HE SADA PRABHU MORA // ହେ ସଦା ପ୍ରଭୁ ମୋର // SINGER- BIPIN DIGAL & JYOTIRANI PARICHHA/ BD MUSIC 2023/

Поделиться
HTML-код
  • Опубликовано: 5 фев 2025
  • HE SADA PRABHU MORA // ହେ ସଦା ପ୍ରଭୁ ମୋର // SINGER- BIPIN DIGAL & JYOTIRANI PARICHHA// NEW ODIA CHRISTIAN SONG -2023 // BD MUSIC PRESENTS //
    Praise the lord
    ପ୍ରତ୍ୟେକଙ୍କୁ BD Music ତରଫରୁ ନୂତନ ବର୍ଷର ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭକାମନା। ପ୍ରଭୁଙ୍କ ଆର୍ଶୀବାଦ ଏବଂ ଆପଣ ମାନଙ୍କ ପ୍ରାର୍ଥନା ଓ ଭଲ ପାଇବା ଦ୍ଵାରା ଆମ୍ଭେ ଏକ ଗୀତ ପ୍ରସ୍ତୁତ କରିଅଛୁ। ଏହି ଗୀତଟି ଗୀତସଂହିତା -116 ରୁ ଆଧାରିତ ଏକ ହୃଦୟ ସ୍ପର୍ଶୀ,ମନଭରା ସଂଗୀତ ଟିଏ।
    ବାସ୍ତବ ଜୀବନରେ କିଏ ନା କିଏ ମୃତ୍ୟୁ ମୁଖରୁ ବଞ୍ଚିତ ହୋଇଥିବେ। କିମ୍ବା ଆପଣ ମାନଙ୍କ ଜୀବନରେ କେଉଁଠି ନା କେଉଁଠି ଅନେକ କଷ୍ଟ ଭରା ସମସ୍ୟାରେ ପଡ଼ିଥିବେ ଯାହାକି ଆପଣ ମାନଙ୍କ ମନରେ ମରିବା ପାଇଁ ପଛକୁ ହୋଟି ନଥିବେ। କିନ୍ତୁ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ମରଣର ରୋଜୁ ଆମ୍ଭମାନଙ୍କୁ ଯେତେ ଘେରିଲେ ମଧ୍ୟ ସେ ତାଙ୍କରି ଅସୀମ ପ୍ରେମ ଦ୍ଵାରା ଆମ୍ଭ ପ୍ରାଣଙ୍କୁ ନିଶ୍ଚିତ ରୂପେ ଉଦ୍ଧାର କରି ଆସି ଅଛନ୍ତି। ଏଣୁ ଆମ୍ଭେ ମାନେ ନିଶ୍ଚିତ ରୂପେ ସଦାପ୍ରଭୁଙ୍କ ଧନ୍ୟବାଦ କରିବା । ଏହି ଗୀତଟି ମୋର ଏବଂ ଆମ୍ଭମାଙ୍କର ଜୀବନର ସଂଗୀତ ଅଟେ।
    ଆଶା କରେ କି ଏହି ଗୀତ ଆପଣ ମାନଙ୍କୁ ପ୍ରଭୁଙ୍କ ଧନ୍ୟବାଦ କରିବାରେ ସାହାଯ୍ୟ କରିବ। ତତ୍ ସହିତ ଆପଣ ମାନଙ୍କୁ ମୁଁ ଅନୁରୋଧ କରେ କି ଏହି ଗୀତଟିକୁ ନିଶ୍ଚିତ ଦେଖିବେ ଏବଂ ଏହି ଗୀତର ମର୍ମ ବୁଝିବେ ଯାହାକି ଆପଣ ମାନଙ୍କ ଜୀବନରେ କିଛି ନା କିଛି ଏହି ଗୀତରେ ପରିବର୍ତ୍ତନ ଆଣିଦେବ। । ଧନ୍ୟବାଦ ।।
    🎄✨✨"SONG CREDITS"✨✨🎄
    🎶 SINGER : BIPIN DIGAL & JYOTI RANI PARICHHA
    (Ph - 7855912298)
    🎶 LYRICS - SUSHIL KUMAR BIRA (PANAGUDA)
    🎶 COMPOSITION : M RAJ KUMAR
    🎶 MUSIC : D SRABAN KUMAR
    🎶 MUSIC ARRANGEMENT : JOHN DADA
    🎶 PRODUCER : SARAJ KUMAR PRADHAN
    🎶 NISAN : NIBASH DADA
    🎶 RECORDING & MIXING : BISHI KESHAN DEEP (RR STUDIO BARGARH)
    🎶 SPECIAL THANKS : DINABANDHU MAHARANA, SURATHI PRADHAN, JASHOBANT PRADHAN,REV. Fr. SUDHIR PARICHHA,GOURA PRADHAN, AKASH DIGAL, SORAJ NAYAK,ALOK PRADHAN, BIBIN PRADHAN, BORNAB PRADHAN, KALPANA PRADHAN, RANU PRADHAN.
    🎄🎄Full Lyrics🎄🎄
    ହେ... ହେ... ହା... ହା...
    ଲା... ଲା... ଲା... ଲା...
    ହେ ସଦା ପ୍ରଭୁ ମୋର
    ତୁମେ ପ୍ରେମିକ ଈଶ୍ୱର-2
    ହେ ପ୍ରିୟ ପ୍ରଭୁ ତୁମେ
    ସବୁ କିଛି ଜୀବନର
    ସଦା କାଳ ତୁମେ ବନ୍ଧୁ ମୋର
    ତୁମ ବିନା କିଏ ଅଛି ମୋର -2
    ହେ ସଦା
    🎄🎄🎶🎤🎶🎄🎄
    ବଞ୍ଚିଥିବା ଯାଏଁ ମୁହି କରୁଥିବି ଧନ୍ୟବାଦ
    ଶୁଣୁଅଛ ପ୍ରଭୁ ତୁମେ ବିନତି ମୋହର
    ମରଣର ରୋଜୁ ମୋତେ ଯେବେ ଘେରିଲା
    ତୁମ ଦୟାରେ ମୋ ପ୍ରାଣ ରକ୍ଷା ପାଇଲା
    ସଙ୍କଟ ଓ ଦୁଃଖର କାଳରେ
    ତୁମେ ଅଟ ସଦା ମୋ ସାଥିରେ-2
    ହେ ସଦା..
    🎄🎄🎶🎤🎶🎄🎄
    କରୁଛି ଏହି ଜୀବନ ତୁମ ପାସେ ସମର୍ପଣ
    ବିତି ଯାଉ ସଦା କାଳ ଭଜି ତୁମ ନାମ
    ତୁମେ ହିଁ ସଦା ପବିତ୍ର ମଙ୍ଗଳମୟ
    ବିପଦରେ ପ୍ରଭୁ ତୁମେ ସଦା ସହାୟ
    ପୋଛିଦେଲ ଆଖିର ଲୋତକ
    ଭରିଦେଲ ଏ ଜୀବନେ ସୁଖ -2
    ହେ ସଦା...
    🎄🎄🎶🎤🎶🎄🎄
    #bipindigal
    #hesadaprabhumora
    #newchristiansong2023
    #humansagar
    #amitpani
    #bdmusic
    ପ୍ରତ୍ୟେକଙ୍କୁ ନୂତନ ବର୍ଷ 🎄🎄🎄🎄 ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ ଓ ଶୁଭକାମନା ସହ ଏକ ଭକ୍ତି ଭରା ଭାବ ପୂର୍ଣ୍ଣ ଖ୍ରୀଷ୍ଟୀୟ ସଙ୍ଗୀତ ଭେଟି ଦେଉଅଛୁ। ଆଶାକରୁ ଏହି ଗୀତଟି ପ୍ରତ୍ୟେକଙ୍କ ମନରେ ଆନନ୍ଦ ଉଲ୍ଲାସ ଭରିଦେବା ସାଥେ ସାଥେ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ବ୍ୟବହାର ହେବ । ଏହି ଗୀତଟି ଗୀତ -116 : 1 ଶେଷ ଯାଏଁ ନିଆ ଯାଇଅଛି। ଆଶା କରୁଅଛୁ ଏହି ଗୀତଟି ପ୍ରତ୍ୟକଙ୍କ ଜୀବନରେ ଜୀବନର ପଥ ବଦଳାଇ ଦେବ । ଅନୁରୋଧ କରୁ କି ବହୁଳ ମାତ୍ରାରେ ଏହି ଗୀତଟିକୁ Like, comment, share and Subscribe କରନ୍ତୁ । ପୁଣି ପ୍ରଭୁଙ୍କ ଗୌରବ ନିମନ୍ତେ ନୂତନ ନୂତନ ଗୀତ ଆପଣ ମାନଙ୍କ ନିକଟରେ ପହଞ୍ଚାଇବା ସକାଶେ ସର୍ବଦା ଆମ ପାଇ ପ୍ରାର୍ଥନାରେ ସ୍ମରଣ କରିଦେବେ ।। ଧନ୍ୟବାଦ।।
    ✨🎶✨🎵🎄✨🎶✨❇️🎵✨🎶🎄✨🎶✨🎵
    (ଗୀତସଂହିତା 116:1-6, 8)
    ମୁଁ ସଦାପ୍ରଭୁଙ୍କୁ ପ୍ରେମ କରେ, କାରଣ ସେ ମୋ’ ରବ ଓ ବିନତି ଶୁଣିଅଛନ୍ତି। ସେ ମୋ’ ପ୍ରତି କର୍ଣ୍ଣପାତ କରିଅଛନ୍ତି, ଏଥିପାଇଁ ମୁଁ ବଞ୍ଚିଥିବାଯାଏ, ତାହାଙ୍କ ନିକଟରେ ପ୍ରାର୍ଥନା କରିବି। ମୃତ୍ୟୁୁର ରଜ୍ଜୁ ମୋତେ ଘେରିଲା, ପାତାଳର ଯନ୍ତ୍ରଣା ମୋତେ ଧରିଲା; ମୁଁ ସଙ୍କଟ ଓ ଦୁଃଖରେ ପଡ଼ିଲି। ସେତେବେଳେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି; “ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୋ’ ପ୍ରାଣକୁ ଉଦ୍ଧାର କର।” ସଦାପ୍ରଭୁ କୃପାବାନ ଓ ଧର୍ମମୟ; ହଁ, ଆମ୍ଭମାନଙ୍କ ପରମେଶ୍ୱର ସ୍ନେହଶୀଳ ଅଟନ୍ତି। ସଦାପ୍ରଭୁ ସରଳ ଲୋକଙ୍କୁ ରକ୍ଷା କରନ୍ତି; ମୁଁ ଦୀନହୀନ ହେଲେ ହେଁ ସେ ମୋର ପରିତ୍ରାଣ କଲେ। ତୁମ୍ଭେ ମୃତ୍ୟୁୁରୁ ମୋହର ପ୍ରାଣ ଓ ଲୋତକରୁ ମୋହର ଚକ୍ଷୁ ଓ ଝୁଣ୍ଟିପଡ଼ିବାରୁ ମୋହର ଚରଣ ଉଦ୍ଧାର କରିଅଛ।
    Disclaimer
    Copyright Disclaimer under Section 107 of the copyright act 1976, allowance is made for fair use for purposes such as criticism, comment, news reporting, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use.

Комментарии • 198

  • @nayamipatra
    @nayamipatra Год назад +2

    Sining
    Very,beautiful,excellent

  • @bhimamunda5975
    @bhimamunda5975 Год назад +3

    🙏👌👌👍👍

  • @timatmajhicreation
    @timatmajhicreation Год назад +2

    Really Sweet Voice

  • @kailashmajhikailashmajhi2567
    @kailashmajhikailashmajhi2567 2 года назад +4

    ବହୁତ ସୁନ୍ଦର ଗୀତ ଟି ପ୍ରଭୁ ତୁମକୁ ଆଶ୍ରିବାଦ କରନ୍ତୁ ଧନ୍ୟବାଦ 👍👍👍(ଆମେନ୍)

  • @raznikantapradhan27
    @raznikantapradhan27 Год назад +2

    Owwooo ବହୁତ୍ ବଢିଆ ଗୀତ , ଏହି ଗୀତ ମାଧ୍ୟମରେ ପ୍ରଭୁ ଙ୍କ ଗୌରବ ମୟ ହେଉ,

  • @ashoknachika
    @ashoknachika Год назад +1

    Praise the lord ❤❤ wander full song

  • @sanatannayak9870
    @sanatannayak9870 2 года назад +1

    Jyotirani parichha bahuta sundara gita gaich prabhuasirbad karantu

  • @basudebmahaling4667
    @basudebmahaling4667 2 года назад +1

    Ati sundar

  • @SanimaPradhan-m9b
    @SanimaPradhan-m9b Год назад +1

    Nice bhai and dii 👍👍 God bless you both of you so 👐👐

  • @bibhupradhan9020
    @bibhupradhan9020 2 года назад +1

    Praise the lord 🙏🙏 brother and sister God bless all of you bahut Sundar heichi Gita amba lekha Prabhu apanamananku ashirbad karantu

  • @br.akpofficialchanneldarin2264
    @br.akpofficialchanneldarin2264 2 года назад +8

    Wow super... ଗୀତ ଟି ଅତି ସୁନ୍ଦର, ପ୍ରଭୂ ଆପଣଙ୍କ Team କୁ ଆଶ୍ରୀବାଦ କରନ୍ତୁ।।

  • @apshortvlogs9744
    @apshortvlogs9744 Год назад +1

    Nice Music arrangement 🎉

  • @timatmajhicreation
    @timatmajhicreation 2 года назад +2

    Very Beautiful Song

  • @deepakkupradhan3204
    @deepakkupradhan3204 Год назад +1

    Nice song bro God bless you

  • @jadunathmrr
    @jadunathmrr Год назад +1

    Super Song SIR

  • @bassntabasantapradhan8988
    @bassntabasantapradhan8988 2 года назад +1

    Bahut badhiya Heichi Praise the Lord

  • @prakashmajhiaseth4651
    @prakashmajhiaseth4651 Год назад +1

    Praise the Lord thanks for Jesus hallelujah hallelujah hallelujah hallelujah hallelujah hallelujah Jesus Amen amen amen both of you God bless you 🙏🙏🙏👌👌👌

  • @lebiyaraita7823
    @lebiyaraita7823 2 года назад +1

    🙏🙏👌👌nice song god bless you

  • @misterdampa8309
    @misterdampa8309 Год назад +1

    Bahut bhala heichhi Prabhu apananku ahuri aasirbada karantu

  • @spmusicfan9375
    @spmusicfan9375 Год назад +1

    Bahut badia heichi gita prabhu ashirwad karantu

  • @shasank8463
    @shasank8463 2 года назад +1

    Bahut bahut bahut..... Sundr heichii gitati... Prabhu asirbad karantu.....

  • @krishnagolari-bw9jt
    @krishnagolari-bw9jt Год назад +1

    Wonderful song brother and sister ✝️✝️✝️✝️✝️✝️

  • @anandnayak3380
    @anandnayak3380 2 года назад +1

    Ekslet good

  • @namunachatar2339
    @namunachatar2339 Год назад +1

    Praise the loud

  • @pilatrupamajhi53
    @pilatrupamajhi53 2 года назад +1

    Wow beautiful song lyrics music composition...praise God

  • @AdipMallick-me1mr
    @AdipMallick-me1mr Год назад +1

    Thank you for your singing

  • @SUSHILKUMAR-xi4kf
    @SUSHILKUMAR-xi4kf 2 года назад +1

    Mu bahut khusi prabhu asirbada karantu jepari ame au agaku emiti prabunkara gita karipariba praise the LORD 👍 SUSHIL KUMAR BIRA

  • @KunuParichha-t5s
    @KunuParichha-t5s 20 дней назад

    Jyotirani Parichha and both of you may God bless you how to become a good singer in future

  • @mraazkumar123
    @mraazkumar123 2 года назад +1

    Duet song nice song

  • @anilkumarbsingh4297
    @anilkumarbsingh4297 Год назад +1

    Both are singing very nice beautiful music so cute and lovely voice dear sister Jyotirani 👌👌👌👌👌👌👌👌 keep it up God bless you and thank you all the team 🙏🙏🙏

    • @Bipindigal65
      @Bipindigal65  Год назад +1

      Thank you so much for your compliments Brother

  • @sisirkantpradhansisirkant7114
    @sisirkantpradhansisirkant7114 2 года назад +1

    Jyoti gita bhala hoichhi prabhu asirbada karntu

  • @purandarnaik5676
    @purandarnaik5676 Год назад +1

    Super song 👌👌👌👌❤❤❤❤🙏🙏🙏🙏🌹🌹🌹🌹⚘⚘⚘⚘⚘❤❤❤❤❤🙏🙏
    May God bless you abundantly
    Praise the Lord

  • @EvanjalineGrace-br6ib
    @EvanjalineGrace-br6ib Год назад +1

    God bless you and everyone of your team. Amen

  • @cpersonal5431
    @cpersonal5431 2 года назад +1

    Super....👌👌👌

  • @mamitadigal1772
    @mamitadigal1772 2 года назад +3

    Babu gita ti bahuth bhala heichi au bahuth khusi laguchi 🥰🥰 prabhu ashribadh korontu au amiti hin prabhunka sebare aghaku jao......🥰🥰

  • @sunitapradhan4727
    @sunitapradhan4727 Год назад +1

    God bless u bro...

  • @sanjibsamal8099
    @sanjibsamal8099 2 года назад +1

    Nice song

  • @pr.sanatanpradhan8196
    @pr.sanatanpradhan8196 2 года назад +1

    Very nice 👍 beta may God bless you abundantly and use more for His glory.

  • @SamiBadamajhi
    @SamiBadamajhi Год назад +1

    Very very nice song ⛪⛪⛪⛪

  • @anantpradhan8969
    @anantpradhan8969 2 года назад +1

    Praise God very nice song may God bless you bro.

  • @rishidigal9818
    @rishidigal9818 2 года назад +1

    Super re Diamond 💎

  • @tejaswiniseth5034
    @tejaswiniseth5034 2 года назад +1

    Very nice health torching sog👌 My febrite song

  • @adityagamango
    @adityagamango 2 года назад +1

    Nice 👌

  • @digbijayapradhan8367
    @digbijayapradhan8367 Год назад +1

    ❤❤❤❤

  • @linamandal639
    @linamandal639 2 года назад +3

    Nice voice brother and sister...may God bless you...and thank you for this wonderful song

  • @salmanmallickofficial6042
    @salmanmallickofficial6042 2 года назад +9

    Wow Very beautiful song, good Lyrics with Very beautiful Composition and Excellent singing Brother and Sister.
    May God bless all of you 🙏

    • @Bipindigal65
      @Bipindigal65  2 года назад +1

      Thank you so much my dear Brother

  • @Worldwidewebtalented
    @Worldwidewebtalented 2 года назад +1

    Nice song and voice dear friend may the Lord Bless You now and forever -keep it up to grow in spiritual life #officialrakeshkumar

  • @rrajkumar6567
    @rrajkumar6567 2 года назад +1

    Very beutifull song

  • @karjasonkumar
    @karjasonkumar 2 года назад +1

    Good

  • @suruchinapradhan3351
    @suruchinapradhan3351 2 года назад +1

    God bless you Bhai 😊

  • @ranjandigal6923
    @ranjandigal6923 2 года назад +1

    🙏🙏🙏

  • @elizabhoi8938
    @elizabhoi8938 2 года назад +1

    Well done sister. Miss u so much 👍👍👍😘😘😘

  • @bleshipradhan460
    @bleshipradhan460 2 года назад +1

    Prabhu asirbada karantu

  • @prabhatikumari3609
    @prabhatikumari3609 2 года назад +1

    Very nice song. GOD BLESS YOU

  • @pksraza8330
    @pksraza8330 2 года назад +1

    Amazing...god bless you all. Grow up with gods bless .

  • @pradeepgundramjhi801
    @pradeepgundramjhi801 2 года назад +1

    Samastnku pressed londe . bahuta sundara bhaba re gita gae chanti jisu aapananku shuru gita gae bare and writing kari bare saha jiya karantu thanks.

  • @starrani1140
    @starrani1140 2 года назад +1

    God bless you 🙏

  • @kainpradhan1595
    @kainpradhan1595 2 года назад +1

    God bless you

  • @riderfiroj1122
    @riderfiroj1122 2 года назад

    Woo nice video nice songs my bor

  • @ajayamajhiofficial8175
    @ajayamajhiofficial8175 2 года назад

    Super heichi god bless you

  • @rajakadraka277
    @rajakadraka277 2 года назад +2

    Thank you singer sir

  • @PINTUSINGH-in8kw
    @PINTUSINGH-in8kw 2 года назад

    Dada badhia heichhi

  • @pankajmallickofficial5234
    @pankajmallickofficial5234 2 года назад +1

    Sir very beautiful song praise the lord 🙏👍👌👌👌👌🙏🥁🥁🎧🎧💯🎸🎼🎼🎛️🎛️💯🎧🎧🥁🎤🎤🎙️🎶🎵🎹🎶🎙️🎤🎤❤️🎤🎙️🎶🎵🎹🎹 super Bhai

  • @bishnudigal6496
    @bishnudigal6496 2 года назад +2

    Glory to God

  • @sanjeebkumar542
    @sanjeebkumar542 2 года назад +2

    Sweet voice & Composition .... May God bless your entire Team.
    Praise the Lord

    • @Bipindigal65
      @Bipindigal65  2 года назад +1

      Thank you so much dear Brother...for your valuable advice.....

  • @santoshnayak7906
    @santoshnayak7906 2 года назад +1

    Ati sundar sangeeta madhyama re Prabhu nka ra guna gaana kari thiba hole team ku many many thanks and wish you a Happy New year 2023...

  • @samsondigalofficial1662
    @samsondigalofficial1662 2 года назад +3

    Outstanding music . supper song .May God bless you entire u r team.Praise the Lord all glory to God

  • @bibinapradhan5607
    @bibinapradhan5607 2 года назад +1

    Very nice song my dear brother God bless you

  • @rameshchandranayak9639
    @rameshchandranayak9639 2 года назад

    Ramesh kaka Ludru,very nice jhia

  • @karishmapradhan128
    @karishmapradhan128 2 года назад +3

    Sweet voice sister God bless you 👍✝️✝️✝️

  • @mraazkumar123
    @mraazkumar123 2 года назад +2

    God bless u Bipin bro
    It's my compoction
    Im so happy

  • @elinashineyssuperworld8941
    @elinashineyssuperworld8941 2 года назад +2

    Very nice song 👌 bhai.l am dancing again and again on it🙂🙂🙂

  • @gautamdigalofficial
    @gautamdigalofficial 2 года назад +1

    Very nice song God bless you

  • @epriyambhuyan5899
    @epriyambhuyan5899 2 года назад +1

    Very nice songs god bless you ✝️✝️✝️♥️🎸🌹🕊️💞👍

  • @rk.sunrisegospel8801
    @rk.sunrisegospel8801 2 года назад +2

    ବହୁତ ଭଲ ହେଇଛି ବନ୍ଧୁ..ପ୍ରଭୁ ଆହୁରି ଆଶୀର୍ବାଦ କରନ୍ତୁ ଯେପରି ଅଧିକ ଗୀତ ଦ୍ୱାରା ତାଙ୍କ ପ୍ରଶଂସା କରିପାରିବେ...

  • @rosebehera368
    @rosebehera368 2 года назад +3

    Praise the Lord and God bless you both🥰

  • @sundarblp-hp8807
    @sundarblp-hp8807 2 года назад +1

    Wonderful.... Youth for Christ.bless u so much 👌👌🙌🙌

  • @minakshimandal9987
    @minakshimandal9987 2 года назад +1

    Nice song and nice voice both of you 👍👍👍

  • @pareshbag7114
    @pareshbag7114 2 года назад +1

    Praise the Lord

  • @alzarbabu751
    @alzarbabu751 2 года назад +2

    Praise The Lord Halleluyah

  • @rosalinpradhan462
    @rosalinpradhan462 2 года назад

    𝙱𝚑𝚊𝚒.. 👍👍🥰𝙽𝚒𝚌𝚎👌 𝚜𝚘𝚗𝚐🥰🎻🎼🎹🎼🎤🎼🎺🥰

  • @rupinadigal733
    @rupinadigal733 2 года назад +1

    Fabulous hymn 👍👍👍 I just loved sooooomuch... And enjoying too by hearing 🥰🥰🥰 i am very glad to see you bro and to cute sis. jyoti , may the lord always be with you through out of your journey .. keep growing 👍👍👍 bro i am just waiting for another hymn 😍

    • @Bipindigal65
      @Bipindigal65  2 года назад +1

      Thank you so much my dear lovely Sister... For your heart touching advice... Yes Sister I'm also waiting another Songs🎶🎸🎶🎊✨

  • @anilurma1406
    @anilurma1406 2 года назад

    Wooww So Beautiful song..👌👌👌👌

  • @surathipradhan8472
    @surathipradhan8472 2 года назад +1

    Nice song babu.... God bless you 🥰

  • @gourapradhan682
    @gourapradhan682 2 года назад +1

    Praise the Lord
    God bless you bhai

  • @sunitkumarnayakofficial466
    @sunitkumarnayakofficial466 2 года назад +1

    Super.... Mindblowing... God bless all of u.... Nice singing.... Praise the lord....

  • @Sanjeeb_Kumar
    @Sanjeeb_Kumar 2 года назад +1

    Praise the lord 🙏🙏

  • @Sanjubaba22622
    @Sanjubaba22622 2 года назад +3

    Thanks for creating this song ,
    Loved it from the first time, I will share it with my friends 🥰....

  • @sunildigal1583
    @sunildigal1583 2 года назад

    Good bless👍 you dada

  • @deepakofficialchannel2082
    @deepakofficialchannel2082 2 года назад

    Beautiful song bro & Sister, God bless you
    Praise the Lord 🙏

  • @M10_GAMER
    @M10_GAMER 2 года назад +7

    ପ୍ରଭୁଙ୍କ ଦୟାରୁ ଏତେ ସୁନ୍ଦର ଗୀତ ହୋଇପାରିଛି ସେଥିପାଇଁ ଆମେ ସମସ୍ତେ ଖୁସି ଅଟୁ ଏବଂ ଝିଅ ଓ ଭାଇଙ୍କୁ ପ୍ରଭୁ ଦୟା କରନୁ ଯେ ପ୍ରକାର ଆହୁରି ଗୀତ ସେମାନେ ଗାଇପାରିବେ |

  • @amirchanddigal9857
    @amirchanddigal9857 2 года назад

    Keep it up mama ...God bless you...

  • @Reshanofficial222
    @Reshanofficial222 2 года назад

    We very proud of you and the song is also very nice sir 🥰😊😊

  • @kishanbiharipradhan9739
    @kishanbiharipradhan9739 2 года назад +2

    May GOD bless you all and be glorified the name of God by this song.

  • @HappyOdia
    @HappyOdia 2 года назад +1

    Praise the lord 🙏 Guys

  • @praiseofficiel1853
    @praiseofficiel1853 2 года назад +1

    Very beautiful song praise the lord 🙏👍👍👍👍👌👌❤️🎤🎙️🎛️🎙️🎙️🎙️🎛️🎙️🎙️🎵🎶🎵🎵🎵🎛️🎛️🎼🎼🎛️🎛️🎼🎼🎵🎶🎶💯🎼🎛️🎛️🎼🎵🎼🎛️🎛️🎸💯🎧🥁

  • @Nayakcreation3330
    @Nayakcreation3330 2 года назад

    Dilse 💯💯💯🎉🎉🎉❤️❤️💕💕💕👍👍♥️♥️😇😇

  • @simanpatamajhi9938
    @simanpatamajhi9938 2 года назад +1

    𝒯𝒽𝒶𝓃𝓀 𝓊 𝓈ℴ 𝓂𝓊𝒸𝒽 𝓂𝒶𝓎 𝒢ℴ𝒹 𝒷𝓁ℯ𝓈𝓈 𝓊

  • @ranjitmajhi7609
    @ranjitmajhi7609 Год назад +2

    Gita bahut sundar heichi bhai I liked this song

  • @virajsabar2950
    @virajsabar2950 Год назад +1

    Praise the lord🙏