ଏମିତି ନାଟକ କେବେ ଦେଖିନଥିବେ | ଲୋକ ଏକ୍ସାଇଟ ହୋଇ କଣ କଲେ | Jatra Samrat Tulasi Gananatya | ଅଧା ରାତିର ସାଥି
HTML-код
- Опубликовано: 24 ноя 2024
- ଏମିତି ନାଟକ କେବେ ଦେଖିନଥିବେ | ଲୋକ ଏକ୍ସାଇଟ ହୋଇ କଣ କଲେ | Jatra Samrat Tulasi Gananatya | ଅଧା ରାତିର ସାଥି
If You Love The Video......
Don’t Forget To Like , Comment , Share & Subscribe ..
For The Next New Videos.
Contact For Business Inquiry Email :-
rameshvlogs77@gmail.com
Ramesh Sahu
Instagram - / ramesh907777
Twitter - Ra...
Facebook - / ramesh.sahoo.56829
Your Queries :-
My First Vlogs Video in odia
Ramesh vlogs
Ramesh sahu vlogs
Ramesh vlog
Ramesh sahu vlog
@Thanks
#Nice_Tutorial_Eclass
ଆଜି ଏ ଯାତ୍ରା ଦେଖି ଲାଗିଲା ସତରେ ଆମ କଳାକର କେତେ ସୁନ୍ଦର ପିୟୁଷ ଭାଇ କୁ ତ ଧନ୍ୟବାଦ ହେଲେ ସବୁ କଳାକାର ଙ୍କୁ ମୋର ନମସ୍ୟ
ବହୁତ୍ ସୁନ୍ଦର ପରିବେଷଣ 🎉🎉🎉 ଆଜ୍ଞା
ଧନ୍ୟ ଯାତ୍ରା ତୁଳସୀ ଧନ୍ୟ ସେ ତୁଳସୀ ର କଳାକାର ଓ ମ୍ୟୁଜିକ ସହିତ ଗାୟକ ଭାଇଙ୍କୁ ବହୁତ ସୁନ୍ଦର ଆରମ୍ଭରୁ ଶେଷ ଯାଏ ମୋ ଆଖିର ଲୁହ ସରିନି କାହିଙ୍କିନା ମୁଁ ମୋ ମା"କୁସେତିକ ଭଲପାଏବୋଲି ଜମାସହିପାରୁନଥାଏ ଏତେ ସୁଦର ଲେଖା ଲେଖକଙ୍କୁ କୋଟି କୋଟି ଧନ୍ୟବାଦ l
ନାଟକର ନାଟ୍ୟକାର, ନିର୍ଦ୍ଦେଶକ, ଓ ପ୍ରତ୍ୟେକ କଳାକାର ଙ୍କୁ ବହୁତ ବହୁତ ଧନ୍ୟବାଦ
Pradeep behera one n only unique
Se ମା ରୋଲ ରେ ଅଭିନୟ କରିଥିବା ମାଉସୀକୁ ମୋର କୋଟି କୋଟି ପ୍ରଣାମ
Very very nice story
Kali apa se
ଥରେ ଦେଖିଲି ଏତେ କାନ୍ଦିଲି ଯେ ମୋ ଜୀବନ ରେ ମୁ ଭାବୁଛି କେବେ ଏତେ କାନ୍ଦି ନଥିବି,, ପୁଣି ଥରେ ଦେଖିବାକୁ ଗଲି ଭାବିଲି ଥରେ ତ ଦେଖିଚି ଆଉ କଣ କାନ୍ଦ ଲାଗିବ,,, ବିଶ୍ୱାସ ହଉନି,, ପ୍ରଥମ ଠୁ ଦ୍ବିତୀୟ ଥର ଆହୁରି ବେସି କାନ୍ଦି କାନ୍ଦି ମୋର ଅବସ୍ଥା ଢିଲା,,,,,,, One word mind blowing ....
ମା..... ଦେଖିଲ ତ ଯେତେ ଦୁଃଖ କଷ୍ଟ ଆସିଲେ ବି କେବେ ଗଟେ ମା ତା ପୁଅ ର ଖରାପ କି ଅମଙ୍ଗଳ ଚାହିଁନଥାଏ ଦୁନିଆ ରେ ସବୁ ଭଲ ପାଇବା ମିଛ ହେଇଯିବ ହେଲେ କେବେ ମା ର ଭଲ ପାଇବା ମିଛ ହବ ନି କାରଣ ଯେତେ ଭଲ ପାଇବାଠୁ ମା ର ଭଲ ପାଇବା ଦଶ ମାସ ଓଧିକ ହେଇଥାଏ ଆମ କୁ ନ ଦେଖିକି ଭଲ ପାଉଥିବା ଲୋକ ସେଇ ଜଣେ ମା
ତାଙ୍କ ଗର୍ଭ ରୁ ଭଲପାଇ ଆସିଥାଏ love you maa ❤️❤️❤️
Sure bhai... Maa samasta nka thu hin niara
କେବେବି ବାପା ମା ଙ୍କୁ ବୃଦ୍ଧା ଶ୍ରମ କୁ ପଠାନ୍ତୁନି ବାପା ମା ଜୀବନର ପ୍ରଥମ ଗୁରୁ ଚିର ନମସ୍ୟ
Jay jagannath Jay jagannath bhaina 🙏🙏🙏🙏🙏🙏🙏🙏🙏🙏🙏
Bapa maa ku koti koti pranam
@@Reenabehera0 ppp
@@Reenabehera0 p
@@laluprasadpradhan5246 aaqa
🙏 ଜୟ ଜଗନ୍ନାଥ 🙏
ହେ ପ୍ରଭୁ ଆପଣ ସମସ୍ତଙ୍କ ପିତାମାତାଙ୍କୁ ଭଲରେ ରଖନ୍ତୁ । କାହାକୁ ଏଭଳି କଷ୍ଟ ଦିଅନ୍ତୁ ନାହିଁ ।
??,***£(***&&
❤
ଏବେକାର ଓଡ଼ିଆ ଫିଲ୍ମ ଅପେକ୍ଷା ନାଟକ ବହୁତ ଭଲ
ସମସ୍ତ ଯାତ୍ରା କଳାକାର ମାନଙ୍କୁ ମୋର କୋଟି ପ୍ରମାଣ 🙏🙏🙏🙏
ଏମିତି ଯାତ୍ରା ସଦାବେଳେ ଚାଲୁଥାଉ
ମା ରୋଲ ଟା ଭଲ କରିଛନ୍ତି ସେ ମା ସମସ୍ତଙ୍କୁ ଶିଖେଇ ଦେଇଗଲେ ଯାହା ହେଉ ମା ତା ପୁଅକୁ କେବେ ଭୁଲି ପାରିବନି ସବୁ ଭାଇମାନଙ୍କୁ ମୋର ଅନୁରୋଧ କେହି ମା କୁ ଏକୁଟିଆ କରିବେନି🙏🙏🙏🙏🙏🙏🙏
Jay jagannath Jay jagannath sir Jay jagannath 🙏 apana nka pari pua samasta maa bapa nku milantu shree jagannath apanamananku ashree bada karantu Sara dunia ra khusi diantu ehi shree jagannath nka nikatare prathana karuchhi Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏
Ji a10 Masa garva rakhi janmakarichhi taku kana bhulihua jia bhule see rakhyasa Neiman saitan
Ok bro
ଢ଼ୋଲ
Maa
କେବଳ kgf ରେ ମା ର ସ୍ଥାନ ଗୁରୁତ୍ୱ ନଥିଲା ବରଂ ଯାତ୍ରା ରେ ଏହା best... ❤️❤️❤️❤️
ମା ପୁଅ ବହୁତ ସୁନ୍ଦର ଅଭିନୟ super 👌👌👌👌👌👌❤️❤️❤️❤️❤️💯💯💯💯💯💯💯
କୋଣାର୍କ ଗଣନାଟ୍ୟ ର ଦୁଃଖ ଦେଇ ଗଲା ଦରଦୀ ବନ୍ଧୁ ପରେ ଏହି ନାଟକ 2nd ବେଷ୍ଟ ନାଟକ 😢😢😢😢
Dhanyabad tuma maa Bapa
I salute to the legend "PRADEEP BEHERA" sir, 🙏🙏🙏🙏 . The writer and director of Odia jatra drama (ADHA RATI RA SATHI). you're great sir. I'm a big fan of you SIR🙏🙏🙏
Thanks Bhai video kari chadi ba ru. Aau jater ro samaste kala kar ku bahut bahut dhanyawad a jatera best jatera secen hau all teem ku .. thanks
Piyush bro what a act ଲୁହ ଆସିଗଲା ଆଖିରୁ
ପିୟୁଷ ଓଡ଼ିଆ ଯାତ୍ରାର ନୂତନ ନେତୃତ୍ୱ.
ବହୁତ ବଢିଆ ଆକଟିଙ୍ଗ.
Super super mainde blowing bansi sowra very nice 👍👌👌👌👌👌👌👌
Excellent No Words Jay Jaganath Jay Jatra
ୟୁନିକ୍ ପ୍ରଦୀପ ବେହେରା ମୋ ନରସିଂହପୁର ମାଟିର ପୁଅ, ପ୍ରଦୀପ ଭାଈଙ୍କୁ ଭୁମିଷ୍ଟ ପ୍ରଣାମ ,ସେ ଏଭଳି ନାଟକ ର ଲେଖା ପାଇଁ 🙏🙏🙏🙏
ମାଆ ହିଁ ଦୁନିଆ ଦେଖେଇଛି ମାଆ ହିଁ ପାଟିର ପ୍ରଥମ ଶବ୍ଦ ମାଆ ବାପା
ଆମ ଓଡ଼ିଶାରେ ଏମିତି ନାଟକ ଅଛି ଆଉ କୋଉଠି ନାହିଁ ଭାଇ ଆମେ ଦେଖି ଆଖିରୁ ଲୁହ ବାହାରିଗଲା ମାଆ ସବୁବେଳେ ମାଆ
Tq
ଅଧା ରାତିର ସାଥି ବହି ଭଳି ବହି ନାହିଁ ବେଶ୍ ହୁଦୟସ୍ପର୍ଶି
ସମାଜ ଏବଂ ସମୟ ଉପଯୋଗୀ ନାଟକ ନାଟ୍ୟକାର ଙ୍କୁ ଧନ୍ୟବାଦ।
Good acting by piyush tripathy and his mother.
Heart ku chhuinla bhali jibanta abhinaya...se kalakar nku mora koti koti pranam 🙏🙏🙏
Piyush vai jouthi jatra hit sethi ❤❤❤
Ohh what a role of mother excellent. I am crying still now. I love jatra.
Excellent no words jai jagannath
🌹 ye natakar samasta kalakara nku Mora 🙏
The Legend Piyush Tripathy....wow what an actor 🙏❤️❤️
ସତରେ ପୀୟୂଷ ବିନା ଅଧା ରାତିର ସାଥୀ ପୁରା ଅଧା ❤❤❤
ମୁଁ RUclips ରେ ଦେଖୁଚି ଯେ ଆଖିରେ ଲୁହ ଆସିଯାଉଛି ଆଉ ଆଖିରେ ଦେଖିଲେ ମଣିଷ ତ କାନ୍ଦିବ ହିଁ କାନ୍ଦିବ
100% right 😭
Tu RUclips ru dekhutha real re Kandi Kandi hagi debu
Best Rool Piyus & Kali Apa 🙏🏻
Bhai pura heart touching kari la pari video mote bahut vhala lagila maa nku sabu bele khusi rakhantu
Bahuta sundar abhinay a maa tumaku namasta😊😊😊😊
Ati sundar Nataka
Aau Acting bi jabardast
ସତରେ ମୁଁ ଯାତ୍ରା ଦେଖିବାକୁ ଯାଇନି କିନ୍ତୁ ଭିଡ଼ିଓ କୁ ଦେଖିକି ମୁଁ ନିଜେ ଲୁହ କୁ ସମ୍ଭାଳି ପାରୁନି 😭😭😭
Same to u bhai
Luha ku gandire purei rakh
Piyush bhai pura jianta avinaya❤❤❤
Wow piyush bhai and mama madam kay acting hai really super se upar
Natakara director au Writer nku mor Salute
Bahut sundar lagila maa pua ra roll heart touching
Maa ilove you .maa mara maa nahi aceen dekhi mate bahut Kanda lagila satare bhaei tamaku 👏👏👏👏👏👏
Peus bhai and Kali apa beautiful acting🥰🥰
Hart touching .love r act. So beautiful act deha pura siteila super sin wow bala .kn kala
Bahut Sunder Seen
Very nice music tension..super music
Natakati bahuta bhala heichhi
Superb Amazing Blockbuster 👍👍
ପୀୟୁଷ ତ୍ରିପାଠୀ ଜଣେ ଭଲ ଯାତ୍ରା କଳାକାର , ତାଙ୍କର ପୂର୍ବରୁ ଭଲ ଦକ୍ଷତା ରହିଛି ।
Aakhire luha rahuni a seen dekhiki super 👌
Keep it up nice
ଏହି ସିନ୍ ଟା ବହୁତ ମର୍ମାହତ ଦୃଶ୍ୟ।କାରଣ କେହି ବି ପୁଅ(ପାଳିତା/ନିଜର) ସେ ତାର ମା କୁ ଗୋଇଠା ମାରିବା ବାରମ୍ବାର ଏହା "ମାଆ" ଜାତି କୁ ସେ ସମ୍ପୁର୍ଣ୍ଣ ଭାବେ ପ୍ରଭାବିତ କରିଅଛି। ଏଣୁ ଯାତ୍ରା ନିର୍ଦେଶକ "ମା" ଜାତି ପାଖରୁ କ୍ଷମା ମାଗନ୍ତୁ। ଯଦି ପୁଅ ,ମା କୁ ଶାସ୍ତ୍ରୀ ଦଏବଆରଥଆଏ ତେବେ ଅନ୍ୟ ଉପାୟ ଅଛି ନୁହେଁ ବାରମ୍ବାର ଗୋଇଠା ମାଡ ।
Acting of tripathy is spectacular, keep going brother
Jabardast heichhi Piyush bhai superstar hei gala ae scene ru
Mother is a supreme creation of a GOD
Heart touching ♥ maa ♥
ବହୁତ୍ ବଢିଆ ମନ ଛୁଆଁ ଯାତ୍ରା ଅତି ସୁନ୍ଦର ଲାଗୁଛି
Wahhhhhhh.....
ସୁପର ହଟ୍ ନାଟ,
Wow super performance mind blowing
ଜାତ୍ରା ଆଉ କମ୍ ଦିନ ତମେ ଜଉ ରେଟ୍ କଲଣି,, ତମେ ସବୁ ବଚିବ ଆଉସବୁ ବଦ୍ଧାପଡିବେ,, ମନଇଚ୍ଛା ରେଟ୍ ତୁମର ରାତିକୁ ଅଢେ଼ଇ ଲକ୍ଷ୍ଯ ଆଉ କିଏ କହିଲାଇ ଦୁଇ ଅସି କଣ ଚାଲିଚି ସବୁ ବଷକ ଆଗରୁ ୬ ନହେଲେ ୮ ଲକ୍ଷ୍ଯ ଦିଅ ନହେଲେ ପାଟି ବୁକ୍ ହେବନି ,, ତମ ଇଛାରେ ଇଛା ପବ୍ଲିକ୍ ଜେବେ ମାତିବେ ରାତିକୁ ପୁଣି 50ହଜାରେ କରିବ,, ସେଇ ଟାଇମ୍ ଆସିବ ,,, ସୋ ସଜା କଲେ କଣ ବାଳ ମିଳିବ ଜାତ୍ରା ରେ ଜିରୋ ,,,, ରାତିକୁ ଦେଢ ଲକ୍ଷ୍ଯ କର ଆଉ ଆଟିଷ୍ଟି ମାନକୁ 2ବଷିୟା ଏଗ୍ରିମେଣ୍ଟ କର,, ଦୟାକରି,,, 🙏🙏🙏
Kete ret ki
So vary nic looking story 😪😪😪😪
Tame kanhiki jatra jaucha ghare soipaduna
@@banamalipatrapatra7905 ý7
That's why,jatra actress and actor are real performer❤
I salute and handsup the all odia drama actors and directors and all video back worker to made this type of excellent drama ❤☺️💞
Mu Duraru Rahi maa tumaku Mora koti koti Namaskar
I love maaa e jatra dekhila pare mo maa katha bahut Mane padila ❤ love you great team
Owo sudra musici
Heart touching scene ❤ wow moment i love this scene ❤️❤️😍😍🥰🥰❤️
Ui
Good bless you Jay jagannath
Ati sundar avinaya
Maa
Bahut badhiya heichi 😢😢😢😢
So beautiful sotry
Love you all actor and actress
Ethire Maa roll aau mama nka roll bahuta Vala lagila. Piyush bhai nka ra
ତୁଳସୀ ର best ନାଟକ ବଳତ୍କାର
Super super hit natako
Beautiful acting ❤️ hands up to all artists 🙏
Jatra re kanduthiba samasta darsak mana ku mor asehs asesh dhanya dhanya bad ..sabu kala kara manaku mor koti koti pranam asirbad..😢
Piyush bhai kandeiba na kn
Piyush bhai is biggest actor 👏🏿 ❤
Very nice 👌😭😭😭😭😭😭
Piyush bhai and mama madam jollywood industry ka block buster Jodi 💖💖
Sabu jyatra premi manku anurodha jadi bhalare basi yatra nadekhibe tahahele nija ghare bhare suantu nija deha bhalrahiba ajatha jyatraku asi fajilami kari anya manank bhababega ku kyati pahanchantu nahi
Very very nice bro hart chuinla ...........)
Ati sundhar
supar haichi
Mote bi e video dekhi bahut kanda asigala tq.....
Superb 👌👌👌
Push bhai tuma padadhuli tike dia.acting excellent super. Piyush bhai and maa bhumikare roll karithiba paerson ,both are excellent
Love you piyush bhai and mama madam
Must natak ta heichhi .super roma tankuriuthuchhi.
Tame........
Love you bapa bou❤️❤️❤️😭😭😭😭😭😭😭😭😭😭😭😭😭😭😭😭😭😭
😢😢bahut badhia heichi jatra mu dekhichi betada ra😢😢
Welcome. Jatra. Tiger. Pyus. Bhai. Gibanta. Avinaya. Salut
ସତରେ a ଜୀବନରେ ମା କୁ କେହିବି କଷ୍ଟ ଦିଅନି
ଅତି ରଙ୍ଗୀନ ଦର୍ଶକ ଙ୍କ କାମ କିଛି ନାହିଁ ତ ଖାଲି କାନ୍ଦୁଥିଲେ,