Odissi Music || Prateek Pattanaik || Kathaa Baarta || कथा-ବାର୍ତ୍ତା || EP - 1

Поделиться
HTML-код
  • Опубликовано: 5 янв 2025

Комментарии • 328

  • @MDSAIFUDDINMSB
    @MDSAIFUDDINMSB 2 месяца назад +31

    Such an insightful and enriching debut episode! The depth of knowledge and passion Mr. Prateek Pattanaik brings to the discussion truly shines through, offering a fresh perspective on the beautiful legacy of Odissi music. It's incredible to see how much history, tradition, and artistry are woven into this cultural gem of Odisha. Panda Babu, your passion for Odia culture and history really shines through, and you’ve created a space that beautifully celebrates our heritage. This channel is undoubtedly on its way to becoming a must-watch for anyone passionate about Odisha’s heritage . Looking forward to more inspiring conversations!

    • @Kathaa_Baarta
      @Kathaa_Baarta  2 месяца назад +3

      We truly appreciate you taking the time to share those kind words. It means so much to us 🙏🏼🥰 🙏🏼
      Please do share with your friends and family !!!

    • @MDSAIFUDDINMSB
      @MDSAIFUDDINMSB 2 месяца назад

      @@Kathaa_Baarta Already done 👍

    • @pragyanacharya3217
      @pragyanacharya3217 2 месяца назад

    • @chinmayeenayak4314
      @chinmayeenayak4314 2 месяца назад

      ​@@Kathaa_Baarta ଯାହା ହେଉ subscriber ବଢ଼ି ଯାଇଛନ୍ତି । ସକାଳେ ଦେଖିବା ପରେ share କରିବାର ଫଳ ମିଳିଛି । ଆଶା କରେ ଭବିଷ୍ୟତରେ ବି ଶିକ୍ଷଣୀୟ ତଥା ଆମ ଓଡ଼ିଶାର ରୀତି ନୀତି ସଂସ୍କୃତିକୁ ଯାହା ଧରି ରଖିବ ସେପରି ବିଷୟ ବସ୍ତୁକୁ ପ୍ରାଧାନ୍ୟ ଦେବେ । କପୋଳକଳ୍ପିତ କାହାଣୀ ଅପେକ୍ଷା research based fact କୁ ଗୁରୁତ୍ବ ଦେବେ ।

  • @chinmayeenayak4314
    @chinmayeenayak4314 2 месяца назад +9

    ବହୁତ ବହୁତ ଧନ୍ୟବାଦ । ଆପଣ ଭାଗ୍ୟବାନ ଯେ ଛୋଟ ବେଳେ ଆପଣ ଏ ଛାନ୍ଦ ଚମ୍ପୁ ଶୁଣି ବଡ଼ ହୋଇଛନ୍ତି । ଆମର ସେ ସୌଭାଗ୍ୟ ନ ଥିଲା । ତେବେ ସମସାମୟିକ ମୋର ବନ୍ଧୁଙ୍କ ତୁଳନାରେ ଏ ବିଷୟରେ ଟିକେ ଅଧିକ ଧାରଣା ଥିଲା , ଯେହେତୁ ସଂଗୀତରେ ଆଗ୍ରହ ଥିଲା । କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ଯେତେବେଳେ ଶିକ୍ଷୟିତ୍ରୀ ଭାବରେ ଓଡ଼ିଆ ପଦ୍ୟ ପଢା଼ଏ "ରାମକେରୀ" ରାଗ "ବାହୁଡା଼ ବସନ୍ତ" ବୃତ୍ତରେ ଆବୃତ୍ତି କରିବାକୁ ଚାହେଁ , କୌଣସି ଠାରୁ କିଛି ପାଏ ନାହିଁ । ଆଜି ଖୁସି ଲାଗିଲା ସେଇ ହଜିଲା ଜିନିଷ ଖୋଜି ପାଇଥିବାରୁ । ଚେଷ୍ଟା ତ ଅଛି ପର ପିଢ଼ିକୁ ଓଡ଼ିଆପଣକୁ ନେଇ ଗର୍ବ କରିବା‌ ଶିଖାଇବା, ଏହା ତ ସମୟ କହିବ । ଏହି ପ୍ରଚେଷ୍ଟାରେ ଆପଣ ବି ଅଛନ୍ତି । ତେଣୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @deepakkumarpanda9350
    @deepakkumarpanda9350 2 месяца назад +9

    ଆହାଃ ଖୁସି ଲାଗିଲା କି କେହି ଜଣେ ଓଡ଼ିଆ ଭାଷାକୁ ଜାବୁଡି ଧରିବାକୁ, ଓଡ଼ିଆତ୍ୱ କୁ ବଜାୟ ରଖିବାକୁ ପ୍ରୟାସ କରି ସର୍ବୋପରି ଓଡିଶୀ ସଙ୍ଗୀତକୁ ଜନାଦୃତ କରି ଓଡ଼ିଆ ଭାଷାର ମହାନତାକୁ କୋଟି କୋଟି ଓଡିଆଙ୍କ ନିକଟରେ ପହଁଚାଇଛି।
    ଉଭୟ ଭାଇଙ୍କୁ ଆନ୍ତରିକ ଧନ୍ୟବାଦ 🙏🙏
    ଜୟ ଜଗନ୍ନାଥ 🙏🙏

  • @Shekhar_Suman_Majhi
    @Shekhar_Suman_Majhi 2 месяца назад +12

    ଆମ ପ୍ରତୀକ ଓଡ଼ିଶୀ ସଙ୍ଗୀତର ଭବିଷ୍ୟତ ❤

    • @Kathaa_Baarta
      @Kathaa_Baarta  2 месяца назад +1

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @asishpadhy5033
    @asishpadhy5033 Месяц назад +3

    Keep it up bhai..
    Odia podcast dekhiki bahut khushi laguchi 🙌

    • @Kathaa_Baarta
      @Kathaa_Baarta  Месяц назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @odishaunexplored8180
    @odishaunexplored8180 2 месяца назад +36

    ଏପରି podcast ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପୁନଃରୁଦ୍ଧାର ନିମନ୍ତେ ନିତାନ୍ତ ଆବଶ୍ୟକ ଥିଲା, ଧନ୍ୟବାଦ ପ୍ରତୀକ ଓ ସୌମ୍ୟ ଏହି ଶୁଭାରମ୍ଭ ନିମନ୍ତେ।

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!

  • @soumyadas7869
    @soumyadas7869 2 месяца назад +10

    ଦୁଇ ଜଣ ଯୁବ ଓଡ଼ିଆ , ଓଡ଼ିଆ ଭାଷା ଏବଂ ଓଡ଼ିଆ ସଙ୍ଗୀତ ଉପରେ ଚର୍ଚ୍ଚା ହେବାର ଦେଖି , ମୁଁ ବହୁତ ଖୁସି ଅନ୍ତତଃ ଏହା ପ୍ରାରମ୍ଭ ତ ହେଲା

    • @Kathaa_Baarta
      @Kathaa_Baarta  2 месяца назад +1

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

    • @purnachandrapanda5044
      @purnachandrapanda5044 Месяц назад +1

      ସମ୍ପୂର୍ଣ୍ଣ ଓଡିଆ ଅସ୍ମିତା

  • @janardanjena9928
    @janardanjena9928 2 месяца назад +5

    Before I have seen in any interview or podcast, the host is total ignore about the work of the guest but you are only one who trys to know all the work of the guest before. That's why I love the podcast and it makes different than others in odisha especially.
    NB: ଜଣେ ଉପସ୍ଥାପକ ଜଣେ ଲେଖକଙ୍କୁ ପଚାରିଲେ ପ୍ରଚ୍ଛଦରେ, ଆପଣ କଣ କଣ ବହି ସବୁ ଲେଖିଛନ୍ତି | ତା ପରେ ଆରମ୍ଭ ହେଲା କାର୍ଯ୍ୟକ୍ରମ 😂😂😂
    ଧନ୍ୟବାଦ 🙏🙏

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @purnachandrapanda5044
    @purnachandrapanda5044 Месяц назад +6

    ଅଦ୍ଭୁତ

    • @Kathaa_Baarta
      @Kathaa_Baarta  Месяц назад

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @sswabhimanparida1383
    @sswabhimanparida1383 Месяц назад +4

    ଓଡ଼ିଶା ପ୍ରଦେଶ ର ସଙ୍ଗିତ ଶାସ୍ତ୍ର ଅତି ସୁନ୍ଦର ଭାବରେ ବର୍ଣ୍ଣନା କରା ଯାଇଛି....❤ (ଅତି ସୁନ୍ଦର ଉପସ୍ଥାପନ ପ୍ରତିକ୍ ଭାଇ ଙ୍କ ଦ୍ଵାରା) 😘🥰🙏

    • @Kathaa_Baarta
      @Kathaa_Baarta  Месяц назад +1

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @sumatipanigrahi6252
    @sumatipanigrahi6252 2 месяца назад +7

    Duara paka nata re prateek sir nka voice sunithili .....bahut khusi lagila podcast re dekhiki ........ Waiting for more information

  • @aswinisahoo1977
    @aswinisahoo1977 2 месяца назад +6

    ଅତି ଉତ୍ତମ l ପ୍ରତୀକ ସରସ୍ୱତୀ ଙ୍କ ବରପୁତ୍ର l ଢେର ଆଶୀର୍ବାଦ l ବହୁତ ଆଗକୁ ଯାଅ ଏବଂ ଓଡିଆ ଓ ଓଡ଼ିଶା ର ଧ୍ଵଜା ଉଡାଇ ଚାଲ l ସୌମ୍ୟ ବାବୁ ଆପଣଙ୍କୁ ଧନ୍ୟବାଦ l ସୁନ୍ଦର ପ୍ରଚେଷ୍ଟା l

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @sanjuktabehera1863
    @sanjuktabehera1863 2 месяца назад +4

    ବହୁତ ଖୋଜୁଥିଲି... ମନଲାଖି ଜିନିଷ ଟିଏ ପାଇଗଲି। ❤❤ ବହୁତ ବହୁତ ଧନ୍ଯବାଦ ଆମ ସଂସ୍କୃତି ଉପରେ ଆଲୋକପାତ କରିଥିବା ରୁ। 🙏🙏

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @bishwoksendash4441
    @bishwoksendash4441 2 месяца назад +6

    ପ୍ରତୀକ ଭାଇ ଙ୍କ ଠୁଁ ଆରମ୍ଭ ହେଲା ❤ ଆହାଃ କି ସୁନ୍ଦର ❤

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @kisanchoudhury7941
    @kisanchoudhury7941 2 месяца назад +3

    ଆହାଃ, କେତେ ସୁନ୍ଦର କଥାବାର୍ତ୍ତା । ବହୁତ ବହୁତ ଧନ୍ୟବାଦ ଏମିତି ସୁନ୍ଦର କାର୍ଯ୍ୟକ୍ରମ କରିଥିବାରୁ।

    • @Kathaa_Baarta
      @Kathaa_Baarta  2 месяца назад

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @DrPuspanjaliAcharya
    @DrPuspanjaliAcharya 2 месяца назад +3

    Nice❤

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @Padma519
    @Padma519 2 месяца назад +2

    ଜୟ ଜଗନ୍ନାଥ | ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ସଂଗୀତର ସର୍ବୋତ୍କୃଷ୍ଟ ସାକ୍ଷାତକାର । ବହୁତ ବହୁତ ଧନ୍ୟବାଦ୍ | ଆପଣଙ୍କ ପ୍ରୟାସ ଉଚ୍ଚକୋଟୀର ଓ ପ୍ରଶଂସନୀୟ । ଆମେମାନେ ନିଶ୍ଚିତ ରୂପେ ଆମ ଭାଷା ସାହିତ୍ୟ ସଂଗୀତ ନୃତ୍ୟ ସଂସ୍କୃତି ଓ ପରମ୍ପରା କୁ ପୁନର୍ଜୀବିତ କରିପାରିବ' । ଜୟ ଜଗନ୍ନାଥ |

    • @Kathaa_Baarta
      @Kathaa_Baarta  2 месяца назад +1

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @ommashutoshmahasuar
    @ommashutoshmahasuar 2 месяца назад +2

    ଗୀତ ଗୋବିନ୍ଦ ରୁ ଅଧ୍ୟାୟଟିକୁ ଆରମ୍ଭ କରିଥିବାରୁ ଅଶେଷ ଧନ୍ୟବାଦ ❤

    • @Kathaa_Baarta
      @Kathaa_Baarta  2 месяца назад +1

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @Graciay-v6x
    @Graciay-v6x 2 месяца назад +9

    ଜୟ ଜଗନ୍ନାଥ
    ବନ୍ଦେ ଉତ୍କଳଜନନୀ ❤

  • @sailajasankarsadangi56
    @sailajasankarsadangi56 2 месяца назад +2

    ଓଡ଼ିଶାରେ ଏପରି ଯୁବ ପ୍ରତିଭାଙ୍କ ଆବଶ୍ୟକତା ଅଛି। ଏପରି ଧାରାବାହିକ କାର୍ଯ୍ୟକ୍ରମ କେବଳ ଦୂରଦର୍ଶନର ଡିଡି ଓଡ଼ିଆ ରେ ପରିଣତ ବୟସର ଲୋକଙ୍କୁ ଦେଖୁଥିଲୁ। ଆଜି ଯୁବ ପିଢୀ ଙ୍କୁ ଦେଖି ଭାରି ଗର୍ବ ଅନୁଭବ ହେଉଛି। ଜୟ ଜଗନ୍ନାଥ 🙏

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @ambarishmangaraj268
    @ambarishmangaraj268 2 месяца назад +3

    ପ୍ରତୀକ ହେଉଛନ୍ତି ଓଡିଶାର ରତ୍ନ..... ଏଭଳି podcast ସମୟର ଆହ୍ୱାନ। ସୁନ୍ଦର ଓ ସାରଗର୍ଭକ

    • @Kathaa_Baarta
      @Kathaa_Baarta  2 месяца назад

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @prasannakumarsahoo567
    @prasannakumarsahoo567 2 месяца назад +2

    ବହୁତ ସୁନ୍ଦର ଉପସ୍ଥାପନା l

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @manoramachoudhury
    @manoramachoudhury 2 месяца назад +2

    Sandhya bhasha.. a very informative conversation. Prateek's voice has the old-school charm! It is a treat to see the young generation kids diving in depth for classical literature and music. Congrats to both!!

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @Ezone_Ent
    @Ezone_Ent 2 месяца назад +3

    କେତେ ସୁନ୍ଦର ଆଲୋଚନା!!
    ପ୍ରତୀକ ବାବୁ ବହୁତ୍ ସୁନ୍ଦର୍ କହିବାଶୈଳୀ, ସୌମ୍ୟ ଭାଇଙ୍କ ଉପସ୍ଥାପନା ଖୁବ୍ ସୁନ୍ଦର।
    ପ୍ରତି ଓଡ଼ିଆଙ୍କ ଆତ୍ମାର ବିଳାପ। ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଏମିତି ଚାଲୁ ଏସବୁ ବହୁତ୍ ଆନନ୍ଦ ଲାଗୁଛି!!
    Kudos to entire team
    From:
    Ashutosh Dixit ❤

    • @Kathaa_Baarta
      @Kathaa_Baarta  2 месяца назад +1

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @nivadas9607
    @nivadas9607 2 месяца назад +2

    Uff what a podcast❤❤

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @gopalbehera1
    @gopalbehera1 2 месяца назад +2

    ଭାଇ ଆପଣଙ୍କୁ ଶତ ଶତ ନମନ 🙏🙏🙏 ।
    ଓଡିଆ ଭାଷା ସାହିତ୍ୟ ପାଇଁ ଆପଣଙ୍କର ଏଯେଉଁ ପ୍ରୟାସ ସଦା ସର୍ବଦା ରହିଥାଉ । ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ ।

    • @Kathaa_Baarta
      @Kathaa_Baarta  2 месяца назад

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @Shreyeahhhh
    @Shreyeahhhh 2 месяца назад +3

    Absolutely informative..loved the podcast!! Jay Jagannath ❤️

    • @Kathaa_Baarta
      @Kathaa_Baarta  2 месяца назад +1

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @toffanibiswal4002
    @toffanibiswal4002 2 месяца назад +2

    ଅତି ସୁନ୍ଦର ମନ ଛୁଆଁ ହେଇଛି episode t ମହାପ୍ରଭୁ ଆହୁରି ଆଗକୁ ନିଅନ୍ତୁ ଆପଣ ଆପଣଙ୍କର ପ୍ରୟାସ ଜାରି ରହୁ

    • @Kathaa_Baarta
      @Kathaa_Baarta  2 месяца назад +1

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!

  • @anjaneyamohapatra4382
    @anjaneyamohapatra4382 2 месяца назад +11

    In these contemporary and showoff times, your efforts about tradition and literature are very valuable and commendable... ପ୍ରଭୁ ଜଗନ୍ନାଥ ସର୍ବ ମଙ୍ଗଳ କରନ୍ତୁ.... ଆନ୍ତରିକ ଶୁଭେଚ୍ଛା ସହିତ ଶୁଭକାମନା

    • @Kathaa_Baarta
      @Kathaa_Baarta  2 месяца назад

      Thank you so much for recognizing that! We always aim to keep things genuine and focused on the content...
      Your appreciation means a lot and encourages us to keep up the good work 🙏🏼♥️🙏🏼
      Please do share with your friends and family !!!

  • @DS-vw1yp
    @DS-vw1yp 2 месяца назад +3

    ଏହି ସୁନ୍ଦର ପଦକ୍ଷେପ ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ |

    • @Kathaa_Baarta
      @Kathaa_Baarta  2 месяца назад +1

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

    • @DS-vw1yp
      @DS-vw1yp 2 месяца назад +1

      @@Kathaa_Baarta 😌🙏💛✨

  • @debabratabasantia4237
    @debabratabasantia4237 2 месяца назад +3

    We should think about that our culture should strictly preserved

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @manassahu2175
    @manassahu2175 2 месяца назад +3

    ବହୁତ ବଢ଼ିଆ ❤

    • @Kathaa_Baarta
      @Kathaa_Baarta  2 месяца назад +1

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @chinmayeemishra6968
    @chinmayeemishra6968 2 месяца назад +2

    Nice to see such a matured discussion on odishi music.... Really proud of Mr. Pratik pattnaik's presentation of prospective perception of odishi culture..... Hats off....

    • @Kathaa_Baarta
      @Kathaa_Baarta  2 месяца назад +1

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @Sweta__________4-m3b
    @Sweta__________4-m3b 2 месяца назад +6

    ପ୍ରଥମ ଅଧ୍ୟାୟରେ ହିଁ ମନ ନେଇଗଲ✨️

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @kingsiddharth8765
    @kingsiddharth8765 2 месяца назад +2

    Thank you for enhancing old culture... Hope emiti ahuri video asiba ❤❤

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @dibyajyotipradhan6546
    @dibyajyotipradhan6546 2 месяца назад +2

    Gita gobindra paribesan ati chamatkar au chamatkaar bartalap jai jagannath🙏🙏

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!

  • @kamalkumaridash13
    @kamalkumaridash13 2 месяца назад +5

    ଅତି ହୃଦୟସ୍ପର୍ଶୀ ଆଲୋଚନା
    ଶୁଣି ବହୁତ ଖୁସି ଲାଗିଲା
    ଭଗବାନ ପ୍ରତୀକକୁ ଆହୁରି ସଂଗୀତମନସ୍କ କରନ୍ତୁ

    • @Kathaa_Baarta
      @Kathaa_Baarta  2 месяца назад +1

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @subratkumarmajhi7463
    @subratkumarmajhi7463 2 месяца назад +2

    Must watch for Every Young Odia.❤

  • @chandanmoharana9560
    @chandanmoharana9560 2 месяца назад +3

    ଆପଣ ଯାହା କହିଲେ, episodeଟି ସୁଶ୍ରାବ୍ୟ, ଶ୍ରୁତିମଧୁର ଏବଂ ଶିକ୍ଷଣୀୟ। ସୁମନାସ।

    • @Kathaa_Baarta
      @Kathaa_Baarta  2 месяца назад +1

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

    • @Kathaa_Baarta
      @Kathaa_Baarta  2 месяца назад

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @gpmishra19
    @gpmishra19 2 месяца назад +2

    Excellent one. Starting with Prateek is just superb

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @p_datta_8700
    @p_datta_8700 2 месяца назад +4

    ଜୟ ଶ୍ରୀଜଗନ୍ନାଥ। ଶୁଭେଚ୍ଛା 🙌😊❤️

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @sambitkumarpattanaik5275
    @sambitkumarpattanaik5275 2 месяца назад +5

    ମଙ୍ଗଳମୟ ମହାପ୍ରଭୁ ଓ ଜଗତ ଜନନୀ କୃପାମୟୀଙ୍କ ଦୟା ରୁ ଏହି ପ୍ରୟାସ ଓଡ଼ିଆ ଭାଷା ,ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ ହୋଇ ବିଶ୍ଵଦରବାର ରେ ଉଭା ହଉ।❤

    • @Kathaa_Baarta
      @Kathaa_Baarta  2 месяца назад

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @kalingahistory
    @kalingahistory 2 месяца назад +10

    ସୌମ୍ୟ, ଯାହା ଭାବିଥିଲି ତାଠୁ ଅଧିକା ଭଲ ହୋଇଛି। କଥାବାର୍ତ୍ତା ଜାରି ରହୁ।

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @animasmrutipragnya2231
    @animasmrutipragnya2231 2 месяца назад +2

    I was hooked from starting 😮 Harekrushna gobinda Gopal jayajaydeva Hare🤍🙏

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @bhabaniprasaddas4264
    @bhabaniprasaddas4264 2 месяца назад +2

    ସୁନ୍ଦର🙏🏻❤

    • @Kathaa_Baarta
      @Kathaa_Baarta  2 месяца назад

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @SubhashishDash9
    @SubhashishDash9 2 месяца назад +2

    Truly a ray of hope for revival of our wonderful culture..🙏🏻🙏🏻❤️💐💐

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @shreejagannathadham
    @shreejagannathadham 2 месяца назад +2

    ଅତି ସୁନ୍ଦର

    • @Kathaa_Baarta
      @Kathaa_Baarta  2 месяца назад

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @ratnakarsahu1602
    @ratnakarsahu1602 2 месяца назад +2

    Jay jagannath 🙏🙏🙏...

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @baljitkaur4770
    @baljitkaur4770 2 месяца назад +2

    Excellent singing beta and keep it up 👍

  • @ritumohanty1573
    @ritumohanty1573 2 месяца назад +14

    Good start ❤

  • @bishnumohanadhikari4473
    @bishnumohanadhikari4473 2 месяца назад +8

    ପ୍ରତୀକ ଓଡ଼ିଆ ଅସ୍ମିତାର ପ୍ରତୀକ

    • @Kathaa_Baarta
      @Kathaa_Baarta  2 месяца назад

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @meaisu.7
    @meaisu.7 2 месяца назад +2

    Seeing two young individuals discussing our own music in our language is truly a ray of hope! Talented singers like Mr. Prateek show that Odissi music is finding its way to express itself, even with the unfortunate lack of appreciation from many Odias. Please continue sharing the nuances of our music-I believe that Odia, being our authentic self, will find its appropriate audience.

    • @Kathaa_Baarta
      @Kathaa_Baarta  2 месяца назад +1

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @biwanandanapallai9063
    @biwanandanapallai9063 2 месяца назад +3

    ବହୁତ ସୁନ୍ଦର ଆଜ୍ଞା। ଜୟ ଶ୍ରୀ ଜଗନ୍ନାଥ

    • @Kathaa_Baarta
      @Kathaa_Baarta  2 месяца назад +1

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

    • @biwanandanapallai9063
      @biwanandanapallai9063 2 месяца назад +1

      @@Kathaa_Baarta ନିଶ୍ଚିତ ଆଜ୍ଞା । ❤️

  • @devdulaldash7582
    @devdulaldash7582 2 месяца назад +2

    Jay Jagannath
    Sri Jagannath Mahaprabhu Mahabaahu Prateek Pattnaik nku sukha santosh shanti re rakhantu, parampada prapt karaantu
    Jay Jagannath🙏

    • @Kathaa_Baarta
      @Kathaa_Baarta  2 месяца назад +1

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @pcmahapatra3857
    @pcmahapatra3857 2 месяца назад +4

    An excellent analysis of odishi Sangeet.Such taks are necessary to take odia language to a greater heights.

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @debiprasad95
    @debiprasad95 Месяц назад +2

    An other great podcast . Love the intro ❤

    • @Kathaa_Baarta
      @Kathaa_Baarta  Месяц назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @sudhanandadalai9848
    @sudhanandadalai9848 2 месяца назад +2

    Inspired to see such a unique guy , inspiration to young generation , his unique attitude and path to life 🙏

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!

  • @niharsatpathy5905
    @niharsatpathy5905 2 месяца назад +2

    A great discussion on Odissi music. Prateek's keen interest and expertise in Odissi music reassures us that this unique music form of our state would be ably carried forward by the new generation of Odias.

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @s.k.g.creativeworld6622
    @s.k.g.creativeworld6622 2 месяца назад +2

    ବହୁତ ସୁନ୍ଦର ଭାଇ❤❤❤

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Do watch our second episode as well ❤️‍🩹 ❤️‍🩹 ❤️‍🩹
      Please do share with your friends and family !!!

  • @anupkumarbiswal6052
    @anupkumarbiswal6052 2 месяца назад +2

    ପ୍ରଥମ ଅଧ୍ୟାୟ ରେ ମନ କିଣିନେଲ❤🎉

    • @Kathaa_Baarta
      @Kathaa_Baarta  2 месяца назад

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @kanaksabath
    @kanaksabath 2 месяца назад +3

    ସୋମ ବହୁତ କଥା ଓଡ଼ିଆ ରେ।କହି ଆମ ଭାଷା।ର ଗୌରବ ବଢ଼ାଇଛୁ।ଏମିତି ଅନେକ କଥାବାର୍ତ୍ତା କଲେ ଓଡ଼ିଆ ଭାଷାର ଉନ୍ନ ତି ସମ୍ଭବ ହେବ। ବହୁତ ସୁନ୍ଦର କହିବା ଶୈଳୀ।

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @rakeshnayak1470
    @rakeshnayak1470 2 месяца назад +2

    🙌🏻❤️🙏🏻🙏🏻

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @chandv22
    @chandv22 2 месяца назад +4

    This is absolutely lit 🔥🔥🔥🔥🔥🔥🔥🔥🔥 beautiful and the strongest start ❤❤❤❤

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @swatisubhasmitasahoo7251
    @swatisubhasmitasahoo7251 2 месяца назад +4

    Bhai bohut sundar heichhi ....
    Prateek bhai apana majhire majhire baithak karantu please....

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @jugalkumarsahu7528
    @jugalkumarsahu7528 2 месяца назад +2

    ❤️❤️have been following Prateek for a while. Kudos for bringing the knowledge about the existence of all these .❤❤

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!

  • @akashpattanayak2009
    @akashpattanayak2009 2 месяца назад +3

    ଜୟ ଜଗନ୍ନାଥ, ହରି ବୋଲ।

    • @Kathaa_Baarta
      @Kathaa_Baarta  2 месяца назад

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @sankarbhuyan9758
    @sankarbhuyan9758 2 месяца назад +3

    Bahut badhia jemiti expectations thila ta thu v adhika sundara heichi Soumya Bhai nka Kathaa Baartaa 🙌🙌Aau Pratik v Bahut badhia se ama Odia kala Sanskruti upre baarta😂deichanti😍 Bahut Bahut Subhakamana Kathaa Baartaa Team nku🎉

    • @Kathaa_Baarta
      @Kathaa_Baarta  2 месяца назад +1

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @simplehuman7127
    @simplehuman7127 Месяц назад +2

    Ati sundar 🎉🎉

    • @Kathaa_Baarta
      @Kathaa_Baarta  Месяц назад +1

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @shreyasroutray510
    @shreyasroutray510 Месяц назад +2

    Really very mesmerizing. Keep doing this noble work bhai. As a odia i am really grateful to you. Jay Jagannath 🙏🏻

    • @Kathaa_Baarta
      @Kathaa_Baarta  Месяц назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @amatoka2
    @amatoka2 2 месяца назад +3

    Truly feels like a research paper.. What a knowledge upon our Odia Bhasa and Sangeet …Please upload more videos with Prateek

    • @Kathaa_Baarta
      @Kathaa_Baarta  2 месяца назад

      Thank you so much for your thoughtful and detailed comment! We're glad you enjoyed the podcast and truly appreciate the effort you put into sharing your insights 🙏🏼♥️🙏🏼
      Please do share with your friends and family !!!

  • @sreemantripathy7982
    @sreemantripathy7982 2 месяца назад +2

    It's such a delight to the eyes to see this historical event in making ❤❤❤

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @souvagyaranjannayak4408
    @souvagyaranjannayak4408 2 месяца назад +2

    Good one man... Keep it on 🎉

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @ChinmayaMohanty486
    @ChinmayaMohanty486 2 месяца назад +4

    ଅତି ସୁନ୍ଦର ଶୁଭାରମ୍ଭ 👏🏻
    ଆଗକୁ ଜାରି ରଖନ୍ତୁ।

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @purnasingh4724
    @purnasingh4724 2 месяца назад +2

    ଜୟ ଜଗନ୍ନାଥ ❤

    • @Kathaa_Baarta
      @Kathaa_Baarta  2 месяца назад +1

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @elcreation3413
    @elcreation3413 Месяц назад +1

    ଗାମ୍ଭିର୍ୟ୍ଯ-ପୂର୍ଣ୍ଣ ତଥା ତତ୍ତ୍ଵ ରେ ରୁଦ୍ଧିମନ୍ତ... ବହୁତ୍ ବହୁତ୍ ଧନ୍ୟବାଦ୍

    • @Kathaa_Baarta
      @Kathaa_Baarta  Месяц назад

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻

  • @PreetimayeeSingh
    @PreetimayeeSingh 2 месяца назад +3

    ଜୟ ଜଗନ୍ନାଥ 🙌 ବୋହୁତ ସୁନ୍ଦର 🤩 ଏଇ ତ ଆରମ୍ଭ 🙌🙌♥️

    • @Kathaa_Baarta
      @Kathaa_Baarta  2 месяца назад

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @krushnachandraharichandan6189
    @krushnachandraharichandan6189 Месяц назад +1

    ହୃଦୟସ୍ପର୍ଶୀ ❤❤❤❤❤

    • @Kathaa_Baarta
      @Kathaa_Baarta  Месяц назад

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @Surabhi_panda22
    @Surabhi_panda22 2 месяца назад +4

    ଶୁଭାରମ୍ଭ ✨

    • @Kathaa_Baarta
      @Kathaa_Baarta  2 месяца назад +1

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

  • @krushnasahu7514
    @krushnasahu7514 2 месяца назад +2

    ଖୁବ ସୁନ୍ଦର କଣ୍ଠ.

    • @Kathaa_Baarta
      @Kathaa_Baarta  2 месяца назад

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

    • @krushnasahu7514
      @krushnasahu7514 2 месяца назад

      @@Kathaa_Baarta ତାଙ୍କର ଭ ଚମ୍ପୁ କୁ ବହୁତ ସୁନ୍ଦର ଭାବରେ ଗାଇଛନ୍ତି. ଆପଣ ମାନଙ୍କୁ ଧନ୍ୟବାଦ.

  • @rajatjena7857
    @rajatjena7857 2 месяца назад +1

    କେଡେ ସୁନ୍ଦର ମୋ ଇତିହାସ

    • @Kathaa_Baarta
      @Kathaa_Baarta  2 месяца назад +1

      ଅନେକ ଧନ୍ୟବାଦ ❤️।
      ଭଲ ଲାଗିଥିଲେ ନିଜ ପରିବାର ତଥା ସାଙ୍ଗସାଥି ମାନଙ୍କୁ ଦେଖିବାକୁ ଅନୁରୋଧ କରନ୍ତୁ ।
      ଆପଣଙ୍କ ସାହାଯ୍ୟ ସହଯୋଗ ଆମ ପାଇଁ ଏକାନ୍ତ କାମ୍ୟ 🙏🏻।

    • @rajatjena7857
      @rajatjena7857 2 месяца назад

      @@Kathaa_Baarta ✅

    • @rajatjena7857
      @rajatjena7857 2 месяца назад

      @@Kathaa_Baarta ଭାଇ ଖୁସି ଲାଗିଲା କି ଆପଣ ଖାଲି କଣ୍ଟେଣ୍ଟ ବନାଉ ନାହାନ୍ତି feedback ବି ନେଉଛନ୍ତି ।
      ସେହି କ୍ରମ ରେ ଛୋଟିଆ ଅନୁରୋଧ ଭାଇ କଥା ଗୁଡା ଜଲଦି ଜଲଦି ରେ ହେବା ଭଳି ହୃଦୟଙ୍ଗମ ହେଲା .... ଆହୁରି ବହୁତ୍ କିଛି ରହିଗଲା ପରି ଲାଗିଲା ପ୍ରତୀକ ଙ୍କ ସହ ଗପସପ। ଆଗକୁ ଆହୁରି ବିସ୍ତୃତ ଆଲୋଚନା ଦରକାର। ଏମିତି ଜିନିଷ ର ଭୋକ ନିଶ୍ଚୟ ରହିବ

  • @aswinikumarsahoo887
    @aswinikumarsahoo887 2 месяца назад +3

    Bhai... Long awaited podcast started... Bahut bhala lagila...

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @bishwoksendash4441
    @bishwoksendash4441 2 месяца назад +4

    I just completed watching the video ❤. I think this video deserves a million views. The day, it will achieve this milestone, It will be proved that AN ODIA IS STILL ALIVE 😍❤

    • @Kathaa_Baarta
      @Kathaa_Baarta  2 месяца назад +1

      We are delighted that you enjoyed the podcast and we hope to reach that million views milestone with amazing viewers like you cheering us on. Stay tuned for more and thanks again 🙏🏼♥️🙏🏼
      Please do share with your friends and family !!!

    • @manassahu2175
      @manassahu2175 2 месяца назад

      @@bishwoksendash4441" ODIA IS STILL ALIVE" କିନ୍ତୁ ଭାଇ ଆପଣ ଓଡ଼ିଆ ବଦଳରେ ଇଂରେଜି ରେ ମନ୍ତବ୍ୟ ଦେଉଛନ୍ତି। ତା ହେଲେ ଓଡ଼ିଆ କେମିତି ଜୀବନ୍ତ ଅଟେ?

  • @gyanaprakashbaral4248
    @gyanaprakashbaral4248 2 месяца назад +3

    Bahut badhia bhai ei bhalia khanti odia re katha barta rakha au ama odisha ra ei bhali suna hira nku khoji ana nua pidhi ra chua mane nihati esabu suniba darkar
    Jai Jagannathan 🚩🙏

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @rahul_ranjan_nayak
    @rahul_ranjan_nayak 2 месяца назад +2

    ଜ୍ଞାନପୂର୍ଣ୍ଣ ଆଲୋଚନା

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @maheshsatapathy8553
    @maheshsatapathy8553 2 месяца назад +3

    ଭାଇ,ବହୁତ ବଢିଆ ଥିଲା 👌

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @shafiquesiddiqui3939
    @shafiquesiddiqui3939 2 месяца назад +3

    Congratulations🎉🎉🎉🎉

    • @Kathaa_Baarta
      @Kathaa_Baarta  2 месяца назад

      Thank you for watching, Uncle. It means so much to us that you took the time to tune in 🙏🏼🙏🏼🙏🏼
      Please do share with your friends and family !!!

  • @Nitish-f2c
    @Nitish-f2c 2 месяца назад +2

    Your efforts are clearly visible Prateek & Soumya bhai. Keep up the good work. All the very best. 🙏🏻❤️

    • @Kathaa_Baarta
      @Kathaa_Baarta  2 месяца назад +1

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @matrutirthamishra8208
    @matrutirthamishra8208 18 дней назад +1

    This boy is born different 🎉🎉

  • @prabin_pattnayak
    @prabin_pattnayak 2 месяца назад +3

    Set to fire 🔥 🎉

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @sonuharichandan8195
    @sonuharichandan8195 2 месяца назад +4

    One of the best podcasts ever come across in RUclips..... thankyou so much for this great initiative....keep growing.... wishing you all the good luck

    • @Kathaa_Baarta
      @Kathaa_Baarta  2 месяца назад +1

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @StoriesbySona
    @StoriesbySona 2 месяца назад +3

    Bahut saara subhechha aau bhala paiba ❤🎉

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @shrutibhagabati1026
    @shrutibhagabati1026 2 месяца назад +2

    A Very nice ethical, analytical and authentic presentation . Liked ur synchronisation prateek and soumya one can really feel the love of odishan culture from both of you. Great work. Carry on. Lot more to express and to explore. Jay Jagannath .

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @debasuryanayak
    @debasuryanayak 2 месяца назад +3

    Best Wishes To the team

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @naik.kumar-
    @naik.kumar- 2 месяца назад +2

    Prateek pattanaik bhai nku request karibi ki se tanka sundar voice ru geeta govinda ra full song ti gayiki upload karantu 🙏

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @bsivaprasad9605
    @bsivaprasad9605 2 месяца назад +3

    Jai jagannath 🙏🏼 finnally shubharambh heigala 🙌🏼🎉

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @alokpanigrahi92
    @alokpanigrahi92 2 месяца назад +2

    ବହୁତ ସୁନ୍ଦର podcast.. !!

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @ranjanacharya
    @ranjanacharya 2 месяца назад +2

    nice agya mahaprabhunka gote photo bi studio re rakhantu finally someone promotes odissi

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!

  • @twinklemohanty7873
    @twinklemohanty7873 2 месяца назад +2

    Best wishes to you both

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @thecherrypicking
    @thecherrypicking 2 месяца назад +2

    Bahut sunder . Congratulations

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!

  • @ramkrishnadash4467
    @ramkrishnadash4467 2 месяца назад +3

    Aahaa...ki shaanti milila suniki...Anek anek dhanyabad❤

    • @Kathaa_Baarta
      @Kathaa_Baarta  2 месяца назад

      Thank you for being a part of our journey 🙏🏼 ♥️🙏🏼
      Please do share with your friends and family !!!