R.G Kar incident CBI wants for accused | ଆରଜିକର ଘଟଣାରେ ବିବାଦୀୟ ସିବିଆଇ | The Quiver

Поделиться
HTML-код
  • Опубликовано: 15 сен 2024
  • #ଆରଜିକର_ଘଟଣାରେ_ବିବାଦୀୟ_ସିବିଆଇ
    ବହୁ ଚର୍ଚ୍ଚିତ ଆରଜି କର ମେଡିକାଲ କଲେଜ ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଜାମିନ ମିଳିବା ସିବିଆଇର ଉଦ୍ଦେଶ୍ୟ । ସେଥିପାଇଁ ସିବିଆଇ ଅତି ଦାୟିତ୍ୱହୀନତା ଦେଖାଇଛି । କୋର୍ଟରେ ଅଭିଯୁକ୍ତଙ୍କୁ ହାଜର କରିଥିଲା । ମାମଲାର ଶୁଣାଣୀ ବେଳେ ନା ଥିଲେ ତଦନ୍ତକାରୀ ଅଧିକାରୀ ନା ଥିଲେ ସିବିଆଇର ଓକିଲ । ଏପରି ସ୍ଥିତିକୁ ନେଇ ଜଜ ବି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ପ୍ରଶ୍ନ ବି କରିଥିଲେ ମୁଁ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କରିଦେବି କି?
    #kolkata #rgkarmedicalcollege #westbengal #mamatabanerjee #cbi #rgkarhospital #rgkarmedicalcase #cbiinvestigation #cbiofficer #rgkarmedicalcollegemurdercase
    THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
    Get Touch With Us!
    --------------------------
    Subscribe "THEQuiverNews" in RUclips! / @thequivernews
    Like us in Facebook: / thequiverofficial
    Follow us in Instagram: / thequivernews
    Follow us in Twitter: / thequivernews
    Visit our website: thequiver.in/
    Follow us in LinkedIn: / thequivernews
    #thequiver #thequivernews #odishapolitics

Комментарии • 2