Mohon majhi ତୋମେ ଆଦିବାସୀ କି? | Sura Rautray question to Mohon majhi.

Поделиться
HTML-код
  • Опубликовано: 28 янв 2025

Комментарии • 245

  • @jayadevbehera7177
    @jayadevbehera7177 25 дней назад +41

    ଯଦି ଉଚ୍ଚ ଜାତିର ମହିଳା ଙ୍କୁ sc/st ଲୋକ ଏମିତି ବ୍ୟବହାର କରିଥାନ୍ତେ କେବେଠାରୁ ଜେଲରେ ନଚେତ ଉଚ୍ଚ ଜାତିର ଲୋକ ଜୀବନରୁ ମାରି ଦେଇଥାନ୍ତେ, ଆମ ଜାତିର ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀ ହେଉଛନ୍ତି କାଠ କଣ୍ଢେଇ...

  • @samithjhaan8722
    @samithjhaan8722 27 дней назад +20

    ସୁର. ଭାଇ ❤️❤️❤️❤️❤️

  • @friend9449
    @friend9449 26 дней назад +23

    ଏହା ମୋଦି/ପଧାନେ ର ଯୋଜନା ଆଦିବାସୀ ଙ୍କୁ ଉଚ୍ଚ ପଦବୀରେ ଥୋଇ ଆଦିବାସୀ ଙ୍କୁ ଅତ୍ୟାଚାର କରିବା

  • @amoshraita4783
    @amoshraita4783 27 дней назад +15

    Good news God bless you

  • @titas1436
    @titas1436 27 дней назад +15

    Great news.praise the lord

  • @santwana7164
    @santwana7164 27 дней назад +24

    ରାଷ୍ଟ୍ରପତି ଆଉ ମୂଖ୍ୟମନ୍ତ୍ରୀ ଆଦୀବାସୀ ହେଲେ କଣ ହେବ ସେମାନେ ସଂଘ ପରିବାର ର ଲୋକ ମାନେ। ସେମାନେ ଆହୁରି ଅଧିକ ତାଡ଼ନା କରିବାକୁ କହିବେ ନା ଦଳିତ ମାନଙ୍କୁ ଅଧିକ ନିର୍ୟ୍ଯାତନା ଦେବାକୁ ପ୍ରୋତ୍ସାହନ ଦେବେ ।

    • @ramiamajhi535
      @ramiamajhi535 25 дней назад +1

      ଠିକ୍ କହିଛନ୍ତି ଆଜ୍ଞା

    • @bikrambarik8257
      @bikrambarik8257 25 дней назад +3

      ଆଦିବାସୀ ପ୍ରେସିଡେଣ୍ଟ ଆଉ ଆଦିବାସୀ ମୁଖ୍ୟମନ୍ତ୍ରୀ ହେଲେବି ଆଦିବାସୀ ମହିଳାଙ୍କ ପ୍ରତି ଏତେ ଆତ୍ୟଚର୍। ଏଇଟା କଣ ସାମ୍ବିଧାନିକ କାର୍ଯ୍ୟ?????

    • @bikrambarik8257
      @bikrambarik8257 25 дней назад

      ଏଇ ଘଟଣାରୁ ଜଣାପଡ଼ିଲା ଯେ BJP ଏକ ଆଦିବାସୀ ବିରୋଧୀ ଦଳ।

  • @rameshkarjee8018
    @rameshkarjee8018 27 дней назад +18

    ଆଦିବାସୀ ହେଲେ କଣ , ସେମାନେ ତ ବିଜାତିମାନଙ୍କ ଠାରେ ବିକ୍ରି ହେଲ , ଆଉ କେବଳ ବଜରଙ୍ଗ ଦଳ, ଆର୍ ଏସ୍ ଏସ୍ ଦଳର ସୁରକ୍ଷାକର୍ମୀ ହେଲା ପରି ଲାଗୁଛି ।

    • @krushnasuna5992
      @krushnasuna5992 27 дней назад

      Jati bheda katha bhuli gala bhai..dine sabhe christian hei jibe

  • @Bayley-b2z
    @Bayley-b2z 27 дней назад +20

    ନ୍ୟାୟ ଦରକାର

    • @PremanandaMallik-un1ss
      @PremanandaMallik-un1ss 25 дней назад


      3:17

    • @SomanathSabar-z6g
      @SomanathSabar-z6g 10 дней назад

      ଜଣେ ଭୂଲ କଲେ ନିଶ୍ଚୟ ତ ଦଣ୍ଡ ମିଳିବା ଦରକାର, ଜଣେ ନାରୀ ହୋଇ ଗାଁ ଗାଁ ବୋଲି ଖ୍ରୀଷ୍ଟିଆନ ପ୍ରଚାର କରିବା ଠିକ କି, ଲୋକେ ଗଛରେ ବାନ୍ଧି ମାଡ ମାରିଛନ୍ତି ଭଲ କରିଛନ୍ତି, ଏଠି ରାଷ୍ଟ୍ରପତି ଆଉ ମୁଖ୍ୟ ମନ୍ତ୍ରୀ କଣ କରିପାରିବେ ନ୍ୟାୟ ଟା ନ୍ୟାୟ, ଅନ୍ୟାୟ ଟା ଅନ୍ୟାୟ.

  • @prashantmajhi9976
    @prashantmajhi9976 27 дней назад +8

    ଧନ୍ୟବାଦ sir

  • @animananda2002
    @animananda2002 25 дней назад +4

    Thank you Sir,God bless you

  • @BullaMurmu-b7v
    @BullaMurmu-b7v 24 дня назад +3

    ବୋହୁତ ଭୋଲୋ ହେଇଛି ମୁଁ ବି santal adivasi ସେମାନେ mukha ପିନ୍ଧା chirestian ଆଦିବାସୀ

  • @sirennayak797
    @sirennayak797 25 дней назад +4

    ଏହାର ଉଚିତ ନ୍ୟାୟ ଦରକାର !

  • @sambhudevBag-pe3km
    @sambhudevBag-pe3km 22 дня назад +1

    ବଡ଼ ବଡ଼ ମହାପୁରୁଷ ମାନେ କହି ଯାଇଛନ୍ତି ଯେ ଜଉ ଧର୍ମ ରେ ଜାତି ଅଛି ସେ ଧର୍ମ ସମାଜ ପାଇଁ ଆଦ୍ୟୋ ଭଲ ନୁହେଁ ।

  • @jangamayasabar8902
    @jangamayasabar8902 26 дней назад +3

    Praise the lord 🙏🙏🙏 SIR thank

  • @saradarani5044
    @saradarani5044 27 дней назад +4

    Happy new year , Praise the lord Bro.
    Absolutely Right 👍

  • @samuelsagaria7836
    @samuelsagaria7836 26 дней назад +2

    Thanks sura sir and bro Sister for your sajetion.🎉

  • @rajivraita
    @rajivraita 26 дней назад +7

    ଏମାନଙ୍କର ପାଟି ହେଉଛି ମୋଦି ତେଣୁ ଏମାନେ କହି ପାରିବେ ନାହିଁ.

  • @BHIMAPURTY-k7t
    @BHIMAPURTY-k7t 26 дней назад +5

    ନ୍ୟାୟ ମିଳିବା ଦରକାର

  • @tunumallick7739
    @tunumallick7739 26 дней назад +4

    ମାନବିକତା ଦୃଷ୍ଟିରେ, ଏମାନଙ୍କୁ ନ୍ୟାୟ ମିଳିବା ଦରକାର,

  • @senapatidigal650
    @senapatidigal650 27 дней назад +20

    ମୋହନ ମାଝି ଓ ଦ୍ରପଦୀ ମୁର୍ମୁ ଆଦିବାସୀ ନୁହନ୍ତି ଏମାନେ ପଶୁ

    • @stutikerketta2168
      @stutikerketta2168 27 дней назад +1

      Semane Banabasi living like a wild animals 😢😢😢

    • @sumantanaik2442
      @sumantanaik2442 27 дней назад

      Se mane Tamar bhalia 1kh rice re bikri hoe nahanti

    • @RamrayBaskey-ch5hy
      @RamrayBaskey-ch5hy 16 часов назад

      ᱥᱚᱲᱟ ᱵᱤᱫᱦᱩᱣᱟ, ᱜᱤᱫᱽᱨᱟᱹ ᱠᱟᱱᱟᱢ

  • @alakabiswas8691
    @alakabiswas8691 26 дней назад +2

    Suro sir thank u god bless u

  • @Andriyagamango9937
    @Andriyagamango9937 26 дней назад +2

    Nice video God bless you

  • @jubarajjal8203
    @jubarajjal8203 27 дней назад +6

    ସମ୍ପୂର୍ଣ୍ଣ ଅନ୍ୟ।ୟ

  • @AparaoMandal
    @AparaoMandal 26 дней назад +5

    ବିଜେଡ଼ି ସରକାର ଥିଲାବେଳେ କୁନ୍ଦୁଲି ପୀଡ଼ିତା ଅନେକ ଝିଅ ରେପମଡ଼ର ଏ ଉ ଥି ଲା ସେତେବେଳେ କୁଆଡେ ଥିଲା ଏ ନିଆ ୟ ଧାବୀ ପତ୍ର

  • @mangalmunda4126
    @mangalmunda4126 24 дня назад +1

    ସେମାନ କୁ ଭଲ ହେଇଚି ନିଜ ପରମ୍ପରାକୁ ଛାଡି ଅନ୍ୟତ୍ର ଜାହୁଛନ୍ତି। ନିଜ ଆଦିବାସି ପରମ୍ପରାକୁ ଛାଡି କାହିଁ ଜାହୁଛନ୍ତି ।ନିଜ ପରମ୍ପରାକୁ କୁ ତ ସମାଳି ପାରୁନାହିଁ ନ୍ତି ସେମାନେ ପର ଧର୍ମ ସମାଳୀ ବାକୁ ଆଗହୁ ଛନ୍ତି। ଭଲ ହେଇଚି ଆଦିବାସି ମାନେ ଏମାନ
    କୁ ଭୂଜାହି ପାରି ଲେ ନାହିଁ ତେଣୁ ଓଡ଼ିଆ ମାନେ ଚପଲ ରେ ଭୁଝାହି ଦେଲେ। God job.

    • @kantasabar9117
      @kantasabar9117 24 дня назад

      କୁକୁର ଜାତି ଲୋକ ଲୋକ ଙ୍କୁ ଚୀନନ୍ତି ନାହିଁ 33କୋଟି ଦେବତା ମଧ୍ୟ୍ୟରୁ କେହିଁ ଦେବତା ବି ମାନୋବିକତା ଶିଖାଇ ନାହାନ୍ତି ତେଣୁ ଲୋକ ମାନବିକତାକୁ କଜୁଛନ୍ତି ସତ୍ୟ କୁ ଖଜୁଛନ୍ତି ଅମାନବିକତାରେ କିଏ ରହିବ ନା କୁ ଜୟ ଶ୍ରୀ ରାମ ନା କୁ ଜୟ ଜଗନ୍ନାଥ ହୃଦୟ ରେ ଶୟତାନ ଛି ଛି ଛି ନିଜ ଧର୍ମ କୁ ଖାଦ ରେ ଦଳି ଦେଉଛ 😂😂😂

  • @MahandasGond
    @MahandasGond 25 дней назад +2

    ରାଷ୍ଟ୍ରପତି ଆଦିବାସୀ ମୁଖ୍ୟ ମନ୍ତ୍ରୀ ଆଦିବାସୀ ହେଲେ କନ ହେବ ସମସ୍ତେ ରିମୋଟ କଣ୍ଟ୍ରୋଲ

  • @kantasabar9117
    @kantasabar9117 24 дня назад +2

    ଏମାନେ ଆଦିବାସୀ ମନ୍ତ୍ରୀ ନୂଅନ୍ତି ରିମୋର୍ଡ ମନ୍ତ୍ରୀ

  • @ApoloRaita
    @ApoloRaita 25 дней назад +2

    ଭାଇନା ହିନ୍ଦୁ ଧର୍ମର କାମ ଏମିତି ମାର ପୀଟ କରିବା, ନାୟ୍ୟ ଦରକାର 😭😭😭

  • @surendramajhi7834
    @surendramajhi7834 27 дней назад +8

    ଜତା ଶୀଘ୍ର ଆରାଷ୍ଟ୍ କରନ୍ତୁ

  • @Abusingh2023
    @Abusingh2023 25 дней назад +5

    ଆଦିବାସୀ ଆଦିବାସୀ ଖ୍ରୀଷ୍ଟିଆନ ନୁହେଁ।
    ଏଣୁ ଆଦିବାସୀ ଜନସଂଖ୍ୟା ଏବଂ ସମାଜ ଏବଂ ବିକାଶ, ଅନ୍ୟାୟ ଅତ୍ୟାଚାର ପାଇଁ,
    ଆଜି ଆଦିବାସୀ ଏକତା କୁ ଭାଙ୍ଗୁଥିବା ଏହି ଆଦିବାସୀ ଅନ୍ୟ ଧର୍ମ ଗ୍ରହଣ କରୁଥିବା ଲୋକ ମାନେ ଦାୟୀ। ଯେଉଁ ମାନେ ହିନ୍ଦୁ ଆଦିବାସୀ ଏବଂ ଖ୍ରୀଷ୍ଟିଆନ ଆଦିବାସୀ ସେମାନଙ୍କୁ ଅନୁରୋଧ, ନିଜର ଏବଂ ସମାଜ ଭଲ ଚାହୁଁଛନ୍ତି, ଆଦିବାସୀ ପରମ୍ପରା ଏବଂ ସଂସ୍କୃତି କୁ ବଞ୍ଚିତ ରଖନ୍ତୁ, ଆଗକୁ ସମସ୍ତେ ଆଦିବାସୀ ମାନ୍ୟତା ହରାଇବାକୁ ଯାଉଛନ୍ତି।

    • @kumarjk582
      @kumarjk582 25 дней назад +1

      100 percent right kahichhanti bhai Ahara phaida SC caste mane neba ku basichhanti. Semane Adivasi manyata magileni...

    • @Abusingh2023
      @Abusingh2023 25 дней назад

      @@kumarjk582 ହଁ,ଭାଇ। ଆଦିବାସୀ ନିଜ ଗୋଡକୁ ନିଜେ କୁରାଢି ରେ ମାରୁଛନ୍ତି।

    • @rosaliatopno9461
      @rosaliatopno9461 25 дней назад +1

      Hindu Christian re lagi ruho aau manobikota ku pasori Dio😔

    • @Abusingh2023
      @Abusingh2023 23 дня назад

      @@rosaliatopno9461 ଠିକ

  • @surathanaik1169
    @surathanaik1169 23 дня назад +2

    ଏମାନେ ଆଦିବାସୀ ହେଲେବି ଏମାନେ ଆଦିବାସୀ ର କଳଙ୍କ

  • @JayanRaika-ns5lv
    @JayanRaika-ns5lv 25 дней назад +1

    you are right sir....

  • @narendranaik9252
    @narendranaik9252 25 дней назад +2

    ଭଲ ହେଇ ଛି

    • @koraputreels
      @koraputreels 24 дня назад

      To maa bhauni ku kale kemiti huanta

  • @NabinMahanandia-p3w
    @NabinMahanandia-p3w 26 дней назад +4

    ଆଦିବାସି ହିନ୍ଦୁ ନୁହେଁ, କି ଖ୍ରୀଷ୍ଟିଆନ ନୁହେଁ, ଆଦିବାସି ପ୍ରକୃତି ପୂଜକ। ମନୁଷ୍ୟ କୃତ ଧର୍ମ କାହାକୁ ମୁକ୍ତି ଦେଇପାରେ ନାହିଁ । ମୁକ୍ତି କେବଳ ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କଲେ, ଅନୁଗ୍ରହରେ ପରିତ୍ରାଣ ଅବା ମୁକ୍ତି (ପାପକ୍ଷମା, ଶୟତାନର ଅଧିକାରରୁ , ଈଶ୍ୱର ବିହୀନ ସଂସାରରୁ, ଭୟରୁ, ମୃତ୍ୟୁ ପର ଜୀବନରୁ, ପାପର ଦଣ୍ଡରୁ ଓ ନର୍କରୁ) ମୁକ୍ତି ମିଳିଥାଏ ।

  • @rameshnayak531
    @rameshnayak531 26 дней назад +5

    JAYMASIKI AMEN JAYMASIKI ✝️✝️ AMEN JAYMASIKI ✝️✝️ AMEN JAYMASIKI ✝️✝️ AMEN JAYMASIKI ✝️✝️ AMEN JAYMASIKI AMEN ❤

  • @chintabag1358
    @chintabag1358 22 дня назад

    Sura aja you r really great ❤❤❤🙏🙏🙏🙏

  • @NehurMajhi-ws4lo
    @NehurMajhi-ws4lo 24 дня назад

    Really Tiger ସୁର ଭାଇ ❤❤❤

  • @dushasandigal5561
    @dushasandigal5561 26 дней назад +2

    Right katha bhai

  • @karuababu3800
    @karuababu3800 26 дней назад +1

    ଆଜିଜୀବନ ଦଣ୍ଡ ପାଇବା ଦରକାର ❤❤❤😮😮

  • @padminisidu1596
    @padminisidu1596 22 дня назад

    ଏହା ଅତ୍ୟନ୍ତ ନିନ୍ଦନୀୟ . ଏବଂ ଦୁଃଖଦ ବିଷୟ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ | ଆଜିର ଦୁନିଆରେ ଆଦିବାସୀ ମାନଙ୍କ ପ୍ରତି ଏତେ ବିପଦ ଯାହା ତାଙ୍କ ସଂସ୍କୃତି ପ୍ରତି ଆଘାତ ଦିଆଯାଇଛି |ତାଙ୍କ ପରିଚୟ କୁ ନଷ୍ଟ କରାଯାଉଛି ଏହା ନିନ୍ଦନୀୟ ଘଟଣା |

  • @bhaskarchandrakhara
    @bhaskarchandrakhara 23 дня назад

    Suro Babu you are Right and good leader Odisha

  • @Philosopher11319
    @Philosopher11319 26 дней назад +1

    ଆପଣଙ୍କ ଉପସ୍ଥାପନା 👌

  • @subodhchandrasoren6782
    @subodhchandrasoren6782 27 дней назад +3

    ଓଡ଼ିଶାରେ ବାଳ ସରକାର ଚାଳିଛି । ବିରୋଧି ମାନେ କୁକୁର ଠାରୁ ବି ହୀନ। power ଥାଇକି ବି କିଛି ନାହିଁ । ଖାଲି କଥା କହିବେ। ବିରୋଧୀ ଦଳ ରାସ୍ତା ଅବରୋଧ କେତେ କରିଛନ୍ତି। ଆଜି ରାଜନୀତି କୁକୁର ଠାରୁ ବି ହୀନ

  • @dushmanthjani3574
    @dushmanthjani3574 26 дней назад +1

    Mu v Adivasi kintu ame hindu Jay jagannath bhalo heichhi 👍👍👍

    • @DibakarBaliarsingh-f1z
      @DibakarBaliarsingh-f1z 26 дней назад

      Bhai mubi hindu kintu may I know what is your qualification bhai ehipari jadi hue tebe punithare ehara sujagare kau desara gulam hebaku padipare kebe bhabichha

  • @JhasketanBehera-f8p
    @JhasketanBehera-f8p 23 дня назад

    Veriyegood

  • @samirranjandas839
    @samirranjandas839 24 дня назад +1

    ଲଜ୍ଜ୍ୟା / ମଣିଷ ଏଠି ପଶୁ ସମାନ / Human rights ମାନେ କଣ ?

  • @adityamallick5381
    @adityamallick5381 24 дня назад

    Ram Ram Bhai ❤❤❤❤

  • @x_crazy_nati_boy_x
    @x_crazy_nati_boy_x День назад

    Adiwasi Mane like karo ❤️

  • @fakirnaik5926
    @fakirnaik5926 21 день назад

    ମୋଦୀ ସରକାର ର ଏମାନେ ହେଉଛନ୍ତି , ଚାକର ଏମାନେ କଣ କରିବେ, ଆମ ଭୀମଭୋଇଙ୍କ ର ଭଜନ ଶୁଣିଛନ୍ତି ସେମାନେ ଆଗକୁ କଣ ହବ ଜାଣିଛନ୍ତି, ୟାଙ୍କର କିଛି ପାୱାର ନାହଁ ଏ ଦୁଇଜଣ ରବରଷ୍ଟାଫ

  • @umesh8562
    @umesh8562 26 дней назад

    Think Kotha kohile sir madam❤❤🙏👍

  • @surajeetmohapatra3510
    @surajeetmohapatra3510 26 дней назад

    Praise the lord 🙏 Bahuta dhaniya baad bhai

  • @sankriharijan5354
    @sankriharijan5354 23 дня назад

    Right sir

  • @ChandraMohanPurty-v8f
    @ChandraMohanPurty-v8f 23 дня назад

    बिल्कुल सही कहा आपने भाई साहब जी और मां जी भी जे पी लोग संविधान विरोधी हैं धर्म कोई भी हो मन सकते हो। संविधान कहेता है। डबल इंजन कि जैसे आया उड़िसा में ओऐसे हि धर्म विरोधी लागू किया जा रहा है पुरे भारत में। इस लिए प्यारे देश वासियों भी जे पी को भागाना है देश को बाचाएंगे।

  • @manaswininayak3275
    @manaswininayak3275 3 дня назад

    Right mam

  • @suvendrabisoi4988
    @suvendrabisoi4988 26 дней назад

    Right Sir

  • @Jalendraanka
    @Jalendraanka 25 дней назад

    Right bhai 👌

  • @Buddhist4368
    @Buddhist4368 27 дней назад +3

    ସେମାନେ ଆଦିବାସୀ ଭଳି ଲାଗୁନାହାନ୍ତି, ଭାଇନା। ଡମଣୀ ଖ୍ରୀଷ୍ଟିଆନ୍ ଭଳି ଲାଗୁଛନ୍ତି

    • @bhagabatsoren249
      @bhagabatsoren249 27 дней назад

      ଗାଈ ଗୁହ ଖିଆଙ୍କୁ ସେମିତି ହିଁ ଦେଖାଯାଏ ।

    • @Vicky9674
      @Vicky9674 27 дней назад

      Seita ta tumar Hindu lokara kama 😂Sanatani kahi dei6 au sayatan Bhali kama karu6 😂🤣🤣🤣

    • @m.ranjan7320
      @m.ranjan7320 27 дней назад

      ​@@bhagabatsoren249କିରେ ଇଂରେଜ ବ୍ରିଟିଶ ବୈଦେଶିକ ଖ୍ରୀଷ୍ଟିଆନ ଚୁଆ ବାଧୁଛି କାହିଁକି ବାଧୁଛି କିରେ ଆଦିବାସୀ କିଏ ଯୀଶୁଙ୍କ ଭକ୍ତ ତୁ ଡମଣୀ,ନା ଆଦିବାସୀ ନା ଇଂରେଜ ଖ୍ରୀଷ୍ଟିଆନ ଚୁଆ 😂😂😂😂ଜୟ ଜଗନ୍ନାଥ ⭕❗⭕ ଜୟ ଶ୍ରୀ ରାମ 🏹🏹🚩🚩

  • @RanjitaRaika-lr6rq
    @RanjitaRaika-lr6rq 6 дней назад

    ସରକାର ତୁରନ୍ତ ପଦକ୍ଷେପ ନେବା କଥା

  • @PrashantNayak-c7o
    @PrashantNayak-c7o 26 дней назад

    Right bro

  • @manoramadas5553
    @manoramadas5553 26 дней назад +1

    Manipur pare odisha pali great mukshamantri great President

  • @NiranjanBidika-of2cf
    @NiranjanBidika-of2cf 11 дней назад

    ଆମେ ହିନ୍ଦୁ ନୀଳା କରିବୁ ବଲି...

  • @neylstallone5023
    @neylstallone5023 26 дней назад

    Praise the lord

  • @helperboy9769
    @helperboy9769 26 дней назад +1

    ଉଚିତ୍ ଦଣ୍ଡ ଦିଆଯାଉ

  • @hemantapal5951
    @hemantapal5951 8 дней назад

    ଖ୍ରୀଷ୍ଟିଅାନ ମାନେ ଅାଦିବାସୀ ନୁହନ୍ତି

  • @MarshalMunda-vm4pb
    @MarshalMunda-vm4pb 27 дней назад +4

    Ey log Sashan karne ke liy mantiry huwe he ..Na ki Kisi ka bhala karne ke liy

  • @SantoshiNayak-d9f
    @SantoshiNayak-d9f 27 дней назад +1

    ଜୟ ଶ୍ରୀ ରାମ

    • @Vicky9674
      @Vicky9674 27 дней назад +2

      @@SantoshiNayak-d9f jay Jesus 🙏🙏

    • @kalebdigal7202
      @kalebdigal7202 27 дней назад

      😂😂😂 good reply 👍

  • @janosing8496
    @janosing8496 27 дней назад

    Nice video

  • @BikashSatpathy-b3p
    @BikashSatpathy-b3p 21 день назад

    Yes

  • @ManojKumarGouda-i8o
    @ManojKumarGouda-i8o 27 дней назад +5

    Mohan majhia adibasi kintu Cristian nahi

    • @purty6371
      @purty6371 27 дней назад +5

      ସାର୍
      ଆଦିବାସୀ ତ ଆଦିବାସୀ
      ଯିଏ ଯେଉଁ ଧର୍ମ ହେଲେ ବି

    • @ashoksend1717
      @ashoksend1717 27 дней назад +1

      @@purty6371 jadi semane adibasi nijaku Adibasi boli chini parile nahi tenu semane mada khaile, Jay Sarna, Jay Sanatan.

  • @eliyalugun1726
    @eliyalugun1726 26 дней назад

    ମୁଖ୍ୟମନ୍ତ୍ରୀ ଆଦିବାସୀ ହେଲେବି କିଛି କରିପାରିବନି, ସ୍ଟେରିଙ୍ଗ ଧରିଥିଲେ କଣ ହେଲା,ଗାଡିର ମାଲିକତ ଅନ୍ୟଜଣେ!

  • @samadukhila5863
    @samadukhila5863 26 дней назад

    ❤❤❤🎉🎉🎉

  • @Jugal_Nayak_143
    @Jugal_Nayak_143 25 дней назад

    ଆଗରୁ କେବେ ଏମିତି ହେଉନଥିଲା !

  • @BarudMahanandia-m2e
    @BarudMahanandia-m2e 26 дней назад

    Right thing

  • @sambhudevBag-pe3km
    @sambhudevBag-pe3km 22 дня назад

    ଆଦିବାସୀ କୁହ ନହେଲେ କ୍ରିଷ୍ଟିୟନ୍ କୁହ,
    ଆଦିବାସୀ କ୍ରିଷ୍ଟିଆନ୍ ନାଇ କୁହ ଭାଇ କାରଣ ଆଦିବାସୀ ପ୍ରକୃତି ପୂଜକ ମୁଁ ବି ଆଦିବାସୀ ସେ ପ୍ରକୃତି ପୂଜକ ତମେ ମାନେ କେମିତି ସେ ଧର୍ମ କି ଆପଣାଇ ନେଉଛ ଭାଇ ।
    ସେ କ୍ରିଷ୍ଟିୟାନିଟୀ ଧର୍ମ ବାବଦରେ କେବେ ରିସର୍ଚ୍ଚ ତଥା ଓଲ୍ଡ ଟେଷ୍ଟା ମେଣ୍ଟ ହେଲା ଗୋଷ୍ଫଲ ଅଫ ଜନ୍ ପଢ଼ିଚ,
    ଯୀଶୁ ର ବାପା କିଏ ଆଜି ଜୟେ ଜଣା ନାଇ ସେ କ୍ରିଷ୍ଟିୟାନିଟି କୁ ଯୀଶୁ ର ମା ଗର୍ଭ ବତି ହେଇ ଗଲା ପରମେଶ୍ବର ଆସିକି ପ୍ରେଗ୍ନେଣ୍ଟ କରି ଦେଲେ ସେ ପର ମେ ସ୍ୱର୍ କିଏ ?
    ଆରେ ଭାଇ ତମେ ନିକୋଲେସ ନୋଟୋଭିସ କେ ପଢ଼ ସେ କଣ କହୁଚି

  • @MamataMunda-w7h
    @MamataMunda-w7h 26 дней назад

    କଣ ନବିନ ପଟ୍ଟନାୟକ ଥିଲା ବେଳେ ଏପରି ବ୍ୟବହାର ହେଉ ନଥିଲା କି , ଏପରି କହିବା ମୂର୍ଖା ମିର ପରିଚୟ ମୋହନ ମାଝି ଭଗବାନ ନୁହେଁ ଯେ ଯେଉଁଠି ଅନ୍ୟାୟ ସେଇଠି ଆବିର୍ଭାବ ହେବେ ଆପଣ ନିଜେ ଚନ୍ତାକରନ୍ତୁ ଯଦି ତୁମେ ମୂଖ୍ୟମନ୍ତ୍ରୀ ହେବ ଏ ସମସ୍ୟା ଦୂରେଇପାରିବ ଯଦି ପାରିବ ଏ ସମସ୍ୟା ଦୂରେଇ ଦିଅନ୍ତୁ ଯଦି ପାରିବେ ୨୦୦୯ରେ ଆମ ଓଡ଼ିଆବାସୀ ଆପଣଙ୍କୁ ଗାଦିରେ ବାସଚ୍ୟୁତ କରିବୁ ଟିକେ ଟିକେ କଥାରେ ଖାଲି ମୋହନ ମାଝିଙ୍କୁ ଦୋଷ ଦେଉଛ

  • @mithunnaik2960
    @mithunnaik2960 26 дней назад +1

    ଭୁଲ୍ କାମ କଲେ ଏ ଭଳୀ ୟା ଭଗି ବା କୁ ପଡ଼ିବ

  • @JOHANBAGHA-cf1sw
    @JOHANBAGHA-cf1sw 27 дней назад

    Mohan Majhi ଏସବୁ ଜାଣି ପାରୁଛନ୍ତି କି ଆଜ୍ଞା। Social media ରେ ତୋ ସବୁ ଜାଣି ପାରୁଛନ୍ତି।

  • @mithunnaik2960
    @mithunnaik2960 26 дней назад

    ଧର୍ମ ପରି ବର୍ତନ୍ କରିବା ଟା କେତେ ଭଲ ଟିକେ କହିଲେ ମିଡ଼ିଆ ବାଲା

  • @jeffkumar8447
    @jeffkumar8447 27 дней назад

    Right 👍

  • @salmahembramofficial1715
    @salmahembramofficial1715 10 дней назад

    ନାମ ମାତ୍ର ରାଷ୍ଟ୍ରପତି କିଛି ନାଇ ଗୋଟିଏ ଚୁଟକିରେ ଓଡ଼ିଶା ବୋଦୋଳୀବ ପୋରା... ତା ଗୋଇତା ଗାଁ ରେ ଟି କେ କରିଛି ମାନିବାକୁ ପୋଡ଼ିବୋ

  • @Jb-rn4gu
    @Jb-rn4gu 26 дней назад

    ଇତିଶ୍ରୀ, ଲଷ୍ମୀ ମାଝୀ ଙ୍କ କଥା କାହିଁକି ?? କହିଲେ ନାହିଁ

  • @PanarsiRaita-b4f
    @PanarsiRaita-b4f 21 день назад

    God bless you 😂😂😂 amen

  • @maheshpatla7384
    @maheshpatla7384 25 дней назад

    Remote control hele kn haba

  • @mithunnaik2960
    @mithunnaik2960 26 дней назад

    ଭଲ କଲେ ଭାଇ

  • @ShaktiranjanRay-m6w
    @ShaktiranjanRay-m6w 26 дней назад

    Jaha heichhi thik heichhi ei bhali lokana pai hi aji desha banchichhi

  • @kumarjk582
    @kumarjk582 25 дней назад

    ତ େମ ଆଦିବାସୀ କି AD ଭାଇ, ମାେତେ କାହିଁ ଲାଗୁନି ତ େମ ଆଦିବାସୀ େ ବାଲି. ତ େମ SC ହରିଜନବର୍ଗ ର େଲାକମା େନ ଆଦିବାସୀ ମାନଂକର ସମସ୍ତ ସୁବିଧା ସୁ େଯାଗ କୁ ନିଜ ହାତ ମୁଠାକୁ େ ନବାକୁ try କରୁଛ.. କାରଣ ପାଣ ମାନଂକୁ st, obc ki general କାହାରି ସହିତ ବି ଖାପ ଖାଉନି... େ ସଥିପାଇଁ ଆଦିବାସୀ ମାନଂକୁ christian କରି ନିଜର ରାସ୍ତା ସଫା କରିବା େର ଲାଗିଛ େକମିତି ଆଦିବାସୀ ମା େ ନ ନିଜର culture, tardition କୁ ଭୁଲିଯି େବ ଆଉ ତାହାର ଫାଇଦା SC େ ଲାକମା େନ େନବାପାଇଁ େ ଯାଗି ବସିଛ... Sethi pai Amo Adivasi mananku Christian kari nija adaku tanuchha..... Kahiki na Adivasi mane Christianity aspect kala pare nijara Adivasi Identity ku Bhuli jauchhanti.....

  • @raidasharijan2934
    @raidasharijan2934 27 дней назад

    🙏🙏🙏🙏🙏🙏

  • @rabindrabhuyan4991
    @rabindrabhuyan4991 27 дней назад +2

    Mukhya mantri andha ate dekha jauni mubi jane Gajapati soura adibasi

  • @rajendradas9689
    @rajendradas9689 25 дней назад

    ଓଡ଼ିଶା କୁ ମଣିପୁର କରା ନଯାଉ ଭାଇମାନେ

  • @SuchitraRaita-t4n
    @SuchitraRaita-t4n 27 дней назад

    Right

  • @RakeshSindria
    @RakeshSindria 9 дней назад

    Insaaf hona chahiye

  • @Skgbul470
    @Skgbul470 24 дня назад

    ଏଇ ଦୁଇ ଜଣ ଖାଣ୍ଟି ଆଦିବାସୀ ନୁହନ୍ତି,

  • @birajmallick5607
    @birajmallick5607 5 дней назад

    Kete jananku perfect justice milichi tike reply debe

  • @dncrsunilsheikh234
    @dncrsunilsheikh234 26 дней назад

    Mohan majhi ku a sobu dusu nahi police ku action🙏 neba dirkar se somastanku jail hoba dorkar 😡

  • @prabhakarsenapati1721
    @prabhakarsenapati1721 24 дня назад

    ତୁମକୁ କିଏ ଅଧିକାର ଦେଲା, ବିଜେପି ଦେଲା କି? ତୁମେ ଯାହା କରୁଛ ଅତ୍ୟାଚାରୀ।

  • @ArjunTudu-jz5eg
    @ArjunTudu-jz5eg 27 дней назад +1

    Next cm:- BJD 100%

  • @RamrayBaskey-ch5hy
    @RamrayBaskey-ch5hy 16 часов назад

    police prosan o sarkar kehi to sambidhan ro ayin manu nahanty sir

  • @manoranjanmalick6754
    @manoranjanmalick6754 19 дней назад

    MIX

  • @TankadharBhatra-fz7jb
    @TankadharBhatra-fz7jb 25 дней назад

    Adivasi manonku ucha asanare bosai.adivasi mananku atyachara Kariba heuchi uchajatira lomananka kamo.jai.sambidhan.

  • @suredra1350
    @suredra1350 25 дней назад

    ଠିକ୍ କହିଛ ସାର୍