ସେବାୟତ କହିଲେ ଯାହା ଘଟିଲା, ସବୁ... | Balabhadra falls during Pahandi | Jagannath | Rath Yatra |

Поделиться
HTML-код
  • Опубликовано: 8 июл 2024
  • ସେବାୟତ କହିଲେ ଯାହା ଘଟିଲା, ସବୁ... | Balabhadra falls during Pahandi | Jagannath | Rath Yatra | Gajapati | Puri | Lord Jagannath | Rath Yatra | Srikshetra | Odisha | Ratna Bhandar | Srimandir | Jagannath Temple | Kalia | Balia | Subhadra | Sevayat
    #news18odia #OdiaNews #ଆଜିରନ୍ୟୁଜ #odishanews #oriyanews #balabhadra #jagannath #rathyatra
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/desc-youtube
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: news18odia?lang=en
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y46bt2fm

Комментарии • 171

  • @ChandanRoul-bh3bm
    @ChandanRoul-bh3bm 14 дней назад +91

    ସେବାୟତ ମାନଙ୍କର ଗର୍ବ ଆଉ ଅହଙ୍କାର ଲାଗି ଏମିତି ହେଉଛି

    • @RoyalGM-P0987
      @RoyalGM-P0987 14 дней назад +5

      ଲୋଭି ବ୍ରାହ୍ମଣ

    • @kumarchandan3045
      @kumarchandan3045 14 дней назад +2

      ​@@RoyalGM-P0987haire bedha puo tu Sola kete Dani ta ki be ......aemane kn brahman ki jiye dhoti pindhila se brahman ....Sola ago Jaan aemane Sabar Daitapati......Puri re kebalo mandira bhitare Brahmin 3 jano Puja karanti au sabu Daita sebak
      Au mukti mandap re brahman thanti

  • @princepankaj6141
    @princepankaj6141 14 дней назад +59

    ହିଁ ସବୁ କିଛି ଲୀଳା।ଆମକୁ ଆଘାତ କରି ପ୍ରଭୁଙ୍କୁ ପକାଇ ଫିଙ୍ଗି ଦେବେ ସବୁ କିଛି ଲୀଳା ।ବହୁତ୍ ବଢିଆ।

  • @kaishypradhan4648
    @kaishypradhan4648 14 дней назад +9

    ସେବାୟତ ସେବା ରେ ମନନାହିଁ ଟଙ୍କା ରେ ମନ
    ଏମାନଙ୍କୁ ବାହାର କରି ନୂଆ ସେବାୟତ ରଖାଯାଉ

  • @Manojsahukrishna
    @Manojsahukrishna 14 дней назад +6

    ସବୁ ସେବାୟତ ଙ୍କ ଗର୍ବ ଅହଙ୍କାର ଯୋଗୁ ମହା ପ୍ରଭୂ ଜଗନ୍ନାଥ ଙ୍କ ଠୁ ବଡ଼ ବୁଲାଉଛନ୍ତି ଭୋଗିବେ ଭୋଗିବେ ସବୁ ଗର୍ବ ଅହଙ୍କାର ର ହିସାବ ହବ ଜୟ ଜଗନ୍ନାଥ 🙏🪷🙏🚩

  • @SweetLoveDiary
    @SweetLoveDiary 14 дней назад +32

    ପଣ୍ଡା ମାନଙ୍କ ଉତ୍ପାତ ବହୁତ୍ ବଢ଼ି ଗଲାଣି ବଙ୍ଗାଳୀ ଙ୍କୁ ଦେଖିଲେ ଗେଲ ହେଲେ ଆଉ ଓଡ଼ିଆ ମାନଙ୍କୁ ଦେଖିଲେ କୁକୁର ଭଳି ବ୍ୟବହାର ଦେଖାଉଛନ୍ତି

  • @sushantjena9203
    @sushantjena9203 14 дней назад +14

    ମିଛ କଥା ଏମାନଙ୍କ ଯୋଗୁ ମହାପ୍ରଭୁ ପଡିଛନ୍ତି

  • @sachikantapanda2853
    @sachikantapanda2853 14 дней назад +9

    ହଁ ତମ ଭୁଲ୍ କରିବ। ବୋଝ ପ୍ରଭୁ ଙ୍କ ଉପରେ। ପକେଇବ। ତମେ ସେବାୟତ। ପ୍ରଭୁ ଙ୍କ। ଟାହିଆ ରୁ ଫୁଲ ଛିଡେଇ ବେପାର କରୁଚ। ମରିବ। ବିନାଶ କାଳେ ବିପରୀତ ବୁଦ୍ଧି

  • @biswajitjena8916
    @biswajitjena8916 14 дней назад +26

    ସବୁ ତୁମମାନଙ୍କ ଗର୍ବ ପାଇଁ ହେଲା ଏବେ ସଫେଇ ଦଉଚ ଜଗା ସବୁ ଗର୍ବ ଭାଙ୍ଗି ଦେଲା ଏବେ ସୁଧୁରି ଯାଅ

  • @devidattasisirkumarsabata6446
    @devidattasisirkumarsabata6446 14 дней назад +32

    ମହାଭାରତ ଯୁଦ୍ଧରେ ମଧ୍ୟ ଗୋଟିଏ ଶଙ୍ଖ ବାଜୁଥିଲା ଆଉ ଗୋଟିଏ ଚକ୍ର କାଟୁଥିଲା। ତେବେ ଭୀଷ୍ମ, ଭୀମ, କର୍ଣ, ଅର୍ଜୁନ, ଅଭିମନ୍ୟୁ, ଦ୍ରୋଣ ତଥା ଦୃପଦ, ଦୁର୍ଯ୍ୟୋଧନ ଆଦି ଚରିତ୍ର ମାନଙ୍କ କର୍ତ୍ତୃତ୍ୱ କାହିଁକି ବର୍ଣନା ହୋଇଛି ?
    ଯଦିଓ ଈଶ୍ୱରଙ୍କ ଇଚ୍ଛାରେ ହିଁ ସବୁକିଛି ହେଉଥିଲେ ମଧ୍ୟ ଆମ ହାତଲଗି କିଛି ଅଘଟଣ ହୋଇଲେ, ପ୍ରଥମେ ଦୋଷକୁ ସ୍ୱୀକାର କରି ଅଘଟଣର କାରଣ ସମୀକ୍ଷାରେ ଆଲୋଚନା କରି ମନ୍ତବ୍ୟ ଦେବା।
    ଲୀଳାମୟ ଯଦି ନିଜ ଇଚ୍ଛାରେ ପଡି଼ ଯାଆନ୍ତି ତେବେ ଉଠି ପାରିବେ ମଧ୍ୟ ; ଆଉ ପୂଜକ ପଣ୍ଡା ସେବକ ପ୍ରତିହାରି ପୁଷ୍ପାଳକ ଖୁଣ୍ଟିଆ ସେବାୟତ ଆଦି ଥିବା ନଥିବାରେ କିଛି ପ୍ରଭେଦ ନାହିଁ।
    କେଡେ ସହଜରେ କହିଦେଲେ ମହାପ୍ରଭୁ ନିଜ ଇଚ୍ଛାରେ ଅଧିକ ଝୁଲି ଝୁଲି ପଡି଼ଗଲେ। ଆମେ ସାବଧାନ ଥିଲେ ନା ନିଜ ଭୁଲ ଭୁଲିଗଲେ ହୋ.......

    • @satyesuachary2781
      @satyesuachary2781 14 дней назад

      Ame vi kn karipariba kuhantu ...se ta kebala dekhuchi au muruki hasuchi ...loka manka dairatma ete badhigola je se modhya dekhiki kichi karuni amoku vi kahuchi tume vi kebala mo bholi dekhi pariba au kichi nuha ...

  • @gopalchandra6455
    @gopalchandra6455 14 дней назад +4

    ତମର ଅନ୍ତ ହେବାର ସୂଚନା ଦେଲାଣି, ବେଳ ଥାଉ ସତର୍କ ରୁହ, ଉଚ୍ଚ ନୀଚ ଭେଦ ଛାଡି ଭାଇ ବନ୍ଧୁ ଆଦର ଭାବ ଲୋକଙ୍କୁ ଦିଅ l

  • @prasantakumarmohanty3528
    @prasantakumarmohanty3528 14 дней назад +7

    ସେବାୟତ ଆହତ ହେଲେ ମନ ଦୁଃଖ ପ୍ରଭୁ ପଡିଗଲେ ମନ ଦୁଃଖ ନାହିଁ ଲଜ୍ଜା ନାହିଁ ତୁମକୁ

  • @user-bq4cm5vc8l
    @user-bq4cm5vc8l 14 дней назад +4

    ପ୍ରସାଶନ ତ ତପ୍ତର ଅଛି ରଥ ଉପରକୁ ଯେତେ ଜଣ ସେବାୟତ ଯିବା କଥା ତାଠୁ ଡ଼ବଲ ଯାଉଛ ପୁଣି ଏତେ ଅବ୍ୟବସ୍ଥା କଣ ପାଇଁ ପଛପଟ ରସି କାହିଁ ବନ୍ଧା ଯାଇନଥିଲା -- ଭାଷଣ ମାରୁଛ

  • @rameshmajhi4317
    @rameshmajhi4317 14 дней назад +9

    ହା ହା ହା , ଏତେ ଖାଇ ଖାଇ ମାଇଶି ଭଳି ମୋଟା ହେଇଥିବା ବାହୁବଳୀ ଭକ୍ତ କୁଆଡେ ଗଲେ,ସେଦିନ ବିଲ ରେ ଫିଙ୍ଗି ଚାଲିଯାଇଥିଲ,ଆଜି ନିଜେ ତଳେ ପକାଇଦେଲ ଛି ଛି

  • @NaikCD
    @NaikCD 14 дней назад +8

    ତୁମର ଭୁଲ ହେଲେ ..! ସବୁ ମାଫ ଆଉ ଅନ୍ୟ ମାନଙ୍କର ହେଲେ ଦଣ୍ଡ

  • @nareshkumar2680
    @nareshkumar2680 14 дней назад +3

    ନିଜର ଭୁଲ ସ୍ୱକାର କର ହୋ ଏତେ କଥା କଣ କହୁଚ ଠାକୁରଙ୍କୁ କଷ୍ଟ ଦେଇକି

  • @jeebanjyotimishra7395
    @jeebanjyotimishra7395 14 дней назад +7

    ଆଉ ଭଣ୍ଡାନୀ, ଲୋକ ସବୁ ଜାଣନ୍ତି

  • @munnabehera7367
    @munnabehera7367 14 дней назад +5

    ମରି ଗଲ ନାହି କେମିତି ଖାଲି ପଇସା ପଇସା ହେଉଛ ସେଥିପାଇଁ ଏମିତି ପ୍ରଭୁ ଙ୍କୁ ତଳେ ପକେଇ ଦେଉଛ

  • @Manoranjansahoo34680
    @Manoranjansahoo34680 14 дней назад +4

    ସବୁ ଠିକ, ହେଲେ ଏ ସେବାୟତମାନେ ଏତେ ବିଶୃଙ୍ଖଳିତ ହୋଇଯାଇଛନ୍ତି ଯେ ଏମାନେ ସବୁ ପ୍ରଭୁଙ୍କ ଉପରେ ଛାଡ଼ିଦେଇ କିଛି ବି ଠିକ କରୁନାହାନ୍ତି, ଏମାନେ ରାଜନୀତି ଖୁବ କରିବାରେ ବ୍ୟସ୍ତ,, ସେଇ ପ୍ରଂହୁ ହିଁ ଭରସା, ଜୟ ଜଗନ୍ନାଥ 🙏🌺🚩🙏🌺🚩🙏🌺🚩

  • @UTTKALpuaGAUTAM9152
    @UTTKALpuaGAUTAM9152 14 дней назад +3

    ପଣ୍ଡା ମାନଙ୍କର ଗର୍ବ ଭାଙ୍ଗିଲେ ପ୍ରଭୁ। ରଥ ଉପରେ ପଣ୍ଡା ମାନେ ଭକ୍ତ ଙ୍କୁ ଫୁଲ ତୁଳସୀ ଦେଉଛ ଟଙ୍କା ନେଉଛ ସାଧାରଣ ଲୋକଙ୍କୁ ଫୁଲ ତୁଳସୀ ଦେଉନାହାନ୍ତି ଟଙ୍କା ଯିଏ ଦେଉଛି ତାକୁ ମିଳୁଛି ଆମେ ନିଜେ ଦେଖିଛୁ ।ରଥ ଉପରେ ଆଗେ ବେପାର କରୁଛନ୍ତି ତାପରେ ସେବା କରୁଛନ୍ତି। ଜୟ ଜଗନ୍ନାଥ ସ୍ବାମୀ 🙏❤️🙏

  • @AshokkumarAdhikari-og3ex
    @AshokkumarAdhikari-og3ex 14 дней назад +3

    ମଦ ଗଞ୍ଜାଇ ଖାଇ ସେବା କରିବାକୁ ଆସୁଛ। ମହାପ୍ରଭୁଙ୍କୁ ଫିଙ୍ଗିଦେଇ ପ୍ରଭୁଙ୍କର ଦୋଷ ଦେଇ ଲିଳା ବୋଲି କହୁଛ ଲଜ୍ଜା ଲାଗୁନି ତମକୁ । ଛି ଛି ଛି ରେ ପାପି

  • @rahulkumarrk3459
    @rahulkumarrk3459 14 дней назад +3

    ସେବାୟତ ଆଉ ପଣ୍ଡା ସବୁ ଫଟୋ ଉଠେଇ instagram ରେ ଛାଡ଼ିବା ରେ ବ୍ୟସ୍ତ । ଖାଲି ସୁନା ଚେନ୍ ପକେଇ ବୁଲିଲେ ହବନି । ଭକ୍ତି ଠାକୁରଙ୍କୁ କର। Social media ରେ like comment ପାଇବା ପାଇଁ ଠାକୁରଙ୍କ ସହ ଖେଳନି। ମହାପ୍ରଭୁ 🙏🏻

  • @mkumar99999
    @mkumar99999 14 дней назад +7

    Abahela hoichhi sebayata manankar..
    Emankar ahankara hoi jai thila ni

  • @pradeeptadash6501
    @pradeeptadash6501 14 дней назад +1

    Thik.... jay sri jagannath ❤

  • @user-dw8cm9md1p
    @user-dw8cm9md1p 14 дней назад +1

    ସମସ୍ତ ଶ୍ରୀଜଗନ୍ନାଥପ୍ରେମୀ ଭାଇମାନଙ୍କୁ ଅନୁରୋଧ , ବଡଠାକୁରଙ୍କ ପହଣ୍ଡି ବେଳେ ଘଟିଥିବା ଅଘଟଣର ଦୃଶ୍ୟ ନିଜ ନିଜ statusରେ ଛାଡନ୍ତୁନି ।
    ଏହା ଅତ୍ଯନ୍ତ ଦୁଃଖଦାୟକ ତଥା ହୃଦୟବିଦାରକ ଦୃଶ୍ୟ । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ପ୍ରବଳ ବେଦନା ଦେଉଛି ।
    ମହାପ୍ରଭୁ ବଡବାଡ ସାମନ୍ତ ଆମ୍ଭଦ୍ବାରା ଘଟିତ ଏହି ମହାପରାଧରୁ ଆମ୍ଭମାନଙ୍କୁ ନିଜଗୁଣରେ କ୍ଷମା କରିଦିଅନ୍ତୁ ।

  • @kamalkumarbiswal2487
    @kamalkumarbiswal2487 12 дней назад +1

    ସବୁ ତ ପ୍ରଭୁଙ୍କ ଲୀଳା, ତମେ ସବୁ କାହିଁକି ଅଛ? କଣ ଭକ୍ତଙ୍କୁ ଲୁଟିବାକୁ, ତମ ସେବାରେ ପ୍ରଭୁ ସନ୍ତୁଷ୍ଟ ନୁହଁନ୍ତି. ତମକୁ ମାଡ ହେଲେ ତମେ ସନ୍ତୁଷ୍ଟ ହେବ.

  • @debashissamal5567
    @debashissamal5567 14 дней назад +6

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🙏🏻🙏🏻

  • @santoshkumarnayak995
    @santoshkumarnayak995 12 дней назад +1

    ଏ ପଣ୍ଡା ହୋଉଛି ସବୁଠୁ ଚୁତିଆ ମହାପ୍ରଭୁ ଙ୍କୁ ନେଇ ମିଛ କହୁଛୁ ମହାପ୍ରଭୁ ନିଜେ ପଡିଗଲେ

  • @gyanabratamohanty4219
    @gyanabratamohanty4219 14 дней назад +2

    ଆରେ ଗାଲୁଆ ଭାଇ, ସବୁ ଅନୀତି, ବିଭ୍ରାଟ କରି ଦୋଷ ପ୍ରଭୁଙ୍କୁ ଠେଲୁଛ ? ପଛରେ ଡୋର ଧରିବା ଲୋକେ କଣ କରୁଥିଲେ ? ଖାଲି ବେପାର କର, ପୁରୁଷ ପୁରୁଷ ଧରି ଶ୍ରୀମନ୍ଦିରକୁ ଲୁଣ୍ଠନ ଚାଲିଛି | ଏଥର ଭୋଗିବାକୁ ପ୍ରସ୍ତୁତ ରୁହ 😂😂

  • @lalitmohanpradhan3427
    @lalitmohanpradhan3427 12 дней назад +1

    ଚୁପ ବେ ପଣ୍ଡା । ଆହୁରି ମହାପ୍ରଭୁ ପାଇଁ ଟିକେ ବି ଦୁଃଖ ନାହିଁ । ଲାଜ ଲାଗୁନି। ଛି ଛି ଆ ଥୁ 😢😢😢

  • @alokpalai6157
    @alokpalai6157 13 дней назад +1

    କଥା କହିବା ଶୈଳୀ ମାଲିକେ ତମକୁ ଜଣା, ଠାକୁର ଙ୍କୁ ଜାଣି ଶୁଣି ପଛରୁ ଦଉଡି ଛାଡ଼ି କି କହିବ ଠାକୁର ଙ୍କ ଲୀଳା, କୋଟି କୋଟି ଓଡ଼ିଆ ଙ୍କ ମନ ରେ ଆଘାତ ଦେଇଛ ସେଥିପାଇଁ ପ୍ରଶାସନ ସଠିକ ତଦନ୍ତ କରି କି ତମ ପ୍ରତି ପଦକ୍ଷେପ ନେବା ଦରକାର, ଜୟ ଜଗନ୍ନାଥ 🙏

  • @AshokKumar-qu5rf
    @AshokKumar-qu5rf 14 дней назад +1

    ଜୟ ଜଗନ୍ନାଥ.... ଯଦି ସେବାୟତ ମାନେ ଓଡିଶା ପ୍ରଶାସନ କୁ ସାହାଯ୍ୟ ନେବା ପାଇଁ ଚାହିଁଥିଲେ... ଆଜି ଏଭଳି ଅଘଟଣା ଘଟି ନାଥାନ୍ତା..... ପୋଲିସ ପ୍ରଶାସନ ଯଦି ବ୍ୟାରିକେଟ ଲଗାଇ ଶୃଙ୍ଖଳା ଭାବରେ ସେବା ଦେଇଥିଲେ... ଠେଲା ପେଲା ହୋଇ ନଥାନ୍ତା... ବହୁତ ସୁରୁଖୁରୁ ରେ ସମ୍ପାଦିତ ହୋଇ ଥାନ୍ତା.... 🙏 ଜୟ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରିବେ.... ଆଗକୁ ଏହି ସବୁ ଦିଗରେ ଧ୍ୟାନ ଦେବା କୁ ଭୁଲିବେନି... ଦୟାକରି..... ଜୟ ଜଗନ୍ନାଥ ଭରସା 🙏🌹🌹🌹🌹

  • @GODCREATION2155
    @GODCREATION2155 14 дней назад +2

    ଏହା ସତ୍ୟ ଯେ ସବୁ କିଛି ପ୍ରଭୁଙ୍କ ଇଚ୍ଛା।ମାତ୍ର ଆମ ପ୍ରକୃତି ବେଳେ ବେଳେ ଆମକୁ ଆମ ଇଚ୍ଛାର ଅଧୀନ ରେ କାମ କରିବାକୁ ପଡେ ଯାହାଦ୍ଵାରା ଏଭଳି ଅଘଟଣ ଘଟେ

  • @user-vh7pj1cl5o
    @user-vh7pj1cl5o 13 дней назад +1

    Jay Jagannath🙏🙏🙏🙏🥥🥥🥥🥥❤❤❤❤😭😭😭😭🙏🙏🙏🙏

  • @sushilamishra1768
    @sushilamishra1768 14 дней назад +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏

  • @ritwishmohanty1264
    @ritwishmohanty1264 14 дней назад +2

    Sevayat mane paisa lobhi au ahankari heijaichanti.. Sevayat Bhai ahat heithibaru dukhit kintu bada thakura nka saha heithiba aghatana pai kana..?? Ae adharmi Sevayat nka birudha re karyaanusthan neba nihati darkar.. purba barsa Kalia Santa ku pakei thile aji bada thakura agaku ae adharmi mane deula biki khaijibe 😢😢

  • @mannbirrproduction1627
    @mannbirrproduction1627 14 дней назад +2

    ପ୍ରଭୁ ଜଗନ୍ନାଥଙ୍କ ଆହତ ମାନଙ୍କୁ ଭଲ କରିପାରିଲେନି ଡକ୍ଟର ର ସାହାରା ଦରକାର ହେଲା।

  • @bipinkumarpani726
    @bipinkumarpani726 11 дней назад

    Jay shree jagannath swami 🚩🌺🌸🌺🌸🙏🙏🙏🙏

  • @user-im1rs1fx9i
    @user-im1rs1fx9i 14 дней назад

    Jay shree jagannath ❤

  • @nirmalbiswal7781
    @nirmalbiswal7781 13 дней назад

    ❤❤❤❤🙏🙏🙏🙏🙏Jay Jagannath swami❤❤❤❤❤❤🙏🙏🙏🙏🙏🙏

  • @kaishypradhan4648
    @kaishypradhan4648 14 дней назад +1

    ସବୁତ ତାଙ୍କରୀ ଇଛା ତମେ କାହିଁକି ଅଛ
    ଲୁଟିବା ପାଇଁ

  • @VickySingh-fy4qv
    @VickySingh-fy4qv 13 дней назад

    Jai Jagannath Bhagwan Ji 🙏🏻🙏🏻

  • @user-bk9se4fi4x
    @user-bk9se4fi4x 14 дней назад

    Jay jaganath 🙏🙏🙏🙏🙏

  • @sasmitabehera3925
    @sasmitabehera3925 14 дней назад

    Jay Jagannath 🙏

  • @keshabanadasahoo2052
    @keshabanadasahoo2052 11 дней назад

    Jay jagannath 🙏🙏❤️❤️

  • @kamalakantamahapatra3302
    @kamalakantamahapatra3302 14 дней назад +1

    ତତେ ମୁଁ ବଡେଇବି,କହିବି ମହାପ୍ରଭୁ ମତେ କହିଲେ ତତେ ବାଡେଇବା ପାଇଁ, ଚଳିବ ତ

  • @sunilswain2934
    @sunilswain2934 12 дней назад

    Jay jagannath 🙏🙏🙏🙏🙏

  • @silubehera4160
    @silubehera4160 12 дней назад

    Jay jagannath 🙏🏻

  • @rajaacharya9895
    @rajaacharya9895 12 дней назад

    Jay shree jagannath

  • @Kumar5baban
    @Kumar5baban 14 дней назад

    Jay shree jagannath swami

  • @user-lx2tc3qx4o
    @user-lx2tc3qx4o 12 дней назад

    Jay jagannath🙏🙏🙏🙏🙏

  • @pjayadevreddy7666
    @pjayadevreddy7666 14 дней назад

    Jai jai jagannath 🙏🏾

  • @user-wt8ct6sk8f
    @user-wt8ct6sk8f 14 дней назад

    Jay jagannath 🙌

  • @ranjankumarpatra2284
    @ranjankumarpatra2284 12 дней назад +1

    ସବୁ୍ଦୋଷ ସେବାୟତଙ୍କର , ପ୍ରଭୁଙ୍କର ଲୀଳା କହି ଖସି ଯିବାକୁ ଚେଷ୍ଟା କରନାହିଁ , ଏହା ଘୋର ଅପରାଧ , ପହଣ୍ଡିବେଳେ ଯେଉଁ ମାନେ ନିୟୋଜିତ ଥିଲେ ସେମାନେ କ୍ଷମା ମାଗନ୍ତୁ ଓ ସ୍ୱୀକାର କରନ୍ତୁ ସେମାନଙ୍କ ଖାମଖିଆଲି ରୁ ଅଘଟଣ ଘଟିଲା ,ତୁମେ ତୁମ କିଛି ଭାଇ ଇଞ୍ଜୋଡ଼ ହୋଇଛନ୍ତି ବୋଲି ଧୁଖିତ, ତୁମ କଥାରୁ ଜଣାପଡୁଛି ପ୍ରଭୁ ଯେପରି ଲୀଳା କରିବା ପାଇଁ ପଡିଗଲେ, ପ୍ରଭୁ ଯଦି ଲୀଳା କରୁଛନ୍ତି ତୁମେମାନେ ଏତେ ସଂଖ୍ୟାରେ ତାଙ୍କ ପାଖରେ ରହୁଛ କାହିଁକି ? ତୁମେ ପ୍ରଭୁଙ୍କ. ଚୁଳରେ ବନ୍ଧାଯାଇଥିବା ପାଟ ଦଉଡିକୁ ପଛ ପଟୁ ଧରିଥିବାରେ ଅବହେଳା ହୋଇଛି ଯାହା ଅନୁମାନ କରାଯାଉଛି, ଯାହା ହେଉ ଯାହାର ଭୁଲ କ୍ଷମା ମାଗନ୍ତୁ ନ ହେଲେ ପ୍ରଭୁଙ୍କ କୋପରୁ କେହି ରକ୍ଷା ପାଇବେ ନାହିଁ , ଜୟ ବଡଠାକୁରେ 🙏🙏🙏🙏🙏

  • @madhabsradha9421
    @madhabsradha9421 14 дней назад

    Jay jagannath

  • @user-xu2ck3oy5l
    @user-xu2ck3oy5l 13 дней назад

    ସେବାୟତ ଯୋଗୁଁ ମନ ଦୁଃଖ ପ୍ରଭୁ ପଡିଗଲେ ସାରା ବିଶ୍ୱକୁ ଦୁଃଖ

  • @budhiabhaina5576
    @budhiabhaina5576 13 дней назад

    ଆଗରୁ କେବେ ଏମିତି ହେଇନି, ଏବେ ନିଶା ସକାଶେ ହେଲା , ଖାଦ୍ୟ ଯୋଗାଣ ହେବାରୁ ଏହା ଓଡ଼ିଶା ପ୍ରସିଦ୍ଧ

  • @appkapyaar317
    @appkapyaar317 14 дней назад +1

    ବ୍ରାହ୍ମଣ ବାଦ.....

    • @mantu9769
      @mantu9769 14 дней назад

      pakei dele seta dukhita nahi
      ketoti choro padi gale je seta dukhi ta bap re 😂😂😂😂😂

  • @biswacreation5829
    @biswacreation5829 14 дней назад

    He Parbhu Baliaa

  • @moviemania7633
    @moviemania7633 14 дней назад +2

    Tame panda sale jou karma karucha mari jao kichi aasubidha nai mo prabhu ghosudi hei gale😭 tanka sri aangare khandia hei jaithiba tanku kete kasta hei thiba he prabhu mate tama kasta dei dea prabhu

  • @suprasantaseet7719
    @suprasantaseet7719 12 дней назад

    Jai jogonath

  • @shibadattapattanayak4475
    @shibadattapattanayak4475 14 дней назад

    Prabhu Sara sansara ku bipadaru udhaara kara🙏🙏🙏🙏🙏

  • @user-jm9ss2mk7h
    @user-jm9ss2mk7h 14 дней назад

    Prabhu

  • @swayamprakashpattanaik1549
    @swayamprakashpattanaik1549 13 дней назад

    ରକ୍ଷା ରକ୍ଷା,ହେ ଶେଷନାଗ।

  • @MirabaiNayak-bj5ff
    @MirabaiNayak-bj5ff 14 дней назад

    🙏❤🙏🌈

  • @sanjurekhasahu116
    @sanjurekhasahu116 13 дней назад +1

    ଗୁଲିଆ କଥା କୁହନ୍ତୁ ନାହିଁ ।

  • @sandhyamohanty709
    @sandhyamohanty709 13 дней назад

    ଏ ମହାମିଛୁଆମାନଙ୍କ କଥା ଶୁଣ ନାହିଁ, ଏମାନଙ୍କୁ ଜମା ମୁହଁ ଦିଅନାହିଁ.

  • @mamatamalik9009
    @mamatamalik9009 14 дней назад

    Jay Jagannath mahaprabhu 🙏🙏

  • @kumarchandan3045
    @kumarchandan3045 14 дней назад +1

    Rathare Brahman manaku chadha jau
    Au ae Sabar Daitapati manaku Bahiskar kara jau ...ae mane khali suna chen pakeibe au ganjei mada khibe
    Sabu ade ratha hauchi sabu jagare Brahman pahandi ratha kamo karanti hele ae mane Daitapati mane anya karuchanti Ago thara Jagannath nku pakeithile athara Balabhadra nku
    Kain au kene ta hauni
    Biswabashu nka pain aji aemane Shree mandira re achanti au bahut garbo ahankara ae manankra ........Sabu Ade Jemiti Brahman sebayata achanti kama thik hauchi rakha jau

  • @saratranjanbehera6661
    @saratranjanbehera6661 14 дней назад

    ଆଗରୁତ ଏମିତି ହୋଇ ନ ଥିଲା.. ଚାରି ଦ୍ୱାର ଖୋଲା ହେବା ପୁଣି ରତ୍ନ ଭଣ୍ଡାର ଖୋଲିବା... ଦେଖ ଆଗକୁ କଣ କଣ ହଉଛି.....

  • @AnilkumarDas-fi1jg
    @AnilkumarDas-fi1jg 14 дней назад

    Jay Jagannath ❤

  • @rajeshmallik1499
    @rajeshmallik1499 14 дней назад

    Jay jagannath mahaprabhu 🙏🙏🙏

  • @p.bipracharanpatro7535
    @p.bipracharanpatro7535 14 дней назад

    Samaya asuchi sebak pratihari mandali nku nijara garba ,ahankar,that paniaku bhuli sudhuri jaauntu .....thakur jagatara nija khelana nuha..🙏🙏
    🙏🙏

  • @mithunsahoo8646
    @mithunsahoo8646 13 дней назад

    ସବୁ ତାଙ୍କରି ଇଚ୍ଛା କେହି ତ ମରିନାହାନ୍ତି

  • @BhagabanBabu-fu6uu
    @BhagabanBabu-fu6uu 12 дней назад

    Ya kibhali sevayet...yamankar.. bahaut Garv Aoo Ankhar... Yamane Bhagaban Prabhu jagannath nku bhi khatiri nahi

  • @GUDDU8779
    @GUDDU8779 11 дней назад

    । ପ୍ରଭୁଙ୍କୁ ଯେମିତି କଲେ ସେମିତି ପାଇଲେ

  • @amarreallifevlog6879
    @amarreallifevlog6879 14 дней назад

    Prabhu agaru chetavani deyidele

  • @MrSwarajdas
    @MrSwarajdas 13 дней назад

    ଏ ପାଗଳ କୁ ଗିରଫ କରାଯାଉ ତୁରଂତ

  • @rakeshkumarpalei3432
    @rakeshkumarpalei3432 14 дней назад +1

    O tv sabdhan Nabin pattanayak nahanti cm sethipain balbhadra mahaprabhu padigale. Bjp hai hai hai.bjp hatao

  • @PrabirDas-tp7zz
    @PrabirDas-tp7zz 14 дней назад

    Jai jagannath 🙏🙏🙏

  • @minaketanrana9315
    @minaketanrana9315 14 дней назад

    ଲୀଳା ଫିଲା କିଛି ନାଇ ଠକ ଶଲେ

  • @RKgamingsahoo-mu5po
    @RKgamingsahoo-mu5po 14 дней назад

    ଏହାର କାରଣ ନବୀନ ପଟ୍ଟନାୟକ ହରିଗଲା

  • @MotoG-rx9sh
    @MotoG-rx9sh 12 дней назад

    Jay Jagannath maha pravhu 🙏🙏🙏🙏 koti odia ra maudamani Kalia sante

  • @bichijena3423
    @bichijena3423 14 дней назад

    ଆମେ ଆଗରୁ କହିଥୀଲୁ ଏମିତି ସରକାର ଆସିବ
    ଆଖୀ ଯାହା ଦେଖୀ ନଥୀବ କାନ ଯାହା ସୁଣିନଥୀବ
    ସେ ସବୁ ଦେଖୀବ

    • @kumarchandan3045
      @kumarchandan3045 14 дней назад +1

      Ago thara ratha re Jagannath padhithile setebele ke sarkar thila re puo ......jaha hele sarkar murkha ta ki re

  • @laxmandwibedy2694
    @laxmandwibedy2694 14 дней назад

    ଅଲାଜୁକ ଗାଣ୍ଡିରେ ବଥ ହେଲେ ସେ କହେ ଭଲ ହେଲା,ମୋତେ ଛାଇ ହେଲା ।😂😂😂

  • @divinediary2528
    @divinediary2528 14 дней назад

    Jay Madhab 🙏

  • @ajaykumarbehera8752
    @ajaykumarbehera8752 12 дней назад

    ପଣ୍ଡା 😭😭😭😭

  • @SrikantNayak-kk6ew
    @SrikantNayak-kk6ew 13 дней назад

    Prabhu sebayTanku bahut danda debe. Papara Vara bahut hoigala.

  • @PRADEEPBEHERA-gt7hg
    @PRADEEPBEHERA-gt7hg 14 дней назад

    🥺

  • @narayansahoo1303
    @narayansahoo1303 14 дней назад

    Aeta ta last Katha

  • @mantu9769
    @mantu9769 14 дней назад

    sabu panda mankanka bhul 😢😢😢😢😢prabhu padigale dukha nahi kete ti aghata hei gale e dukhi ta bap re

  • @bishnupriyaraulo4652
    @bishnupriyaraulo4652 14 дней назад

    Puri panda mane ta ati ahnkari ... Mo Prabhu nka samasta niti ta tike bhala re karantu at least, Thakur nka bada singhara re late heichhi... So pls try to correct your mistakes and Jagganath will forgive you all .. Jay Jagganath 🙏🏻🙏🏻🙏🏻

  • @Wcktsponcdhjk
    @Wcktsponcdhjk 14 дней назад

    Kalijuga charama sima re bahut jaldi samasta papi ra anta heba

  • @prasantkumarsahoo1054
    @prasantkumarsahoo1054 14 дней назад

    Sabu panda mananku maha prabhu sad budhi diantu, samastye thick achanti khali ehipari dharma rakhyaka mananku sad budhi diantu ameye samastye acharjya bramhana nku folw karu jadi semane agyani hebe ama nku thick rasta kiye dekhaibey Jay jagannath

  • @Debasis346
    @Debasis346 14 дней назад

    Amana marmahata athipnae jey amanakna kichi bhai injured achanti kintu mahamaru knu nitineama thik halani sa padigala sathipnae dukhita nuhanti buasta huani chaka akhi sabu dakhichi

  • @trailokyanathbidaradbisa-zt2zi
    @trailokyanathbidaradbisa-zt2zi 14 дней назад

    ଚିକଣ କଥା କହିବାରେ ମାହିର.

  • @udiptabehera5412
    @udiptabehera5412 14 дней назад

    Aaa mg mana nku piti ba katha khali au kichi nahi jo jagare 30 rahiba katha se jagare 300 rhile kn haba au mg jaha hele bhul mana khali Jagannath nka na re katha bulani ❤

  • @jyotiranjanmishra101
    @jyotiranjanmishra101 14 дней назад

    ଜୟ ଜଗନ୍ନାଥ

  • @user-ds2bh8kh2v
    @user-ds2bh8kh2v 14 дней назад

    Separate mane sudhuri ja kou mantri neta tanka upare nuhein

  • @prasantkumarsahoo1054
    @prasantkumarsahoo1054 14 дней назад

    Sethi pai prabhu kahichanti bhoga sabu atta re tayari karibaku

  • @sibanarayandas6004
    @sibanarayandas6004 14 дней назад

    Sebayata nka yatraaa chalichi