ବଡ଼ ଭାଇ ପଡ଼ିଗଲେ ବୋଲି ମନ ଉଣା କରିଛି କାଳିଆ...ଏହା ଦେଖି କାନ୍ଦି ଉଠିଲା କୋଟି କୋଟି ଓଡ଼ିଆଙ୍କ ପ୍ରାଣ

Поделиться
HTML-код
  • Опубликовано: 6 окт 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

Комментарии • 201

  • @dillipmohanty1000
    @dillipmohanty1000 2 месяца назад +40

    ହେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ , ଦେବୀ ସୁଭଦ୍ରା ତୁମକୁ କୋଟି କୋଟି ପ୍ରଣାମ ତୁମେ ଏ ଓଡ଼ିଆ ଜାତି ସହିତ ସାରା ବିଶ୍ବକୁ ଉଦ୍ଧାର କରିନିଅ । ଏତିକି ନିବେଦନ ମୋର।

  • @Swayansu_sekhar
    @Swayansu_sekhar 2 месяца назад +16

    ବଡ ଭାଇ ର କଷ୍ଟ ଦେଖି , ସାନ ଭାଇ ର ଆଖି ଲୁହ ରେ ବୁଡିଗଲା । ଏଇ ତ ଭାଇ ଭାଇ ର ସମ୍ପର୍କ ।

  • @santoshpradhan4520
    @santoshpradhan4520 2 месяца назад +13

    ସେବାୟତ ମାନଙ୍କ ଆଚାର,ବ୍ୟବହାର,ଭକ୍ତି, ଶୁଦ୍ଧ ବିଚାରଧାରା ପ୍ରତି ବଡ ଠାକୁର ହୁଏତ ଅସନ୍ତୋଷ ଥାଇ ପାରନ୍ତି ତେଣୁ .....!!!!

    • @diptimishra7735
      @diptimishra7735 2 месяца назад

      Thik kahila bhai bada panda mane paesa income chakar rahi chhota pilanka dwara pahandi kari thile tari fala a sabu😢

  • @sasanksekharaswain9208
    @sasanksekharaswain9208 2 месяца назад +36

    ଭକ୍ତ ବହୁତ୍ ଦୁଃଖିତ , ଚକା ଆଖି ସବୁ ଦେଖୁଛି

  • @JayaMeher-b5x
    @JayaMeher-b5x 2 месяца назад +26

    ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ

  • @niranjanmajhi3134
    @niranjanmajhi3134 2 месяца назад +21

    ରାମାୟଣ ବିଷୟରେ ଟିକେ ପଢି ଶୁଣି ସମ୍ବାଦ ପରିବେଷଣ କର ।କାହିଁକି ଲୋକମାନଙ୍କୁ ଭୁଲ୍ ତଥ୍ଯ ଦଉଛ। ରାମାୟଣରେ ନାଗପାଶ ରେ ଉଭୟ ରାମ ଓ ଲକ୍ଷ୍ମଣ ପଡ଼ି ଥିଲେ। ମାତ୍ର ଶକ୍ତି ଭେ ଦ କେବଳ ଲକ୍ଷ୍ମ
    ଣ ଙ୍କୁ ହେଇଥିଲା। ଯାହାକି ହନୁମାନ ଆରୋଗ୍ୟ କରେଇ ଥିଲେ।

  • @prabhatkumarmishra6641
    @prabhatkumarmishra6641 2 месяца назад +87

    ସେବାୟତ ଙ୍କର ଭୁଲ ଏତେ ସେବାୟତ ରହିବା ଠିକ ହେଉନାହିଁ

    • @pramodbhoi6210
      @pramodbhoi6210 2 месяца назад +7

      Bhai tama bhula bhujhicha katha ta aha nua katha hauchhi kichhi bhula truti he epare prabhu nka lila au

    • @ashutoshmohanty713
      @ashutoshmohanty713 2 месяца назад

      Hm

    • @sadanandasethy8663
      @sadanandasethy8663 2 месяца назад

      Nai bhai pani padi se Pabachha khasada heithila ta goda khasigala

    • @JayantaBeshra-he9iv
      @JayantaBeshra-he9iv 2 месяца назад

      Bjp sarkar hele boli Kalia mono dukho kori6i

    • @Thatscrazy217
      @Thatscrazy217 2 месяца назад

      Right

  • @durjyodhansahu1686
    @durjyodhansahu1686 2 месяца назад +5

    ଗର୍ବ ଅନୁଭବ କରିଥାଇ ପାରନ୍ତି ସେବାୟତ , ଗର୍ବ ସହି ପାରନ୍ତି ନି ଠାକୁର। ଆଉ ତାର ମାୟା ତାକୁ ଅଗୋଚର ସ୍ଵଂୟ ବ୍ରହ୍ମଦେବ ଜାଣିପାରିଲେ ନାହିଁ, ଆମେ ତ ଛାର ମାନବ ତା ବିଷୟରେ କହିବାଟା ମୋ ମତରେ ଠିକ୍ ନୁହେଁ । ଜୟ ଜଗନ୍ନାଥ 😂

  • @deviprasad8319
    @deviprasad8319 2 месяца назад +1

    ଅତ୍ୟଧିକ ଅହଙ୍କାର ର କୁପରିଣାମ। ବିଗତ ନବ କଳେବର କାର୍ଯ୍ୟକ୍ରମ ପର୍ଯ୍ୟାଲୋଚନା କଲେ ଏହାର ମୂଳବିନ୍ଦୁରେ ପହଞ୍ଚି ପାରିବା। ଘଟଣା ଫଳିଭୂତ ପାଇଁ ସମୟ ନିଶ୍ଚୟ ଲାଗିଲା।😢

  • @Lipkumar123
    @Lipkumar123 2 месяца назад +1

    ⚪‼⚪ଭଗବାନ ଅନନ୍ତଙ୍କର ଭାର ବହନ କରିବାକୁ କାହାର ସାମର୍ଥ୍ଯ ନାହିଁ ଆଜ୍ଞା ତେଣୁ ନିଜର ଗର୍ବ ଅହଙ୍କାର ତ୍ଯାଗ କରି ସମ୍ପୂର୍ଣ୍ଣ ଆତ୍ମବଳ ମନପ୍ରାଣ ଦେଇ ସେବା କରନ୍ତୁ 🙏🙏🙏ାା ବୋଧହୁଏ ମୁଁ ଭାବୁଛି କିଛିଟା ଅସାବଧାନତା ଯୋଗୁଁ ଏପରି ହେଇଥାଇପାରେ 🙏🙏🙏ାା

  • @shankarmohanty7652
    @shankarmohanty7652 2 месяца назад +10

    Odishare bada Bhai Prati aniya houchi

  • @sasmitamohanty1970
    @sasmitamohanty1970 2 месяца назад +1

    କିଛିବି ଇଛା ନୁହେଁ ସବୁ ଇଛା ତ ରାଜନୀତି ର.... ରାଜନୀତି କରି ଠାକୁର ଙ୍କୁ ବି ଅବହେଳା ଫୋଟୋ ଉଠେଇବା ପାଇଁ କେବଳ ଏସବୁ ହେଉଚି ପଣ୍ଡା ମାନଙ୍କର ମନ କେବଳ ଫୋଟୋ ଉଠିବ ଆଉ ଠାକୁର ଙ୍କ ପ୍ରତି ଧ୍ୟାନ ହିଁ ନାହିଁ 😢😢😢

  • @sarojpati4636
    @sarojpati4636 2 месяца назад +2

    ହେ ପ୍ରଭୁ! ଆପଣ ଆପଣଙ୍କୁ ରକ୍ଷା କରିବା ହୁଅନ୍ତୁ ପ୍ରଭୁ। 😔🙏🙏🙏🙏

  • @harichandansabat9693
    @harichandansabat9693 2 месяца назад +15

    media ଭାଇ ଟିକେ ଠିକ୍ ତଥ୍ୟ ରଖନ୍ତୁ ଲକ୍ଷ୍ମଣଙ୍କୁ ଶକ୍ତିଭେଦ ହୋଇଥିଲା ବେଳେ ପ୍ରଭୁଶ୍ରୀରାମଚନ୍ଦ୍ର କାନ୍ଦିଥିଲେ । ଆଉ ହନୁମାନ ଆଣିଥିବା ବିଶଲ୍ୟକରଣିରେ ମହାପ୍ରଭୁ ଲକ୍ଷ୍ମଣ ଆରୋଗ୍ୟ ହୋଇଥିଲେ । ଆଉ ଯେଉଁ ନାଗଫାଶ କଥା କହିଲ ପ୍ରଭୁ ରାମ ଏବଂ ଲକ୍ଷ୍ମଣ ଉଭୟେ ନାଗଫାଶରେ ପଡି ଅଚେତ ଅବସ୍ଥାରେ ପଡ଼ିଥିଲେ ସେତେବେଳେ ରମ୍ୟକ ଦ୍ବୀପରୁ ଗରୁଡ ଆସିବାରୁ ନାଗମାନେ ଭୟରେ ପଳାୟନ କରିଥିଲେ ।

    • @pritiranjanatta9047
      @pritiranjanatta9047 2 месяца назад +3

      Chad bhai ye sala galua TV TRP pain kichi bhi kari pare.

    • @rashmiranjanpadhi8727
      @rashmiranjanpadhi8727 2 месяца назад

      Aita bhai para vaskyar 😅😅

    • @hk7154
      @hk7154 2 месяца назад

      ତୁ ନ୍ୟୁଜ୍ ପଢ଼ୁଛୁ ନା ଯାତ୍ରା ଡାଇଲଗ୍ କହୁଛୁ ବା

    • @BIBHUDUTTADASH
      @BIBHUDUTTADASH 2 месяца назад

      Right

    • @harichandansabat9693
      @harichandansabat9693 2 месяца назад

      @@pritiranjanatta9047 ଠିକ କଥା ଭାଇ

  • @kameswairaula123
    @kameswairaula123 2 месяца назад +1

    Jay jaganatha swami nayan pathagami bhava tume❤❤

  • @rakeshroul6523
    @rakeshroul6523 2 месяца назад +1

    ଜୟ ଜଗନ୍ନାଥ 🙏🙏🙏😭😭😭

  • @RahulRana-lf3ih
    @RahulRana-lf3ih 2 месяца назад +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ସାହାଭରଷା ପ୍ରଭୁ 🙏🏻🐚

  • @fakirmohansahoo2079
    @fakirmohansahoo2079 2 месяца назад

    ଭକ୍ତ ବହୁତ ଦୁଃଖିତ,ଜୟ ଜଗନ୍ନାଥ 🙏🙏🙏🥲🥲🥲

  • @prasantabehura9071
    @prasantabehura9071 2 месяца назад

    🙏ଜୟ ବଳଦେବଜୀଉ ମହାପ୍ରଭୁ ଜୟ ମା ସୁଭଦ୍ରା ଜୟ ଜଗନ୍ନାଥ ମହାପ୍ରଭୁ 🙏

  • @Rajesh-official-bhajan
    @Rajesh-official-bhajan 2 месяца назад +3

    ଯାହା ଘଟିବା ର ଅଛି ତାହା ନିଶ୍ଚିତ ଘଟିବ ତାକୁ କେହି ରୁକି ପାରିବେନି କାରଣ ଇଏ ପରା ମହାପ୍ରଭୁ ଙ୍କର ଲୀଳା

  • @Happy-mv1kx
    @Happy-mv1kx 2 месяца назад

    କିଛି ନାଇଁ ମ ପ୍ରଭୁ ଝୁଣ୍ଟି ପଡ଼ିଲେ ଆଉ ତମ ମାନଙ୍କ ବଳ କସୁଥିଲେ ତମେ ମାନେ ସବୁ କହୁନା କି ବାହୁବଳୀ ସେବାୟତ ବୋଲି ସେଥିପାଇଁ ପ୍ରଭୁ ଏମିତି ଲୀଳା କଲେ

  • @satyabhamagiri7982
    @satyabhamagiri7982 2 месяца назад +1

    ଜୟ ଜଗନ୍ନାଥ 🥹

  • @sstapdsbs7455
    @sstapdsbs7455 2 месяца назад +1

    ମାଲା ତିଲକ ପେହେରି ମନ ମାନା
    ଲୋଗନି ରାମ ଖିଲୋନା ଜାନା ।।।। କବୀର ସାହେବ।।।।

  • @khotei
    @khotei 2 месяца назад

    ହେ ଜଗନ୍ନାଥ ଏ ଘୋର ବିପଦ ରୁ ରକ୍ଷା କର

  • @jadumanijuadi2087
    @jadumanijuadi2087 2 месяца назад +2

    ସବୁ ପଣ୍ଡା ମାନଙ୍କର ଦୋଷ ଏତେ ଥାଇ ବି ଅଘଟଣ ଘଟି ବା ଠିକ୍ ନୁହେଁ, ମନ୍ଦିରରେ ବେଦ ବାଡି ପିଟି ଯେଉଁ ପ ଇସା ପାଇଁଁ ଭକ୍ତ ମାନଙ୍କୁ ହ ଇରାଣ କର ପଣ୍ଡା ମାନେ ଇ ଏ ତାର କୋପ, ଧର୍ମ ପଥ ରେ ଚାଲ ସେବାୟତ ମାନେ ଅଧର୍ମ ପଥରେ ଅଛ ନିଜେ ଆଉ ଅନ୍ୟ କାହା କୁ ଦୋଷ ଦେବା ଟା ହେଉଛି ଭୁଲ୍,

  • @ajaysamal1195
    @ajaysamal1195 2 месяца назад +4

    ସେଷ ନାଗ ବଳରାମ 🙏🙏🙏🙏🙏🙏🙏ଜଗନାଥ🙏🙏🙏🙏🙏

  • @DeepakPatra-gm7mp
    @DeepakPatra-gm7mp 2 месяца назад +1

    Jay Jagannath Swami 🙏🏻

  • @the___ultimate___tiger
    @the___ultimate___tiger 2 месяца назад

    ❤ 🙏ସିଏ ଜଗନ୍ନାଥ ସବୁ ଦେଖୁଛି.....
    ଜଗା ରଖିବ
    ଜଗା ମାରିବ 🙏❤

  • @utsabmallik1662
    @utsabmallik1662 2 месяца назад

    Jay jagannath prabhu

  • @mikunswainmikun2539
    @mikunswainmikun2539 2 месяца назад

    Jay jagannath swami 🙏🙏🙏

  • @sashikanta118
    @sashikanta118 2 месяца назад

    Jay Jagannath 🙏 Jay balaram

  • @priyankapuri3736
    @priyankapuri3736 2 месяца назад

    Satare mo dhan mana dukh karichi ❤❤ au ame sabu odisha basi❤❤❤😔🙏🙏

  • @ajaykumarjena7170
    @ajaykumarjena7170 2 месяца назад

    Jay jagannath 🙏

  • @MithunJagadala-sr8cd
    @MithunJagadala-sr8cd 2 месяца назад

    ଜୟ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻🙏🏻

  • @smritiranjanmohapatra8315
    @smritiranjanmohapatra8315 2 месяца назад

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ

  • @BholaNahak-in6cn
    @BholaNahak-in6cn 2 месяца назад

    He mora jagannath he mora balaram he mata subhadra khyama karidia aame ta bhakta khyama karidia prabhu 😌🙏🙏🙏🙏🙏🙏

  • @PrasantaMajhi-qb3hi
    @PrasantaMajhi-qb3hi 2 месяца назад

    Jay jaganath

  • @kk_creations8018
    @kk_creations8018 2 месяца назад

    Jay jagannath sawami rakhya kara pravu

  • @rili291
    @rili291 2 месяца назад

    କାଳିଆ ମନ ଦୁଃଖ କଲା ବୋଲି ତମକୁ କହିଲେ କେତେ ବାଜେ ଖବର କହୁଚ

  • @shubhendupattanayak5227
    @shubhendupattanayak5227 2 месяца назад

    Mo prabhu Jay Jagannath ❤❤❤

  • @jatadharibehera1611
    @jatadharibehera1611 2 месяца назад

    Jay Jagannath Swami 🌺🙏🌺🙏🌺

  • @duryodhanswain8174
    @duryodhanswain8174 2 месяца назад

    Jay Jagannath 🙏🙏🙏🙏🙏🙏🙏

  • @AviramNath
    @AviramNath 2 месяца назад

    Jay Jagannath 👏👏👏👏😭😭

  • @manassahoo5718
    @manassahoo5718 2 месяца назад

    Jay Jagannath

  • @gauttamsethi333
    @gauttamsethi333 2 месяца назад

    Satare Bahut Aghatan Hei gala Prabhu kshyma karidebe Sebayat manananku, Jay Jagannath⭕ ❗⭕🍎🍉🍌🥥🤩🍇🌞💖🥰🎊🎊🌾👏👏👏👑😘💘♥♥💐🌹🙏🙏🙏

  • @parthasarathilenkavlog3850
    @parthasarathilenkavlog3850 2 месяца назад +1

  • @guruduttamohanty8513
    @guruduttamohanty8513 2 месяца назад

    Jay Shree Jagannath

  • @priyankapuri3736
    @priyankapuri3736 2 месяца назад

    Jay Jagannath swami kiii ❤🙏🙏

  • @madhusmitamallick4580
    @madhusmitamallick4580 2 месяца назад

    Jay Jagannath swami

  • @kanha0225
    @kanha0225 2 месяца назад

    hey prabhu 🙏🙏🙏

  • @ranjitjaysingh4031
    @ranjitjaysingh4031 2 месяца назад

    Jay jagannath swami ❤🛕🙏🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕🛕❤️🙏

  • @niharikasahoo5950
    @niharikasahoo5950 2 месяца назад

    He maha pravu🙏

  • @sanjaykumarsahoo1896
    @sanjaykumarsahoo1896 2 месяца назад

    He Jay shree jagannath 🪔🪔⭕‼️⭕🌼🙏🙏🙏🙏🙏🙏

  • @sachitradas6257
    @sachitradas6257 2 месяца назад

    He prabhu

  • @kirankarpradhan5692
    @kirankarpradhan5692 2 месяца назад

    Hayre jagannath

  • @sudiptakanungo7388
    @sudiptakanungo7388 2 месяца назад

    ସବୁ ପ୍ରଭୁଙ୍କ କୃପା ଜୟ ଜଗନ୍ନାଥ

  • @brendonkunu6345
    @brendonkunu6345 2 месяца назад

    🙏Jay Bajrangbaliiiiio🚩🕉️

  • @Bkt2.0-x3w
    @Bkt2.0-x3w 2 месяца назад

    ସେବାୟତ ଙ୍କ ଦୋଷ ଅଛି ! ନା‌ ବଡ଼ ଠାକୁର ଙ୍କ ପାଖରେ ଭକ୍ତି ଆଉ ନାହିଁ 😢

  • @SaileshKumar-rr5ul
    @SaileshKumar-rr5ul 2 месяца назад

    Hai maha Prabhu jagannatha apana nhi saha Prabhu 🙏🙏🙏🙏🙏🙏⭕‼️⭕

  • @biswajitrout2797
    @biswajitrout2797 2 месяца назад +1

    Hae mahaprabhu bharasa 🙏🙏🙏 Jai Jagannath 🙏 Jai Jagannath 🙏 Jai Jagannath 🙏....rakhya kara

  • @LituJena-cr2ux
    @LituJena-cr2ux 2 месяца назад

    Jay.jagannath.balabhadra.masubhadra.sudrasan.namaste🎉🎉🎉🎉🎉

  • @rajeshpattnaik8796
    @rajeshpattnaik8796 2 месяца назад

    🙏🙏🙏🙏

  • @DhanpatiBhatra-jn6en
    @DhanpatiBhatra-jn6en 2 месяца назад +1

    Heparbu konohela jay Jagannath

  • @sibaprasad9286
    @sibaprasad9286 2 месяца назад

    ରଥରେ ଏତେ ସେବାୟତ କଣ ପାଇଁ ରହୁଥିଲେ ତାଙ୍କ ଭୁଲ୍।

  • @mukeshpatra8787
    @mukeshpatra8787 2 месяца назад

    ଜୟ ଶ୍ରୀରାମ 🙏

  • @mrperfectlipu8637
    @mrperfectlipu8637 2 месяца назад

    Jay jay jay jagannath 😘🙏🙏🙏🙏🙏😘

  • @gopabandhumashra8949
    @gopabandhumashra8949 2 месяца назад

    ଆମ ଓଡ଼ିଶା କ,ଣ। ହୋଇ ଅଛି

  • @anubhapanda9761
    @anubhapanda9761 2 месяца назад

    ଓଓ ଆମ ଆରାଧ୍ୟ

  • @JYOTI-x5i
    @JYOTI-x5i 2 месяца назад

    Ate sebayat ratha upare rahiba thiki hauni
    ❤❤❤❤ Jay Jagannath

  • @santoshkumarpradhan8994
    @santoshkumarpradhan8994 2 месяца назад

    He prabhu jagata ku udhar kara

  • @ratiranjanrout1546
    @ratiranjanrout1546 2 месяца назад

    He prabhu . Ama mananka bhul ku khyama karidiantu . Au papi mananku bahut danda diantu

  • @GyanaRanjanBehera-h7z
    @GyanaRanjanBehera-h7z 2 месяца назад

    Jay shree Jagannath Swami

  • @KarunakarPradhan-s3g
    @KarunakarPradhan-s3g 2 месяца назад

    Jay Jagannath Swami ji ki jai ho Saha huwa pravu 🙏🙏🙏🙏😢😢😢😢😂😂😂😂

  • @nilukanda4545
    @nilukanda4545 2 месяца назад

    Jay Jagannath ⭕❗⭕🙏🙏🙏🙏😭😭😭😭😭😭😭

  • @stylishbabu6182
    @stylishbabu6182 2 месяца назад

    Jay jagannath,⭕‼️⭕😔🥺

  • @mitasahu1222
    @mitasahu1222 2 месяца назад

    Jay Jagannath mahaprabhu

  • @subhambhuyan8869
    @subhambhuyan8869 2 месяца назад

    ନାଇଁ ସେବକ ବହୁ ବଳବାନ ର ଅହଂକାର ରଖିଥିବ. ଯାହାକି ସଂସାର ର ବଳ ବଳରାମ ଙ୍କ ପାଖେ ଥିବାରୁ ଟା ବଳରାମ ବୋଲି ନା ଅଛି.ତାଙ୍କ ଆଗ ରେ ଅଭିମାନ ଦେଖେଇଲେ କଣ ହବ ଆଉ

  • @VirjuKumar-xx5wo
    @VirjuKumar-xx5wo 2 месяца назад

    Jay shree Jagannath Mahaprabhu ki Jay

  • @aksar1608
    @aksar1608 2 месяца назад

    😢🙏

  • @pankajkumar-hd8pz
    @pankajkumar-hd8pz 2 месяца назад

    ଯେତିକି ଆବଶ୍ୟକ ରଥରେ ରହିବା କଥା

  • @maminapatra8984
    @maminapatra8984 2 месяца назад

    🙏🙏🙏🙏🙏🙏🙏🙏🙏🙏😭😭😭😭😭😭😭😭😭😭😭😭😭😭😭😭😭😭ମ କାଳିଆ

  • @smitabiswal3318
    @smitabiswal3318 2 месяца назад

    Jai ❤namaste

  • @BabyBabynaik
    @BabyBabynaik 2 месяца назад

    Jay Jagannath 🙏🙏 Khama kara probhu 🙏🙏🙏

  • @simasahoo6480
    @simasahoo6480 2 месяца назад

    He prabhu jadi tamara sabu bhakta mane kichhi bhul karicchanti tahale apana janantu 🙏🙏🙏hele amiti kasta diani😢😢😢

  • @Jaanki_yt_channel
    @Jaanki_yt_channel 2 месяца назад

    Jay Jagannath Swami bhakti shakti maaf kijiye Prabhu 🙏

  • @rasmiranjanmohanta9304
    @rasmiranjanmohanta9304 2 месяца назад

    Sita 🙏🙏🙏 ram

  • @pragyanbisi
    @pragyanbisi 2 месяца назад

    😢

  • @pankajkumar-hd8pz
    @pankajkumar-hd8pz 2 месяца назад

    ରକ୍ଷା ନାହିଁ ଏ ସଂସାର
    ଜଗନ୍ନାଥ ତ୍ରାହିମା

  • @rakeshkumarpandit5455
    @rakeshkumarpandit5455 2 месяца назад

    Adharma bodichi bicharo koribe monima 🙏🏻🙏🏻🙏🏻😓😓😓🙏🙏🙏

  • @drawwithmithun7051
    @drawwithmithun7051 2 месяца назад

    Jay Jagannath 🙏⭕❗⭕😢

  • @AkashKumarbhoi-ri1kw
    @AkashKumarbhoi-ri1kw 2 месяца назад

    🙏🙏🙏🙏🙏🛐🛐🛐🛐🛐 he Prabhu he Kanha Kala

  • @prakashgill6414
    @prakashgill6414 2 месяца назад

    ତମେ ସବୁ ଜାଣି ପାରୁଛ ଜଗା ଙ୍କ ମନ ଖରାପ, ତମେ କିଛି ଜାଣି ପାରୁନ

  • @RAGHUNATHBEHERA-z3l
    @RAGHUNATHBEHERA-z3l 2 месяца назад

    ନବୀନ ସାର୍ ସବୁ ଜାଣିଥିଲେ ସେଥିପାଇଁ ମନ୍ଦିର ଦୁଆର ବନ୍ଦ ଥିଲା

  • @minakshinayak9427
    @minakshinayak9427 2 месяца назад

    😭😭😭

  • @babitasahoo6597
    @babitasahoo6597 2 месяца назад

    😭😭

  • @NepalPujari-d2f
    @NepalPujari-d2f 2 месяца назад

    Jay jagarnath ❤❤❤❤❤❤

  • @barsharanidash-l7m
    @barsharanidash-l7m 2 месяца назад

    😢😢😢😢😢😢

  • @barsha2749
    @barsha2749 2 месяца назад +1

    🙏😭⭕❗

  • @ItsKabir267
    @ItsKabir267 2 месяца назад

    Bhaskar news news କମ୍ ଆଉ ପ୍ରବଚନ୍ ବେଶୀ ଝାଦୁଛ

  • @lakshmipriya1826
    @lakshmipriya1826 2 месяца назад

    Sastre dekhile kanda aasijauchi...kee mana dukha mo jaga ra😢😢