Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ସାର ଧନ୍ୟବାଦ
Welcome sir
ମାତା ମତ୍ ପାଇଁ ବହୁତ୍ ଧନ୍ୟବାଦ sir 🙏
Sirmnujupatasdeichhiknaupakara
Nice information sir 🙏🙏🙏
Thanks and welcome
Sir 🙏mo pakhare urea ,20:20:0:13,mop potash Dana fertilizer achi mu spray karile heba ki jadi heba eahara does kan ? rahiba
Sir jaya dhan kenda baharuchi bhala amala pain roga poka aushadha kuhantu..?
Sir🙏🙏 abika dhana thoda abasta re achi kn sprey karibaku padiba agari heba nahi
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।ଧାନ କ୍ଷୀର ଢୋକିବା ସେ ରେ NPK 0:0:50 lit ପ୍ରତି 5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Dhana fasal re dap saha fipronil insecticide miseiki spray karihabaki
ସାର ସହିତ କୀଟନାଶକ ମିଶାନ୍ତୁ ନାହିଁ
Sir 🙏🏼 ଟମାଟ ନଭେମ୍ବର ମାସରେ ଲଗାଇଲେ କେଉଁ ଭେରାଟି ଭଲ ହେବ କୁହନ୍ତୁ
Sir pariba chasa bisayre gote video banantu please sir
Sir ଧାନ ରୋଇବାର 55 ଦିନ ହେଲାଣି TATA Zafu ଫଙ୍ଗିସାଇଡ ପକାଇଲେ କିଛି ଅସୁବିଧା ହେବନି
Mula Sara au thoda sarare potash diajichi , tapare booting stage n.p. k. 00.52.34 au boron 20 ku dele kichhi kharap hebaki
Sir kala champa dhana re acer pati urea potash thoda sara hisabare kete dia jiba
Urea ଏକର ପ୍ରତି 25kg ସହିତ Potash 15kg ପ୍ରୟୋଗ କରନ୍ତୁ।NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ସ୍ପ୍ରେ କରାନ୍ତି
Sar pan cashara patasa sara pryaga karipariba
Sir ଧାନ ଗଛ କେମିତି ପଡ଼ିବନି, ଧାନ ଗଛ ଶୋଇବନି କଣ କରିବା ??
ସାରେ ଡେଲି ଭିଡିଓ ବନାତୁ ପିଜ୍
Thank you
Sir thoda bele acar ku kete potas debi plz kyhantu
ଥୋଡ ସମୟ ରେ ଏକର ପ୍ରତି 10-15kg potash ସାର ପ୍ରୟୋଗ କରନ୍ତୁ
@@krushisampada thnk u sir
Sir dhana baharuchhi abe boron 20 spray karihabaki
ହଁ ଅପରାହ୍ନ ସମୟ ରେ ସ୍ପ୍ରେ କରନ୍ତୁ
Sar🙏 50kgPatash sar ku spray kale kana heba.. 100gm lekha 16litar ku dhan baharila bele
ଧାନ ଗଛରେ କଳାପୋକ ଲାଗିଛନ୍ତି... ଦେହ ର ଦୁଇ ପାଖରେ ଧଳା ଧଳା ଦାଗ ଅଛି. ଏହା ଧାନ ପାଇଁ କ୍ଷତି କାରକ କି... ?? ଉପାୟ ବତାଇବାକୁ ଅନୁରୋଧ 🙏
Sir good information Dhan last dose re ( corteva,) PEXALON+amistartop+NPK 0-52-34+BORAN hi 4item mix kori spray korebaki sir please reply to English writing not odiya
4items should not spray at a time You can spray Amistar+NPK+Boron After 2days you can spray pexalon Unless there may be any chemical reaction
Thanks sir ❤
Sir, dhana kenda bahariba upare achhi, kintu dhana Patra gudika lal heuchi kana karibi.please kichhi upaya diantu.
ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।Blitox 50 lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Sir K potash ku bali misae mula re dele
ନା ଏହାକୁ କେବଳ ସ୍ପ୍ରେ କରନ୍ତୁ
ଧାନ ଗଛ ନେଉଳ କାଟିଲେ କଣ କଲେ ଆଉ କାଟିବା ନାହିଁ, ତାର ପ୍ରତିକାର କଣ ଅଛି
ଆଜ୍ଞା( Jivaras humic acid liquid)କୁ Npk 19.19.19 ସହ ମିଶାଇ ସ୍ପ୍ରେ କରି ହେବ କି
ହଁ ମିଶାଇ ସ୍ପ୍ରେ କରି ପାରିବେ
Sir jamire pani thile potash sira dele.. bhala kama kare na nahi please tike advice debe Ki 🙏🙏🙏🙏
ଅଧିକ ପାଣି ଥିଲେ ସାର କମ୍ କାମ ଦେବ
@@krushisampada OK sir lot of thanks🙏🙏🙏
Sir Amara dhana gachha re brown colour ra Chhota Chhota chinha bahut dekha jauchi keun rago jani heuni ehara kichhi upaya kuhantu
ଧାନ ଫସଲ ରେ ପତ୍ର ଚିତା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଫସଲରେ potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।Tebuconazole 50%+Trifloxastrobin 25%WG (NATIVO) lit ପ୍ରତି 0.5gm ବା.Azoxystrobin 16.7%+Tricyclazole 33.3%SC (AXOSTRIX) lit ପ୍ରତି 1ml ବା.Hexaconazole 5%+Validamycine 2.5%SC (Alexa ) lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
କପା ଚାଷ ପାଇଁ ଗୋଟିଏ ଭିଡିଓ ବାନାନ୍ତୁ ପ୍ଲିଜ୍ sir
You learn the basics first.
sir ଧାନ ପୁଳା ପୁଳା ବାମନ ହେଉଯାଉଛି କଣ କରିବା
ଦହିଆ ପୋକ ଲାଗିଛି।ଗଛ ଓପାଡି ନଷ୍ଟ କରନ୍ତୁ।Diafenthiuron 50%WP lit ପ୍ରତି 2gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Sar pil sar sathire zadu deethili Dhan lal hai kari patar pudi 6
Photo ଦିଅନ୍ତୁ
ସାର୍ ଧାନ ଗଛ ରେ ହର୍ମନ କେତେବେଳେ ସ୍ପ୍ରେ କରିବା
ଫୁଲ ଆସିବା ପୂର୍ବରୁ
ପଟାସ ଆରୁ ଏମୋନିଆ ସାର୍ ଦେଲେ ହେବାକାଏ ଆଞା
ଏମୋନିଆ ସାର ଧାନ ରେ ବ୍ୟବହାର କରନ୍ତୁ ନାହିଁ
ସାର୍ 2nd dose ରେ ପୋଟାସ୍ ଦିଆହୋଇଥିଲା ଏବେ 00:52:34 ବି ଦିଆ ହୋଇଛି 0:0:50 ଆଉ ଆବଶ୍ୟକତା ଅଛି କି?
ଧାନ କ୍ଷୀର ଢୋକିବା ସମୟ ରେ ସ୍ପ୍ରେ କରନ୍ତୁ
Sir ମାଳି4 ଧାନ ରେ ପର୍ଣ୍ଣିମା ୟୁରିଆ ଧବା ଧାନ ପଡି jibanita ପ୍ଲିଜ଼ kuntu
Urea ସହିତ potash ସାର ପ୍ରୟୋଗ କରନ୍ତୁ
K potash ku ame spray kale bhala na mati re deba bhala
Spray କରନ୍ତୁ
sir ଧାନ 58 ଦିନ ହେଲା ରୁଆ ହୋଇଥିଲା । ଏବେ npk 13 0 45 ସହିତ cheleated zinc 12% କୁ ପକାଇ ପାରିବା କି
ହଁ ସ୍ପ୍ରେ କରନ୍ତୁ
thanks sir
19 19 19 acre re kete gm diajiba
ଏକର ପ୍ରତି 750gm ସ୍ପ୍ରେ କରନ୍ତୁ
@@krushisampada thanks
କପା ଚାଷ ରେ 0.52.34 ପ୍ରୟୋଗ କରିବା କି ନାହିଁ ଆଉ କେଉ ସମୟ ରେ ପ୍ରୟୋଗ କରିବା
ଫୁଲ ଆସିବା ପୂର୍ବରୁ NPK 0:52:34 lit ପ୍ରତି 5gm ସହିତ Boron 20%lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ
Sar apanankar namber tik daun
ମ୍ୟୁରେଟ ଅଫ୍ ପଟାସ୍ କୁ ସ୍ପ୍ରେ କରି ଧାନ ରେ ପ୍ରୟୋଗ କରି ହେବ କି ନା ।
ହଁ Murate of Potash କୁ lit ପ୍ରତି 10gm ବା drum ପ୍ରତି 150gm ହିସାବରେ ସ୍ପ୍ରେ କରି ପାରିବେ।
ଆପଣ କହୁଥିବା ମେଡ଼ିସିନ ଆମ ଅଂଚଳ ନ ମିଳିଲେ କଣ କରିବୁ ଆଉ କେଉଁଠି ପାଇବୁ Pls send your contract number sir,
ସାର ଧନ୍ୟବାଦ
Welcome sir
ମାତା ମତ୍ ପାଇଁ ବହୁତ୍ ଧନ୍ୟବାଦ sir 🙏
Welcome sir
Sirmnujupatasdeichhiknaupakara
Nice information sir 🙏🙏🙏
Thanks and welcome
Sir 🙏mo pakhare urea ,20:20:0:13,mop potash Dana fertilizer achi mu spray karile heba ki jadi heba eahara does kan ? rahiba
Sir jaya dhan kenda baharuchi bhala amala pain roga poka aushadha kuhantu..?
Sir🙏🙏 abika dhana thoda abasta re achi kn sprey karibaku padiba agari heba nahi
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
ଧାନ କ୍ଷୀର ଢୋକିବା ସେ ରେ NPK 0:0:50 lit ପ୍ରତି 5gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Dhana fasal re dap saha fipronil insecticide miseiki spray karihabaki
ସାର ସହିତ କୀଟନାଶକ ମିଶାନ୍ତୁ ନାହିଁ
Sir 🙏🏼 ଟମାଟ ନଭେମ୍ବର ମାସରେ ଲଗାଇଲେ କେଉଁ ଭେରାଟି ଭଲ ହେବ କୁହନ୍ତୁ
Sir pariba chasa bisayre gote video banantu please sir
Sir ଧାନ ରୋଇବାର 55 ଦିନ ହେଲାଣି TATA Zafu ଫଙ୍ଗିସାଇଡ ପକାଇଲେ କିଛି ଅସୁବିଧା ହେବନି
Mula Sara au thoda sarare potash diajichi , tapare booting stage n.p. k. 00.52.34 au boron 20 ku dele kichhi kharap hebaki
Sir kala champa dhana re acer pati urea potash thoda sara hisabare kete dia jiba
Urea ଏକର ପ୍ରତି 25kg ସହିତ Potash 15kg ପ୍ରୟୋଗ କରନ୍ତୁ।
NPK 0:52:34 lit ପ୍ରତି 5gm ସହିତ Boron 20% lit ପ୍ରତି 1gm ହିସାବରେ ସ୍ପ୍ରେ କରାନ୍ତି
Sar pan cashara patasa sara pryaga karipariba
Sir ଧାନ ଗଛ କେମିତି ପଡ଼ିବନି, ଧାନ ଗଛ ଶୋଇବନି କଣ କରିବା ??
ସାରେ ଡେଲି ଭିଡିଓ ବନାତୁ ପିଜ୍
Thank you
Sir thoda bele acar ku kete potas debi plz kyhantu
ଥୋଡ ସମୟ ରେ ଏକର ପ୍ରତି 10-15kg potash ସାର ପ୍ରୟୋଗ କରନ୍ତୁ
@@krushisampada thnk u sir
Sir dhana baharuchhi abe boron 20 spray karihabaki
ହଁ ଅପରାହ୍ନ ସମୟ ରେ ସ୍ପ୍ରେ କରନ୍ତୁ
Sar🙏 50kgPatash sar ku spray kale kana heba.. 100gm lekha 16litar ku dhan baharila bele
ଧାନ ଗଛରେ କଳାପୋକ ଲାଗିଛନ୍ତି... ଦେହ ର ଦୁଇ ପାଖରେ ଧଳା ଧଳା ଦାଗ ଅଛି. ଏହା ଧାନ ପାଇଁ କ୍ଷତି କାରକ କି... ??
ଉପାୟ ବତାଇବାକୁ ଅନୁରୋଧ 🙏
Sir good information
Dhan last dose re ( corteva,) PEXALON+amistartop+NPK 0-52-34+BORAN hi 4item mix kori spray korebaki sir please reply to English writing not odiya
4items should not spray at a time
You can spray Amistar+NPK+Boron
After 2days you can spray pexalon
Unless there may be any chemical reaction
Thanks sir ❤
Sir, dhana kenda bahariba upare achhi, kintu dhana Patra gudika lal heuchi kana karibi.please kichhi upaya diantu.
ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।Blitox 50 lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Sir K potash ku bali misae mula re dele
ନା ଏହାକୁ କେବଳ ସ୍ପ୍ରେ କରନ୍ତୁ
ଧାନ ଗଛ ନେଉଳ କାଟିଲେ କଣ କଲେ ଆଉ କାଟିବା ନାହିଁ, ତାର ପ୍ରତିକାର କଣ ଅଛି
ଆଜ୍ଞା( Jivaras humic acid liquid)କୁ Npk 19.19.19 ସହ ମିଶାଇ ସ୍ପ୍ରେ କରି ହେବ କି
ହଁ ମିଶାଇ ସ୍ପ୍ରେ କରି ପାରିବେ
Sir jamire pani thile potash sira dele.. bhala kama kare na nahi please tike advice debe Ki 🙏🙏🙏🙏
ଅଧିକ ପାଣି ଥିଲେ ସାର କମ୍ କାମ ଦେବ
@@krushisampada OK sir lot of thanks🙏🙏🙏
Sir Amara dhana gachha re brown colour ra Chhota Chhota chinha bahut dekha jauchi keun rago jani heuni ehara kichhi upaya kuhantu
ଧାନ ଫସଲ ରେ ପତ୍ର ଚିତା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଫସଲରେ potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।
Tebuconazole 50%+Trifloxastrobin 25%WG (NATIVO) lit ପ୍ରତି 0.5gm ବା
.Azoxystrobin 16.7%+Tricyclazole 33.3%SC (AXOSTRIX) lit ପ୍ରତି 1ml ବା
.Hexaconazole 5%+Validamycine 2.5%SC (Alexa ) lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
କପା ଚାଷ ପାଇଁ ଗୋଟିଏ ଭିଡିଓ ବାନାନ୍ତୁ ପ୍ଲିଜ୍ sir
You learn the basics first.
sir ଧାନ ପୁଳା ପୁଳା ବାମନ ହେଉଯାଉଛି କଣ କରିବା
ଦହିଆ ପୋକ ଲାଗିଛି।
ଗଛ ଓପାଡି ନଷ୍ଟ କରନ୍ତୁ।
Diafenthiuron 50%WP lit ପ୍ରତି 2gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Sar pil sar sathire zadu deethili
Dhan lal hai kari patar pudi 6
Photo ଦିଅନ୍ତୁ
ସାର୍ ଧାନ ଗଛ ରେ ହର୍ମନ କେତେବେଳେ ସ୍ପ୍ରେ କରିବା
ଫୁଲ ଆସିବା ପୂର୍ବରୁ
ପଟାସ ଆରୁ ଏମୋନିଆ ସାର୍ ଦେଲେ ହେବାକାଏ ଆଞା
ଏମୋନିଆ ସାର ଧାନ ରେ ବ୍ୟବହାର କରନ୍ତୁ ନାହିଁ
ସାର୍ 2nd dose ରେ ପୋଟାସ୍ ଦିଆହୋଇଥିଲା ଏବେ 00:52:34 ବି ଦିଆ ହୋଇଛି 0:0:50 ଆଉ ଆବଶ୍ୟକତା ଅଛି କି?
ଧାନ କ୍ଷୀର ଢୋକିବା ସମୟ ରେ ସ୍ପ୍ରେ କରନ୍ତୁ
Sir ମାଳି4 ଧାନ ରେ ପର୍ଣ୍ଣିମା ୟୁରିଆ ଧବା ଧାନ ପଡି jibanita ପ୍ଲିଜ଼ kuntu
Urea ସହିତ potash ସାର ପ୍ରୟୋଗ କରନ୍ତୁ
K potash ku ame spray kale bhala na mati re deba bhala
Spray କରନ୍ତୁ
sir ଧାନ 58 ଦିନ ହେଲା ରୁଆ ହୋଇଥିଲା । ଏବେ npk 13 0 45 ସହିତ cheleated zinc 12% କୁ ପକାଇ ପାରିବା କି
ହଁ ସ୍ପ୍ରେ କରନ୍ତୁ
thanks sir
19 19 19 acre re kete gm diajiba
ଏକର ପ୍ରତି 750gm ସ୍ପ୍ରେ କରନ୍ତୁ
@@krushisampada thanks
କପା ଚାଷ ରେ 0.52.34 ପ୍ରୟୋଗ କରିବା କି ନାହିଁ ଆଉ କେଉ ସମୟ ରେ ପ୍ରୟୋଗ କରିବା
ଫୁଲ ଆସିବା ପୂର୍ବରୁ NPK 0:52:34 lit ପ୍ରତି 5gm ସହିତ Boron 20%lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ
Sar apanankar namber tik daun
ମ୍ୟୁରେଟ ଅଫ୍ ପଟାସ୍ କୁ ସ୍ପ୍ରେ କରି ଧାନ ରେ ପ୍ରୟୋଗ କରି ହେବ କି ନା ।
ହଁ Murate of Potash କୁ lit ପ୍ରତି 10gm ବା drum ପ୍ରତି 150gm ହିସାବରେ ସ୍ପ୍ରେ କରି ପାରିବେ।
ଆପଣ କହୁଥିବା ମେଡ଼ିସିନ ଆମ ଅଂଚଳ ନ ମିଳିଲେ କଣ କରିବୁ ଆଉ କେଉଁଠି ପାଇବୁ
Pls send your contract number sir,