Special Story | Ganjam Residents Allege Irregularities In Electricity Bill

Поделиться
HTML-код
  • Опубликовано: 30 июл 2024
  • Special Story | Ganjam Residents Allege Irregularities In Electricity Bill
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 786

  • @attitudeboyraj7686
    @attitudeboyraj7686 2 года назад +175

    ୩ଟି ବଲ୍ କୁ ଟାଟା କମ୍ପାନୀ ୩ଟି rice ମିଲ୍ ଭାବି ନେଇଥିବ .. ଆଉ ଲକ୍ଷାଧିକ ଟଙ୍କା ବିଲ ଦେଇଥିବ 😁

  • @akupatro8802
    @akupatro8802 2 года назад +140

    ଟାଟାର ଲାଇସେନ୍ସ ରଦ୍ଧ କରାଯାଉ।
    ଏହା ଓଡ଼ିଶା ସରକାରଙ୍କୁ ଓଡ଼ିଶାବାସୀ ତରଫରୁ ଅନୁରୋଧ।

  • @s.pmohanty981
    @s.pmohanty981 2 года назад +126

    ନିଜ ଭାତ ହାଣ୍ଡି କୁ ପରକୁ ଟେକି ଦେଲେ ଏଇ ଅସୁବିଧା ହୁଏ.

  • @lukeshpanchabhaya8776
    @lukeshpanchabhaya8776 2 года назад +127

    ଏଥିପାଇଁ ସରକାର ଉଚିତ କାର୍ଯ୍ୟାନୁଷ୍ଠାନ କରିବା ଦରକାର । ନଚେତ ଏମାନେ ଆମଭଳି ନିରିହ ଓ ଗରିବ ଲୋକଙ୍କୁ ଲୁଟିକି କଙ୍ଗାଳ କରିଦେବେ । ଧନ୍ୟବାଦ 🙏

  • @veraityvlogsanjaya8055
    @veraityvlogsanjaya8055 2 года назад +258

    ଟାଟାର ଲାଇସେନ୍ସ ରଦ୍ଧ କରାଯାଉ ମାଗିହା ସରକ।ର କୁ ବି ଚେଞ୍ଜ କରିବା ଦରକାର

  • @binaykumarojha4435
    @binaykumarojha4435 2 года назад +63

    ଓଡ଼ିଶ। ସରକାର ସବୁଥିରେ ୧ନମ୍ବର କିନ୍ତୁ ଏହି କାମରେ କେତେ ନମ୍ବର ?

  • @Commonmanvlogs2023
    @Commonmanvlogs2023 2 года назад +47

    Tata company ର ସାରା ରାଜ୍ୟରେ amiti ପରିସ୍ଥିତି, କେଉଁଠି ବି ଠିକ୍ ଟାଇମ୍ ରେ reading କରୁନାହାନ୍ତି କି ବିଲ ଆଦାୟ କରୁନାହାନ୍ତି ଦୟାକରି ସରକାର ଦୃଢ଼ ପଦକ୍ଷେପ ନେବାକୁ ଅନୁରୋଧ 🙏🙏

  • @Kuna599
    @Kuna599 2 года назад +47

    Tata company କୁ ଓଡିଶା ରୁ ହଟା ଯାଉ. ବହୁତ ବଡ଼ ବଦମାସ company. ବହୁତ ଲୁଟୁଛି ସେ company. ମୋ bill cesu ଥିବା ବେଳେ 150 କିନ୍ତୁ tata ଆସିଲା ପରେ 700+ ଆସୁଚି.
    ବାଳ company ଆସିଚି ଆମକୁ ଲୁଟିବାକୁ 😡😡😡😡.

  • @mognaamonaaa1491
    @mognaamonaaa1491 2 года назад +40

    ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ଏ ବିଷୟରେ ଟିକେ ଅବଗତ କରାନ୍ତୁ କମ୍ପାନୀ ମାନଙ୍କୁ 4 ବର୍ଷ ପାଇଁ ବିକ୍ରି କରିବା ନିଶା ନିଶ୍ଚୟ ଛାଡ଼ିଯିବ

    • @jagadishsahoo7192
      @jagadishsahoo7192 2 года назад +3

      ନବୀନ ସାଧୁ କିଛି ଜାଣିନାହାନ୍ତି ନୁହେଁ 😂

    • @good5496
      @good5496 2 года назад

      ସତ କଥା

    • @sudhansupatel3038
      @sudhansupatel3038 2 года назад

      Are murkha ata navin pattnaik nilami kare

  • @barunakumarnayakbarunakuma7647
    @barunakumarnayakbarunakuma7647 2 года назад +34

    ଆଗରୁ ଯେଉଁଠି 200 ବିଲ୍ ଆସୁ ଥିଲା ଟାଟା ପାୱାର ଆସିଲା ପରେ ଏବେ 350 ଟଙ୍କା ଆସୁଛି

    • @nilupalita4698
      @nilupalita4698 2 года назад

      Mora bill 450 jagare ebe asuchhi 1200 + tanka

  • @binaykumarojha4435
    @binaykumarojha4435 2 года назад +70

    ଶକ୍ତି ମନ୍ତ୍ରୀଙ୍କର କେତେ % କମିଶନ୍ ଆଜ୍ଞା ଟିକେ ଜଣେଇବେ କି?

  • @jyotiranjannayakvlogs367
    @jyotiranjannayakvlogs367 2 года назад +23

    ₹200 bill ku tata power ₹300 karuchi ଯିଏ ବି bill ଦେବାକୁ ଆସୁଛି ଧରିକି କୁଟ ସବୁ ଠିକ ହେଇଯିବ 🤬

  • @jitu9955
    @jitu9955 2 года назад +39

    ଶଳା TATA POWER କୁ କଣ LOAD CALCULATE ଜଣା ନାହିଁ ଶଳା 3 ଟା FAN ରେ 5 ଲକ୍ଷ 😃😃

    • @satyabratapattnayak4664
      @satyabratapattnayak4664 2 года назад +1

      😀😀

    • @Amiya8
      @Amiya8 2 года назад +1

      1100 tanka bhi bahut laguchhi

    • @jitu9955
      @jitu9955 2 года назад +2

      ଶଳା ସରକାର elecric Department କୁ TATA power ହାତରେ ଟେକି ଦେଲା
      ବର୍ତ୍ତମାନ ଯଉ P. M କହୁଛି ଏୟାରପୋର୍ଟ ଆଉ ପାରାଦୀପ port private ଦେବ boli
      ସେତେ ବେଳେ କୁ ଫାଟୁଛି

    • @vicky...07111
      @vicky...07111 2 года назад

      @@Amiya8 mate bi kn bhaj 3 ta bulb re 1148 impossible .

    • @gyananayak4549
      @gyananayak4549 2 года назад

      Right bro

  • @Mymemories2.0
    @Mymemories2.0 2 года назад +15

    ମାଗିଆମାନେ ସମସ୍ତଙ୍କ ଠାରୁ ଲୁଟୁଛନ୍ତି

  • @manaspradhan823
    @manaspradhan823 2 года назад +21

    ଚାଇନା ମିଟର କମାଲ

  • @SKumar-rb1tz
    @SKumar-rb1tz 2 года назад +36

    Register a case against the Tata power in consumer court without any delay.

  • @sureshchpainter.subscribe8578
    @sureshchpainter.subscribe8578 2 года назад +18

    ଏ ସଳା ମାନେ ମାଡ ଦରକାର

  • @ranilnayak7634
    @ranilnayak7634 2 года назад +39

    ସମସ୍ତଙ୍କ ମିଟର କଣ ଏକାବେଳକେ ଖରାପ ହୋଇଗଲା?

  • @rajaeshkaliahataram2683
    @rajaeshkaliahataram2683 2 года назад +4

    ଏଭଳି ସରକାର ଙ୍କୁ ଧନ୍ୟ ତାଙ୍କ ରାଜନୀତିକୁ ବି ଧନ୍ୟ,, ସମଗ୍ର ଓଡ଼ିଶା ବାସୀ ଏଥିରେ ସୋଷିତ ହେଇଚୁ ଆମେ

  • @sangamaifarming
    @sangamaifarming 2 года назад +7

    Tata pawer go back ସବୁ ଜାଗାରେ ଏମିତି ହେଉଛି

  • @bajarangigaming823
    @bajarangigaming823 2 года назад +9

    ମୁଁ ସବୁ ଓଡ଼ିଶା ବାସୀଙ୍କୁ ଅନୁରୋଧ କରୁଛି ମିଟର କୁ ବନ୍ଦ କରି ଡାଇରେକ୍ଟ କରେଣ୍ଟ ନିଅ ଯୋ ମଘିଆ କରେଣ୍ଟ ଚେକ୍ କରିବାକୁ ଆଶିବ ତାର ସେଇଠି ସମାଧି କରିଦିଅ nest time କେହି ଆସିବେନି

    • @maanasdas463
      @maanasdas463 2 года назад

      Right bhai

    • @maanasdas463
      @maanasdas463 2 года назад

      ଅନୁଗୁଳ ଜିଲ୍ଲା ରେ ଏକ ଜାଗା ଅଛି ଏମିତି

  • @zian9481
    @zian9481 2 года назад +10

    It has also happen with me. When I approach JE,SDO no one listened to me. After that when I lodge a complaint executive engineer by him self solved the problem.

  • @jibanjyotimoharana8753
    @jibanjyotimoharana8753 2 года назад +12

    TATA power odisha Saha aggreement cancel karu and nesco odisha re asiba darkar

  • @saratchandrabadajena4006
    @saratchandrabadajena4006 2 года назад +7

    State Govt. must take immediate action against Tata Power, for such heart bitting&unnatural electric bill. I thank to all the Media for exposing this matters.

  • @clipbites3425
    @clipbites3425 2 года назад +2

    ପ୍ରତ୍ୟେକ village ରେ ଏଇ problem ଯାହା ଲାଗୁଛି ସରକାର ବି ଏଥିରେ ସାମିଲ ଅଛନ୍ତି l Media ବାଲା electric department office କୁ ଯାଇ question କରିବା ଉଚିତ୍ । High corruption ଚାଲିଛି l

  • @sambhusankarsahu1730
    @sambhusankarsahu1730 2 года назад +6

    Our state government is fully responsible for this kind of irregularities. Comparing to other state our consumers are paying high electricity rental bill which is totally injustice. They are looting hard earned money of public. We must be united to stop this type of corruption forthwith. Thanks OTV to highlight the reality.

  • @dejunkumarrout6849
    @dejunkumarrout6849 2 года назад +2

    ମାନ୍ୟବର ନବୀନ ସାର 🙏
    ଏଥର ଆମେ ଜନତା ଆପଣ ଙ୍କୁ ପଚାରୁଛୁ
    ଆପଣ ଏଥିରେ ଖୁସିତ 😀😀
    ରାଜ୍ୟବାସୀ କିନ୍ତୁ ବହୁତ 😭😭😭😭😭
    ତମେ ନରମ ଘାସ ପକାଇ,ଟାଣରେ କ୍ଷୀର ଟାଣୁଛ
    ଧନ୍ୟବାଦ

  • @kalandicharanpatra4146
    @kalandicharanpatra4146 2 года назад +2

    It's the blessings of odisha govt.

  • @bibhudattatripathy7703
    @bibhudattatripathy7703 2 года назад +10

    This type of incidents happening every where in Odisha specially in bbsr please otv do something for it

  • @Niharika_M1
    @Niharika_M1 2 года назад +3

    Jay Jagannath 🙏

  • @satyakumar2702
    @satyakumar2702 2 года назад +19

    ସରକାର ଚୋର + ଟାଟା ଚୋର = ଉତ୍ତର 420 ଟାଟା ନା ରେ କେସ କରାଯାଉ

  • @dhalkant3326
    @dhalkant3326 2 года назад +5

    Before tata i will paid 1500 now I will paid 4000

  • @adityasenapati2200
    @adityasenapati2200 2 года назад +7

    TPCODL BBSR 2 eamiti Hauchi, 29 unit -819 tanka

    • @ORReviews
      @ORReviews 2 года назад

      29 unit କୁ ୯୦୦ ଟଙ୍କା।

  • @suvambehera6510
    @suvambehera6510 2 года назад +2

    ଟାଟା ପାଓ୍ବ।ର କୁ ନବେଲ ପୁରସ୍କାର ଦିଆଯାଉ ।

  • @nimainjena7860
    @nimainjena7860 2 года назад +1

    O ho nice govment & tata power

  • @manabhanjandharuagond609
    @manabhanjandharuagond609 2 года назад +2

    👏👏👏 ଆପନ୍ ମାନେ ଖୁସି ତ

  • @majorsandeepunnikrishnan991
    @majorsandeepunnikrishnan991 2 года назад +5

    Sabuade aehi pari chalichi bhai....Mana ichha bill adaya karuchhanti...

  • @prakashswain4844
    @prakashswain4844 2 года назад +3

    ନବୀନ ଓଡ଼ିଆ ଜାଣିପାରିଛୁ କୀ 👉
    ସବୁ ରାଜ୍ୟ ରେ ଇଲେକ୍ଟ୍ରିକାଲ ବିଲ ୟୁନିଟ କମ
    କଣ ପାଇଁ ଓଡ଼ିଶା ରେ ଅଧିକ
    ଆମର ଓଡ଼ିଶା ରୁ ଇଲେକ୍ଟ୍ରିକ ଉପାଦାନ ହେଇଚେ ହେଲେ ଆମର ଅଧିକ
    ଭଲ ରାଜନୀତି ଚାଲିଚି

  • @bimalprasadbehera9812
    @bimalprasadbehera9812 2 года назад +9

    Tata କମ୍ପାନୀ ର ମିଟର ପ୍ରୋବଲେମ୍ ହଉଚି ଏ କଥା ସତ। ସେଶୁ କମ୍ପାନୀ ର ଏତେ ପ୍ରୋବଲେମ୍ ନଥିଲା

  • @deveeprasadpanda7341
    @deveeprasadpanda7341 2 года назад +3

    Mo condition
    Before Tata : 300
    After Tata : 2000

  • @sankarmohanty6613
    @sankarmohanty6613 2 года назад +10

    TATA+BJD=Love story 🤣🤣🤣🤣🤣🤣🤣🤣

  • @dilkaraj2945
    @dilkaraj2945 2 года назад +3

    Odisha government please bill pay 💰 kara

  • @hariomforyou8558
    @hariomforyou8558 2 года назад +2

    ୨୦ ବର୍ଷ ରେ ଛାର ବିଦ୍ୟୁତ ବିଲ ବି ଟିକେ ନିୟନ୍ତ୍ରଣ ରେ ରଖିପାରିଲେନି ଛାମୁ

  • @Nickey_45-22
    @Nickey_45-22 2 года назад +1

    Hmm amar b amti heuchi.

  • @subhamodiavlogs8741
    @subhamodiavlogs8741 2 года назад +2

    ଏମାନଙ୍କୁ ଖାଲି ମାଡ଼ ଦରକାର ସଳା ଟାଉଟର ଗୁଡାକ /ଗରିବ ଲୋକଙ୍କୁ ଲୁଟୁଛନ୍ତି/ଜଉ ମିଟର କମ୍ପାନୀ ଦେଇଥୀଲା ସେ ମିଟର କୁ ଏ ସଳା ଟାଉଟର ଦଳ ଚେଞ କରୁଛନ୍ତିି???ଆଉ ପଇସା ତାଙ୍କ ମନ ଇଛା ବଢଛନ୍ତି???ଏଇ ଶଳା ଟାଉଟର ଗୁଡା ମାଡ଼ଖାଇଲେ ସୁଧୀରିବେ ନଚେତ ଜେଲ୍ ରେ ଚକି ପେସିଲେ ଏ ଶଳା ମାନେ ଜାଣିବେ????????

  • @baradasankarpanigrahi7340
    @baradasankarpanigrahi7340 2 года назад +3

    Deshara sabu Pvt. Karidia ,Ahuri Achha dina dekhibaku miliba ,Deshara Bikasha nare Loot chaluchi ,

  • @santalitraditionalproducti7891
    @santalitraditionalproducti7891 2 года назад +2

    Case kole kn hobo sarkar ro share ochhi ba

  • @devcreations5054
    @devcreations5054 2 года назад +1

    Area je nku ara answer deba pai focus kara jau,.
    E news re start to end pura news re show karantu otv news ku mora 🙏🙏🙏

  • @rameshpuri1809
    @rameshpuri1809 2 года назад +2

    ଟାଟାର ଲାଇସେନ୍ସ ରଦ୍ଧ କରାଯାଇ

  • @arunkumarbhoi9675
    @arunkumarbhoi9675 2 года назад +2

    Sambalpur dist .ghenupali re v emiti heichi

  • @rabinarayanpradahan9380
    @rabinarayanpradahan9380 2 года назад +2

    ଆଖିଟା ମୋର ଧନ୍ୟ ହେଇଗଲା,,,🙄🙄

  • @satynarayanasahoo1060
    @satynarayanasahoo1060 Год назад

    ସବୁ ଭୁଲ୍ ସରକାର ଏହି ନିଷ୍ପତ୍ତି ନେଇଥିବା ବିଭାଗୀୟ ମନ୍ତ୍ରୀ

  • @sandipmohanty350
    @sandipmohanty350 2 года назад +2

    Dear otv plz action Same problem in my house before tata electric in odisha my electric bill per month minimum 1000
    Per now 6000 to 8000
    Plz otv action

  • @uniquehub5752
    @uniquehub5752 2 года назад +2

    Ek ta ama Odisha re electric produce hauchi kintu baharaku diajauchi ame maagana re paiba katha kintu lakh lakh money deba ame ame handi na sabji

  • @dhaneswarmallik8150
    @dhaneswarmallik8150 2 года назад +5

    ମାହାଗିଆ ଟାଟାଙ୍କୁ ଚେଞ୍ଚ କର

  • @purnachandrasahoo5840
    @purnachandrasahoo5840 2 года назад +10

    ଲକ୍ଷ୍ମଣ ବାବୁ ତୁମେ ତୁରନ୍ତ ଟପିକୋଲଡ଼ ନାଁରେ ତୁରନ୍ତ କେଶ କରନ୍ତୁ

  • @sibaprasaddas2358
    @sibaprasaddas2358 2 года назад +1

    Ama ghare 2 ta ball gote fan bill asuchi 850

  • @rabindranathnahak6461
    @rabindranathnahak6461 2 года назад +2

    Ki a b payment paid karantu nahi

  • @ranjankumarswainswain573
    @ranjankumarswainswain573 2 года назад

    Sir , send this Bill to our suprem court.... And president office, parliament house

  • @Dibakar_Swain
    @Dibakar_Swain 2 года назад +2

    A problem sabu jagare

  • @chandra0349
    @chandra0349 2 года назад +1

    ଏ ସଲା ଗୁରାଙ୍କ ଭେଳିକି ନ୍ୟୁ ମିଟର ବିକିବା ଚକର👍

  • @malayranjanmallick7047
    @malayranjanmallick7047 2 года назад +3

    Tata Power bhala handle kariparuni..amara bi 51lakhs bill dekhauthila 1month ra...complain kala pare correction hela.

    • @priyaswain304
      @priyaswain304 2 года назад

      Meter re dekhuthila ki

    • @malayranjanmallick7047
      @malayranjanmallick7047 2 года назад

      @@priyaswain304 Reading re point add kari na thila..ex- 25.56 ku 2556 paka heithila.

  • @jairammishra6105
    @jairammishra6105 2 года назад +1

    O my god 😲😲😲

  • @hiralalsarangi1266
    @hiralalsarangi1266 2 года назад

    Jagatsinghpur erasama re same situation

  • @sagarhaibrulifestyle3367
    @sagarhaibrulifestyle3367 2 года назад

    Nice

  • @abhisek997
    @abhisek997 2 года назад

    ଦୟାକରି ସରକାର ଉଚିତ୍ ପଦକ୍ଷେପ ନେବା ଉଚିତ। ନିରୀହ ଲୋକମାନେ କୋଉଠିଯିବେ କିଏ ଶୁଣିବେ ଏମାନଙ୍କ ଅସୁବିଧା। ଟାଟା ପାଞ୍ଵାର ତ୍ରୁଟିପୂର୍ଣ୍ଣ ବିଲ ଦେବାପାଇଁ ଉଚିତ କାର୍ଯ୍ୟନ୍ତଷ୍ଠାନ ନେବା ଦରକାର। ଅନେକ ସ୍ଥାନରେ ଏମିତି ବହୁ ତ୍ରୁଟି ଥିବା ବିଲ ପ୍ରଦାନ କରୁଛନ୍ତି।

  • @trbtechnical436
    @trbtechnical436 2 года назад +1

    ଟାଟା ପାୱାର କମ୍ପାନୀ ଆର ଜନ୍ମ ବିଲ୍ ମଧ୍ୟ ନେଉଛି

  • @ranjanbhue6741
    @ranjanbhue6741 2 года назад +1

    Bargarh sohela block ru bi ae ghatana hai chi

  • @AllYouDesire
    @AllYouDesire 2 года назад +1

    Cancel the licence of TATA POWER

  • @yoursbeautifulstatus6613
    @yoursbeautifulstatus6613 2 года назад

    Same to you

  • @RM-hm7qk
    @RM-hm7qk 2 года назад

    Right sir moro bi same problem

  • @ahuvrrb
    @ahuvrrb Год назад

    plz help me what to do. i am also facing same problem

  • @jagannathsarangitravelblog7018
    @jagannathsarangitravelblog7018 2 года назад

    ବହୁତ ମାରୁଚି ପଇସା

  • @smileentertainmentmusic1320
    @smileentertainmentmusic1320 2 года назад

    Aha Satya nue

  • @jibanjyotimoharana8753
    @jibanjyotimoharana8753 2 года назад +3

    TATA power ku odisha ru hata hau ,nesco odisha re asiba darkar

  • @khetramohanchoudhury3800
    @khetramohanchoudhury3800 2 года назад

    GOOD

  • @niranjan9714
    @niranjan9714 2 года назад +1

    Bahutu ...anyaa...

  • @sankarsahu4256
    @sankarsahu4256 2 года назад +6

    BJD sarkar sabu khaegala

  • @1kchalengeletssee102
    @1kchalengeletssee102 2 года назад

    Sir sundar garh jilla ujjalpur aria re v amiti asubidha . Mo nija ghare 15/20,000 Bill asiche. Dei na parilu boli electric katideichhanti

  • @manojkumarrout7067
    @manojkumarrout7067 2 года назад +1

    Both odisha govt n Tpcodl are wrong.
    Big strike haba darkar tpcodl hatiba darkar

  • @defenceaspirant462
    @defenceaspirant462 2 года назад +2

    3 lakhs kn 3 Crore karidouno 12 hours re 4 hours current deiki fass choleicho

  • @KingofRaja3928
    @KingofRaja3928 2 года назад

    ଆମ ଗ୍ରାମରେ ଆଉ ଆମ ଗ୍ରାମ ପାଖାପାଖି ଅଞ୍ଚଳରେ ବି ଏମିତି ବିଲ ଆସୁଅଛି
    ମୁଁ ଏତିକି ଅନୁରଧ କରୁଛି ଯେ ସବସ୍ତଙ୍କୁ ସଠିକ୍ ବିଲ ଦିଆଯାଉ
    🙏🙏🙏

  • @balaramnanda2975
    @balaramnanda2975 2 года назад

    ଏହା ହିଁ ଚାଲିଛି ସବୁ ଜାଗା ରେ

  • @localcreations4978
    @localcreations4978 2 года назад

    Right 👍

  • @mykichenemytesty8594
    @mykichenemytesty8594 2 года назад

    Sir , ama gan re bi at-champapur, kalakal, jajpur

  • @suryakantaroutaray5419
    @suryakantaroutaray5419 2 года назад +1

    We don't have need TATA Power electri supply
    Please do something for public Otv all staff

  • @mathwithb.pprusty4582
    @mathwithb.pprusty4582 2 года назад +1

    Thik se suna 1.10min thu
    Purba masare 3 ta ball ku 1184 tanka kemiti aasila.
    Budha aalaga kn byabasaya chaleichhi

  • @bimalsahu8608
    @bimalsahu8608 2 года назад +1

    This happened in all villages. This so bad.

  • @surendranath105
    @surendranath105 2 года назад

    Check meter . 1kilo wat current loard
    Diantu. 1hour chalantu . 1uni asiba Katha. Kete until asuchhi dekhantu

  • @aakshmahapatra5380
    @aakshmahapatra5380 2 года назад

    Unit kety achhi .meter checkin kar..simple

  • @ThePika-h5c
    @ThePika-h5c 2 года назад

    Apana mane khusi ta

  • @jibanjyotimoharana8753
    @jibanjyotimoharana8753 2 года назад +2

    TATA power employees ku village re entry karibaku dia nahi au asile bada and mara

  • @pravaskumarsatapathy9778
    @pravaskumarsatapathy9778 2 года назад +1

    ଘରେ ଦିନ ରାତି ଚାଲୁଛି ଚାରିଟି ଏ.ସି. ଓ ଆହୁରି ଅନେକ ବିଦ୍ୟୁତ୍ ଉପକରଣ। ମାସିକ ବିଲ୍ ଆସୁଛି ମାତ୍ର 500 ଟଙ୍କା।😀😀😀

  • @lyricistbalaramnayak7762
    @lyricistbalaramnayak7762 2 года назад +1

    ଦେଖରେ ଭାଇ ମାନେ । ଏ ଇ ସବୁ ଦେଶ କୁ ଲୁଟି କି ଖାଇଦେବେ ରେ ।

  • @santoshbarik9743
    @santoshbarik9743 2 года назад +1

    Maa gia sarkar

  • @ManojKumar-ki9tm
    @ManojKumar-ki9tm 2 года назад

    ଭାଇ ଭୁଲ ହୋଇଛି, ନା କାହା ମୁଣ୍ଡର ଅଠା ମଉସା ଙ୍କ ଉପରେ ଲଗାଉଛ।

  • @chilikavloggerkrishnasmama8497
    @chilikavloggerkrishnasmama8497 2 года назад +1

    Tata asuasu hela kila ,ahuri aagaku achhi asambhal heba electric bills

  • @asishbarik2334
    @asishbarik2334 2 года назад

    Tata company ra miter Riding bahut problem rahuchi samaste dhyan diantu

  • @wm5349
    @wm5349 2 года назад

    🙏🙏🙏🙏

  • @debasisdakua7955
    @debasisdakua7955 2 года назад

    Gaon ra name ta bhala heichhi