"କାହିଁକି ଉଠୁ ନାହିଁ SC, ST RESERVATION?" କେନ୍ଦ୍ର ସରକାରଙ୍କୁ SUPREME COURT ଙ୍କ ପ୍ରଶ୍ନ

Поделиться
HTML-код
  • Опубликовано: 15 янв 2025

Комментарии • 454

  • @odiapathasala
    @odiapathasala  День назад +2

    Purchase Books for OSSC LTR, OPSC, OSSSC etc :
    Order Link: rzp.io/rzp/ezbooks
    (Free Home Delivery)

  • @sarat1294
    @sarat1294 2 дня назад +24

    ଜାତି ଗୋଟିଏ ଭାରତୀୟ ବୋଲି ରଖି, ଆଉ ସବୁ ଜାତି ଉଠାଯାଉ ।

  • @narayannaik5304
    @narayannaik5304 2 дня назад +22

    Develop karibaa ସ୍ଥାୟୀ କି
    ଜାତିପ୍ରଥା ଉଠାନ୍ତୁ ।
    ସମସ୍ତେ ସବୁ ଜାଗାକୁ ଯାଇପାରିବେ
    ସବୁ ଜାତି ରେ ବାହା ହେଇପାରିବେ
    ସବୁ ଜାଗାରେ ଖାଇ ପାରିବେ ।
    ସୁପ୍ରିମକୋର୍ଟ ମୂର୍ଖ ଲୋକ ଅଛନ୍ତି

    • @RabindranathPanigrahi-t5l
      @RabindranathPanigrahi-t5l День назад

      ଆଜ୍ଞା , ଆମ ଦେଶର ଲୋକ ନିଜ ଇଚ୍ଛା ଅନୁସାରେ ବୁଲୁ ଛନ୍ତି, ହୋଟେଲରେ ସମସ୍ତେ ଏକାଠି ବସି ଖାଉଛନ୍ତି ,ବାହା ହେବା କଥା ଏଇଟା ସମାଜର କଥା ନୁହେଁ ଝିଅ ପୁଅ ତାଙ୍କ ଇଚ୍ଛା ଅନୁସାରେ ବିବାହ କରି ପାରିବେ provided ପିଲାର ଯୋଗ୍ୟତା ଥିବା ଆବଶ୍ୟକ ।

    • @saratsahu5757
      @saratsahu5757 День назад

      baha bhi ebe hauchhanti mana ichha

  • @manojbania755
    @manojbania755 2 дня назад +34

    ଆଗ ଜାତି ପ୍ରଥା ଉଠାଯାଉ ତାପରେ ଏହି ନିୟମ ଲାଗୁ ହେଉ

  • @binayakmishra4017
    @binayakmishra4017 2 дня назад +12

    ସରକାରୀ ସ୍ତରରେ ଜାତିଶବ୍ଦ ସମସ୍ତ କାଗଜପତ୍ରରୁ ଉଚ୍ଛେଦ ହେଉ ।

  • @balakrishnabehera8308
    @balakrishnabehera8308 2 дня назад +87

    ଜାତି ପ୍ରଥାକୁ ସର୍ବ ପ୍ରଥମେ ଉଛେଦ କରାଯିବା ଜରୁରୀ।

    • @baniahembram9012
      @baniahembram9012 2 дня назад +2

      ତମେ କୋଉ behera ବା....?? ହାଣ୍ଡି behera ନା କେଉଟ ବେହରା.... ତମେ କେବେଠୁ General ହେଲା କି..

    • @priyabratanimalu3878
      @priyabratanimalu3878 2 дня назад

      Right

    • @sushamamajhi-rh4dk
      @sushamamajhi-rh4dk 2 дня назад

      ତ ବାଳ

    • @suramapradhan530
      @suramapradhan530 День назад +2

      Tame nimn jatiku baha heba ta

    • @kishorkumbhar9519
      @kishorkumbhar9519 День назад +1

      Jati Prabha prathame utha jau ta pare chinta kariba .jadi jatipratha na uthile au 1000 barsa reservation dele bi Kam heba

  • @RajendraMandika-b2h
    @RajendraMandika-b2h 2 дня назад +26

    କୋଟା ଯଦି ଉଠାଯିବ ତାହାହେଲେ ଜାତି ପ୍ରତା ବନ୍ଦ କରାଯାଉ ଏଠି କେହି ଉଛ ଜାତି ଦରକାର ନାହିଁ । ବ୍ରାହ୍ମଣ ବୋଲି କେହି ରହିବା ଉଚିତ୍ ନୁହଁ ।

  • @sukantamalik4139
    @sukantamalik4139 2 дня назад +47

    Sir ଆପଣଙ୍କ ଅଂଚଳରେ sc/st category ra କେତେଜଣ ips/ias hoichanti?

    • @Black-v5k
      @Black-v5k 2 дня назад +1

      Apanka district re kete jan ias/ips heichanti janichanti ki???

    • @prasannajitsingh9101
      @prasannajitsingh9101 День назад +1

      ଗିରୀଶ ମୁର୍ମୁ ଆଇଏଏସ ଅଫିସର hei ch6 ti

    • @ashokkumarnayak3300
      @ashokkumarnayak3300 День назад

      ​@@prasannajitsingh9101.. only 1. Example dei.. system ku kharap kahucha😂..

    • @sambhunathsumrai9912
      @sambhunathsumrai9912 12 часов назад

      Kete khaile mono bujhibo

  • @prafullasethi9212
    @prafullasethi9212 2 дня назад +10

    ଆଗ ମନ୍ଦିର ରୁ reservation ଉଠୁ। ସେଠାରେ ସବୁ ଜାତିର ଲୋକମାନେ ପୂଜା କରି ପାରିବେ ଵୋଲି ନିୟମ ହେଉ।
    ଯଦି କ୍ରିମ ଲେୟାର କଥା ଉଠୁଛି ତେଵେ ଯିଏ ଥରେ MP କିମ୍ବା MLA ହେଲେ ସେମାନେ ଆଉ SC ST ଭାବରେ ଲଢି ପାରିଵେ ନାହିଁ ତ?

    • @itsonlymadhu
      @itsonlymadhu 2 дня назад

      Yes sei Katha ta kuha heuchi jaha falare sabu sc st pila lava paibe naki kichi sc st pila neijibe

    • @ashokkumarnayak3300
      @ashokkumarnayak3300 День назад

      ​@@itsonlymadhu. sethipain Tamar jaluchi. ଉଚ୍ଚ ବର୍ଗ ଲୋକ କେତେ sc St nkar ସୁଭ ଚିନ୍ତକ ହେଲେଣି 😅😅

  • @balaihansdah9320
    @balaihansdah9320 2 дня назад +10

    IAS , IPS ଅଫିସର ହୋଇଗଲେ କ'ଣ ତାଙ୍କ ଜାତି ବଦଳି ଯାଏ ନା ? ST,SC ଙ୍କୁ କେଉଁ ଆଧାରରେ ସଂରକ୍ଷଣ ମିଳିଛି ତା'ର ଇତିହାସ ଟିକେ କହନ୍ତୁ....

  • @mangulicharanmallick1187
    @mangulicharanmallick1187 2 дня назад +8

    ଆରେ ସାମ୍ବାଦିକ ଭାଇ ସୁପ୍ରିମକୋର୍ଟ ଙ୍କୁ କ'ଣ ଦେଖାଯାଉନି SC/STଙ୍କ ଜାତି କାହିଁକି ଉଠୁନି କିନ୍ତୁ ସୁପ୍ରିମକୋର୍ଟ ଙ୍କୁ ଖାଲି ଦେଖାଯାଉଛି SC/ST ଙ୍କ Reservation. ସେ ଭଳି ସୁପ୍ରିମକୋର୍ଟ ବିଚାରପତି ଙ୍କୁ ସିଧା ଚାକିରିରୁ ବାହାର କରିଦେବା ଦରକାର । ଯଦି ଜାତି ଉଠାଇ ପାରୁନାହାନ୍ତି ତାହେଲେ ସେ କି ସୁପ୍ରିମକୋର୍ଟ ବିଚାରପତି । ସେହି ବିଚାରପତିମାନେ ଡୋନେସନ୍ ଦେଇ ବିଚାରପତି ହୋଇଛନ୍ତି ତାଙ୍କର ସମାଜ ବିଷୟରେ କୌଣସି ଜ୍ଞାନ ନାହିଁ। SC/ST ଙ୍କ Reservation ଜାତି ପାଇଁ ହୋଇଛି। ଯଦି Creamy layer ଲାଗିବ ତାହେଲେ ସମ୍ବିଧାନରେ ପାଶ୍ କରାଯାଉ ସେହି କୋଟା ଭିତରେ Creamy layer ରହୁ । ଏହା ଯେମିତି ଜେନେରାଲକୁ ନଯାଉ। ଏଭଳି ନିୟମ ସମ୍ବିଧାନରେ କରାଯାଉ । ସାମ୍ବାଦିକ ଭାଇ ଯଦି ଆପଣଙ୍କର ଅକାତ ଅଛି ଏବଂ ସୁପ୍ରିମକୋର୍ଟ ଓ ବିଜେପି ବା RSS ର ଅକାତ ଅଛି ତାହେଲେ SC/ST ଙ୍କର ପ୍ରଥମେ ଜାତି ହଟାଅ, ତାପରେ କୋଟା ହଟାଅ। ଏ ସବୁ ନକରି କାହାର ହିମ୍ମତ ନାହିଁ SC/ST ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନେବା ପାଇଁ ।

    • @mrkanhar8609
      @mrkanhar8609 2 дня назад

      Right 👍👍👍👍

    • @rajibpradhan429
      @rajibpradhan429 2 дня назад

      ସୁପ୍ରିମକୋର୍ଟ ରେ st/sc ବିଚାର ପତି ରହିବା ଦରକାର।।।

    • @manoranjan647
      @manoranjan647 День назад

      Aame jati ku nei kichhi kahibuni.kintu ebe sarakara jahaa karuchhanti ethire aama gariba paribaara bhai bauni maane upakrita hebu.....Khali tanka achhi boli semane sabubele chakiri karibe aame aau paibuni ...nija jaati boli Khali semaane laabha uthauchhanti ...

    • @prafullakumarpradhan2151
      @prafullakumarpradhan2151 22 часа назад

      ​@@manoranjan647what you are telling exatly petitioner wants to do

  • @sanjanajhankar
    @sanjanajhankar День назад +6

    କେହି ଉଠାଇ ପାରିବେ ନାହିଁ। ଯଦି ଉଠାଇବେ ରାସ୍ତାରେ ନିଆଁ ଜଳିବ ନିଆଁ ଜଳିବ 🔥🔥🔥🔥🔥

    • @deepakgarnayak6115
      @deepakgarnayak6115 День назад

      Tu reservation ne bina quality re okkatless tu murkha

    • @sanjanajhankar
      @sanjanajhankar День назад

      @deepakgarnayak6115
      ତୁ ଆଗେ Casteism ହଟା

  • @mundarama1122
    @mundarama1122 2 дня назад +30

    SC ST ଯଦି ଉଠିବ ତା ହେଲେ ଜାତି ପ୍ରଥା ବନ୍ଦ୍ କରାଯାଉ।ବ୍ରାହ୍ମଣ ଆଉ ଅନ୍ୟାନ୍ୟ ଜାତିର ଲୋକ ନିଜକୁ ବଡ଼ ଜାତି ଭାବି ଦିଅନ୍ତି। ସେଥିପାଇଁ ST SC କୋଟା କୁ ଉଠେଇ ପାରିବ ନାହିଁ।

    • @trailokyamohanty3681
      @trailokyamohanty3681 2 дня назад

      Being born in a so called upper class is now a crime

    • @Rocky12356-l
      @Rocky12356-l 2 дня назад

      😂😂

    • @itsonlymadhu
      @itsonlymadhu 2 дня назад

      Semane bhabi nathanti ame bhabu semane bada ame chota .karana ame alua apathua .murkha .padhile Sina janiba

    • @mrkanhar8609
      @mrkanhar8609 2 дня назад +5

      ଭାଇ ମନେ ଜାଣନ୍ତୁ ଯଦି sc st କୋଟା ଉଠେଇ ଦିଆଯା ଏ central india ଆଦିବାସୀ ମାନଙ୍କର ଦେଶ ସରକାର ଛାଡିବ, ଏ ହେଉଛି ଆଦିବାସୀ ଙ୍କର ଦେଶ ସେଥିପାଇଁ ଆଦିବାସୀ ମାନଙ୍କୁ କୋଟା ରଖା ଯାଇଛି

    • @mrkanhar8609
      @mrkanhar8609 2 дня назад

      କାରଣ ଆଦିବାସୀ ମାନଙ୍କର ଏକ ସ୍ୱତନ୍ତ୍ର ଦେଶ ଥିଲା, central india ବର୍ତମାନ ସରକାର ଶାସନ କରୁଛି ସେଥିପାଇଁ ଆଦିବାସୀ ମାନଙ୍କୁ କୋଟା ଦିଆଯାଇଛି ଯଦି କୋଟା ଉଠାଇଦିଆଯିବ ସରକାର ଦେଶ ଆଦିବାସୀ ଙ୍କୁ ଫେରାଇବାକୁ ପଡିବ

  • @sonalipadhy4739
    @sonalipadhy4739 2 дня назад +24

    ଯେଉଁ ପର୍ଯ୍ୟନ୍ତ reservation ଉଠିନାହିଁ ସେ ପର୍ଯ୍ୟନ୍ତ ଭାରତର କେବେ ମଧ୍ୟ ବିକାଶ ହୋଇପାରିବ ନାହିଁ।
    ଅଯୋଗ୍ୟ ଶିକ୍ଷକଙ୍କ ପିଲାଙ୍କୁ ଅଯୋଗ୍ୟ ଡକ୍ଟର treatment କରିବେ ଏବଂ ଅଯୋଗ୍ୟ doctor ଙ୍କ ପିଲାଙ୍କୁ.......

    • @gopinathdharua3993
      @gopinathdharua3993 2 дня назад

      Abe ghuda muhan jati prata katha ta jau hau6i chhuan achhun setebele kn mo lkb ku jau6

    • @sibanigaria8056
      @sibanigaria8056 2 дня назад +1

      Thik kahichhanti

    • @munathewriter1234
      @munathewriter1234 2 дня назад +10

      achha ତୁ ଶଳା ବହୁତ ଯୋଗ୍ୟ 😂😂who are you your qualification 😂😂

    • @litudas6793
      @litudas6793 2 дня назад +1

      ଜାତି ବ୍ୟବସ୍ତା କେବେ ଉଠିବ

    • @Laxman-ku5up
      @Laxman-ku5up 2 дня назад +1

      Abe

  • @subhakanta2165
    @subhakanta2165 2 дня назад +26

    ଶିକ୍ଷକ ନାମରେ କଳଙ୍କ ଆପଣ। ଦେସର ଛୁଆ ଠୁ ବୁଢା ପ୍ରଯ୍ୟନ୍ତ ଜାଣନ୍ତି କି ସରକ୍ଷଣ ଆର୍ଥିକ ଆଧାର ରେ ନୁହେଁ ଜାତି ଆଧାର ରେ ଦଳିତ ଶୋଷିତ ଆଉ ଏକାଥନୀୟ ଅଥ୍ୟାଚାର ସହିଥିବା ଦଳିତ.ଆଦିବାସୀ ସମୁଦାୟଙ୍କୁ ସରକାରୀ କ୍ଷେତ୍ରରେ ତାଙ୍କ ଲୋକସଂଖ୍ୟା ଅନୁସାରେ ସରକ୍ଷଣ ଦିଆଯାଇଛି। ଏଥିରେ ଧନୀ ଗରିବ କୋଉଠୁ ଆସିଲା। ଏହା ମନୁବାଦି ସଂଗଠନ ଆଉ ସରକାର ଚାପ ଥିଲା ଯାହା ସୁପ୍ରିମକୋର୍ଟ କହିଲେ। ଆଉ ଗରିବଙ୍କ ପାଇଁ ସରକ୍ଷଣ ନୁହେଁ କୌଣସି ଯୋଜନା ର ଆବଶ୍ୟକତା ରହିଥାଏ। ହେଲେ ଭାରତର ଏମାନବୀୟ ମାନୁ ବ୍ୟବସ୍ତା ଆହେ ବି କରିଦେଲେ ସମ୍ବିଧାନ ବିରୋଧରେ ews ଆଣି ଯୋଉମାନେ ହାଜର ହଜାର ବର୍ଷ ଧରି ସମାଜର 100% ଅଧିକାର ନିଜ ପାଖରେ ରଖିଥିଲେ ଓ ମାତ୍ର ଚାରି ରୁ ପାଞ୍ଚ % ସେମାନଙ୍କୁ 10 % ସରକ୍ଷଣ ଦିଆଗଲା। କେତେ ନୀଚ ତମେ ଯୋଉମାନେ ହଜାର ହଜାର ବର୍ଷ ସବୁ ଅଧିକାର ମାଡିବଶିଲେ ମାତ୍ର 5% ହୋଇ ତାଙ୍କୁ ews ରେ 10% ସରକ୍ଷଣ ଦିଆଗଲା ହେଲେ କେହିବି ବିରୋଧ କଲ ନାହିଁ। ଯେତେବେଳେ 14% sc ଓ 9% st ମାନଙ୍କୁ 14%ଓ 9% ଦିଆଗଲା ତାମମାନଙ୍କ ପେଟରେ ଯନ୍ତ୍ରଣା ହେଉଛି।

    • @samalsingh4912
      @samalsingh4912 День назад

      You are right

    • @himansudash9149
      @himansudash9149 День назад

      କିଛି ସୁବିଧାବାଦୀ ଲୋକଙ୍କ ପାଇଁ ୭୫ବର୍ଷ ପରେ ମଧ୍ୟ ସମସ୍ତେ ସୁବିଧା ପାଉନାହାନ୍ତି।

    • @samalsingh4912
      @samalsingh4912 День назад

      @@subhakanta2165 କିଛି ଅହଙ୍କାରୀ ଲୋକମାନଙ୍କ ପାଇଁ ଜାତିପ୍ରଥା ହଜାର ହଜାର ବର୍ଷ ହେଲାଣି ତିଷ୍ଠି ରହିଛି

    • @piracy308
      @piracy308 День назад

      Absolutely right 👍 💯

  • @santoshkumarmishra2620
    @santoshkumarmishra2620 2 дня назад +29

    ସମସ୍ତ Reservation କୁ ବନ୍ଦ କରାଯାଉ. କାରଣ ଅନାମଧେୟ ଅନଭିଜ୍ଞ ଅର୍ଧ ଶିକ୍ଷତ (ମୂର୍ଖ) ଛାତ୍ର କୋଟାରେ ଚାକିରୀ କରୁଛନ୍ତି. ଜ୍ଞାନ ନଥିବାଯୋଗୁ ବଡବଡ ବ୍ରିଜ କୋଠା ଘର ଭୁଷୁଡିପଡୁଛି. ଅପରେସନ ରେ ରୋଗୀ ମରୁଛନ୍ତି. ଶିକ୍ଷକ କୁ ପଣକିଆ ଆସୁନି.

    • @RajNial-o8k
      @RajNial-o8k 2 дня назад +1

      Impossible sabu

    • @hemantachhatria4027
      @hemantachhatria4027 2 дня назад +1

      Makad sambidhan jia lekhichhi sebi sc.... Sala sc and st students are so talented..

    • @Hrusikesh75
      @Hrusikesh75 2 дня назад +4

      Murkha pari heuchhu Sethi pai khali sc st dai nuha general bi Paisa dei Semiti karuchhanti

    • @AsishRam-qp8yw
      @AsishRam-qp8yw 2 дня назад

      Tu ଆଉରି ପଣିକିଆ ରେ ଅଛୁ ମୂର୍ଖ

    • @GanjanMusicIndia
      @GanjanMusicIndia 2 дня назад

      Doctor IAS officer's jaha banu chanti kana gadha ki? Jane upper cast pila jau rank rakhuchi sahi saman rank sc st pila b rakhuchanti .

  • @kumarpupu6784
    @kumarpupu6784 2 дня назад +17

    ଯୋଉ ମାନେ ସବୁ କହୁଚ reservation uthijau -SC/ST nka upare ତୁମେମାନେ ଆଗରୁ ଯେତିକି ଅତ୍ୟାଚାର ଆଉ ପକ୍ଷପାତିତା କରିଚ ବା ଏବେ ବି କରୁଚ ,ଆଗ ତୁମେ ସବୁ ସେତିକି ସହିସାର ତାପରେ reservation ଉଠେଇବା କଥା କହିବ ।100 ରୁ 70 sit tama pain au 30 sit sc/st nka pain sethire bi ତମର ଲୋଭ ।😿

    • @dipakmuduli4715
      @dipakmuduli4715 2 дня назад

      Reservation uthila pare 100%tumar heijiba hela.pagala

  • @priyabratanimalu3878
    @priyabratanimalu3878 2 дня назад +17

    ମୁଁ ଆପଣଙ୍କୁ ଏଇଠି କହିବାକୁ ଚାହେଁ ଯେ
    No cast NO reservation, ତାହେଲେ,all problem solve ହୋଇ ଯିବ, now' india ରେ ୮୫ percent ଲୋକ sc st, OBC But ୧୫ percent ଲୋକ ୮୫ percent ଲୋକ ଙ୍କୁ rule Karu ଛନ୍ତି,

  • @KumarBalia-l3h
    @KumarBalia-l3h 2 дня назад +9

    ସମସ୍ତ ଙ୍କୁ ଆରକ୍ଷଣ ଦେଖାଯାଉଛି କିନ୍ତୁ sc/st ଙ୍କ ପ୍ରତି ଶୋଷଣ,ଭେଦଭାବ,ଅତ୍ୟାଚାର୍ କାହାକୁ ଦେଖାଯିବନି ପୂର୍ବ ରୁ sc st ଙ୍କ ସହ କିଭଳି ଭାବେ ଅତ୍ୟାଚାର୍ ହଉଥିଲା ଟିକେ ଜାଣ ଖାଲି ବାଳ ଆରକ୍ଷଣ ଉଠିଯାଉ କହିଦେଲେ ହବନି ସମସ୍ତ ଙ୍କୁ ସମାଜ ରେ କେତେ ସନ୍ମାନ୍ ମିଳୁଛି କିନ୍ତୁ sc ଆଉ st ମାନଙ୍କୁ କେତେ ଦଉଛ ସେ କଥା କୁହ ଖାଲି ଭାଷଣ ମାରିଜନିଛ୍

    • @trailokyamohanty3681
      @trailokyamohanty3681 2 дня назад

      Raise your voice to abolish caste system

    • @mrkanhar8609
      @mrkanhar8609 2 дня назад

      Right 👍👍👍

    • @ashokkumarnayak3300
      @ashokkumarnayak3300 День назад

      ​@@trailokyamohanty3681।tar impact paduni.. Brahmin/ upper caste lok mindset kharap , Se kn change habe

  • @saratsahoo268
    @saratsahoo268 2 дня назад +5

    କୋଟା ଉଠୁ ଦକ୍ଷତା କୁ ଗୁରୁତ୍ଵ ଦିଆଯାଉ

  • @PintuBhatra-v3x
    @PintuBhatra-v3x 2 дня назад +11

    ହଜାର ହଜାର ବର୍ଷ ଧରି SC/ST ମାନଙ୍କୁ ଜାତି ଧର୍ମ ବର୍ଣ୍ଣ ନାମରେ ଶିକ୍ଷାରୁ ବଞ୍ଚିତ କରି ରଖୁଥିଲେ ଆଉ ଏବେ କହୁଛନ୍ତି ନା Reservation ହଟାଅ |
    ଆଉ ଦୁନିଆ ଯାଇ କୁଆଡ଼େ ଗଲାଣି ଏବେ ବି ଆମ ଦେଶରେ ଛୁଆଁ ଅଛୁଆଁ ଜାତି ଧର୍ମ ର ଭେଦଭାବ ଅଛି ଏବଂ ଯେବେ ଛୁଆଁ ଅଛୁଆଁ ଜାତି ଧର୍ମ ର ଭେଦଭାବ ଏ ସବୁ ବନ୍ଦ ପାଇଁ Other Cast ଲୋକ ସ୍ଵର ଉଠେଇବେ reservation automatic ବନ୍ଦ ହେଇଯିବ ଆମ ଦେଶରେ |

    • @mrkanhar8609
      @mrkanhar8609 2 дня назад

      Right 👍👍👍👍

    • @piracy308
      @piracy308 День назад +4

      ଯଦି ଜାତିପ୍ରଥା କୁ ଉଚ୍ଛେଦ ନ କରି ସଂରକ୍ଷଣ କୁ ଉଚ୍ଛେଦ କରିବ ତେବେ ହଣା କଟା ହବ ଆଉ ସବୁ ଯେତେ ନିଜକୁ ଉଚ୍ଚ ଜାତି ବୋଲି କହି ହଉଚ ନା ସେତେବେଳେ ଯାହା ହବ ନିଜ ଆଖିରେ ଦେଖିବ

    • @Kind_world_ux
      @Kind_world_ux День назад

      ​@@piracy308chhodipakeiba mg tme sabu

  • @OdishaNewsNetworkForBahujan
    @OdishaNewsNetworkForBahujan День назад +9

    ଆପଣ ଜାଣିବା ଦରକାର Reservation ଏକ ଗରିବ ହଟାଇବା କାର୍ଯ୍ୟକ୍ରମ ନୁହେଁ ଏହା ହେଉଛି ସାମାଜିକ ପ୍ରତିନିଧିତ୍ଵ (Social Representation)
    ଜାତି ବ୍ୟବସ୍ଥାକୁ ହଟାଇବା ପାଇଁ ଆପଣ କେତୋଟି ଭିଡିଓ ବନାଇଛନ୍ତି? ଜାତି ନାମରେ ଦଳିତ ନୀଚ୍ଚ ଦେଖାଇ ସମାଜରେ ସେମାନଙ୍କୁ ପଛଇ ରଖିଲ ତେବେ କୁହନ୍ତୁ ପ୍ରତାଡିତ ସମାଜ ନାମରେ କରିବେ ଆଉ Reservation କୁ ଆର୍ଥିକ ଆଧାରରେ ଡିମାଣ୍ଡ କରିବେ ଏହା ସମାଧାନ ନୁହେଁ( ରୋଗ କିଡନୀର ଏବଂ ଔଷଧ ମ୍ୟାଲେରିଆର ) ।ଏପରି ପ୍ରୟାସ ସମ୍ବିଧାନ ନିର୍ମାଣ ହେବା ସମୟରେ ମଧ୍ୟ ପ୍ରୟାସ କରାଯାଇଥିଲା କିନ୍ତୁ ତାକୁ Reject କରି ଦିଆଗଲା କାରଣ ଜାତି ବାଦୀମାନେ ନୀଚ୍ଚ ଶ୍ରେଣୀର ବୋଲି Reservation ବା ପ୍ରତିନିଧିତ୍ଵ ଦେବେ ନାହିଁ ଆଜି ବି ଜାତିରେ ଶ୍ରେଷ୍ଠ ଲୋକ ଅଛନ୍ତି ଏବଂ ଦେଶରେ ଶାସନ କରୁଛନ୍ତି କ'ଣ ସେମାନଙ୍କ ମାନସିକ ପରିବର୍ତ୍ତନ ହେଲା କି ?ଯଦି ହେଲା କେତେ ଜଣ ST,SC,OBCଙ୍କୁ ବ୍ରାହ୍ମଣର ମାନ୍ୟତା ଦିଆଗଲା କହି ପାରିବେ କି ?

  • @mangulicharanmallick1187
    @mangulicharanmallick1187 День назад +1

    ଆରେ ଭାଇ ଭାରତରେ ଗୋଟିଏ ଜାତି ରହିଲେ କୋଟା ହଟିବ , ନଚେତ୍ କୋଟା ହଟିବ ନାହିଁ। କୋଟା କାହା ବୋପାର ପୈତୃକ ସଂପତ୍ତି ନୁହେଁ । ସୁପ୍ରିମକୋର୍ଟ ର ଅଧିକାର ନାହିଁ କୋଟା ହଟାଇବା ପାଇଁ। ଆରେ ଭାଇ ପ୍ରଥମେ ଜାତି ହଟାଇବା ପାଇଁ ଗପିଲେ ଭଲ ହେବ। ଲୋକମାନଙ୍କୁ ଭୁଆଁ ବୁଲେଇ କିଛି ଫାଇଦା ପାଇବନାହିଁ। କାନୁନ୍ କ'ଣ ବେଶ୍ ଭଲଭାବେ SC/ST ଙ୍କୁ ଜଣା ଅଛି। ତମେ କାନୁନ୍ ବିଷୟରେ ପଢ଼ାଇବା ଦରକାର ନାହିଁ ।

  • @kanhucharansethi6227
    @kanhucharansethi6227 2 дня назад +2

    Supreme Court have not knowledge about SC and ST Reservation.

  • @ramkrushnasamal7159
    @ramkrushnasamal7159 2 дня назад +5

    Reservation of sc/ st should be abolished by the government

    • @piracy308
      @piracy308 День назад

      ଆରେ ମଗିହା ହାଜର ହଜାର ବର୍ଷ ଧରି ଆମକୁ ଶୋଷିତ ଆଉ ବଞ୍ଚିତ କରିକି ରଖିଥିଲ ଏବେ ୭୦ ବର୍ଷରେ ତମର ଗାଣ୍ଡୀ ଫାଟୁଚି। ଆଗ ଜାତି ପ୍ରଥା ସମାପ୍ତ କର ଯେମିତି ସମାଜରେ ଜାତି ବୋଲି କିଛି ରହିବ ନାଇ ତାପରେ କହିବ । ବୁଝିଲ ନା reservation କୁ ଉଠେଇଲା ପରର situation face କରିବାକୁ ଚାହିଁବ?

  • @manojmahananda5617
    @manojmahananda5617 День назад +10

    General category always getting 100% reservation in india,just like puja in temple

  • @alokbarik5104
    @alokbarik5104 2 дня назад +4

    SC and ST category rahiba darkar, karana aji paryanta semane gramanchala re abahelita heuchhanti, kintu Job khetrare lagu na heu.

  • @munathewriter1234
    @munathewriter1234 2 дня назад +6

    ପୂର୍ବ ସମୟରେ general ଲୋକ ମାନେ ଚାଲାକ୍ ଥିଲେ ସେଥି ପାଇଁ ସେମାନେ sc st ଲୋକଙ୍କ ଜମି ଜାଗା ସବୁ ଲୋଟି ନେଇ ନିଜେ ମାଲିକ ହେଇ sc st ଲୋକଙ୍କୁ ଚାକର ରଖିବା ପାଇଁ ତାଙ୍କ ଘରେ ସେଥି ପାଇଁ ଆଜି ଯାଏଁ sc st ଲୋକ କିମ୍ବା ଛାତ୍ର ମାନେ ପାଠ ପଢିବା ତ ଦୂରର କଥା ମୁଠେ ଖାଇବା ପାଇଁ ପାଉନାହାନ୍ତି ଠିକ୍ ରେ ତେଣୁ ସୁପ୍ରିମ କୋର୍ଟ କଣ ସମ୍ବିଧାନ କୁ ଠିକ୍ ରେ ଚଳାଉଛି ନାଁ ବରଂ ସୁପ୍ରିମ କୋର୍ଟ ଦେଶ କୁ ବର୍ବାଦ କରିବା ପାଇଁ ନିଜ ନିଜ ଭାଇ ମାନଙ୍କ ଭିତରେ ଧର୍ମ ଜାତି reservation କୁ ନେଇ ଗୋଟେ ଫାସ ଚଳାଉଛି no we don't like supreme court judgement 😂😂

  • @KumarBalia-l3h
    @KumarBalia-l3h 2 дня назад +4

    bala jete bele sc au st upare atyachar heuthila kain kehi munha kholuna 😢

  • @ranjankumarmallick1157
    @ranjankumarmallick1157 2 дня назад +17

    ଦେଖିବା EWS and OBC Reservation କୁ 10 year ପାଇଁ ଉଠାଇ ଦିଆଯାଉ then ଜଣା ପଡ଼ିବ କିଏ Reservation ପାଇଁ କାନ୍ଦୁଛନ୍ତି 😂😂

    • @Nomatters99
      @Nomatters99 2 дня назад +2

      Thik katha kahila bhai EWS AND SEBC/OBC nka phatiba 😝😝😝😝

    • @ds6558
      @ds6558 2 дня назад +2

      All kind of reservation should be banned excluding physicaly challenged...

    • @jagannathpandit3391
      @jagannathpandit3391 2 дня назад +3

      EWS/OBC pain mg ki reservation achi be magiya?

    • @JayshankarPanda-ed5mn
      @JayshankarPanda-ed5mn 2 дня назад +1

      Ews cast wise nai Bhai wealth ANUJAI achi to be analysis deeply then argue.....

    • @jagannathpandit3391
      @jagannathpandit3391 2 дня назад +5

      Mg SC/ST mane 30 mark ani ki sarkari chakiri paucha..

  • @MathinOdia-d1y
    @MathinOdia-d1y 2 дня назад +12

    ଯଦି reservation system ଉଠିବ ତେବେ ଆପଣମାନଙ୍କ ଗ୍ରାମରେ sc/st ଭାଇ ଭଉଣୀ ମାନେ ମନ୍ଦିର ଭିତରକୁ ଯାଇପାରିବେତ?

  • @damodardash1273
    @damodardash1273 День назад +1

    👍right analysis Sir. Sub caste classification most necessary

  • @user-vm3oh9oq6d
    @user-vm3oh9oq6d 2 дня назад +2

    Economical word shod be entered in he SC/ST reservation.Our country can not develop only for reservation in comparison with other country.Actually after surveying in field poor sc /st students are debarred from this guota.

  • @ocgl_crackers
    @ocgl_crackers 2 дня назад +14

    Caste based socity- No problem
    Caste based marriage -no problem
    Caste based Discrimination - No problem
    Caste based Resevation- OMG Problem😂
    Jai Bhim

    • @trailokyamohanty3681
      @trailokyamohanty3681 2 дня назад

      If reservation is abolished all other problems will be solved

    • @ocgl_crackers
      @ocgl_crackers 2 дня назад

      @@trailokyamohanty3681 if caste is obilished bolo

    • @ocgl_crackers
      @ocgl_crackers 2 дня назад

      @@trailokyamohanty3681 aga caste system asithila nai k reservation... So caste pain reservation asichi... Reservation pain caste nuha.. So aga caste system utha

  • @srutikrishna9142
    @srutikrishna9142 2 дня назад +9

    Aji b discrimination dekhibaku miluchi... Town re kam thile b gaon mankare abe madhya chuaan achhuaan lagi rahichi tenu SC/ST reservation uthipariba nahin because jete dina taka castism rahiba sete dina taka reservation rahiba darkar karana ehi discrimination 90% SC/ST loka abe madhya voguchanti...... General loka mane hajaar hajaar barsa dhari aamaku atyaachar kari asichanti amaku bht sosana kariasichanti samasta khetra(education,worship,bathing Ghats,temples,jobs & all other things & places) ta aame matra 75 yr reservation nelu ta kn problem heigala... ........
    SC/ST Bhai Bhauni mane samaste bichar karantu 👍
    🤝Jai Bhim🤝

    • @rockypradhan150
      @rockypradhan150 2 дня назад +2

      Sc st reservation minimum au 250 years Porjonta rahiba darkar...
      Jay bhim.. ✍️✍️
      Hmm creamy layer lagu Ame bi khusi because atleast Reservation ti Jogya bibechita job aspirants ku milibo.

  • @biswojitbeherabiswo1525
    @biswojitbeherabiswo1525 2 дня назад +4

    Sc st cota ku utheiba pain samaste kahucha tahele ame Raji but sir ame jadi samastakka Saha Saman tahele general cote ghare jhia ku ama sc st ghare bahadele chaliba t ♥️

  • @chakrapanisabar492
    @chakrapanisabar492 2 дня назад +3

    ଆପଣଙ୍କ ଭିଡିଓ ରେ ଆପଣ ଯେଭଳି ଭାବରେ ବୁଝାଇ ଛନ୍ତି ଅତି ସୁନ୍ଦର୍ ବୁଝାଇ ଛନ୍ତି। କିନ୍ତୁ ଯେଉଁ ମାନେ ଆଗରୁ ସୁବିଧା ପାଇଛନ୍ତି ସେମାନେ ଅନ୍ୟ ଅନୁସୂଚିତ ଜାତି
    ଓ ଜନଜାତିଙ୍କ ସୁବିଧା ନେଉଛନ୍ତି ଦର୍ଶାଇବା ଠିକ୍ ନୁହେଁ। କାରଣ ଅନୁସୂଚିତ ଜାତି ଓ ଜନଜାତି ର ପିଲାମାନେ ମାନେ ଗାଁ ରେ ରହନ୍ତି ଯେଉଁଠି ଶିକ୍ଷ୍ୟା ର ଭିତ୍ତି ଭୂମି ନଗଣ୍ୟ। ସରକାର ସେମାନଙ୍କ ପାଇଁ ଜିଲ୍ଲା
    ଭିତ୍ତିକ ନିଯୁକ୍ତି କରୁନାହାନ୍ତି , ତେଣୁ ଗାଁ ଗହଳି ରୁ ଆସୁଥିବା ପିଲାମାନେ ପରୀକ୍ଷା ରେ ସଫଳ ହେଇ ପାରୁ ନାହାଁନ୍ତି। ଯଦି ସଫଳ ହେଲେ ତେବେ ଟେବୁଲ୍ ତଳ ଦେଇ ଯେଉଁ ପରୀକ୍ଷା ହୁଏ ସେଥିରେ ବଳ ଲଗାଇ ପାରୁ ନାହାଁନ୍ତି। ନାମକୁ ମାତ୍ର ଭାଇଭା ଯଦିବି ହୁଏ ନଟ୍ ଫାଉଣ୍ଡ ସୁଟେବୁଲ୍ ଜରିଆରେ କଟାଇ ଦିଅନ୍ତି। ଅନୁସୂଚିତ ଜାତି ଓ ଜନଜାତି ପିଲାମାନେ ତୃତୀୟ ଆଉ ଚତୁର୍ଥ ଶ୍ରେଣୀର ଚାକିରି ପାଇ ପାରୁନଥିବା ବେଳେ ଆଇ ଏ ଏସ୍, ଓ ଏ ଏସ୍ କଥା କାହିଁକି ଉଠାଉଛନ୍ତି?
    ଏମିତି ବି ହୁଏ କୌଣସି ତୃତୀୟା କିମ୍ବା ଚତୁର୍ଥ ଶ୍ରେଣୀର ଚାକିରି ପାଇଁ ଉଚିତ ସଙ୍ଖ୍ୟା ର କେଣ୍ଡିଡେଟ୍ ନ ଆସିଲେ ଅନୁସୂଚିତ ଜାତି ଓ ଜନଜାତି ଙ୍କ ପାଇଁ ଉଦ୍ଦିଷ୍ଟ ଖାଲି ପଡିଥିବା ସିଟ୍ କୁ ଡିରିଜର୍ଭ୍ କରି ଦେଇ ସାଧାରଣ ବର୍ଗର ପିଲାମାନଙ୍କୁ ଭର୍ତ୍ତି କରି ଦିଅନ୍ତି। ଏପରି
    ଖେତ୍ର ରେ ଏସ୍ ସି,ଏସ୍ ଟି ପିଲାମାନଙ୍କ ପାଇଁ
    କ୍ରୀମ୍ ଲେଏର୍ ଲାଗୁ କଲେ ଏନ୍ ଏଫ୍ ଏସ୍
    ଏବଂ ଡିରିଜର୍ଭେସନ୍ ପଦ୍ଧତିରେ ସାଧାରଣ ବର୍ଗର ପିଲାମାନେ ହିଁ ଉପକୃତ ହେବେ। ଆପଣ ଏ ନିଚ୍ଛକ ସତ୍ୟ ଉପରେ ଭିଡିଓ ବନେଇ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କଲେ ମୁଁ କାହିଁକି ସମସ୍ତ ଅନୁସୂଚିତ ଜାତି ଓ ଜନଜାତିର ପିଲାମାନେ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇବେ ।

  • @samalsingh4912
    @samalsingh4912 День назад +2

    Supremecourt ପଚାରନ୍ତୁ ସରକାର କୁ ଜାତିପ୍ରଥା କାହିଁକି ଉଠୁନାହିଁ,

  • @tejarajdharua7848
    @tejarajdharua7848 День назад +1

    ଯେଉ sc st କୋଟାରୁ ବାଦ ପଡିବେ ସେମାନେ ଉଚ୍ଚ ଜାତିରେ ବିହା ହୋଇପାରିବେ ବୋଲି କୋଟ ରାୟ ଦେଲେ ଭଲ ହୁଅନ୍ତା।

  • @sangramkesharidas6431
    @sangramkesharidas6431 2 дня назад +1

    When SC, ST, OBC etc. Will develop. If not developed after 75 years of quote scheme/policy, then it's time to ammend or stop such failed scheme/policy

  • @chinmayakhuntia1562
    @chinmayakhuntia1562 2 дня назад +3

    Supreme court decision is right, now its time for change this reservation

  • @NarayanDas-k5q
    @NarayanDas-k5q 2 дня назад +2

    ଜାତି ପ୍ରଥା ଉଠାଅ କ୍ଗୁବ ଶୀଘ୍ର

  • @umanandasahoo1588
    @umanandasahoo1588 2 дня назад +1

    ଏହା ଯଥାର୍ଥ ସୁପ୍ରିମ କୋର୍ଟର ଆଡର ଧ୍ୟାନ ଦେବା ଆବଶ୍ୟକ
    ପରାଵର୍ତ୍ତି ସମୟରେ ଏହା ଆନ୍ଦୋଳନର ରୂପ ନେଇପାରେ

  • @AnnapurnaSwain-fm2wl
    @AnnapurnaSwain-fm2wl День назад +1

    Jati pratha uthiba nihati darakara

  • @kbkgroupodisha9633
    @kbkgroupodisha9633 День назад

    ଏବେବି sc. St ଦୁର୍ବଳ ଅଛନ୍ତି.. ସ୍ୱାଧୀନତା ପରଠାରୁ ରାଜନେତାକହନ୍ତି ଆମେ sc. St ଙ୍କ ଏଇୟାକରିଦେବୁ. ସେଇୟା କରିଦେବୁ କିନ୍ତୁ ଆଯିବି sc. St ବହୁତ ଦୁର୍ବଳ ଅଛନ୍ତି. ପ୍ରତେକଘରୁ ଗୋଟିଏ ସରକାରୀ ଚାକିରୀ ବ୍ୟବସ୍ଥା ନ କଲେ ଏମିତି ଚାଲିପାରେ

  • @balakrishnasahu8816
    @balakrishnasahu8816 2 дня назад +2

    Sub clarification is essential

  • @biswakantnaik1029
    @biswakantnaik1029 2 дня назад +1

    ଭାରତରେ ଜାତି କୁ ନେଇ ଅନେକ ଭେଦ ଭାବ ଯଦି ୨୦୦୦ ବର୍ଷ ପର୍ଯ୍ୟନ୍ତ ଶିକ୍ଷା ଦୂରେଇ ରଖିବା ସହିତ ସମାଜିକ ଅତ୍ୟାଚାର ୭୫ ବର୍ଷର ଆରକ୍ଷଣ ଦେଇ ସମାନ race କଲେ ହେବ ଯେଉଁ ପର୍ଯ୍ୟନ୍ତ ସମାନ ଲାଇନ୍ ହୋଇନ ବରାବର compition ହେଇ ପାରିବ ନାହିଁ ୮୦ % ଶିକ୍ଷାରେ ସରକାର ଖର୍ଚ୍ଚକରୁ ଆଉ ନେତା କଲେକଟର୍ ପୁଅ ଗରିବ ପିଲା ପାଇଁ ଗୋଟିଏ ସ୍କୁଲ

  • @manbodrana5313
    @manbodrana5313 2 дня назад +6

    ଠିକ୍ କହୁଛନ୍ତି, ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ।

  • @bajinathahembram4114
    @bajinathahembram4114 2 дня назад +1

    SC,/ST Reservation ରହିବା ନିହାତି ଦରକାର । UR ମାନେ SC/ST ମାନଙ୍କୁ ଅତି ନିଚ ଭାବରେ ଦେଖିବେ । Reservation ରହିବା ନିହାତି ଦରକାର ।

  • @MOKALIA2456
    @MOKALIA2456 2 дня назад +1

    I am disagree to the judgement of supreme court, Reservation is not bad for us it is attempt that balance the lower caste catagory to upper class catagory.if there is no reservations for SC and ST then upper class people are dominant over these lower caste people,SCandST sub caste is far different from present caste reservations ,

  • @liveforever6998
    @liveforever6998 2 дня назад +3

    3024 ରେ SC ST Reservation ଉଠିବ

  • @Surenra-y1i
    @Surenra-y1i 2 дня назад +4

    Reservation ଉଠିବା ନିହାତି ଜରୁରୀ

  • @HimansuSekharNayak-s2n
    @HimansuSekharNayak-s2n 2 дня назад +2

    EWS reservation utha jao

  • @binayakandi3694
    @binayakandi3694 2 дня назад +2

    Reservation Rahi ba darakara

  • @kamalineemajhee
    @kamalineemajhee 2 дня назад +2

    Income based reservation darkar..
    Not sc st reservation

  • @ganeswarmahanta1254
    @ganeswarmahanta1254 5 часов назад

    ଆରେ ଭାଇ, କିଏ କାହିଁକି ଜାଣୁ ଜାଣୁ ନିଜ ଗୋଡ଼ରେ କୁରାଢି ମାରିବ? ଏହା ଯଦି କାର୍ଯ୍ୟକାରୀ କରାଯାଏ ତେବେ ନେତା ର ପୁଅ ଝିଅମାନେ ଆଉ ରାଜନୀତିକୁ ଆସିପାରିବେ ନାହିଁ। ନେତା କାହାରି ନୁହେଁ, ଯଦି ନିଜ ସ୍ୱାର୍ଥରେ ଆଞ୍ଚ ଆସିବ।

  • @manojbania755
    @manojbania755 2 дня назад +1

    ହଜାର ହଜାର ବର୍ଷ ଧରି ଆରୋକ୍ଷଣ ନେଇଥିଲ ମାତ୍ର 75 ଯୋଗୁ ସମ୍ଭାଳି ପାରୁନାହାନ୍ତି ଆଜି ଏ ସରକାର

  • @RadhamohanDas-l5m
    @RadhamohanDas-l5m 2 дня назад +1

    ତୁରନ୍ତ କୋଟା ବ୍ୟବସ୍ଥା ଉଛେଦ୍ ହେଉ। Student ଙ୍କ ଭିତରେ ଜନ ଆନ୍ଦୋଳନ ର ଦାନା ବାନ୍ଧିବା ଆଗରୁ।

  • @Zenith-Bibek
    @Zenith-Bibek 2 дня назад +2

    Mo hisabare samajare aga jati pratha ku utha gale, tapare scst reservation utha gale prakruta nyaya heba ☝️☝️☝️

  • @Drvictor98
    @Drvictor98 2 дня назад +5

    Sc st uthu ki na uthu gote creamy layer rahiba darkar , au se creamy layer pilanku chakiri ru goitha mariki kadhiba katha , bapa sepate tahasildar ri post re achi chua epate bhikari bhalia reservation re job karuchi , ei bhalia pila nka pain gote gariba scst pilate job pauni ei creamy layer pila sabu post khai jauchanti , au reservation teaching au health re rakhiba katha nuha alga kichi re rahile ete problem nhi , gote chua 150 ru 15 mark rakhiki teacher haba se ki patha padheiba bahi dhara ta sikhi nathiba same in health sector ... Creamy layer is important

    • @bibhutibhusannaik1533
      @bibhutibhusannaik1533 2 дня назад +2

      Kaun exam re. 15/150 pai job heuchi

    • @bullymaguire7843
      @bullymaguire7843 2 дня назад

      ​@@bibhutibhusannaik1533JT result dekhina bodhe

    • @Drvictor98
      @Drvictor98 2 дня назад +1

      @bibhutibhusannaik1533 13/150 rakhiki gote pila jiba patha padheiba ku patahara abcd jana nathiba , jau chuanku padheiba tanka knowledge adhika se st teacher thu ,se phuni deshara future gadhibe 🤣🤣🤣

    • @Pk-hs4tk
      @Pk-hs4tk 2 дня назад

      Right

    • @Nomatters99
      @Nomatters99 2 дня назад

      Reservation jadi education re au health re na rahiba dayakari apana kahibe au kou sector re reservation rakhiba darkar tahale apana kan bhabuchanty minister allocation re bi reservation rakhib darkar au kou sector rahila kuhantu reservation rakhibaku???

  • @AnnapurnaSwain-fm2wl
    @AnnapurnaSwain-fm2wl День назад +1

    Mora a BJP sarakaa nku anurodha sc st Kota uthai diyantu

    • @jagannathtudu6855
      @jagannathtudu6855 18 часов назад

      Bjp ra bopa rss bhi ei Katha kahu thila.......pare vote bank paain mukari gala.....😛😋😜😜🤪🤪😋😜😋😋Aina achhi Nitish naydu Baisakhi sarkar andbhakt mandbuddhi dogglla gufa putra baba ashram bhabhut putra narangi chamure aau godi media,godi influencer ra ehi drama rahibata next election re sinhasan ru tadaa khaiba sunischit 🌶️🔥🔥🌶️🔥😛😛🤪🤪🤪🤪🤪😛😛😛

  • @Litamone-Production.
    @Litamone-Production. День назад

    ସଠିକ୍ ବାର୍ତ୍ତା କରିଛନ୍ତି
    ସଂରକ୍ଷଣ ଯେଉଁ ବର୍ଗ ଏବଂ ଜାତିରେ ଅଛି ସେମିତି ହିଁ ରହିବା ସଂଙ୍ଗେ ସେ ଜାତି ବର୍ଗର ଅଣଉନତି ପରିବାରକୁ ସଂରକ୍ଷଣ ମିଳିଲେ ଭଲ

  • @subashchandra5206
    @subashchandra5206 2 дня назад +2

    Sc st ଉଠିବା ଦରକାର

    • @mrkanhar8609
      @mrkanhar8609 2 дня назад +1

      କାହିଁକି

    • @mrkanhar8609
      @mrkanhar8609 2 дня назад +1

      କେବଳ ଚାକିରୀ ସମସ୍ୟା ପାଁଇ, କି

  • @rinkumallickrinkumallick5412
    @rinkumallickrinkumallick5412 2 дня назад +2

    Thinku.sir

  • @GajendraNayak-zd5zi
    @GajendraNayak-zd5zi 2 дня назад +1

    Totally reservation should be abolished

  • @manoranjan647
    @manoranjan647 День назад

    Khali daren budhi nei daran sarakara nija jaha chinta karuchhanti taahakara....very good dicision...emati kale aame upakruta hebu ....kichhi aama loka nija swartha nei semane hohella karuchhanti sethire tankar labha achhi...

  • @BibhutiDas-t1q
    @BibhutiDas-t1q 2 дня назад +1

    Supreme Court decision is justified.

  • @ajitpatra7501
    @ajitpatra7501 День назад

    Govt. should abolish cast quota system .Instead,it should give enough financial help to uplift their educational standard .

  • @ManoranjanBeuria
    @ManoranjanBeuria 2 дня назад +1

    SC is absolutely right.

  • @godsanlakra7834
    @godsanlakra7834 2 дня назад +3

    Opinion or rulling farak achi misguide korucho tume

  • @pravatkumarmishra9760
    @pravatkumarmishra9760 12 часов назад

    Reservation uthajau ଅଯୋଗ୍ୟ ବହୁତ ଫାଇଦା ନବା ସହ ନେତା ମାନେ ଲାଭ ପାଉଛନ୍ତି ଜାତି ପ୍ରଥା ରହିଛି ରହିବ କିଏ ମନା କରିଚି s c s t ପାଠ ନ ପଡନ୍ତୁ ଯୋଗ୍ୟ ନ ହୁନ୍ତୁ କିନ୍ତୁ ସାଧାରଣ ବର୍ଗ ଯେମିତି ତାଙ୍କ ଅଧ୍ୟବସାୟ ବଳରେ ସବୁ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି ଅନ୍ୟ ମାନେ ସେମିତି କର୍ମ କରନ୍ତୁ କୋଉ ଜାତିକୁ ଆକ୍ଷେପ କର ନାହି କୋଉ ଜାତି ଲେଖକ କବି କଳାକାର ଗାୟକ ଡକ୍ଟର ଇଂଜିନିୟର i a s ହବ କି ଅଭିନେତା କି ସମାଜ ସେବୀ କି ନେତା ହବ କୋଉଠି ଲେଖା ହେଇନି jogytar ପ୍ରମାଣ ଦିଅ ଫାଲତୁ କଥା ରୁ ନିବୃତ ରୁହ

  • @Lalit664-h9k
    @Lalit664-h9k 15 часов назад

    ମୋ ହିସାବରେ ସଂରକ୍ଷଣ ରହିବା ଉଚିତ୍ କି ନୁହେଁ ସେଇଟା ଅଲଗା କଥା କିନ୍ତୁ compitive exam ରେ ଯଦି ଗୋଟିଏ st କି sc ପିଲା 60%ପାଇଲେ ତାହାକୁ ଚାକିରି ମିଳୁଛି କିନ୍ତୁ ଜଣେ ସାଧାରଣ ବର୍ଗ ର ପିଲା 80 ,85% ପାଇଲେ ମଧ୍ୟ ପାଇପରୁନାହାନ୍ତି ,st sc ପିଲା ଆର୍ଥିକ କିମ୍ବା ସାମାଜିକ ପଚ୍ଛୁଆ ହୋଇପାରେ କିନ୍ତୁ ଯଦି ଯାହାର ଜ୍ଞାନ ନାହିଁ ସିଏ ଚାକିରି କଲେ କଣ ହେବ ସମସ୍ତେ ଜାଣିଛନ୍ତି ,ପାଠ ଜ୍ଞାନ ରେ compromise ଠିକ୍ ନୁହେଁ ।

  • @azimazim9370
    @azimazim9370 День назад

    Reserved ରୁ ଚାକିରି ପାଇ ଉଚ୍ଚ ରେ ଯେଉଁମାନେ ଅଛନ୍ତି ସେମାନଙ୍କୁ Reserved ଅନ୍ତର୍ଭୁକ୍ତ କରାଯିବା ଉଚିତ ନୁହେଁ ,

  • @himansudash9149
    @himansudash9149 День назад

    ସରକାରୀ ଅଫିସ ସବୁ କୋଟା ଲୋକଙ୍କୁ ନେଇ ଦୁର୍ବଳ ଅବସ୍ଥାରେ ଅଛି।ଅପାରଗ ମାନେ କୋଟା ରେ ଚାକିରି କରି ସଂସ୍ଥା କୁ ଦୁର୍ବଳ କରୁଛନ୍ତି

    • @jubisasagar1514
      @jubisasagar1514 День назад +1

      Ajibi general poor student bada bada post re achhanti , amitiki semane odiare madhya application lekhi jananti nahin, anu besi gnyani bolaiba thik nuhen, aji bi sc st student bahu parimanare telented achhanti, so dont comment like this.

  • @biswaladvocate6938
    @biswaladvocate6938 4 часа назад

    ସଂରକ୍ଷଣ ଉଠି ଯାଉ ଯୋଗ୍ୟତା ର ସଂମ୍ନାନ କରାଯାଉ ଶିକ୍ଷା କୁ ଦେୟ ମୁକ୍ତ କରାଯାଉ

  • @chakradharmishra5274
    @chakradharmishra5274 2 дня назад

    Reservation should be abolished immediately.

  • @jyotiprakash58
    @jyotiprakash58 2 дня назад +1

    Suprime court judge ment-100/; correct

  • @RadhamohanDas-l5m
    @RadhamohanDas-l5m 2 дня назад

    ଏବେ କୋଟା ବିରୋଧ ରେ ଯଦି ପିଲାମାନେ ଆନ୍ଦୋଳନ କରନ୍ତି ତେବେ ଆମେ ବାପା,ମାଆ ମାନେ ମଧ୍ୟ ତାଙ୍କ ସହିତ ଯୋଗ ଦେବୁ।

  • @gopalsamall8365
    @gopalsamall8365 День назад

    ଜାତି ପ୍ରଥାକୁ ବିରୋଧ କରୁଥିବା ମାନ୍ୟବର ମାନେ ଆଗ ସତ୍ୟପାଠ ପ୍ରଦାନ କରି ନିଜ ସାଙ୍ଗିଆ ସବକଷ୍ଟ କୁ ଉଛେଦ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ l

  • @Surya-008g
    @Surya-008g 2 дня назад +1

    Sc st reservation hata jau...and sc st mananku general boli govt and supreme court declare karu ...aita jadi heipariba then sc st reservation uthile no problem

  • @indianjaihind7774
    @indianjaihind7774 2 дня назад +1

    Jati jan ganana kale kahinki bindhuchiii
    Collegium system kahinki band hauni
    Supreme court dnt know d ground level
    Grp A post kahinki sc st ra vacant rahuchi puni NFS
    Sabu post tame general neijao n manusmriti lageidia
    Jati uthauna setebele bindhiba

  • @xamerass
    @xamerass 2 дня назад +1

    Why judge's son becomes judge, First stop it

  • @jmedit143
    @jmedit143 2 дня назад +2

    Fight for right 👍

  • @NirabatiBhoi
    @NirabatiBhoi 18 часов назад

    Good decision of Supreme court.

  • @babunudas3996
    @babunudas3996 День назад

    ଜାତି ପ୍ରଥା ଉଠିଲେ ସମାନତା ହେବ ଓ କେବଳ ଭଲ ଛାତ୍ର ଯୋଗ୍ୟ ବିବେଚିତ ହେବ ଯେ କୌଣସି ପଦବୀ ପାଇଁ।

  • @RabindranathPanigrahi-t5l
    @RabindranathPanigrahi-t5l День назад

    ସମସ୍ତ ଭାରତୀୟଙ୍କୁ ସଂରକ୍ଷଣ ମିଳିବା ଉଚିତ୍ ଯେଉଁ ମାନଙ୍କର ରୋଜଗାର ମାସକୁ 6000 ଟଙ୍କାରୁ କମ୍ ।

  • @pkdas7353
    @pkdas7353 День назад

    First remove caste, then do land redistribution, property redistribution, temples rights to every body, then remove ews, remove collegium system in Supreme Court, then bring open debates about other reservation

  • @anshumanmishra882
    @anshumanmishra882 2 дня назад

    Amazing and practical explanation 👍👍👍👏👏

  • @pradeepkumarkonhar3129
    @pradeepkumarkonhar3129 День назад

    Sc, st merit ରେ ପାଇଲେ ଜେନେରାଲ category କୁଆଡ଼େ ଯିବେ କାହିଁକି କହନ୍ତି. ଏଠାରେ talent କୁହିକି ଦେଖନ୍ତି ନାହିଁ, ଶଳେ ତୁମେ sc, st, obc ବିରୋଧୀ. ଭାରତ ରେ10%ଲୋକ ପାଖରେ ଯେଉଁ 90%ସମ୍ପତି ଅଛି ତାକୁ ଗରିବ ଙ୍କୁ ବାଣ୍ଟିବା ପାଇଁ sc ରେ case କରୁନ କାହିଁକି?

  • @debanandasahoo5504
    @debanandasahoo5504 2 дня назад

    Sc st nku govt facility dia jau for ex. Patha padhiba pain scholarship diantu magana padhantu... But in case of job padhiki paantu but no reservation... Reservation nku nuhn deservation mane paantu

  • @manoranjanmohanta1282
    @manoranjanmohanta1282 2 дня назад +1

    Supreme court is right.

  • @Siba9643
    @Siba9643 2 дня назад +5

    Ebe ta obc general be reservation pauchhanti tanka katha aga bujhu supreme court 😂😂😂😂

  • @biprapriya
    @biprapriya 4 часа назад

    There should be no reservation and it should be completely abolished.

  • @bikashsahu4503
    @bikashsahu4503 День назад

    Jati pratha ScStObcGeneral sambidhan banaichi ..
    Jadi a catagory na hei samaste saman byabastha heithantaa aau gariba asahaya pain reservation thantaa taa hele aji samaste saman hei jaithante
    Suprime court jaha karuchanti thik karuchanti.
    Welcome.

  • @bishnu7105
    @bishnu7105 2 дня назад +1

    ଜ୍ଞାନ ବେଶୀ ପେଲେନା।

  • @Amochennal
    @Amochennal 19 часов назад

    Creamy layers haba darkar, but Sc St reservation na uthu,kanhikina jatipratha ebe bi achhi

  • @DdasNag
    @DdasNag День назад

    କ୍ରୀମିଲେୟର କଣ ଜାତି ବଦ ଲିଯିବାକି ଜାତି ଏକ ବୋଳି ସୁପ୍ରିକୋର୍ଟଙ୍କ ଆଦେଶ ଦିଆ ଯାଉ

  • @achyutapadhan8295
    @achyutapadhan8295 2 дня назад

    Reservation should be remove and poorness deserve Reservation

  • @NITYANANDAMALLICK_111.
    @NITYANANDAMALLICK_111. День назад

    Why supreme court is not serious about various caste system? No higher lower castes system. Reservation automatically solved

  • @pravakarnaik2481
    @pravakarnaik2481 День назад

    Suprim court decesion is correct because 75 years is enough to develop for sc or st.