Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ପ୍ରିନ୍ସି ପାଲ ଆଉ ଟିଚର କୁ suspend karajau। ଯୋଉ ପିଲା ବୁଝୁ ଥିଲା କଲେଜ ରୁ ବାହାର କରାଯାଉ
Mu sei college ru kintu Kia teacher v tanku jiba ku kahi nahanti Khali +3 didi maane kahile college pate sabu aachi Sethi se Mane gale
୧୦୦ ରୁ ୧୦୦ ଠିକ୍ କଥା
@@shreyasri492 ତମେ ପାଠ ପଢ଼ିବା ପାଇଁ ଯାଇଛ ନା ଯାତ୍ରା କରିବା ପାଇଁ ବେଧି ପିଲା
😂😂😂😂,,@@shreyasri492
Right ❤❤❤❤❤
ଏ BJD ସରକାର ଏତେ ତଳକୁ ଖସି ଗଲାଣି ଜେ ଆଉ ନ କହିବା ଭଲ
ଯେଉଁ ମାଡାମ ଏହା କରିଛି ତୁରନ୍ତ ଆରେଷ୍ଟ କରାଯାଉ। ଦରମା ପେନସନ ଦିଆ ନଯାଉ।
Tame khasi jaichha..😂ama protest kalo dardam pai seithi re ashubidha kauthi rahila 😂.. tu bapara kan gala na tura Kan ta gala
BJD kan ta maa ku gehu thila ta bhauni ku gehu thila
ବିଜେଡି ଆଉ କିଛି ଛତା ପାଇ ପାରିବେ ନାହିଁ, ତେଣୁ ସ୍କୁଲ ପିଲାଙ୍କୁ ନେଇ ରାଜନୀତି କରୁଛି, ଛି ଛି ମିଛୁଆ ବିଜେଡି ବିଧାୟକ ନେତା
Tu aga chinha kiye school pila au kiye clg pila 😂
ହାରାମି ବିଜେଡି ନେତା
ଦଣ୍ଡ ଦିଅ sir madam ଙ୍କୁ ନହେଲେ ସୁଧୁରିବେନି
Dismiss
ଜୟ ଶ୍ରୀ ରାମ
ସେ ପ୍ରିନସପାଲଙ୍କୁ ତୁରନ୍ତ ଚାକିରୀରୁ ବିଦା କରାଯାଉ ।ନବିନ କେବେ ଓଡ଼ିଶାର ମଙ୍ଗଳ ଚାହେଁ ନାହିଁ।।ଏତେ ନୀଚ ରାଜନିତି କରୁଛି ନବିନ ।ଛିଃ ଛିଃ ଛିଃ ।।
ସେ ପ୍ରିନିଶିପଲ୍ ଅଧ୍ୟାପିକା ମାନଙ୍କୁ ଶୀଘ୍ର ସସ୍ପେଣ୍ଡ କରାଯାଉ ଏବେବି b j d ଦୁର୍ନୀତି କରୁ ଛନ୍ତି ପିଲା ମାନେବି ବିଶୃଙ୍ଖଳିତ ସେମାନଙ୍କୁ କଲେଜ ରୁ ବାହାର କରା ଗଲେ ଶୃଙ୍ଖଳା ଶିଖିବେ ପଇସା ଲୋଭରେ ଯାଇଥିଲେ
First College principal suspend କରାଯାଉ ଏଥିପାଇଁ ତ ଶିକ୍ଷା ତଳରେ ଅଛି
Bjd ନିମ୍ନ ସ୍ତରକୁ ଖସିଗଲାଣି
କଲେଜ ର ଅଧ୍ୟକ୍ଷ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଚାକିରୀ ରୁ ବହିଷ୍କାର କରାଯାଉ। ଛାତ୍ରୀ ମାନଙ୍କୁ ରଷ୍ଟିକେଟ୍ କରାଯାଉ ଏବଂ ଦରକାର ହେଲେ କଲେଜ ଟିକୁ ଭାଙ୍ଗି ଦିଆଯାଉ।
ପିଲାଙ୍କର କେମିତି ଭୁଲ ହେଲା ? ଛାତ୍ରୀମାନେ ଜଣେ ମ୍ୟାଡ଼ାମଙ୍କ ନାଁ ନେଇଛନ୍ତି, ସେ ବିଜେଡି ରାଲିରେ ଭାଗ ନେବାକୁ ପଠାଇଥିଲେ , ସେ ମ୍ୟାଡ଼ାମଙ୍କୁ ଚି଼ହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସରକାର...ପ୍ରିନ୍ସପାଲ ବି ସମପରିମାଣରେ ଦାୟୀ.....
ଏମାନେ ଲେକ୍ଚର ନା ରାଜ ନେତା? ଏମାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ।
ସେ +3ମାଡାମ କିଏ ! ତାକୁ ସସ୍ପେଣ୍ଡ କରାଯାଉ ! ଏଥିରେ କିଛି ଷ୍ଟାଫ ଖେଳ କରିଛନ୍ତି ! କ୍ଲାସ ସରିବା ଟାଇମ କେତେ ଯାଏ ହେବାର ଥିଲା, ଆଉ କେତେବେଳେ ସରିଥିଲା ! କଣ ସକାଳିଆ କ୍ଲାସ ଥିଲା କି ! ସବୁ ଧରା ପଡିବ !
ସଂପ୍ରୁତ ଅଧ୍ଯାପକ ଅଧ୍ଯାପକ ଓ ଛାତ୍ରମାନଙ୍କୁ ବହିଷ୍କାର ସହିତ ଗିରଫକରାଯାଉ-
ପ୍ରିନ୍ସ ପାଲ madam ଙ୍କର ୬ମାସ ଦରମା ବନ୍ଦ କରାଯାଉ । ଜଉ ପିଲା ବୁଝି ଥିଲା ଯାଇଥିଲା ତାକୁ TC ଦେଇ କଲେଜ ରୁ ବାହାର କରାଯାଉ ।
Tama andhabhakta Katha re 😂
@marndi3221 ame jadi andha bhakta tume kau bhakta .
@@marndi3221nai re chamcha to katha pila nku rally ku nia jaichhi
@@marndi3221hai re MG BG tou Bou ku aau to Bhouni ku BJD Wala nka pakhare Soiba ku kete nouchu
Nua O program ରେ ଯେମିତି ବିଜେଡି ବାଲା ପିଲାଙ୍କୁ କହୁଥିଲେ କି reels ବନେଇ social media ରେ ଛାଡ଼ିବା ପାଇଁ , ତାରି ପାଇଁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ।
ଅଯୋଗ୍ୟ ଅଧ୍ୟକ୍ଷା ।ବହିସ୍କାର ଦରକାର ।
ସାଲାଡ଼ ସାଲାଡ଼ ପନିର ପନିର ଖାଇବା ପାଇଁ ଧାଈ ଆସିଛନ୍ତି ହେଲେ ସବୁ ଡାଲମା
😂😂😂😂
😂😂😂😂😂😂😂😂Dalema Dalema 😂😂😂😂
Right bro
ଜୟ ଶ୍ରୀ କୃଷ୍ଣ
ତୁରନ୍ତ ୟେ ତିଲ୍ଲା କୁ arrest କରାଯାଉ
ଜୟ ଶ୍ରୀ ଜଗନ୍ନାଥ
ବିଜେଡି ଦଲାଲ୍ ପାର୍ଟି ଗଠନ
ପ୍ରତିବାଦ କରିବା ପାଇଁ ଆସିଥିଲା ବିଜେଡ଼ି। ନିଜେ ବିବାଦରେ ଫସି ଗଲା।
First action for principal
ବିଜେଡିର ବିନାଶ ସମୟରେ ବିପରୀତ ବୁଦ୍ଧି
ମହନ ସାର କଲେଜରେ ଜିଏଭୁଲ କରିଛି କଡା ଆକ୍ସନ ନିଆଯାଉ ଚାକିରୀରୁ ନିଲମ୍ବନ କରାଯାଉ
Bhala heichi.....
ସରକାର ଙ୍କ ତରଫରୁ ନବୀନ ଙ୍କୁ ମଧ୍ୟ କୈଫିୟତ ମଗାଯାଉ ତାଙ୍କ ଦଳ କେଉଁ ସାହାସ୍ ରେ ସେମାନେ ଛୋଟ ଛୋଟ କଲେଜ ପିଲାମାନଙ୍କୁ ତାଙ୍କ ରାଲିରେ ଯୋଗ ଦେଵା ନେଇଥିଲେ? ଗୋଟିଏ ପୂର୍ବତନ ମୂଖ୍ୟମନ୍ତ୍ରୀ ଙ୍କୁ ନିତି ନିୟମ ଜଣାନାହିଁ
ମେଡମ କୁ ଡିସମିସ କରାଯାଉ
ଏ ପିଲା ମାନଙ୍କ ମୂରବୀ କଣ କରୁଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ କିଛି ପ୍ରତି କ୍ରିୟା ନାହିଁ, ଧନ୍ୟରେ ବାପ ମା,
Good mam
ଏ ଝିଅମାନେ ଶିକ୍ଷିତ ହେଇକି କାହିଁକି ରାଲିକି ଆସୁଛନ୍ତି । ନେତା ମାନଙ୍କର 2ଟା ବାପା ଏମାନଙ୍କୁ ଜଣାନାହିଁ ଆଜି ଏ ଦଳରେ କାଲି ସେ ଦଳରେ।😂😂😂😂😂😂
First suspend then take action
ଛି ଛି ବିଜେଡି ନେତା ଏତେ ତଳକୁ ପଳେଇଲେ😢
Bjd chhi chhi
Dirty politics
ଦିଦୀ thank u
Se madam ku suspend karajau, madam rajaniti karantu
କଲେଜ କର୍ତୃପକ୍ଷ ଦାଇ ।ଏକାଥରେ ଏତେ ପିଲା ବିନା ଅନୁମତିରେ ଗଲେ କେମିତି।
ତୁରନ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ପଦକ୍ଷେପ ନେବା ଦରକାର ସେହି ପିଲାଙ୍କୁ ଆଗ ଚିହ୍ନଟ କରି କଲେଜ ରୁ ବାହାର କରି ଦେବା ଦରକାର
ଆରଡ଼ି କଲେଜ ର ଯେତେକ ଛାତ୍ରୀ ବିଜେଡି ପତାକା ଧରି ରାଜ୍ୟ ସରକାର ତୁରନ୍ତ କଲେଜ ରୁ ସସ୍ପେଣ୍ଡ ସହ ଯେଉଁ ମାଡାମ ବିଜେଡି ପ୍ରେମ ରେ ଉବୁଡୁବୁ ସେଇ ମାଡାମ କୁ ଗିରଫ ସହ ତାକୁ ଚାକିରୀ ରୁ ବାହାର କରାଯାଉ l ତାର ଟୋଟାଲ ସମ୍ପତି ଉପରେ ସରକାର ଚଢ଼ାଉ କରନ୍ତୁ
ଏବେ ସମ୍ଭାଳ ରାଜନୀତି ଆଉ ଶିକ୍ଷା ଆଉ ପିଲା
ଏହି madam ମିଛ କହୁଛି
Principal ଏବଂ ଯେଉ Madam ଙ୍କୁ ତୁରନ୍ତ dismiss କରାଯାଇ । ଏଵଂ ସେ ପିଲାମାନଙ୍କୁ warning lettet ଦିଆଯାଉ।
Bjp jindabad
ଏ principal କୁ suspend କରାଯାଉ ଏବେ ଦୋ ଫାଙ୍କିଆ କଥା କହୁଛି
ମାଡି ଚାଲ
ଏଇଟା no1
BJP sarkar jindabad
ବାସ୍ତବିକ୍ କଥା ଛୋଟ ପିଲାଟିଏ ଯାହା କି ୧୮ ବର୍ଷ ରୁ କମ ପିଲାମାନଙ୍କର ଆଗାମୀ ଭବିଷ୍ୟତ କୁ ଆଖି ଆଗରେ ରଖି ଏଭଳି କାର୍ଯ୍ୟରେ ନେବାଟା ଠିକ୍ ନୁହଁ କିନ୍ତୁ ଏଠି ପ୍ରଶ୍ନ ଉଠୁଛି ସରକାର ଏସବୁ କେମିତି ନଜରକୁ ଆଣି ଜବାବ୍ ମାଗିବା ହେଲେ କିନ୍ତୁ ବାସ୍ତବ ରେ ଦର ବୃଦ୍ଧି ରେ ଅଣନିଃଶ୍ବାସୀ ହେଲେଣି ରାଜ୍ୟ ବାସୀ ତଥାପି କେମିତି ନଜରକୁ ଆଣୁ ନାହାନ୍ତି କାହିଁକି ସରକାର ଏଥିରେ ଖାଇବେ କ'ଣ ଓ ପଢିଵେ କ'ଣ ତେଣୁ ଏ ସବୁର ମୁଖ୍ୟ ଦାୟୀ ସରକାର କୋୖଣସି ଅଭାବ କିମ୍ବା ଅଭିଯୋଗ କୁ ଅଣଦେଖା କରାଯାଏ ତେବେ ଏଭଳି ଅଭାବନୀୟ ଘଟଣା ଆଗକୁ ଅନେକ ଘଟିପାରେ ତେଣୁ ରାଜ୍ୟ ର ଯେକୋୖଣସି ନାଗରିକ ହେଉ ନା କାହିଁକି ଅଭିଯୋଗ କୁ ଅଣଦେଖା ନ କରି ତୁରନ୍ତ ସେ ଅଭିଯୋଗ କୁ ସମାଧାନ କରାଯାଏ ତେବେ ଆମ ରାଜ୍ୟ ଏଵଂ ଆମ ଦେଶର ଇଜ୍ଜତ ବଞ୍ଚି ରହିବ ନଚେତ ଏଭଳି ଵେ ଲଜ୍ଜା ର ପ୍ରଦର୍ଶନ ଦିନକୁ ଦିନ ଦେଖିବାକୁ ମିଳିଥାଏ ବୋଲି ସାଧାରଣରେ ବିଶ୍ବାସ ଅଛି ।
All school and college main gate should lock as per govt routine and not allowed who are not following timing
ଛାତ୍ରୀ ମାନେ madam ପଠେଇ ଥିବା କଥା କହୁଛନ୍ତି ତେଣୁ ତଦନ୍ତ କରି ଦଣ୍ଡ ବିଧାନ କରାଯାଉ
College election ବନ୍ଦ କରନ୍ତୁ
ଅଫିସର ଙ୍କ ବିଜେଡି ମୋହ ଭାଙ୍ଗି ନାହିଁ
ଚାଷୀଙ୍କୁ ଚାରିଦିନରେ କ୍ଷତି ପୂରଣ ଦଶଦିନ ରେ କେତେ ଟା ଚାରିଦିନ ଗଲା ଚାଷୀର ଘର ବୁଢ଼ୀ ପାଣି ଆଣ୍ଠୁ ଆଣି ଉପମୁଖ୍ୟ ମନ୍ତ୍ରୀ ଙ୍କୁ ତାରିଖ ନ ଦେଇ ଚରିଦିନିଆବୁଧି କିଏ ପଢ଼ାଇଚି?
Teacher dai ta ku saspend karajau
Principal ଙ୍କୁ suspend କରାଯାଉ
ଯେଉଁ ପିଲାମାନେ ଯାଇଥିଲେ ସେମାନଙ୍କୁ TC ଦେଇ କଲେଜରୁ ବାହାର କରାଯାଉ.BJD ସରକାର ଆସିଲେ. କଲେଜ ଆସିବେ. ?
ମନ ଇଛା ଏମିତି ପାଠ ପଢା ପିଲା ମାନଙ୍କୁ ଶିକ୍ଷା ଦେବା ବଦଳରେ ମନ ଇଛା ରାଲିରେ ଯୋଗ ଦେବା ପାଇଁ କିଏ ଆଣିଥିଲା ତାକୁ ଆଗ ପୋଲିସ ଧରି ତଦନ୍ତ କରନ୍ତୁ
+3 ପିଲା ମାନେ 15-16 ବର୍ଷ କେମିତି.
କଲେଜ, କତୃପକ୍ଷ,କୁଆଡେ,ଯାଇଥିଲେ,ପ୍ରଥମେ, ତାଙ୍କୁ, ବହିସ୍କାର,କରାଯାଉ,
BJD Supporter Govt employees should be out from service, New Govt see it.
Saspanda Kara jau madam ku
Take action aginst worst principal 😊
Pls make high level enquiry and suspend them with demotion.
Good
ପ୍ରୀନ୍ସିପାଲ ଆଉ ଯେଉଁପିଲାମାନେ ଏଥିପାଇଁ ଦାୟୀ ସେମାନକୁଂ ଦଣ୍ଡ ମିଳୁ
ସେମାନେ ଚାରିପାଞ୍ଜିରୁ ଗଲେ
Student are the future of India so why break to student.
ଏଥିରୁ ଜଣାପଡୁଛି ଯେ ବିଜେଡି ଦଳ ନିଜ ଭବିଷ୍ୟତ ଗଢୁଛି ଆଗାମୀ ଦିନପାଇଁ କୁମଳମତି ଶିଶୁ ଙ୍କୁ ନେଇ କାରଣ ଜାଣିଛି ଯେ ଆଝୁ ଯଦି ଏ କୁମଳମତି ପିଲାଙ୍କ mind ରେ ବିଜେଡି ରାଜନୈତିକ ଭୁତ ପୁରାଇବ ତେବେ ଆଗାମୀ ଇଲେକ୍ସନ ରେ ଲାଭବାନ ହେବ ତେଣୁ ଏଥିରେ କହିବା କଥାଟା ଏୟା ଯେ ରାଜନୀତି କରନ୍ତୁ ହେଲେ ପିଲାଙ୍କ ଭବିଷ୍ୟତ ସହ ରାଜନୀତି କରନ୍ତୁ ନାହିଁ କାରଣ ଆଜିର ପିଲା କାଲି ଦେଶର ଭବିଷ୍ୟତ ଏଥିରେ ଛୁଟ ପିଲାଙ୍କ ଭବିଷ୍ୟତ କୁ କଣପାଇଁ ଅନ୍ଧାରକୁ ଠେଲିଦେଉଛନ୍ତି
Principal madam BJD party re achhanti
ନିର୍ଲଜ୍ଜ ବିଜେଡି ର କୁଜି ଆଉ ମୁଖ୍ୟା ଦେଖ୍ ଏମିତି ରାଜନୀତି ବିଜେଡି କରେ
THIK KARICHHANTI MOHAN SARKAAR.
Nabin hatla odissa banchila
+2 should be separated from degree colleges by separate infrastructure and building. Khali paper re bifurcation heichhi..The new government should take positive steps regarding this problem
LATHI Charge Hele Gardian Mane Bear karibeta Madam Samalibe ta .
RD college Principal and vice chancellor, both are BJD workers.
ବର୍ତମାନ ର ସରକାର ଏତେ ଢିଲାଯେ ସ୍କୁଲ ପିଲା ରେଲି ରେ ଯୋଗଦାନ ଦେଉଛନ୍ତି କାହାକୁ ଦୋଷ ନଦେଇ ନିଜର ବ୍ୟବସ୍ଥା ଉପରେ ଧ୍ୟାନ ଦେବା ଉଛିତ
Jay shree ram🚩
Swati mam salute
Principal କୁ ଚାକିରୀ ରୁ ବହିଷ୍କାର କରାଯାଉ, ଓ ଅନ୍ୟ କେହି କର୍ମଚାରୀ ସମ୍ପୃକ୍ତ ତାକୁ ମଧ୍ୟ ବହିଷ୍କାର କରାଯାଉ
Strong action tobe immediately initiated against Wrong doers.
ଯେଉଁ ମାନେ ଶିଖ୍ୟକ ସେମାନଙ୍କୁ ମାଲକାନଗିରି ବଦଳି କରନ୍ତ୍ରୁ
Ramadebi Collage ra princepal and madam tini Jananku suspend karajau
ଧନ୍ୟ ରେ ବୋସ୍ ବିଜେଡି ।
ଏହି6 ମାସରେ ଛୁଆମାନଙ୍କରଭବିଷ୍ୟତ ଖରାପ ହୋଇଗଲା ।
BJD Must hv paid Rs. 200 to each student as usual.
Heavy action niyajau
ଟଙ୍କା ପାଇଁ ଓଡ଼ିଶାରେ ଦେହାବିକିଦେବେ ଶେଷରେ ଇଯାତଲା ସରକାର
+2 ,+3 ର ଡ୍ରେସ୍କୋଡ ଭିନ୍ନ କରିଦିଆଯାଉ।
Arrest karantu sabu lecture nku
Sabu pila jaeaichnti. Tamea madam bahuta chalaka
Good action in bjp
Bjd yete talaku khasi gala chhi chhih
ବୋଉ ଠାରୁ ଖୀରଖାଉଥିବେ କହିଲା ଛୋଟ ପିଲା😊😊
25 Barsha shashana kalapare odisha ku kana karithila bjd aaji daradaam chinta laguchhi bjd ku
ପିଲା ଯାଇଥିଲେ ନା ତମେ ପଠେଇଛ?ପିଲା କହୁଛନ୍ତି ତମେ ପଠେଇଛ?
Qukly action mohan sir
ଏଇ ଅନ୍ଧଭକ୍ତ ମାନେ ମନ୍ଦିର ଗଢିବାରେ ବେସ୍ତ । ଆଉ ଏଇଠି ଆସି ଆମ ଛାତ୍ର ମାନଂକ ଭବିଷ୍ୟତ କଥା ଚିନ୍ତା କଲେଣି 😂😂😂 । ତମେ ମାନେ ଆଗ ମନ୍ଦିର ଗଢି ସାର , ଧର୍ମ ରକ୍ଷା କରି ସାର ତା ପରେ ଆମ ଭବିଷ୍ୟତ କଥା ଭାବିବ 😂
ପ୍ରିନ୍ସି ପାଲ ଆଉ ଟିଚର କୁ suspend karajau। ଯୋଉ ପିଲା ବୁଝୁ ଥିଲା କଲେଜ ରୁ ବାହାର କରାଯାଉ
Mu sei college ru kintu Kia teacher v tanku jiba ku kahi nahanti Khali +3 didi maane kahile college pate sabu aachi Sethi se Mane gale
୧୦୦ ରୁ ୧୦୦ ଠିକ୍ କଥା
@@shreyasri492 ତମେ ପାଠ ପଢ଼ିବା ପାଇଁ ଯାଇଛ ନା ଯାତ୍ରା କରିବା ପାଇଁ
ବେଧି ପିଲା
😂😂😂😂,,@@shreyasri492
Right ❤❤❤❤❤
ଏ BJD ସରକାର ଏତେ ତଳକୁ ଖସି ଗଲାଣି ଜେ ଆଉ ନ କହିବା ଭଲ
ଯେଉଁ ମାଡାମ ଏହା କରିଛି ତୁରନ୍ତ ଆରେଷ୍ଟ କରାଯାଉ। ଦରମା ପେନସନ ଦିଆ ନଯାଉ।
Tame khasi jaichha..😂ama protest kalo dardam pai seithi re ashubidha kauthi rahila 😂.. tu bapara kan gala na tura Kan ta gala
BJD kan ta maa ku gehu thila ta bhauni ku gehu thila
ବିଜେଡି ଆଉ କିଛି ଛତା ପାଇ ପାରିବେ ନାହିଁ, ତେଣୁ ସ୍କୁଲ ପିଲାଙ୍କୁ ନେଇ ରାଜନୀତି କରୁଛି, ଛି ଛି ମିଛୁଆ ବିଜେଡି ବିଧାୟକ ନେତା
Tu aga chinha kiye school pila au kiye clg pila 😂
ହାରାମି ବିଜେଡି ନେତା
ଦଣ୍ଡ ଦିଅ sir madam ଙ୍କୁ ନହେଲେ ସୁଧୁରିବେନି
Dismiss
ଜୟ ଶ୍ରୀ ରାମ
ସେ ପ୍ରିନସପାଲଙ୍କୁ ତୁରନ୍ତ ଚାକିରୀରୁ ବିଦା କରାଯାଉ ।ନବିନ କେବେ ଓଡ଼ିଶାର ମଙ୍ଗଳ ଚାହେଁ ନାହିଁ।।ଏତେ ନୀଚ ରାଜନିତି କରୁଛି ନବିନ ।ଛିଃ ଛିଃ ଛିଃ ।।
ସେ ପ୍ରିନିଶିପଲ୍ ଅଧ୍ୟାପିକା ମାନଙ୍କୁ ଶୀଘ୍ର ସସ୍ପେଣ୍ଡ କରାଯାଉ ଏବେବି b j d ଦୁର୍ନୀତି କରୁ ଛନ୍ତି ପିଲା ମାନେବି ବିଶୃଙ୍ଖଳିତ ସେମାନଙ୍କୁ କଲେଜ ରୁ ବାହାର କରା ଗଲେ ଶୃଙ୍ଖଳା ଶିଖିବେ ପଇସା ଲୋଭରେ ଯାଇଥିଲେ
First College principal suspend କରାଯାଉ ଏଥିପାଇଁ ତ ଶିକ୍ଷା ତଳରେ ଅଛି
Bjd ନିମ୍ନ ସ୍ତରକୁ ଖସିଗଲାଣି
କଲେଜ ର ଅଧ୍ୟକ୍ଷ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଚାକିରୀ ରୁ ବହିଷ୍କାର କରାଯାଉ। ଛାତ୍ରୀ ମାନଙ୍କୁ ରଷ୍ଟିକେଟ୍ କରାଯାଉ ଏବଂ ଦରକାର ହେଲେ କଲେଜ ଟିକୁ ଭାଙ୍ଗି ଦିଆଯାଉ।
ପିଲାଙ୍କର କେମିତି ଭୁଲ ହେଲା ? ଛାତ୍ରୀମାନେ ଜଣେ ମ୍ୟାଡ଼ାମଙ୍କ ନାଁ ନେଇଛନ୍ତି, ସେ ବିଜେଡି ରାଲିରେ ଭାଗ ନେବାକୁ ପଠାଇଥିଲେ , ସେ ମ୍ୟାଡ଼ାମଙ୍କୁ ଚି଼ହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ସରକାର...ପ୍ରିନ୍ସପାଲ ବି ସମପରିମାଣରେ ଦାୟୀ.....
ଏମାନେ ଲେକ୍ଚର ନା ରାଜ ନେତା? ଏମାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ।
ସେ +3ମାଡାମ କିଏ ! ତାକୁ ସସ୍ପେଣ୍ଡ କରାଯାଉ ! ଏଥିରେ କିଛି ଷ୍ଟାଫ ଖେଳ କରିଛନ୍ତି ! କ୍ଲାସ ସରିବା ଟାଇମ କେତେ ଯାଏ ହେବାର ଥିଲା, ଆଉ କେତେବେଳେ ସରିଥିଲା ! କଣ ସକାଳିଆ କ୍ଲାସ ଥିଲା କି ! ସବୁ ଧରା ପଡିବ !
ସଂପ୍ରୁତ ଅଧ୍ଯାପକ ଅଧ୍ଯାପକ ଓ ଛାତ୍ର
ମାନଙ୍କୁ ବହିଷ୍କାର ସହିତ ଗିରଫ
କରାଯାଉ-
ପ୍ରିନ୍ସ ପାଲ madam ଙ୍କର ୬ମାସ ଦରମା ବନ୍ଦ କରାଯାଉ । ଜଉ ପିଲା ବୁଝି ଥିଲା ଯାଇଥିଲା ତାକୁ
TC ଦେଇ କଲେଜ ରୁ ବାହାର କରାଯାଉ ।
Tama andhabhakta Katha re 😂
@marndi3221 ame jadi andha bhakta tume kau bhakta .
@@marndi3221nai re chamcha to katha pila nku rally ku nia jaichhi
@@marndi3221hai re MG BG tou Bou ku aau to Bhouni ku BJD Wala nka pakhare Soiba ku kete nouchu
Nua O program ରେ ଯେମିତି ବିଜେଡି ବାଲା ପିଲାଙ୍କୁ କହୁଥିଲେ କି reels ବନେଇ social media ରେ ଛାଡ଼ିବା ପାଇଁ , ତାରି ପାଇଁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ।
ଅଯୋଗ୍ୟ ଅଧ୍ୟକ୍ଷା ।ବହିସ୍କାର ଦରକାର ।
ସାଲାଡ଼ ସାଲାଡ଼ ପନିର ପନିର ଖାଇବା ପାଇଁ ଧାଈ ଆସିଛନ୍ତି ହେଲେ ସବୁ ଡାଲମା
😂😂😂😂
😂😂😂😂😂😂😂😂Dalema Dalema 😂😂😂😂
Right bro
ଜୟ ଶ୍ରୀ କୃଷ୍ଣ
ତୁରନ୍ତ ୟେ ତିଲ୍ଲା କୁ arrest କରାଯାଉ
ଜୟ ଶ୍ରୀ ଜଗନ୍ନାଥ
ବିଜେଡି ଦଲାଲ୍ ପାର୍ଟି ଗଠନ
ପ୍ରତିବାଦ କରିବା ପାଇଁ ଆସିଥିଲା ବିଜେଡ଼ି। ନିଜେ ବିବାଦରେ ଫସି ଗଲା।
First action for principal
ବିଜେଡିର ବିନାଶ ସମୟରେ ବିପରୀତ ବୁଦ୍ଧି
ମହନ ସାର କଲେଜରେ ଜିଏଭୁଲ କରିଛି କଡା ଆକ୍ସନ ନିଆଯାଉ ଚାକିରୀରୁ ନିଲମ୍ବନ କରାଯାଉ
Bhala heichi.....
ସରକାର ଙ୍କ ତରଫରୁ ନବୀନ ଙ୍କୁ ମଧ୍ୟ କୈଫିୟତ ମଗାଯାଉ ତାଙ୍କ ଦଳ କେଉଁ ସାହାସ୍ ରେ ସେମାନେ ଛୋଟ ଛୋଟ କଲେଜ ପିଲାମାନଙ୍କୁ ତାଙ୍କ ରାଲିରେ ଯୋଗ ଦେଵା ନେଇଥିଲେ? ଗୋଟିଏ ପୂର୍ବତନ ମୂଖ୍ୟମନ୍ତ୍ରୀ ଙ୍କୁ ନିତି ନିୟମ ଜଣାନାହିଁ
ମେଡମ କୁ ଡିସମିସ କରାଯାଉ
ଏ ପିଲା ମାନଙ୍କ ମୂରବୀ କଣ କରୁଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ କିଛି ପ୍ରତି କ୍ରିୟା ନାହିଁ, ଧନ୍ୟରେ ବାପ ମା,
Good mam
ଏ ଝିଅମାନେ ଶିକ୍ଷିତ ହେଇକି କାହିଁକି ରାଲିକି ଆସୁଛନ୍ତି । ନେତା ମାନଙ୍କର 2ଟା ବାପା ଏମାନଙ୍କୁ ଜଣାନାହିଁ ଆଜି ଏ ଦଳରେ କାଲି ସେ ଦଳରେ।😂😂😂😂😂😂
First suspend then take action
ଛି ଛି ବିଜେଡି ନେତା ଏତେ ତଳକୁ ପଳେଇଲେ😢
Bjd chhi chhi
Dirty politics
ଦିଦୀ thank u
Se madam ku suspend karajau, madam rajaniti karantu
କଲେଜ କର୍ତୃପକ୍ଷ ଦାଇ ।ଏକାଥରେ ଏତେ ପିଲା ବିନା ଅନୁମତିରେ ଗଲେ କେମିତି।
ତୁରନ୍ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ପଦକ୍ଷେପ ନେବା ଦରକାର ସେହି ପିଲାଙ୍କୁ ଆଗ ଚିହ୍ନଟ କରି କଲେଜ ରୁ ବାହାର କରି ଦେବା ଦରକାର
ଆରଡ଼ି କଲେଜ ର ଯେତେକ ଛାତ୍ରୀ ବିଜେଡି ପତାକା ଧରି ରାଜ୍ୟ ସରକାର ତୁରନ୍ତ କଲେଜ ରୁ ସସ୍ପେଣ୍ଡ ସହ ଯେଉଁ ମାଡାମ ବିଜେଡି ପ୍ରେମ ରେ ଉବୁଡୁବୁ ସେଇ ମାଡାମ କୁ ଗିରଫ ସହ ତାକୁ ଚାକିରୀ ରୁ ବାହାର କରାଯାଉ l ତାର ଟୋଟାଲ ସମ୍ପତି ଉପରେ ସରକାର ଚଢ଼ାଉ କରନ୍ତୁ
ଏବେ ସମ୍ଭାଳ ରାଜନୀତି ଆଉ ଶିକ୍ଷା ଆଉ ପିଲା
ଏହି madam ମିଛ କହୁଛି
Principal ଏବଂ ଯେଉ Madam ଙ୍କୁ ତୁରନ୍ତ dismiss କରାଯାଇ । ଏଵଂ ସେ ପିଲାମାନଙ୍କୁ warning lettet ଦିଆଯାଉ।
Bjp jindabad
ଏ principal କୁ suspend କରାଯାଉ ଏବେ ଦୋ ଫାଙ୍କିଆ କଥା କହୁଛି
ମାଡି ଚାଲ
ଏଇଟା no1
BJP sarkar jindabad
ବାସ୍ତବିକ୍ କଥା ଛୋଟ ପିଲାଟିଏ ଯାହା କି ୧୮ ବର୍ଷ ରୁ କମ ପିଲାମାନଙ୍କର ଆଗାମୀ ଭବିଷ୍ୟତ କୁ ଆଖି ଆଗରେ ରଖି ଏଭଳି କାର୍ଯ୍ୟରେ ନେବାଟା ଠିକ୍ ନୁହଁ କିନ୍ତୁ ଏଠି ପ୍ରଶ୍ନ ଉଠୁଛି ସରକାର ଏସବୁ କେମିତି ନଜରକୁ ଆଣି ଜବାବ୍ ମାଗିବା ହେଲେ କିନ୍ତୁ ବାସ୍ତବ ରେ ଦର ବୃଦ୍ଧି ରେ ଅଣନିଃଶ୍ବାସୀ ହେଲେଣି ରାଜ୍ୟ ବାସୀ ତଥାପି କେମିତି ନଜରକୁ ଆଣୁ ନାହାନ୍ତି କାହିଁକି ସରକାର ଏଥିରେ ଖାଇବେ କ'ଣ ଓ ପଢିଵେ କ'ଣ ତେଣୁ ଏ ସବୁର ମୁଖ୍ୟ ଦାୟୀ ସରକାର କୋୖଣସି ଅଭାବ କିମ୍ବା ଅଭିଯୋଗ କୁ ଅଣଦେଖା କରାଯାଏ ତେବେ ଏଭଳି ଅଭାବନୀୟ ଘଟଣା ଆଗକୁ ଅନେକ ଘଟିପାରେ ତେଣୁ ରାଜ୍ୟ ର ଯେକୋୖଣସି ନାଗରିକ ହେଉ ନା କାହିଁକି ଅଭିଯୋଗ କୁ ଅଣଦେଖା ନ କରି ତୁରନ୍ତ ସେ ଅଭିଯୋଗ କୁ ସମାଧାନ କରାଯାଏ ତେବେ ଆମ ରାଜ୍ୟ ଏଵଂ ଆମ ଦେଶର ଇଜ୍ଜତ ବଞ୍ଚି ରହିବ ନଚେତ ଏଭଳି ଵେ ଲଜ୍ଜା ର ପ୍ରଦର୍ଶନ ଦିନକୁ ଦିନ ଦେଖିବାକୁ ମିଳିଥାଏ ବୋଲି ସାଧାରଣରେ ବିଶ୍ବାସ ଅଛି ।
All school and college main gate should lock as per govt routine and not allowed who are not following timing
ଛାତ୍ରୀ ମାନେ madam ପଠେଇ ଥିବା କଥା କହୁଛନ୍ତି ତେଣୁ ତଦନ୍ତ କରି ଦଣ୍ଡ ବିଧାନ କରାଯାଉ
College election ବନ୍ଦ କରନ୍ତୁ
ଅଫିସର ଙ୍କ ବିଜେଡି ମୋହ ଭାଙ୍ଗି ନାହିଁ
ଚାଷୀଙ୍କୁ ଚାରିଦିନରେ କ୍ଷତି ପୂରଣ ଦଶଦିନ ରେ କେତେ ଟା ଚାରିଦିନ ଗଲା ଚାଷୀର ଘର ବୁଢ଼ୀ ପାଣି ଆଣ୍ଠୁ ଆଣି ଉପମୁଖ୍ୟ ମନ୍ତ୍ରୀ ଙ୍କୁ ତାରିଖ ନ ଦେଇ ଚରିଦିନିଆବୁଧି କିଏ ପଢ଼ାଇଚି?
Teacher dai ta ku saspend karajau
Principal ଙ୍କୁ suspend କରାଯାଉ
ଯେଉଁ ପିଲାମାନେ ଯାଇଥିଲେ ସେମାନଙ୍କୁ TC ଦେଇ କଲେଜରୁ ବାହାର କରାଯାଉ.BJD ସରକାର ଆସିଲେ. କଲେଜ ଆସିବେ. ?
ମନ ଇଛା ଏମିତି ପାଠ ପଢା ପିଲା ମାନଙ୍କୁ ଶିକ୍ଷା ଦେବା ବଦଳରେ ମନ ଇଛା ରାଲିରେ ଯୋଗ ଦେବା ପାଇଁ କିଏ ଆଣିଥିଲା ତାକୁ ଆଗ ପୋଲିସ ଧରି ତଦନ୍ତ କରନ୍ତୁ
+3 ପିଲା ମାନେ 15-16 ବର୍ଷ କେମିତି.
କଲେଜ, କତୃପକ୍ଷ,କୁଆଡେ,ଯାଇଥିଲେ,ପ୍ରଥମେ, ତାଙ୍କୁ, ବହିସ୍କାର,କରାଯାଉ,
BJD Supporter Govt employees should be out from service, New Govt see it.
Saspanda Kara jau madam ku
Take action aginst worst principal 😊
Pls make high level enquiry and suspend them with demotion.
Good
ପ୍ରୀନ୍ସିପାଲ ଆଉ ଯେଉଁପିଲାମାନେ ଏଥିପାଇଁ ଦାୟୀ ସେମାନକୁଂ ଦଣ୍ଡ ମିଳୁ
ସେମାନେ ଚାରିପାଞ୍ଜିରୁ ଗଲେ
Student are the future of India so why break to student.
ଏଥିରୁ ଜଣାପଡୁଛି ଯେ ବିଜେଡି ଦଳ ନିଜ ଭବିଷ୍ୟତ ଗଢୁଛି ଆଗାମୀ ଦିନପାଇଁ କୁମଳମତି ଶିଶୁ ଙ୍କୁ ନେଇ କାରଣ ଜାଣିଛି ଯେ ଆଝୁ ଯଦି ଏ କୁମଳମତି ପିଲାଙ୍କ mind ରେ ବିଜେଡି ରାଜନୈତିକ ଭୁତ ପୁରାଇବ ତେବେ ଆଗାମୀ ଇଲେକ୍ସନ ରେ ଲାଭବାନ ହେବ
ତେଣୁ ଏଥିରେ କହିବା କଥାଟା ଏୟା ଯେ ରାଜନୀତି କରନ୍ତୁ ହେଲେ ପିଲାଙ୍କ ଭବିଷ୍ୟତ ସହ ରାଜନୀତି କରନ୍ତୁ ନାହିଁ
କାରଣ ଆଜିର ପିଲା କାଲି ଦେଶର ଭବିଷ୍ୟତ ଏଥିରେ ଛୁଟ ପିଲାଙ୍କ ଭବିଷ୍ୟତ କୁ କଣପାଇଁ ଅନ୍ଧାରକୁ ଠେଲିଦେଉଛନ୍ତି