Kalahandi Utsav Ghumura 2020 kicks off in bhawanipatna

Поделиться
HTML-код
  • Опубликовано: 13 янв 2020
  • ଭବାନିପାଟଣା ରେଣ୍ଡୋ ମାଝି ମଞ୍ଚରେ ମହା ସମାରୋହରେ ଉଦଘଟିତ ହୋଇଯାଇଛି । କଳାହାଣ୍ଡି ର ଲୋକ ମହୋତ୍ସବ ଗତ ୧୪ତାରିଖ ରୁ ଆରମ୍ଭ ହୋଇ ୧୭ତାରିଖ ସଂଧ୍ୟାରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଏ ହି ମହୋତ୍ସବ ଜିଲ୍ଲାରେ ନୁହେଁ ରାଜ୍ୟ ଓ ଦେଶ ତଥା ଦେଶ ବାହାରେ ଏହି କଳାହାଣ୍ଡି ଉତ୍ସବ ର ଗାରିମା,ମର୍ଯ୍ୟଦା ତଥା ସୁନାମ ରହିଛି ।
    ୪ଦିନ ଧରି ଚାଲିବାକୁଥିବା ଏହି ଉତ୍ସବର ପ୍ରଥମ ସଂଧ୍ୟାର ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏବଂ ଧର୍ମଗଡ଼ ବିଧାୟକ ମୋଷଧି ବାଗ ଲାଞ୍ଜିଗଡ଼ ବିଧାୟକ ପ୍ରତିପ କୁମାର ଦିଶରୀ ସମେତ ଜିଲ୍ଲାପାଳ ଗଭାଲ ପରାଗ ହର୍ଷଦ ପ୍ରମୁଖ ଯୋଗଦେଇ ଏହି ଲୋକମହୋତ୍ସବ ସମଗ୍ର ରାଜ୍ୟରେ ବେଶ ପ୍ରସଶଂନୀୟ ହେବା ସହିତ କଳାହାଣ୍ଡି ଜିଲ୍ଲାର ଲୁକ୍କାଇତ ପ୍ରତିଭା ମାନଙ୍କୁ ମଞ୍ଚରେ ମାନ୍ୟତା ଦେଉଥିବାରୁ ଉତ୍ସବ କମିଟି କୁ ଅତିଥିମାନେ ସାଧୁବାଦ ଦେଇଥିଲେ

Комментарии •