Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଆଜି ଜୀବନ ଧନ୍ୟ ହୋଇଗଲା ।ମା ସରସ୍ବତୀ ଙ୍କ ସାକ୍ଷାତ ଦର୍ଶନ ମିଳିଗଲା।ଝିଅ ଙ୍କ କଣ୍ଠରେ -ବାଜିଲେ ବଇଁସି ନାଚୁଛି ରାଧା ଗୀତଟି ପ୍ରସ୍ତୁତ କରିବାକୁ ଅନୁରୋଧ ।
ଜୟ ମାଁ ସରସ୍ବତୀ
@@OdiaKirtan😊😊😊😊😊😊😊😊😊Pbsjdo
Nice voice
ଭଉଣୀ ବହୁତ ସୁନ୍ଦର ପରିବେଷଣ କଲେ ଧନ୍ୟବାଦ ଜୟ ରାଧେ
Dhanyabad Sir
ଭଉଣୀ ଅତି ଚମତ୍କାର ପରିବେଷଣ 👌👌👌🥰🥰ରାଧେଶ୍ୟାମ 🙏🏻❤️ମୁଁ ଗୋଟେ କଥା କହିବି,,, କଳା ସଂସ୍କୃତି ଯଦି ବଞ୍ଚିଛି ଆମ ପଶ୍ଚିମ ଓଡିଶା ପାଇଁ 🙏🏻🙏🏻🙏🏻🙏🏻form jagatsinghpur
Radhe Shyam Sir
@@OdiaKirtan ରାଧେଶ୍ୟାମ ଆଜ୍ଞା 🙏🏻🙏🏻🙏🏻
ବିଭୂ କୃପା ସାରା ଜୀବନ ପ୍ରାପ୍ତ ହେଉ। ଅତି ଚମତ୍କାର Performance
Jay Radhe
🌅ପ୍ରଥମେ ମୁଁ ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଗୀତ ଶୁଣି ଖୁସି ଲାଗିଲା ଭାବ ଓ ସ୍ବରରେ ଗାଇଛନ୍ତି, କଲେଜ ର ଯେତେ ଭାଇ ଭଉଣୀ ଶିକ୍ଷକ ଯେତେ କଳାକାର ମାନଙ୍କୁ କୋଟି ନମସ୍କାର, କରୁଛି ଭଗବାନଙ୍କର ଆର୍ଶୀବାଦ କୃପା ଭଉଣୀଙ୍କ ଉପରେ ରହୁ 🦢🙏ଜୟ ଜଗନ୍ନାଥ🙏🙏🙏🌺🌺🌺🐦🐦🐦🐦
ଜୟ ଜଗନ୍ନାଥ ରାଧେ ଶ୍ୟାମ ଆଜ୍ଞା
Ij😢@@OdiaKirtan
ବହୁତ ସୁନ୍ଦର ପରିବେଷଣ ଲୋ ମା ଭଗବାନ୍ କରନ୍ତୁ ତୁମେ ବହୁତ୍ ଆ ଗକୁ ଯା ଅ
Very nice voice .ବହୁତ ସୁନ୍ଦର ପରିବେଷଣ May God bless you
Radhe Shyam
ବହୁତ ସୁନ୍ଦର ଗାଇଛ ବୁହେନ ଭଗବାନ ତମକୁ ବହୁତ ଦୁର ଆଗକୁ ନଉ ❤❤❤❤
Radhe Krishna
ବୁହେନ ମାନେ କଣ
ଓହଃ କି ଚମତ୍କାର ! ଯେତେ ପ୍ରସଂଶା କଲେ ବି କମ୍ ପଡିଯିବ।
ପ୍ରଥମେ ମୁଁ ଭଉଣୀଙ୍କୁ ଧନ୍ୟବାଦ ଜଣାଉଛି ଏବଂ ମା ସରସ୍ବତୀ ଙ୍କ ଆଶୀର୍ବାଦ ସବୁବେଳେ ଥାଉ ତାଙ୍କ ଉପରେ ଥାଉ ଏହାହିଁ ମୋର ପ୍ରାର୍ଥନା
ବହୁତ୍ ବଢ଼ିଆ ପରିବେଷଣ 🙏 ଭଉଣୀ
ହୃଦୟ ପବିତ୍ର ହୋଇଗଲା
ବହୁତ ସୁନ୍ଦର କଣ୍ଠ, ମାଆ ସରସ୍ୱୋତି ତୁମ ଙ୍କୁ ସହାୟ ହୁଅନ୍ତୁ
ବାଃ ବାଃ କେଡ଼େ ସୁନ୍ଦର କଣ୍ଠଦାନ କରିଛନ୍ତି, ସୁର , ତାଳ,ଭାବ ଅତି ବଢ଼ିଆ
ଜୟ ରାଧେ
A@@OdiaKirtan
@@OdiaKirtanlv
ଓଃ ବହୁତ୍ ଚମତ୍କାର, ମହାପ୍ରଭୁ ଜଗନ୍ନାଥ ସବୁବେଳେ ସହାୟ ହୁଅନ୍ତୁ। ଆଗେଇ ଚାଲ।❤❤❤
ଖୁବ୍ ମନଛୁଆଁ ଥିଲା ତୁମର କୀର୍ତ୍ତନ, ଭଉଣୀଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍, ଭଗବାନ୍ ଙ୍କର ଆଶୀର୍ବାଦ ଏହିପରି ବରସୁଥାଉ, ଜୟ ଜଗନ୍ନାଥ
ନାଇସ୍ ସିଷ୍ଟର
🙌🏻Radhe Radhe🙌🏻
Bahut Sundar swara jia agaku gai chala sabu bhagabanka kruparu agaku bahuta bhalheba❤❤❤🎉🎉
ବହୁତ ସୁନ୍ଦର ଓ ମଧୁର ଗୀତ ଗାଇଛନ୍ତି ।ଆଗକୁ ମାଡିଚାଲ ତୁମର ଉଜ୍ଜଳ ଭବିଷ୍ୟତ ଅଛି ।
Nice ଭଉଣୀ 🙏🙏🌹🌹🌹🌹
Amazing Voice...Mind Blowing 👍👍God bless you Sister
Thanks a lot 😊
Bhagabana nka asirbad milu bahut aagakubadhantu
Excellent performance n Very Informative Organised
Thanks a lot
ଭଉଣୀ ବହୁତ ଭଲ ପରିବେଷଣ କରୁଛନ୍ତି ।ଭଗବାନ ତୁମକୁ ଆହୁରି ଆଗକୁ ନିଅନ୍ତୁ
Hare Krishna hare rama❤❤❤❤❤
ବହୁତ ବହୁତ ଧନ୍ୟବାଦ
ବହୁତ ସୁନ୍ଦର ପରିବେଷଣ, Maa ମାଣିକେଶ୍ଵରୀ bless you.
Good country gai Chanti Boni dhanyvad
ଜଗନ୍ନାଥ
ସହଯୋଗୀ ଭାଈ ମାନଙ୍କୁ ଧନ୍ୟବାଦ ❤❤❤❤❤❤❤❤
ରାଧାରାଣୀଙ୍କ ଆଶିର୍ବାଦ ସଦା ସର୍ବଦା ତୁମ ପାଇଁ ଥାଉ ଓ ଏମିତି ରାଧା ନାମ ଧରି ଆଗକୁ ବଢ। ରାଧେ ରାଧେ
ରାଧେ ରାଧେ🙏🙏🙏🙏🙏
Super sa bi upar
ବହୁତ ଭଲ ଗାଉଛୁ ବୁହେନ
ମା ସରସ୍ବତୀ ନିଜେ ଗାଉଛନ୍ତି କି? ବାଃ ଚମତ୍କାର ।ଈଶ୍ଵର ତମକୁ ବହୁତ ଆଗକୁ ନେଇ ଯାଆନ୍ତୁ ।
Jay Maa Saraswati
ଅତି ସୁନ୍ଦର, ଆଗକୁ ଆଗକୁ ବଢି ଚାଲନ୍ତୁ l
ବହୁତ୍ ସୁନ୍ଦର ବୁହେନ୍ ବହୁତ୍ ଭଲ ଗାଉଛ
ବହୁତ ଖୁସି ଭଲ 👌👌👌
ଭଉଣୀ ବହୁତ ସୁନ୍ଦର ପରିବେଷଣ 🙏❤️❤️
She is talented singer ❤❤❤ mind-blowing voice 🎉🎉🎉
Sudhiratripathy
बेहतरीन भजन प्रस्तुति सुन्दर गायन शैली विडियो अपलोड धन्यवाद अति सुन्दर गायन शैली धन्यवाद बिटिया विडियो अपलोड धन्यवाद राधे राधे ❤❤🙏🙏♥️♥️
Radhe Shyam Guruji
❤
ବହୁତ ଭଲ ଲାଗୁଛି 🙏 ରାଧେଶ୍ୟାମ
Radhekrishna
Superb beta superb. God bless you.
❤college jhieya❤ gayikanku bharati guru mataji or shuvaom ch diyagalla tks lordzrmji
ଚମତ୍କାର
ଜୟ ଜଗନ୍ନାଥ ହରିବୋଲ ଜୟ ଜଗନ୍ନାଥ🙏🙏🙏,ସୁନ୍ଦର ସ୍ୱୋର ! 👍🙏
Very good beautiful 🌷🌷🌷🌷🌷💯
Very nice God bless you
ଭଲ ପରିବେଷଣ, ଧନ୍ୟବାଦ
Radhey radhey bol
ସୁନ୍ଦର। ଗଲା ବହୁତ୍ ସୁନ୍ଦର ଭଉଣୀ।thank you
Radhe Shyam🙏
ରାଧେ ରାଧେ
Jay radhe
ଭଉଣୀ ବହୁତ ସୁନ୍ଦର ପରିବେଶଣ କଳେ very nice
Outstanding performance by college student so sweet voice ❤❤❤❤👍👍👍👍
ରାଧେ ଶ୍ୟାମ
ଚମତ୍କାର ପରିବେଷଣ, ଅତି ସୁନ୍ଦର। କେଉଁ କଲେଜ ର
Radhe shyam
Sarsara College
Mo Bhouni ra bhaajan mo jeeban Dhonya
ଜୟ ଶ୍ରୀ ରାଧେ କୃଷ୍ଣ 🙏
So.swite.voice❤🎉❤
Dhany bapa maa dhany shikshak 👏👏👏👏👏👏👍👍👍👍🌹🙏🙏🙏
Bahut Sundar kirtan gauchha bhoni,,mu dinore dasthar to nihati sune,,eby to pura sikhiki anytime gauthae,,❤ bahaut sundar laguchi
😅 0:32
Beautiful voice
ବହୁତ ସୁନ୍ଦର କୀର୍ତ୍ତନ ପରିବେଷଣ ରାଧେ ରାଧେ
Radhe Radhe
❤ ବହୁତ ସୁନ୍ଦର କଣ୍ଠ ସାକ୍ଷାତ ସରସ୍ଵତୀ ମା ବିରାଜ ମାନ କରିଛନ୍ତି ବହୁତ୍ ଆଗକୁ ଯିବ ଜୟ ଜଗନ୍ନାଥ
bahut sundar 🌹🌹🌹jhia
ବହୁତ ସୁନ୍ଦର ରାଧେ ରାଧେ 🙏🙏🤎🤎
बोल भाई प्रेम से..राधे श्याम 🙏 🌹..
ଆଜିର ଦିନରେ ଏମିତି ସଙ୍ଗିତ ଭଉଣି ବହୁତ ଆଗକୁ ଜାଅ
Bahut sundar ବୁହେନ୍, ଏନ୍ତା କଲା ଦେଖେଇ ଦିଅ,
ତୁମର ଭବିଷ୍ଯତ ଉଜ୍ଜ୍ବଳ ମୟ ହେଉ
ବହୁତ ସୁନ୍ଦର ରାଧେ ରାଧେ
My sister good songs
God bless you beta🎉🎉🎉
Maa saraswati tamaku ashirwad karantu .sabu kirtan premi ku
Tradition & culture of Odisha. Jay Jagannath.
ଦିଦି ଦିଦି beautiful performance🎉🎉🎉🎉🎉❤
ଜୟ ଜଗନ୍ନାଥ
ମା ସରସ୍ବତୀଙ୍କ କରୁଣାରୁ ମୋ ସୁନା ଭଉଣୀ ଆହୁରି ଆଗେଇ ଚାଲୁ
🎉
@@OdiaKirtan❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ hu
😊
@@OdiaKirtan9999
Mo bhauniku bhagawan mora sabu ayusha nei taku dei diantu ..ahahin mor prarthana.God bless you my dear cute sister...
ପହିଲା ଆୟୋଜନ କରିଥିବା ସବକୁ ହାର୍ଦ୍ଧିକ ଜୁହାର, ବୁହେନ ତ ଆମର କମାଲ ଆନ୍, ଧନ୍ୟ ତାଙ୍କର ପର୍ତିଭା,,
❤shuvaom❤ kirtaniya bandhumilan collegeya students ko dhanyabad diyaungi lordzrmji
ରାଧେଶ୍ୟାମ
Bahut sundar❤❤❤❤❤❤
କୀର୍ତ୍ତନ ବଞ୍ଚାବାର ଲାଗି ଇଏନ୍ତା ନୂଆଁ ନୂଆଁ ଯୁବ କଳାକାର ଆଗେଇ ଆସୁନ ବହୁତ୍ ବହୁତ୍ ସୁନ୍ଦର
ଜୟ ଶ୍ରୀ କ୍ରିଷ୍ଣା
No. 1 ହଇଛେ ❤❤❤
Mind-blowing sister ❤❤❤❤
Bahut sundar
ବହୁତ ସୁନ୍ଦର ପରିବେଷଣ. ପ୍ରତିଭା ସମ୍ପନ୍ନ ଭଉଣୀ ଙ୍କ ପରିଚୟ ନିଶ୍ଚୟ ଦିଅନ୍ତୁ
ବହୁତ ବଡ଼ିଆ ଗାଈଲେ ଭାଉଣୀ ଧନ୍ୟବାଦ
ବହୁତ୍ ବଢିଆ ଭଉଣୀ....... ଆଗକୁ ମାଡ଼ି ଚାଲ
Very nice video ❤❤❤🎉🎉🎉
Thanks 🤗
Thanks sister very nice voice
So sweet tune
Best of luck beta God bless you.
Best performance
କେଉଁ ସ୍ଥାନ ରେ ଏହା ହେଉଛି ।।। ବହୁତ୍ ସୁନ୍ଦର୍ ଗୀତ ଓ ଅତି ସୁମଧୁର କଣ୍ଠ ଭଉଣୀର ।।।
Radhe Shyam Jhadeswar Mamdirre Hoi Thila
ଝାଡେଶ୍ୱର ମନ୍ଦିର ରେଙ୍ଗାଲପାଲି,Sarsara Panchayat
Super song didi
ଭଉଣୀଙ୍କ ପରିବେଷଣ ଚମତ୍କାର
🎉🎉🎉🎉🎉
Bahut badhiaa
Bohut sundar pogram.❤
Dill khus hi gala
ବହୁତ୍ ବଢିଆ କଣ୍ଠ ସ୍ୱର ବୁହେନ୍ ❤
Really sarsara college namasya. All staff.
ଆଜି ଜୀବନ ଧନ୍ୟ ହୋଇଗଲା ।ମା ସରସ୍ବତୀ ଙ୍କ ସାକ୍ଷାତ ଦର୍ଶନ ମିଳିଗଲା।ଝିଅ ଙ୍କ କଣ୍ଠରେ -ବାଜିଲେ ବଇଁସି ନାଚୁଛି ରାଧା ଗୀତଟି ପ୍ରସ୍ତୁତ କରିବାକୁ ଅନୁରୋଧ ।
ଜୟ ମାଁ ସରସ୍ବତୀ
@@OdiaKirtan😊😊😊😊😊😊😊
😊
😊
Pbsjdo
Nice voice
ଭଉଣୀ ବହୁତ ସୁନ୍ଦର ପରିବେଷଣ କଲେ ଧନ୍ୟବାଦ ଜୟ ରାଧେ
Dhanyabad Sir
ଭଉଣୀ ଅତି ଚମତ୍କାର ପରିବେଷଣ 👌👌👌🥰🥰ରାଧେଶ୍ୟାମ 🙏🏻❤️ମୁଁ ଗୋଟେ କଥା କହିବି,,, କଳା ସଂସ୍କୃତି ଯଦି ବଞ୍ଚିଛି ଆମ ପଶ୍ଚିମ ଓଡିଶା ପାଇଁ 🙏🏻🙏🏻🙏🏻🙏🏻form jagatsinghpur
Radhe Shyam Sir
@@OdiaKirtan ରାଧେଶ୍ୟାମ ଆଜ୍ଞା 🙏🏻🙏🏻🙏🏻
ବିଭୂ କୃପା ସାରା ଜୀବନ ପ୍ରାପ୍ତ ହେଉ। ଅତି ଚମତ୍କାର Performance
Jay Radhe
🌅ପ୍ରଥମେ ମୁଁ ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଗୀତ ଶୁଣି ଖୁସି ଲାଗିଲା ଭାବ ଓ ସ୍ବରରେ ଗାଇଛନ୍ତି, କଲେଜ ର ଯେତେ ଭାଇ ଭଉଣୀ ଶିକ୍ଷକ ଯେତେ କଳାକାର ମାନଙ୍କୁ କୋଟି ନମସ୍କାର, କରୁଛି ଭଗବାନଙ୍କର ଆର୍ଶୀବାଦ କୃପା ଭଉଣୀଙ୍କ ଉପରେ ରହୁ 🦢🙏ଜୟ ଜଗନ୍ନାଥ🙏🙏🙏🌺🌺🌺🐦🐦🐦🐦
ଜୟ ଜଗନ୍ନାଥ ରାଧେ ଶ୍ୟାମ ଆଜ୍ଞା
Ij😢@@OdiaKirtan
ବହୁତ ସୁନ୍ଦର ପରିବେଷଣ ଲୋ ମା ଭଗବାନ୍ କରନ୍ତୁ ତୁମେ ବହୁତ୍ ଆ ଗକୁ ଯା ଅ
Very nice voice .ବହୁତ ସୁନ୍ଦର ପରିବେଷଣ
May God bless you
Radhe Shyam
ବହୁତ ସୁନ୍ଦର ଗାଇଛ ବୁହେନ ଭଗବାନ ତମକୁ ବହୁତ ଦୁର ଆଗକୁ ନଉ ❤❤❤❤
Radhe Krishna
ବୁହେନ ମାନେ କଣ
ଓହଃ କି ଚମତ୍କାର ! ଯେତେ ପ୍ରସଂଶା କଲେ ବି କମ୍ ପଡିଯିବ।
ପ୍ରଥମେ ମୁଁ ଭଉଣୀଙ୍କୁ ଧନ୍ୟବାଦ ଜଣାଉଛି ଏବଂ ମା ସରସ୍ବତୀ ଙ୍କ ଆଶୀର୍ବାଦ ସବୁବେଳେ ଥାଉ ତାଙ୍କ ଉପରେ ଥାଉ ଏହାହିଁ ମୋର ପ୍ରାର୍ଥନା
Jay Radhe
ବହୁତ୍ ବଢ଼ିଆ ପରିବେଷଣ 🙏 ଭଉଣୀ
ହୃଦୟ ପବିତ୍ର ହୋଇଗଲା
ବହୁତ ସୁନ୍ଦର କଣ୍ଠ, ମାଆ ସରସ୍ୱୋତି ତୁମ ଙ୍କୁ ସହାୟ ହୁଅନ୍ତୁ
ବାଃ ବାଃ କେଡ଼େ ସୁନ୍ଦର କଣ୍ଠଦାନ କରିଛନ୍ତି, ସୁର , ତାଳ,ଭାବ ଅତି ବଢ଼ିଆ
ଜୟ ରାଧେ
A@@OdiaKirtan
@@OdiaKirtanlv
ଓଃ ବହୁତ୍ ଚମତ୍କାର, ମହାପ୍ରଭୁ ଜଗନ୍ନାଥ ସବୁବେଳେ ସହାୟ ହୁଅନ୍ତୁ। ଆଗେଇ ଚାଲ।❤❤❤
ଖୁବ୍ ମନଛୁଆଁ ଥିଲା ତୁମର କୀର୍ତ୍ତନ, ଭଉଣୀଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍, ଭଗବାନ୍ ଙ୍କର ଆଶୀର୍ବାଦ ଏହିପରି ବରସୁଥାଉ, ଜୟ ଜଗନ୍ନାଥ
ନାଇସ୍ ସିଷ୍ଟର
🙌🏻Radhe Radhe🙌🏻
Bahut Sundar swara jia agaku gai chala sabu bhagabanka kruparu agaku bahuta bhalheba❤❤❤🎉🎉
ବହୁତ ସୁନ୍ଦର ଓ ମଧୁର ଗୀତ ଗାଇଛନ୍ତି ।ଆଗକୁ ମାଡିଚାଲ ତୁମର ଉଜ୍ଜଳ ଭବିଷ୍ୟତ ଅଛି ।
Radhe Shyam
Nice ଭଉଣୀ 🙏🙏🌹🌹🌹🌹
Amazing Voice...Mind Blowing 👍👍God bless you Sister
Thanks a lot 😊
Bhagabana nka asirbad milu bahut aagakubadhantu
Excellent performance n Very Informative Organised
Thanks a lot
ଭଉଣୀ ବହୁତ ଭଲ ପରିବେଷଣ କରୁଛନ୍ତି ।ଭଗବାନ ତୁମକୁ ଆହୁରି ଆଗକୁ ନିଅନ୍ତୁ
Hare Krishna hare rama❤❤❤❤❤
ବହୁତ ବହୁତ ଧନ୍ୟବାଦ
ବହୁତ ସୁନ୍ଦର ପରିବେଷଣ, Maa ମାଣିକେଶ୍ଵରୀ bless you.
Good country gai Chanti Boni dhanyvad
ଜଗନ୍ନାଥ
ସହଯୋଗୀ ଭାଈ ମାନଙ୍କୁ ଧନ୍ୟବାଦ ❤❤❤❤❤❤❤❤
ରାଧାରାଣୀଙ୍କ ଆଶିର୍ବାଦ ସଦା ସର୍ବଦା ତୁମ ପାଇଁ ଥାଉ ଓ ଏମିତି ରାଧା ନାମ ଧରି ଆଗକୁ ବଢ। ରାଧେ ରାଧେ
ରାଧେ ରାଧେ🙏🙏🙏🙏🙏
Super sa bi upar
ବହୁତ ଭଲ ଗାଉଛୁ ବୁହେନ
Jay Radhe
ମା ସରସ୍ବତୀ ନିଜେ ଗାଉଛନ୍ତି କି? ବାଃ ଚମତ୍କାର ।ଈଶ୍ଵର ତମକୁ ବହୁତ ଆଗକୁ ନେଇ ଯାଆନ୍ତୁ ।
Jay Maa Saraswati
ଅତି ସୁନ୍ଦର, ଆଗକୁ ଆଗକୁ ବଢି ଚାଲନ୍ତୁ l
ବହୁତ୍ ସୁନ୍ଦର ବୁହେନ୍ ବହୁତ୍ ଭଲ ଗାଉଛ
ବହୁତ ଖୁସି ଭଲ 👌👌👌
ଭଉଣୀ ବହୁତ ସୁନ୍ଦର ପରିବେଷଣ 🙏❤️❤️
She is talented singer ❤❤❤ mind-blowing voice 🎉🎉🎉
Radhe Shyam
Sudhiratripathy
बेहतरीन भजन प्रस्तुति सुन्दर गायन शैली विडियो अपलोड धन्यवाद अति सुन्दर गायन शैली धन्यवाद बिटिया विडियो अपलोड धन्यवाद राधे राधे ❤❤🙏🙏♥️♥️
Radhe Shyam Guruji
❤
ବହୁତ ଭଲ ଲାଗୁଛି 🙏 ରାଧେଶ୍ୟାମ
Radhekrishna
Superb beta superb. God bless you.
❤college jhieya❤ gayikanku bharati guru mataji or shuvaom ch diyagalla tks lordzrmji
ଚମତ୍କାର
ଜୟ ଜଗନ୍ନାଥ ହରିବୋଲ ଜୟ ଜଗନ୍ନାଥ
🙏🙏🙏,ସୁନ୍ଦର ସ୍ୱୋର ! 👍🙏
Radhe Shyam
Very good beautiful 🌷🌷🌷🌷🌷💯
Very nice God bless you
ଭଲ ପରିବେଷଣ, ଧନ୍ୟବାଦ
Radhey radhey bol
ସୁନ୍ଦର। ଗଲା ବହୁତ୍ ସୁନ୍ଦର ଭଉଣୀ।thank you
Radhe Shyam🙏
ରାଧେ ରାଧେ
Jay radhe
ଭଉଣୀ ବହୁତ ସୁନ୍ଦର ପରିବେଶଣ କଳେ very nice
Radhe Shyam
Outstanding performance by college student so sweet voice ❤❤❤❤👍👍👍👍
ରାଧେ ଶ୍ୟାମ
ଚମତ୍କାର ପରିବେଷଣ, ଅତି ସୁନ୍ଦର। କେଉଁ କଲେଜ ର
Radhe shyam
Sarsara College
Mo Bhouni ra bhaajan mo jeeban Dhonya
ଜୟ ଶ୍ରୀ ରାଧେ କୃଷ୍ଣ 🙏
So.swite.voice❤🎉❤
Dhany bapa maa dhany shikshak 👏👏👏👏👏👏👍👍👍👍🌹🙏🙏🙏
Bahut Sundar kirtan gauchha bhoni,,mu dinore dasthar to nihati sune,,eby to pura sikhiki anytime gauthae,,❤ bahaut sundar laguchi
😅 0:32
Beautiful voice
Radhe Shyam
ବହୁତ ସୁନ୍ଦର କୀର୍ତ୍ତନ ପରିବେଷଣ ରାଧେ ରାଧେ
Radhe Radhe
❤ ବହୁତ ସୁନ୍ଦର କଣ୍ଠ ସାକ୍ଷାତ ସରସ୍ଵତୀ ମା ବିରାଜ ମାନ କରିଛନ୍ତି ବହୁତ୍ ଆଗକୁ ଯିବ ଜୟ ଜଗନ୍ନାଥ
bahut sundar 🌹🌹🌹jhia
ବହୁତ ସୁନ୍ଦର ରାଧେ ରାଧେ 🙏🙏🤎🤎
Radhe shyam
बोल भाई प्रेम से..
राधे श्याम 🙏 🌹..
ଆଜିର ଦିନରେ ଏମିତି ସଙ୍ଗିତ ଭଉଣି ବହୁତ ଆଗକୁ ଜାଅ
Bahut sundar ବୁହେନ୍, ଏନ୍ତା କଲା ଦେଖେଇ ଦିଅ,
ଜୟ ରାଧେ
ତୁମର ଭବିଷ୍ଯତ ଉଜ୍ଜ୍ବଳ ମୟ ହେଉ
ବହୁତ ସୁନ୍ଦର ରାଧେ ରାଧେ
Radhe Shyam
My sister good songs
God bless you beta🎉🎉🎉
Maa saraswati tamaku ashirwad karantu .sabu kirtan premi ku
Tradition & culture of Odisha. Jay Jagannath.
ଦିଦି ଦିଦି beautiful performance🎉🎉🎉🎉🎉❤
ଜୟ ଜଗନ୍ନାଥ
ମା ସରସ୍ବତୀଙ୍କ କରୁଣାରୁ ମୋ ସୁନା ଭଉଣୀ ଆହୁରି ଆଗେଇ ଚାଲୁ
Radhe Shyam
🎉
@@OdiaKirtan❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ hu
😊
@@OdiaKirtan9999
Mo bhauniku bhagawan mora sabu ayusha nei taku dei diantu ..ahahin mor prarthana.God bless you my dear cute sister...
ପହିଲା ଆୟୋଜନ କରିଥିବା ସବକୁ ହାର୍ଦ୍ଧିକ ଜୁହାର, ବୁହେନ ତ ଆମର କମାଲ ଆନ୍, ଧନ୍ୟ ତାଙ୍କର ପର୍ତିଭା,,
ରାଧେ ଶ୍ୟାମ
❤shuvaom❤ kirtaniya bandhumilan collegeya students ko dhanyabad diyaungi lordzrmji
ରାଧେଶ୍ୟାମ
Bahut sundar❤❤❤❤❤❤
କୀର୍ତ୍ତନ ବଞ୍ଚାବାର ଲାଗି ଇଏନ୍ତା ନୂଆଁ ନୂଆଁ ଯୁବ କଳାକାର ଆଗେଇ ଆସୁନ ବହୁତ୍ ବହୁତ୍ ସୁନ୍ଦର
ଜୟ ଶ୍ରୀ କ୍ରିଷ୍ଣା
No. 1 ହଇଛେ ❤❤❤
Jay Radhe
Mind-blowing sister ❤❤❤❤
Bahut sundar
ବହୁତ ସୁନ୍ଦର ପରିବେଷଣ. ପ୍ରତିଭା ସମ୍ପନ୍ନ ଭଉଣୀ ଙ୍କ ପରିଚୟ ନିଶ୍ଚୟ ଦିଅନ୍ତୁ
ବହୁତ ବଡ଼ିଆ ଗାଈଲେ ଭାଉଣୀ ଧନ୍ୟବାଦ
ଜୟ ଜଗନ୍ନାଥ
ବହୁତ୍ ବଢିଆ ଭଉଣୀ....... ଆଗକୁ ମାଡ଼ି ଚାଲ
Jay Radhe
Very nice video ❤❤❤🎉🎉🎉
Thanks 🤗
Thanks sister very nice voice
So sweet tune
Best of luck beta
God bless you.
Best performance
Radhe Shyam
କେଉଁ ସ୍ଥାନ ରେ ଏହା ହେଉଛି ।।। ବହୁତ୍ ସୁନ୍ଦର୍ ଗୀତ ଓ ଅତି ସୁମଧୁର କଣ୍ଠ ଭଉଣୀର ।।।
Radhe Shyam
Jhadeswar Mamdirre Hoi Thila