Natia Comedy Part 421 || Zombie

Поделиться
HTML-код
  • Опубликовано: 8 мар 2024
  • New Danga neula T-shirt - www.sofikart.com/page/product...
    Natia yoga T-shirt - www.sofikart.com/page/product...
    Women sarees - www.sofikart.com/page/product...
    Follow our new facebook page - / utkalcartoonworldofficial

Комментарии • 3,6 тыс.

  • @suchikitchen1234
    @suchikitchen1234 4 месяца назад +117

    କେଉଁ ମାନେ zombie part କୁ ଅପେକ୍ଷା କରିଥିଲେ🎉🎉🎉🎉🎉

  • @mamatapatra4028
    @mamatapatra4028 4 месяца назад +52

    ସତରେ ଏ ଗିତ ସୁଣି ଆଖି ରୁ ଲୁହ ଆସି ଗୋଲା 🥺😭

  • @routkuna3855
    @routkuna3855 4 месяца назад +30

    Dear ଉତ୍କଳ ବାବୁ ଏହି ଚ୍ୟାନେଲ୍ କୁ ଅଧିକାଂସ ଛୋଟ ଛୋଟ ପିଲା ଦେଖୁଛନ୍ତି । ଏଭଳି ଭୟବିତ ସିନ୍ କିମ୍ବା ଭୁତ କାହାଣି କଣ ପାଇଁ Upload କରୁଛନ୍ତି । ବଡ ଲୋକେ ଦେଖି ଭୟଭିତ ହୋଇଯାଉଛନ୍ତି ଆଉ ଛୋଟ ପିଲା ଙ୍କ ର କଣ ହବ ଥରେ ଭାବନ୍ତୁ 🙏

    • @ka.kashi.i5063
      @ka.kashi.i5063 7 дней назад +4

      😂kou bada loka daruchnati😂loo

    • @SagarPradhan2003
      @SagarPradhan2003 7 дней назад

      ​@@ka.kashi.i5063Jia comment karichi sia 😂 bodhe

    • @mrutunjayadash18
      @mrutunjayadash18 20 часов назад

      Chhota pila bahuta pasand karuchanti zombi ku example mo small baby bi

  • @user-hj6th8we4v
    @user-hj6th8we4v 4 месяца назад +27

    ଏହି ଗୀତ ଶୁଣିଲି ଯେତେବେଳେ ମୋ ଆଖି ରୁ ଲୁହ ବାହାରି ଗଲା ସତ ରେ ର ଗୀତ ଯେମିତି story ସେମିତି 👌👌❤️❤️

  • @suchikitchen1234
    @suchikitchen1234 4 месяца назад +225

    ଯାହା ହେଉ ଆଜି ଅପେକ୍ଷାର ଅନ୍ତ ଘଟିଲା🎉🎉🎉🎉🎉🎉🎉

  • @user-is9kx7hr1c
    @user-is9kx7hr1c 4 месяца назад +101

    Last ta bahut emotional thila 😭😭😭😭 love you bapa maa ❤❤❤❤ sabu bipadaru amaku rakhya karanti god valare rakhantu etike prathana🙏🙏🙏🙏🙏🙏🙏sabu khusi milijau bapa maa nku❤❤

  • @sonutan4282
    @sonutan4282 4 месяца назад +18

    ଯାହା କୁ ସବୁ ଖାଇଲା ବେଳେ ନଡ଼ିଆ କମେଡି ଦେଖି ଖାଅ❤❤❤❤
    ସେମାନେ ସବୁ like କର❤❤

  • @binoditivlogs
    @binoditivlogs 4 месяца назад +28

    ଛୁଆମାନେ ବେଶୀ ନଟିଆ ଦେଖୁଛନ୍ତି ।କିନ୍ତୁ ଆଗ ଅପେକ୍ଷା ଅଧିକ ଭୂତ episode ଦଉଚି ।ଛୁଆମାନେ ଅଧିକ ଡରିବେ ।ମୋ ଛୁଆ କିନ୍ତୁ ବହୁତ୍ ଡ଼ରିଗଲା ।ବଡ଼ ଲୋକଙ୍କ ପାଇଁ କିନ୍ତୁ ଭଲ 😀

  • @deepakbehera3618
    @deepakbehera3618 4 месяца назад +19

    ଯିଏ ଭୟ କରୁଛ ସିଏ ଲାଇକି କର😂😂😂ଜୟ ଜଗନ୍ନାଥ 🙏🙏🙏🙏

  • @Baishali_pradhan.
    @Baishali_pradhan. 4 месяца назад +388

    "କାନ୍ଦେ ନା ମୋ ଝିଅ "ଗୀତ ଟି ଶୁଣି ଆଖିରେ ଲୁହ ଆସିଗଲା 😢। ସ୍ନେହ,ପ୍ରେମ, ଶ୍ରଦ୍ଧା,ଭଲପାଇବା ଆଗରେ ଏ ମାରାତ୍ମକ ଭୂତାଣୁ ବି ହାର୍ ମାନିଗଲା।ସତରେ ବହୁତ୍ ହୃଦୟସ୍ପର୍ଶୀ😢

  • @SubratCreations143
    @SubratCreations143 4 месяца назад +19

    ହୃଦୟସ୍ପର୍ଶୀ ଭିଡିଓ ❤ ମୋ ଆଖିରୁ ଲୁହ ଆସି ଗଲା 😢😢

  • @_eating_boy
    @_eating_boy 4 месяца назад +84

    ନଟିଆର ସବୁ ଭୁତ episode ବୋହୁତ ଭଲ ଲାଗେ। ଜୟ ଜଗନ୍ନାଥ 💗🖤🙏

    • @rohit_277
      @rohit_277 4 месяца назад +1

      Bkl 🖤💓 not allowed

    • @_eating_boy
      @_eating_boy 4 месяца назад +1

      @@rohit_277 😏🥱

    • @wantedhero8497
      @wantedhero8497 4 месяца назад +2

      These are not ghosts

    • @_eating_boy
      @_eating_boy 4 месяца назад

      @@wantedhero8497 i know that 😏

    • @karnamalik403
      @karnamalik403 4 месяца назад

      ​@@rohit_277a

  • @laxmipriya7230
    @laxmipriya7230 4 месяца назад +21

    ଧନ୍ୟବାଦ ଉତ୍କଳ ବାବୁ ଆଜି zombie epi uplode କରିଥିବାରୁ 😌

  • @santoshmoharana5427
    @santoshmoharana5427 4 месяца назад +365

    ସତରେ ଏ ଭିଡିଓରେ ପ୍ରେମ ଓ ସ୍ନେହ ଆଗରେ ଏ ମାରାତ୍ମକ ଭୂତାଣୁ ବି ହାରିଗଲା। ହୃଦୟସ୍ପର୍ଶୀ ଭିଡିଓ ଟି। Thank u very much Utkal cartoon world.

  • @samparnatripathy3112
    @samparnatripathy3112 4 месяца назад +19

    Very heart touching❤. I was not able to control my tear when a father remembered his daughter and fight against others by the song. 😭😭

  • @indianchannelforeverything1706
    @indianchannelforeverything1706 4 месяца назад +44

    Jaha kuha e episode re bapa jhia nka bandhana ta sangaku beautiful gita pura record tood heichhi.just loved that scene ❤

  • @Madhaba_Dora
    @Madhaba_Dora 4 месяца назад +5

    ନଟିଆର ସାହସିକତାକୁ💪💪 ମାନିବାକୁ ପଡିବ ! Scientists ପାଖକୁ ଗଲା ବୋଲି , ନଟିଆ ଗାଆଁ ଲୋକମାନଙ୍କୁ ଜୀବିତ କରି ପାରିଲା 😮zambie episode ଟି ବହୁତ ଭୟାନକ ଥିଲା 😊

  • @pappuprakash8477
    @pappuprakash8477 4 месяца назад +16

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ ଭବ ତୁମେ ⚫‼️⚫

  • @ArunamohakhudArunamohakhud
    @ArunamohakhudArunamohakhud 13 дней назад +1

    କଉ ମାନଙ୍କୁ ଏଇ ଭିଡିଓ ଭଲ ଲାଗିଲା ❤❤❤

  • @sukantaswain5577
    @sukantaswain5577 4 месяца назад +1

    ମୋତେ ଏହି ଭିଡିଓ song ବହୁତ୍ ବଢିଆ ଲାଗୁଛି 😢 ମୋତେ ମୋ ବାପା କଥା ମନେପଡୁଛି 😢😢

  • @Madhaba_Dora
    @Madhaba_Dora 4 месяца назад +420

    Good Morning Guy's 💖 Happy Sunday 😄 ଯେଉଁମାନେ ମୋ କମେଣ୍ଟ୍ ଟି ପଢୁଛ , ଆଜିର ଦିନରେ ତାଙ୍କରି ପାଇଁ ମଙ୍ଗଳମୟ ହେଉ 🙏ଜୟ ଜଗନ୍ନାଥ 🙏🙏 congratulations 🎉 for 8 Million Subscribers complete 🎉🎉🎉🎉🎉🎉

  • @Santosh-sipra-shorts
    @Santosh-sipra-shorts 4 месяца назад +39

    ଏତେ ଦିନ ଅପେକ୍ଷାର ଫଳ ଆଜି ମିଳିଲା tq❤😂😅❤❤

  • @Rudrani__170
    @Rudrani__170 4 месяца назад +24

    ଏହି episode ଟି ବହୁତ୍ ଭଲ ହୋଇଛି। ପ୍ରଥମେ ପ୍ରଥମେ ଦେଖିଲା ବେଳେ ବହୁତ୍ ଭୟ ଲାଗୁଛି କିନ୍ତୁ, ପରବର୍ତ୍ତୀ ସମୟରେ ଦେଖିବାକୁ ବହୁତ୍ ଭଲ ଲାଗିଲା...... ଏହି episode ଟି ସମସ୍ତଙ୍କର ହୃଦୟସ୍ପର୍ଶୀ ହୋଇପାରିଛି 🤗🤗........

  • @RK-xe4qq
    @RK-xe4qq 4 месяца назад +1

    ଦୁନିଆରେ ବାପା ମାଙ୍କ ସ୍ଥାନ କେହି ନେଇପାରିବେ ନାହିଁ, ଗୋଟିଏ ଛୋଟିଆ ଦୁର୍ଘଟଣା ମୋର ପରିବାରକୁ ଆଜି କନ୍ଦାଉଛି 😭😭😭, ଦାଦନ ଯନ୍ତ୍ରଣା ସହିତ ପରିବାର ବୋଝ କେତେ କଷ୍ଟ, ଆଜି ବୋଝି ପାରୁଛି ପରିବାରର ମହତ୍ୱ କେତେ ଥାଏ ଜୀବନରେ 😭😭😭. ସାମଜ ରେ କେହି ନୁହଁ କାହାରି.

  • @nibedita5776
    @nibedita5776 4 месяца назад +26

    ଆହାଃ 🥺, କି ସୁନ୍ଦର ଗୀତ🎵🎶..କି ସୁନ୍ଦର ଭାବ 😌....ମନ କହୁଥିଲା ଆଉ ଟିକେ ଗୀତଟା ଶୁଣିଦେଇଥାନ୍ତି✨💕 କି ହେଲେ ଯେତିକି ବି ଗୀତ ଟା ଥିଲା ବହୁତ୍ ବଢ଼ିଆ ହୋଇଥିଲା... ମନରେ ବହୁତ୍ ଭାବ ଜାଗ୍ରତ ହୋଇଗଲା❤️। ଆଉ ଆଖିରେ ଲୁହ ଆସିଗଲା 🥺।
    ନଟିଆ ଆଉ ଖୁସି ର ଭଲ ପାଇବା ଓ ସ୍ନେହ ସବୁଠାରୁ ନିଆରା 💕✨🍂 ।

  • @statuswithkanha9374
    @statuswithkanha9374 4 месяца назад +286

    ଡାଙ୍ଗ zombie ହେଲା ପରେ ଭି ତା ଦେହରୁ ବିଛୁଆତି ଗୁଣ ଯାଇନି 😂😂

    • @tapeswarnayak7682
      @tapeswarnayak7682 4 месяца назад

      Se jebani kebe 0:43

    • @Shri_Chandann
      @Shri_Chandann 4 месяца назад +9

      This episode is inspired from the Korean drama web series All Of Us Are Dead 😂😂😂😂😅

    • @statuswithkanha9374
      @statuswithkanha9374 4 месяца назад

      ​@@Shri_Chandannno in all of us are dead infection was started from a white rat in schools science laboratory

    • @Murmuofficial-zq8ls
      @Murmuofficial-zq8ls 3 месяца назад +2

      Right kotha kohilo 😂😂so funny 🤣😂❤❤

    • @sabitaDas-mo2vz
      @sabitaDas-mo2vz 2 месяца назад

      ​@@Shri_ChandannI 😢

  • @subhadrabehera9462
    @subhadrabehera9462 4 месяца назад +1

    ସତରେ "କନ୍ଦେନା ମୋ ଝିଅ" ଗୀତଟି ଶୁଣି ମୋ ଆଖିରେ ଲୁହ ଆସିଗଲା ହୃଦୟ ସ୍ପର୍ସି ଷ୍ଟୋରୀ ଟି

  • @gitanjalinayak8319
    @gitanjalinayak8319 4 месяца назад +4

    ନଟିଆ କମେଡି❤❤❤👍👍😍😍🥰🥰

  • @debjanibarik43
    @debjanibarik43 4 месяца назад +62

    Bapa ,jhia samparka💗duniya ra sabuthu mulya ban samparka 🙏🏻🙌🏻💗

  • @user-ui5vd1ds6e
    @user-ui5vd1ds6e 4 месяца назад +1591

    କେଁଉ ମନେ zombi🥰part🥰କୁ ଅପେକ୍ଷା କରିଥିଲା ❤😊❤

  • @DibyaranjanSahoo-cd5vm
    @DibyaranjanSahoo-cd5vm 4 дня назад +1

    ଗିତ ଶୁଣି ଆଖି ରେ ଲୁହ ଆସିଗଲା 😢😢😊

  • @madhusmitasankhua2493
    @madhusmitasankhua2493 4 месяца назад +11

    Realy heart touching video seriously Aakhen re luho aasigala vhali video ❤❤❤❤

    • @NalhuaJena
      @NalhuaJena 29 дней назад

      ❤❤❤❤❤❤❤❤❤❤❤❤❤❤

  • @bapun9025
    @bapun9025 4 месяца назад +20

    ଏହି ଭଳି ଭିଡିଓ ଦେଖିବାକୁ ମତେ ଭାରି ଭାରି ଭାରି ଭଲ ଲାଗେ❤❤❤❤❤❤❤❤❤❤❤❤❤❤❤

    • @minaJena-zm7wy
      @minaJena-zm7wy 4 месяца назад +1

      ❤❤❤❤❤❤❤❤❤❤my❤❤❤❤

  • @user-zf5jb3up9v
    @user-zf5jb3up9v 4 месяца назад +4

    କେଉଁ ମାନ ହାତ ଟେକି ଲା ଈକ୍ କର🎉🎉🎉🎉🎉

  • @NatiaBehera
    @NatiaBehera 4 месяца назад +7

    Joumane odisha udekhu like karo

  • @samirsingh761
    @samirsingh761 4 месяца назад +19

    ଏ ଗିତ ଟି ବହୁତ ସୁନ୍ଦର ହୋଇଛି ଚମତ୍କାର କଣ୍ଠ

  • @DPrasadB-zy2lf
    @DPrasadB-zy2lf 4 месяца назад +54

    ଶୁଭ ସକାଳ ଜୟ ଶ୍ରୀରାମ 🙏🙏ସକାଳୁ ସକାଳୁ ଏହି video ଦେଖିକି ମନ ପୁରା ଖୁସି ହେଇ ଗଲା 😊ଜୟ

  • @livestreamkalu5061
    @livestreamkalu5061 4 месяца назад +16

    Pura South movie bhalia lagila au😂😂😂

    • @Shri_Chandann
      @Shri_Chandann 4 месяца назад +4

      This episode is inspired from the Korean drama web series All Of Us Are Dead 😂😂😂😂😅

    • @Swagatika5889
      @Swagatika5889 4 месяца назад

      yes bro

    • @anitabhoi9130
      @anitabhoi9130 4 месяца назад

      ​@@Shri_Chandann yes some scenes r copied

  • @radhemohanbehera
    @radhemohanbehera 4 месяца назад +5

    କେଉଁ ମାନଙ୍କୁ zombie natia ଭଲ ଲାଗିଲା 😊

  • @user-nu7nz3st7h
    @user-nu7nz3st7h 4 месяца назад +33

    Bahut bhala heichi ma puna bi natia

  • @chandanvidstatus
    @chandanvidstatus 4 месяца назад +3

    ନଟିଆ ବୋଉ ମାଳତୀ କେମିତି ଜାଣିଲେ ଯେ ଦମକଳ ଗାଡ଼ିରେ କେମିକାଲ ଅଛି ବୋଲି 😂😂😂

  • @literature_lover70
    @literature_lover70 4 месяца назад +16

    ଖୁବ୍ ସୁନ୍ଦର ହୃଦୟ ସ୍ପର୍ଶୀ 💖 କିନ୍ତୁ ନଟିଆର ମାଆ କେମିକାଲ ଢାଳିବା ବୋଧେ ବ୍ୟତିକ୍ରମ ହେଲା । କାହିଁକି ନା ସେ ଜାଣି ନ ଥିଲେ ଗାଡ଼ି ରେ କେମିକାଲ ଥିବା କଥା ।

  • @Nilkamal_kumar_editz
    @Nilkamal_kumar_editz 4 месяца назад +9

    The zombie viruse attack in natias village but his son natia know the daughter Father love❤❤❤😢😢😢

  • @bhakti8345
    @bhakti8345 4 месяца назад +1

    Sa ta re akhire luha jakei asila 15:27 15:43 dekhila belaku natia khushi ra vala paiba... Bapa ra ladhei

  • @ManojKumar-et2vt
    @ManojKumar-et2vt 4 месяца назад +103

    Baleswra ru jaumane dekhucha like kara

  • @tanu9456
    @tanu9456 4 месяца назад +14

    Kahar kahar natiya comedy pasanda like karo

  • @ashutoshmishra7014
    @ashutoshmishra7014 4 месяца назад +2

    Bahut dina pare aji dekhili kichhi personal problems paien bahut sara episode miss karidaithili aji dekhuchi sabu best always badhai tev

  • @sayanirout8637
    @sayanirout8637 4 месяца назад +7

    So❤ beautifull love you so much❤

  • @aksdjdokan
    @aksdjdokan 4 месяца назад +7

    ଯେତେବେଳେ ଖୁସିର ଗୀତ ଟା ବାଜିଲା ମୋ ଆଖିରୁ ଲୁହ ଆସିଗଲା,, ବହୁତ ସୁନ୍ଦର ଷ୍ଟୋରୀ 🙏🙏🙏

  • @lipun934
    @lipun934 4 месяца назад +7

    ନଟିଆ ର ସବୁ episode no.1 🎉🎉🎉❤❤❤

  • @Sratapboy
    @Sratapboy 4 месяца назад +11

    Super Natia Zombie Part 421..☺☺
    l Love you Natia comedy...❤❤❤

  • @Sonsetgamer
    @Sonsetgamer 4 месяца назад +1

    ଏମିତି ଭାଇ ଭଉଣୀ ଭାଗ୍ୟ ରେ ଥିଲେ ମିଳେ ❤❤

  • @niranjanpadhan1163
    @niranjanpadhan1163 4 месяца назад +3

    9 day's ହେଲା ଅପେକ୍ଷାରେ ଥିଲି ଜମ୍ବୀ episode ଦେଖିବା ପାଇଁ ଆଜି ପୂରଣ ହେଲା ❤❤ ଆପଣ ମାନେ zumbi episode ଦେଖିବା ❤❤❤ ଇଚ୍ଛା ପୂରଣ ହେଲା କି ସାଙ୍ଗ ମାନେ ❤❤❤-----?????

  • @somethingasumari012
    @somethingasumari012 4 месяца назад +9

    ଆଜି ମୋ ଜନ୍ମ ଦିନ 🎉🎉

  • @manaspattanaik722
    @manaspattanaik722 4 месяца назад +1

    Episode ଟି ଟିକେ ଶେଷକୁ କମଯୋରି ଲାଗିଲା,କିନ୍ତୁ ନଟିଆ ବଉ(ମାଳତୀ) କେମିତି ଜାଣିଲା ଏହି ଦମକଳ ଗାଡ଼ିରେ କେମିକାଲ ଅଛି ବୋଲି,ସିଏତ ବହୁତ ପୂର୍ବରୁ ଜମ୍ବି ହେଇ ସାରିଥିଲା,ଯାହା କରୁଚ story କରୁଚ ନିଜେ ଟିକେ ଆଗ ବୁଝିସୁଜି କର, ନଟିଆ କି ସାଇନ୍ତିଷ୍ଟ ଏହି କେମିକାଲ ପକାଇଥିଲେ ଭଲ ହେଇଥାନ୍ତା,ଭାବୁଚି ମନ୍ତବ୍ୟ କୁ ମୁଣ୍ଡକୁ ନେଇ ବିଚାର କରିବେ

  • @abhisek3521
    @abhisek3521 4 месяца назад +6

    E comedy mate bahut vala lagila🥺

  • @Saivlogs86
    @Saivlogs86 4 месяца назад +4

    Mu janiparilini ki heta Zombie na zumbi 😂

  • @user-mb4uh6bo1s
    @user-mb4uh6bo1s 4 месяца назад +21

    ଆଉ ସେ ମୁଣ୍ଡ କଟା ରାଜା ର ଭୂତ ର ଏପିଶୋଡ କେବେ ଆସିବ ମୁଁ ସେ episode ku ଅପେକ୍ଷା କରିଛି 😊😊😊😊
    ଆପଣମାନେ ଟିକେ ଜଲଦି ସେ episode ବନାନ୍ତୁ। ସେ ରାଜା ର ବି ପୁରା କାହାଣୀ ଟା ଜାଣିବାର ଆଗ୍ରହ ଅଛି ❤❤❤❤❤🙏🙏🙏🙏🙏🙏🙏🙏
    ନଟିଆ ର ସେ episode ku କେଉଁମାନେ ମୋ ଭଳି ଅପେକ୍ଷା କରିଛ ସେଇ ମାନେ ତଳେ like kara 👇👇👇

  • @LUCKY_95427
    @LUCKY_95427 4 месяца назад +7

    Last scene was very emotional n song also.. 😢😭May be singer RANJAN GAAN SIR🙏💐voice is awesome 🙏💐

  • @Prakash_satya_
    @Prakash_satya_ 4 месяца назад +1

    Gita stating re goosebumps asigala😢😢😢😢😢

  • @Natural_525
    @Natural_525 4 месяца назад +9

    Guys don't skip ,continue watching this episode 🤩🤩

  • @smilequeenjyotsna3614
    @smilequeenjyotsna3614 4 месяца назад +6

    Natia comedy kie sabu khaila bele dekhucha

    • @shruticreation5029
      @shruticreation5029 2 месяца назад +1

      Mu hagila bele dekhuchi khaila bele nuhna......

  • @ananyapanda1177
    @ananyapanda1177 4 месяца назад +1

    ଏହି ଗୀତଟି ଶୁଣି ଆଜି ମୋ ଵାପାଙ୍କ କଥା ବହୁତ୍ ମନେ ପଡିଲା 😓🥺😔

  • @kununayak7472
    @kununayak7472 3 месяца назад +1

    ଧନ୍ୟବାଦ ରଞ୍ଜନ ଗାଆଣ ଭାଇ ପୁଣି ନୁଆ ଗୀତ ଗାଇ ଥିବାରୁ 🙏🙏🙏🙏

  • @DILKARAJAPRADEEP143
    @DILKARAJAPRADEEP143 4 месяца назад +29

    ଭିଡ଼ିଓ ଟି ବହୁତ୍ ବଢିଆ ଲାଗିଲା thank you Natia comedy Nice episode ❤❤❤❤❤

  • @pragatikabisoyi
    @pragatikabisoyi 4 месяца назад +22

    Respect button for Natia ❤🙏

  • @chinmayabiswal2463
    @chinmayabiswal2463 4 месяца назад +1

    ଯାଜପୁର ଜିଲ୍ଲା ପାଇଁ ଗୋଟିଏ ଲାଇକ ହେଉ ❤

  • @diptimayeesia6450
    @diptimayeesia6450 4 месяца назад +3

    Kon kon hindu hey like karo ❤❤❤❤❤❤

  • @barshamahapatra242
    @barshamahapatra242 4 месяца назад +19

    ଯାହା ହେଉ ଆଜି zumbi part ଆସିଗଲା ❤️🔥

  • @Tapaswinibehera-x8j
    @Tapaswinibehera-x8j 4 месяца назад +16

    Zumbi episode asigala re kie kie khusi

  • @Miss__barsha__official__0
    @Miss__barsha__official__0 4 месяца назад +1

    Sabu part thu ae part ti bahut bahal lagila heart touching thila ☺☺☺

  • @user-bk6bo9ys7m
    @user-bk6bo9ys7m 4 месяца назад +1

    Jayajaganatha❤❤❤❤❤😢😢😢😢😂😂😂😂😂

  • @anupbarik31
    @anupbarik31 4 месяца назад +30

    Superb episode..
    Waiting for ଧର୍ମ ର ରକ୍ଷକ ଧର୍ମା ..
    Waiting for Natia's adventurous episode ..
    Waiting for ବିଲେଇ ଗ୍ୟାଙ୍ଗ
    Waiting for a Movie of Natia ❤
    Thanks Utkal Cartoon for entertaining..

  • @MrRukesOfficial
    @MrRukesOfficial 4 месяца назад +25

    Congratulations natia comedy 8 million subscribers complete 💯❤❤

  • @kanhubeja5673
    @kanhubeja5673 4 месяца назад +3

    ସତରେ ଭାଇ ଗୀତ ଟି ଶୁଣି ମୋ ଆଖି ରୁ ଲୁହ ଆସିଗଲା 😢😢 😢

  • @cruzyt6842
    @cruzyt6842 4 месяца назад

    Danga be like -- Hi Hi hi hi Hi ..... ମୁଁ ଜୋମ୍ବି ତୁମକୁ ବି ଜୋମ୍ବି କରିଦେବି 😂😂😂😂😂

  • @asutoshswainasutosh1484
    @asutoshswainasutosh1484 4 месяца назад +5

    I am excited to see this episode finally satisfied after seeing this episode 💖💖💖

  • @biswajityt0fficial
    @biswajityt0fficial 4 месяца назад +19

    Congratulations for 8 million ❤❤❤

  • @PGcreative98
    @PGcreative98 4 месяца назад +2

    Bhai mame mate ta tike like kara mara comment me 0. Like❤❤❤

  • @user-zy1kp8ol8q
    @user-zy1kp8ol8q 4 месяца назад +3

    😭😭I love this song and episode

  • @Deepavlog2.0
    @Deepavlog2.0 4 месяца назад +6

    ଜୟ ଜଗନ୍ନାଥ 🙏🙏🙏

  • @ommprakash4318
    @ommprakash4318 4 месяца назад +12

    ଏଇଟା ବହୁତ ଭଲ ଲାଗିଲା

  • @PAGAL_M10_FF_YT
    @PAGAL_M10_FF_YT 4 месяца назад +2

    ନଟିଆ ଭାଈ ଜୟ ଜଗନ୍ନାଥ

  • @OD_HAPPY_YT
    @OD_HAPPY_YT 4 месяца назад +3

    Natia video ra aeta sabuthu mast episode bohut badhia lagila ❤

  • @BanthuLoki
    @BanthuLoki 4 месяца назад +35

    ଶୁଭସକାଳ ଜୟ ଜଗନ୍ନାଥଯ ଯାହା ହେଉ ଆଜି ଅପେକ୍ଷାର ଅନ୍ତ୍ ଘଟିଲା🎉🎉❤❤🎉🎉

  • @TunuYadav-kz5xz
    @TunuYadav-kz5xz 4 месяца назад +46

    Aaj meri tuition ki fast day haihea sab duakaro ki mera din achha jaye❤❤😊😊❤❤😊😊😊❤

    • @kanhanaik123
      @kanhanaik123 4 месяца назад +1

      Chal nikal 😅

    • @BijayaDora-kk6sq
      @BijayaDora-kk6sq 4 месяца назад +1

      Hnn bhai 😊❤🤗

    • @somalin12357
      @somalin12357 4 месяца назад +2

      Summer course start hauchi may be tmr am I right?

    • @mbcreations5887
      @mbcreations5887 4 месяца назад

      😊❤❤💗p​@@kanhanaik123

    • @pinkuhadi1405
      @pinkuhadi1405 3 месяца назад

      Baba❤❤❤❤❤❤❤❤😊😊😊😊😊😊

  • @biswajitbarik4362
    @biswajitbarik4362 4 месяца назад +1

    Natia comedy Best Thila.Achhii Au Rahibaa...........❤❤❤❤❤❤❤

  • @rabindrabehera4953
    @rabindrabehera4953 4 месяца назад +4

    Natia is inta legend ❤❤❤❤

  • @bmmalik6046
    @bmmalik6046 4 месяца назад +11

    First like mote milu jay jagannath ❤❤❤

  • @sashmita949
    @sashmita949 4 месяца назад +5

    ଜୟ ଜଗନ୍ନାଥ ⭕‼️⭕🙏 Always My favourite natia Tuan Tuin comedy ମୁଁ ଅପକ୍ଷାକରିଥିଲି zombi part କୁ ❤❤

  • @lilenmohali4694
    @lilenmohali4694 4 месяца назад +2

    ସତରେ, ୟାକୁ ଦେଖି ମୋର ବାପାଙ୍କ ସହ ଛୋଟ ବେଳ କଥା ମନେପଡିଲା। ତେଣୁ ବାପାଙ୍କ ପାଇଁ ଗୋଟିଏ like ହେଉ

  • @ChandanCreation-07
    @ChandanCreation-07 4 месяца назад +1

    Bhai mane mu aga karichi comment mate dia 😂😂😂 like

  • @sibakumarpradhan
    @sibakumarpradhan 4 месяца назад +8

    Natia comedy so intresting comedy ❤❤❤ youtube re natia comedy number 1 re chalichi 🎉🎉🎉🎉🎉🎉🎉🎉🎉.... Keep its up ❤️❤️❤️💖🥰🥰🥰... 💫💫💫

  • @user-pl1si6vh4b
    @user-pl1si6vh4b 4 месяца назад +7

    Sunday ku natia ra new episode 🎉🎉🎉😂🎉😂 full fun

  • @jagannathpadhi4682
    @jagannathpadhi4682 4 месяца назад

    First ei kadena mo jhia gita pai au ranjan gaan Bhai nka pai gote extra likes.last part suni mu satare Kandi pakeili.nija nija bapa nka pai au maa pai gote like hou😊❤❤❤

  • @bikrammallik14
    @bikrammallik14 13 дней назад

    That song and when father remebered his old memories 😢😢😢😢 literally tear coming

  • @Ajitsahoo645
    @Ajitsahoo645 4 месяца назад +7

    ଜୟ ଜଗନ୍ନାଥ🙏🙏❤️... ଶୁଭ ସକାଳ,,,ଭିଡ଼ିଓ ବହୁତ ଭଲ ଲାଗିଲା ☺️.....

  • @upendrammg6804
    @upendrammg6804 4 месяца назад +14

    Bohut bhala lagila❤❤

  • @Prakash_satya_
    @Prakash_satya_ 4 месяца назад +1

    Starting re gore zombi puspa bhalia chaluchi😂😂😂😂😂

  • @subhashreeprusty6081
    @subhashreeprusty6081 4 месяца назад +2

    “Zumbie"-Part is the Best Part💜🥰