ନବୀନ ପଟ୍ଟନାୟକଙ୍କ ମିମିକ୍ରିର ଭାରି ଡିମାଣ୍ଡ | Naveen Patnaik Mimicry in Demand Comedian Pragyan Khatua
HTML-код
- Опубликовано: 14 окт 2024
- #comedy #mimicry #naveenpatnaik
“ଅଭିନୟରେ ମୁଁ ଅନେକ ଲୋକଙ୍କ ମିମିକ୍ରି କରେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବତାର ଆଉ ତାଙ୍କ ମିମିକ୍ରିକୁ ଦର୍ଶକେ ବେଶ୍ ପସନ୍ଦ କରନ୍ତି। ତେଣୁ ମୁଁ ଯେଉଁଠିକୁ ଅତିଥି ହୋଇ ଯାଏ ମୁଖ୍ୟମନ୍ତ୍ରୀଙ୍କ ମିମିକ୍ରି ପ୍ରଥମ ଡିମାଣ୍ଡ ଥାଏ”, ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ କହିଛନ୍ତି ଜଣାଶୁଣା କମେଡିଆନ୍ ପ୍ରଜ୍ଞା ରଞ୍ଜନ ଖଟୁଆ। ଦେଖନ୍ତୁ ଭିଡିଓ।
L I K E || S H A R E || S U B S C R I B E
News Website: www.odisha.live
Facebook: / odishalive
RUclips: / odishalive
Twitter: / odishalive
Instagram: / odishalive
Click the 'bell' icon and Subscribe!
The Event/production is a creation of OdishaLIVE.
---
An OdishaLIVE Web Production.
www.odisha.live
(A Web Initiative of Academy for Media Learning Private Limited)
A/23, (Ground Floor) Surya Nagar, Near Hotel Venus,
Governor House Road, Bhubaneswar - 751003 (Odisha).
Produced and broadcast in public interest.
Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.
ପ୍ରଜ୍ଞା ଭାଇଙ୍କ ଅନୁକରଣ , ଅନୁଧ୍ୟାନ ସମ୍ପର୍କରେ ଯେଉଁ ଆଲୋଚନା ... ସେହି ଅଂଶ ବହୁତ ଭଲ ଲାଗିଲା ।
Jay jagannath 🙏
ପ୍ରଜ୍ଞା ଙ୍କ କମେଡି ଅତି ସୁନ୍ଦର ପୁରା natural ❤️👌
ପ୍ରଜ୍ଞା ଭାଇଙ୍କ କମେଡି ବହୁତ୍ ଭଲ ଲାଗେ 😊
Thanks to Prajnaa Bhai for his good comedy.
Excellent 👍👍👍
ପ୍ରଜ୍ଞା ଓ ଶଙ୍କର ଦୁଇ ଜଣ ସବୁଠାରୁ ଭଲ ଟ୍ୟାଲେଣ୍ଟେଡ୍ କମେଡିଏନ।।
best comedy artist of odisha prangya&sankar 👍👍🙏🙏
Komedy ka badshah hai aap....🥰🥰
Pragnya Bhai badhia comedy karanti😂😂😂 Pragnya Sankara Bhai Jodi Besi😂😂😂
ବହୁତ ଭଲ ପ୍ରଜ୍ଞାନ ଭାଇ ଆଉ ଶଙ୍କର ଭାଇ ଓଡ଼ିଶାର ବହୁତ ଭଲ ଅଭିନୟ କରିଛନ୍ତି
Correct pragya bhai
ପ୍ରାଜ୍ଞ୍ୟା ବାବୁ ଟ୍ୟାଲେଣ୍ଟେଡ ହାସ୍ୟ ଅଭିନେତା. 👍👍👍
ଟାଲେଣ୍ଟ ଗଲା ତେଲ ଆଣିଆକୁ AI ଆସିଲା ଏ ମିମିକ୍ରୀ କୁ କିଏ ପଚାରୁଛି 😂😂😂
ଆଉ ମୀମିକ୍ରୀ ଅର୍ଟିଷ୍ଟ ଙ୍କୁ କେହି ପଚାରିବେ ନାହିଁ ।
କମେଡି artist comedy କର , ଇଆଡ଼େ ଶିଏଡେ ପସିବୁ ନାମ ନବୁ
ଜୟ ଶ୍ରୀ ରାମ ଜୟ 🙏💞💐🌹🌷🥀🎉✨👌
Pragyan brother ❤️ and sankar brother you are my favourite comedian actors, l love you brother ❤️❤️❤️❤️🙏💯👏👍❤️❤️❤️❤️❤️❤️
ବୁଢ଼ୀ ଭୂମିକା ଟା ନବୀନା ଠୁ ବଢ଼ିଆ ଲାଗୁଚି।
ପ୍ରଜ୍ଞା ବାବୁ ଏବେ ଆପଣଙ୍କ ପାଇଁ ବହୁତ୍ ସୁଯୋଗ ଅଛି ବିଜେଡି ରେ ପାଣ୍ଡିଆ ସହ ଯୋଗାଯୋଗ କର ସେଥି ନବୀନ ବାବୁ ଙ୍କ ଭଏସ ଦରକାର।
Gifted comedian of God.🎉
If u translate odia to english these kind of misphrases will come out
Nice Prajna bhai😊😊
Super broo😃👌
ପ୍ରଜ୍ଞା ଭାଇ ମୋର ସବୁଠୁ ବେଶୀ ପସନ୍ଦର ଓଡ଼ିଆ comedian
Pragyan Bro. ..very very talented artist
Nice praghya bhai ..praghya ,shankar jodi best
Best comedy artist of odisha PRAGYAN🙏 JAI Shree Krishna 🙏
You are the best comedian
You are the source of laughing for others..👌👌
❤voice of Great CM of World
Jaya Jagannatha Jaya Sundar Kamedi Abhinayapi Asesh Asesh Dhanyabad
Pragyan a very nice person .
Excellent performance sir 💯
Congratulations pragyan bhai
Congratulations sir pragyan babu
Super
You are an amazing comedian 😊 superb prajna bhaina your comedy is great
Good consistence brother ❤
You are the best ❤️
ମୋ ଭାଇ
Good Comedian in all respect.
Jay Jagarnath🙏🙏
Budha budi role sabuthu badhia.❤
GOD GIFTED TALENT
Mr nonsense ର new episode କେବେ ଆସିବ ପ୍ରଜ୍ଞାନ ଭାଇ ତମର ମୋର ଫେଭରେଟ୍ ଏପିଶୋଡ
Best of the super comedy artist 👍👍👍👍👍👍👍🙏🙏🙏🙏🙏🙏🙏🙏🙏🙏
Jay jagarnath
Very nice interview
Supar
Beautiful comedy
Great
Lv u maitre 💞🥰♥️🙏
Bahut uncha kalakar ❤ jai jagannath apanku sustha rakhantu.
Bina double meaning Katha re success comedian
Pandian ୩ଟା ନବୀନ ପଟ୍ଟନାୟକ ରଖିଛି
ରେକଡ୍ କରିକୀ ପାଣ୍ଡିଆନ କୁ ଦିଅ ସେ ଲୋକଙ୍କୁ ବୋକା ବନେଇବ।
Haa😂😂😂
Mr. Pragyan is comedian no. A1
Best better best.countineu
ପାଣ୍ଡୁ ଖଣି ଲୁଟିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛି।
Natural comedian
My best comedian
😂😂😂😂😂
😂😂❤ super comidyan
Very nice
👌👌👌
Thenku🎉agaku chalo Allah yek he sab ka
Aponkor mimi kri bholo lage
Very good bhai
ଆପମାନେ ଖୁସି ତ
ପ୍ରଜ୍ଞା ଭାଇ ତମ ପାଖରେ ପାଣ୍ଡିଆର ବୋହୁତ୍ କାମ ପଡିବ।
ଏଣିକି ରେକଡ଼ିଂ କରିକି ନିର୍ବାଚନ ସଭାରେ ନବୀନ୍ ପଟ୍ଟନାୟକଙ୍କ ସନ୍ଦେଶ ପଠା ହବ। "ମୁଁ ମୋ ସେକ୍ରେଟାରୀ ପାଣ୍ଡିଆ ବାବୁ ଙ୍କୁ ପଠାଇଛି" । ଯହା କହିବ ସେଇଆ ମିଳିବ ଭବିଷ୍ୟତରେ.... ଭଲ ପେମେଣ୍ଟ୍ ଦେବେ ନିଶ୍ଚିତ...
I love prangyan bhai
Super
Best
👍👍
Prangya is the best comedian in odia industry
Pragya bhai ❤❤❤😂😂
5:16 😂😊
Mr. Pragyna don't give any interview to such an anchor.......u r such a great artist.
Pragyan bhai jane down to earth person chotto anchor hau ba bada anchor hau tanka aagare sabu Saman.❤
@@BNB164 thik je hele .......
ODIYA RAJU SHRIVASTAV
Thanks for Ratha Babu for your program.
4:23 😂
Old woman role than Navin is better.
6:10 😂
Pragya sir telling correct
pandian has used this voice
ଗୋଟେ ସୈତାନ, ବେଈମାନର ମିମିକ୍ରି ଛାଡ଼ନ୍ତୁ 🎉
ନବୀନ ର ଏକ୍ସପାଇରି ଡେଟ୍ ଆସିଗଲା ଆଉ ନବୀନ ର ମିମିକ୍ରି କରିବାକୁ ପଡ଼ିବ ନାହିଁ।
Be ready
ମୁଁ କରିନାହିଁ ହୀରାକୁଦ ବନ୍ଧ
ମୁଁ କରିନାହିଁ ରାଉରକେଲା ଇସ୍ପାତ କାରଖାନା
ମୁଁ କରିନାହିଁ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର
ମୁଁ କରିନାହିଁ ଢେଙ୍କାନାଳ nalco
ମୁଁ କରିନାହିଁ ଦାମାନଯୋଡି nalco
ମୁଁ କରିନାହିଁ ପାରାଦ୍ୱୀପ ବନ୍ଦର
ମୁଁ କରିନାହିଁ ପାରାଦ୍ୱୀପ ସାର କାରଖାନା
ମୁଁ କରିନାହିଁ ତାଳଚେର ୟୁରିଆ କାରଖାନା
ମୁଁ କରିନାହିଁ ଭଦ୍ରକ ଫେକର
ମୁଁ କରିନାହିଁ ବାଲେଶ୍ଵର ବିର୍ଲା ଟାୟାର
ମୁଁ କରିନାହିଁ ମଞ୍ଚେଶ୍ୱର ରେଳଡବା କାରଖାନା
ମୁଁ କରିନାହିଁ ଚିପିଲିମା ବିଦ୍ୟୁତ ପ୍ରକଳ୍ପ
ମୁଁ କରିନାହିଁ ବାଲିମେଳା ବିଦ୍ୟୁତ ପ୍ରକଳ୍ପ
ମୁଁ କରିନାହିଁ ଅପର ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପ
ମୁଁ କରିନାହିଁ ରେଙ୍ଗାଳୀ ବିଦ୍ୟୁତ ପ୍ରକଳ୍ପ
ମୁଁ କରିନାହିଁ ଅପର କୋଲାବ ବିଦ୍ୟୁତ ପ୍ରକଳ୍ପ
ମୁଁ କରିନାହିଁ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ
ମୁଁ କରିନାହିଁ ହଦଗଡ ନଦୀବନ୍ଧ
ମୁଁ କରିନାହିଁ ସୁବର୍ଣ୍ଣରେଖା ନଦୀବନ୍ଧ
ମୁଁ କରିନାହିଁ ମିଗ ବିମାନ କାରଖାନା
ମୁଁ କରିନାହିଁ ଇବ ତାପଜ ବିଦ୍ୟୁତ କେନ୍ଦ୍ର
ଇତ୍ୟାଦି ଇତ୍ୟାଦି
■■■■■■■■■★★★■■■■■
ମୁଁ ବନ୍ଦ କରିବାର ସୁଯୋଗ ପାଇଛି
OTM ଲୁଗା କଳ
କେନ୍ଦ୍ରାପଡା ଗାମୁଛା
ଖୋର୍ଦ୍ଧା ଗାମୁଛା
ବାରିପଦା ଗାମୁଛା
କଟକ ଚିନିକଳ
କେନ୍ଦ୍ରାପଡା ଚିନିକଳ
ବଡଚଣା ଚିନିକଳ
ଢେଙ୍କାନାଳ ଚିନିକଳ
ଆନନ୍ଦପୁର ଚିନିକଳ
ମାଲକାନଗିରି ଚିନିକଳ
କୋରାପୁଟ ଚିନିକଳ
ନବରଙ୍ଗପୁର ଚିନିକଳ
ବଲାଙ୍ଗୀର ଚିନିକଳ
ପୋଡ଼ ବାହାଲ ଚିନିକଳ
ବଉଦ ଚିନିକଳ
ଭଞ୍ଜନଗର ଚିନିକଳ
ଗଞ୍ଜାମ ଚିନିକଳ
ପୁରୀ ଚିନିକଳ
ନୟାଗଡ ଚିନି କଳ
ଭଦ୍ରକ ଚିନିକଳ
ଯାଜପୁର ଚିନିକଳ
ବସ୍ତା ଚିନିକଳ
ବାରିପଦା ଚିନିକଳ
ଧାନମଣ୍ଡଳ ଝୋଟକଳ
କୋଣାର୍କ ଟିଭି
ଇଡିକଲ ସିମେଣ୍ଟ
ମୁଁ ବନ୍ଦ କରିଛି ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ, କଳିଙ୍ଗନଗର ର ଷ୍ଟିଲ ପ୍ଳାଣ୍ଟ
ଇତ୍ୟାଦି ଇତ୍ୟାଦି
■■■■★★★★■■■■
ଓଡ଼ିଶାବାସୀଙ୍କୁ ଦେଇଛି
ରାସନ ଚାଉଳ ରେ ୨ଟଙ୍କା ସବ୍ସିଡ
ଛତା ଯୋଜନା
ଜ୍ୟୋତା ଯୋଜନା
ସାଇକେଲ ଯୋଜନା
ପିଠା ଯୋଜନା
କାଳିଆ ଯୋଜନା
ବଳିଆ ଯୋଜନା
ହରିଶ୍ଚନ୍ଦ୍ର ଯୋଜନା
ମମତା ଯୋଜନା
ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା
ଇତ୍ୟାଦି ଇତ୍ୟାଦି
■■■■★★★★■■■■
କେନ୍ଦ୍ର ସରକାର ଦେଇଛନ୍ତି
ଜାତୀୟ ରାଜପଥ ଯୋଜନା
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା
ସର୍ବଶିକ୍ଷା ଯୋଜନା
ମଧ୍ୟାହ୍ନ ଭୋଜନ ଯୋଜନା
ଅଙ୍ଗନବାଡି ଯୋଜନା
ଖାଦ୍ୟ ସୁରକ୍ଷା ଯୋଜନା
ଗ୍ରାମ୍ୟ କଂକ୍ରିଟ ସଡ଼କ ଯୋଜନା
ପ୍ରଧାନମନ୍ତ୍ରୀ ଆବାସ ଯୋଜନା
ଉଜ୍ଵଳା ଯୋଜନା
କୃଷକ ସମ୍ମାନନିଧି ଯୋଜନା
ଫସଲ ବୀମା ଯୋଜନା
ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା
ଜନଧନ ଯୋଜନା
ଇତ୍ୟାଦି ଇତ୍ୟାଦି
■■■★★★★★■■■■■
ତଥାପି ମୁଁ ପଚିଶ ବର୍ଷ ଧରି କ୍ଷମତାର କେନ୍ଦ୍ର ବିନ୍ଦୁରେ ବସିଛି ! ମୋ ଶାସନ କାଳରେ ଶହ ଶହ ଦୁର୍ନୀତି ଭ୍ରଷ୍ଟାଚାର ଘୋଟାଲା ହୋଇଥିଲେ ମଧ୍ୟ ମୋ ଉପରେ ଅଧିକ ବିଶ୍ୱାସ କରିବା ଏଇଟା ହେଉଛି ରାଜ୍ୟ ବାସୀଙ୍କର ସରଳ ବିଶ୍ୱାସ ! ଲକ୍ଷ ଲକ୍ଷ ଯୁବକ ମାନଙ୍କୁ ଅନ୍ୟ ରାଜ୍ୟରେ ଦାଦନ ଶ୍ରମିକ ହୋଇ କାମ କରିବାକୁ ବାଧ୍ୟ କରିଥିଲେ ମଧ୍ୟ ତଥାପି ମୋତେ ବାରମ୍ବାର ନିର୍ବାଚିତ କରିବାର ରଣ କୌଶଳ ତିନି ମହଲାରେ ବସୁଥିବା ସଚିବ ମାନଙ୍କୁ ଯଥେଷ୍ଟ ଜଣା ! କେମିତି ଉପାଧି କିଣି ବିଶ୍ୱ ରେକର୍ଡ କରାଯାଇ ପାରିବ ତାହାର ଫର୍ମୁଲା ମୋ ସଚିବ ମାନଙ୍କୁ ଜଣା ! ସେଥିପାଇଁ ତ
ମୁଁ ବିଶ୍ୱସ୍ତରୀୟ ମୁଖ୍ୟମନ୍ତ୍ରୀ
ମୁଁ ଆଦର୍ଶ ମୁଖ୍ୟମନ୍ତ୍ରୀ
ମୁଁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ
ମୁଁ ଏକ ନମ୍ବର ମୁଖ୍ୟମନ୍ତ୍ରୀ
Kain hairan hauchhu
Love you bhai
Nabin ha tao
Be alart
ଉଚ୍ଚ ପଦସ୍ଥ ରାଜନୀତିଜ୍ଞ ଙ୍କ ମିମିକ୍ରି କରି କିଛି ଲୋକ ଜେଲ ର ଚକ୍କି ପେଲିଛନ୍ତି 😂
Pragyan voice suneile pandiyan
Mudi ra comedi tk kara pargnya bhai
ଯାହା ତ ମିମିକ୍ରି କରୁଚ 😮😂😂
No compare with pragya,shankar ,tatwa Prakash
Tome jone bholo actor...bhul re b political procharo ku jibeni
Kalia yojana
Pragyan nka comedy ra tulana nahi
ମାମୁଁ ଙ୍କ ଫୋନ ରେ ତୁମର ନମ୍ବର ନଥିଲା ବୋଧେ
Are Ologa number re call korithibe 😂😂😂
ଏବେ ବେପାର ସରିଲା
Puri sebayat mane mane kotipoti upre video
BJD
Hauni
Chasi manuku .,.....