ଲୋକଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀ କିଏ ?| କିଏ ଜିତିବ ଜଟଣୀ ? | Jatani Politics | Election 2024 | OR |

Поделиться
HTML-код
  • Опубликовано: 15 ноя 2024

Комментарии • 548

  • @ajaybadjena6799
    @ajaybadjena6799 6 месяцев назад +108

    ଅପରାଜିତା ଜିତିବା ସୁନିଶ୍ଚିତ ସୁର ପୁଅ ହାରିବା ନିଶ୍ଚିତ, ବିଭୁତି ମଧ୍ୟ ହାରିବା ନିଶ୍ଚିତ ,

    • @subaraomajhi6495
      @subaraomajhi6495 6 месяцев назад +3

      ବଜେଡ଼ି.CM.୨୫ ବର୍ଷ ବିଜେପି.PM ୧୫ ବର୍ଷ
      ହେଲା ଝଟଣି ଆହୁ.ନିମାପଡ଼ାର ଭାଇ.ମାନେ.ହେବେ.ନୁଆ.ସରକାର୍.
      କଗ୍ରେସ୍ ଆସିବା ଦରକାର୍
      ଜୟ କଗ୍ରେସ୍ ଜୟ ଭାରତ୍ ମାତା

    • @harisankar4207
      @harisankar4207 6 месяцев назад +3

      Congress aau Bjd odishare sasan kaleni bjp ku chance diajau

    • @subratmadgul5375
      @subratmadgul5375 6 месяцев назад +2

      ​@@subaraomajhi6495 ହେଇରେ ଶଳା କେନ୍ଦ୍ର ରେ ତ କଂଗ୍ରେସ ର ବାଣ୍ଡର ବାଳ କିଛି ନାହିଁ...ଓଡିଶା ରେ ସବୁ ଛୋଡ଼ି ପକେଇବ... ଶଳା ଚାମଚା.... 🤨

  • @jchoudhury274
    @jchoudhury274 6 месяцев назад +135

    ଚୋର ଦୁର୍ନୀତି ଗ୍ରସ୍ତ BJD ସରକାର ହଟାଓ ଓଡ଼ିଶା ବଞ୍ଚାଅ ଜୟ ଜଗନ୍ନାଥ

    • @ashokmohanty7626
      @ashokmohanty7626 6 месяцев назад +2

      Right 👍👍

    • @tarineeprasadmishra2310
      @tarineeprasadmishra2310 6 месяцев назад +1

      Gantantra na Rajatantra24barsa. Ra sarakar. Nahi cold stoor alu pi aja misan Asaad. Mas ku. 60 alu. 70. Piaja. Ta mato 80. /100 jala sechana. Kan farmer bhai kahibe. ?

    • @pramod5559
      @pramod5559 6 месяцев назад

      Besharm Janata Dalaa hatao Odisha Banchao

    • @CNINDIANPRIME
      @CNINDIANPRIME 6 месяцев назад

      Se jagarnath nabin karichi modi kintu ram mandir karinahi

  • @odiadesiblog9565
    @odiadesiblog9565 6 месяцев назад +64

    ବିଜେଡି ମୁଖ୍ୟ ମନ୍ତ୍ରୀ ପଣ୍ଡିଆଁ ,ମୁ କହୁନି ପ୍ରମିଳା ମାଉସୀ କହୁଥିଲେ।

    • @BalmikNayak-bq8bk
      @BalmikNayak-bq8bk 6 месяцев назад +1

      Aaasikaa.sasadha.kahu.thillaee.pandiaa.m...materei.chii.ea...gudaa.laja

  • @Indianarmy143
    @Indianarmy143 6 месяцев назад +66

    କିଛି ବିକାଶ ହୋଇନାହିଁ ଖାଲି କାଗଜ କଲମରେ ଭାଷଣ ବାଜିରେ ବିକାଶ ହୋଇଛି ତାମିଲ ଭଗାଅ ଓଡ଼ିଶା ବଞ୍ଚାଅ

  • @chhabilalgoud4335
    @chhabilalgoud4335 6 месяцев назад +27

    ନବୀନ ପୁରୁଣା ପଞ୍ଚୁ
    ପାଣ୍ଡ ଆଗାମୀ ମୁଖ୍ୟମନ୍ତ୍ରୀ
    ବିଜେଡ଼ି ହଟାଓ ଓଡିଶା ବଞ୍ଚାଓ

  • @manojkumargarada
    @manojkumargarada 6 месяцев назад +16

    ତାମିଲି ବିଜେଡି ହଟାଓ
    ଓଡ଼ିଆବାସୀ ନିଜେ ଓଡିଶା ଶାସନ କର 🙏

  • @BJYOTIheheh
    @BJYOTIheheh 6 месяцев назад +89

    BJD hatao odisha banchao

  • @diptiranjannayak4913
    @diptiranjannayak4913 6 месяцев назад +33

    ଏ 24 ବର୍ଷର ବିକାଶ। ଜୟ ଜଗନ୍ନାଥ

  • @prasantapurohit3646
    @prasantapurohit3646 6 месяцев назад +82

    BJD HATAO ODISA BANCHAA

    • @ashokmohanty7626
      @ashokmohanty7626 6 месяцев назад +1

      👌🏾👌🏾👌🏾👌🏾👌🏾

    • @ashokmohanty7626
      @ashokmohanty7626 6 месяцев назад

      Bjd akhire dhala chasm au sabu kala chasama kukura bjd chamcha

  • @bijayakumarmohanty8180
    @bijayakumarmohanty8180 6 месяцев назад +10

    ଏତେବିକାଶରେ ଜଟଣୀବାସୀ ଅଣନିଶ୍ବାସୀ ହୋଇ ଜଣେ ତାମିଲ ହାତକୁ ନିଜର ମାକୁ ଟେକିଦେଉଛନ ।

  • @bapisadangi3373
    @bapisadangi3373 6 месяцев назад +107

    ଓଡ଼ିଶାରେ ପାଣ୍ଡୁ ବ୍ୟବସାୟ କରିବାକୁ ଆସିଛି,ଧନ୍ୟରେ, ଓଡ଼ିଆ ବିଧାୟକ ବିଧାୟିକା ତୁମକୁ କୋଣକୁହାଯିବ, ଉତ୍ତର ଦିଅନ୍ତୁ, କୁତାଶାସନ

    • @bijaykhuntia868
      @bijaykhuntia868 6 месяцев назад +10

      Kritadas guda aau kn karibe.

    • @bijaykhuntia868
      @bijaykhuntia868 6 месяцев назад +6

      Tume jane Odia, Odisha chala..

    • @akhaykumarsahoo4390
      @akhaykumarsahoo4390 6 месяцев назад +12

      Ethara Paribartan Ethara BJP

    • @suhalitanayak8539
      @suhalitanayak8539 6 месяцев назад

      ​@@bijaykhuntia868for *Xc 6:18 sass 4c07ccdg

    • @ODISHAJANATAPARTY-OJP
      @ODISHAJANATAPARTY-OJP 6 месяцев назад +6

      ଆରେ ଓଡ଼ିଆ ଲୋକ କଣ ଏତେ ବୋକା ଚୋଦା 😂

  • @biswajisahu2794
    @biswajisahu2794 6 месяцев назад +18

    New Sarkar new CM

  • @baibasutabhoi5506
    @baibasutabhoi5506 6 месяцев назад +1

    ନୂଆ ସରକାର ନୂଆ ମୁଖ୍ୟ ମନ୍ତ୍ରୀ ଦରକାର 🙏🙏🙏ଜୟ ଜଗନ୍ନାଥ 🙏

  • @rkentertainment3226
    @rkentertainment3226 6 месяцев назад +8

    ବିକାଶ କାହାକୁ କୁହାଯିବ 5kg ଚାଉଳ 500 ଟଙ୍କା ଭତା ଦେଇ ଦେଲେ । କର୍ମ ନିଯୁକ୍ତି ରୋଜଗାର ର ସୃଷ୍ଟି ନ ହେବା ପର୍ଯ୍ୟନ୍ତ ବିକାଶ ଏମିତି ରହିବ।

  • @abhirambiswal4538
    @abhirambiswal4538 6 месяцев назад +6

    ମଦ ବିକାଶ ହେଇଛି

    • @jullysamal6626
      @jullysamal6626 6 месяцев назад

      ଯିଏ ପିଉଛି ସେ କହୁଚି

  • @rudrichemistryacademy8781
    @rudrichemistryacademy8781 6 месяцев назад +8

    ଓଡିଶା ରେ ଓଡ଼ିଆ ମୁଖ୍ୟ ମନ୍ତ୍ରୀ ଦେଖିବା ନା ତାମିଲ ମୁଖ୍ୟ ମନ୍ତ୍ରୀ ଦେଖିବା, ନବୀନ ପଥର ମୂର୍ତ୍ତି ସେ କିଛି ଜାଣନ୍ତି ନାହିଁ ସବୁ ପାଣ୍ଡୁ କରୁଛି

  • @Sambalpur955
    @Sambalpur955 6 месяцев назад +60

    ତାମିଲ ବ୍ରାଣ୍ଡ ମଦ

  • @NarayanGond-gz3bn
    @NarayanGond-gz3bn 6 месяцев назад +22

    ଓଡ଼ିଶାରେ ଯେତେ ବିକାଶ ହେଇଛି ତାହା ବିକାଶ ନୁହେଁ ଓଡ଼ିଶାର ନେତା ମନ୍ତ୍ରୀଙ୍କ ଜାଣି ନାହାନ୍ତି ବିକାଶ କାହାକୁ କୁହାଯାଏ ଏଟା ଆନ୍ଧ୍ରପ୍ରଦେଶର, କର୍ଣ୍ଣାଟକ, କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଛତିଶଗଡ, ବିକାଶ ରାଜ୍ୟ ଏହାକୁ କୁହାଯାଏ ଜାଣି ନାହାନ୍ତି

    • @panditnilamanipanda6638
      @panditnilamanipanda6638 6 месяцев назад

      ଭାଇ ବିକାଶ ଦେଖାଯାଉ ନାହିଁ। କେତଟା ବିଶ୍ଵବିଦ୍ୟାଳୟ ଗଣିପାରିବ। କେତେ ମେଡିକାଲ କଲେଜ ହୋଇଛି ଗଣିଦିଅ। ରାଉରକେଲା ମେଡିକାଲ କଲେଜ ପ୍ରତିଷ୍ଠା କରି ନଥିବା ରୁ ଦିଲୀପ ରାୟ ଦଳ ଛାଡ଼ି ଥିଲେ। ଉଉପି ଓଡିଶା ଅକ୍ସିଜେନ ଯୋଗାଇ ଯୋଗୀଙ୍କୁ ଓଡିଶା ସାହାଯ୍ୟ କରି ଥିଲା। ଯେଉଁ ମାନେ ଟିକଟ ନପାଇ ବିଜେପି କୁ ଯାଉଛନ୍ତି ନକଲି ଵିଜେପି ଙ୍କୁ ପରାସ୍ତ କର। ଏମାନେ ଙ୍କୁ ସତର୍କ ରୁହ।

    • @NarayanGond-gz3bn
      @NarayanGond-gz3bn 6 месяцев назад

      @@panditnilamanipanda6638 ଯାହା ବିକାଶ ହେଇଛି ତାହା ସାଧାରଣ କଥା କିନ୍ତୁ ନେତା ମନ୍ତ୍ରୀ ପାନଡିଆନ ସମସ୍ତେ ବିକାଶ କହିଛନ୍ତି

    • @NarayanGond-gz3bn
      @NarayanGond-gz3bn 6 месяцев назад

      @@panditnilamanipanda6638 ଓଡ଼ିଶା କେତେ ବିକାଶ ହେଇଛି କେଉଁ ରାଜ୍ୟ ତୁଳନା କରିପାରିବେ କୁହନ୍ତୁ

  • @sudarsansingh6401
    @sudarsansingh6401 6 месяцев назад +1

    ଯାହା ହେଉ ଆମ କୁ ଆମ ନବୀନ ସରକାର ରହିବା ପାଇଁ ମାଗଣାରେ 4 ଡ଼ିସିମିଲ ଜାଗା ଦେଇଛନ୍ତି

  • @SudhansuSwain-cm4gi
    @SudhansuSwain-cm4gi 6 месяцев назад +1

    ବିଜେଡି ଆଜି ମନମୁଖୀ ହେବା ର ଗୋଟେ କାରଣ କଂଗ୍ରେସ ଭୋଟ ପାଇଁ

  • @rajiblochanbehera9301
    @rajiblochanbehera9301 6 месяцев назад +6

    କିଛି ବିକାଶ ନହେଲେ କଣ ହେଲା ନବୀନପଟନାୟକ ପିରଡରେ,ଓଡିଶା ଵିନାଶ ତ ହେଇହେଇ ଚାଲିଛି, ,,,,ହେଉ ଛାଡ,ଏବେ ତାମିଲି ଚୋର କଵଳରୁ ଓଡ଼ିଶା ବଞ୍ଚାଅ।

  • @BharatiHati-f7n
    @BharatiHati-f7n 6 месяцев назад +2

    ସମସ୍ତ ଭାଇ ମାନଙ୍କୁ ଅନୁରୋଧ bjp ର ହିଁ ମୁଖ୍ୟମନ୍ତ୍ରୀ ଆଣନ୍ତୁ ଜୟ ଶ୍ରୀ ରାମ

    • @Ds...12313
      @Ds...12313 5 месяцев назад

      Ama icha 😂😂😂😂

  • @PrakashchandraPanda-nn3tg
    @PrakashchandraPanda-nn3tg 6 месяцев назад +6

    ଓଡିଶା ର ବିକାଶ ପଚିଶ ବର୍ଷ ହେଲା ମଦର ବକାସ ଘରେ ଘରେ ବିଜେଡି ସରକାର ।ତେଣୁ ଦରକାର ବିଜେପି ସରକାର ଡବଲ୍ ଈଜିନ ।

  • @mrramkrushnachannel2339
    @mrramkrushnachannel2339 6 месяцев назад

    BJD ହଟାଇବା ଦରକାର
    Congress ବସାଇବା ଦରକାର

  • @nirajanbeheraniranjan6035
    @nirajanbeheraniranjan6035 6 месяцев назад +6

    କଂଗ୍ରେସ କରି ଥିଲା

  • @basudevpradhan7717
    @basudevpradhan7717 6 месяцев назад +1

    ଭାଇମାନେ ସଜାଗ ହୋଇ ଯାଆନ୍ତୁ।।। ତାମିଲ ହଟାଓ only BJP

  • @susiljena1439
    @susiljena1439 6 месяцев назад +3

    ଜଟଣୀ କୁ ଖୋଳ କରିଦେଇଛି କଂଗ୍ରେସ ଏଥର ଜଟଣୀ ରେ ଲୁଲୁ ଭାଇ

  • @Official_Khusi1
    @Official_Khusi1 6 месяцев назад +31

    ପାଣ୍ଡିଆ hatao odisha banchao

  • @birenmahananda-c2q
    @birenmahananda-c2q 6 месяцев назад +1

    ବିଜେପି ଆସି ଲେ ବିକାଶ ହେବ ଏଟା ଶତକ ଥା

  • @binayanayak9420
    @binayanayak9420 6 месяцев назад +2

    କେନ୍ଦ୍ର ଦବନି କିଏ ଦବ ଖଣି ପାଣି ସବୁ ନବ ଆଉ କିଏ ଦବ

  • @DipuKumar-tl7qc
    @DipuKumar-tl7qc 6 месяцев назад

    ସରକାର ବଦଳିଲେ ଉନ୍ନତି ହେବ ନିଶ୍ଚିତ,

  • @manojgiri1199
    @manojgiri1199 6 месяцев назад +1

    ସାରାଭାରତ ରେ ନବୀନ ପଟ୍ଟନାୟକ No 1 ମୁଖ୍ୟମନ୍ତ୍ରୀ

  • @Ashutosh9339
    @Ashutosh9339 6 месяцев назад +1

    2024 BJP Jindabad

  • @susiljena1439
    @susiljena1439 6 месяцев назад

    ଲୁଲୁ ଭାଇ ଜିନ୍ଦାବାଦ

  • @BHANJRUSIKA
    @BHANJRUSIKA 6 месяцев назад +1

    ଆସନ୍ତୁ ସମସ୍ତେ ମିଳିମିଶି ଓଡ଼ିଶାରେ ବିଜେପି ସରକାର ଗଠନ କରିବା

  • @nareshdash3796
    @nareshdash3796 6 месяцев назад +1

    ବିଜେଡି ସରକାର ପୁରା ଅଯୋଗ୍ୟ ଓ ଅତି ଦୁର୍ନୀତି ଗ୍ରସ୍ତ । ଏ ବିଧର୍ମି ସରକାର କୁ ବିଦା କର ।

  • @RusuvaPandey
    @RusuvaPandey 6 месяцев назад +1

    ପାଣିୂଏନ ଭଗବାନ

  • @ODISHABHAI-eq8jq
    @ODISHABHAI-eq8jq 6 месяцев назад +14

    ବିଜେପି କେନ୍ଦ୍ର ରେ ଅଛି ,ସେ ବି ବିଜେପି କର୍ମୀ ଧରି ବିକାଶ କରି ପାରିବେ, କିଏ ମନା କରିଛି, ମୋଦି ଚାହିଁଲେ ଓଡ଼ିଶା ରେ ଶିଳ୍ପ ହୋଇ ପାରିବ, କିଏ ମନା କରୁଚି,pm Modi ଙ୍କୁ, ଏ ପ୍ରଶ୍ନ କର, କେନ୍ଦ୍ର କୁ ନେଇ ଓଡ଼ିଶା 🙏🏻👍

    • @Ttyilojg
      @Ttyilojg 6 месяцев назад +11

      ତାହେଲେ nabin CM ରହିବାର ଅଧିକାର ନାହିଁ

    • @BiswajitPratapsingh-pt6qs
      @BiswajitPratapsingh-pt6qs 6 месяцев назад +4

      ମୋଦି କଣ ଓଡ଼ିଶା ପାଇଁ କିଛି କରୁନାହାନ୍ତି, ଭାରତ ର ପ୍ରତ୍ୟେକ ରାଜ୍ଯ ରେ ଯେଉଁ ଯୋଜନା ହେଉଛି ତାହା ଓଡ଼ିଶାରେ ବି କରୁଛନ୍ତି କିନ୍ତୁ ଟଫାତ୍ ହେଲା କେନ୍ଦ୍ର ଯୋଜନା କୁ ନବୀନ କହିଛନ୍ତି ଆମ BJD କରୁଛି 😊 ଏହା ସତ୍ୟ ଆଉ ଓଡ଼ିଶା BJP ନେତ୍ରୁ ମଣ୍ଡଳୀ କଣ କରିବେ

    • @jashobantanpanda3127
      @jashobantanpanda3127 6 месяцев назад

      ​@@Ttyilojg correct

    • @odiadesisinger5032
      @odiadesisinger5032 6 месяцев назад +2

      Nanin kn bala upadiba

  • @liveforever6998
    @liveforever6998 6 месяцев назад +1

    ଜୟ ତାମିଲ

  • @SantoshDash-zf1xl
    @SantoshDash-zf1xl 6 месяцев назад +7

    Vai.ok

  • @ganeshpanigrahi5258
    @ganeshpanigrahi5258 6 месяцев назад +2

    ଓଡ଼ିଶାର ସାଧାରଣ ଜନତା ସ୍ବାଭିମାନୀ ଓ ସଚେତନ ହେଲେଣି ଯଦ୍ୱାରା ଏଥର ଦୀର୍ଘଦିନ ଧରି ଚାଲିଆସିଥିବା ଅଥର୍ବପଙ୍ଗୁନେତୃତ୍ୱ, ଲାଞ୍ଚ, ଖଣ୍ଟ, ଭୋଗବାଦୀ, ମିଥ୍ୟା, ଅବ୍ୟବସ୍ଥିତ ପ୍ରଶାସନ, ବ୍ୟଭିଚାର, ଭ୍ରଷ୍ଟାଚାର, ଲୁଣ୍ଠନ, ଅପାରଗତା, ଅନ୍ୟାୟ, ଅନୀତି ଏବଂ ତସ୍କରୀକୁ ଯଥୋଚିତ ଜବାବ ଦେବାକୁ ମାନସିକ ସ୍ତରରେ ବାସ୍ତବିକ୍ ବିକଶିତ ରାଜ୍ୟର ମାନ୍ୟତା ପାଇବାକୁ ପ୍ରସ୍ତୁତ ହୋଇଛନ୍ତି...
    🚩ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥସ୍ୱାମୀ🙏...
    🚩ଜୟ ଜୟ ଶ୍ରୀରାମ🙏...
    🇮🇳ବନ୍ଦେ ଉତ୍କଳ ଜନନୀ🚩...
    🇮🇳ଭାରତ ମାତା କି ଜୟ🚩...

  • @BidyabhusanKuldy-yy4cb
    @BidyabhusanKuldy-yy4cb 6 месяцев назад +1

    Reporter madam so smart.... Good asking questions .

  • @Ghhggh0
    @Ghhggh0 6 месяцев назад +25

    ଠ କ୍ ଦଳ କୁ ତଣ୍ଟିଆ

  • @odiahope
    @odiahope 6 месяцев назад

    ପ୍ରାଥୀ ହିସାବରେ ସନ୍ତୋଷ ଜେନା best for ଜଟଣୀ ନିର୍ବାଚନ ମଣ୍ଡଳୀ

  • @laxmidharapanda6086
    @laxmidharapanda6086 6 месяцев назад +1

    ବିଜେଡି ନେତାଙ୍କ ପାଇଁ ଝାରପଡାରେ ନୂତନ ସେଲ ଶୀଘ୍ର ଆରମ୍ଭ କରିଦିଅ ! ନିର୍ବାଚନ ପରେ ସେଲର ଅଭାବ ପଡିପାରେ !

  • @Abirachandramajhi
    @Abirachandramajhi 6 месяцев назад +6

    ନବୀନ ଯଦି ଅଯୋଗ୍ୟ BJD ରେ କେହି ନେତା ନାହାନ୍ତି କୀ? ଖାଲି ପାଣ୍ଡୁ ?

  • @susilnayak7949
    @susilnayak7949 6 месяцев назад +1

    ବିଜେଡି ହଟାଅ ଓଡ଼ିଶା ବଞ୍ଚାଅ

  • @SatyaNarayanPati-lu7ni
    @SatyaNarayanPati-lu7ni 6 месяцев назад +1

    ସବୁ ମୋର ଓଡ଼ିଶା ବାସିଙ୍କୁ ଅନୁରୋ ଧ ବିଜେଡି କୁ ଛାଡି ଆଉ ଆପଣ ଇଛା କିନ୍ତୁ. ବିଜେଡି ଦିଅ ତୁନାହି

  • @balajipanigrahi906
    @balajipanigrahi906 6 месяцев назад +8

    Jatni vasi vote debe bjp modi koo vikash kee liye🎉

  • @suvanarayansankhua8619
    @suvanarayansankhua8619 6 месяцев назад +1

    Jay BJP Jay BJP Jay BJP 🌷🌷🙏🙏👌👌👍👍

  • @debendranarayandash9040
    @debendranarayandash9040 6 месяцев назад +1

    ସମସ୍ତ ମା ମାନଙ୍କୁ ନିବେଦନ ଓଡ଼ିଶାରେ ମଦ ବନ୍ଦ କରିବେକି ସରକାର ତୁ ଧଳା ଚସମା ପିଧିଛୁ ମଦ ବନ୍ଦ କରିବେକି ସରକାର

  • @balajipanigrahi906
    @balajipanigrahi906 6 месяцев назад +5

    Bjd party ree no cm🎉only loke vote debe bjp modi modi modi modi modi modi modi modi modi modi modi modi ❤

  • @adv.jagannathmohakhud9448
    @adv.jagannathmohakhud9448 6 месяцев назад

    ବିଜେପି ଵାଲା ବାୟା ହୋଇଛନ୍ତି... ତମକୁ କିଏ ଜାଣିଛି ଗାଁ ମାନ ଙ୍କ ରେ

  • @tmcreation26
    @tmcreation26 6 месяцев назад

    BJD ପାଇଁ ଗୋଟିଏ ପଦ
    ଓଡ଼ିଶା ରେ ଉନ୍ନତ ଶେଷ ଆଉ ବାକି ଅଛି ଜନତା ମାନଙ୍କୁ ଶେଷ କରିବାଟା ।
    ଆପଣ ମାନେ ଖୁସିତ ❓

  • @munanayak6442
    @munanayak6442 6 месяцев назад +1

    Right ❤❤❤❤❤

  • @sampadpradhan2659
    @sampadpradhan2659 6 месяцев назад

    Mahodaya ...Aparajita saranti.

  • @nishikantabirabar1385
    @nishikantabirabar1385 6 месяцев назад +1

    ଏ ଲୋକ ମାନେ 24 ବର୍ଷ ହେଲା ଗୋଟିଏ ପାର୍ଟି କୁ କେମିତି ଭୋଟ ଦେଇଥିଲେ ।ଏଥର ନୂଆ ସରକାର ।

  • @chitrarekha5206
    @chitrarekha5206 6 месяцев назад

    Congress

  • @jagannathpatnaik8409
    @jagannathpatnaik8409 6 месяцев назад

    ଭାଇ ଯାହା କହୁଛନ୍ତି ସେତିକି ହେଲେ ବୋଧହୁଏ ଜଟଣୀ ର ଉନ୍ନତି ହୋଇଯିବ।

  • @kameswarYouTubeExpress
    @kameswarYouTubeExpress 6 месяцев назад +1

    Right 😢

  • @Tukunu7248
    @Tukunu7248 6 месяцев назад +2

    BJD hatao, nua muha , Only BJP ❤ sura pain jatani barbad hiogala.
    Lokanka Moulik subidha- pani, employment, krushi , health
    Kichi heini.
    Jai Sriram ❤

  • @kedarpradhan6292
    @kedarpradhan6292 6 месяцев назад +1

    Jai aparajita

  • @jullysamal6626
    @jullysamal6626 6 месяцев назад +1

    ଜୟ BJD ନବୀନ ମନ୍ମଥ ଯୋଡ଼ି ଶଙ୍ଖ

  • @dingdongkuna143
    @dingdongkuna143 6 месяцев назад

    ସମସ୍ୟା ବହୁତ୍ ଭୋଟ ପୂର୍ବ ରାତିରେ ଟଙ୍କା ପାଇଲେ ସକାଳେ ଭୁଲି ଯାଉଛନ୍ତି

  • @pratapnayak6021
    @pratapnayak6021 6 месяцев назад

    ମଦ ଦେଇକି ଭୋଟ ନେଉଛି bjd

  • @jayamalsahu-ql8sk
    @jayamalsahu-ql8sk 6 месяцев назад +1

    Bjd zinda Bad

  • @pradeepbarikpradeepbarik9712
    @pradeepbarikpradeepbarik9712 6 месяцев назад +18

    Only vote for BJP. Bjd hatao odisha bajacha

  • @biswajitMohanta-bn8no
    @biswajitMohanta-bn8no 6 месяцев назад

    ଓଡିଶା ରେ ଶାସନ ବ୍ୟବସ୍ତା ଅତି ଦୟନିୟ।ସାଧାରଣ ଜନତା ବର୍ତମାନ ଶରକାରି ଚିକିରିଆଙ୍କ ଲୋଲୁପ ଦୃଷ୍ଟି ର ସିକାର। ବିନା ଲାଞ୍ଚରେ ହେଉନି କୌଣସି ଶରକାରି କାମ। ଓଡିଶାବାସି ଏହାର ଜବାବ ଦେବେ। ଏଥର ହେବ ପରିବର୍ତନ।

  • @gobindaprasadgudu8924
    @gobindaprasadgudu8924 6 месяцев назад +8

    BJP + BJP ek

  • @SmashEnough
    @SmashEnough 6 месяцев назад

    ବିଜେଡି ଦଳ ଚୋର ଠକ ଦଲାଲ କହିବା ପୂର୍ବରୁ ସୁର ରାଉତରାୟ କଣ ଜଟଣୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ଉତ୍ତର ରଖନ୍ତୁ

  • @ranjeetpradhan3461
    @ranjeetpradhan3461 6 месяцев назад

    ପଚିସ୍ ବର୍ଷ ଶାସନ ମଧ୍ୟରେ ଇଏ କି ବିକାଶ ।କଵଳ ତାଙ୍କ ନେତା, କର୍ମଚାରୀ ଲୋଟି ଖାଇଛନ୍ତି ।

  • @BailochnNayak
    @BailochnNayak 6 месяцев назад

    ବିଜେଡି କଳା ଚଷମା ପିନ୍ଧି ରାଜ ନୀତି କରୁଛି

  • @nuclearmislle2750
    @nuclearmislle2750 6 месяцев назад

    2024 best options ବିଜେଡି ବିଜେପି ହଟାଅ କଂଗ୍ରେସ୍ କୁ ଆଣ ,

  • @Official_B.kanhar
    @Official_B.kanhar 6 месяцев назад

    ବିକାଶ କିଛି ହୋଇନି କାଗଜ କଲମ ରେ ରହିଛି।

  • @shivaodiavlogs3785
    @shivaodiavlogs3785 6 месяцев назад

    Jay BJP❤ jay shree ram 🚩

  • @dayanidhisahoo2601
    @dayanidhisahoo2601 6 месяцев назад

    ଓଡ଼ିଶା ଗରିବ ହୋଇଛି. ନଚେତ୍ ଏତେ ମାଗଣା କଣ ପାଇଁ ଦେଉ ଛନ୍ତି

  • @SoumitreshMahapatra
    @SoumitreshMahapatra 6 месяцев назад

    Dhanyabad Shrijukta Chanchal Rana Sir. Have a nice day.

  • @artatranatripathy7618
    @artatranatripathy7618 6 месяцев назад +1

    Narendra modi

  • @pratapkumarjena1829
    @pratapkumarjena1829 6 месяцев назад +9

    ଏଥର ମୁଖ୍ୟ ମନ୍ତ୍ରୀ ପାଣ୍ଡିଆ ଇଲେକ୍ସନ ପରେ ନବୀନ ସ୍ବର୍ଗ କୁ ଯିବ ଗାଦି ଦେଇ ଯିବ ପାଣ୍ଡିଆ କୁ ନବିନା. କୁ ପଣ୍ଡିଆ ମାଲ୍ ପିଆଇ ପିଆଇ ତାକୁ କାମ ବଢ଼େଇ ଦେଇଛି ଖାଲି ଶାସନ କୁ ଆସିଗଲା ପରେ ଅଳି ୟା ସଫା କରି ଦବ ନ ହେଲେ ସେ ତାମିଲ୍ ଛୁଆ ହୋଇ ଓଡ଼ିଶାରେ ଚାକିରି କରି ତା ରାଜ୍ୟ ରେ ଏକ ନମ୍ବରଧନୀ ସ୍ଥାନ ନେଇ ଓଡ଼ିଶାରେ ମୁଖ୍ୟ ମନ୍ତ୍ରୀ ଗାଦି ରେ ବସି ବାକୁ ଯାହୁ ଛି ଓଡ଼ିଶାରେ ଏତେ ମାନ୍ୟ ଗନ୍ୟ ବ୍ୟକ୍ତି ଥାଉ ଥାଉ ତାଙ୍କ କାନ୍ଧରେ ଯୁଆଳି ପକେଇ ହଳ କରି ଫସଲ ଅମଳ କରି ନେଉଛି ମାନିବାକୁ ପଡ଼ିବ. ସେ ତାମିଲ୍ ଖଟା ପାଣି ଖିଆ ଛୁଆ ହେଲେ ବି ତା ବୁଦ୍ଧି କୁ ମାନିବାକୁ ପଡ଼ିବ ଏ ଓଡ଼ିଆ ମେଣ୍ଡା ତା ତାମିଲ୍ ରାଜ୍ୟ ରେ ଯାଇ ଏମିତି ସ୍ଥାନ ନେଇ ଦେଖାନ୍ତୁ ତ୍ ପାତ୍ସଲ ହୋଇ ଓଡ଼ିଶା କୁ ଆସିବେ ଆଉ ତୁମେ କଣ କୋହୁଛ ଆମେ ପୁରୁଣା ଓଡ଼ିଶା କୁ ପଛରେ ପକେଇ ନୁଆ ଓଡ଼ିଶା ନବୀନ ଓଡ଼ିଶା ଗଢି ଦେଖେଇ ଦେଇ ଛୁ ଆରେ ବିଜେଡି ର ଅନ୍ଧ ମୂର୍ଖ ଓଡ଼ିଆ ନେତା କର୍ମୀ ପାଣ୍ଡୁ ଆସିବା ଠାରୁ ତୁମ ଆଖି ଫିଟେଇଛି ସେଥି ପାଇଁ ସେ ଏକ ନମ୍ବର ସ୍ଥାନ ନେଇଛି ତା ଠି ପାଣି ଢ଼ାଳି ପାଦୁକା ନେଇ ଆଶ୍ରିବାଦ ନେଇ ଆଗକୁ ମାଡ଼ି ଚାଲ ଧିକ ତୁମ ରାଜନୀତି କୁ ଲଜ୍ଜ୍ୟା ସରମ ଅଛି ତୁମ ମାନଙ୍କୁ ହେଲେ ଆମେ ସାଧାରଣ ଭୋଟର ଜନତା ହୋଇ ଆମକୁ ଏ ସବୁ ଦେଖିଲା ବେଳକୁ ଦୁଃଖ ଲାଗୁଛି ଆଉ ଲଜ୍ଜ୍ୟା ସରମ ବି ଲାଗୁଛି ପାଣ୍ଡୁ ଏଥର ତୁମକୁ ହାତରେ ଚୁଡି ପିନ୍ଧେଇ ନଚେଇବ ଅପେକ୍ଷା କର ସମୟକୁ

  • @BasantKumarMishra-ik8tb
    @BasantKumarMishra-ik8tb 5 месяцев назад

    ବିଜେଡି ଜିତିଲେ pandian ମୂର୍ଖମନ୍ତ୍ରି ହେବ ପାଇଁ ପାଗ ବାନ୍ଧୁଛି ।କିନ୍ତୁ ଦିବା ସ୍ବପ୍ନ ପରି ସବୁ ମିଳେଇ ଯିବ ।

  • @Manas_Bhoi
    @Manas_Bhoi 6 месяцев назад

    ପଦ୍ମଫୁଲ ପଦ୍ମଫୁଲ ପଦ୍ମଫୁଲ❤❤❤

  • @kailashbansal6172
    @kailashbansal6172 6 месяцев назад +1

    Naveen Babu Kantabanji Ru 1 Lakh Vote Ru Most Win Chellege 🎉🎉🎉🎉🎉❤❤❤❤❤❤❤❤❤❤

  • @Skgbul470
    @Skgbul470 6 месяцев назад

    ବିଜେପି ସରକାର ଓଡ଼ିଶାରୁ
    CST tex ଉଠାଇ ନ ନେଇ ଓଡ଼ିଶାରେ ବିକାଶ କରନ୍ତୁ ,

  • @BijayaPradhan-e6i
    @BijayaPradhan-e6i 6 месяцев назад

    Jay b j d 💗❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️ Jinda baad Jay Naveen Babu jinda baad

  • @jagannathpatnaik8409
    @jagannathpatnaik8409 6 месяцев назад

    ଲୋକ ଫଚାରୁ ନାହାନ୍ତି, ଲୋକ କୁ ଶିଖେଇ ଦିଆଯାଉଛି ତୁମେ ପଚାର କିଏ ମୃଖ୍ୟମନ୍ତ୍ରୀ କିଏ? ଆଉ ଓଡ଼ିଶା ରେ ସବୁ ଜାଣିଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  • @nihardalai735
    @nihardalai735 6 месяцев назад +1

    Naveen

  • @srikantsahoo6563
    @srikantsahoo6563 6 месяцев назад

    ଏତେ develop ଯେ। jatani-pipili ରାସ୍ତା ୬୪ହମ୍ପସ।ଆଉ develop କଣ ଦରକାର।

  • @jnanadiptasamantaray1562
    @jnanadiptasamantaray1562 6 месяцев назад

    *ଶରତ ଦା' : ଶଙ୍କର ବୈଷ୍ଣବ ମାନଙ୍କର ଦୁଇଟା ଅଲଗା ବାଦ ହୋଇ ଗଲା ।*
    *ଶ୍ରୀଶ୍ରୀ ଠାକୁର : ନ ଜାଣିଲେ ଆମେ ଅଲଗା କରି ପକାଉ । ଯେମିତି ଧର୍ମ*
    *ରାଜନୀତି କୁ*
    *ଅଲଗା କରି ପକାଏ,*
    *କିନ୍ତୁ ରାଜନୀତି(poltics)*
    *ମାନେ ହିଁ ଯା ଧର୍ମ କୁ*
    *ପରି-ପୂରଣ କରେ*
    *(that which fulfils Dharm) ।*
    *ଯେ ରାଜନୀତି(politics)*
    *ତା' କରେନା,*
    *ତା ରାଜନୀତି*
    *politics ନୁହେଁ,*
    *ଦୂଷଣ ନୀତି(pollutics) ।*
    *ଆଲୋଚନା ପ୍ରସଙ୍ଗ ୨୦/୨୬୧*

  • @pravatkumarbaral5895
    @pravatkumarbaral5895 6 месяцев назад

    ପିପିଲି ରୁ ଜଟଣି ରୋଡ଼ ରେ ଗଲେ ସ୍ତ୍ରୀ ମାନେ ଡେଲିଭରି ମନକୁ ହୋଇଯିବ 😢😢😢

  • @m.tcreations552
    @m.tcreations552 6 месяцев назад +1

    Loka ନୁହେଁ Bjp ra କର୍ମି ଏ ମାନେ

  • @JadabKeher
    @JadabKeher 6 месяцев назад

    ଜଟଣୀ ବାଳେ ସିଧାସିଧା କହିଦେଉନୁ ଏଇଠି ପଦ୍ମ ଫୁଟିବ

  • @prakashpaikaray9051
    @prakashpaikaray9051 6 месяцев назад

    ଆରେ ଭାଇ ଜଟଣୀ ନା ଜଟଣୀ ନିର୍ବାଚନ ମଣ୍ଡଳୀ ବିକାଶ କଥା କହୁଚ୍ଛ l ଭାଇ ପାଣିର ଅଭାବ ନ କହିଲେ ଭଲ l

  • @pradiptaroul5826
    @pradiptaroul5826 6 месяцев назад +4

    ବିକାଶ କ'ଣ କେବଳ ବିଜେଡି କରିପାରିବ ଆଉ କେହିକରିପାରିବେ ନାହିଁ?

  • @nilanchalapanda4430
    @nilanchalapanda4430 6 месяцев назад +1

  • @bipinbiharisahu8815
    @bipinbiharisahu8815 6 месяцев назад

    BJD HARIBA. BJD Bala Bala kahuchu. BJP jindabad. Jay shreeram.

  • @manasdalai4028
    @manasdalai4028 6 месяцев назад

    ପରି kidney ଦେହରେ ଲଗାଇ ଆଉ କେତ ଦିନ ବଂଚିତ ନବୀନ ସରକାର

  • @jeetendrakumarpandit5656
    @jeetendrakumarpandit5656 6 месяцев назад

    ଓଡ଼ିଆ ଅସ୍ମିତା ବଞ୍ଚାଅ

  • @DNS7960
    @DNS7960 6 месяцев назад

    Jai BJP
    Jai Modiji
    Jai Shriram.

  • @AnilSahu-c2k
    @AnilSahu-c2k 6 месяцев назад +1

    Only bjd❤

  • @AjitGarnayak
    @AjitGarnayak 6 месяцев назад

    Jay shree ram