Though I have much interest to know about all the musical systems but I have no knowledge at all there in. However your teaching process is very fine and very transparent also. Many thanks for your such extraordinary skill.
Bhai mu tamaku bahut like kare Mar bi tabla sikhibara bahut ichha achhi Kintu pakhare paisa nahi . Kichhita paisa jugada kariki mu gote tabla flipcart re oder karichi au apanankara sabu video mana dei dekhuchi
ବୋହୁତ୍ ବୋହୁତ୍ ଧନ୍ୟବାଦ | ମୁଁ ନିଶ୍ଚୟ ଶିଖିବି, ଆଉ ଅଭ୍ୟାସ ଆରମ୍ଭ କରିଛି | ମୋର ଆଶା ଆପଣଙ୍କର ଏ ଶିଖାଇବାର ଶୈଳିରୁ ମୁଁ ବୋହୁତ୍ ଜଲ୍ଦି ବଜାଇବା ଶିଖିଯିବି.... Thank you...🙏
ବହୁତ ସୁନ୍ଦର । କିନ୍ତୁ ସେହି ବୋଲର ଏକ ଗୁଣ, ଦୁଇ ଗୁଣ, ଚଆରଇଗୁଣର ଅଲଗା ଅଲଗା ଭିଡିଓ କଲେ ଭଲ ହେବ । ହେଲେ ସେଥିରେ କେଉଁ ବର୍ଣ୍ଣ କେଉଁଠି ଉତ୍ପର୍ଣ୍ଣ ହେବ ତାହା ନବୁଝାଇ ଖାଲି ଏକ ଗୁଣରେ ଏହାକୁ 5-6 ମିନିଟ ମିବଜାଇ ଭିଡିଓ ପ୍ରସ୍ତୁତକରି ଛାଡନ୍ତୁ ଭଲ ହେବ।
Ok
ଧନ୍ୟବାଦ, ଓଡ଼ିଆ ଚଵଲଆରେ ଏମିତି ଜଣେ ଆବଶ୍ୟକ ଥିଲେ, ମୁଁ କଟକରୁ କହୁଚି,ଆମ ଓଡ଼ିଆ ଭାରି ବଢିଆ,Best,
Thank you❤️
Bahut sundar
Thank you ❤️
Beautiful
,,,, ଗୁରୁଜୀ ପ୍ରଣାମ ଆପଣ ଯେତେବେଳେ ଯେଉଁ ଭଏରଇଅସନ ଦେଉଛନ୍ତି ତାହାର ତଇହଆଇ ଦିଅନ୍ତୁ
Ok,
Sir pranam
Bohut bhala sir ❤❤❤❤
ଧନ୍ୟବାଦ
Though I have much interest to know about all the musical systems but I have no knowledge at all there in.
However your teaching process is very fine and very transparent also.
Many thanks for your such extraordinary skill.
You are explaining each and every thing in a very systematic way. Hats off to you...keep it up
Thank you ❤️❤️
Sir bhala lagila
Thank you❤️
Good job
Tq sir
Welcome
Okok
Keep going
Bahu Sudara sir
Thank you ❤️
Nice sir
Thank you❤️
❤
❤️❤️
ଆମେ ବାଲେଶ୍ବର ରୁ କହୁଛୁ ଆପଣଙ୍କ ଫୋନ୍ ନମ୍ୱର୍ ଦିଅନ୍ତୁ
Hindi me odiya pattern ka lesson dijiye sir
ଆରମ୍ଭରୁ ଏଇ ବୋଲ ଠିକ ବୋଲି ମୁଁ ଭାବୁନି ! ଆରମ୍ଭରୁ ନାକ କାନ ଶିଖେଇଲେ ସହଜ ହୋଇ ପାରିବ
Bhai mu already prambhik sikha ra 13 ti lesson ani sarichi, playlist re achi dekhantu,thank you
Guruji mridanga bajilare nupura ra tale tale lesson chhada 😅
ବହୁତ ଶୀଘ୍ର ଆସିବ
Sir. A. Kete. Matra gita. Tk kuhantu. 🙏🙏 Please
ପ୍ରଥମେ କୋଉ ତାଳ କେତେ ମାତ୍ର କହି ବଜେଇଲେ ଠିକ୍ ହବ ନ ହେଲେ କଣ ଶିଖିବେ
Bhai mu tamaku bahut like kare
Mar bi tabla sikhibara bahut ichha achhi
Kintu pakhare paisa nahi .
Kichhita paisa jugada kariki mu gote tabla flipcart re oder karichi au apanankara sabu video mana dei dekhuchi
Keep it up❤️
Prateka tabala lesson re
Aee talara na kan sri
Ada tali ତାଳ
Nice, but the TAAL name not mentioned.
It's, adi tala(ଆଡିତାଳ)
Eita kau tala
ଆଡ଼ ତାଳି ତାଳ
ଭାଇ ଗୁରୁ ସ୍ବାମୀ
ଗୋଟିଏ କଥା କହିବି ଖରାପ ଭାବିବନି ।
ତମେ ଯେଉଁ କଥା କହିଲ ଯେ ଫ୍ରୀ ରେ ଦଉଛି, ଏମିତି ଆଉ କେବେ କହିବେନି । ଦେଇକରି ତା ବଦଳରେ ଯିଏ ମାଗେ ସେ ଦାନର କିଛି ମୂଲ୍ୟ ନଥାଏ ।
ମୁଁ ନିଜେ ସେହି ପଥରେ ପଥିକ, ପଇସା ଖର୍ଚ୍ଚ କରି ମୁଁ ଯାହା ପାଇଛି । ତଥାପି ମୁଁ ତୁମର ଭିଡିଓ ଦେଖୁଛି । ଠାକୁରେ ମୋତେ କାହିଁକି ସେତିକି ଦେଲେନି ଯେତିକି ତୁମକୁ ଦେଇଛନ୍ତି । ତୁମେ ପୂର୍ବ ଜନ୍ମରେ ସେତିକି ଦାନ କରିଛ । ମୁଁ ସେତିକି ଦେଇନାହିଁ ।
ଯାହାଦ୍ଵାରା ମୋ ଠାରୁ ତମେ ଅଧିକା ଜାଣିଛ।
ଖରାପ ଭାବିବନି କି ରାଗ କରିବନି ଭାଇ । ମୁଁ ଯାହା ଅନୁମାନ କରୁଛି ବୟସ ଟିକେ ଏପଟ ସେପଟ ହବ । ତଥାପି ମୁଁ ସାନ ହଉଛି ।
(ଦେଇଥାଅ ତୁମ ପାଇଁ ଅଛି)
ଆଜି ବି ବହୁତ ଏମିତି ଲୋକ ଅଛନ୍ତି ଯେଉଁମାନେ ସଂଗୀତ କୁ business ଭାବରେ ଦେଖନ୍ତି. ମୁଁ କହିବାର ମାନେ କେବଳ ଏତିକି କି ଯଦି ତୁମ ଭିତରେ କିଛି ବିଦ୍ୟାଅଛି ତ ଯେତେଦୂର ସମ୍ଭବ ତାକୁ free ରେ ଦିଅ.
ତେଣୁ ଯେଉଁମାନେ ଏହାକୁ business ଭାବନ୍ତି ସେମାନେ ସତର୍କ ହେବେ.
ଆପଣଙ୍କ ମନ୍ତବ୍ୟ ପାଇଁ ବହୁତ ଧନ୍ୟବାଦ ଏବଂ ସବୁବେଳେ ମୋ ଉପରେ ଆଶୀର୍ବାଦ ଏବଂ ଭଲପାଇବା ଦେବେ ବୋଲି ମୋ ଆଶା
Sir apananka phone number diantu
8456807650-sabu video ra description re mob no dia haechi.