🙏🙏🙏JAY JAGANNATH🙏🙏🙏🙏🙏SIR🙏🙏🙏nice tips 🙏🙏🙏PRABHU JAGANNATH NKA KRUPA RU NUAA GHAR AARAMBHA KARICHHI TENU AAPANANK PROGRAM SABU DEKHE THANK YOU SO MUCH SIR 🙏🙏🙏🙏🙏🙏🙏🙏🙏🙏
Gariba loka tie barsa din asile ghara chhapara pain chhana duita paeni. Khoji bule kala polythene tie ghara chhapara kariba pain. Munda genjiba pain jaga tie darkar .se kan bujhiba bastu bichara.
My humble obesensce to all.. don't follow this type of nuisance program.. continue to confidence upon your self..do your duty.. these are having no scientific research data..
ନୂତନ ଗୃହ ନିର୍ମାଣ ଓ ଗୃହର ବାସ୍ତୁ ଦୋଷ ନିବାରଣ ପାଇଁ ବହୁତ ଉପଯୋଗୀ, ମୂଲ୍ୟବାନ ବାର୍ତା, ଦେବୀପ୍ରସାଦ ସାର, ଧନ୍ୟବାଦ 🙏.
Thanks 🙏👍 Om santi ❤
Thank you Nandi ghosa Tv
ବିଶ୍ୱାସ ମୂଳେ ସର୍ବ ସିଦ୍ଧି , ଯେଉଁମାନେ ବାସ୍ତୁ କୁ ବିଶ୍ୱାସ କରନ୍ତି ନାହିଁ ।ସେମାନଙ୍କୁ କୌଣସି ଉପାୟରେ ବୁଝେଇବା ସମ୍ଭବ ନୁହେଁ । ଯେତେବେଳେ ତାଙ୍କର ଅସୁବିଧା ହେବ ଆଉ ସମାଧାନ ର ଉପାୟ କିଛି ମିଳିବ ନାହିଁ ସେତେବେଳେ ସେମାନେ ଦୌଡ଼ିବେ ବାସ୍ତୁ ଭଗବାନଙ୍କୁ ଖୋଜିବାକୁ । ଧନ୍ୟବାଦ୍ 🙏
Jay Jagannath
ବହୁତ୍ ବଢିଆ 🙏🙏🙏
Om santi
Ea Sabu bada badiankara asubidha heuchi
ସାର୍ ନମସ୍କାର
ପ୍ରୃଥିବି ର ବାସ୍ତୁ ଦୋଷ କିପରି ଠିକ୍ କରାଯାଇ ପାରିବ, କେଉଁ ଦିଗରେ କ'ଣ ରହିଲେ କିଛି ଅସୁବିଧା ହେବନି
ଏମାନେ କିଛି କରନ୍ତି ନାହିଁ। ବରଂ ଲୋକଙ୍କ ଅସୁବିଧା ସମୟରେ ଶୋଷଣ କରନ୍ତି।
Hariom prabhuji jay.gurudev jay.jagannath
Sir 🙏🎉 balangir ru dekhuchhu
Right ✅ home Santi
Pranam sir
Om shanti 💚 💚 💚 💚
ବହୁତ ଖୁସି ହେଲି ଭିଡିଓ ଦେଖି thank you sir, and nandighosh tv
ଏକା ତମର ତ ଗୋଟିଏ ଜନ୍ତ୍ର ଅଛି ଆ.....ଉ। ଏମିତି ସୃଷ୍ଟି ରେ ଗୋଟିଏ ଯୋଉଟା କି ତୁମର ଏକା ଅଛି।
Thank you hoom santi
Jindabad Homeshanti
Sir amar bi bahuta samasya achhi apan Jadi Asante bahut bhal huanta
Nandighosa tv and jotirbid nku koti koti pranam
Bastu samasya ru paribara bhagiba bahut bada katha home santi praye opakar karipariba sampurna rupe
ଆପଣଂକର ନିଜର ବାସ୍ତୁ ଠିକ୍ ଅଛି ତ!
ଏ ଚ୍ୟାନେଲ କୁ ଅନୁରୋଧ ଏଭଳି ଅଯଥା ଭିଡିଓ ଦେଖେଇ ଲୋକଙ୍କୁ ସାଇକୋ ପେସେଣ୍ଟ କରନ୍ତୁନାହିଁ 🙏
Tu pagala
କଦଳୀ ପତ୍ର ଖଣ୍ଡେ ମିଳୁନି ଲୋକଙ୍କର ଏମିତି ଅବସ୍ଥା କଥା ଗୁଡାକ କୁହ ସମସ୍ତଙ୍କୁ ସୁହାଇଲା ପରି ଗରିବ ଧନୀ ସମସ୍ତଙ୍କ ପାଇଁ ହଁ ଆଉ ଗୋଟିଏ କଥା ସାର୍ ପ୍ରଥମେ ନିଜ ଘରଦେଖାନ୍ତୁ ଆମେ ଦେଖିବୁ କେତେ thik ଅଛି ତା ପରେ ଆପଣଙ୍କୁ ଆମ ଘରକୁ dakibu 😀
ଏମାନେ ଗୋଟିଏ ଗୋଟିଏ ଡାକୁ 😴ଏମାନଙ୍କ ମାଆ ଭ'ଣୀ ବି ସେଇଆ ☺☺☺☺☺
ଠିକ୍ କଥା କହିଲେ ଆପଣ 🤔👍
🙏🙏
🙏🙏🙏JAY JAGANNATH🙏🙏🙏🙏🙏SIR🙏🙏🙏nice tips 🙏🙏🙏PRABHU JAGANNATH NKA KRUPA RU NUAA GHAR AARAMBHA KARICHHI TENU AAPANANK PROGRAM SABU DEKHE
THANK YOU SO MUCH SIR
🙏🙏🙏🙏🙏🙏🙏🙏🙏🙏
In
ପ୍ଲାଷ୍ଟିକ,ଷ୍ଟିଲ କେଉଁ ବିଜ୍ଞାନୀ ନିର୍ମାଣ କଲେ,ଏବଂ କାହିଁକି ନିର୍ମାଣ କଲେ ?
କେମିତି advice ପାଇବୁ ଆମ ନିଜ ଘର ନାହିଁ, ଭୁବନେଶ୍ବରରେ ଭଡା ଅଛୁ, ଗାଁ ଘର ଏକାଠି ଗଣ୍ଡଗୋଳରେ ଅଛି, ଉପାୟ କୁହନ୍ତୁ
Welcome to Kalahandi.Very nice programme.Everybody should follow it.
Bhai jou jagaku jauchanti sethira after 1 yr feed back tike anantu. It's my kind request to ur honor team.
Thanks for representing.
youtube.com/@cricketinfoofficial5116
Thank you sir jai Jagannath
ବାସ୍ତୁ ଶାସ୍ତ୍ର କୁ ବିଶ୍ୱାସ କରିବା ନିତ୍ୟାନ୍ତ ଆବଶ୍ୟକତା ଅଛି, କାରଣ ପୂର୍ବ କାଳରେ ଅବେମ ଏବେବି ମଧ୍ୟ ପଶ୍ଚିମ ଓଡ଼ିଶାରେ ମାଫସଲ ଗାଁ ମାନଙ୍କରେ ଝାଟି ମାଟିର କୁଡ଼ିଆ ଘର କରୁଛନ୍ତି
ସାର 2ମଝି ବାରଣା2ସିଡିବାରଣାରେ କରିବି ପସିମକୁ ବଢେଇକିକରିବି ଠିକ କି ଭୁଲୁ ସାର ଜଣେଇବ
Thanks
ଶୂଳ ବିଧ ଘର ବୋଲି କହିଲେ କିନ୍ତୁ ପ୍ରତିକାର କହିଲେନି କଣ ପାଇଁ?
Nice 🌹
ଗାଁରେବି ଆଗରୁ ଯାହା ନୀୟମ ଥିଲା ଏବେ ଆଉ ନାହିଁ ।
Pranam sir🙏 home santii au apanka katha tips pura lokanka jiban saili badalei deuchhii 100% sir mu tike apanka presence lava karibaku chahunchhii.
Chhua Bhai,Apananka Om Shanti guideline is very important and helpful to all.May God Bless you.
Susanta patnaik ivitea you plz come Puri CT road
Sir home Santi ku swagat sir ama ghare Kan problem achhi janiparunu kebala loan Kari loan dei ama adha time chaligalani
Guruji apanku koti koti pranam 🙏🏽 mu apank sahita katha hoe paribi ki please Anu mote deantu
Respected Dr Debi Sir, You are not a person, You are a remedial industry of invisible problems..
Quater re bastu kemiti karibe, South facing achhi, North East re ta thakur achhanti,kintu kitchen ti lagiki achhi,kan heba, pratikaar kan karajiba
Good
ତମ ଘର ଚାଲିଲ ଦେଖିବା ।😃ତେମେ କୋଉ ବାସନେରେ ଖାଉଚ ......😂
Bhai ehi ଜିନିଷ dekhile ghara kari habani
@@susantkumarmahapatra2413 ଭାଇ
ନିଜର ଈଷ୍ଟ ଦେବତାଙ୍କୁ ଭରସା କର ।ସବୁ ସେଇ ମଙ୍ଗଳମୟୀ ମାଆ ।
ସବୁ ମଙ୍ଗଳ ହେବ ହିଁ ହେବ ।😨
Listen aga kala re kouthire khauthile janicha? Tamba kansa kadali Patra...Khali vastu nuhe scientific reason b achi...gyana nahi jadi argument karani
Gharatiari purbaru plan deithante
ବଦୁତ ଭଲ ହେଉଛି ଓମ୍ ଶାତି
Jay jagannatha
Sir please mo problem je ama ghare utara purba kona re sidi achi ta kn karibu
🙏🏿🙏🏿👍🏿🙏🏿
Aame nimantrana kale aasibe
ଆମେ କଣ ଶୁଣୁଛୁ ଆପଣଙ୍କ ଘରେ କୁଆଡେ ଖାଲି ମାଟି ପାତ୍ର ବ୍ୟବହାର କରନ୍ତି କୌଣସି ଧାତୁ ପାତ୍ର ବ୍ୟବହାର କରନ୍ତି ନାହିଁ ଲୋକଙ୍କୁ ଖାଲି ଭୁଆଁ ବୁଲାଉଛନ୍ତି ଲୋକଙ୍କୁ ଯେଉଁ କଉଡ଼ି ଦେଉଛନ୍ତି କଣ ପ୍ରକୃତ ଲକ୍ଷ୍ମୀ କଉଡ଼ି?
Very authentic program sir. Thank you sir.
Gariba loka tie barsa din asile ghara chhapara pain chhana duita paeni. Khoji bule kala polythene tie ghara chhapara kariba pain. Munda genjiba pain jaga tie darkar .se kan bujhiba bastu bichara.
Sir, aau kahaku samasya katha patharantuni, jetiki chithi galani semananka gharaku kebe jibe bhabantu. Lokamane chahin chahin aakhi ru nida hajilani
Good 👍
🤣🤣🤣😜😜😜ତେଲ ଅଧିକ ହେଲେ ମୁଣ୍ଡରେ ମାରି ..... ମାରି ବାକୁ ଇଛା ହୁଏ
*North-East/West ଦିଗକୁ ଉପର ଛାତ ବାଡେଇ ହେଇ ପାରିବ କି*
Welcome sir my home
ଏର୍ନଜି ଲାଇଟ ଠିକ୍ କାମ କରୁଛି ନା ଲୋକଂକ ଠାରୁ ପଇସା ନେବାକୁ ବାଟ କରା ହେଉଛି।
They all are collect Mony from simple person.
Gariba loka apananku dakibananhi ki paisa dei pariba nanhi ki tara bastu dosa
Rahiba nanhi
I also like this show
Mu sabu bele deke
I watching ur video every day love you sir
Love you too bulu
Sir can you please come to jagatsinghpur
This person bathed to odisha people in blind belive
Gd evening
Sir L category pain kana bastu sastra re kichi acchi
👍apana nka number deantu
North east re toilet, Bathroom karibaku kemiti advice dauchanti.....worng.
Mu Lekhi ki pathei thili kichhi ansar deleni
Sir, can you please come to Bhilai Chhattisgarh to remove our troubles?
Yes yes
I am always ready to go. Please tel me to know about your problem
Please we'll come to my house
At 3.45 your telling to construct Toilet and bathroom in north east Corner . Bhai how is this possible Eshan Kona re Toilet ?
ଟାଉଟର ଗପ , ଫାଲତୁ କଥା , ଲୋକଙ୍କ ମାଇଣ୍ଡ ଖରାପ କରୁଛନ୍ତି।
So perfect.
@@arunprasaddash1399 youtube.com/@cricketinfoofficial5116
youtube.com/@cricketinfoofficial5116
My humble obesensce to all.. don't follow this type of nuisance program.. continue to confidence upon your self..do your duty.. these are having no scientific research data..
youtube.com/@cricketinfoofficial5116
South West ନୈରୁତ ରେ ପରା ଶୋଇବା ଘର ରହିବା କଥା, ସିଡି କେମିତି ରହିବ? ବିଭିନ୍ନ ଜାଗାରେ ବିଭିନ୍ନ କଥା କହୁଛନ୍ତି, ଠିକ୍ ରେ କୁହନ୍ତୁ
ବାସ୍ତୁ ଉପଦେଶ ନା ନନ୍ଦିଘୋଷ TV ର ପ୍ରଚାର ?
Thik katha
କେବଳ ଆମର କର୍ମ ଆଉ ବ୍ୟବହାର ହିଁ ଆମର ଭାଗ୍ୟ ନିର୍ଦ୍ଧାରଣ କରେ ଆଉ ସଂସ୍କାର ଆମକୁ ସବୁବେଳେ ଭଗବାନଙ୍କ ଅର୍ଶିବାଦ ପ୍ରଦାନ କରେ.... ଲକ୍ଷ୍ମୀ ଙ୍କ ଅର୍ଥ ହେଲା ଲକ୍ଷ ସ୍ଥଳରେ ପହଞ୍ଚି ପାଇଁ ଆମର କଠିନ ପରିଶ୍ରମ ଆଉ ପରିଶ୍ରମ ମାନେ ନାରାୟଣ ବିନା ପରିଶ୍ରମ ରେ ନାରାୟଣ ମିଳନ୍ତି ନାହିଁ ଆଉ ଯେଉଁଠି ନାରାୟଣ ନଥାନ୍ତି ସେଠାରେ ମାଆ ଲକ୍ଷ୍ମୀ କେମିତି ରହିବେ ବାସ୍ ଏତିକି କଥା
ବାସ୍ତୁ ଶାସ୍ତ୍ର ର ମହତ୍ତ୍ୱ ଅସାଧାରଣ କିନ୍ତୁ ବଡ କଥା ହେଲା ଆମ ସଂସ୍କାର ବ୍ୟବସ୍ଥା , ବ୍ୟବହାର
Gotae roomre tinoti door rokhile kan hebo please kohibe
Sir,home,shanti,keteabela,,deauchi,keaudina,deauchi
Goodmorning sir,apanaaka mob-no ti paile mu mo gharabisayare katha huanti.
Sabu puruna kuta badalei hebani pratikara kuhantu
How to call home Shanti team ????
5 lakh rupee rakhi ki dakantu.
How I call your team
🤤🤤🤤
Vastu sir !! Excuse me first. Apananka fees kete ??
How will we contact with you ?
Sabu michha
Kichikama desh nahiki sale
Thank sir .good advise
Sir🙏
Apana nka whats app number tike diantu