News Fuse 15 June 2020 | Raja Special Episode | ଫ୍ୟୁଜ଼ ଚାଟଶାଳୀ
HTML-код
- Опубликовано: 15 окт 2024
- The highest rated show among all Odia news television which focuses on analysing the socio-political issues. Famous Ollywood Comedian Hrushikesh Das presents the small but realistic issues faced by the general audience in a semi-comical manner. This show acts like a moral police for Odisha citizens.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: live.odishatv.in/
RUclips: goo.gl/Ehz6OP
Facebook: / otvnews
Circle on G+: google.com/+otvodisha
Twitter: / otvnews
Instagram: / otvnews
#NewsFuse #OdishaTV #OTV
Solid 👍👌
Congress sasana pathanara abirbhaba
Kesari
ମାଉସୀ ମାନଙ୍କ ମୁଁହ କୁ ଲାଜ ନାହଁ
Wow
2021 re kiye dekhuchanti like korontu sango mane 😁
hanumanra ketati putra
R8 answer
Mata sita
Full bobal 🤟🤟😀😀😀
He bhagaban
Sethi pain kohonti odia mendha kichhi Jani nahanti solaguda
Just a small correction Mahabharata Byasdev Nahi Sri Ganesh lekhithile.
Entertainment as well as...... teaching
Knowledge bahut
Ohh 😅😅🤣🤣
ଆପଣ କୋଉ ଠିକ କହିଲେ, ଗଣେଷ ଲେଖିଲେ ବ୍ଯାସଦେବ ଡାକିଥିଲେ।
ଏମାନଙ୍କୁ ଘର ଭଗାଁ କଥା ଓ ପର ଘରେ କିଏ କଣ କରୁଛନ୍ତି ପଚାର ଏମାନେ ସମସ୍ତେ ମଢେନ ଜୁଗର
HahA
ଭାଇ ସେ ସହର ଛାଡି ଗାଁକୁ ଆସ ଗାଁ ଲୋକ ମାନେ ରାମାୟଣ ମହାଭାରତ ବିଷୟରେ ସବୁ କହିଦେବେ।
ଥରେ ଆସିକି ଦେଖ
Ramayana and Mahabharate gana Bhuta Bhala
ଏମାନେ କଣ ସହରରେ ଚାଷ କରୁଛନ୍ତି। ଯାହାକୁ ପଚାର ଘରେ କାମ କରୁଛି , ସେଥିପାଇଁ ଜାଣିନି। ତାହାଲେ ହିନ୍ଦୁ ଧର୍ମର ଅବସ୍ଥା କଣ ହେଲାଣି ଦେଖନ୍ତୁ।
ଲଜ୍ୟା ଲାଗୁଛି ତୁମେ ହିନ୍ଦୁ , ଧିକ
ଏମାନଙ୍କ ମାସ୍କ ଖୋଲି ଦି ଗାଲରେ ଦି ଜୋତା ମାରିବା କଥା,ନ ହେଲେ ଯୋଉ ପୋଲିସ ମାନେ ସେଠି onduty ରେ ଅଛନ୍ତି ସେମାନେ ତାଙ୍କ ଲାଠିରେ ବହେ ସେକିଲେ ସବୁ ବଳେ ମନେପଡିଯିବ..ମୁଣ୍ଡରେ ପଡିଥିବା lockdown ର ତାଲା ପୁରା ଖୋଲିଯିବ.ଏଇ ଗୁଡ଼ାଙ୍କୁ କରୋନା ହେଉନି ଯା
Aa mananku lipstick kamiti laga heba pachara
ସେ କୁନ୍ତି ଙ୍କ ର ସ୍ଵାମୀ କିଏ ପଚାରନ୍ତୁ ନାହିଁ କାରଣ ସେ ପୁଅ ଙ୍କୁ ସ୍ବାମୀ କରିଦେଲେ ପାପ ଲେଖିବ ଆଉ ଭିଷ୍ମଙ୍କୁ କୁନ୍ତୀ ଙ୍କ ସ୍ୱାମୀ କହିଲେଣି ଭାଈ ପାପ ଲେଖିବ
ସତରେ ଏମାନେ କଣ ଜାଣିନାହାନ୍ତି
ବିଶ୍ୱାସ ହ ଉନି 😢😢😢😢😢
ଶ୍ରୀମାନ
ଦୁରଦର୍ଶନ ଦ୍ୱାରା ଧାରାବାହିକ ଭାବେ ଦେଖାଇବା ଓ ବିଦ୍ୟାଳୟ ପାଠ୍ୟକ୍ରମ ରେ ପଡାଇଵା ମଧ୍ୟରେ ତଫାଟ ଅଛି ।
ମୁଁ ବିଦ୍ୟାଳୟରେ ପଦାଏ । ପ୍ରଥମ ରୁ ଦଶମ ଶ୍ରେଣୀ ମଧ୍ୟରେ ସାହିତ୍ୟ ବହିରେ ଗୋଟେ ଦୁଇଟି ପାଠ ଥିବ ।
ଗଣିତ ରେ ଆର୍ଯ୍ୟଭଟ୍ଟବିଷୟ ରେ ଦୁଇଟି ଧାଡି । ବିଜ୍ଞାନ ଓ ଭୂଗୋଳ ରେ ଭାରତୀୟ ମାନଙ୍କ ନାମ ପ୍ରାୟ ନଥାଏ । ଇତିହାସ ରେ ମଧ୍ୟ ସଭ୍ୟତା ନାମ ରେ ଭାରତ ବିଷୟ ବସ୍ତୁ କମ । engine ଓ हिंदी କଥା ନ କହିବା ଭଲ । ସଂକୃତ ରେ ଭାରତ ବିଷୟ ରେ କିଛି ଟା ଜ୍ଞାନ ମିଳେ । କିନ୍ତୁ କେତେକ ପାଇଁ ତାହା ବେକାର ପାଠ ଓ କେତେକ ପାଇଁ ତାହା ଏକ ସମ୍ପ୍ରଦାୟ ର ପ୍ରତୀକ ।
ତ
ବେଦ
ଉପନିସେଦ
ଆୟୁର୍ବେଦ
ରାମାୟଣ
ମହାଭାରତ
ଗୌତମୀ ନନ୍ଦନ ବୁଦ୍ଧ ଓ ମହାବୀର ଜୈନ
ଭାରତ ଭୌଗଳିକ ସୀମା
ଜଗନ୍ନାଥ ସଂକୃତି
ଭାରତରେ ସଂକୃତ ଭାଷା ଓ ଅନ୍ୟ ଭାଷାର ମହତ୍ତ୍ୱ
ଭାରତୀୟ ବିଜ୍ଞାନ ଓ ଭୈଗଳିକ ବିଜ୍ଞାନୀ ।
ଭାରତର ଅର୍ଥନୀତି ବିଶାରଦ ଚାଣକ୍ୟ ଓ ସାମାଜିକ ଉତ୍ତମ ଵ୍ୟଵସ୍ଥା
ଅନ୍ୟାନ୍ୟ ।
ତ phone ରେ Gandhi baat କିମ୍ଭା ବିଭ୍ରାନ୍ତି କର ସୂଚନା , whatapp ଓ ଅନ୍ୟ ସମାଜିକ ଗଣ ମାଧ୍ୟମ app ମାନଙ୍କରେ ବ୍ୟକ୍ତିଗତ କଥାବାର୍ତ୍ତା, ଗୁରୁଜନ ଓ ସଂମାନ ବହିରେ, ଭଲ ପାଇବା ଅର୍ଥ ଶାରୀରିକ ସମ୍ପର୍କ ଇତ୍ୟାଦି ।
ଖରାପ ଭାବିବେ ନାହିଁ । ଓ ଟିଭି କାର୍ଯ୍ୟାଳୟ ର ସମସ୍ତ ସଦସ୍ୟ , କର୍ମଚାରୀ ଓ ମାଲିକଙ୍କୁ ଏହି ପରି ସାକ୍ଷାତକାର କରନ୍ତୁ ଏବଂ ପ୍ରଶ୍ନ କରନ୍ତୁ । ଆପଙ୍କ ର ପ୍ରତିକ୍ରିୟା ଆଶ୍ଚର୍ଯ୍ୟ ଜନକ ହୋଇଯିବ ।
ଜୟ ଜଗନ୍ନାଥ ।
ଆମ ହିନ୍ଦୁ ଲୋକ ମାନେ ୩୦-୩୫ ବର୍ଷ ତଳେ ଯେତିକି ମନେ ରଖିପାରିଥିଲେ କିନ୍ତୁ ବର୍ତ୍ତମାନର ମର୍ଡନ୍ ଫେସନ୍ ପାଇଁ ସମୟ ନିଅଣ୍ଟ। ମେମୋରିରେ ଜାଗା ଥିଲେତ ପୌରାଣିକ କଥାକୁ ମନେରଖିବେ।
Sita
ଓଡ଼ିଶାର ଳୋକ ହିଁ ଓଡିଆଭାଷା ବାହାର କରିଛନ୍ତି. ବଂଗାଳୀନୁହନ୍ତି l
Very nice programs
ସାର ଏ ବଜାରିଆ ମେଡା ଗୁଡାକୁ କାଇଁ ପଚାରୁ ଛନତୀ ଆମ ଗାଁ ଆଡକୁ ଟିକେ ବୁଲି ଆସନତୂ ଏ ବଜାରୀଆକଂ ଠାରୁ ଆମ ଦମ କେତେ ସାର କଥା ଟିକୁ ଦେହକୁ ଟିକେ ନେବେ
Knowledge provide.....karuchhi
ଏମାନଙ୍କୁ ଲିପିସ୍ଟିକ ଆଇବୃ ret ପଚାର
ଆଉ ଗାଁ କୁ ଆସିକି ରାମାୟଣ ମହାଭାରତ ର ପ୍ରଶ୍ନ ପଚାରନ୍ତୁ
Rate ra spelling ta thik lekha
Janaka
E sabu question ra answer mate ashu thila
Mahabharat bysadev lekhinathile ganesh lekhithile bysadev rachana karithile
I request OTV.
Take such interview with Teachers and Govt. Officials, preferably OAS and IAS.
Kn re mate pacharu na mora 9 th class 😅
Jeun manne answer daba samayare short English kahuchhanti tanku tk fuse kale ammara odia vasa ra unnati heba boli assha karuchhu,, pls try it
ରାମାୟଣ & ମହାଭାରତ ରେ ପ୍ରବଳ ଜ୍ଞାନ ଏମାନଙ୍କର, ସେଇଥିପାଇଁ ଆମ ଦେଶର ହିନ୍ଦୁ ମାନଙ୍କର ଆଜି ଏହି ଅବସ୍ଥା
Ametabideshi pathapadhile
Egdom sato bhai
Right
4.30 HARIBOLO HARIBOLO...
Mahabharata Ganesha lekhithile aau Vyasadeba Dakithile.
Rabindranath tagore
Hurshi sir namskar news fews Thank you joi sree krishna
ଜୟଶ୍ରୀ ଚୈତନ୍ୟ ମହାପ୍ରଭୁ ଜୟ ରାଧା ରମଣ ଜୟ ଗୋପାଳ ଜୟ ଜଗନ୍ନାଥ ଜୟ ସୀତାରାମ ଜୟ ଲକ୍ଷ୍ମୀ ନାରାୟଣ ।ରାମାୟଣ ଗ୍ରନ୍ଥ ରଚନା କରିଥିଲେ ମହାମୁନି ଵାଲ୍ମିକି ଏବଂ ମହାଭାରତ ରଚନା କରିଥିଲେ ଵେଦଵ୍ୟାସ ।ରାମଚରିତ ମାନସ ର ଲେଖକ ତୁଳସୀ ଦାସ ଗୋସ୍ଵାମୀ
I realy proud of this type of foolish peoples present in our odisha. Who did not his/here own mother land language.please sir ask me any question.
Dress kiniba, shopping kariba aau park jaiki office kaama karuchanti. Emanku Ramayana aau Mahabharata katha pacharuchanti.
ପାଉଡର ବେଶି ଯାତରା କମ,
So funny
Balmiki
@newsfuse team..ସଂସ୍କୃତ ମହାଭାରତ ଶ୍ରୀ ଗଣେଶ ଲେଖିଥିଲେ, ବ୍ୟାସଦେବ ତାଙ୍କୁ ଶ୍ଲୋକ ଡାକିଥିଲେ...make your facts correct,then take credit..
ଏଠି ପ୍ରଶ୍ନ ପଚାରିଥିବା ମାଷ୍ଟ୍ରେ ହିଁ ଭୁଲ କହୁଛି.. 😀😀😀😀..
🤗🤗🤪🤪😛😛😝😝😜😜😋😋
Bala news
Sabu sarigala loka ete aagaku jaichhanti je office re kama kariba janichhanti hele se Jani parunahanti,,,,,Aau vasa Nahi kana kahiba....Dhanyabad Bhai vala khabar Dela,aau 5 barsa pare nija Shashu & Shashura nku bhuli jauchhanti pila chuanku kemiti mane rakhibe kejani🙏🙏🙏🙏🙏🙏🙏Mo katha dehaku nabani
ଏମିତି ବି ଅଛନ୍ତି ନା ଓଡ଼ିଶା ରେ
ଏମାନଙ୍କୁ serial katha pachara
Right
Hero heroine mananku tk pacharuna..jana padiba..
Murkha,Gadha,au Ekdum Behiya loka guda........ Jou mane Ans deiparileni
ଲଜ୍ୟା ନାହିଁ ଜା।।।।।
Hari Bola.....😂😂😂👌
ଧିକ୍ ତୁମ ଜୀବନ ମା ସୀତା କୁ ଜାଣି ନାହାନ୍ତି
Maha varat ganesje lekhi chhanti viyasa dev taku varnanaa kare thille
😁😀😂 ଚାଟ ଶାଳି ପାଠ, ,,ଅଁ ଅଁ😲
ଭାଇ ହିରୋ କଥା ପଚାର
kou flim re kia hero kahuku love e sabu jana
Khali ta tik Tok baneiba re besta Ramayan Mahabharat answer asile ta debe.. 😃😃😃👍👍
Hasucha Lajalaguni. Hasucha
There are only 6 classical laguages are there in India.
Tamil (declared in 2004),Sanskrit (2005), Kannada (2008), Telugu (2008), Malayalam (2013), and Odia (2014).
Che...che...che...che...Lajya Laguni aeimana nku dhik sale aeimane odisha matire janma heichhanti .....
Emane sabu Sonakshi Sinha ra Lite version 🤣😂
Au tame kana bala
Ojha baby
😂😂😂
ଦ୍ରୁତ ରାଷ୍ଟ୍ର
ଏଗୁଡ଼ାକ ମଣିଷ ଟି
ଏମାନଙ୍କୁ film ଉପରେ ପଚାରିଲେ ଡ଼କ ଡ଼କ କରି ବାନ୍ତି କରିଦେବେ
ଲଜ୍ୟା ନାହିଁ
ଆଜ୍ଞା
@@archanaroy7647 ✌
କୁହନ୍ତୁ
@@sayanmukherjee99 ଆଜ୍ଞା କୁହନ୍ତୁ
@@archanaroy7647 kon kohibi madam
ghia khaibu .. aaaaloooo
ମାଆ ଲୋ ଓଡ଼ିଶାରେ କଣ ଏମିତି ହୁଏ କି l😁😁😁😁
ନାରାୟଣ ଭାଇନା ଏମାନକୁଂ ବିୟୁଟି ପାର୍ଲର କୁ ନିଅ କଉ ଫେସୱାସ ଲଗେଇବେ ଆଖି ବନ୍ଦ କରି କହି ଦେବେ ା
Ur right,
Thank you so much,
Kya bat bola Yar 😃💃🤛
Balmiki lekhithile ramayana. Maha baharata lekhithile byasadeva
3 days
Ha ha
Good morning
😁😂😊
ଏ ଗୁଡାକ ସବୁ ଓଡ଼ିଶା ମାଟି ପାଇଁ କଳନଙ୍କ
Background music pura mst🤣🤣
😂🤣🤭🤭😜
ଭଉଣୀ ମାନଙ୍କୁ ପଚାର କି ଟିକ୍ ଟକ କରିବା କଥା ଆଉ ଲଭ କରିବା କଥା ସିଏ ଫଟା ଫଟ୍ ଉତ୍ତର ଦେବେ
It is a very teach full programme of all and every one persone keep it up bande utkala janani 🙏🙏🙏
😛😛😛😛😛😛😛😛
Dhutarastra..
Gaan re asantu sabu kahi debe
He bhagaban au gote mahabharat au ramayan amane sabu lekhibe
▄︻̷̿┻̿═━一▄︻̷̿┻̿═━一▄︻̷̿┻̿═━一o==[]::::::::::::::::>⌐╦╦═─
Jou style re laxmi kanta kahuchi Mani Baku padiba
Ha ha ha
Dhutarastra
ଆମ ଓଡିଆ ଲୋକମାନେ ସୀତା ମାଇ କି ଅଣ୍ଡିରା ଠିକ୍ ଭାବେ କହିପାରିବେନି ତେଣୁକରି ଏତେ ଭିତରକୁ ପଶି ସମୁଦ୍ରରେ କାତ ଧରି ମାପିବା ଭଳି ଓଡିଆଙ୍କ ମୁଣ୍ଡକୁ ପୁରାଣ କଥା ପରୀକ୍ଷା କଲେ କଣ ହେବ
Dhutarastra gandharinka swami
Ramayana rabana lekhichi🤔bodhe.
E katha guda suniki gandahari atmahatya karidebe.. 🤣🤣🤦♀️
🤣🤣🤣
Byasodevo
Balmiki lekhithile ramayana
Amaku lajya laguchhi re dekhiki chhota chhua kahidebe pravu rama nka stree maa sita boli. Ea kn ama odia loka ta sabu english medium gale , gale mana nahi educated hua hele ama sanskriti ku emiti bhuli jiba ta thik nuha🙏🏻