HOW TO WRITE A POEM / Tips for Poem Writing

Поделиться
HTML-код
  • Опубликовано: 27 ноя 2024

Комментарии • 135

  • @dineshasahu4561
    @dineshasahu4561 28 дней назад +2

    Thanks you sir
    Asha karuchhi mo kamare asiba

  • @raazmeher2958
    @raazmeher2958 3 года назад +5

    Bahut bhal katha kahile Sir dhanyawad apananku...
    👏👏

  • @Bhaktisangamvijayamishra17
    @Bhaktisangamvijayamishra17 3 года назад +6

    18 like
    Naic sharing ❣️❣️❣️🥰🥰🥰

  • @MOTIVATIONALCOUNSELLING
    @MOTIVATIONALCOUNSELLING 3 года назад +3

    ମାଆ ର ମମତା ସ୍ନେହ ବୋଳା ପ୍ରେମ
    ଦେହରେ ଯାଇଛି ଲାଗି!
    ଯେତେ ଦୂରେ ଥିଲେ ପାଖେ ଲାଗେ ମୋତେ
    ଛାଇ ପରି ଅଛି ଜଗି!
    ଥିଲେ ଦୂରେ ଯେତେ ପାଖେ ଲାଗେ ମୋତେ
    ମାଆ ଫଟୋ ଦେଖିଦେଲେ!
    ଆଜିକାଲି ଆଉ ଫଟୋ ଦେଖୁନାହିଁ
    ଭଲ ଲାଗେ ଭାବି ଦେଲେ!
    Nice tip's sir...🌷🌷🌷👌👌

  • @OdiaBohuMami
    @OdiaBohuMami 3 года назад +4

    8lk ବହୁତ ଭଲ ଭାବରେ ବୁଝାଇଲେ

  • @sandhyakaspecialrecipes8156
    @sandhyakaspecialrecipes8156 3 года назад +3

    19 like 👍God bless you 🙏🙏

  • @Maa_Ayurveda
    @Maa_Ayurveda Год назад +2

    ଆପଣଙ୍କ ପ୍ରତିଟି କହୁଥିବା ଟିପ୍ସ ପାଇଁ ଧନ୍ୟବାଦ ସାର।

  • @ashisksahu8768
    @ashisksahu8768 Год назад +1

    ସ୍ୱହସ୍ତ ଲିଖିତ କବିତା ଗୁଡିକ କୌଣସି ପତ୍ରିକା ରେ କିଭଳି ପ୍ରକାଶିତ କରିପାରିବୁ ସାର

  • @bishwaranjansaraf4574
    @bishwaranjansaraf4574 2 года назад +4

    ଆପଣ ଙ୍କ ଏହି ରାସ୍ତା ପଦ୍ୟ ବା ଗଦ୍ୟ lekhiba ପାଇଁ ବହୁତ କାମ ରେ ଆସିବ ମୋତେ ଆପଣ ଙ୍କ ଏହି video ବହୁତ ଭଲ ଲାଗିଲା ତେଣୁ ଆପଣ ଆଉ ଏମିତି ଭିଡ଼ିଓ ଉପଲୋଡ କରି କି ଆମ ମାନଙ୍କୁ ସଠିକ୍ ରାସ୍ତା ଦିଅନ୍ତୁ ଜୟ ଜଗନ୍ନାଥ 🙏🙏

    • @PragatiEducation
      @PragatiEducation  2 года назад

      Happy to note that the video is helpful for you .
      Keep watching our videos and we assure you of such videos in future also .
      Thank u so much Brother .

  • @GayatriPatra-u5q
    @GayatriPatra-u5q Год назад +3

    Thank you so nice video

  • @barshararosei2644
    @barshararosei2644 3 года назад +4

    Lk 17 very very nice super video

  • @basantibhatra6890
    @basantibhatra6890 2 года назад +1

    More b lekhiba pai bahuta ichha

  • @Pradeepwriterin
    @Pradeepwriterin 2 года назад +15

    Sir ମୁଁ କବିତା ଲେଖେ କିନ୍ତୁ ଏହାକୁ କେଉଁଠି ପ୍ରସାରିତ କରିବି ଏବଂ ମୋ ପାଖରେ ସେହି କଳା ଅଛି ବୋଲି କେଉଁଠି ପ୍ରଦର୍ଶନ କରିବି ଦୟାକରି କହିବେ 💫😊🙏

    • @PragatiEducation
      @PragatiEducation  2 года назад +7

      ବିଭିନ୍ନ ମାସିକ ସାହିତ୍ୟ ପତ୍ରିକା , ବିଭିନ୍ନ ଦୈନିକ ଖବର କାଗଜର ସାପ୍ତହିକ ସାହିତ୍ୟ ପୃଷ୍ଠା ରେ ପ୍ରକାଶ କରିବାକୁ ଚେଷ୍ଟା ଜରନ୍ତୁ । ଆଜିକାଲି ବିଭିନ୍ନ ସ୍ଥାନରେ କବିତା ପାଠ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ସେଥିରେ ଭାଗ ନେଇ ପାରନ୍ତି । ଏତଦବ୍ୟତିତ
      ୟୁଟୁବ୍ ଚାନେଲ ଅଛି ନା ।
      ଉତ୍ସହ ରଖନ୍ତୁ । ଅଲ ଦ ବେଷ୍ଟ ।

    • @rajkishormeen9048
      @rajkishormeen9048 Год назад +2

      ଭାଇ ମୁବି କବିତା ଲେଖେ

    • @JJJENA-
      @JJJENA- Год назад +2

      Pratilipi

    • @ashoksir766
      @ashoksir766 Месяц назад

      Sand karantu tumar kabita​@@rajkishormeen9048

  • @deepikadp9162
    @deepikadp9162 3 года назад +5

    A Good Idea In deed .Thanks for such a video

  • @sandhyakaspecialrecipes8156
    @sandhyakaspecialrecipes8156 3 года назад +3

    Nice sharing stay connected 🙏

  • @RahulMeena-mr8rm
    @RahulMeena-mr8rm 3 года назад +2

    Badhia kathate jani hela .Mate ta kabita lekh lekh bagir laglana e video ke dekhla utaru. Apanke mar tarfun gurdute dhanyabad.

    • @PragatiEducation
      @PragatiEducation  3 года назад

      We are very very happy to note it .A lot of Thanks.

  • @barshararosei2644
    @barshararosei2644 3 года назад +2

    Bahut badhia

  • @factskiiduniya
    @factskiiduniya 3 года назад +8

    Beautifull
    Well explained
    A poetry is nice 👍
    Keep It up

  • @moparichayamokabita
    @moparichayamokabita 2 года назад +1

    Bahut sundar tips sabu

    • @PragatiEducation
      @PragatiEducation  2 года назад +1

      Thank u so much .
      Kabita apananka parichaya . Bahut bhala katha . Agaku badhantu .God bless you .

  • @shrutikameher6263
    @shrutikameher6263 3 года назад +7

    This video is really inspiring .
    I appreciate yours effort .
    Excellent One .

  • @jyotiArt539
    @jyotiArt539 2 года назад +5

    Nice sir tq so much 🙏

  • @haripriyabhoi8198
    @haripriyabhoi8198 Год назад +1

    Bahut bahut dhanyabad sir, mo ichha poem, poetry, novel lekhibaku kintu ete sabu tips janinathili ki janei nathile khi, aaji ru lekha aramva karibi 🙏

  • @Basantisurenofgicialchannel...
    @Basantisurenofgicialchannel... 10 месяцев назад +1

    Yes sir 🎉🎉🎉🎉🎉

  • @manojnaik4941
    @manojnaik4941 Год назад +1

    Badhiaa Lage sir

  • @novostiGermaniiEvropy
    @novostiGermaniiEvropy 3 года назад +9

    Very beautiful, bright and impressive! We looked with great pleasure! Liked! Thank you very much! We support your channel! And, of course, a well-deserved like! Come for a new video!

  • @santoshmajhi7870
    @santoshmajhi7870 3 года назад +4

    Nice explain

  • @lakshitasahoo8183
    @lakshitasahoo8183 Год назад +1

    Great advice

  • @SusantaMahalik7
    @SusantaMahalik7 2 года назад +2

    Good description

  • @skumarsk3487
    @skumarsk3487 3 года назад +3

    Zhakas... Good Tips 💯💯

  • @mamtamahanta2692
    @mamtamahanta2692 3 года назад +2

    Wow kya baat hai

  • @princessarpita9471
    @princessarpita9471 3 года назад +8

    So nice,,I really Appreciate ur works 🤷🏻‍♂️

  • @jayakrushanapradhan3965
    @jayakrushanapradhan3965 2 года назад +4

    Thank you very much sir for thes video .....i want to become a poet ..i really like this video

    • @PragatiEducation
      @PragatiEducation  2 года назад

      Happy to note that you find the video useful .
      Go ahead . All the best

  • @maninimeher6050
    @maninimeher6050 3 года назад +5

    Awesome Suggestions....😍

  • @itishreedey3899
    @itishreedey3899 3 года назад +5

    So beautiful 👌👌👌👏👏👏

    • @PragatiEducation
      @PragatiEducation  3 года назад

      Thanks . Stay Connected to get more and more videos.

  • @koushalyabiswal3401
    @koushalyabiswal3401 2 года назад +4

    U r great sir 🙏really it's too helpful for me

  • @usharanimahapatra7793
    @usharanimahapatra7793 Год назад +4

    ହଠାତ ଆଜି ମେଘ ଆସି
    ମତେ ହାତ ଠାରି ଡାକିଲା;
    କହିଲା - ମୋ ସହ ଯିବୁ?
    ଦେଖିବୁ ଅନେକ ଆଶ୍ଚର୍ଯ୍ୟ
    ଦୂର ବନାନୀର ସବୁଜ ଯୌବନ,
    ନୀଳ ସାଗରର ପ୍ରଶସ୍ତ ବୁକୁ,
    ଗଗନରେ ଧାବମାନ ଲକ୍ଷ ବିହଙ୍ଗ
    ଆଉ ଛାତି ଫୁଲେଇ ବହିଯାଉଥିବା ଗେରୁଆ ନଦୀ l
    ଅସ୍ତବ୍ୟସ୍ତ ହୋଇଗଲା ମୋର ମନ
    ଟକମକ ହୋଇ ଫୁଟି ଉଠିଲା
    କୋହର ଗରମ ଜଳ l
    ତୁ ଦଣ୍ଡେ ଅପେକ୍ଷା କର
    ମୁଁ ଏବେ ନିୟମରେ ବନ୍ଧା
    ଗୋଡ଼ରେ ମୋର ଶିକୁଳି,
    ହାତରେ ହାତକଡି (ହ୍ୟାଣ୍ଡକଫ ),
    ପାଟିରେ ସେଲୋଟେପ l
    ଜୀବନବ୍ୟାପି ନିଗାଡ଼ି ଦେଲି ମୋ ରକ୍ତ
    ସହିଲି ବୈଶାଖର ନିଦାଘ ଖରା,
    ଶ୍ରାବଣରେ ମୁଷଳ ଧାରାର ବର୍ଷା,
    ମାଘର ବାଘ ପରି ଶୀତ l
    ତଥାପି ମୋର ନିସ୍ତାର ନାହିଁ
    ବନ୍ଦୀ ଆଜି ମୁଁ ଏ ଜୀର୍ଣ୍ଣ ଯୌବନରେ|
    ସତେ ଅବା ଦୁଃଖ ମୋର ଚିର ସାଥି
    ଅତି ଆପଣାର ଛାୟା ପରି
    ଧ୍ରୁବ ସତ୍ୟ ମୃତ୍ୟୁ ପରି l
    ଯନ୍ତ୍ରଣାର ଚାହେଁ ମୁଁ ପୂର୍ଣ୍ଣଛେଦ
    ଡ଼ଟ ନୁହେଁ କି କମା ନୁହେଁ
    କେବଳ ପୂର୍ଣ୍ଣଛେଦ l
    ଭୁଲିଯିବାକୁ ଚାହେଁ ନିୟମ
    ନିୟମରେ ବନ୍ଧା ଏ ଜୀବନ l
    ସବୁ ଭାବନା ମୋର ସମାପ୍ତ ହେଲାଣି,
    ଆଖି ଦୁଇ ଥକି ଗଲାଣି,
    ଭିତରଟା କେମିତି ସଂକୁଚିତ ହୋଇଗଲାଣି
    ତଥାପି ; ତଥାପି ମୁଁ ଥକିନି l
    ତୁ ଦିନେ ଦେଖିବୁ
    ନିୟମର ଲୌହ ବନ୍ଦୀଶାଳା,
    ପ୍ରସ୍ତର ପ୍ରାଚୀରକୁ ଡେଇଁ
    ମୁଁ ଗୋଟେ ଡିଆଁରେ ଦୌଡିଯିବି
    ଛୁଇଁବାକୁ ମୋର ସେଇ ସ୍ୱପ୍ନର ସୁନୀଳ ଆକାଶକୁ,
    ସ୍ପର୍ଶ କରିବାକୁ ତୋର ଶୀତଳ ବାଆ ଆଉ ରିମଝିମ ବର୍ଷାକୁ l
    ଦ୍ରୌପଦୀର କେଶକୁ ବାନ୍ଧିବି ମୁଁ ଶାସକଗୋଷ୍ଠୀଙ୍କ ତାଜା ରକ୍ତରେ
    ଚିତ୍କାର କରି କହିବି ଏ ସର୍ବଗ୍ରାସୀମାନଙ୍କୁ -
    "ଦେଖ,ମୁଁ ଆଜି ମୁକ୍ତ
    ତୁମେ ମତେ ପାରିଲନି ବାନ୍ଧି
    କାରଣ ମୁତ୍ୟୁ ନାହିଁ ଆଦର୍ଶର
    ମାରିପାରେନା ଦୃଢ ମନୋବଳ l
    ନୁହେଁ ମୁଁ ଆଉ ବଣମଲ୍ଲୀ
    ବର୍ତ୍ତମାନ ମୁଁ ଗୋଲାପ,
    ଛିଡାଇବାକୁ ଉଦ୍ୟତ ହେଲେ
    କରିପାରେ ତୁମକୁ ଆହତ l
    ନୁହେଁ ମୁଁ ଆଉ କସ୍ତୁରୀ ମୃଗ
    ମୁଁ ଏକ ହିଂସ୍ର ବାଘୁଣୀ
    ଶିକାର ପାଇଁ ପ୍ରସ୍ତୁତ
    ଗୋଟିଏ ଝାମ୍ପରେ ଟାଣିନେବି ପୁଳା ପୁଳା ମାଂସ l
    ଜଳୁଥିଲି ଜାଳିବି,
    ମରୁଥିଲି ମାରିବି
    ସର୍ବହରାର ଜଞ୍ଜିରରୁ ମୁକ୍ତ ହୋଇ
    ରକ୍ତ-ମାଂସର ଭୋକ ମତେ ଟାଣିଆଣିଛି ତୁମରି ପାଖକୁ l
    ହେ ମୋର ସାଶକ ଗୋଷ୍ଠୀ !
    ମୁ ଚାହେଁ ତୁମର ରକ୍ତ
    କେବଳ ରକ୍ତ l
    କିନ୍ତୁ ମେଘ! ସ୍ବପ୍ନ କି ସମ୍ଭବ ହୁଏ?
    ପାରିବି ମୁ ଶେଷ କରି ଏ
    କ୍ରୀତଦାସ ଜୀବନକୁ?
    ହଁ ପାରିବି, ନିଶ୍ଚୟ ପାରିବି
    କାହିଁକି ପାରିବିନି?
    ଅତିକ୍ରମ କରି ଦୁଃଖ ନଈ,
    କଣ୍ଟକିତ ପଥ,ବନ୍ଧନ ରାଜି,
    ଶୋଷକ କୁଳର ସାମ୍ରାଜ୍ୟ
    ପହଞ୍ଚିବି ତୋରି ପାଖରେ l
    ତୁ ଦଣ୍ଡେ ଅପେକ୍ଷା କର
    ମୁ ଏବେ ନିୟମରେ ବନ୍ଧା l
    (ନିୟମରେ ବନ୍ଧା)
    Sir ଆଶା କରୁଛି ଆପଣ କବିତାଟିର ତର୍ଜମା କରି ମୋର ତ୍ରୁଟି ସମ୍ବନ୍ଧରେ ଅବଗତ କରାଇବେ l🙏

    • @PragatiEducation
      @PragatiEducation  Год назад

      କବିତାର ଶୀର୍ଷକ ' ନିୟମରେ ବନ୍ଧା ' । ଆଉ ଆପଣଙ୍କ କବିତା ବି ଆଧୁନିକ ( ଆହୁରି ଭଲ ହେବ ଅତ୍ୟାଧୁନିକ କୁହାଗଲେ ) କବିତାର ସୀମା ସରହଦରେ ବନ୍ଧା। ) । କିନ୍ତୁ ଦୁର୍ବୋଧ୍ୟ୍ ନୁହଁ ।
      କବିତାଟିରେ ମନର ସ୍ତୁପୀକୃତ କୋହ ଯେ ଦିନେ ବିଦ୍ରୋହର ବହ୍ନିକୁ ଆମନ୍ତ୍ରଣ କରିବାକୁ ବାଧ୍ୟ ହେବ , ଏହାକୁ ସୁନ୍ଦର ଭାବେ ପ୍ରଦର୍ଶନ ଜରା ଯାଇଛି । ସମାଜର ହିତ ଲାଗି ଉଦ୍ଦିଷ୍ଟ ଶାସନ ଓ ଶାସକ ବେଳେବେଳେ ସ୍ୱାର୍ଥାନ୍ଧ ଅଥବା ମତାନ୍ଧ ସାଜି ସମାଜ ପାଇଁ କଣ୍ଟା ପାଲଟି ଯାନ୍ତି । ସେମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ତ କବିର ଧର୍ମ ।
      ଗୋଟେ ଜାଗାରେ ' ମାରି ପାରେନା ଦୃଢ଼ ମନୋବଳ ' ଲିଖିତ ଅଛି । ( ବୋଧେ ଅନିଚ୍ଛାକୃତ ତୃଟି ) ଯାହ ' ମରି ପାରେନା ଦୃଢ ମନୋବଳ ' ପଢାଯିବ ।
      ଚମତ୍କାର ଶବ୍ଦ ସଂଯୋଜନା ।
      ଗୁରୁ ଗମ୍ଭୀର ଭାବାବେଗ୍ ।
      ବିଦ୍ରୋହର ମନ୍ଦ୍ର ନିନାଦ ଖୁବ ସ୍ପଷ୍ଟ ।
      ବହୁତ ଭଲ ଲାଗିଲା ।

  • @Abckidstv24-p3d
    @Abckidstv24-p3d 3 года назад +2

    so nice teaching

  • @dipuradipali7348
    @dipuradipali7348 10 месяцев назад +2

    Thank you sir🙏🏼

  • @supersouthmovie8481
    @supersouthmovie8481 2 года назад +2

    Yes

  • @kusumchauhanhinditutorandm4296
    @kusumchauhanhinditutorandm4296 3 года назад +4

    Very nice 👍

  • @sandhyakaspecialrecipes8156
    @sandhyakaspecialrecipes8156 3 года назад +4

    Full watched 🔔👈
    New friend
    Stay connected

  • @silentgirl1702
    @silentgirl1702 2 года назад +2

    This vdo is way to phantastik 🤩

  • @jyotirekharuttmarndi3353
    @jyotirekharuttmarndi3353 7 месяцев назад +2

    Thank you

  • @sambalpurivlogbagfamily6859
    @sambalpurivlogbagfamily6859 3 года назад +2

    Very good idea....

  • @Subhanti825
    @Subhanti825 Год назад +1

    Thank you so much

  • @lalitgautam6187
    @lalitgautam6187 3 года назад +2

    nice video sir plz stay connected

  • @hemendranarayansenapati7046
    @hemendranarayansenapati7046 2 года назад +4

    👌🏻

  • @pragyaasahoo
    @pragyaasahoo 2 месяца назад +2

    Sir please kuhantu pratame kamiti lekhiba armbha karibi kabita

  • @nikitameher4857
    @nikitameher4857 3 года назад +6

    A Fantastic way to write a poem

  • @itishreeb7322
    @itishreeb7322 Год назад +1

    Best ରଚନା ବୁକ୍ ଗୁଡ଼ିକର ର ନାମ କୁହନ୍ତୁ।plz। ଏହି ଅନୁରୋଧ ଗୁଡ଼ିକ ପାଇଁ ଭିଡ଼ିଓ କରନ୍ତୁ।

  • @joysworldandlifestyle9679
    @joysworldandlifestyle9679 3 года назад +2

    watch to the end 👏👍
    interesting, im yr frined, like and hope see u in my world soon

  • @Janardan_official
    @Janardan_official Год назад +1

    😮

  • @archanasambalpurivlog6584
    @archanasambalpurivlog6584 3 года назад +2

    Nice

  • @MishraFamilyCreationsOfficial
    @MishraFamilyCreationsOfficial 3 года назад +3

    Bahut sundar tips kabita lekha pain 👌👌🥰🌷🌷🤗🤗🤗 join with full gift 🌹 please visit.

  • @shorts__with_hiranmayee
    @shorts__with_hiranmayee 3 месяца назад +3

    Sir 🙏🏻 sir mo name pragati

    • @PragatiEducation
      @PragatiEducation  3 месяца назад +1

      Ok Sister,
      Subscribe the channel & stay tuned .
      Thank u .

  • @saritabhoi4227
    @saritabhoi4227 4 месяца назад +2

    Han sar mate bi lage mu 50 ti gita lekhichhi

    • @PragatiEducation
      @PragatiEducation  4 месяца назад

      Thank u. You deserv all happiness in your life.

  • @itishreeb7322
    @itishreeb7322 Год назад +1

    Sir ଓଡ଼ିଆ ଅଭିଧାନ ର କନ important ରହିଛି ଟିକେ କହିବେ. ପ୍ଲିଜ୍

  • @itishreeb7322
    @itishreeb7322 Год назад +1

    Please sir କିଛି Book name କୁହନ୍ତୁ

  • @biswajitsingh3710
    @biswajitsingh3710 2 года назад +1

    Tips ର ଓଡ଼ିଆ ମାନେ

  • @priyadarshiniray911
    @priyadarshiniray911 2 года назад +2

    Hmmmm

  • @jyotirupaguddy3933
    @jyotirupaguddy3933 Год назад +1

    Nija kabita ku publish kipari kara jiba au samastnka pakahre kipari phanchai heba please tk kuhantu

  • @ommprasadsomm691
    @ommprasadsomm691 2 года назад +2

    Sir pranam🙏,mun story, motivation,poem lekhe but kemiti nijara lukayata pratibha ku samasta nka front ku anibi kichhi suggestion diantu

    • @PragatiEducation
      @PragatiEducation  2 года назад

      Kabita Lekhibare agraha rakhuthiba jani khusi lagila .
      God bless you .
      Ajikali bahutgudie sahitya patrika prakash pauchi setihre lekha dei paribe. Dainika khabar kagajara saptahikire bi sahitya prustha thae . kabita pathotsabare patha kari paribe . Eha byatita youtube achina ! Go ahead . All the best .

  • @Priyacutie-tr7bj
    @Priyacutie-tr7bj 17 дней назад +2

    Sir ମୁଁ ବି କବିତା ଲେଖିବାକୁ ଭଲ ପାଏ ହେଲେ ଦୁଃଖ ର କଥା ଯେ ମୋ କବିତା ଆଜି ପର୍ଯ୍ୟନ୍ତ ମୋ ଖାତା ଭିତରେ ସେମିତି ସାଇତି ହୋଇ ରହିଗଲା 😔 ତାକୁ କେମିତି ମୁଁ ପ୍ରଦର୍ଶିତ କରିବି please କୁହନ୍ତୁ sir 🙏🙏🙏

    • @PragatiEducation
      @PragatiEducation  17 дней назад +1

      କବିତା ଲେଖୁଛନ୍ତି, ଖୁସିର କଥା।
      ଆଜିକାଲି କେତେ ପତ୍ର ପତ୍ରିକା , ଇ - ପତ୍ରିକା ପ୍ରକାଶ ପାଉଛି। ୟୁଟ୍ୟୁବ ଵି ଏକା ମାଧ୍ୟମ ଏ ଦିଗରେ। ଆଞ୍ଚଳିକ ତଥା ରାଜ୍ୟ ସ୍ତରୀୟ କବିତା ପାଠର ଆୟୋଜନ ହେଉଛି। ବିଭିନ୍ନ ଖବର କାଗଜର ସାପ୍ତାହିକ ସାହିତ୍ୟ ପୃଷ୍ଠା ଅଛି। ଏସବୁର୍ ସାହାଯ୍ୟ ନିଅନ୍ତୁ।

    • @Priyacutie-tr7bj
      @Priyacutie-tr7bj 17 дней назад +1

      @PragatiEducation thank you sir

  • @Know_more777
    @Know_more777 8 месяцев назад +2

    Spontanus😂

  • @dbiki
    @dbiki 2 года назад +2

    ଏକଦମ୍ ଠିକ୍ କଥା

  • @JayantiMati
    @JayantiMati 2 месяца назад +1

    Sir kabita lekha pain kou app achhiki

    • @JayantiMati
      @JayantiMati 2 месяца назад +1

      Sir please kuhantu it's very important

    • @PragatiEducation
      @PragatiEducation  2 месяца назад +1

      ନା! କବିର ମନ ଆଉ ହୃଦୟ ହିଁ କବିତା ଲେଖିବା ଆପ।

    • @JayantiMati
      @JayantiMati 2 месяца назад

      Sir mu kahibara artha je playstory ru kichhi app achhiki please sir kuhantu

  • @liniodia9358
    @liniodia9358 2 года назад +2

    Yes

  • @manjulatajena7196
    @manjulatajena7196 2 года назад +1

    Yes

  • @banita1030
    @banita1030 Год назад +1

    Yes

  • @Tayahhhtrhhhi-rz7mh
    @Tayahhhtrhhhi-rz7mh 11 месяцев назад +2

    Yes