TUMA BINA PRABHU NAHIKE SAHARA//ASHISH KUMBHAR//D.SRABHAN//BIPIN DIGAL//NEW CHRISTIAN SONG//

Поделиться
HTML-код
  • Опубликовано: 10 фев 2025
  • TUMA BINA PRABHU NAHIKE SAHARA//ASHISH KUMBHAR//D.SRABHAN//BIPIN DIGAL//NEW CHRISTIAN SONG//
    CREDIT
    SONG - ତୁମ ବିନା ପ୍ରଭୁ ନାହିଁ କେ ସାହାରା
    SINGER: ASHISH KUMBHAR & D. SRABAN
    LYRICS : LULU DIGAL & PRASHANT PRADHAN
    COMPOSITION : LULU DIGAL & D.SRABAN
    MUSIC DIRECTOR : BIPIN DIGAL
    PRODUCER : RUPINA DIGAL
    MUSIC ARRANGEMENT - JOHN DADA
    NISAN - NIBASH DADA
    RECORDIST & MIXING : BISHI KESHAN DEEP (RR STUDIO BGH)
    SPECIAL THANKS : MANASA DIGAL
    *****Full Lyrics******
    ତୁମ ବିନା ପ୍ରଭୁ ନାହିଁ କେ ସାହାରା
    ତୁମର ଠାନେ ଅଛେ ଅମୃତର ଧାରା...।୨
    ଯୀଶୁ ଏକା ମର ଜୀବନ
    ଦୟାମୟ କ୍ଷମାମୟ....।୨
    ତୁମେ ଅଟ ମୋ ଜୀବନ ଧାରା........
    ହାହା...... ହାଲେଲୁୟା......ହୋହୋ.....ହୋସାନା...।୪
    ***************** ୧ *******************
    ଆଦ୍ୟ ତୁମେ, ଅନ୍ତ ତୁମେ ଜୀବନ ତୁମରି ଠାନେ
    ଶାନ୍ତି ରାଜା ଯୀଶୁ ତୁମେ ପରିତ୍ରାଣ ତୁମର ଠାନେ
    ଅ..... ଅନ୍ଧଦେଖେ ମୃଥ୍ୟଜାଗେ ଛୁଟା ନାଚେ ତୁମର ଠାନେ
    ମୁଖ ପୁଣି ଗାଈ ଜାଏ ସୁମଧୁର ସୁରର ତାନେ
    ଯୀଶୁ ଏକ ସତେ ମୋର ଜୀବନ
    ତାଙ୍କର ଠାନେ ଅଛେ ମୋର ପରାନ...।୨
    ଯୀଶୁ ଆମୋ ତ୍ରାଣ କରତା.......
    ହା ହା.......ହାଲେଲୁୟା...... ହୋହୋ....... ହୋସାନା.....।୪
    ****************** ୨ ***********************
    ପଥ ତୁମେ, ସତ୍ୟ ତୁମେ ଯୀଶୁ ମୋ ଜୀବନ ତୁମେ
    ଗାଈ ଜିମା, ନାଚି ଜିମା ପ୍ରଭୁ ଯୀଶୁଙ୍କର ନାମେ
    ହୋ...... ଗୌରବ,ମହିଁମାରେ ମଜି ଜିମା ତାଙ୍କର ଠାନେ
    ଜୀବନର ଜ୍ୟୋତି ସେଜେ ଭରିଦେବେ ଆମର ଠାନେ
    ଯୀଶୁ ଏକା ସତେ ମୋର ଜୀବନ
    ତାଙ୍କର ଠାନେ ଅଛେ ମୋର ପାରାନ...।୨
    ଯୀଶୁ ଆମ ତ୍ରାଣକରତା.......
    ହା ହା...... ହାଲେଲୁୟା........ହୋହୋ...... ହୋସାନା.......।
    (ସମାପ୍ତ)
    Disclaimer
    Copyright Disclaimer under Section 107 of the copyright act 1976, allowance is made for fair use for purposes such as criticism, comment, news reporting, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use.
    #ashishkumbhar
    #dsraban
    #bipindigal
    #humansagar
    #amitpani
    #amitpaniofficial
    #bdmusic
    #calvaryofficial
    #newchristiansong
    #newhindisong
    #amitbadanayakchristiansongs
    #jaganmahannag
    #bijayaofficial
    #jesuscreation
    #mknofficial
    #salmanpaul
    #akhsyapal

Комментарии • 146