramodchoudharypramodchoud7769
      @pramodchoudharypramodchoud7769 Месяц назад

      ଏମିତି ଯଦି ନାଟକ କରିବ ତାହା ହେଲେ ମାଡ଼ ଖାଇବାକୁ ହିଂ ପଡିବ... ନାଇଁ ତ ଏମିତି ନାଟକ ନ ଲେଖିବାକୁ ନାଟ୍ୟ କାରଙ୍କୁ ଅନୁରୋଧ

  • @chaturbhujamahakud6600
    @chaturbhujamahakud6600 Месяц назад

    Jai jagannath Jai shree ram

  • @JagaJaga-tc9jb
    @JagaJaga-tc9jb Месяц назад +2

    Best actor ସୁବାସ ଭାଇ ❤🎉😢

  • @Tandikana
    @Tandikana Месяц назад +1

    ❤ Jay shree ram

  • @MohanKumar-vz9jy
    @MohanKumar-vz9jy Месяц назад +7

    Nandghash riport is best

  • @saratmohanty4255
    @saratmohanty4255 Месяц назад

    ପ୍ରବଳ ମାଡ ଦରକାର... କାରଣ ଏମାନେ କଳା ନାଁ ରେ ବହୁତ ଅଶ୍ଳିଳ ଏବଂ ଠାକୁରଙ୍କୁ ନେଇ ଫାଲତୁ ଅଭିନୟ ଚଲେଇଛନ୍ତି...... ଶଳା ନାଟୁଆ ଧେଟୁଆ କୁହନ୍ତି.... ଜାତିଧର୍ମ କୁ ନେଇ ବାଳ ନାଟକ ବନ୍ଦ କର.... ବେଧେଇ ଗୁଡିକ ଆଣି ଲଙ୍ଗଳା ନାଚ ଭଡୁଆକୁ କେବଳ ମାଡ ଦିଅ ବିରୋଧ କର..... ଯଦି ସାମାଜିକ ନାଟକ କରି ପାରୁନ ଘରେ ଚୁପ୍ ଚାପ ବସ.... ପୂର୍ବରୁ ମହାନ ନାଟ୍ୟକାର ଅନନ୍ତ ଓଝାଙ୍କ ନାଟକ ଆଉ ନାହିଁ.....

  • @lalitsha8889
    @lalitsha8889 Месяц назад +5

    ଓଡିଶା ରେ ଏ ଭଳି seen କରନ୍ତୁ ନାହିଁ👍🏻

  • @umakantasahoo6644
    @umakantasahoo6644 Месяц назад

    ସତରେ ମହାପ୍ରଭୁ ଯେମିତି ତା ସାଙ୍ଗ ସେଇ ଭଳିଆ କଥା କହୁଛି ସୁବାସ ବେହେରା

    • @nboy9584
      @nboy9584 Месяц назад

      କାଇଁ ତତେ ଗେହୀ ଦେଲା କି ବେଧେଇ ପୁଅ

  • @Userkapileswardhamkatana
    @Userkapileswardhamkatana Месяц назад

    ଆରେ ଭାଇ ଯିଏ ମାରିଲା ତାଙ୍କୁକିଛି ପଚାରଯାଉ

  • @pareshjena3654
    @pareshjena3654 Месяц назад +1

    ଯିଏ ମାଡ ଖାଇଛି ନବ ବାବୁ ତମେ ତାଙ୍କ ବାଇଟ ନ ନେଇ ସୁବାସ ବେହେରା ଙ୍କ ଇଣ୍ଟରଭିୟୁ ନେୟୁଛ

  • @prakashrout6195
    @prakashrout6195 Месяц назад

    ଭାଇ ଜଣକ ଯୋଉ ବାଇଟ ନେଇଛନ୍ତି ସୁବାସ ବେହେରା ଯାହା କହିଛନ୍ତି,ଜାଣିବା କଥା ଜନ୍ମରୁ ମୃତ୍ୟୁ ସଂସାରର ନାଟକ,ସେ କଣ ଧର୍ମକୁ ନେଇ ନାଟକ କରିବେ ତାଙ୍କ ପରିବାର ରୁ କାହାକୁ ମାରିଦୀୟାଜିବ ବୋଲି କୁହାଯଏ ସେ କଣ ଚୁପ୍ ରହିଥାନ୍ତି, ସେ ଭାଇ ମାରିକି ଠିକ୍ କରିଛନ୍ତି

  • @sangramkesharitripathy968
    @sangramkesharitripathy968 Месяц назад +5

    Bhai pura Right Katha Kahuchanti Aapana

  • @kunmun9983
    @kunmun9983 Месяц назад +3

    8:43 8:43 8:43 8:44 ❤❤😢😢bhai
    Akhi ru luha asigala

  • @Khantichandabalia
    @Khantichandabalia Месяц назад

    ସେ part କୁ change କରି ମୁସଲମାନ ମାନଙ୍କୁ ହିନ୍ଦୁ କରିଲ ଦେଖିବା, କେତେ dum ଅଛି ତମର 😎.

  • @patirajcomedy5931
    @patirajcomedy5931 Месяц назад

    Good hints

  • @saratdas9022
    @saratdas9022 Месяц назад

    ଏ ମାଗିୟା ନନ୍ଦିଘୋଷ BJD ହେଲା ପଠାଣ ବିଜା ଜିଏ ମାଗିୟା ହିନ୍ଦୁମାନଙ୍କୁ ପଠାଣ କରିବାକୁ କହୁଛି ସେ ମାଗିୟାକୁ ଏଥର ନଗଳା କରିବାଡେଇବୁ ସଳାକୁ ତୁମ ବାଳ ଜାତରାକୁ ବଦ୍ଧ କରାଜିବ

  • @gouttammohanty9801
    @gouttammohanty9801 Месяц назад

    ଯାତ୍ର ନହୁଁ ଟଙ୍କା ରୋଜକାର fond

  • @subharantakumarmeher7898
    @subharantakumarmeher7898 Месяц назад

    Super super hit natak

  • @asutoshpanda7187
    @asutoshpanda7187 Месяц назад

    ନାଟକରେ ମଜି ଗଲା ପରେ ଦର୍ଶକ କିଛି ଜାଣି ପାରନ୍ତି ନାହିଁ ଏହା ପୂର୍ବରୁ ଦୁଃଖୀରାମ ସ୍ୱାଇଁଙ୍କୁ ମଧ୍ୟ ମାଡ ହୋଇଥିଲା ଏହା ସାଧାରଣ କଥା

  • @lalitbhoi3115
    @lalitbhoi3115 Месяц назад

    ଏ ପରି ନାଟକ ଓ ସଂଳାପ କେତେବେଳେ ବି କଳାକାର ଷ୍ଟେଜରେ ଛୁରୀ ଚକୁ ପିଷ୍ଟଲ ର ସମ୍ମୁଖୀନ ହେବେ । କଥାବସ୍ତୁ କୁ କେହି ଅପେକ୍ଷା କରିବେ ନାହିଁ ସଂଳାପ ଲେଖାରେ ସଂଜଟ ହୁଅନ୍ତୁ ।

  • @debasisacharya8954
    @debasisacharya8954 Месяц назад

    ରିଲ ଆଉ ରିଅଲ ବୁଝିଲେ ଭଲ ହେବ ।

  • @Khantichandabalia
    @Khantichandabalia Месяц назад

    ସେ dialog ବଦଳାଯାଉ ଜଲଦି 🙏, କାଇଁ କଉ ମୁସଲମାନ ସମାଜ ଉପରେ ତ ଏମିତି dialog କହୁନ, କାହିଁକି ନା ସେ ତମ *** ଅନ୍ଧାର କରିଦେବେ, ବହୁତ ଜଲଦି ବଦଳା ଯଉ ନହେଲେ ଆହୁରି ମାଡ ଖାଇବା ସେ 😎

  • @bijayasatapathy8994
    @bijayasatapathy8994 Месяц назад

    ନାଟ୍ୟକାର ସଂଜତ ହୋଇ ସଂଳାପ ଲେଖିବା ଉଚିତ।

  • @bapisahoo7956
    @bapisahoo7956 Месяц назад

    ସାମ୍ବାଦିକ ଭାଇଙ୍କ ଶ୍ୱର ଟି ଭବାନୀ ଭାଇଙ୍କ ଶ୍ୱର ସହିତ ମିଶୁଛି....

    • @Kanhar721
      @Kanhar721 Месяц назад

      ତାଙ୍କ ସାନ ଭାଇ ବୋଧେ

  • @khilarranjit2160
    @khilarranjit2160 Месяц назад +1

    ନାଟକର ସେଇ ଦୁଷ୍ୟ ଟିକୁ ଚେଞ୍ଚ କରନ୍ତୁ ନହେଲେ ଆମ ହିନ୍ଦୁ ସମାଜ ପଥର ମାଡ଼ ପରେ ଗୁଳି ମାଡ଼ କରିବେ ଜୟ ଜଗନ୍ନାଥ 🙏🙏🙏

  • @gouttammohanty9801
    @gouttammohanty9801 Месяц назад

    କଲା କର ଏମିତି କହିକି ରୋଲ କରୁସଯ

  • @pratapkumarsahoo6614
    @pratapkumarsahoo6614 Месяц назад

    ଭଲ କଥା କହିଲେ king
    star subas babuଏଥିରେ ଦ୍ଵି ମତ ନାହିଁ

  • @sorbeswarbiswal8903
    @sorbeswarbiswal8903 Месяц назад

    Very good👍🎉

  • @sukadevsahoo2913
    @sukadevsahoo2913 Месяц назад

    Subash Behera most beautiful actor

  • @nishikantabirabar1385
    @nishikantabirabar1385 Месяц назад

    ଇଏ ସବୁ ଯାତ୍ରା ମାଲିକ ଯାତ୍ରା କମିଟି ର ମେମ୍ବର ମାନଙ୍କର ପ୍ଲାନ୍ , କେମିତି ବେପାର ହେବ ଇଏ ସବୁ ନିଜର ପ୍ଲାନ୍ ।

  • @AnnoyedGiraffe-yn1sm
    @AnnoyedGiraffe-yn1sm Месяц назад

    Samajare paribartan anibaku bahut mahapurush achanti tama bhali kalakaranka kichi abashyaka mainh

  • @satyamsibammohanty1255
    @satyamsibammohanty1255 Месяц назад

    ନିନ୍ଦାଘୋଷ ଟିଭି ଆଙ୍କର, ମୁସଲିମଙ୍କ ଅତ୍ୟାଚାର ଓ ମୁସଲିମ ଚରିତ୍ର ପ୍ରତି ଲୋକଙ୍କ ଘୃଣାଭାବର ଦୃଶ୍ୟକୁ କାଟିଦେବାକୁ କହୁଛନ୍ତି, ନାଟକ ହିଟ ହେବାର ମୂଳ କାରଣ କାଟିଦେଲେ ବେବାର ହେବ କେମିତି ??? ନିନ୍ଦାଘୋଷ ବାଲା ବୋଧହୁଏ ଏହାଦ୍ବାରା ଶଙ୍ଖ ଦଳର ଭୋଟ କମିଯିବ ବୋଲି ଭାବୁଛନ୍ତି !!!

  • @kunmun9983
    @kunmun9983 Месяц назад +3

    First time pai ❤❤world class topic

  • @somanathmaharana2918
    @somanathmaharana2918 Месяц назад +1

    ❤❤ super acting subash sir

  • @harikumar8806
    @harikumar8806 Месяц назад

    ତମେ ତ ସବୁ କହୁଛ ଠିକ୍ ଅଛି ସୀନ୍ କାଟି ଦିୟନ୍ତୁ

  • @PrakashPrakash-g4x9f
    @PrakashPrakash-g4x9f Месяц назад

    Aita first time amiti hela

  • @sanjaymaharana6744
    @sanjaymaharana6744 Месяц назад

    Dunyare jha. ..ghtuchi 💯✅✅✅✅✅✅♥️♥️♥️😮♥️♥️♥️🚩sundar 😬😬😬😬🕉️ Jai shree Ram 🙏🏽

  • @akumar9667
    @akumar9667 Месяц назад +5

    Copy natak Ama gaon Jagannath Tama gaon Allah..

  • @sadhudas2758
    @sadhudas2758 Месяц назад

    ଆଜିକାର ଯାତ୍ରା ସମାଜର ଚିତ୍ର ନୁହଁଇ

  • @karanbehera3291
    @karanbehera3291 Месяц назад

    Nataka chalu rakhantu loka sachitan hebe Jay jagannath 🙏

  • @kalashkumarsahoo1320
    @kalashkumarsahoo1320 Месяц назад

    😊😊😊😊

  • @SanjuktaraniPal
    @SanjuktaraniPal Месяц назад

    Amiti story ban korajau

  • @dusmantsahoo9901
    @dusmantsahoo9901 Месяц назад

    Jayajaganth❤❤❤❤❤❤❤

  • @LOKANATH94
    @LOKANATH94 Месяц назад +4

    Bahut sundar katha subash bhai bite badhia

  • @sadhudas2758
    @sadhudas2758 Месяц назад

    ଯାତ୍ରା ସମାଜକୁ କଳୁଷିତ କରୁଛି

  • @sahadevsaha4721
    @sahadevsaha4721 Месяц назад +1

    Right କିନ୍ତୁ rightist ମାନଙ୍କୁ ସୁହାଇବ,Leftist ହଗୁରୁ ମାନଙ୍କୁ ପେଟ ରେ ପୀଡ଼ା ହେବ, ଜୟ ଜଗନ୍ନାଥ।

  • @awesome_utkal77
    @awesome_utkal77 Месяц назад

    ❤❤❤❤❤Suresh Sir❤❤❤❤❤❤❤❤

  • @Economics365
    @Economics365 Месяц назад +1

    They should be given protection

  • @tapanpatra9084
    @tapanpatra9084 Месяц назад

    ତୁମେ ଦେବ ଗୋଡ ତାର ଙ୍ଗ ରେ ଦେ ଖି ଥିଲି ମୁଁ ଭାବି ଥି ଲି ମୁସୁଲ ମା ନ ହିନୁଦୁ ଜ ଉ ଠୀ ହିନ୍ଦୁ ମୁସୁଲ ମା ନ ହିଦେଖୁ ଥି ବେ ମା ଡ ହେ ଵ

  • @HemantaPanda-tp9rs
    @HemantaPanda-tp9rs Месяц назад +1

    ପାଟିଚାଲିବାପାଇଏମିତିକର

  • @gautamnayaknayak6986
    @gautamnayaknayak6986 Месяц назад

    Tame mane kahuna ame abhinaya mana karuna

  • @harishmalik9680
    @harishmalik9680 Месяц назад

    Jay hind

  • @tapanpatra9084
    @tapanpatra9084 Месяц назад

    ନ ବ ଭା ଇ ର ଗୁଟେଡ଼ାଇ ଲ ଗ ସ ବୁ ହି ନିଦୁ ଲ କ ମୁସଲ ମା ନ ବ ନା ଇ ଗୀ ସେଇ ଠୁ ହୀ ନି ଦୁ ଲ କର ଟେ ନ ସ ନ ବ ଢୁ ଛି

  • @bbnayak407
    @bbnayak407 Месяц назад

    Thanks to the writer, artist & director, for whitch the audiences can't control themselves on an issue of religion. Salute to their original arts. Banibhusan Natak President, Siddhabata Jatra Committee Dihudipur, Pattamundai, Kendrapara.

  • @gayadharmtbehera7113
    @gayadharmtbehera7113 Месяц назад

    Tame jagannath sanskriti ku aaghata deichha

  • @ROMEOKAHANIYAN
    @ROMEOKAHANIYAN Месяц назад

    ପୁରା କଣ୍ଟେଣ୍ଟ ର ଭୁଲ

  • @binodsamal6602
    @binodsamal6602 Месяц назад

    Writter ku Jail ku nia

  • @bajarangibhaijaan1573
    @bajarangibhaijaan1573 Месяц назад

    ବାଣ୍ଡ କଥା କହୁଛି nsws ଵାଲା ଯୋଉଟା କଥା ସେଇ କଥା କୁହ ଯାତ୍ରା ବହି ଯାହା ସେୟା କରିବେ ଜିଅନ୍ତା ନାଟକ

  • @dillip7779
    @dillip7779 Месяц назад

    Subash real re tu perfect h rero.......

  • @anandarambhukta7939
    @anandarambhukta7939 Месяц назад

    Hy bro

  • @santoshbehera3359
    @santoshbehera3359 Месяц назад

    summertime north dakota

  • @rusibarasethy1384
    @rusibarasethy1384 Месяц назад

    Writer Director owner ,why not change their dilogue, immediate change it,

  • @Rohityadav0792
    @Rohityadav0792 2 дня назад

    Hindu sher❤️

  • @dineshrath2500
    @dineshrath2500 Месяц назад

    Super jatra go on

  • @kunmun9983
    @kunmun9983 Месяц назад

    ❤❤❤bhai deha kn heigala
    Goosebumps ❤❤
    Great
    Real actor

  • @KapilkumargPrad
    @KapilkumargPrad Месяц назад

    Right

  • @jitendracreation203
    @jitendracreation203 Месяц назад

    Great actor 🙏🏻🙏🏻

  • @lambodarmohapatra7274
    @lambodarmohapatra7274 Месяц назад

    Super super jatra

  • @laxmikantasahu6653
    @laxmikantasahu6653 3 дня назад

    Jay Jagannath jay Bajrang
    Jay Hind Jay Sanatan
    This is only acting not in real. So don’t do this type of bad thing

  • @uttambehera-sh4dq
    @uttambehera-sh4dq Месяц назад +2

    Writer Ganesh rout sir dailec paribartan karantu

  • @kirandigal2502
    @kirandigal2502 Месяц назад +1

    Bhai a sicn kharap laguchi auu jati ki nei ki kahnki oprea kharap digo ku neba

  • @JatindraNaik-wd2mp
    @JatindraNaik-wd2mp Месяц назад

    rama,vai,good

  • @sridharrout4859
    @sridharrout4859 Месяц назад

    Swarna mahala jatra sabu bahi bhala

  • @sumantamohanta7776
    @sumantamohanta7776 Месяц назад

    Subah bhai gotia seen pain kotia apaman thik ki

  • @chandannahak333
    @chandannahak333 Месяц назад

    se pila good

  • @sasmitapati227
    @sasmitapati227 Месяц назад +1

    Good natak. It's a good step for jago hindu Jago

  • @SitakantaBiswal-bm8et
    @SitakantaBiswal-bm8et Месяц назад

    କିଛି ସିନ କାଟି ଦିଅ

  • @subhasishswain792
    @subhasishswain792 Месяц назад

    Ethiru bujhi hauchi ki Odisha ra loka Odia film ku pratyakhana karichanti kintu jatra ku nuhen. Eha kalakar ra marjyada badhaila. Eha sarbocha puraskar thila se kalakarnku. Jai Jagannath

  • @jaydevadha488
    @jaydevadha488 Месяц назад

    Very Good Actor 🙏

  • @akruragahira6544
    @akruragahira6544 Месяц назад +1

    Viral heba pain

  • @natabarsahoo4326
    @natabarsahoo4326 Месяц назад

    Ye Ninda nuhna .kalakar Auo Rigter jaha Leakhi Chanti Thhik achhi. Ya pain Kalakar Best

  • @janardanpatra5054
    @janardanpatra5054 Месяц назад

    Jatra stej re jemiti story lekha jaechhi sethire kichhi mistek nahi ame dekhila pare darsak bhabiba katha achhi.