ମୂର୍ତ୍ତି ପାଲଟିଲା ସ୍ମୃତି | Man Crafts Silicon Statue of Beloved Wife in her Memory
HTML-код
- Опубликовано: 9 окт 2024
- #Odisha #Berhampur #Siliconstatue
ସେ କଥା ସିନା କହୁ ନାହାନ୍ତି, କିନ୍ତୁ ପାଖରେ ଅଛନ୍ତି। ପୂର୍ବଭଳି ଡ୍ରଇଁରୁମ ସୋଫାରେ ବସି ସ୍ଵାମୀଙ୍କ ଫେରିଲା ବାଟକୁ ପ୍ରତିଦିନ ଚାହିଁ ରହୁଛନ୍ତି। ସ୍କୁଲ ଗଲାବେଳେ ପୁଅ, ଝିଅ ତାଙ୍କୁ ଗେଲ କରୁଛନ୍ତି। ନୂଆ ଶାଢ଼ି, ହାତରେ ଚୁଡ଼ି ପିନ୍ଧାଇ ମା’ଙ୍କୁ ସଜାଇ ଦେଉଛି ଝିଅ। କିରଣ ଆଉ ଦୁନିଆରେ ନାହାନ୍ତି ସତ ହେଲେ ତାଙ୍କ ପ୍ରତିମୂର୍ତ୍ତି ଅଭୁଲା ସ୍ମୃତି ସାଜି ପରିବାରକୁ ଖୁସି ଫେରାଇ ଆଣିଛି। ବ୍ରହ୍ମପୁରର ପ୍ରଶାନ୍ତ ନାୟକଙ୍କ ପରିବାରରେ ଦେଖିବାକୁ ମିଳିଛି ଭଲପାଇବାର ଏଭଳି ନିଆରା ନିଦର୍ଶନ। ଦେଖନ୍ତୁ ଭିଡିଓ।
Join this channel to get access to perks:
/ @odishalive
L I K E || S H A R E || S U B S C R I B E
News Website: www.odisha.live
Facebook: / odishalive
RUclips: / odishalive
Twitter: / odishalive
Instagram: / odishalive
Click the 'bell' icon and Subscribe!
The Event/production is a creation of OdishaLIVE.
---
An OdishaLIVE Web Production.
www.odisha.live
(A Web Initiative of Academy for Media Learning Private Limited)
A/23, (Ground Floor) Surya Nagar, Near Hotel Venus,
Governor House Road, Bhubaneswar - 751003 (Odisha).
Produced and broadcast in public interest.
Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.
A story packed with powerful emotions.
This actually proves that Love is eternal
ଜୀବନର ଏକ ନିଆରା ସ୍ମୃତି। ସୁନ୍ଦର ଉପସ୍ଥାପନା।
Really
Good Story
Very nice👌
Nice
ଦୁଃଖ ଓ ଭଲପାଇବାର ନିଆରା ପାରିବାରିକ କାହାଣୀ।
Heart Warming 😢❤
ଭଲପାଇବାର ଏକ ନିଆରା ନିଦର୍ଶନ
Absolutely