ଅଙ୍କିତାଙ୍କ ଉପରେ ସବୁ ଦୋଷ ବୋଳିଲେ ୭ ଅଭିଯୁକ୍ତ ? Video is our proof, 7 arrested narrate Bharatpur case.

Поделиться
HTML-код
  • Опубликовано: 20 сен 2024
  • ଅଙ୍କିତାଙ୍କ ଉପରେ ସବୁ ଦୋଷ ବୋଳିଲେ ୭ ଅଭିଯୁକ୍ତ ? Video is our proof, 7 arrested narrate incident, Bharatpur case. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our RUclips Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

Комментарии • 535

  • @cutekajal123
    @cutekajal123 2 часа назад +39

    ସେ ତା ରାସ୍ତାରେ ଯାଉଥିଲା ତମେ ସବୁ କିଳାକୁ ହୁଇସିଲ ମାରିଡାକିଲ କଣ ପାଇଁ ମେଜର ପୁରା ଚୁପ ରହିଥିଲା ମେଜର ତମକୁ କେତେବେଳେ ମାରିଲା

  • @madanmohanpanda5417
    @madanmohanpanda5417 2 часа назад +26

    ଦୁଇ ପକ୍ଷଙ୍କ ଭୂଲ୍ ଅଛି। କିନ୍ତୁ ବଡ଼ କଥା ଯେ ଥାନା ରେ ଯେଉଁ ଭଳି ପୋଲିସ୍ କାଣ୍ଡ କଲା ତାହାର ତଦନ୍ତ ହେବା ନିହାତି ଜରୁରୀ।

    • @biswajit2424
      @biswajit2424 58 минут назад

      Thana wala nka upare tadant hau..
      Drunk driving case hau on those couple.
      These students should be counselled by court authority and then let them go

  • @Sima-fx3kf
    @Sima-fx3kf Час назад +9

    ଝିମିଟି ଖେଳ ରୁ ମହାଭାରତ 🙏🏻ସତ୍ୟ ର ଜୟ ହ ଉ ⭕️‼️⭕️

  • @prakash35b
    @prakash35b 2 часа назад +35

    ତମେ ମାନେ ଜଦି ନିଜକୁ ଛାତ୍ର କହୁଚ ତାହାଲେ Army person ଜାଣିଲା ପରେ ତାକୁଂ ସନମ୍ମାନ ର ସହିତ ଜିବାକୁ ଦବାର ଥିଲା । ୭ ଜଣ ମିଶି ରାତି ୨ଟା ରେ ଜଣେ ମହିଳା ସାମ୍ନାରେ ଜଣେ army person କୁ ଧକ୍କା ମୁକି କରୁଚ . ତା ପରେ କହୁଚ ଆମକୁ ଫସଉଚନ୍ତି । ତମ ମାନକୁଂ ତ ଲାଜ ଲାଗୁନି ଆମେ କୁ ଶୁଣିକି ଲାଜ ଲାଗୁଚି । ଓଡିଶା କୁ ଲଜ୍ଜିତ କଲ ତମେ ମାନେ ।

    • @sandhyatara1993
      @sandhyatara1993 Час назад +4

      ଏମାନେ ଆଜ୍ଞା କି ଛାତ୍ର... ଏଭଳି ପାଠ ପଢାଠାରୁ ମୂର୍ଖ ଭଲ

    • @narottammallik2660
      @narottammallik2660 Час назад +2

      ଏମାନେ ଓଡ଼ିଶାର ନାମକୁ ବାହାର ରାଜ୍ୟରେ ପକେଇଲ।ଏମିତି କରି କଣ ଲାଭ ମିଳିଲା

    • @itsmebiswajit91roul37
      @itsmebiswajit91roul37 Час назад +1

      Prakash bhai Right

    • @pritammahapatra1123
      @pritammahapatra1123 8 минут назад

      ​@@sandhyatara1993emane traffic police ...+police 🤣...Gadi atttekiebe ...+tadarakh karibe kouta bhul au thik

    • @pritammahapatra1123
      @pritammahapatra1123 7 минут назад

      Au rash driving b 🤣🤣🤣

  • @gopalkrishnadash3232
    @gopalkrishnadash3232 2 часа назад +71

    ଏ ଅଭଦ୍ର ଦଳ ଅଧରାତିରେ କଣ କରୁଥିଲେ।ସବୁ ଅପରାଧର ମୂଳ ଏଇ ମଦଖିଆ ଦଳ

    • @kishordharua
      @kishordharua Час назад +5

      Se jhia mada pie kn karu thila

    • @dhadurout8013
      @dhadurout8013 Час назад

      Se jhia Kan marei heu thile

    • @pritammahapatra1123
      @pritammahapatra1123 Час назад

      Exactly kaha gadi attekibar adhikar kahara ni

    • @itsmebiswajit91roul37
      @itsmebiswajit91roul37 Час назад

      Gopal Bhai Right

    • @nakulnaik1423
      @nakulnaik1423 57 минут назад

      ଏମାନେ ମିଛ କହୁଛନ୍ତି ଏମାନେ ବି ମଦ ପିଇ ପ୍ରଥମେ comment କରିଥାଇ ପାରନ୍ତି ! Visual ରେ lady ଉପରେ ହାତ ଉଠେଇ ଥିବା ଦେଖାଯାଉଛି

  • @ommprakash2008
    @ommprakash2008 2 часа назад +32

    ତମେ କିଳାକୁ କାହିଁକି ଡାକିଲ. ତମେତ ପଢ଼ାପିଲା.

    • @pritammahapatra1123
      @pritammahapatra1123 Час назад +2

      Gadi attekibara adhikar emananku kie deithila

    • @debasismahalik9252
      @debasismahalik9252 35 минут назад +1

      ​@@pritammahapatra1123sia jaha bi karu ta car Vita re karuthila sia gote ledies taku late night re road upare atakeiki jhagada Kariba ku eia mana nku kia kahila

    • @pritammahapatra1123
      @pritammahapatra1123 12 минут назад

      @@debasismahalik9252 exactly mu seya kahuchiii.
      Ta personal life ta gadi seiye jaha b Kariba....emane kn traffic police ?
      Atekeibe...au gyana debe

  • @Kalundia436
    @Kalundia436 Час назад +22

    ଜଦି ତମେ ଠିକ୍ ତାହାଲେ ନମ୍ବର ପ୍ଲେଟ ରେ କାଦୁ କାଇଁ ଲଗେଇ ଥିଲ .

  • @debarajbehera5551
    @debarajbehera5551 Час назад +13

    ଭଦ୍ର ଛୁଆ ଗୁଡାକ ଏତେ ଦିନ ହେଲା ଲୁଚୁ ଥିଲ କାହିଁକି, ତୁମେ ପୋଲିସ କୁ FIR କଲନି, ମଦୁଆ ଦଳ ତୁମର ଶେଷ ଜେଗା ଝାରପଡା ଜେଲ।

    • @anjann2523
      @anjann2523 Час назад +1

      @@debarajbehera5551 ki Bala ukila tu....

  • @lalitamohanmallick5779
    @lalitamohanmallick5779 2 часа назад +17

    ଯାହା ପିଲାମାନେ କହୁଛନ୍ତି ଏହାର ଅର୍ଥ ଯେ ବିନା କାରଣରେ ପୁଲିସ୍ ଏପରି କାର୍ଯ୍ୟ ଥାନାରେ କରିବା ଅସମ୍ଭବ. ତଦନ୍ତ ପରେ ସତ୍ୟ କଥା ପଦାକୁ ଆସିବ

  • @chandrikapatel-wz4lm
    @chandrikapatel-wz4lm Час назад +8

    ଏମାନଙ୍କ ମୁଖ୍ୟ ଭୂମିକା ରହିଛି

  • @hansdahram1271
    @hansdahram1271 Час назад +6

    ମଧ୍ୟରାତ୍ରୀ ରେ ଏମାନେ ବୋଧେ ଜଣକୁ ବୋହି କି ଆଣିବାକୁ ଯାଇଥିଲେ । ନହେଲେ ବାପା, ମା'ଙ୍କ ଟଙ୍କା ଉଡ଼ାଇବାକୁ ଦିନ ଛାଡି ରାତିରେ ସମୟ ମିଳୁଛି , କାହିଁକି ନା ପାଠ ଏମାନଙ୍କୁ ବହୁତ ଟେନସନ୍ ଦେଉଛି । କିଛି ସମୟ ଫୁର୍ତ୍ତୀ କରିବାକୁ ବୋଧେ ଗାଡିୟାନ ଠାରୁ ଅନୁମତି ପାଇଥିଲେ ।

  • @biprasideaexecutionsuccess4795
    @biprasideaexecutionsuccess4795 Час назад +44

    ସେହି ଝିଅ ର ଭୁଲ ଅଛି ସେ ଝିଅ ବହୁତ acting କରୁଛି

    • @pritammahapatra1123
      @pritammahapatra1123 Час назад

      Jaha ra bhul thik alga katha ...kaha gadi attekeiba kn pae ...tumaku kie sahas dela

    • @debasmitadhir
      @debasmitadhir 32 минуты назад

      Laja laguni kahibaku. Se jhia ra danta bhangichi munhan fatichi hata facture heichi. Kichi b kahuchanti. Odisha aji loka hasa hauchi.

    • @pritammahapatra1123
      @pritammahapatra1123 20 минут назад

      @@debasmitadhir kahaku !!!mote kahuchnti kiii...???Bhul thik court achi aiin achi...mu kehi nuhe

    • @pritammahapatra1123
      @pritammahapatra1123 17 минут назад

      @@debasmitadhir kintu tanka gadi attekei bata thik nuhe...seya lekhichi...se army personnel knk gadi attekeiba ku emane kie

  • @kumartapas9396
    @kumartapas9396 2 часа назад +40

    Bichara 7 jana police badalare emane। fasigale😂😂😂😂

  • @gaharai_depth
    @gaharai_depth 2 часа назад +38

    କିଛି ନାହିଁ ତୁମେ ରାତିରେ ସେ ଝିଅ ସହିତ କାହିଁକି ଲଗିଲ?

    • @ranjitkumarmishra9095
      @ranjitkumarmishra9095 Час назад +7

      କାରଣ ସେ ଝିଅ ଟା ଗୋଟିଏ ଛତରୀ ବେଧେଇ । ସବୁ ଭୁଲ୍ ସେ ଟୋକି ର ।

    • @sandhyatara1993
      @sandhyatara1993 Час назад +4

      ​@@ranjitkumarmishra9095ସେ ଝିଅ ଯାହା ହଉ ଏମାନେ ପରା କୁଆଡେ ଛାତ୍ର.. ଛାତ୍ର ରାତି ଅଧରେ ରୋଡ଼ ରେ କି ପାଠ ପଢୁଥିଲେ...

    • @soumyaranjansamantaray8817
      @soumyaranjansamantaray8817 Час назад +1

      Se jhia nangala hei dekheila ta lagile

    • @soumyaranjansamantaray8817
      @soumyaranjansamantaray8817 Час назад +2

      ​@@sandhyatara1993 chatra road re bulibeni toki mada pi rati re bulibe

    • @ranjitkumarmishra9095
      @ranjitkumarmishra9095 Час назад +1

      @@sandhyatara1993 ସେ ଟୋକି ରାତି 12.30 ରେ ମଦ ପିଇ boyfriend ସହିତ ସେ ଜଙ୍ଗଲ ରାସ୍ତା ରେ କୋଉ important କାମ କରୁଥିଲା ? Even she has abused Odisha chief minister & odia people in the conversation with those guys & police in intoxication.ସବୁ ଭୁଲ୍ ହିନ୍ଦୀ ଚୋବାଉ ଥିବା ସେ ଝିଅ ର । She is a habitual offender.

  • @manashnayak2794
    @manashnayak2794 2 часа назад +13

    ଭଦ୍ରଘରର ଅଭଦ୍ର ଛୁଆ ପିଲେ ତୁମ ଵଶ ବୁନିଆଦି କୁ ଧନ୍ୟବାଦ

    • @bishnupadanayak7869
      @bishnupadanayak7869 2 часа назад +4

      Se jhio jemiti bahut bhala

    • @tikumahakur3242
      @tikumahakur3242 2 часа назад +2

      ​@@bishnupadanayak7869Bhai se jhia ra 100% vul. Se tar fiancee n father bada position re thibaru se alga lokanku darauchhi. Video ru jana paduchhi. Jhia heithibaru aau army bala heithibaru suhanuvuti pau6nti.

    • @Vhanuz_22
      @Vhanuz_22 Час назад

      Kila jauchi ta batare
      Aama ra galu hela
      aame Hata thari dakilu।।।

  • @SantosiniS
    @SantosiniS 2 часа назад +16

    Road romeo police support

  • @kishorchsrichandan307
    @kishorchsrichandan307 2 часа назад +11

    Overtaking ku ନେଇ ଛାତ୍ର ଓ ମେଜର ଙ୍କ ମନ୍ଧରେ ବଚସା ବଡ଼ ଖବର ନୁହେଁ। ଏଥିପାଇଁ ଛାତ୍ର ଓ ମେଜର ଙ୍କ ଭବିଷ୍ୟତ ଖରାପ ନ ହେଉ।

    • @pitabassahoo7318
      @pitabassahoo7318 2 часа назад

      ଆପଣ ଠିକ୍ କଥା କହିଛନ୍ତି ଆଜ୍ଞା, କିନ୍ତୁ ଏ ସଭ୍ୟା ସମାଜ ରେ ଆଜିକାଲି ନାରୀ ଆଉ ନାରୀ ହେଇ ନାହାଁନ୍ତି, ଗୋଟେ ଗୋଟେ ଅଣ୍ଡିରା ମହିଳା ହେଇ ଗଲେଣି।

    • @anandamohakuda4943
      @anandamohakuda4943 Час назад

      Aei Toka guda harami , bahe chechiba darkar

    • @sandhyatara1993
      @sandhyatara1993 Час назад

      ​​@@pitabassahoo7318ନାରୀକୁ ତ ଏ ସମାଜ ସମ୍ମାନ ଦେଇ ଶିଖିଲାନି ତେଣୁ ସେ ଉତ୍ପାତ ହବ ହିଁ ହବ.... ସ୍ତ୍ରୀ ସିନେମା ଦେଖି ନାହାନ୍ତି ଯଦି ଦେଖନ୍ତୁ...ସ୍ତ୍ରୀ ଯାହା ପାଏ ତାର ଦୁଇଗୁଣା ଫେରାଏ... ସେ ଭଲ ପାଇବା ହଉ କି ଘୃଣା.. ସମ୍ମାନ ହଉ କି ଅସମ୍ମାନ

  • @gajendramajhi3718
    @gajendramajhi3718 37 минут назад +2

    ମଦ ଖାଅ ରାସ୍ତାରେ ଗଣ୍ଡଗୋଳ କରି ରାଜ୍ୟ କୁ ବଦନାମ କର ଇଏ ହେଉଛି ବେଶି ପାଠ ପଢିଥିଲେ ଏଇ ଅବସ୍ଥା ପଇସା ଅଛି ଯାହା କରିବ କରିଚାଲ ଦେଶର ଅବସ୍ଥା ବହୁତ ଖରାପ୍

  • @studypurpose4647
    @studypurpose4647 Час назад +6

    ସବୁ ଗୋଟେ ଭାଡିର ପାରା se jhio au ଏ ଟୋକା ଦଳ । ରାତି 2 ଟାରେ ବାନା ବାତାରିଆ ଭଳିଆ ବୁଲୁଚ 😂

  • @gopalmajhi5659
    @gopalmajhi5659 2 часа назад +5

    Bhubaneswar ରୁ ଗୁଣ୍ଡାରlଜ ହଟାଯାଉ

  • @1988arbind
    @1988arbind Час назад +12

    ଝିଅ ର prabala dosa

  • @SonuMaharana-lf8pt
    @SonuMaharana-lf8pt Час назад +4

    କିଛି ପ୍ରମାଣ ନ ଥାଇ ଏମିତି ଗୋଟିଏ ନିଶା ଖର ମହିଳା ଜଣଙ୍କ କଥା ଶୁଣି ଏମାନଙ୍କୁ ଧରିବା ଠିକ୍ ହୋଇନି।ବରଂ ଦୁଇ ଜଣଙ୍କ ମଧ୍ୟରେ କିଏ ସତ କିଏ ମିଛ କହୁଛି ତାହାର ତର୍ଜମା କରି ମିଛ କହୁଥିବା ଡ୍ରାମା ବାଜ୍ କୁ ଧରି ଉଚିତ୍ ଶାସ୍ତି ଦିଆଯାଉ ।ଆଉ ଭବିଷ୍ୟତ ରେ କେବେ ଡ୍ରାମା କରିବନି।
    କଥାରେ ଅଛି
    ଲୁଚିଛି ନା ଦୋଡ଼ ଦିଟା ଦିଶୁଛି।

  • @punchlines1372
    @punchlines1372 Час назад +14

    ଝିଅର ବହୁତ୍ ଭୁଲ ଅଛି ଏଥିରେ। ଭିଡିଓ ରୁ ସ୍ପଷ୍ଟ ଜଣା ପଡ଼ୁଛି। Army major ଙ୍କ ଗାଡ଼ିରେ ମଦ ବୋତଲ ଥିଲା। ଝିଅ ବି ଉତେଜିତ ହେଇକି ଗାଳି କରୁଥିଲେ।ଯଦି ପିଲାମାନଙ୍କ ୬୦% ଭୁଲ୍ ଝିଅର ୪୦% ଭୁଲ। ଏହି ପିଲାଙ୍କୁ ତାଙ୍କ ଭୁଲ ର ଦଣ୍ଡ ତ ମିଳୁଛି। କିନ୍ତୁ ଝିଅକୁ କି ଦଣ୍ଡ ମିଳିବ ଟିକେ ବିଚାର କରନ୍ତୁ ।its again a clear case of playing victim card by this well educated ଲଙ୍ଗୁଲି ଝିଅ।ଧନ୍ୟବାଦ୍ ।

    • @manaspatnaik2862
      @manaspatnaik2862 57 минут назад

      Correct

    • @sitalraj8812
      @sitalraj8812 55 минут назад

      Tum aasila aaga aado bu jhila tala aado

    • @Funny_odiahub32
      @Funny_odiahub32 35 минут назад +1

      E languli jhia pain pila gudanka bhabisyata nasta heba e jhia taku b dand miliba nihati darkar

  • @nehaparida4358
    @nehaparida4358 2 часа назад +24

    ରସକୁଲ ପିଲା ରାତି ଦୁଇଟାରେ ଗାଡ଼ି ନମ୍ବରରେ କାଦୁଅ ବୋଳି ରୋଡ ରୋଗି ଓ ସାଜିଥିଲେ

    • @adityanarayansatapathy2271
      @adityanarayansatapathy2271 Час назад +1

      Hmm students jouthi jhagada kale se romio . So called fiance madam mada pi le se gentle man and woman.

    • @narayanimajhi6171
      @narayanimajhi6171 Час назад

      Amane kahike tanko gadi atokei tamasha kole bahaduri,,seto jone ladies tome kahi lagilo

    • @adityanarayansatapathy2271
      @adityanarayansatapathy2271 Час назад

      @@narayanimajhi6171 tanka gadi Kia atkeila Tara video clip kani . Na apna mane mane imagine karidele . Ladies hele kana hela . Ladies kana crime kariparibani . Kete au victim card khela khela haba . Ame pua student kana tabla jie asi maridei paleiba . Investigation hau .jie dosi sie danda paiba . Both are responsible .

  • @dushmantapradhan6516
    @dushmantapradhan6516 Час назад +10

    ମୁହଁ ଦେଖାଇ କଥା କୁହନ୍ତୁ l ତୁମେ ରାତି ଅଧରେ ରାସ୍ତାରେ ପାଠ ପଢୁଥିଲ କି l ତୁମ ବୋପା ମା କୁ ଧନ୍ୟବାଦ

    • @RAZZd-yy4ym
      @RAZZd-yy4ym 38 минут назад

      ସେଇ କଥା ମେଜର୍ ଆଉ ତାଙ୍କ ବାନ୍ଧବୀଙ୍କ ପାଇଁ ଲାଗୁହେଉଛି ବୋଧେ

    • @bbiswal9812
      @bbiswal9812 36 минут назад

      ବାପା ମା ଆଜ୍ଞା ନାଚ଼ାର କେଉଁ ବାପାମା କହିବେ ପାଠ ପଢିବାକୁ ଯାଇ ରାତି ଅଧରେ ବୁଲି ଏପ୍ରକାର କାଣ୍ଡ କର

  • @Puspa-lata
    @Puspa-lata Час назад +3

    ଆରେ ଇଏ କୋଉ ନିୟମ, ଅର୍ଚନା ନାଗ କେଶ ବେଳେ ମିଡ଼ିଆ କଣ ବାଇଟ ନେଇ ନଥିଲା, ଏବେ ଏମାନେ ତ କେମିତି ବାଇଟ ଦେଉଛନ୍ତି, ଇଣ୍ଡିଆ ଆଇନ କେମିତିଆ ବୁଝିବା କଷ୍ଟ

  • @anupammohanty1146
    @anupammohanty1146 Час назад +2

    ଏଠି ଓଡ଼ିଆ ଅସ୍ମିତା କଥା...ସବୁ ଓଡ଼ିଆ ଏକାଠି ହେବା ର କଥା...ଯୋଉ ନେତା ମାନେ ସେ ଝିଅ କୁ ସପୋର୍ଟ କରୁଛନ୍ତି ସେ ଓଡ଼ିଆଙ୍କ ପାଇଁ ଛିଡା ହଉନାହାନ୍ତି...

  • @bubusahoo2869
    @bubusahoo2869 Час назад +1

    ସବୁ ମିଛ କହୁଛନ୍ତି 🔥🔥🔥ବିଜେପି ସରକାର ସୁରେଖା କରୁଥିଲା....

  • @rankanayak9953
    @rankanayak9953 Час назад +16

    ଝିଅଟା ବହୁତ ଓଭର ରୋଲ କରୁଛି ଜଣାପଡୁଛି କାରଣ ମେଜରର ବାଧଂବି। ଏମାନକଂର ଦୋଶ ନଥିବ

  • @chinmayakumarmohapatra697
    @chinmayakumarmohapatra697 2 часа назад +11

    Public mada darkar

  • @deepakpatra8151
    @deepakpatra8151 Час назад +2

    ବାପାମାଆ ମାନେ କେତେ ଆଶା ରଖି ପିଲାମାନଙ୍କୁ ପାଠ ପଡଉଛନି କିନ୍ତୁ ପିଲା ରାତି ଅଧରେ ବୁଲି ମାଇଚିଆ ମାନକୁଂ ପେଲୁଛନ ନିଶାସକ୍ତ କକୁଛନ ଲଜ୍ଜା ବାପାମାଆଙ୍କୁ

  • @subratdas8164
    @subratdas8164 Час назад +3

    କିଏ ସତ କହୁଛି ଆଉ କିଏ ମିଛ ଅଭିନୟ କରୁଛି ସବୁ investigate ହେଲେ ଜଣ ପଡିଯିବା.

  • @basudebamaharana8323
    @basudebamaharana8323 2 часа назад +83

    ବାତରା ଛତରା ପିଲା ଙ୍କ ପ୍ୟାଣ୍ଟ୍ ଖୋଲି ବିଛୁଆତି ଛାଡ଼ିଦିଅ

    • @snbbariha251
      @snbbariha251 2 часа назад +1

      ବହୁତ୍ ଭଲ ❤

    • @biruamamalaxmi541
      @biruamamalaxmi541 2 часа назад +15

      ଆଉ ମଦୁଆ ଝିଅ ଭଲ ନା 😂😂

    • @mandakiniodiavlogs4670
      @mandakiniodiavlogs4670 2 часа назад +7

      Jhia ra bi bahut vul

    • @ajitkumarsamal7202
      @ajitkumarsamal7202 2 часа назад +5

      ​​@@biruamamalaxmi541mada peibaku neiki kaha character ku judge kariparibani. Major ku dekha bahut politely manage karichhanti police station re aau pila nka pakhare bhi

    • @Bachaspati196
      @Bachaspati196 2 часа назад +6

      କାହିଁକି ଭୁଲ୍ ଖାଲି ପୁଅ ଙ୍କର ସେ ଝିଅ ର କିଛି ଭୁଲ୍ ନ ଥିଲା କି

  • @tikumahakur3242
    @tikumahakur3242 2 часа назад +12

    The boy is 100% right. She definitely misbehaved them.

  • @julietrmio1704
    @julietrmio1704 Час назад +2

    ଆଜି କାଲି ଦୁନିଆରେ ସତ୍ ର ବାଟ ବନ୍ଦ। Please i request for Odisha police investigate this case .

  • @lalit98193
    @lalit98193 2 часа назад +3

    Odisha police ର ଏମାନେ ଗେହ୍ଲା ପୁଅ 😂😅

  • @bikimallik1969
    @bikimallik1969 Час назад +2

    ଏ ମାନେ ପୋଲିସ ମାଡ଼ ଖଇକି ମିଛ କହୁଛନ୍ତି

  • @ojtaaofficial5002
    @ojtaaofficial5002 2 часа назад +20

    Hnnn re , gote ଝିଅ ଗୋଟେ ପୁଅ ,,tame 7 se tamaku dareile 😂😂😂

    • @sandhyatara1993
      @sandhyatara1993 Час назад +1

      ବଡ଼ joke କହିଲେ ଏ ପିଲାମାନେ.. ଏମାନେ କୁଆଡେ ତାଙ୍କୁ ଡରିଲେ....

  • @sasankdash8386
    @sasankdash8386 2 часа назад +7

    Keela neinu puo..Ebe full nabu..Alajya sole..Pura odisha ra ijjat tole pokeilo..

  • @kamalakantapanda8822
    @kamalakantapanda8822 2 часа назад +9

    ମାହାଗିଆ ତମ ମାନଙ୍କୁ ଗୁଳି ଦରକାର.

  • @SriHariRadhaKrishna
    @SriHariRadhaKrishna 2 часа назад +46

    ଏ ଝିଅର ବି ଦୋଷ ଅଛି

    • @sekhar4065
      @sekhar4065 Час назад +2

      To stree re bhi gandi mariba jadi police kemti lagiba

    • @Flexify007
      @Flexify007 Час назад

      Kana dosa kuha...jhia mobile kuade gala....tanka side ra videos kuade gala...

    • @spsproduction8514
      @spsproduction8514 Час назад +1

      Jhio ro kichi doso nahi

    • @XxtremeVibes
      @XxtremeVibes Час назад +2

      Se jhia ra bia galu hauchi...sali lawyer ra power dekhuthila

    • @ranjitkumarmishra9095
      @ranjitkumarmishra9095 Час назад

      ​@@sekhar4065ସେ ଝିଅ ଗୋଟିଏ ପରମ ବେଧେଇ & ଛତରଖାଇ । ସବୁ ଭୁଲ୍ ସେହି ଟୋକି ର ।

  • @hareshchandranaik8065
    @hareshchandranaik8065 2 часа назад +14

    Respect to all ladies because they are our mother and sister

    • @Subhi19
      @Subhi19 2 часа назад +1

      Hmm satare

    • @Terahydron
      @Terahydron 2 часа назад +2

      Only your own mother is your mother not every woman

  • @bickyyyyyy683
    @bickyyyyyy683 Час назад +5

    Lady was drunked and doing rush driving

  • @NiranjanMohanty-w5g
    @NiranjanMohanty-w5g 50 минут назад +1

    ରାତି ଦୁଇ ଟାରେ ତମ କୋଉ ସାଙ୍ଗ ଆସିଥିଲା ବୋପା ମା ଖଟି ଖଟି ପଇସା ପଠାଉଛନ୍ତି ପାଠ ପଢିବା ପାଇଁ ତମେ ଏଠି ମଦ ଖାଇ ରାତି ଗୋଟେ ରେ ସାଙ୍ଗ ସାଥି ହେଇ ମସ୍ତି ଚଲେଇଛ ଏହିଭଳି କଲେଜ ପଢିବା ନା ରେ ଆସି ବାପା ମା ଙ୍କର ନାଁ ପକାଉଛନ୍ତି ଧନ୍ୟ ତମ ବାପା ମା ଧନ୍ୟ ତମେ ଛୁଆ ପୋଲିସ କେସ ଖାଇବା ଆଗରୁ ତମେ ମରୁନ ତମ ବାପା ମା ଙ୍କ ଉପରେ କଣ ବିତୁଥିବ ନମ୍ବର ପ୍ଲେଟ କାହିଁକି କାଦୁଅ ବଳିଥିଲ

  • @sasmalhansdah9431
    @sasmalhansdah9431 2 часа назад +6

    A mane madhya nishare thile se dino.vdo ru hi jona poduchhi

  • @purnaodisha5712
    @purnaodisha5712 Час назад +1

    ଗୁଣ୍ଡା ନୁହଁନ୍ତି ଗୁଣ୍ଡା ଗିରି କରନ୍ତି ସଳା ତମ ବୋପା ମା ଙ୍କୁ ଲାଜ ନାହିଁ

  • @ranjanmallick6797
    @ranjanmallick6797 Час назад +8

    ପଢ଼ା ପିଲାମାନେ ରାତି 3ଟା ରେ କଣ କରୁଲ

    • @Funny_odiahub32
      @Funny_odiahub32 38 минут назад

      Se toki kn karuthila mada pi

    • @debasismahalik9252
      @debasismahalik9252 27 минут назад

      ​@@Funny_odiahub32sia kn road upare bulu thila ki sia ta ra car Vita mada pi ki jaha bi karu emane taku kahiki atakeile emane kn traffic police 😅abe kila nia

  • @comradesoumya2841
    @comradesoumya2841 39 минут назад

    ବ୍ୟୋମକେଶ ବାବୁ ଏଭଳି କିଛି ଘଟିବ ବୋଲି ଆଗରୁ ଭବିଷ୍ୟବାଣୀ କରିଥିଲେ ଆଉ ତାହା ହିଁ ହେଲା...

  • @geetanjalipradhan969
    @geetanjalipradhan969 2 часа назад +7

    send to jail

  • @amulyabarik9096
    @amulyabarik9096 Час назад

    CCTV footage ଗୁମର ଖୋଲୁଛି ଧୀରେ ଧୀରେ ସବୁ ସତ ସମସ୍ତଙ୍କ ସାମ୍ନାକୁ ଆସୁଛି। ଆଗକୁ ସବୁ ଜଣା ପଡ଼ିଯିବ ।

  • @PradeepaSamal-xx2zj
    @PradeepaSamal-xx2zj 2 часа назад +4

    Rati 2tate patha padhu thil darigale

  • @SidharthSamantaray
    @SidharthSamantaray 2 часа назад +3

    Main question - Student rati 2 re bahare kana karuthile? Patha padhua chua, ra aji kali ei kama dhanda.

  • @foreverrs4377
    @foreverrs4377 2 часа назад +1

    ବାହାରିଗଲା ହେରୋପନ୍ତି 😂😂😂

  • @nirakarrout8260
    @nirakarrout8260 2 часа назад +15

    ଏ ଶଳା ଙ୍କୁ ଏମିତି ଦଣ୍ଡ ଦିଆଯାଉ ଯେମିତି ରୋମୀୟ ଗିରି ଛାଡିଯିବ

    • @Luu.editz7
      @Luu.editz7 Час назад +3

      Kichhi na janiki ete gapani

  • @rabindradas2952
    @rabindradas2952 Час назад +1

    ଏଶଳାକୁ ଜେଲରେ ପୁରାଅ

  • @biprasideaexecutionsuccess4795
    @biprasideaexecutionsuccess4795 Час назад +7

    ସବୁ ଭୁଲ ସେହି ଝିଅ ଆଉ ଆର୍ମି ଅଫିସର ଙ୍କ

    • @MadyRock123
      @MadyRock123 Час назад +1

      Right

    • @jyotsnaraneekanhar5039
      @jyotsnaraneekanhar5039 Час назад

      Right

    • @debendranathmalik1386
      @debendranathmalik1386 38 минут назад

      Bhid ke sath party badal diye. Tini tunde chheli kukura.

    • @Funny_odiahub32
      @Funny_odiahub32 37 минут назад

      Yes u r right

    • @debasismahalik9252
      @debasismahalik9252 21 минуту назад

      Gote Katha sia ledis Ta ra mada piki car re bulantu jaha bi karantu jadi sia kichi bhul kala police pakha re complain Kalani fir kala ni eia para student eia mane kn Jani nahanti samasta nka pai ain kanun achhi but eia mane kn pai ledis ku atakeiki ate rati re jukti kale jadi sia ledis tikia normal thanta eia mane taku dhamikeiki money anithante au rati re daru party heithanta au😂😂😂

  • @srikanta671
    @srikanta671 2 часа назад +18

    ଏମାନେ ସବୁ ପାଉଡର ବେପାରୀ
    ପାଉଡର ଖାଇକୀ ରାତିରେ ବେପାର କରିଥାନ୍ତି,,, ଏମାନେ ଛାତ୍ର ନୁହେଁ

  • @julietrmio1704
    @julietrmio1704 Час назад

    ଏମିତି ହେଲେ ଓଡ଼ିଶାର ପୁଅ ମାନେ ଜାଣିଛନ୍ତି କଣ କରାଯିବ।

  • @DigambarSingh-ir5no
    @DigambarSingh-ir5no 40 минут назад

    ଏୟାଙ୍କୁ ଏମିତି ମାଡ ଦିଅ ଜୀବନ ରେ ଜେମିତି ମଦ ପିଇବେ ନାହଁ 😂😂

  • @abhiabhi2511
    @abhiabhi2511 6 минут назад

    ଏମାନେ କୋଉ ଛାତ୍ର ରାତି ଅଧରେ କିଳା କୁ ଗାଣ୍ଡି ରେ ଆଣିକି ପୁରେଇଲେ ଧନ୍ୟବାଦ ତମ ବାପା ମାଆ ଙ୍କୁ କି ସଂସ୍କାର

  • @KUMARBULUSINGH
    @KUMARBULUSINGH 17 минут назад

    ସାଲେ ତମ ଭଳି ଚୋର ଛାତ୍ର ଏ ଦେଶ ପାଇଁ ବୋଝ ଆଉ କଳଙ୍କ, ସୁଧୁରି ଯାରେ

  • @saraswatihembram.official6688
    @saraswatihembram.official6688 Час назад

    ସବୁ Darma କରୁଛନ୍ତି ପଲିସି ବାବୁ ମାନେ

  • @SanjayMahankudSanju
    @SanjayMahankudSanju 2 часа назад +1

    Amanu ku jail re purantu

  • @dineshbehera1287
    @dineshbehera1287 2 часа назад +3

    Jadi emine sata kahuchanti number plate re kadua kanhiki bolile...ei sabu chatara nka dosa...jadi Semana Marithile tahele tume mane FIR Delani....
    Aou video ru bi ta jana paduchi major ku kie thela pela karuchi....

  • @thedancinggirlmeenakshimah7408
    @thedancinggirlmeenakshimah7408 Час назад +1

    We demand state Police to stop these Romeo activities in Bhubaneswar and other cities of Odisha. Police may be supporting these Romeos .😢

  • @kamarnalibhadra2924
    @kamarnalibhadra2924 Час назад +2

    Road Romeo , galat ladki se panga, menga pada hai

  • @vellaanjan1103
    @vellaanjan1103 2 часа назад +2

    Middle finger show kale boli ego hurt heigala pila manankara

  • @probot1436
    @probot1436 2 часа назад +1

    1st Video girl video viral
    2nd video police Acussed
    3rd 5 Police suspended
    4th Girl Emotional story telling
    5th Boys fight video viral
    6th Boys arrested & tell their story
    7th ....?

  • @ganeshcraetion6861
    @ganeshcraetion6861 2 часа назад +2

    Jhiar dosh bhulu achhi sir

  • @SantosiniS
    @SantosiniS 2 часа назад +3

    Batara romeo bichhuati lagao

  • @susantabehera5763
    @susantabehera5763 2 часа назад +1

    ତୁମେ ମାନେ ସତୀ ତୁଳସୀ ଗୁଡାକ ବାତ୍ତରା ଗୁଡ଼ା

  • @34-subhamswagatika51
    @34-subhamswagatika51 2 часа назад +2

    😅 actually police badeila ei toka mane fasile😅😅😅😅

  • @biswajitsahoo994
    @biswajitsahoo994 2 часа назад +2

    A pila guda kichi karinahanti , akdum sadhu , bhadra pila😂😂

  • @scdas01
    @scdas01 2 часа назад +2

    POLICE STRATEGY TO SAVE THEMSELVES THROUGH THESE HOOLIGANS.: WHAT POLICE HAS TOUGHT THEM, THEY ARE TELLING THAT. Video telling every thing.

  • @mantoshmohanty3712
    @mantoshmohanty3712 2 часа назад +3

    Ethiru Samir Bhai kie😂?

  • @sujitbisi7185
    @sujitbisi7185 2 часа назад +2

    Romeo chham futani sarigala video re safa disuchi maj ku dhakka debara

  • @upcomingnotification9297
    @upcomingnotification9297 3 часа назад +18

    ସବୁ ଦୋଷ ସେ jhea ର, ତାକୁ ବହୁତ ମାଡ darkar, ta ବାପା army officer ta ,se jhea gote ଘୋଡ଼ା ମଦୁଆ

  • @naikvlogsnaik9688
    @naikvlogsnaik9688 2 часа назад +2

    Jhia ro full dosa achhi

  • @mrperfectvlog172
    @mrperfectvlog172 Час назад +4

    ସେଇ ଝିଅ ବି କମ୍ ନୁହେଁ ଜଣା ପଡୁଛି ଆଜି କାଲି ଝିଅ ମାନେ ଯେତିକି 🍺 ମଦ ପିଉଛନ୍ତି ପୁଅ ପିଲାମାନେ ସେତିକି ପିଉ ନାହାନ୍ତି ଯେତିକି Smart City ଝିଅ ସେତିକି Danger ⚡

  • @Vhanuz_22
    @Vhanuz_22 2 часа назад +1

    ପୁଅ ମୋର ଭୋଳା ଶଙ୍କର 😂😂😂

  • @bijaypatra9105
    @bijaypatra9105 Час назад

    ନିଜେ ବଚି ବାକୁ ମିଛ କହୁ ଛନ୍ତି ଏମାନଂକୁ ରେଲେ ସେଲ କରା ହୋଇଛି

  • @rajnikantacharya4717
    @rajnikantacharya4717 11 минут назад

    ପିଲାଙ୍କୁ ଛାଡତାପରେକଥାହୁଅ

  • @user-ww2rz2wj7h
    @user-ww2rz2wj7h Час назад

    ହାରାମି ମଦ ଖିଆ ଦଳ ରାତିରେ କଣ କରୁଥିଲେ ଘଟଣା ର ମୂଳ ଏ ଶଲେ

  • @PrabasiniSahoo-t8b
    @PrabasiniSahoo-t8b 58 минут назад

    Crime Branch କୁ ଆମର ଅନୁରୋଧ
    1- ଏତେ ରାତିରେ ଏମାନେ କଣ କରୁଥିଲେ ବାର ଭିତରେ
    2- ଦ୍ଵିତୀୟରେ ଏମାନେ ନିଜକୁ student କହୁଛନ୍ତି
    3- ତୃତୀୟରେ Student ମାନେ କେଉଁ କଲେଜ ର
    4- ଚତୁର୍ଥରେ ଏମାନେ Student ବୋଲି ପ୍ରମାଣ କରାଯାଉ ନଚେତ୍ ଏମାନେ road ରୋମିଓ, ୟାତ IIC ର ଚମ୍ ଚା
    5- ଯଦି ସେମାନେ ତୁମକୁ ମିଶବିହେବ କଲେ ତମେ FIR ଦେଲନି
    6- ଶେଷ କଥା ତୁମ ଗାଡ଼ି Number Plate ରେ କାଦୁଅ ଲାଗିଥିଲା କାହିଁକି

  • @GOPALKRISHNA-uq2mr
    @GOPALKRISHNA-uq2mr Час назад +1

    Send to jail first
    why all 7 person young students wondering at late night..

  • @soniasweet5596
    @soniasweet5596 Час назад +1

    Moral of the story nija ghare, nija duty nija kamare ruha .crime ku prasaya dia nahin. Besi rati jae bahare ruha nahin . Peace bajay rakha.

  • @tapanmohanty712
    @tapanmohanty712 2 часа назад +3

    First question : why are you roaming outside at late night as a group of 7 people? 2 nd question: why are you arguing/stoping a girl in the middle of street at late night? 3rd Question: If you have really no business with her, you could just ignore & go back to to your home. But you are enjoying the moment instead ignoring.

    • @thecoastalpanda1556
      @thecoastalpanda1556 2 часа назад +1

      100% agreed

    • @thecoastalpanda1556
      @thecoastalpanda1556 Час назад +3

      I even saw a video where the victim was saying whatever i want i will wear...which means these people was commenting on her attire. This shows how innocent these assholes are

  • @shashibhusanmohanta6362
    @shashibhusanmohanta6362 51 минуту назад

    Full support students. Jay odisha

  • @itsmebiswajit91roul37
    @itsmebiswajit91roul37 Час назад

    Road Romio ଙ୍କୁ କଠୋର ଦଣ୍ଡ ଦିଆଯାଉ

  • @tapanmohanta553
    @tapanmohanta553 Час назад +4

    ସେ ନାରୀ ର ବି ଭୁଲ ଅଛି

  • @BonaiKaLadka
    @BonaiKaLadka Час назад +1

    Ful planning pare ye bayan deoo chanti

  • @bijaybijay9926
    @bijaybijay9926 2 часа назад +1

    Kou sanga ku aanibaku jaithila .e katha bi note karajau

  • @santoshpattanayak-cg6fq
    @santoshpattanayak-cg6fq 28 минут назад

    ଏ ମାଗିଆ ପୁରା ମିଛ କହୁଛି.

  • @jaydhanraj8864
    @jaydhanraj8864 2 часа назад +3

    ୟେ ପିଲା ମାନେ ଯଦି ମିଡ଼ିଆ ଆଗରେ କ୍ୟାମେରା ଥାଇ ବି ୟେ ଟେ ଉତ୍ପାତ ରେ କଥା ହଉଛନ୍ତି ତାହେଲେ ୟେ କୁୟା ଝିଅ ସହ କଇଁକି ଉତ୍ପାତ ହେଇ ନଥିବେ ?

  • @gaharai_depth
    @gaharai_depth 2 часа назад +5

    କିଛି ନାହିଁ ତୁମେ ବଦମାସ୍ କରିଛ

  • @ManasSrichandan-y9g
    @ManasSrichandan-y9g 47 минут назад

    Police department first behaviour wrong, 2 nd FIR launcher behaviour wrong

  • @satyaban2088
    @satyaban2088 39 минут назад

    ଯେମିତି କର୍ମ ସେମିତି ଫଳ

  • @bibhuprasadcreation2512
    @bibhuprasadcreation2512 Час назад

    Road Romeo nku Jail pathao,,,

  • @gopalkrishnapattnaik5313
    @gopalkrishnapattnaik5313 2 часа назад

    FULL OPERA . HEAR TO THOSE STUDENTS . WHAT TO DECIDE ?? CONGRESS TO PLEASE HEAR & DECIDE . WHO IS AT FAULT ??VIDEO IS VERY CLEAR .

  • @GaluRamMajhi
    @GaluRamMajhi Час назад

    ଓଡ଼ିଶାକୁ ପୁଣି କରନା?