ସାବଧାନ !! ବନ୍ଦ ହେଉଛି କୁକୁଡ଼ା ଫାର୍ମ || Be aware !! Poultry Farmers are closing their farming ||

Поделиться
HTML-код
  • Опубликовано: 24 дек 2024

Комментарии • 217

  • @parthamohanty5269
    @parthamohanty5269 2 года назад +29

    ଭିଡ଼ିଓ ଟି ଭଲ ଲାଗିଲା। କିନ୍ତୁ ଏଠି ଆଉ ଗୋଟେ କଥା ମନକୁ ଆସେ ଚାଷୀ ଜଣକ କମ୍ପାନୀ ପାଖକୁ ଯାଉଛି। କମ୍ପାନୀ ତ ଯାଏନି ଚାଷୀ ପାଖକୁ। କମ୍ପାନୀ ଟଙ୍କା ଲଗେଇ ବେପାର କରୁଛି। ତେଣୁ ସେ ତାର ଲାଭ ଆଗେ ଦେଖିବ। ଚାଷୀମାନେ ନିଜେ ଯଦି ନିଜନିଜ ବ୍ଲକ କିମ୍ବା ପଞ୍ଚାୟତ ସ୍ତରରେ ସମବାୟ ସମିତି ଗଠନ କରି ନିଜେ ମାର୍କେଟିଂ କରନ୍ତେ ତେବେ ଆଉ କମ୍ପାନୀ ମାନେ ଶୋଷଣ କରି ପାରନ୍ତେ ନାହିଁ। ନିଜମାଲ ନିଜେ ବିକିଲେ ହିଁ ଚାଷୀ ଲାଭବାନ ହେବ ଓ ମଝିରେ ବେପାରୀ ପଶି ଲାଭ ଖାଇବେ ନାହିଁ।ପଞ୍ଚାୟତ ସ୍ତରରେ ଯଦି ଚାଷୀ ମାନେ ଏକାଠି ହୋଇ ମାର୍କେଟିଂ କରନ୍ତେ ଆଉ କମ୍ପାନୀ ଶୋଷଣ କରି ପାରିବ ନାହିଁ। ନହେଲେ ଆଉ ଗୋଟେ କାମ କଲେ ହୁଅନ୍ତା । ଧାନ ଗହମ ଭଳି ସରକାର ବ୍ରଏଲର କୁକୁଡ଼ା ସର୍ବନିମ୍ନ ଦର ନିର୍ଧାରଣ କରନ୍ତୁ। କମ୍ପାନୀ କୁ ଧମକେଇଲେ କିଛି ଲାଭ ନାହିଁ। କମ୍ପାନୀ କହିବ ଯିଏ ମୋ ସହ ମୋ ନିୟମ ମାନି ଚାଷ କରିବ କର ନହେଲେ ନାହିଁ। ବ୍ୟବସାୟରେ ଯିଏ ଅଧିକ ଚାଲାକ ସେ ତିଷ୍ଠିବ।
    ଶେଷରେ ଗୋଟେ କଥା ଯଦି ପାଖରେ ଯଥେଷ୍ଟ ପଇସା ଅଛି କୁକୁଡ଼ା ବେପାର କର। କୁକୁଡ଼ା ବେପାର ଛୋଟ ମୋଟ ବେପାର ନୁହେଁ। 2000 କୁକୁଡ଼ା ଚାଷରେ କିଛି ମିଳିବ ନାହିଁ। 10000 କୁକୁଡ଼ା ଯଦି ସର୍ବନିମ୍ନ ଚାଷ ନ କରିବ ହାତରେ ଟଙ୍କା ଧରି ପାରିବ ନାହିଁ। ତେଣୁ ୟା ତା କଥାରେ ନ ପଡ଼ି ଯୋଜନାବଦ୍ଧ ଭାବେ ଟଙ୍କା ଖଟେଇ ଚାଷ କର। ନହେଲେ ଏଠି ତିଷ୍ଠିବା ଅସମ୍ଭବ।

  • @Happypramodkumarswain
    @Happypramodkumarswain 2 года назад +28

    ଧନ୍ୟବାଦ ପ୍ରଶାନ୍ତ ବାବୁ ଚାଷୀଙ୍କ ଦୁଃଖ କଥା ଆଜି ଆପଣ ଦେଖାଇଲେ ।

    • @subrajit3913
      @subrajit3913 2 года назад

      ruclips.net/video/TPYcRWAWgFU/видео.html

  • @bhoicreation9399
    @bhoicreation9399 2 года назад +35

    ଚାଷୀ ଚାଷ କରୁଛନ୍ତି କିନ୍ତୁ ତାର ପାରିଶ୍ରମିକ ପାଇ ପାରୁନାହିଁ । ଚାଷୀ ସବୁବେଳେ ଶୋଷଣ ର ଶୀକାର ହେଉଛି । ଜୟ କିଷାନ

  • @movillagevlogs8143
    @movillagevlogs8143 2 года назад +54

    ଚାଷୀ ଯେତେବେଳେ ସମସ୍ତଙ୍କ ମୁହଁକୁ ଆହାର ଦଉଛି.... ସେ କଣ ପାଇଁ ଆଜି ଅବହେଳିତ ଏବଂ ନିଷ୍ପେସିତ ହେଉଛି। 🇮🇳🇮🇳🇮🇳 ।। ସ୍ବରାଜ ଆମର ଜନ୍ମଗତ ଅଧିକାର।।✊🏻🙏🏻🙏🏻

    • @bikidora2000
      @bikidora2000 2 года назад +3

      Right bhai

    • @roosterwar8499
      @roosterwar8499 2 года назад +2

      Swaraj kukudamanankar bhi janmagat adhikar, tanku marani
      Valahaba nirdayi jibomane raksha paibe, tame viswas karibani rooster mane manish ra bandhu bhali, kukura mananka pari, tankatharu bahut bhala 1000 gunare mu rakhilthili as a pet 🙂🙂

    • @subrajit3913
      @subrajit3913 2 года назад

      ruclips.net/video/TPYcRWAWgFU/видео.html

    • @prafullasahoo2861
      @prafullasahoo2861 2 года назад

      ଭାଇ ଅଧିକାର ମାଗିଲେ ମିଳିବନି, ଛଡେଇନେବାକୁହେବ ତାହା କିପରି :ନିଜେ ଚାଷ କରିବେ ଭାଗଚାଷ ନୁହେଁ, କୌଣସି ଚାଷି ଯେପରି କମ୍ପାନୀ ସହ ମିସିବେନାହି ତହା ଧ୍ୟାନରେ।

    • @TapasSahoo.
      @TapasSahoo. 2 года назад

      Bala Adhikar Tumara Kukuda Ra Kichhi Adhikar Nahin.

  • @firozhussain5769
    @firozhussain5769 2 года назад +25

    💯ସତ୍ୟ 👍ଧନ୍ୟବାଦ ପ୍ରଶାନ୍ତ ଭାଇ ଏବଂ ଗୋବିନ୍ଦ ଭାଇ 🙏

  • @anilkumarjena7590
    @anilkumarjena7590 2 года назад +27

    ସରକାର ଏଥିପ୍ରତି ଟିକେ ଦୃଷ୍ଟି ଦିଅନ୍ତୁ.......

  • @gobindachandrasahu6006
    @gobindachandrasahu6006 2 года назад +5

    ପ୍ରକୃତ ପରିଶ୍ରମ ର ଫଳ ଚାଷୀ ପାଉନି,କମ୍ପାନୀ ତା ଲାଭରୁ ଉଣା ହେଉନି,କଟିଗ°ସେଣ୍ଟର ବାଲା ର ମନଇଚ୍ଛା ଲାଭ।ଆଲୋଚନା ଏକଦମ ଭଲ ଲାଗିଲା, ଆନ୍ଦୋଳନ ଚାଲୁ,ଚାଷୀ ତାର ପରିଶ୍ରମ ର ଫଳ ପାଉ।ଜୟ ଜଗନ୍ନାଥ।

  • @Bharecagroworld2894
    @Bharecagroworld2894 2 года назад +11

    ବହୁତ ବହୁତ ଧନ୍ୟବାଦ E Farming ସବୁ ଭାଇଙ୍କୁ

  • @saratkumarmohanta7059
    @saratkumarmohanta7059 2 года назад +15

    କୃଷକ ଏକତା ଜିନ୍ଦାବାଦ 🙏🙏🙏

    • @subrajit3913
      @subrajit3913 2 года назад

      ruclips.net/video/TPYcRWAWgFU/видео.html

  • @sanatanagochhayat2774
    @sanatanagochhayat2774 2 года назад +6

    ଧନ୍ୟବାଦ ନିୟୂଜ ଭାଇଙ୍କୁ।

  • @commonman1886
    @commonman1886 2 года назад +23

    I was a poultry farmer. I realised this problem and closed my farm five years back. At that time nobody listened to my words. It took these people five years to realise this.

  • @LelinDey
    @LelinDey 2 года назад +6

    ଯୋଉ ଚାଷୀ ଭାଈମାନେ ସଂଘ ସହିତ ଯୋଡିହେଇନାହାଁନ୍ତି ଯଥାଶୀଘ୍ର ଯୋଡିହୁଅନ୍ତୁ । 🙏🙏🙏

  • @mohantym6441
    @mohantym6441 2 года назад +5

    Welcome to our odisha farmers for unity

  • @kanhuparihari1234
    @kanhuparihari1234 2 года назад +3

    ସିକୁରିଟି ନୋ ରଖିଲେ ସବୁ ସଳା ମାରିକି ଖାଇବେ+ବିକୀବେ କମ୍ପାନୀ ଠିକ୍ କରିଚି।

  • @Rrjunrag3476
    @Rrjunrag3476 2 года назад +3

    ବେଳେ ବେଳେ company ଚାଷୀ ଉପରେ recovery ଲଦି ଦେଉଛି l ଚାଷୀ ଧାର କରଜ ଆଣି company କୁ ଟଙ୍କା recover କରୁଛି l ଦୟାକରି ଏହା ର ସମାଧାନ କରାଯାଉ l

    • @bibhuti5999
      @bibhuti5999 2 года назад

      Company lokanku farm re bandhi pita...

  • @kishordharua
    @kishordharua 2 года назад +4

    ଆମ ଦାବି ନ୍ୟାୟ୍ଯ ଦାବି ତମେ ମାନି ନିଅ ନ ହେଲେ ରାସ୍ତାରେ ନିଆଁ ଜଲିବ

  • @chittaranjanparida2121
    @chittaranjanparida2121 2 года назад

    Thanks Prasanta Babu & gobinda babu.

  • @ashokkumarnayak499
    @ashokkumarnayak499 2 года назад +2

    Thanks to Efarming odisha team

  • @TheLkm680
    @TheLkm680 2 года назад +3

    bahut badhia... 🙏🙏🙏

  • @roosterwar8499
    @roosterwar8499 2 года назад +2

    Valaheichi , 🙏🙏🙏

  • @maheshkumarmahanta972
    @maheshkumarmahanta972 2 года назад +4

    ଯଥା ଶୀଘ୍ର ଓଡିଶା ସରକାର, କମ୍ପାନୀ ଏବଂ କୁକୁଡ଼ା ସଂଘ ବସିକି ଏହାର ସମାଧାନ ବାହାର କରନ୍ତୁ...ନହେଲେ ନେଡି ଗୁଡା କହୁଣୀ କୁ ବୋହି ଯିବ....

    • @SimaDushmanta
      @SimaDushmanta 7 месяцев назад

      Odisha government polutary company saha katha haba ata kn sambhaba

  • @bulugarnaik6858
    @bulugarnaik6858 2 года назад +3

    Thanks for your support e farming

  • @rakeshmohanty4983
    @rakeshmohanty4983 2 года назад +1

    Honest person 100% right

  • @nayak6477
    @nayak6477 2 года назад +5

    ଏଇଆ ଦରକାର

  • @swaraj1013
    @swaraj1013 2 года назад +1

    Thank u e farming

  • @manoranjanmishra8960
    @manoranjanmishra8960 2 года назад +2

    I salute you Jay jaban Jay kisan sabu chasi eak hua nija mehenat ra fhala pao

  • @bikidora2000
    @bikidora2000 2 года назад +3

    ପ୍ରଶାନ୍ତ ଭାଇ ଚାଷୀ ଭାଇ ମାନେ ଆନ୍ଦୋଳନ କରିବା ଠିକ୍ ଯେ କିନ୍ତୁ ଅନ୍ୟ କୌଣସି ରାଜ୍ୟରୁ କୁକୁଡ଼ା ଆଣି ଆମ ରାଜ୍ୟ ବିକ୍ରି ହେଲେ , ଏହାର ସମାଧାନ ପାଇଁ ବହୁତ ଦିନ ଲାଗିଯିବ। ଚାଷୀଭାଇ ମାନଙ୍କର ମଧ୍ୟ ବହୁତ କ୍ଷତି ସହିବାକୁ ପଡ଼ିବ।ତେଣୁ ଚାଷୀ ଭାଇ ମାନଙ୍କୁ ମୋର ଅନୁରୋଧ ଯେ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ, ଆମ ରାଜ୍ୟ କୁ ଅନ୍ୟ କୌଣସି ରାଜ୍ୟରୁ କୁକୁଡ଼ା ନ ଆସୁ ଏଥିପ୍ରତି ଧ୍ୟାନ ଦେବା ଅତି ଜରୁରୀ । ତାହେଲେ ଯାଇ ସଠିକ୍ ସମାଧାନ ହେବ ବୋଲି ମୁଁ ଆଶା କରୁଛି।

  • @sibaprasadbisoyi
    @sibaprasadbisoyi 2 года назад +1

    ଏ farmer ର number ମିଳିବ ଯଦି ବହେ ଗାଳି ଦେବାକୁ ଇଚ୍ଛା ହେଉଛି ଶଳା ଇଏ କମ୍ପାନୀ ପାଇଁ broker କରୁଛି ହୋଟେଲ ଯାଇ କମ୍ପାନୀ କୁ କଣ ସପୋର୍ଟ karuchi

  • @PrinceAnishk
    @PrinceAnishk 2 года назад +1

    Bahut badhia se bujheile sir jana nka jaldi dabi purana haba darkar sundar vdo prasant 👍

  • @benudharbaliarsingh1153
    @benudharbaliarsingh1153 2 года назад +7

    Odisha government needs to find out a solution by taking necessary steps required to safeguard farmers concern asap.

  • @milansingh5694
    @milansingh5694 2 года назад +1

    Farmer is in loss.Govt need to regulate this sector🇮🇳

  • @9658948079
    @9658948079 2 года назад +2

    Jay Jawan Jay Kisan bande Mataram

  • @chitrasenpradhan2224
    @chitrasenpradhan2224 2 года назад +6

    ଭାଇ ଖାଉଟି କଥା କିଛି କହିଲନି. ଖାଉଟି କଣପାଈଁ 260,240 kg ରେ କିଣିବ 150ରେ କିଣିଲେ ସବୁଠିକ ହେବ

    • @subratmulia1338
      @subratmulia1338 2 года назад +1

      ପେଟ୍ରୋଲ ୬୦ ରେ କିନୁଥିଲ୍ ଏବେ ସହେ ପରେ କିନୁଚ ସେଇଟା ବାଧୁନି,ଆଳୁ ପାଞ୍ଚ ଟଙ୍କାରେ କିଣୁଥିବା ଲୋକେ ଏବେ ତି ରି ଶ ଟଙ୍କାରେ କିନୁଚା ସେ ବଧୁନି ଏମିତି ଅନେକ ଦରଦାମ୍ ବଢିକରି କିନୁଚି ସେଗୁଡା ବଢୁନି ଖାଲି ଚିକେନ ବଢ଼ିଗଲା ବା ଧୂ ଛି କିନ୍ତୁ ମଦ ଅଧିକ ଦାମ୍ ରେ ବ୍ଲାକ ରେ ଵିକ୍ରି ହେଲେ ବି ଚଳୁଛି କିନ୍ତୁ ସେ ସବୁ ବା ଧୁ ନି

    • @gobindachandrasatapathy4685
      @gobindachandrasatapathy4685 2 года назад

      ପ୍ରଧାନ ବାବୁ, ଆପଣଙ୍କ ଦେଇଥିବା ମନ୍ତ୍ୟବ, ଖାଉଟି ଙ୍କ ଉପରେ, ଆପଣ ଜାଣିଛନ୍ତି କି, ପ୍ରକୃତ ରେ ଚାଷୀ ପାଏ rs83/-ଟଙ୍କା, ତାହା ପୁଣି cantact farming ର ହିସାବ ଉପରେ, ଚାଷୀର nill ପେମେଂଟ ବି ହେଉଛି 60%, ଖାଉଟି ଓ ଚାଷୀ ମଲେ, କଟିଙ୍ଗସେଣ୍ଟର, କମ୍ପାନୀ ମାଲେମାଲ ହେଲେ, rs80-ଟଙ୍କା ରେ ନେଇ 250 ଟ ଙ୍କା ରେ khauti ଙ୍କୁ ବିକ୍ରି କଲେ,

  • @Dhanapuspavlog
    @Dhanapuspavlog 2 года назад +4

    TQ 🙏🙏🙏

  • @pratapbeuria6203
    @pratapbeuria6203 2 года назад

    Prasanta Bhai good news 👍👍👍👍👍

  • @labanyapadhinewtechnique4997
    @labanyapadhinewtechnique4997 2 года назад +1

    Bhai mu gote farmer mu sangha ra samasta dabi gudika sapakhya re achi danyabad🙏🙏🙏🙏

  • @odishabuybikash7806
    @odishabuybikash7806 2 года назад +6

    Nice bhai ❤❤

  • @narayannaik974
    @narayannaik974 2 года назад +2

    Company thaku Chanti farmers ku

  • @godblessyou7640
    @godblessyou7640 2 года назад +2

    ନୀରିହ ଜୀବନ୍ କୁ ମାରି ଖାଉଛ. ବନ୍ଦ କରାଯାଉ ❤️🙏🙏. ଜୟ ଜଗନ୍ନାଥ ତମେ ରକ୍ଷା କର

    • @roosterwar8499
      @roosterwar8499 2 года назад

      Yes Brother

    • @roosterwar8499
      @roosterwar8499 2 года назад

      Valahaba nirdayi jibomsne raksha paibe, tame viswas karibani rooster mane manish ra bandhu bhali, kukura mananka pari, mu rakhilthili as a pet 🙂🙂

  • @lingarajdalua524
    @lingarajdalua524 2 года назад

    ସମୟ ବଦଳିଲାଣି ମଣିଷ ବଦଳିବାକୁ ଚେଷ୍ଟା କର ଜିବହତ୍ୟା ବଢି ବଢି ଚାଲିଛି ଜିବ ମାରି ଖାଇବାପାଇଁ ଭାଗବତ ଠୁ ଆରମ୍ବ କରି ଗୀତା ଜେତେ ପୁରାଣ ସବୁଥିରେ ଲେଖା ଅଛି ଜିବ ହତ୍ୟ କରିଖାଇଲେ ଏ ଶ୍ରୁଷ୍ଟି ରହିଵନି ପାପଭାରା ବଢିଲେ ଜିଏ ହେଲେବି ଅସମ୍ବାଳ ହବ

    • @roosterwar8499
      @roosterwar8499 2 года назад

      Valahaba nirdayi jibomane raksha paibe, tame viswas karibani rooster mane manish ra bandhu bhali, kukura mananka pari, tankatharu bahut bhala 1000 gunare mu rakhilthili as a pet 🙂🙂

  • @kalandijena6398
    @kalandijena6398 2 года назад

    bahut val vedeo Casehi aikhru Luha

  • @dillipdillip1157
    @dillipdillip1157 2 года назад +2

    We are really honest please help the farmers union and encouraging the formers

  • @prakashkumarmajhimessi8972
    @prakashkumarmajhimessi8972 2 года назад

    ସମସ୍ତ ଖାଉଟି ବନ୍ଧୁ ଗଣଙ୍କୁ ମୋର ଅନୁରୋଧ ଏ କୁକୁଡ଼ା ଚାଷୀ ଭାଇମାନଙ୍କ ଅନ୍ଦୁଳନରେ ସହଯୋଗ କରିବା, ନହେଲେ ଆଗକୁ ମାଂସ ଖାଇବାପାଇଁ ମିଳିବନି, ଅତିଥିଚର୍ଚ୍ଚା କି ପାର୍ବପର୍ବାଣୀରେ, ବାହାଘରରେ, ପାର୍ଟୀ ରେ କିଛି ମିଳିବନି.. (ଜୟକିଷାନ)

    • @roosterwar8499
      @roosterwar8499 2 года назад

      Valahaba nirdayi jibomsne raksha paibe, tame viswas karibani rooster mane manish ra bandhu bhali, kukura mananka pari, mu rakhilthili as a pet 🙂🙂

  • @biswajitbarik8481
    @biswajitbarik8481 2 года назад +1

    Lagi thau bhai mane ….dine and dine profit haba . Government and company suniba pain asibe .

  • @sibasiba6085
    @sibasiba6085 2 года назад +2

    Hmm sure

  • @sarojkumarsahoo2984
    @sarojkumarsahoo2984 2 года назад +2

    Right 👍

  • @sip-nupcoldrinckcompny7528
    @sip-nupcoldrinckcompny7528 2 года назад +2

    Right

  • @BHABUNIBEHERA
    @BHABUNIBEHERA 2 года назад +4

    Bhai abe santi re andolana chalichhi agaku sarakara na sunile ନିଆଁ jaliba

    • @BijayKumar-vg7gm
      @BijayKumar-vg7gm 2 года назад

      ଚାଷୀ ର ଦୁଃଖ ବୁଝିବା ପାଇଁ କେହି ନାହିଁ
      ମିଡ଼ିଆ ବାଲା, ଟିଭିରେ ପ୍ରସାରିତ୍ କରୁନାହାନ୍ତି, ସରକାର ଶୁଣୁ ନାହାନ୍ତି, ପ୍ରଶାସନ ଶୁଣୁ ନାହାନ୍ତି,
      ସେଥି ପାଇଁ ଚାଷୀ ବହୁତ୍ ଦୁଃଖିତ,

    • @bikidora2000
      @bikidora2000 2 года назад

      ଏବେ କେହି ହେଲେ ସୁଣିବେ ନାହିଁ କିନ୍ତୁ ରେଟ୍ ବଢ଼ି ଗଲେ ସମସ୍ତେଙ୍କୁ ସୁଭାଜିବ ଓ ମାର୍କେଟ ରେ ନମେଳିଲେ ସମସ୍ତେଙ୍କୁ ଦେଖାଯିବ

  • @sanatsahu902rrrrr
    @sanatsahu902rrrrr 11 месяцев назад

    ମଦଭାଟିବଦ ଜୟ❤ ଜଗନ୍ନାଥ

  • @biswaranjanjena6576
    @biswaranjanjena6576 2 года назад

    ଦେଖାଯାଉ ଚାଷୀ ପାଇଁ ସରକାର ନିଦ୍ରା କେବେଭାଗୁଛ

  • @souravkumarputy8768
    @souravkumarputy8768 2 года назад +1

    Thanks bahi

  • @jitendrakumarparida1315
    @jitendrakumarparida1315 2 года назад +5

    Right sir 🙏

  • @satyanarayandash3473
    @satyanarayandash3473 2 года назад

    Company ସହିତ ବସି ସରକାର ଆଲୋଚନା କରିବା ଦରକାର

  • @pintumadhuexpress5890
    @pintumadhuexpress5890 2 года назад +5

    Nice

  • @rakeshmohanty4983
    @rakeshmohanty4983 2 года назад +1

    Ete din pare gote vala video milila

  • @rasmiranjannayak7447
    @rasmiranjannayak7447 2 года назад

    💯 pursent right
    Please kichi action niajau

  • @hiradharsuna3756
    @hiradharsuna3756 2 года назад

    Mu bhaga chasa karibaku chauchi, sir, kaha sahita jagajag karibi

  • @arvindpati9752
    @arvindpati9752 2 года назад +1

    Akkhu chasi mananka problem ku e farming tike loka lochan ku anantu

  • @kalandijena6398
    @kalandijena6398 2 года назад

    bhai bahut val kath am Case dukha Buja

  • @Livingstone229
    @Livingstone229 2 года назад

    Sir boler farm only band heba na desi farm b sir information koribeki

  • @bhikaricharanmishra5537
    @bhikaricharanmishra5537 2 года назад

    Legal demand.

  • @singmohan46
    @singmohan46 2 года назад

    Most of poultry firm not maintain hygiene...
    And these firm near to Village....
    Village people complain due to high rise of Fly

  • @umakantamohanta3251
    @umakantamohanta3251 2 года назад

    Good decision by farmers

  • @nayaknayak4163
    @nayaknayak4163 2 года назад

    Very good sir

  • @TapasSahoo.
    @TapasSahoo. 2 года назад +1

    Sakahari Hua Ete Tension Nia Ni...

  • @jyotirmayabehera1562
    @jyotirmayabehera1562 2 года назад +1

    All the problems are genuine. The Odisha govt should bring a resolution and guideline for the welfare of the poultry farmers.

  • @jinurvf8373
    @jinurvf8373 2 года назад +4

    Exactly we have capacity of 15000 farm... But right now all are closed bcz hike in all material .. like rice bran.... . And low profit rate... Only loss nothing
    I want to say all farmers it's not a profitable business so don't enter in it ...keep away from this ....

  • @bubu9727
    @bubu9727 2 года назад +2

    Tq sir

  • @chittaranjanpradhan1991
    @chittaranjanpradhan1991 2 года назад

    aei mahasaya bodhe pramod hotel jaithile?

  • @sanjuktabehera7052
    @sanjuktabehera7052 2 года назад

    True speeches

  • @munarout512
    @munarout512 2 года назад

    Sarkar athi prati tike drusti duantu

  • @armbha4948
    @armbha4948 2 года назад

    With out farm management how you can get productivity .

  • @lipubhaipatna
    @lipubhaipatna 2 года назад

    Sir Good morning
    Solar Farming ଉପରେ କିଛି Information ଦିଅନ୍ତୁ

  • @biranchidash020
    @biranchidash020 2 года назад

    Thik katha... company ja d Sabu banei be tahele employment asiba kauthu
    Sarkar ku ethi prati bihari uchit padakhepa neba abasyaka

  • @odiacomedy6045
    @odiacomedy6045 2 года назад

    Bhai please vannamei prawn re tike video banaya please

  • @chittaranjanparida2121
    @chittaranjanparida2121 2 года назад

    Emt rate dele farmer ra farm kharcha bi uthibani

  • @bharatsalma3637
    @bharatsalma3637 2 года назад

    Vari good video sir

  • @kalicharan83batch97
    @kalicharan83batch97 2 года назад

    Nice information

  • @billionertrader5316
    @billionertrader5316 2 года назад

    Good right to get ur pay

  • @narayannaik974
    @narayannaik974 2 года назад

    Right katha

  • @kwshop9210
    @kwshop9210 2 года назад

    Sar Sabu sat khata casu ra rate miluni Sar aga pasu pati kampani odisa ra band hau sa farmrar ku pura paribar ra rakat sosuchi

  • @subratbehera9402
    @subratbehera9402 2 года назад

    Bhai nice work

  • @buludas2160
    @buludas2160 2 года назад

    Thank you bro..

  • @pabitrakumarjena8649
    @pabitrakumarjena8649 2 года назад

    thanks bhai

  • @jatinsingh8233
    @jatinsingh8233 2 года назад

    Thanks sir

  • @mynameistuku2019
    @mynameistuku2019 Год назад

    Good attempt sir try that not to give to company ultimately they are trying to cheat the farmer and i am trying to go for a firm like 1 lakh capacity pl. help me

  • @jinurvf8373
    @jinurvf8373 2 года назад +3

    Bas the fact is tasu ... Rate is hike
    Chicks quality is very poor bcz of high demand
    Feed also poor quality.....

    • @swadhin143
      @swadhin143 2 года назад

      You absolutely rights

    • @roosterwar8499
      @roosterwar8499 2 года назад

      Valahaba nirdayi jibomane raksha paibe, tame viswas karibani rooster mane manish ra bandhu bhali, kukura mananka pari, tankatharu bahut bhala 1000 gunare mu rakhilthili as a pet 🙂🙂

  • @pareshkumarpradhan639
    @pareshkumarpradhan639 2 года назад +1

    bhai bahare band hele bhitare bhitare sabu chali6i😂😂 Hele gobinda babu jaha kahile ekdum thik katha samaste lava re a6nti khali chasi loss re rahu6i

  • @reliance9717
    @reliance9717 2 года назад

    ସରକାର ନୀତି ଠିକ ନାହିଁ .

  • @raghunathparida7841
    @raghunathparida7841 2 года назад

    Market re not for sale feed Asichi Keithi mausa kahileni

  • @sitendas5609
    @sitendas5609 2 года назад

    NICE.

  • @skofficial3038
    @skofficial3038 2 года назад +1

    good

  • @subratkumarmishra7685
    @subratkumarmishra7685 2 года назад

    Jaha kahile sabu thik kintu union involvement hele ae jau private business re labha kan.. rate badhaebaku lagantu ameti unionbaji katha asile adha loka katijibe..

  • @ajittandi473
    @ajittandi473 2 года назад

    Very nice vdo

  • @subratbehera9402
    @subratbehera9402 2 года назад

    Right bhai

  • @rabiswain146
    @rabiswain146 2 года назад

    Broiler Farm Band Hala Eahara Prabhaba Western Odisha Uppera Padiba Nahi.

  • @Farmingratnakar.44
    @Farmingratnakar.44 2 года назад

    Right sr

  • @prahaladkadraka5914
    @prahaladkadraka5914 2 года назад

    Super video

  • @jatinsingh8233
    @jatinsingh8233 2 года назад

    Thanks

  • @lnitishkumarbiswal8545
    @lnitishkumarbiswal8545 2 года назад

    Mo farm ku asatu mu kahidebi kn problem a6i ahuri vala re

    • @EfarmingOdisha
      @EfarmingOdisha  2 года назад

      8895875885 Details WhatsApp karantu bhai