BJP MLA Babu Singh’s Lathi gang makes mockery of Majhi govt in Odisha. || Satyapatha News
HTML-код
- Опубликовано: 10 фев 2025
- BJP MLA Babu Singh’s Lathi gang makes mockery of Majhi govt in Odisha.
#satyapatha #babusingh #mohanmajhi #bjpodisha #bhubaneswar #khandagirijatra #odishapolitics #satyaprakashnayak #editorial
Click on the playlist 'Satyapatha With Satyaprakash' & watch all the editorial episodes.
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha...
RUclips: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive
ବାବୁ ସିଂ ପାକିସ୍ତାନ ସୀମାକୁ ଯାଉ, ଠେଙ୍ଗା ଧରି ସୀମା ଜଗିବ l
Majhi babu is busy finding safa Jhia 😅😅
ସାର୍ ଆମ ରାଜ୍ୟରେ ବିଜେପି ସରକାର ହେଲା ପରେ ସମସ୍ତେ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି
ମାଙ୍କଡ ଗଳାରେ ମୁକ୍ତମଳ ମୋଦି ଗଲାଇ ଦେଇଛନ୍ତି
ଆଇନ କୁ ହାତକୁ ନେବା ଠିକ ନୁହେଁ I କିନ୍ତୁ ଆପଣ ଅଶ୍ଳୀଳତା ବିରୁଦ୍ଧରେ କାହିଁ ପଦୁଟିଏ କହିଲେ ନାହିଁ ? ଯାତ୍ରା ପାର୍ଟିରେ ଅଶ୍ଳୀଳତା କୁ ସରକାର ଆଇନତଃ ଅସିଦ୍ଧ ଘୋଷଣା କରିବା ଉଚିତ
Ekambra ବିଧାୟକ ବାବୁ ସିଂ ଜିତୁ ଜିତୁ ଜିତି ଗଲା। Power ବଢ଼ି ଗଲା। ମୂର୍ଖ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଙ୍କ ଅସହାୟ ଓ ଗୁଲଗୁଳା ଅବସ୍ଥା ରୁ ବାବୁ ସିଂ ଠେଙ୍ଗା king., ମୂର୍ଖ ମୁଖ୍ୟ ମନ୍ତ୍ରୀ ସଫା ଝିଅ ଉପରେ phd କରିବେ।
Satya babu ra kankada budhi jaini
ସତ୍ୟ ବାବୁ ଅମିତ୍ ଶାହା ଙ୍କୁ ଟିକେ କୁହନ୍ତୁ ଏହି ମୂର୍ଖ ଅସହାୟ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଙ୍କୁ ମୁଖ୍ୟ ମନ୍ତ୍ରୀ ପଦରୁ କାଢ଼ି ଆଣନ୍ତୁ। ନହେଲେ ଓଡ଼ିଶା ର ଇଜ୍ୱତ ନେଇ ଯିବେ। ମୂର୍ଖ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ ଙ୍କୁ get out କର।
U so called 😀😂renowned gentle man pls become our CM.
❤
ବାସ୍ତବରେ ଓଡିଶା ବିଜେପି ବେମୁରିବା 😅
ସତ୍ୟବାବୁ 🙏ଆପଣଂକୁ ବହୁତ ଧନ୍ୟବାଦ, ଆପଣଙ୍କ ପରି ସବୁ ଚାନେଲ ଏହି ବିଷୟରେ ଆଲୋଚନା କରିବା ଦରକାର
ନଗଳା ନାଚ ହଉ ବୋଲି ସାମ୍ବାଦିକ ଚାହୁଁଛତି ବୋଧେ
Thik katha
Sambadika Kain chahibe .... A rajyare kan aini kanun nahi sabu thenga dhari karibe bedha chua
@@ritanjalisahoo5651amiti odiya family aji ka date re nahin jau mane reels karu nahanti ki status and stories lagua nahanti. Ta mane nuhen I am supporting dance neither to thenga as well.
Jatra re loka asiva kamilani. Kichi barsa pare Jatra hueta rahi na pare.. Emiti nacha hele kichi loka asuchanti paisa devaku na hele phone re ta aram se porn videos achi free re dekhibaku milijiva. Law re rule achi arrest karibaku kintu arrest kale ki thenga dekheile loka phone re porn video aram se dekhive. Kehi aasiveni dekhivaku.
ଇଏ ସବୁ ନୁଆ ନୂଆ ଶାସନକୁ ଆସିଛନ୍ତି ତ ସେଥିପାଇଁ ଗର୍ବ ଅହଙ୍କାର ରେ ପାଗଳ ହୋଇଗଲାଣି
Thanks Satya babu. Your presentation is very justified.
Thanks you sir ,Good speca
ଦଳ ସିନା ବଦଳି ଗଲା କିନ୍ତୁ ପ୍ରକୃତି ବଦଳିନି ବାବୁ ସିଂ ର ! ସେଇ ବିଜେଡି ଢାଞ୍ଚାରେ ଚାଲିଛି !
Heire maa Ghia bjd ra kou bidhayak gondogol karuthila 😮
Toh gandi re achanchha kilaa pasiba
ଓଡ଼ିଶା ର ଆପଣ ଜଣେ ମହାନ୍ ସାମ୍ବାଦିକ
ଅଲାଜୁକ ଦଳ ବିଜେପି
ପ୍ରକୃତରେ ନାଟୁଆ ହେଉଛନ୍ତି, ଖରାପ ସାଂବାଦିକ ।
Both babu singh and mohan majhi are good personality
When BJP MLAS and MPS see porn movies in Assembly and in the parliament, then it is just a double standard of BJP.
Bhai any visual / prof
Thank You
Right voice thank s
Satya patha news is good👍❤
ଜୋଉଁ ଦେଶର ନାଗରିକ ମହାତ୍ମା ଗାନ୍ଧୀ ଅନ୍ୟ ଏକ ଦେଶ ରେ ପ୍ରଥମ ଥର ବିଶ୍ଵରେ କଳା ଏବଂ ଧଳା ରଙ୍ଗ ନେଇ ସମାନ ଅଧିକାର ପାଇଁ ଲଢ଼ିଥିଲି ଏବଂ ସଫଳତା ପାଇ ସାରା ବିଶ୍ଵ କୁ ନ୍ୟାୟ ଦେଇ ଏବଂ ଭାରତୀୟ ଙ୍କୁ ସ୍ୱାଧୀନତା ଦେଲେ ତାଙ୍କ ଦେଶ ର ଗୋଟିଏ ରାଜ୍ୟ ର ସଂବିଧାନ ର ସବୁଠାରୁ ଶୀର୍ଷ ସମ୍ଭିଧାନ ସ୍ଥାନ ରେ ବସି ଥିବା ଜଣେ ବ୍ୟକ୍ତି କହୁଚି ଧଳା ରଙ୍ଗ ପସନ୍ଦ କରେ ଓ କଳା ରଙ୍ଗ କୁ ମୁଁ ପସନ୍ଦ କରେ ନାହିଁ ଏବଂ ନିଜ କହୁଚି ମୁଁ ଆଦିବାସୀ ମୁଖ୍ୟମନ୍ତ୍ରୀ 😡😡 ଅବାସ୍ତବ ମୁଖ୍ୟମନ୍ତ୍ରୀ ... ଆମ ସୁନ୍ଦର ଦେଶ ସହିତ ସମଗ୍ର ଓଡ଼ିଶା ପାଇଁ ବିଜେପି ବିପଦ ...👎🏻👎🏻
Really.excellent.
An excellent presentation with valid reasons.
ଓଡିଶାକୁ ବେଶ୍ୟାଳୟ କରି ଦିଅନ୍ତୁ , ସମସ୍ତେ ଖୁସି ହେବେ ।
👍👍👍
ସେମାନେ କାଠ ଠେଙ୍ଗା ସିନା ଧରିଛନ୍ତି କିନ୍ତୁ ଯେତେବେଳେ ନିଶା , ସାହୁ ଭାଉଜ ବ୍ଲାଉଜ୍ ଖୋଲି ଦେବେ ଏ ଠେଙ୍ଗା ଫୋପାଡି ତଳ ମଝି ଠେଙ୍ଗା ଉଠେଇବେ ଏଇଟା sure 😂😂😂
ବାବୁ ସିଂ କଣ ଆଗରୁ ଲଙ୍ଗଳା ନାଚ ହେବା ଜାଣିନାଥଲେ,, ଏଥର କଣ ଠେଙ୍ଗା ଧରିଲେ,, ଜୁମଲା ସରକାର ପାରିଲାନି,, ନୂଆ ଡାହାଣୀ.......
Adi besh
You are a great junralist
Mahan majhi good cm
Babu Bhai right
ଅଶ୍ଳୀଳତା ବନ୍ଦ ହେବା ଦରକାର କିନ୍ତୁ ବନ୍ଦ କରିବା ନାଁରେ ରାଜନୀତିର କୌଣସି ଆବଶ୍ୟକତା ନାହିଁ, ଠେଙ୍ଗା ବାହିନୀ ନାଁ ରେ ଓଡ଼ିଶାରେ ଅରାଜକତା ସୃଷ୍ଟି କରିବା ବାବୁସିଂ ଚାହୁଁଛନ୍ତି, ଯଦି ଏଇ ଠେଙ୍ଗା ରାଜ୍ୟପାଳ ପୁଅଠି ଲାଗୁ ହେଇଥାନ୍ତା ତେବେ ବାବୁସିଂ ଆଜି ହିରୋ ଵନିଯାଇଥାନ୍ତେ, ବିଚରା ମୋହନ ବାବୁ ଆଜି ସମାଲୋଚନାର ସମ୍ମୁଖୀନ ହୋଇନଥାନ୍ତେ
BJP jindabad
ଖାଲି ଯାତ୍ରା ପାର୍ଟିରେ ଅଶ୍ଳିଳତା ବନ୍ଦ କଲେ କ'ଣ ହେବ?
ସିନେମା ଗୁଡିକ ର ଅଶ୍ଳିଳତା ପାଇଁ ମଧ୍ୟ ଠେଙ୍ଗା ଧରନ୍ତୁନା😅
ବାବୁ ସିଂ ଙ୍କୁ ଏ ପର୍ଯ୍ୟନ୍ତ ଗିରଫ କାହିଁକି କରା ଯାଇ ନାହିଁ?
ଅସିଳ ନାଚ ପାଇଁ ଦର୍ଶକ ଦାଇ ଯଦି ଅସିଳ ନାଚ ସମୟରେ ପ୍ରତେକ ଲୋକ ପାଣିବଲ ମାରିବେ ଠେ ଙ୍ଗା ର ଆବଶ୍ୟକ ପଡ଼ିବନି.
ଓଡିଆ ଅସ୍ମିତା ର ନୁଆ ପ୍ରତୀକ ବାବୁ ସିଂ 😅😅😅
bhal heichi
Babu singh should not take any steps except police administration
ଓଡ଼ିଶା ରେ ଦଙ୍ଗା ସୃଷ୍ଟି କରିବାକୁ ସମୟ ଆସୁଛି।
ବାବୁ ଭାଇ ଭଲ୍ କରିଛନ୍ତି
Chhodiki chhata karichhanti
ଆପଣଙ୍କର ବଡ଼ ପ୍ରଶଂସକ ଜଣେ ମୁଁ l ମୋତେ କାହିଁକି ଆଜିର ଏପିସୋଡ଼ଟି କେବଳ ସରକାରଙ୍କୁ ସମାଲୋଚନା କରିବା ଉଦ୍ଦେଶ୍ୟରେ କରିଥିବା ଭଳି ଲାଗିଲା l ଆପଣ ଆଶ୍ଳୀଳତା ଉପରେ କୌଣସି କଥା କହିଲେ ନାହିଁ l ଯେଉଁଥିପାଇଁ ବିବାଦ ଉଠୁଛି ସେ ବିଷୟରେ ଆପଣ କିଛି କହିନାହାନ୍ତି l ଆପଣ ଅନ୍ୟ ଦୁର୍ନୀତି କଥା କହୁଛନ୍ତି, କୋଟିଆ ଯାଇ ଜଗିବା ପାଇଁ କହୁଛନ୍ତି l ଅଥଚ ଆପଣ ଅଶ୍ଳୀଳତା ଉପରେ କିଛି କହିନାହାନ୍ତି l ଅର୍ଥାତ ଆପଣ ଓଡି଼ଶାରେ ଅଶ୍ଳୀଳତାକୁ ପ୍ରଶ୍ରୟ ଦେଉଛନ୍ତି l ପ୍ରକାଶ ମିଶ୍ରଙ୍କ ବହି କଥା ବି ଉଠାଇଛନ୍ତି l ମୋଟ ଉପରେ ଆପଣଙ୍କ ଏ ଏପିସୋଡ଼ଟି ବିଜେପି ବିରୋଧରେ ଥିଲା l. ବାଟବଣା ସାମ୍ବାଦିକତା l 😅😅😅
Headline padhantu..episode ra subject line re satya babunkara insight agauchii..ajatha apana mana kasta karantu nahi
ଓଡ଼ଶା ରେ ମେଣ୍ଢା ଦଳ ର ଶାସନ ଚାଲିଛି
ବିଧାୟକ ଠେଙ୍ଗା ଧରି ଗୁଣ୍ଡା ରାଜ ଚଲେଇଛନ୍ତି
Right sir
CM bussy for food and fair bright girl.
BJP good , Majhi great
Right khata khai ch te babu Bhai
Danta choru chanti 😮😅😅😅
Sahu bhauja au Nisha ku ......darakara baigaba nachet sabala ki mushala 😂😂
Identity crises Babu Singh.😊
ଏହା ଅମାନବିକ କଥା ଛି ଛି ସରକାର
Babu singh gandimareiba
Next time bjp bye bye ଓଡ଼ିଶାରୁ
Babu Sir nku Police DG Karajau
ନିରାଟ ସତ୍ୟ 👍
ବାବୁ ସିଂ ଜଣେ ଅତି ଥାର୍ଡ କ୍ଳାସ ଲୋକ , ତାଙ୍କୁ କିଛି ଜଣାନାହିଁ।
ସାମ୍ବାଦିକ ବାବୁ ବେକାର କଥା କହୁଚୁ
ଠେଗା ମାଡ଼ ଦରକାର
Chief minister thiba ro jogyo nuhonti.....pls.. Change....
Babu is mocking the CM 😂
He can rule , solve wt govt & administration cannot do.
Babu singing mrukhamir sesa simare achanty
Sir karibeni semane hairan heijibe
ଏମିତି ହୋଇ ନବୀନ କୁ ଲୋକେ ଦେଲେ ପାନେ ଆପରେ ବିଜେପି ପାଳି ପଡ଼ିବାକୁ ଯାଉଛି l
Sanskar sanskruti law re aseni
ନୂଆ ନୂଆ ହେଉଛନ୍ତି ପିଲାଲିଆମି ଯାଇନି ....
Only politics this discussion is valueless
Sambadika janti dance dekhi laguchi
Babusing is back side dg
Gundagardi nothing else
Sir namaskar.apananka upastapana ati uchhakotira.mora kahiba katha semananka. Upare kan kichhi prabhaba paduni
Babu..Bhai..ra..bado..bando..pure.debo...
Aeta.kana.manipur.hoegalki
Bemurba.bjp.sarakar
What has happened to you, all of a sudden you change your stride and assault BJP. All know that you are a devotee of BJP and against BJD. For your unnecessary regards to BJP, this situation is coming to fore.
B j p sarkar m maji se pucha
Ine logon ka kahana Hai Sarkar ko Kaun Kitna size ka kapda pahne ka sarkar ko taiyar karna chahie
Jungle Raj ro subharombo
ଅଶ୍ମିଳ ନୃତ୍ୟ ଦେଖିବା ପାଇଁ ଯାଉଛ କାହିଁକି?
Banner re lekha jau adult and 18+ randua and randi dekhi paribe .....😂😂
Private place kara adult pai
Asilha fim banda kara
Besi chhodi hauchi😊
ବେମୁରିବା ଠିକ
Sir babu sing sahu bhauja ra thenga dekhi narami galeni aini katha kahileni
Kichi sanskruti nuhan bhai..india porn search re world re no 1...movie re be bahut negative seen asuchi.....so khali rajaniti...nua nua mla...kama ta kichi nahin..loka chinibe..kemiti
Bigota,donate,Adibasinku,Osawvyakahuthile,bartaman,hajar,2,Loka kandekhuchhi,nirlogemane❤🎉😂😢😅😊
Babu singh night claba banda kar night parti bandakar
😂😂ଏ ହେଉଛି ବିଜେପି ଶାସନ 😂😂😂
Mausi poa
Ha ha
Emanku oenga darakar
ସତୀଶ ମିଶ୍ର, କେଦାର,ପହରା, ଶଙ୍କରା ଆଉ ଶେଷକୁ ସତ୍ୟପ୍ରକାଶଗୋଟେ ଛୋଟଲୋକ୍ ଓ ନିମ୍ନମାନର ସାମ୍ବାଦିକତା, ଛିଛି
ହଁ. ଓଟିଭି, ଅର୍ଗୁସ, ନିୟୁଜ 18,ଆହୁରି ଅନେକ ଭଲ ବିଜେପି ର
ତୋ ଭଳିଆ ଅନ୍ଧ ଭକ୍ତ ମାନଙ୍କୁ ଏଇ ଭଳିଆ ନ୍ୟୁଜ୍ ଭଲ ଲାଗିବ ନାହିଁ
ଆଉ ନିର୍ଭୟ ତେରେଛା ବାଣ..........
Aaj Tak , ndtv , republic , news 18 , news 24 few journalists , TV9 same few of them , india today many more are there bro @@betexshyamsundar990
@@trinathsahoo4326cooking for party people then pretending I am just a true journalist .
ବାବୁସିଂ ହଳୁଆ ଟା
Langala hai nacha re bhai tumar man
8
Langala hei duniya ku kharab karidela ,jhia bohu ,stree pila dekhibe ....... Tama nirlajya munhaku lajja saram karo......
A prasanga ku prasanga kariba tumar kama. Maheswar sahu Bobby das sampark re jaha kahele se babad re kichi kahibe ki? Sambit Patra parliament re jaha bibruti deichhsnti se babad re chup kanhiki?
Really great to know following parliament news or rajya sabha channel then for the first time seen Mr. PM is listening to LOP with utmost concentration . Let's say few lines by oppostion leader !!!????
Banda chanel to wi. Ku kipari geibu kanun bna
Natok bazi chalichhi ...emanonko kichhi kamo dhamo nahin
Modi hatao
Babu Singh jindabad
Kou samvidhan. Khali VIP
Iska Raj main aapko Bata deta hun