ପାଣ୍ଡିଆନଙ୍କ ପୋଲ ଖୋଲିଦେଲେ ମୁଖ୍ୟ ଶାସନ ସଚିବ ..

Поделиться
HTML-код
  • Опубликовано: 30 июн 2024
  • LEV LIVE ODIA | ODISHA NEWS | POLITICS NEWS
    ପଦାକୁ ଆସିଲା ପାଣ୍ଡିଆନଙ୍କ ସତ...#Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
    Hiii…This Is a Levlive Odia RUclips Channel…Levlive Odia a Complete ENTERTAINMENT House.
    -------------------------------------
    ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
    ►►►►► ► Copyright Disclaimer ◄◄◄◄◄◄ The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
    --------------------------------------
    Thanks For Watching...
    Don't forget to Like, Comment, Share & Subscribe…
    --------------------------------------
    #LevLiveOdia

Комментарии • 196

  • @janardanmohanty831
    @janardanmohanty831 8 дней назад +38

    ସଚେତନ ଭୋଟର ମାନେ ଏକଥା ହୃଦୟଙ୍ଗମ କଲେ ଆଉ ସେଥିପାଇଁ ରାଜ୍ୟରେ ବୋହିଲା ପରିବର୍ତ୍ତନ ର ସୁଅ l

  • @kishorchandra2531
    @kishorchandra2531 8 дней назад +47

    ଆପଣ ସେତେବେଳେ ଇସ୍ତଫା କାହିଁକି ଦେଇନଥିଲେ?

  • @rabichandrapal632
    @rabichandrapal632 8 дней назад +34

    ପ୍ରଦୀପ ବାବୁ ଆପଣ ଓଡ଼ିଆ ରେ କଳଙ୍କ... ଓଡ଼ିଆ ର ବୀରତ୍ୱ ପରାକାଷ୍ଠା ଯଦି ଦେଖେଇ ପାରିଲେନି ତେବେ ସରକାରୀ ଟଙ୍କା ଓ କର୍ତଵ୍ୟନିଷ୍ଠ ରୁ ଦୂରେଇ ଯାଇ କେବଳ ଅନ୍ଧ, ମୁକ, ବଧିର ଭାବେ ବସିବା ଅପେକ୍ଷା ପ୍ରତିବାଦ କରି ଯଦି ଚାକିରୀ ଟି ପରିତ୍ୟାଗ କରିଥାନ୍ତେ ତେବେ ବହୁତ ଭଲ message ଓଡ଼ିଆ ଜାତି ପାଇଁ ଆସିଥାନ୍ତା... ମାଛ ଖସିଗଲେ ବଡ଼ କି ସାନ କିଏ ଜାଣିଲା... ଏ ଯେମିତି ଫୋଟୋ ରେ ପାଣ୍ଡିଆନ ବାବୁ ଅଚ୍ୟୁତ ଓ ମହୀଧର ବାବୁ ଙ୍କୁ ନେଇ ବିଜୟୀ କରାଇବା କୁ ବାର୍ତା ଦେଲା ବେଳେ, ଅଚ୍ୟୁତ ହାରି ଯାଇ ସନ୍ୟାସୀ ନେବା କହିଲେ ଆଉ ଜିତିଥିଲେ ସାଂସଦ, କେଡେ ପାରିବା ପଣିଆ ଅଚ୍ୟୁତ ଏବଂ ଆପଣ ସେମିତି କଥା କହୁଛନ୍ତି ଆଗକୁ ତ ମହୀଧର ବାବୁ ଲଢ଼ିବେ ବାବୁ ଲଢ଼ିବେ ଆଗକୁ

    • @jnanaranjan3406
      @jnanaranjan3406 8 дней назад +2

      se khali nuhen sabu odia IAS semiti asahaya thile..

    • @drhrushikeshpatra3415
      @drhrushikeshpatra3415 4 дня назад +1

      Barsa joade chata siade. A bhali loka ku sabadhan. Kalanka amo jati pain

  • @satchidanandasahoo8094
    @satchidanandasahoo8094 8 дней назад +23

    VRS ନେଇ ଗଲେନି. କିଏ ମନା କରୁଥିଲା.

  • @durgeshpatra4498
    @durgeshpatra4498 7 дней назад +7

    ମିଛରେ କହୁଛି ଏ ଚାନେଲ କାହଁକି ଆମେ ସଚିବ ପାଟିରୁ ଶୁଣିନାହୁ

  • @renubalamohapatra7437
    @renubalamohapatra7437 8 дней назад +17

    ଆଗରୁ କହୁଥିଲେ କ'ଣ ପାଇଁ।

  • @santilatabhukta2748
    @santilatabhukta2748 4 дня назад +1

    ଧନ୍ୟ ରେ ଓଡ଼ିଆ, ଇଂରେଜ ଙ୍କୁ ହରାଇ ତାମିଲ ଟାକୁ ଡରିଗଲ, ଓଡ଼ିଆ ପୁଅ ବୀରତ୍ୱର ପରିଚୟ,

  • @gyanaranjanbehera9033
    @gyanaranjanbehera9033 2 дня назад +2

    ପ୍ରଦୀପ ସାର ଙ୍କୁ ପାଟିରୁ ପଦେ କଥା କାହିଁ କହୁଥିବାର ଦେଖାଇଲ ନାହିଁ. ତମେ କଣ ନିଜେ ଗଳ ଗଳ ହୋଇ କହିଯାଉଛ. ଏମିତି କହିଲେ କେହି ବିଶ୍ୱାସ କରିବେନି. ନୂଆ ଚେନେଲ ଟିକେ ଫଡ଼ଫଡ ହବ.

  • @kps0011
    @kps0011 8 дней назад +7

    ଏବେ କହିଲେ ଆଉ କଣ ବାଳ ହେବ

  • @AyurTechMusic
    @AyurTechMusic 8 дней назад +6

    ଯଦି ଏତେ ଅସୁବିଧା ହେଉଥିଲା, ତେବେ ଚାକିରି ଛାଡ଼ି ଦେଲନି କାହିଁକି?

  • @pradipmohanty4727
    @pradipmohanty4727 8 дней назад +7

    ପ୍ରକୃତ କଥା ହେଲା, ଏମିତି କିଛି ବକ୍ତବ୍ୟ ଦେଇ ଦେଲେ ରିଟାୟାର୍ ପରେ କାଳେ କିଛି ଦୁଧିଆଳୀ ପଦବୀ ମିଳିଯିବକି ?
    ଆରେ ବାବୁ, ଯିଏ ଚାକିରି କାଳରେ ଅଣନିଃଶ୍ବାସୀ ଅନୁଭବ କରୁଥିବ, ସେ ଏକ୍ସଟେନସନ୍ ନବ କାହିଁକି ଜୁନିୟର ଅଫିସର ଙ୍କର ବୋଲକରା ହେବାପାଇଁ?
    ସବୁ କ୍ଷମତା ର ମୋହ। ଆଗକୁ ଦେଖ, କେଉଁଠି ନା କେଉଁଠି ଗଳି ପଶିଯିବେ।

  • @user-lo8ge9dp4b
    @user-lo8ge9dp4b 8 дней назад +9

    💯% Correct.

  • @lachhamanmahakur6704
    @lachhamanmahakur6704 2 дня назад

    ଟଙ୍କା ଲୋଭରେ ପଡ଼ି ସବୁ ସହି ଯାଉଥିଲେ ।କିନ୍ତୁ ଜାଣି ଶୁଣି ଏପରି କରିବା ଦ୍ୱାରା ନିରୀହ ଜନତା ଦୁଃଖ ପାଇଛନ୍ତି।ବହୁତ ପିଲା ବେକାରୀ ହୋଇଛନ୍ତି ।ଖାଲି ପଦବୀ ପୂରଣ ନ କରି ଅବସର ବ୍ୟକ୍ତି ମାନଙ୍କୁ ଥଇଥାନ କରି ରାଜ୍ୟ ଜନସାଧାରଣ ଙ୍କୁ ବେସାହାରା କରି ଦିଆ ଗଲା

  • @srustidhardey5817
    @srustidhardey5817 8 дней назад +8

    ❤❤❤ good BJD Gunda dala ta ❤❤❤❤hatau ସବୁଦିନ ପାଇଁ ଓଡ଼ିଶା ରେ ❤❤❤

  • @menkaparida2735
    @menkaparida2735 4 дня назад

    ଓଡ଼ିଆଙ୍କ ପାଇଁ ଘୋର ଅନ୍ୟାୟ ହେଉଥିଲା ଚୁପ୍ ରହି ଥିଲେ କେବଳ ପଦବୀ ପାଇଁ, ଏହା ଗ୍ରହଣୀୟ ନୁହେଁ,, ପଦ ପାଇଥିବାରୁ କଣ ଅନ୍ୟାୟ କୁ ସହିବା, ଓଡ଼ିଆ ନିର୍ଭୀକ ଭାବରେ କାମ କରିବାର ସାହସ କେବଳ ମୋଦୀ ସରକାର୍,, ଠାରେ ଦେଖିବାକୁ ପାଉଛୁ, ଡେରିରେ ହେଲେବି ସତ୍ କଥା ଶୁଣି ଧନ୍ୟବାଦ ଜଣାଉଛି 💐🙏 ଆଗାମୀ ଦିନପାଇଁ ଶୁଭ ଙ୍କର ହେଉ, ଜୟ ଜଗନ୍ନାଥ 🙏💐

  • @ranajitjena4668
    @ranajitjena4668 8 дней назад +2

    ପ୍ରମାଣ ନଥିବା ମିଛ ଗୁଜବ ଖବର ବିଜେପି ଦ୍ୱାରା ପ୍ରସ୍ତୁତ ହୋଇଥିବା ମନଗଢ଼ା କାହାଣୀ

  • @UttamDas-lm6rk
    @UttamDas-lm6rk 8 дней назад +2

    ତାଙ୍କ କହିଥିବା କଥା ଦେଖିବାକୁ ଅନୁରୋଧ।
    ନହେଲେ ତୁମେ ମଧ୍ୟ ଗାଲୁଆ।

  • @duryodhanmahanta7766
    @duryodhanmahanta7766 7 дней назад +1

    ଆପଣ କେଉଁ ଚାପରେ ଥିଲେ ପ୍ରମାଣ ସହ ଉପସ୍ଥାପନା କରନ୍ତୁ।

  • @sureshbiswal5133
    @sureshbiswal5133 2 дня назад

    ସେ ଶଳାକୁ କାହିଁକି ବରଦାଷ୍ଟ କରାଯାଉଥିଲା

  • @dinabandhutarai49
    @dinabandhutarai49 8 дней назад +9

    ସପ୍ରମାଣେ ଏକଥା କହିବା ଉଚିତ୍ ନହେଲେ ଗାଲୁଆଙ୍କର ବାରବାଟୀ ଚାଷ ହେଇଯିବ।

  • @ramaojha1074
    @ramaojha1074 7 дней назад

    ବାଳ କଥା ସେତେ ବେଳେ କାହିଁକି କହିଲେ ନାହିଁ

  • @user-zf8jo6ut4h
    @user-zf8jo6ut4h 3 дня назад

    ଅବସରରେ ରେ ଏସବୁ କହୁଛ ଆଗରୁ କୋଉଠି ଥିଲ ତମେ ଓଡ଼ିଆ ପାଇଁ କଳଙ୍କ ପବନ ଯୁଆଡେ ତମ ଛତା ସିଆଡେ ଏବେ ରିଟାୟାର୍ଡ ପରେ ତମ ଅସୁଭିଧା ହଊଛି କିନ୍ତୁ ଆଗରୁ ଭାରି ଖିଲି ଖିଲି ହସୁଥିଲ

  • @anantacharannaik150
    @anantacharannaik150 2 дня назад

    Apan mananku dhanyabad

  • @kamallochannayak9660
    @kamallochannayak9660 8 дней назад +3

    Officers Raj Band Hela,Bhala Hela .

  • @dolagobindasahu4917
    @dolagobindasahu4917 8 дней назад

    Pradeep Jena,Retd.Chief Secy, ସାରଙ୍କୁ ନମସ୍କାର। Chief Secy.ତଳେ ସମସ୍ତ secretary ରହିବା କଥା। କିନ୍ତୁ 5T Secretary,C.S.ଉପରେ ହାକିମ ଯାହିର କରୁଥିବା କଥା ସମସ୍ତେ ଜାଣିଛନ୍ତି। କିନ୍ତୁ କିଛି ଉପାୟ ନ ଥିଲା। ନବୀନ ପଟ୍ଟନାୟକ ଅଯୋଗ୍ୟ ପଣିଆ ଯୋଗୁଁ ଏପରି ହେଲା। ଆପଣ ସତ କହୁ ଥିବାରୁ ଅଶେଷ ଧନ୍ୟବାଦ।

  • @MNDIGITALSARAKANA
    @MNDIGITALSARAKANA 6 дней назад +1

    ସେ ତାଳ ଲେଖିଲେ ତୁମେ ବାଳ ବୁଝିଲ

  • @prataprath3632
    @prataprath3632 22 часа назад

    ଅଣ ପୁରୁଷ ନବୀନ ପଟ୍ଟନାୟକ ପାଈଁ ପାଣ୍ଡିଆନ ରାଜନୀତି କରୁଥିଲା

  • @prasantkumarmallick5636
    @prasantkumarmallick5636 7 дней назад

    ଓଡିଶା ର ଶାସନ ଆଗକୁ ନିମ୍ନଗାମୀ ହେବ, ନୂଆ ନୂଆ ଟିକେ ଭଲେଇ ହେବେ......

  • @bijayakumarnayak2113
    @bijayakumarnayak2113 2 дня назад

    ଏଇଟା ବେକାର କଥା ।

  • @rankanayak9953
    @rankanayak9953 8 дней назад

    ସଳେ ବିଜେଡି ବାଲା ଓଡିଶାକୁ ବିକ୍ରୀକରି ଖାଇଦେଇଥାନେୂ

  • @vinodohc619
    @vinodohc619 8 дней назад

    Sampurna satya katha......sir 🙏🏼

  • @antaryamisahoo
    @antaryamisahoo 8 дней назад +10

    ଆଉ ତୁ ବାଳ କରିବୁ... ନା ତୋତେ... ଓଡିଶାର ଜନସାଧାରଣ ଆଉ ବିଶ୍ୱାସ କରିବେ..?

  • @antaryamiacharya2241
    @antaryamiacharya2241 4 дня назад

    ମଲା ବେଳେ ହନୁ ସତ କହିବା ଭଳି

  • @johnmohanty9565
    @johnmohanty9565 5 дней назад

    ମୂଖ୍ଯସଚିବ କେତେବେଳେ କହିଲେ😅😅😅😅.ତମେ ତ ଗପିଚାଲିଛ😀😀😀😀

  • @sushantakumardas3807
    @sushantakumardas3807 4 дня назад

    ଏଠି ନବୀନ ବାବୁ କଣ କରୁଥିେଲ

  • @bijankumarsundaray1462
    @bijankumarsundaray1462 8 дней назад

    ଆପଣ କଣ ପାଇଁ ଏତେ କଷ୍ଟ ରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପଦ କୁ ଜାବୁଡି ଧରି ରଖିଥିଲେ। ଏହାର କାରଣ କଣ ଜଣାଇବେକି ଓଡ଼ିଶା ବାସୀଙ୍କୁ।

  • @amohapatra123
    @amohapatra123 5 дней назад

    ସତ କହି ପଛେ ମଲେ ମରିବି
    ସତ କହିବାକୁ କିଆଁ ଡରିବି।
    ଢେଙ୍କାନାଳର ଗ୍ରାମାଞ୍ଚଳ ଲୋକ ସମୁହ ନିରିହ ଓ ସରଳ।ଢେଙ୍କାନାଳ ସହର ଟିକେ ଅଲଗା ଗାଁଠୁ।ବହୁ ଲୋକ ଉଚ ପଦବୀରେ ରହିଥିଲେ।ରାଜା କାମାକ୍ଷା ପ୍ରସାଦ ବହୁବାର ଲୋକ ସଭାକୁ ଯାଇଥିଲେ।ନନ୍ଦୀନ ଶତପଥୀ ଗନ୍ଦିଆରୁ ନିର୍ବାଚିତ ହୋଇଥିଲେ।ଭଜମନ ବାବୁ ଏଇଠୁ କେନ୍ଦ୍ରମନ୍ତୀ ଥିଲେ।ଗତୀକୃଷ୍ଣ ମିଶ୍ର ହାଇକୋଟର ଚିପ ଜଶ୍ଚିସ ଥିଲେ।
    ବର୍ତମାନ ର ରାଜ୍ୟସରକାରଙ୍କ ଉଚପଦବୀରୁ ଅବସର ନେଇଥିବା ମୁଖ୍ୟ ଶାସନ ସଚିବ ଢେଙ୍କାନାଳର।ଅବସର ଦିନ ଟୁଇଟ କରି ଲେଖିଲେ,ଚାହିଁଲେ ବି କିଛି କରିପାରିଲିନି।ଆଗରୁ ଯେଉଁମାନେ ଥିଲେ,ତରୁଣୀକାନ୍ତ ମିଶ୍ର,ସହଦେବ ସାହୁ,ଅଜିତ ତ୍ରିପାଠୀ ମହାଶୟ।ସେମାନଙ୍କଠୁ ବହୁ ଶିଖିବା କଥା।ଯେଉଁମାନେ ଓଡିଆକୁ ଓ ଓଡଆ ଭାଷାକୁ ଭଲ ପାଆନ୍ତି,ସେମାନେ ତରୁଣିକାନ୍ତ ମହାଶୟଙ୍କୁ ଯାଣିବେ।ଆଠଗଡର ତ୍ରୀପାଠୀ ସାର ସେ ଅଂଚଳର ଜଣେ ଜଣାଶୁଣା ବ୍ୟକ୍ତି।ଯିଏ ୟେଉଁ ଅଚଳରୁ ଆସେ,ସେ ଅଂଚଳ ଲୋକ ସେ ବ୍ୟକ୍ତି ପାଇଁ ଗର୍ବ ଅନୁଭବ କରନ୍ତି।କିଛି ଦିନ ପୁର୍ବରୁ ଦୈତନଗରୀର କମିଶନରଙ୍କ ନିଷ୍ଟାପର କାଯ୍ୟ ଲୋକଙ୍କ ପ୍ରଶଂସାରେ ଶତମୁଖ।ଗାଡି ଚାଳକ ମୋବାଇଳ ବ୍ୟବହାର ଓ ବିନା ହେଲମେଟ ର ଗାଡିଚଳାଇବା,ନିଜ ଓ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବା।ସବୁବେଳେ କହିଆଶୁଥିଲେ।
    ନିଜ ମାଟିର ପରିଚୟ ହେଉଛି ପୁନ୍ୟ।

  • @JogeswarMajhi-lt7hj
    @JogeswarMajhi-lt7hj 8 дней назад

    ଅଣ ବିଶ୍ବାସୀ ନେତା ମାନେ ବି ଅଛନ୍ତି,,,କିନ୍ତୁ ମୁହଁ ରେ ତୁଣ୍ଡି ଲାଗିଛି,,,

  • @shasikantasamal4535
    @shasikantasamal4535 3 дня назад

    ଆଗରୁ କହୁନଥିଲେ

  • @user-jf7nn6bq8l
    @user-jf7nn6bq8l 8 дней назад

    Pandian ku arrest kara

  • @gaganbiharibiswal3331
    @gaganbiharibiswal3331 8 дней назад

    🎉ଇଂରେଜ ଶାସନ କାଳରେ ଲୋକମାନେ ନିଜ ଜୀବନ ବିନିମୟ ରେ ଦେଶର ସ୍ଵାଭିମାନ କୁ ବଂଚାଇ ପାରିଲେ ମାତ୍ର ଏ ଅଫିସର ,ରାଜ୍ୟ ର ସ୍ବାଭିମାନ ଛାଡି ନିଜର ସ୍ବାର୍ଥ ପାଇଁ ତାମିଲ ଗୋଡ଼ ଚାଟିବାରେ ଲାଗିଲେ। ମନ୍ତ୍ରୀ ମାନେ ତ କ୍ରୀତଦାସ ହୋଇଗଲେ।

  • @chittaranjanpradhan9731
    @chittaranjanpradhan9731 День назад

    Pradeep jena best man

  • @manasmohanty2518
    @manasmohanty2518 16 часов назад

    Why the Chief Secretary was silent then ?

  • @binayakrai9009
    @binayakrai9009 8 дней назад

    ପାଣ୍ଡିଆ ର କାର୍ୟ୍ଯଗୁଡ଼ିକ ନବୀନଙ୍କ ପାଇଁ ବଳୀୟାନ ଥିଲା ତେଣୁକରି ରାଜ୍ଯ ର ସମସ୍ତ କ୍ଷତି ପାଇଁ ସେ ହିଁ ଦାୟୀ cs ମହାଶୟ

  • @kedarnathpanda8724
    @kedarnathpanda8724 8 дней назад +1

    Mr jena was CS ,he could have used his power but he preferred to be subdued.
    He had enough power to control pandian.

  • @pradoshkumarbhuyan3037
    @pradoshkumarbhuyan3037 7 дней назад

    It doesn't mean doing job with afraid being an IAS can't be accepted by public.

  • @balajipanigrahi906
    @balajipanigrahi906 8 дней назад +1

    Pandiyan ku only taar sampati ed see enqary hoo argent action and sampati seaz hoo argent

  • @pradiptadas1726
    @pradiptadas1726 8 дней назад

    ଅଲାଜୁକ

  • @skindoctor21
    @skindoctor21 7 дней назад

    Ta balaku extension nauthila😂😂

  • @rameshchandrapanda7505
    @rameshchandrapanda7505 8 дней назад

    ଅଯୋଗ୍ୟ ଅଫିସର

  • @balajipanigrahi906
    @balajipanigrahi906 8 дней назад +1

    Odisha oficer Mane lanch nai chup rahuthile semank bhi sampati seaz hoo and ed see enqary hoo argent action

  • @shantilatadash792
    @shantilatadash792 4 дня назад

    Jaganath Odisha ku bancheidele

  • @ashokmohapatra4422
    @ashokmohapatra4422 8 дней назад

    Thik Katha

  • @subodhabarik8278
    @subodhabarik8278 8 дней назад

    ଆଗରୁ ନାହିଁ ଏବେ କାକିଙ୍କି? ଉତ୍ତର ଅପେକ୍ଷାରେ

  • @sanghamitramishra220
    @sanghamitramishra220 4 дня назад

    ....MrJena could hv told those things before his retirement ...he kept his mouth shut to enjoy power and even 6months extension after retirement......superseding many of his seniors like Pradipta Mohapatra ( IAS )etc.

  • @purnanandabarik1562
    @purnanandabarik1562 7 дней назад

    ଅପାରଗ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଯୋଗୁଁ ନିମ୍ନ ସ୍ତରର ସଚିବ ପାଣ୍ଡୁ ଓଡ଼ିଶାର ସର୍ବେସର୍ବା ହୋଇ ପାରିଥିଲା।

  • @rabindrakumarbehera9518
    @rabindrakumarbehera9518 8 дней назад

    ସେ ଶଳା ପାଣ୍ଡିଆନ କୁ ତୁରନ୍ତ ଆରେଷ୍ଟ କରାଯାଉ,

  • @PrakashMishra-do6iv
    @PrakashMishra-do6iv 4 дня назад

    ଆଜି ପର୍ଯ୍ୟନ୍ତ ସୋଇଥିଲା କାହିଁକି

  • @HimansuMallick-mi5nz
    @HimansuMallick-mi5nz 8 дней назад +4

    pandia chura thila

  • @user-go9hq3jv2k
    @user-go9hq3jv2k 8 дней назад +2

    Se kahichhanti je mukhya sasan sachib nimita matra se thile.....

  • @piyusmathematicsmotivation5697
    @piyusmathematicsmotivation5697 8 дней назад

    Shame on you Mr CS.

  • @geetadas1143
    @geetadas1143 8 дней назад

    Kete bele kahile ame ta sunipariluni

  • @TapanKumar-bx1ie
    @TapanKumar-bx1ie 8 дней назад

    Right bata

  • @amohapatra123
    @amohapatra123 5 дней назад

    Resign dela ni

  • @narasinghpattjoshi1802
    @narasinghpattjoshi1802 8 дней назад

    Dharamagarh re subcolector
    ଥିଲାବେଲେ ଜେନା ଟାଉଟର ଥିଲା ଲୋକକଂକୁ ଗାଲିକରୁଥିଲା

  • @sanghamitramishra1654
    @sanghamitramishra1654 7 дней назад

    ...after enjoying power and prestige,what's the use of this confession?

  • @sanjibakumardash7246
    @sanjibakumardash7246 8 дней назад

    You should have raised your voice against him and consequently you could have been the hero no 1 in Odisha. 👏. I don't think you can have your chance again.

  • @manoranjanswain5244
    @manoranjanswain5244 2 дня назад

    6 month extension hela kemiti. Actually pradip jena juade khara siade chhata... Sabutharu corrupted chief secretary.

  • @ranjankumardeo3170
    @ranjankumardeo3170 3 дня назад

    pandian pura kabja kari thila sasan byabasta ku.

  • @user-jz6tq7ff2j
    @user-jz6tq7ff2j 8 дней назад

    Bjp jindabad

  • @krishnamohapatra3356
    @krishnamohapatra3356 8 дней назад

    Dakyat aguru soe thela .
    Ae manae neja chair ku jogu thelae .

  • @user-hr5tu1zw3q
    @user-hr5tu1zw3q 3 дня назад

    Nirmal Chandra Ray National news KarmabhoomoTV Owner Of the World Beauro Reporter Odisha

  • @user-gd6dt5uu8s
    @user-gd6dt5uu8s 4 дня назад

    Selfish officers

  • @lalitkumarmeher4366
    @lalitkumarmeher4366 8 дней назад

    Naba das ra conspirator

  • @bipinbiharisahoo8583
    @bipinbiharisahoo8583 6 дней назад

    Are madam ..
    Secretary nku kahi baku dia ..tame kanhiki ete melei hauchha

  • @akpanda833
    @akpanda833 8 дней назад

    What made him to keep quiet ? Where is Suresh Mohapatra & Asit Tripathy? Investigate

  • @gopabandhubehera453
    @gopabandhubehera453 8 дней назад +6

    ପ୍ରଦିପୀ ଜେନା କିଛି କହିନି ଏ ବେଧେଇ ସାମ୍ବାଦିକ ମନେମନେ ମିଛ ଗଫି ଚାଲିଛି

    • @rinkusanjeeb
      @rinkusanjeeb 8 дней назад

      Kahiba kan darkar. Ta bhali murkha ki sabu bujhiparibeni . Bujhile boli ta g marile Sabu genda dala ra

  • @sudhansubhusandash8764
    @sudhansubhusandash8764 8 дней назад

    Sir, you are retired now, but we the block grant teachers are living with despair after retirement, we had some expectations from you.

  • @UrmilaPattnaik-im9dt
    @UrmilaPattnaik-im9dt День назад

    Ebe kn ..Himalaya ku..taralei debe kii...

  • @prasantakumar1456
    @prasantakumar1456 8 дней назад

    Why outsoursing not regular or re entry 24 yrs. ?

  • @biswajitbehera4132
    @biswajitbehera4132 8 дней назад +7

    Pandian sir I love you❤❤❤❤❤❤

  • @user-dl5mo1gi7s
    @user-dl5mo1gi7s 8 дней назад

    Sabu khali acting.he prabhu.😂

  • @chittaranjanMIshra-d5d
    @chittaranjanMIshra-d5d 8 дней назад

    Even after hon'Lokpal of India order I could not get any reply from Hon' chief secretary.

  • @subhabratamishra4465
    @subhabratamishra4465 8 дней назад

    ପରମ୍‌ ମାଦର୍‌ଚୋଦ୍‌ ଏ ଶଳା ପାଣ୍ଡା ।

  • @HemanthKumar-xh4kv
    @HemanthKumar-xh4kv 8 дней назад

    bjd Life time rahiba vabi kichh kahunathile,

  • @jagadishhota8316
    @jagadishhota8316 8 дней назад

    6 mas extend hela bele kahinki accept kale kana post Lova thila.
    Every govt. Servants are with limitations as they are not the law maker

  • @anadisamal48
    @anadisamal48 8 дней назад

    Megha juade chhata siade

  • @dhrubacharanbaral445
    @dhrubacharanbaral445 3 дня назад

    Kancha mi6a. Sata heithile Extension accept kari na thante

  • @simanchalajena4641
    @simanchalajena4641 8 дней назад

    Nabina Babu beiman.

  • @user-ey7ry4hd6j
    @user-ey7ry4hd6j 8 дней назад +1

    Agaru kana dara laguthila ki .

  • @rajendrakumardas9739
    @rajendrakumardas9739 4 дня назад

    Where is the version of Ex chief secy Mr Pradip jena.Doubt full reporting.Not to be trusted.

  • @user-wj3lf4xi7n
    @user-wj3lf4xi7n 8 дней назад

    Time will chamge every thing

  • @prasantkumarsahoo1054
    @prasantkumarsahoo1054 7 дней назад

    Samastye envolpe ebey pandiyan na re sabu khashi baku cahuchanti

  • @rakeshroul6186
    @rakeshroul6186 5 дней назад

    Pradipta mohapatranku jani suni tume mane midi karri delanahin

  • @pravatray966
    @pravatray966 8 дней назад

    Kain subhilani ta ketebele kahile sei scene kain

  • @chandramohanmurmu2983
    @chandramohanmurmu2983 8 дней назад

    Jena sir kon pai sahi time ray report kola nahi jena sir bi govt sohito mesi thilay.....

  • @binadas3165
    @binadas3165 4 дня назад

    Abe Loka bujhile nabin sir bujhibe

  • @indrajitsendha6443
    @indrajitsendha6443 8 дней назад

    Ta jhia ku nageichi na

  • @ranjitkumarbhattacharya3668
    @ranjitkumarbhattacharya3668 8 дней назад

    You are not that man who was Collector, Cuttack. You are different now and greedy too only to keep the CS post for a long time. You were an oiling officer and after raising your voice against Tata Electricity, you became silent like a mouse by pressure of anybody. Don't say so because this Govt. is not in a position to watch your crocodile cry.

  • @bsantoshkumar1332
    @bsantoshkumar1332 6 дней назад

    Abe bjp re misiba pai rasta tiari karidele