ECI allows rechecking of 13 EVMs in Jharsuguda, after Dipali Das’s appeal || Kalinga TV

Поделиться
HTML-код
  • Опубликовано: 19 июн 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    RUclips: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

Комментарии • 561

  • @malaygiri6435
    @malaygiri6435 18 дней назад +60

    ଆଲୋ ଝିଅ ବାପ ଟା ଚାଲି ଗଲା ତାଙ୍କ ପାଇଁ ଟିକେ ଯାଞ୍ଚ କଲେ ତାଙ୍କର ଆତ୍ମା ଶାନ୍ତି ପାନ୍ତ😮😮

  • @biswaranjandora9211
    @biswaranjandora9211 18 дней назад +165

    ଭଲ କଥା,ସନ୍ଦେହ ହଟିବ।

  • @KunalBarik-uv7jh
    @KunalBarik-uv7jh 18 дней назад +201

    ସବୁ EVM ଓଡିଶା ରେ ଚେକ ହେବା କଥା

    • @Maahi-mx3eu
      @Maahi-mx3eu 18 дней назад +27

      24 barsa re BJD Sarkar odisare jitu thila sete bele evm thik thila .

    • @user-wr4ee3gm6e
      @user-wr4ee3gm6e 18 дней назад +6

      Setebele tik Thila

    • @AjayaRashmitaExpress92
      @AjayaRashmitaExpress92 18 дней назад +3

      Right

    • @santoshnag8129
      @santoshnag8129 18 дней назад +12

      Bjp jitile evm hack 😂😂😂

    • @khirabatisanani4319
      @khirabatisanani4319 18 дней назад +6

      EVM thik achhi,dipali ra mantabya,baktabya sabu bhul thila,sethipain harile.jay jagannath👍👍👍

  • @manassinghbariha630
    @manassinghbariha630 18 дней назад +249

    ଠିକ୍ କଥା କିନ୍ତୁ ତୋ ବାପା ର ମର୍ଡର ପାଇଁ CBI ଯାଞ୍ଚ ପାଇଁ ଥରୁଟିଏ କହିଲୁ ନାଇଁ ଆଉ ଏବେ EVM rechecking କଲେ କଣ ହେବ..ସମସ୍ତେ ଜାଣନ୍ତି ନବ ଦାସ ର ହତ୍ୟାକାରୀ ତୁ ନିଯେ

  • @rohitameher84meher41
    @rohitameher84meher41 18 дней назад +31

    ବାପାଙ୍କ ପାଇଁ ନ୍ୟାୟ ମାଗିବା ଅଧିକାର ବି ତୁମର ଅଛି ହେଲେ କେବେ କରିବ ମାଡାମ ?

  • @c_pro_gaming2141
    @c_pro_gaming2141 18 дней назад +143

    ହଉ ଯାଞ୍ଚ କରିକି କଲିଜା ଥଣ୍ଡା କରିନେ

  • @user-fq5gb9ep9e
    @user-fq5gb9ep9e 18 дней назад +25

    ଆଉ କିଛି ଫଳ ମିଳିବ ନାହିଁ,ଜୌମାନେ ଗଣୁଥିଲେ ସେମାନେ କଣ ଅନ୍ଧ ଥିଲେ ।

  • @user-kn5py4sb4i
    @user-kn5py4sb4i 18 дней назад +18

    ନବ ଦାସ୍ କୁ ଗୁଳି କରି ହତ୍ୟା କରାଗଲା,c,b,I, ତଦନ୍ତ କରାଯାଉ, ଏଥିରେ କ୍ଷ ତିକଣ

  • @rdcreation8948
    @rdcreation8948 18 дней назад +12

    ନିଜର ସରକାର ଥାଇ Evm କୋଉଠି ରେ ଅସୁବିଧା ହୋଇଗଲା

  • @niranjanmoharana7697
    @niranjanmoharana7697 18 дней назад +26

    ଯେତେ ଯାହା କରିଲେ ତୁ ହାରିବୁ
    ତୋ ଗରବ ଆଉ ଅହଙ୍କାର ଭଗବାନ ସହିଲେନି

  • @dhamirona8662
    @dhamirona8662 18 дней назад +23

    ତାହେଲେ ଭୂବନେଶ୍ବର ମଧ୍ୟ ଓ ନୟାଗଡ ରେ ବି ଯାଞ୍ଚ ହେବା ଉଚିତ

  • @batakrushanpanda7751
    @batakrushanpanda7751 18 дней назад +39

    Thik katha 100% right

  • @ajitkumarbehera7778
    @ajitkumarbehera7778 18 дней назад +17

    ଯାହା କଲେ ବି ହାରବୁ ତୁଇ

  • @AbhayapatraAbhayapatra
    @AbhayapatraAbhayapatra 18 дней назад +31

    ହଇଲୋ ଝିଅ ଯଦି ଏତିକି ଜିଦୀ ତୋ ବାପା ଆଜି ତାଙ୍କ ଆତ୍ମା ଖୁସି ପାଇଥାନ୍ତା

  • @user-uk7ed9im5x
    @user-uk7ed9im5x 18 дней назад +85

    😅ଝାରସୁଗୁଡ଼ା ଏରିଆରେ ବହୁତ ସମ୍ପପତି ଅଛି ସେ ଭୁଲିପାରୁନି

  • @debashismallick93
    @debashismallick93 18 дней назад +46

    ଯାଂଚ୍ କଲେ ବାଳ ହେବ ନିଜେ ଜିତିଲେ ଭଲ ଆଉ କିଏ ଜିତିଲେ EVM ଖରାପ ଏ ରାଣ୍ଡୱା ନେତ୍ରୀ

  • @debasishmohanty2793
    @debasishmohanty2793 18 дней назад +36

    ଲୋକ ଙ୍କ ଅଧିକାର କୁ ଗୁରୁତ୍ୱ ଦେଲାନି। କହିଲ କି ଇଚ୍ଛା ହେଲେ ଭୋଟ ଦିଅ, ନହେଲେ କିଛି ଅସୁବିଧା ନାଇଁନ। ଏବେ କାଇଁ କାନ୍ଦୁଛି😅😅

  • @mangalunag5390
    @mangalunag5390 18 дней назад +31

    ନିଜ ବାପାଂକ ଇଜ୍ଜତ୍ ଯେ ଦେଖିଲା ନାହି ସେ ପୁଣି ଅଧିକାର ର କଥା କହୁଛି 😂😂

  • @nksahoo4123
    @nksahoo4123 17 дней назад +3

    ସାଧାରଣ ଲୋକମନେ ସେମାନଙ୍କ ମୌଳିକ ସୁବିଧା ପାଇଥାନ୍ତୁ କି ନଥାନ୍ତୁ ତୁମର କ୍ଷମତା ଦରକାର ।ସେଥିପାଇଁ EVM Re-Chenking ହେବା ଦରକାର ।😂😂😂

  • @cocobabu9828
    @cocobabu9828 18 дней назад +26

    ଏ ନେତ୍ରୀ #MLA ସେଟ୍ ପାଇଁ ପାଗଳି ହୋଇଗଲାଣି 😊😊😊😢😢😢😇😇😇😇😇

  • @user-ri5xw2zn7w
    @user-ri5xw2zn7w 18 дней назад +19

    EVM never worng result to any candidate or any political party 💯.

  • @trilochanmeher-rx1ng
    @trilochanmeher-rx1ng 18 дней назад +50

    ହାରିଚୀ ହାରିବୁ

  • @soren5374
    @soren5374 18 дней назад +11

    ବାପରେ କି ଝିଅ ତା ବାପରୋ cb I ଯାଞ୍ଚ୍ କରିବା ପାଇଁ ଅବେଡୋନ ନୋ କରି e v m ଯାଞ୍ଚ୍ କରୁଚି ଚ୍ଛି ଛି ତା ବପା ଠୁ ତା ପୋଦୋବି ବଡୋ

  • @rkbiswal621
    @rkbiswal621 18 дней назад +5

    ନବ ଦାସ, ଝିଅ ର ଗଛ ତୁଳନାରେ ଫଳ ବଡ଼,

  • @AdibKhura
    @AdibKhura 16 дней назад +2

    ବହୁତ ଭଲ ହେବ

  • @hkmishramishra851
    @hkmishramishra851 18 дней назад +6

    GOOD DECISION

  • @sudhansusekhardash9010
    @sudhansusekhardash9010 18 дней назад +6

    Very nice 👍 god bless you

  • @deepakpradhan4667
    @deepakpradhan4667 18 дней назад +17

    NABA DAS murder ra CBI check thare b nai kahelu

  • @ganeshprasad9075
    @ganeshprasad9075 18 дней назад +6

    ସମାଜ ପାଇଁ ଠିକ୍ ନୁହେଁ ସମୟ ବରାଦ ହେବ କରଣ 13ବୁଥରେ କେବେ 1300

  • @baikunthabehera4035
    @baikunthabehera4035 18 дней назад +28

    ନୟାଗଡ଼ରେ ୪୦୦ ଭୋଟରେ ରାଣୀ ମା ହାରୀ
    ଛନ୍ତି ଆଉ ଥରେ ଗଣତିହେଉ

    • @santilatapanda1386
      @santilatapanda1386 18 дней назад +3

      Rani maa tanka dipali pori Diposit karantu tankara bi haba

    • @NandiniguruNandiniguru-qg1wf
      @NandiniguruNandiniguru-qg1wf 18 дней назад

      ଯଦି ଝାରସୁଗୁଡ଼ା ରେ ପୁଣି ଗଣତି ହୁଏ ତେବେ ନୟାଗଡ ରେ ବି ନିସ୍ଚୟ ହେବ ।

    • @santilatapanda1386
      @santilatapanda1386 17 дней назад

      Tanka diposit kale haba

    • @puskarabhoi6106
      @puskarabhoi6106 17 дней назад

      7 thara ganati kale bi tu haribu

  • @amulyanayaks1438
    @amulyanayaks1438 18 дней назад +16

    Very good

  • @Bahadhulbariha
    @Bahadhulbariha 18 дней назад +1

    👍👍👍ଭଲ କଥା

  • @ajubhaicreation
    @ajubhaicreation 18 дней назад +1

    ଓଡ଼ିଶା ର ସବୁ EVM ଚେକିଂ କରିବା ଦରକାର୍ ❣️

  • @rkvlogworld
    @rkvlogworld 18 дней назад +4

    Very good 💯😊

  • @rajeshsahoo2723
    @rajeshsahoo2723 18 дней назад +8

    Nayagada evm chekingi heu

  • @lakshmipriya1826
    @lakshmipriya1826 18 дней назад +3

    Wowwwwww nice work...but sarkar ta tankara...not sure ki kichhi positive result aasiba

  • @Hrushikesh200
    @Hrushikesh200 17 дней назад

    ନବୀନ ବାବୁ ଯୋଉଠୁ ଜିତିଛନ୍ତି ସେଇଠି ବି EVM Re checking କରାଯାଉ 😊😊😊

  • @JogeswarMajhi-lt7hj
    @JogeswarMajhi-lt7hj 17 дней назад

    ଟଙ୍କା ପ୍ରଲୋଭନ ରେ evm ର ପୁନଃ ଯାଞ୍ଚହେଉନି ତ ଯଦି ହେଉଛି ଆଉ ଯାହାଙ୍କର suspance ଅଛି ପୁନଃ ଯାଞ୍ଚ କରିନିଆନ୍ତୁ।

  • @skproduction9056
    @skproduction9056 18 дней назад

    ଖାଲି ଝାରସୁଗୁଡା ନୁହେଁ ସାରା ଓଡିଶା ରେ EVM ଯାଞ୍ଚ କରା ଯାଉ

  • @trinathmahanta7322
    @trinathmahanta7322 18 дней назад +2

    ଟଙ୍କା ଏତେ ଖର୍ଚ୍ଚ କିନ୍ତୁ କାହିଁକି ଭଟ ନାହିଁ 😄😄😄

  • @subratdas.nicetoseeyouinth3364
    @subratdas.nicetoseeyouinth3364 18 дней назад +1

    Congratulation madam 🙏

  • @anusayamohanty1775
    @anusayamohanty1775 18 дней назад +3

    Right katha😢

  • @user-dg5qq1ez5f
    @user-dg5qq1ez5f 18 дней назад +1

    ଆଉଥରେ ଯାଞ୍ଚ କରାଯାଉ

  • @user-bh8xl6tk1j
    @user-bh8xl6tk1j 18 дней назад +1

    Very good my tigress 👏👏👏 EVM janch hau problem kan seita tankara rights.

  • @DillipCreation
    @DillipCreation 18 дней назад +23

    Sabu EVM Janch heba drkar

  • @Jayanti566
    @Jayanti566 18 дней назад +3

    ଏଇଟା ଏତେ ବାଜେ ଝିଅ ତୋ ବାପା କଥା ଟିକେ ଯାଞ୍ଚ କର

  • @rkpadhiary8548
    @rkpadhiary8548 18 дней назад +28

    Sabu evm janch heba drkr

  • @renubalamohapatra7437
    @renubalamohapatra7437 18 дней назад +144

    ଓଡ଼ିଶାର ସବୁ ଜିଲ୍ଲା ଗୁଡିକର ଇଭିଏମ୍ ଯାଞ୍ଚ କରିବା କଥା।

    • @user-bd3me5cj2q
      @user-bd3me5cj2q 18 дней назад +15

      kn authare bjd sarkar kariba

    • @masterpriyanshu9
      @masterpriyanshu9 18 дней назад +13

      Jebetharu evm asichi...sebetharu modi asichi....

    • @bishnucomedi1293
      @bishnucomedi1293 18 дней назад +4

      Karuna kia mana karuchhi

    • @Commercecareer1
      @Commercecareer1 18 дней назад +6

      ​@@masterpriyanshu9Aau EVM anithila congress ...😂😂😂

    • @narasingha
      @narasingha 18 дней назад +5

      Vote ଦେଇ ଗଲା ବେଳେ ଦେଖିନ କି

  • @user-co4fl7xl4o
    @user-co4fl7xl4o 18 дней назад

    Thank you 🙏

  • @satyaswarupnayak4381
    @satyaswarupnayak4381 18 дней назад

    Very good initiative

  • @A.kPandaAshu
    @A.kPandaAshu 18 дней назад +2

    ବ୍ରହ୍ମପୁରରେ ରେ ଭି ହେବାକୁ ଦରକାର୍

  • @quoteoftheday2357
    @quoteoftheday2357 18 дней назад +4

    Bopara murder ra CBI enquiry kariluni jhia 😂 MLA nisa gharichi alajugi😢

  • @user-pu4pz4kh6v
    @user-pu4pz4kh6v 18 дней назад

    ଯିଏ ଯିଏ ହାରିଛ ସମସ୍ତେ ଅଉଥରେ ଯାଞ୍ଚ କରାଅ , ସମସ୍ତଙ୍କର ଅଧିକାର ଅଛି...

  • @SanjuktaDandasena
    @SanjuktaDandasena 18 дней назад +1

    Right 👍

  • @niranjannayakgreatodisha2342
    @niranjannayakgreatodisha2342 18 дней назад +15

    All righ decision .

  • @user-zo3me3el6j
    @user-zo3me3el6j 18 дней назад +6

    Alon musk pain sabu dout heuchhi ...... Deepali sister

  • @sanjaynaik6849
    @sanjaynaik6849 18 дней назад

    ହେଉ. ସାରା ଓଡିଶା ରେ ହେବା ଆବଶ୍ୟକ.

  • @rudranshsekharnaik1229
    @rudranshsekharnaik1229 18 дней назад +27

    ଏ ଘୋଡ଼ା ମୁହିଁ ତୁ ହାରିଛୁ ହାରିବୁ।ବାପା ପାଇଁ ତୋର ଏଇ ଭଳି କରିବା ର ଥିଲା କାଇଁ କଲୁନି

  • @NarendraSahu-gm5mu
    @NarendraSahu-gm5mu 17 дней назад +1

    Yes

  • @bibhisanpatra5226
    @bibhisanpatra5226 16 дней назад

    Good decision dout clear ❤❤❤❤

  • @BatuSahani-rp4pq
    @BatuSahani-rp4pq 18 дней назад +1

    Right

  • @ajitnayak5890
    @ajitnayak5890 18 дней назад +83

    ଆଉ ବାଳ ହବ ବିଜେପି ସରକାର ଗଢି ସାରିଲାଣି ତାଙ୍କ ହାତରେ ଚାବି କାଠି 👍👍

  • @ashokkumardas6003
    @ashokkumardas6003 18 дней назад

    100% ଚେକ୍ ହେଉ

  • @kalpanaparidavlogchanel9693
    @kalpanaparidavlogchanel9693 18 дней назад +1

    Right to speak

  • @karunasa2710
    @karunasa2710 18 дней назад +2

    Tanka dhar Bhai jindabad

  • @somuskofficial2084
    @somuskofficial2084 18 дней назад +100

    ଏଭଳି ଝିଅ କୌଣସି ବାପା କୁ ନମିଳୁ

  • @rudraprasadsarangi6644
    @rudraprasadsarangi6644 18 дней назад +3

    Nayagarh Re b Hau aau thare

  • @skproduction9056
    @skproduction9056 18 дней назад

    ସବୁ ଓଡିଶାର EVM ଚେକ କରା ଯାଉ

  • @manashranjanmohapatra4969
    @manashranjanmohapatra4969 18 дней назад +1

    It is again a dout on eci andevm

  • @ChakraJhadsela
    @ChakraJhadsela 18 дней назад +1

    Tik katha

  • @SAR.PRODUCTION
    @SAR.PRODUCTION 18 дней назад +3

    ALU paibo..........ete dino kon koruthilo??????

  • @PradipNaik123-xv9yx
    @PradipNaik123-xv9yx 17 дней назад

    ଯାଞ୍ଚ କରିଲେ ସଠିକ ଉତ୍ତର ମିଳିଲେ କେମିତି ହେବ

  • @dejalinsingh9006
    @dejalinsingh9006 18 дней назад +2

    👍

  • @SwarnaMohanty-pm8gm
    @SwarnaMohanty-pm8gm 18 дней назад +1

    Well done!

  • @prasantmohanty4880
    @prasantmohanty4880 17 дней назад

    ତୁ ଆଶା ଛାଡି ଦେ ମା ତୋ ଅହଂକାର ହିଁ ତୋ ପରାଜୟ ର କାରଣ 👍ତୁ ଆଜି କିମ୍ବା ଭବିଷ୍ୟତ କେବେ ବି ଜିତିପାରିବୁନି ଇଲେକ୍ସନ 👍

  • @kalpanaparidavlogchanel9693
    @kalpanaparidavlogchanel9693 18 дней назад +1

    Fundamentals rights

  • @manaranjanmuna
    @manaranjanmuna 17 дней назад

    କିଛି ଲାଭ ହେବନି

  • @GourangaSahoo-wy9cn
    @GourangaSahoo-wy9cn 13 дней назад

    Yes ❤

  • @bahadursagar1698
    @bahadursagar1698 18 дней назад

    Manassingh Bhai apana thik remark deichhanti.dhanyabad

  • @user-qd5lc4eu1n
    @user-qd5lc4eu1n 18 дней назад +1

    Sabu EVM janch karntu odisha roooo

  • @nidhiramjena2398
    @nidhiramjena2398 18 дней назад +10

    Kichhi lava hebani, modi sir sabu ok karideithiba

  • @Jb-rn4gu
    @Jb-rn4gu 18 дней назад

    ନିଜ ବାପା ଙ୍କ କଥା ଟିକେ ବି ଚିନ୍ତା ନାହିଁ.. ଭଲ ଲାଗି ଥାନ୍ତା ସ୍ବର୍ଗତ "ନବ ଦାସ " ଙ୍କ CBI ତଦନ୍ତ ଦାବି କରିଥିଲେ.. MLA ପଦ ଆଶା ପାଇଁ ଏ ସବୁ ନାଟକ !

  • @madhusudansoren4354
    @madhusudansoren4354 17 дней назад

    P C ନେଇକି କାମ କଲେ ଏପରି ଫଳ ମିଳେ

  • @akbcreation143
    @akbcreation143 18 дней назад +1

    ଆହୁରି ଭଲେଇକି ହାରିବୁ ଲୋ

  • @sushamadash8383
    @sushamadash8383 18 дней назад +1

    EVM should be investigated in Nayagarh also.

  • @susantatarai3694
    @susantatarai3694 17 дней назад

    ସତ କଥା ଜଣା ପଡ଼ିବ

  • @kirankumarsahu8824
    @kirankumarsahu8824 18 дней назад +2

    Chaking କଲା ପରେ ବି ହାରିବ

  • @m.kushal
    @m.kushal 18 дней назад

    Good👍👍
    Ebe EVM ra chora dhara padiba.
    👏👏👏

  • @user-hq1wz2fp2v
    @user-hq1wz2fp2v 18 дней назад +4

    Lajya laguni tate

  • @user-yd7dq7ij6w
    @user-yd7dq7ij6w 18 дней назад

    କଟାବାଞ୍ଜି ପାଇ ଆବେଦନ କଲେ ଖୁବ ଭଲ ହୋଇ ଥାନ୍ତା

  • @s.haidar....................
    @s.haidar.................... 16 дней назад

    Good 👍

  • @PriyankaMahakud-be9jc
    @PriyankaMahakud-be9jc 17 дней назад

    NO. EVM. Chak. Jai. Sir. Ram

  • @odiadesiblog9565
    @odiadesiblog9565 16 дней назад +1

    ଯିଏ ସେମିତି କରି ଜିତିଥିବ ତାର ସନ୍ଦେହ ହବ।

  • @sudhansusekhardash9010
    @sudhansusekhardash9010 18 дней назад +2

    ଥଟ୍ଟା କରିବା ଉଚିତ୍ ନୁହେଁ ବୋଲି ଚର୍ଚ୍ଚା।

  • @Hrushikesh200
    @Hrushikesh200 17 дней назад

    ଭୋଟର ଭୋଟ ନ ଦେଲେ ମୋର କଣ ହେଇଯିବ ବୋଲି କହିଥିଲୁ ପରା 😂😂😂

  • @BarshaRanasingh
    @BarshaRanasingh 17 дней назад

    Right depa de

  • @narendrabehera3671
    @narendrabehera3671 17 дней назад

    ରାଜନୀତି ଛାଡ଼ି ଘରେ ବସି ଡାଲି ଭାତ ରୋଷେଇ କର good job

  • @Ashish.Pradhan5757
    @Ashish.Pradhan5757 18 дней назад

    Yes yes

  • @samirnaik6169
    @samirnaik6169 16 дней назад

    All rights

  • @s.haidar....................
    @s.haidar.................... 16 дней назад

    Win heba