prank video ସୁଭଦ୍ରା ଟଙ୍କା ପାଇଁ ସ୍ବାମୀ ସ୍ତ୍ରୀ ଙ୍କ ଭିତରେ ହେଲା ପିଟାପିଟି Subhadra taka na asibaru
HTML-код
- Опубликовано: 9 ноя 2024
- Prank video ସୁଭଦ୍ରା ଟଙ୍କା ପାଇଁ ସ୍ବାମୀ ସ୍ତ୍ରୀ ଙ୍କ ଭିତରେ ହେଲା ପିଟାପିଟି Subhadra taka na asibaru hala pita piti#new vlog video #odia #trendeg #vlogs #odia #viral#video #couple #video #odia #couple #trendeg #video #new #style #odia #video #vlogs #video #odia #vlogges #vlogs #viral vlogs #trendeg #youtube #vlogs #trendeg vlogs #long #odia #video #youtube #long #vlogs #long video #youtube #trendeg #vlogs #odia #family #vlogs #new #odia #vlogs #sanatana #bhai_bls_07
ସତରେ ବି ଏମିତି ଘଟଣା ଘଟି ସାରିଲାଣି । ଏ ସରକାରକୁ ଧନ୍ୟବାଦ।
ଠିକ୍ କଥା ଭାଇ ଅତି ସୁନ୍ଦର୍ ଭିଡିଓ
ବାଃ ଦୁଇଜଣଙ୍କ ଅଭିନୟ ଖୁବ ସୁନ୍ଦର
ଅଭିନୟ, ନାଟକ, ଧନ୍ୟବାଦ୍ ସାର୍ ❤
ଅଶେଷ ଅଶେଷ ଧନ୍ୟବାଦ୍ ଭାଉଜ ଆଉ ଭାଇଙ୍କର ଆକଟିଙ୍ଗ୍ ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ।
Oooo tahale apana mane abhinaya karuthile. Bap re badhiya abhinaya karuthile. 👍👌😅
ଭାଇ ଭାଉଜ ଦୁଇଜଣଙ୍କ ଅଭିନୟ ବହୁତ ସୁନ୍ଦର 🎉🎉🎉
Bahut badiya acting
ବହୁତ ସୁନ୍ଦର ହୋଇଛି ଅଭିନୟ
ସବୁ ଭୁଲକଥା ଏ ଭିଡିଓ ତ କେବଳ viral ପାଁଇ କରା ଯାଇ ଛି 😂😂😂😂ଅଭିନୟ ବହୁତ ଭଲ କରି ଛ
ଆରେ ଗଲ ଗଲ ଵେହିଆ ମଦୁଆ ଗେଣ୍ଡା 🐌 ଦଳୀଆ
25 ବର୍ଷ ର 5tପାଣ୍ଡୁ ନଵିନ୍ କେତେ ମହାଳିଆ ଯୁଜନା ଥୀଲା ଗୁଟେ ଅଭିନୟ କରି ଦେଖା
Bhala kotha
ମ ଵାଳ ଅଭିନୟ କରୁଛ ଏ ସଵୁ 25 ବର୍ଷ ର 5Tରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ଅସୁର ପଣ୍ଡୁ ନଵୀନ ଙ୍କର ଡ୍ରାମା
ହଈରେ କୁଲୁ ଭଙ୍ଗା ଲାଇଟ୍ ରେ ପମ୍ପଦେଲୁ 😮😢😮😢😮
ମୋଦୀ ସରକାର ଘାଟିଆ ସରକାର , ମୋଦୀ ସରକାର ଗୁଡ଼ିଆ ଘାଣ୍ଡିଆ ସରକାର , ମିଛ ମାୟା ସରକାର ଜାଣି ଶୁଣି ବୋଟ ଦେଉଛ ପସ୍ତ ଉଛ ହେବେ....
ଯେଉଁ ଲୋକମାନେ ସୁଭଦ୍ରା ପାଇନାହିଁ ସମସ୍ତେ ଏକାଠି ହୁଅ ବିଜେପି ସରକାରକୁ 2029 ରେ ବିଦା କରାଯିବ
Bhala kouchanti bhai 👍
Bjd aaji paryanta rasan kard deiparini aau kati dauchi
¹ ni@@GobindaNag-v5v
ଦୁନିଆ ରେ ସମନ୍ଧ୍ ପ୍ରେମ ଭଲ ପାଇବା ସବୁ ମିଛ । ଟଙ୍କା ସତ।
Tame hni sata kahila very good...
Good message 🎉 Good acting 🙏💐
ତମେ ଭାଇ ଦୁଇଜଣ ଯାତ୍ରା ପାଟିରେ ଥିଲେକି ଅକଟିଂଗ ସୁପର ଓଦାହରଣ. ଧନ୍ୟବାଦ ❤
Sundar Bhauja Suna Bhauja God bless you
ଏହି ସୁଭଦ୍ରା ଯୋଜନା ଟଙ୍କା ଆସିଲେ କଣ କରୀମୁହେ ଯେତିକି ଆମକୁ ଦେହିଥିବେ ଆମ ଟୁ ଦୁଇ ଗୁଣ ନହିଁ କି ଯିବେ
ସତରେ ଏସରକାର ସମସ୍ତଙ୍କୁ ଦିଅ ନ ହେଲେ ମାଆ ମାନକର ଶା ପ୍ୟ ପଡ଼ିବ
Gtdghjk
❤😂🎉⁰🎉😮😮😅😊
ଯେତେ acting କଲେ କଣ ହେବ ଭାଇ
ଠକ ପ୍ରତି ସାବଧାନ ରହିବା ଭଲ
ଆରେ ଭାଈ ଏ ନାଟକ କାହିଁକି କରୁଛ ନିଶ୍ଷତ୍ ପଇସା ଅସିବ ଲଡାଇ କରନି
Bahut sundar video karicha.... thank you
ଟଙ୍କା ଲାଳସା ପାଇ ନିହାତି ଏହା ଜାତୀୟ ସ୍ତର ରେ ଘଟିପାରେ।
ତୋମେ ଦୁହେଁ ବଢ଼ିଆ comedy କରୁଛ
😮bahut ଭଲ lagla ଭାଇ 👌
BJP Sarkar Bahut Anay Adharma Kama Karuchanti Jou Kama Karuchanti Ghare Ghare Jhagada BJP Sarkar Jou Kama Karuchanti Bhala Kama Karunahanti Jete Jaha Hele Nabin Sarkar Tale Ebe Sudha Hela Nabin Sarkaranku Jhuruchanti
ସ୍ବାମୀ ସ୍ତ୍ରୀ ମଧ୍ୟରେ କଲି ଲଗାଉଛି ଡବଲ ଇଞ୍ଜିନ
Bhujhiba bhul
Jana seba Kendra re apply karantu and husband sahit jai apply karantu. Nice messages to public.
😂😂
Good acting very nice
Acting bhal thila👍
ଭାଇ ଭଲ ଲାଗୁଛି ଭିଡିଓ
Sata Katha to
ତୁ ସୋଲା ମୋରଦ ପିଲା ନା ମାଇଚିଆ ବେ ଲାଜ ଲାଗୁନି ଭିଡ଼ିଓ ବନେଇଛୁ ସ୍ତ୍ରୀ ର ପଇସା କୁ ମାଗୁଛ ତୁ ଯଦି ଦୁନିଆ କୁ ଦେକି ଥାନ୍ତୁ ତାହେଲେ ଭିଡ଼ିଓ କରି ନ ଥାନ୍ତୁ ଲାଜ ଲାଗୁନି ଛି
Sundhar video
❤ ok ok thanks
Ok ok,thanks
Eta jatra patiru asichhanti camera man khali rahichi juade sie jibe sie jiba
ଏ ଭାଇ ତମେ ଲୋକଙ୍କୁ କଛି ଶିଖିବେ ବୋଲି ଏହା କରୁଚ, କିନ୍ତୁ ସେମାନେ ଓଲଟା କରିବେ ମାନେ ତମେ ଯେଉଁ କାଠ ଫଡ଼ିଆ ନେଇ ଦୌଡୁଚ ସେଇୟା କରିବେ
Acting good
ଭାଇ ଆମର ବହୁତ୍ ଧନ୍ୟ ବାଦ
Bhuja bhari sundara bhala jhiya❤
ଇ ବିଜେପି ପଶୁ ସରକାର ଅଧା ଲୁକକୁକାହିକେଦେଲା ପାରେ କେ ଦେଇଥାନ୍ତି ମୃଖ
ତମେ ତ ସତରେ ରାଗିଲା ଭଳି ଗୋଡ଼ାଗୋଡି ହେଉଥିଲ, ଏହା କଣ ଅତି ସ୍ତ୍ରୀ ସ୍ୱାମୀ ଙ୍କ ଭାବ ର
Veri nice video
Bhal abhinaya karucha
ମୁଁ ତୋ ସତ ଭାବି ଥିଲି ଭାଈ
,😂😂
Ki Bala video karucha Tama munha ku laja nahi😊😊😊😊😊😊
😂
Over acting
Laja k kahaku darkar....tokanka banda re laja nahi...😂😂😂
Good message
ବହୁତ୍ ବହୁତ୍ ଧନ୍ୟବାଦ୍
କାଉ ଖାଇବା ପଣସ ବଗର ମୁଣ୍ଡରେ ଅଠା ଟଙ୍କା ଦେବେନାହି ସରକାର ଅଙ୍ଗନ୍ ୱାଡ଼ିକୁ ମାଡ ।
Good acting
Super acting
Tame badhia acting karuchha dhanyabad.
ଭାଇ ରୋଲ୍ ଚଲେଇ ଛନ୍ତି
ଏ ମାଗିହା ସରକାର କୁ ଗାଳି ଦବା ଦରକାର
Subhadra tanka milu ki na milu
Ei video ru tanka milijiba 8lakh views😱
Hn bhari daru thiba naa upare chadhuthiba chi chi laja nai tamaku nua nua drama karucha
Bhala karuchha
Maa Ku❤❤❤ onter vitorore rokho big brother jhagoda koro nahi maa bapa vounie ❤❤❤😢😅😅😅
Jahar Asichi Se kahiba 2 kisti Re asiba Asiba
Nice program bro
Super bro ❤❤
Thanks 👍 dada
Super 😍😍
Jaaha haou ready amiti bi ghatanaa ghatuchhi ok . 😀😀😀😀😀
ଭାଇ ଭାଉଜ କୁ ଦେଖୀଳେ ଵହୁତ କ୍ଟ୍ ଳାଗୁଛେ ଶତଭଳି କରିଚ
ତମେ ଭଲ ଗୋଡା ଗୋଡି ହେଉଛ।
😂😂😂🎉
Khuntia namaste
❤❤❤
ପୁଦି❤❤❤❤❤❤
ରାସନ କାର୍ଡ ଦରକାର ନାଇ
AreBada Babu Paisa Na Asile Tu debu Ame Xerox wala dokani kahuchu
ବିଜେପି ସରକାର ଦାୟୀ ତାକୁ ତୁରନ୍ତ ବିଦା କରାଯାଉ
ଅଭିନୟ ଟି ସତ ଘଟଣା ପରି ଲାଗିଲା,,
ଭଲ କରିଲ ହେଲେ ଆଉ ଟିକେ ଭଲ ହେଇଥାନ୍ତା
Bhai kan gyarente asiba boli
Prank Hauchi
ଇ ମାଗିହା ମୋଦି ଆରୁ ମାଗିହା ମୋହନ ସବୁ ଓଡିଶା ku ବାରବାଦ କରିଦେଲେ ଭାଇ
To bopa ku ani cm kari deee
💯 Netural ❤
सरकार सुभद्रा नाम से लाख लाख टांका चढ़ा दाम से लेरहहे, 50 हजार का मतलब किया हे ,। 5 टांका हे झगड़ा मत हो कॉमेडी मत करों,
𝓣𝓪
ଏମିତି ଘଟଣା ଘଟିଛି ହଁ
ମୋହନ ସରକାର ଦେଖନ୍ତୁ
Bhai wait kara bhalabdra Yojana asuchi 😅 subhadra Yojana na asu
ତମେ ଦିଜଣ ଭଲ ଗୋଡା ଗୋଡି ହେଉଛ
Super 👍👍👍👍💆
ମୋହନ ମାଝି ଙ୍କୁ ପଚାର
ଆପଣଙ୍କ ଅଭିନୟ ଭଳ ଲାଗିଲାନାହଁ ଭଳ ଜ୍ଞାନ ଦିଅ
Pravati parida tike suna bhari jhadi hoi katha kaucha.
Nice video
Bjp sarkar ku Odisha ru bidai Koro
So sad😂
Nice
Tame bhaina bhala comedy Karu chha
😂😂😂😂😂😂😂😂😂😂😅😅😅😅😅😅😅😅😅😅
Ta sautunira asichhina sethire chalijantu.
Bhala kara kari. Haucha
Bahut jyogya husband jadi wife upare garam kan pain' heuchhu
କାହିଁକି ଏମିତି ହେଉଚ