Mamata's resignation a big inauspicious sign for BJD, troubles ahead

Поделиться
HTML-код
  • Опубликовано: 8 сен 2024
  • Mamata's resignation a big inauspicious sign for BJD, troubles ahead | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 318

  • @RanjanBehera-ge1kf
    @RanjanBehera-ge1kf Месяц назад +70

    ରହିନି ରାବଣ ଚିରକାଳ......ଜଳିଛି ସୁନା ର ଲଙ୍କା ପୁର । ପାଞ୍ଚାଳୀ ନିଃଶ୍ବାସେ ଜଳିଗଲା...... କୈାରବ କୁଳର ଅହଂକାର । ଧର୍ମ ର ଚିତା ରେ ଅଧର୍ମ ଜଳିବ, ଏ ରାତି ପାହିବ..... ସକାଳ ଆସିବ। ପାପର ଅନ୍ଧାର ଲୁଚାଇ ପାରେନା...... ସକାଳ ସୁରୂଜ ମୁହଁ...। ଯେତେ ପାପ ଭାର.... ସେତେ ଅବତାର, ପାପି ସାବଧାନ ହୁଅ । ସତ ଯଦି ଆଲ୍ଲା ଏଠି, ସତ ଯଦି ଯୀଶୁ ଏଠି, ସତ ଯଦି ରାମ........ ସଂସାର ରୁ ପାପ ହେବ କ୍ଷୟ "
    ଧର୍ମ ର ହେବ ଜୟ...! ଧର୍ମ ର ହେବ ଜୟ...!! ଧର୍ମ ର ହେବ ଜୟ....!!! 🎉🎉🎉🎉🎉🎉🎉🎉 ଜୟ ଜଗନ୍ନାଥ...

    • @tusarkantasahu1064
      @tusarkantasahu1064 Месяц назад +3

      ଜୟ ଜଗନ୍ନାଥ 🙏🙏🙏

    • @RanjanBehera-ge1kf
      @RanjanBehera-ge1kf Месяц назад +2

      ​@@tusarkantasahu1064
      Thank you 💕.........

    • @prakashtoltia
      @prakashtoltia Месяц назад +5

      Jaya Jagannath. ...ଅକ୍ଷ ରହୁ ଏ ପୂଣ୍ୟ ଜଗତେ ଧର୍ମର ହେଉ ଜୟ.....ଜୟ ଜଗନ୍ନାଥ. ...ଜୟ ଶ୍ରୀରାମ

    • @DEEPAKKUMARPRADHAN-yh1kr
      @DEEPAKKUMARPRADHAN-yh1kr Месяц назад +1

      21:26 21:26

    • @susantasahoo9544
      @susantasahoo9544 Месяц назад +3

      ମମତା ମେହେର ଦଳ ଛାଡ଼ିବାପରେ ବଢିଲା ନଈରେ ଘାଇ ସୃଷ୍ଟି ହୋଇ ଯାଇଛି ।ଘାଇ ବନ୍ଦ ନକରି ଅନ୍ୟକୁ ଦୋଷ ଦେଇ ଲାଭ କଣ । ଆଉ ଉମା ସାମନ୍ତରାୟଙ୍କ କଥା ,ସେ ମଧ୍ୟ ଦଳ ନଛାଡ଼ିବେ କିଏ କହିବ ।

  • @nadadursrinivas9427
    @nadadursrinivas9427 Месяц назад +30

    ଦକ୍ଷିଣ ଆଡୁ ମାଡ଼ ସରିଲା।
    ଉତ୍ତରା ଆଡୁ ମାଡ଼ ଆରମ୍ଭ ହେଲା।
    ଆଉ ଦୁଇ ଦିଗ କେବେ ହେବ?

    • @basantasahu4553
      @basantasahu4553 Месяц назад +2

      Ed CBI lagila pare sabu ade clear heijiba 😅😂

  • @adhikaridash7543
    @adhikaridash7543 Месяц назад +26

    ଅତ୍ୟନ୍ତ ସୁନ୍ଦର ବିଶ୍ଳେଷଣ।BJD ଦଳରେ ଯେଉଁମାନେ କେଲେଙ୍କାରୀରେ ଲିପ୍ତ ଅଛନ୍ତି, ସେ ଅଫିସର ହୁଅନ୍ତୁ ବା ମନ୍ତ୍ରୀ ସମସ୍ତଙ୍କୁ ଧରି ଲୋକଲୋଚନକୁ ଆଣିବା ଆବଶ୍ୟକ। ଜୟ ଜଗନ୍ନାଥ।

    • @Ama_Sikhya_Bikasha
      @Ama_Sikhya_Bikasha Месяц назад +1

      Amit Saha,jou parbin rawanaku 600jhia nku rep Karu vedio chhadichhi modi aou amit sahaku bi arrest kara jau

  • @brajakishorepadhi4022
    @brajakishorepadhi4022 Месяц назад +13

    ନୀତି ହୀନ ନବୀନ କେବେ ଲୋକାଭିମୁଖୀ ନ ଥିଲେ। ନିଜର କ୍ଷମତା ମହତ୍ବକାକ୍ଷାଂ ପାଇଁ ଓଡିଆ କଂ ଧନ ଜୀବନ ସହ ଖେଳ ଖେଳିଛନ୍ତି। ଖାଲି ପ୍ରହେଳିକା, ମିଛ, ପ୍ରପଂଚ ରେ ଭରା ନବୀନ ପଟ୍ଟନାୟକ। ନବୀନ କେବେ କାହାକୁ ହୁଦୟ ରୁ ସମ୍ମାନ ଦେଇ ନାହାନ୍ତି। ତେଣୁ ସମୟ ଖେଳ ଖେଳିବ ନବୀନ ସହିତ। କେହି ଅଟକାଇ ପାରିବ ନାହିଁ ନବୀନ ପଟ୍ଟନାୟକ ର ଧ୍ବଂସ ଲୀଳା କୁ।

  • @manojdikshit1308
    @manojdikshit1308 Месяц назад +23

    ସିବିଆଇ ପାଳି କେବେ ଅପେକ୍ଷାରେ ଓଡ଼ିଶା ବାସୀ; କାରଣ ବିଜେଡି ବିଧାୟକଙ୍କ ଘଣ୍ଟି କେବେ ବାଜିବ😅

    • @alokranjanpanda7046
      @alokranjanpanda7046 Месяц назад

      After Vigilance Raid, then CBI and ED will enter.. CBI and ED collect evidence, Give some time Film not released. 😎

  • @laxmidharabarik2952
    @laxmidharabarik2952 Месяц назад +16

    ସାର୍ ବିଗତ ଚବିଶ ବର୍ଷରେ ନବୀନ ପଟ୍ଟନାୟକ ନୂଆ ନେତୃତ୍ୱ ସୃଷ୍ଟି କରିପାରିଲେ ନାହିଁ। ବରଂ ଦଳକୁ ତିଆରି କରିଥିବା ଲୋକଙ୍କୁ ତଡିଦେଲେ। ତେଣୁ ଯାହାର ଫଳ ଏବେ ଭୋଗୁଛନ୍ତି। ବିଳାପ କରି ଲାଭ କଣ ?❤❤

  • @jyotirmayadas4981
    @jyotirmayadas4981 Месяц назад +13

    ସବୁଦିନେ ନାହିଁ ଚାନ୍ଦିନୀ ରାତି।
    ସବୁଦିନେ ନାହିଁ ଯୁବା ପୀରତି।

  • @bishnucharnrana3282
    @bishnucharnrana3282 Месяц назад +12

    ବସ୍ ରେ କଣ୍ଡକ୍ଟର ଯେପରି ଆଗରେ ଖାଲିହେବ କହି ଗୋଟିଏ ସିଟ୍ କୁ ୫ଜଣଙ୍କୁ ଦେଖାଇ ଥାଏ,ସେହିପରି ପାଣ୍ଡିଆନ୍ ଗୋଟିଏ ରାଜ୍ୟସଭା ସିଟ୍ କୁ ଅଧିକାଂଶ ବ୍ୟକ୍ତିଙ୍କୁ ଆଶା ଭରସା ଦେଇଥିଲେ।

  • @nikunjabiharisahani2070
    @nikunjabiharisahani2070 Месяц назад +12

    ଏ କଥା ଯଦି ସତ୍ୟ ଯେ ଅଭିମନ୍ୟୁ ସାମନ୍ତ ସିଂହାର ଙ୍କ ନାମରେ ଥିବା ରାସ୍ତାକୁ ମଦର ଟେରେସାଙ୍କ ନାମରେ କରିଛି ବିଜେଡ଼ି,ତେବେ ଏ ଦଳ ଖଣ୍ଡ ବିଖଣ୍ଡିତ ହେଉ ବୋଲି ଏହା ମୁଁ ନୁହେଁ ସମସ୍ତ ସନତାନି ଜଗନ୍ନାଥ ପ୍ରେମୀ ଭକ୍ତମାନେ ଜଗନ୍ନାଥଙ୍କ ଚରଣରେ ପ୍ରାର୍ଥନା କରୁଛୁ।
    ବନ୍ଦେ ଉତ୍କଳଜନନୀ 🙏
    ବନ୍ଦେ ମାତରଂ 🙏

    • @RanjanBehera-ge1kf
      @RanjanBehera-ge1kf Месяц назад +1

      @@nikunjabiharisahani2070 କେତେ ମାରାତ୍ମକ ଏ ଦଳ........

  • @ajitkumarpanda6388
    @ajitkumarpanda6388 Месяц назад +32

    ବର୍ଷା ଆସିବା ପୂର୍ବରୁ ବିଜୁଳି ଘଡଘଡି ଆସିଥାଏ ବର୍ଷା ହେବାର ସୂଚନା ଦିଏ, ଠିକ୍ ସେହିପରି bjd ର ଝଡ଼ ପୂର୍ବ ର ସୂଚନା ହେଲା ମମତା ଙ୍କ ଇସ୍ଥାପା,,,,,

  • @GaneswarNayak-e6j
    @GaneswarNayak-e6j Месяц назад +3

    ଆଗକୁ ସମୟ ଆସୁଛି ଗେଣ୍ଡାରେ ପାଣି ଦେବାକୁ କେହି ଜଣେ ହେଲେ ବିଜୁ ଜନତା ଦଳରେ କର୍ମୀ ନ ଥିବେ। ଚକା ଆଖି ସବୁ ଦେଖୁଛି। ଜୟ ଶ୍ରୀ ଜଗନ୍ନାଥ।

  • @AjayakumarGochhi
    @AjayakumarGochhi Месяц назад +16

    ଯା ପୁଅକୁ ସାପ କାମୁଡେ ତା ମା ପାଳ ଦଉଡ଼ି ଦେଖିଲେ ଡରେ ,😭 ବର୍ତ୍ତମାନ ନବୀନ ବାବୁ ଙ୍କ ଏପରି ଅବସ୍ଥା ହେଇଛି 😂

  • @user-nb6ds2ss1o
    @user-nb6ds2ss1o Месяц назад +20

    ମମତା ମହାନତ ଯାହା କରିଛନ୍ତି ଠିକ କରିଛନ୍ତି କାରଣ ବି ଜେ ଡି ସବୁେବେଳ କୁଡୁମି ସମାଜ କୁ ଅବହେଳା କରିଛନ୍ତି

  • @manojpanda2956
    @manojpanda2956 Месяц назад +4

    ଆଜ୍ଞା ଧନ୍ୟବାଦ , ଜଗନ୍ନାଥ କ୍ଷମାମୟ ଠାକୁର ଯାହା ବିଚାର କରୁଛନ୍ତି ଠିକ୍, ନବୀନ ପଟ୍ଟନାୟକ କାଳିଆ ସହିତ ଲୁଚକାଳି ଖେଳିବାର ମଜା ପାଆନ୍ତୁ

  • @gunanidhinaik3699
    @gunanidhinaik3699 Месяц назад +2

    ସମୟ ବଳବାନ୍।ସମୟ ସ୍ରୋତରେ ସମସ୍ତେ ଭାସିଯିବେ ।ସେ ତ ବି.ଜେ.ପି. ହେଉ କି ବି.ଜେ.ଡି ହେଉ କି କଂଗ୍ରେସ ହେଉ କି ଅନ୍ୟ ଯେଉଁ ରାଜନୈତିକ ଦଳ ହେଉ ।

  • @anantamishra8378
    @anantamishra8378 Месяц назад +2

    Verynice

  • @SurendraMishra-t1k
    @SurendraMishra-t1k Месяц назад +4

    ସାଦର ପ୍ରଣାମ, ପ୍ରଦୀପ ପାଣିଗ୍ରାହୀଙ୍କ "ଲେଖା ଛିଡି଼ବ " ନ୍ୟାୟରେ ରାଜ୍ୟରୁ, ଲୋକସଭାରୁ ଲେଖା ଛିଡ଼ିବା ସହିତ ରାଜ୍ୟସଭାରୁ ମଧ୍ୟ ଲେଖା ଛିଡ଼ିଯିବ ଏଥିରେ କିଛି ସନ୍ଦେହ ନାହିଁ.. ଜୟ ଶ୍ରୀରାମ 🙏🙏🙏

  • @jagabandhubehera1984
    @jagabandhubehera1984 Месяц назад +5

    ଜୟ ଜଗନ୍ନାଥ

  • @ashokkumarsahoo7041
    @ashokkumarsahoo7041 Месяц назад +4

    100% Agree with Amar Satapathy

  • @prasantapanda1703
    @prasantapanda1703 Месяц назад +2

    ଯେଉଁମାନେ ପାଣ୍ଡିଆନକୁ ଦୋଷୀ ବୋଲି ଭାବୁଛନ୍ତି ସେମାନଙ୍କ ଠାରୁ ମୂର୍ଖ ବୋଧେ ଆଉ କେହି ନାହାନ୍ତି, ପ୍ରକୃତରେ ବିଜେଡିରେ ଯାହା ବି ହୁଏ ସବୁ ସେଇ ପରମ ମାଗିହା ହାରାମି x ମୂର୍ଖ ମନ୍ତ୍ରୀ ନବୀନ ପଟନାୟକ ଇଙ୍ଗିତରେ ହୁଏ, ଓଡିଶାରେ ଯେତେ ଦୁର୍ନୀତି ହତ୍ୟା ଧର୍ଷଣ ଚୋରି ହେଇଚି ସବୁ ସେଇ ହାରାମି ନବୀନ ପଟନାୟକ ଦ୍ୱାରା ହିଁ ହେଇଚି କିନ୍ତୁ ଦୋଷ ଆଉ କାହା ମୁଣ୍ଡରେ ବୋଳା ଯାଇଛି, ଅଲଗାଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ମାରିବାରେ ନବୀନ ପଟନାୟକ ହେଉଛି ସିଦ୍ଧହସ୍ତ

  • @bipracharanjena2736
    @bipracharanjena2736 Месяц назад +22

    ନବୀନବାବୁଙ୍କ ବୟସ ହେଲାଣି ଆଉ ଦଳକୁ ରଖିବା ତାଙ୍କ ଆୟତରେ ନାହିଁ ଆଉ କ୍ଷମତା ନାହିଁ ଦଳ ଦିନକୁ ଦିନ ତଳକୁ ତଳ ଗତି କରୁଛି

  • @ashutoshmeher7352
    @ashutoshmeher7352 Месяц назад +5

    BJD....ଧ୍ବଂସ ଅଭିମୁଖେ

  • @santoshnarayanbhagat2437
    @santoshnarayanbhagat2437 Месяц назад +1

    Best analices sir ji

  • @PramodKumarPradhan-mw8vp
    @PramodKumarPradhan-mw8vp Месяц назад +17

    ଛାତିଏ ପାଣିରେ ପସିଲାଣି ବି,ଜେ,ଡି ଡୁବିବ କେବେ ?

  • @user-zw3pr7qw2d
    @user-zw3pr7qw2d Месяц назад +20

    ପଣ୍ଡିଆନ କୁ ଯେଉଁଦିନ ନବୀନ ପଟ୍ଟନାୟକ ବାହାର କରିବେ, ସେଇଦିନ ନବୀନ ପଟ୍ଟନାୟକ ଜେଲ ଯିବେ

  • @nintyanandanaik716
    @nintyanandanaik716 Месяц назад +1

    Good Analysis

  • @DactorKing-ez5uh
    @DactorKing-ez5uh Месяц назад

    ଜୟ ଶ୍ରୀ ରାମ ଭିତୋରେ ନାଁଥୁରାମ

  • @govindab4089
    @govindab4089 Месяц назад +12

    Bjd going to be damage.

  • @sibaprasadpattajoshi412
    @sibaprasadpattajoshi412 Месяц назад

    Thanks to Navin Das babu
    You are 200 percent write

  • @raghubirdas7621
    @raghubirdas7621 29 дней назад

    100 percent agree with Amar Satpathy n Arabinda Dhali comments

  • @phalgunisabar4677
    @phalgunisabar4677 Месяц назад

    ଆପଣଙ୍କ ମତା ମତ ମୋର ମନକୁ ପାଇଲା
    ଧନ୍ୟବାଦ sir

  • @mohancharandas614
    @mohancharandas614 Месяц назад

    ନବୀନ ବାବୁ ନମସ୍କାର । ଆଜିର ଗୁମର କଥାରେ ସ୍ଥାନିତ ବିଷୟ ଆଗକୁ ଆହୁରି ହେବ । ଭାଡି ଖାଲି ହୋଇଯିବ ଏହା ଅପ୍ରିୟ କିନ୍ତୁ ଚିରନ୍ତନ ସତ୍ୟ । ଆପଣଙ୍କ ଉପସ୍ଥାପନ ଉଚ୍ଚ କୋଟୀର ।

  • @Vinood900
    @Vinood900 Месяц назад +13

    ଅମର ଶତପଥୀ ମହାଶୟ BJP join କରନ୍ତୁ।

    • @lipunasamal1228
      @lipunasamal1228 Месяц назад

      କୁଉ ଖୁସିରେ

    • @Vinood900
      @Vinood900 Месяц назад

      @@lipunasamal1228 ଦାସତ୍ୱ ଜୀବନ ରୁ ମୁକ୍ତ ଆଉ ନିଜ ସ୍ଵାଧୀନତା ପାଈଁ

  • @maheswarprusty3043
    @maheswarprusty3043 22 дня назад

    Very good👍✅ congratulations

  • @manojbabu6690
    @manojbabu6690 Месяц назад +1

    👍

  • @bikramkesharijena48
    @bikramkesharijena48 Месяц назад +1

    ନବୀନ ର କେବେ ଇଜ୍ଜତ ଥୀଲା ଯେ ଆଜି ରହିବ

  • @SadhuBadanayak-hx5px
    @SadhuBadanayak-hx5px Месяц назад

    Bahut. Sundar. Mantabya. Dhanyabad 23:45 .

  • @pratapchandramohanta7831
    @pratapchandramohanta7831 Месяц назад

    Thank you. Sir

  • @user-sh3ww5yy3j
    @user-sh3ww5yy3j Месяц назад

    Yes..agree with Amar satpathy information..

  • @bijaypanda1843
    @bijaypanda1843 Месяц назад

    🙏🙏🙏ଜୟ ଜଗନ୍ନାଥ

  • @surapravanayak3197
    @surapravanayak3197 Месяц назад

    U r right sir 🙏🙏

  • @atulkumarsahoo4086
    @atulkumarsahoo4086 Месяц назад

    ଏ ସବୁ ପାଇଁ ନବିନ ବାବୁ ଦାୟୀ।

  • @mahindrimohanty439
    @mahindrimohanty439 Месяц назад

    Very good

  • @dilipbiswas5592
    @dilipbiswas5592 Месяц назад

    Nice information sir🙏

  • @krushnamohanprusty2728
    @krushnamohanprusty2728 Месяц назад

    ନବୀନ ବାବୁଙ୍କ ଉପସ୍ଥିତିରେ ବିଜେଡି ଦଳ ନିଶ୍ଚିହ୍ନ ହେବା ଓଡ଼ିଶାର ପ୍ରଗତି ପାଇଁ ଶୁଭଙ୍କର !🎉

  • @bapimishra-sv4oz
    @bapimishra-sv4oz Месяц назад

    Jai shree jagannath 🙏

  • @littledreams2380
    @littledreams2380 Месяц назад

    Very nice analysis.
    Keep it up.

  • @Vinood900
    @Vinood900 Месяц назад +2

    BJD ରାଜ୍ୟ ସଭା ରୁ ଖୁବ୍ ଶୀଘ୍ର ସଫା ହେବ। ଓଡ଼ିଶା ପଡ଼ିଛି କେନ୍ଦ୍ର ରାଜନୀତି ପଶାପାଲି ରେ।

  • @viewsgodlevel5557
    @viewsgodlevel5557 Месяц назад +1

    100

  • @laxmidharnayak4191
    @laxmidharnayak4191 Месяц назад

    ସଠିକ ସମୀକ୍ଷା। ଯେଉଁ ଦଳ ଓଡ଼ିଶା ଓ ଓଡ଼ିଆ ର ପ୍ରାଣ ଜଗନ୍ନାଥ ଙ୍କୁ ଲୁଣ୍ଠନ କରଛି ସେ ଦଳ ଓଡ଼ିଶା ରୁ ନିଶ୍ଚିନ ହେବନି? ଜଗନ୍ନାଥ ସମସ୍ତ ଅନ୍ୟାୟ ର ବିଚାରକ। ଯେଉଁ ଦଳ ଓଡ଼ିଶା ବାସୀଙ୍କୁ ଧୋକା ଦେବ ସେ ତାର ଫଳ ଦିନେ ପାଇବ । ଧନ୍ୟବାଦ ନମସ୍କାର।

  • @KabindraDas-pj8xu
    @KabindraDas-pj8xu Месяц назад +1

    Ati utma upasttpana sir

  • @user-kl9vp2gy4w
    @user-kl9vp2gy4w Месяц назад

    Good 🎉

  • @sarojmishra7932
    @sarojmishra7932 Месяц назад +2

    It is surprising that no action against Nabin has yet been taken by BJP .

  • @Omm-y5h
    @Omm-y5h Месяц назад

    Yes

  • @umakantachoudhury4537
    @umakantachoudhury4537 Месяц назад

    ବାସ୍ତବ ତଥ୍ୟ ନିର୍ଭୟରେ ନିର୍ଭୟର ସହିତ ଉପସ୍ଥାପନା କରୁଛନ୍ତି l

  • @basantapattnaik7812
    @basantapattnaik7812 Месяц назад

    ସାର ପ୍ରଣାମ, 🙏🌹

  • @purusottamsahoo5938
    @purusottamsahoo5938 Месяц назад

    ❤joyguru sir🎉

  • @gunanidhinaik3699
    @gunanidhinaik3699 Месяц назад

    ପୁର୍ବ ସରକାରଙ୍କ ଦୃଷ୍ଟିରେ ଓଡିଶାରେ ମହାପୁରୁଷ ସଂଖ୍ୟା ହାତ ଗଣତି।

  • @harekrishnamahanta7592
    @harekrishnamahanta7592 Месяц назад

    Good decision of madam Mamta mahanta

  • @sukumarrana9091
    @sukumarrana9091 Месяц назад

    What Amar Prasad Satpathy has said is absolutely correct.

  • @bipinimallickbipini6793
    @bipinimallickbipini6793 Месяц назад

    ନବୀନିବାବୁ. କଣ. ସଂଗଠନକରି. ମୁଖ୍ୟମନ୍ତ୍ରୀ. ହେଇଥିଲେକି. ତାଙ୍କୁ. ସଂଗଠନ. କଣ. ଜଣାଅଛି.

  • @jchoudhury274
    @jchoudhury274 Месяц назад

    ଦୁର୍ନିତି ଗ୍ରସ୍ତ BJD ସରକାର ଓଡ଼ିଶା ରୁ ମୂଳ ପୋଛ ହେବା ଦରକାର ଆଉ ଚିଟ୍ ଫଣ୍ଡ ତଦନ୍ତକରୀ ପଇସା ଲୋକଙ୍କୁ ମିଳିବା ଜୟ ଜଗନ୍ନାଥ

  • @nareshdash3796
    @nareshdash3796 Месяц назад

    ନବୀନ ବାବୁ ବିଚଳିତ ହେବା ଉଚିତ ।

  • @srinibashpanda9726
    @srinibashpanda9726 Месяц назад +1

    Jay Jagannath 🙏

  • @manojmansingh8572
    @manojmansingh8572 Месяц назад

    Get well Soon

  • @rabinarayansahoo5875
    @rabinarayansahoo5875 Месяц назад +1

    ଆପଣ ଙ୍କୁ ଲଜ୍ୟା ନାହିଁକି? ସେ କଣ ବିନା ଟଙ୍କା ରେ ଦଳ ଛାଡିଲା?. ସାତ ପୁରୁଷ ପାଇଁ ଟଙ୍କା ରଖିଲା ଗଲା. କେହି ବ୍ୟସ୍ତ ନାହାନ୍ତି, ନବୀନ ଦାଶ , ଆପଣ ବେଶୀ ବେସ୍ତ,

  • @ArabindaChoudhury
    @ArabindaChoudhury Месяц назад

    Arabinda Choudhury . Good

  • @user-mg6zy2vh1u
    @user-mg6zy2vh1u Месяц назад +1

    OK

  • @mituprdhan2020
    @mituprdhan2020 Месяц назад +1

    Jai Sita ram 🙏🏻🙏🏻🙏🏻

  • @user-fq5gb9ep9e
    @user-fq5gb9ep9e Месяц назад

    B J D ବାଲା କିଛି ଶୁଣ ଆଉ ଏ ଥର ନିଜକୁ ସଜାଡ ।

  • @gunanidhinaik3699
    @gunanidhinaik3699 Месяц назад

    ବି.ଜେ.ପି ଛାଡିଲେ ବି.ଜେ.ଡି ବାଲା ଖୁସିହେବା କଥା ନୁହେଁ କି ବିଜେଡି ଛାଡିଲେ ବି.ଜେ.ପି.ବାଲା ଖୁସି ହେବ କଥା ନୁହେଁ ।

  • @somnathbarik6991
    @somnathbarik6991 Месяц назад

    ଅସ୍ତମିତ ଅସ୍ମିତା
    --------------------------
    ଯେଉଁମାନେ ଓଡିଆ ଅସ୍ମିତା ଅସ୍ମିତା ବୋଲି ଚିତ୍କାର କରି ଚାଲିଛନ୍ତି , ମାତ୍ର ଅସ୍ମିତା କହିଲେ କ'ଣ ବୁଝନ୍ତି ନାହିଁ। ସେମାନଙ୍କ ପାଇଁ ଏକ ଉପାଦେୟ ପ୍ରସଙ୍ଗ।
    ଅସ୍ମିତା ଜାଗରଣ ପରିବର୍ତ୍ତେ ତା'ର ସମାଧି ଉପରେ ଠିଆହୋଇ କେବଳ ଅସ୍ମିତା ଅସ୍ମିତା ଚିତ୍କାର , ଏଥିରେ ସନ୍ଦେହ ନାହିଁ।

  • @user-px8qx8np3q
    @user-px8qx8np3q Месяц назад

    ଜୟ ଶ୍ରୀ ରାମ ନ କହି ଜୟ ଜଗନ୍ନାଥ କହିଲେ ଭଲ ହେବ...

  • @gunanidhinaik3699
    @gunanidhinaik3699 Месяц назад

    ଏପରି ବିଲାପ କୁ ବିଧବା ବିଲାପ କହିଲେ ବି ଅତ୍ୟୁକ୍ତି ହେବ ନାହିଁ ।

  • @pravaschdas1574
    @pravaschdas1574 Месяц назад

    She is right.

  • @santoshbiswal6256
    @santoshbiswal6256 Месяц назад +2

    Sir pranam.pradip panigrahi jaha kahithile lekha chhinde dela. Mamata nka pare laine re achhanti. Bjd ra sesa bela asigala. Bjd re ghada ghadi srusti hela . Tapare bjd sesa heijiba.jay sriram.

  • @sureshdas9920
    @sureshdas9920 Месяц назад

    Yes, Khali heba

  • @rabindrarath9474
    @rabindrarath9474 Месяц назад

    ହାତରୁ ଗଲେ ଗଲେ ଖସି ଲୁହ ଗଡ଼ଉଁ ଥା ବସି ନବୀନ ବାବୁଙ୍କ ଅବସ୍ଥା ବର୍ତମାନ ସେୟା ସେ ଆଉ ଦଳକୁ କଣ୍ଟ୍ରୋଲ ଅବସ୍ଥାରେ ନାହାନ୍ତି ବର୍ତମାନ ଆତ୍ମରୋଦନ କରିବାକୁ ହେବ

  • @prakashnayak5902
    @prakashnayak5902 Месяц назад

    ଆଗରୁ ଯାହା ଲଗାଇଛନ୍ତି ,ଏବେ ତାହା ଅମଳ ହେବାକୁ ଯାଉଛି,ଚାଲୁ ଏମିତି ହେବା ଦରକାର BJD କୁ

  • @PabitrakumarSwain-wt4tp
    @PabitrakumarSwain-wt4tp Месяц назад +1

    ତାଙ୍କର ଅଘଟଣ ରେ ତମର ଘଟଣା(ଆଜିର ପ୍ରସଙ୍ଗ) ଚାଲୁ ଚାଲୁ ସଂସ୍ଥା ଚାଲୁ ।

    • @littoncool
      @littoncool Месяц назад

      Media aghatana hele hi ghatana kuhe. Aji janila ki ?

  • @maheshprasadmahanta9614
    @maheshprasadmahanta9614 Месяц назад +5

    ଫାସିବାଦ କିଭଳି ପୁଞ୍ଜିବାଦ ମlଧ୍ଯମରେ ଗଣତନ୍ତ୍ରରେ ପ୍ରବେଶ କରୁଛି ତା ବାବଦରେ ଟିକେ କୁହନ୍ତୁ

    • @aamy00
      @aamy00 Месяц назад

      କାଇଁ ସିଏ କଣ ଠିକା ନେଇଛନ୍ତି? ପାଠ ପଢନ୍ତୁ

    • @littoncool
      @littoncool Месяц назад

      Naveen ku pacharile se kahiba. 25 yr jane rahichi + gote tamil loka ku sabu power dei deithila jouta fasibada re hue. Gote loka ra sabu power.

  • @gunanidhinaik3699
    @gunanidhinaik3699 Месяц назад

    ମୁଁ ତ ଭାବୁଛି ପ୍ରଦୀପ ପାଣିଗ୍ରାହୀ ଙ୍କୁ ମାଡ ହେବା ପରେ ସେ ଆଉ ପ୍ରଚାର କୁ ଯାଇପାରିଲେ ନାହିଁ ।ଯାହାଫଳରେ ପୁର୍ବ ମୁଖ୍ୟମନ୍ତ୍ରୀ ଙ୍କୁ ଯିତିବାରେ ବହୁତ ସହଜ ହେଲା।

  • @nrusinghacharansethy1597
    @nrusinghacharansethy1597 Месяц назад +2

    Lelini mohanty heuchhi copi pest man

  • @prafullapatu5420
    @prafullapatu5420 Месяц назад +1

    Amar is right

  • @kundansahu9310
    @kundansahu9310 Месяц назад +1

    ଯେଭଳି ନବୀନ ପଟ୍ଟନାୟକ ପାଣ୍ଡିଆନ ରିମୋଟ କଣ୍ଟ୍ରୋଲରେ ଚାଲୁଥିଲେ ସେଇଭଳି ମୋହନ ସରକାର କାହାର ରିମୋଟ ଦ୍ବାରା ଚାଳିତ ସରକାର ନୁହେଁ ତ ??

  • @thirdeye9492
    @thirdeye9492 Месяц назад

    ସ୍ତୁତି ଚିନ୍ତାମଣି... ସନ୍ଥ କବି ଭୀମ ହୋଇ 😢

  • @niladripradhan1527
    @niladripradhan1527 Месяц назад

    ଯନ୍ତ୍ରଣାର ଅନ୍ତସ୍ୱର ନିର୍ଭୟ ଗୁମର କଥା. ଆଜିର ପ୍ରସଙ୍ଗରେ ଆପଣ ଅମର ଶତପଥି ଓ ଅରବିନ୍ଦ ଢାଳିଙ୍କ ମନ୍ତ୍ୟବ୍ୟରୁ ଜନତାଙ୍କ ପ୍ରତିକ୍ରିୟା କଣ ଜାଣିବାକୁ ଚାହିଁଛନ୍ତି. ମୋର ବ୍ୟକ୍ତିଗତ ମତ ଦଳ ସେବା ଓ ଜନ ସେବା ର ଅର୍ଥ ଯଦି ଏକ ନୁହେଁ ଏଥିରେ ଭିର୍ଣ୍ଣତା ଅଛି. ମମତା ମହନ୍ତ ତାଙ୍କ ନିଜର ସ୍ୱାର୍ଥକୁ ରକ୍ଷା କରିବାକୁ ଯାଇ, ଭା.ଯା.ପା. ର ସେବା କଲେ. ଅମର ବାବୁ ଓ ଅରବିନ୍ଦ ବାବୁ ବି.ଜେ.ଡ଼ ଛାଡି ଜନ ସେବା କଲେ ଆମେ ଭାବିବୁ ଏମାନଙ୍କର ଚୈତନ୍ୟ ଉଦୟ ହେଲାଣି, ଖାଲି ଟିପଣି ଦେଲେ ହେବନାହିଁ.

  • @upendranathswain2022
    @upendranathswain2022 29 дней назад

    ଅମର ବାବୁଙ୍କ ମତ ଅତି ' ସୁଚିନ୍ତିତ ', ସେଥିରେ ଦ୍ବିମତ ହେବାର ନାହିଁ l

  • @debasishpatra1366
    @debasishpatra1366 Месяц назад +1

    No stand of this political assesment.

  • @bhupeshkarmi513
    @bhupeshkarmi513 Месяц назад

    ଖୁବ୍ ସୁନ୍ଦର ଉପସ୍ଥାପନ।

  • @narendrapradhan5049
    @narendrapradhan5049 Месяц назад

    ହଁ
    ସାର୍, ଲାଗୁଛି ଆଗକୁ ଭାଡି ଖାଲି ହେବାର ଶହେ କୁ ଶହେ😅

  • @chaitanyapangi221
    @chaitanyapangi221 Месяц назад

    ସାର୍ ଭିଡିଓ ଟିକେ ଛୋଟ କରନ୍ତୁ

  • @jeetendrakumarmohanty2963
    @jeetendrakumarmohanty2963 Месяц назад

    ମମତା ମହାନ୍ତକ ଠାରୁ ଆରମ୍ଭ ମାତ୍ର ଆଗକୁ ଆହୁରି ବହୁତ୍ ବାକି ଅଛି।

  • @arucharanpradhan5502
    @arucharanpradhan5502 Месяц назад +1

    ଜୟ ଜଗନ୍ନାଥ, ଆଜ୍ଞା ଚୋର ଲୁଚିଛି ଗୋଟିଏ ସ୍ଥାନରେ, ନେତା ନେତ୍ରୀ ଖୋଜୁଛନ୍ତି ବିଭିନ୍ନ ସ୍ଥାନରେ । ଖାଲିରେ ବିକଳ ଚିତ୍କାର କରୁଛନ୍ତି, ସେ ମାନେ ଶାସକ।

  • @bhaktimarga853
    @bhaktimarga853 Месяц назад

    ସ୍ୱାଧୀନତା ପରଠାରୁ କେବେ ଏପରି ଅଗଣତନ୍ତ୍ରିକ ପଦ୍ଧତି କେହି ମୁଖ୍ୟମନ୍ତ୍ରୀ ଆପଣେଇ ନଥିଲେ.

  • @asishkumarsahu6111
    @asishkumarsahu6111 Месяц назад

    ସାର ନମସ୍କାର 🙏। ଭଲ ହେଲା ଅନୁପସ୍ଥିତ ର ସୂଚନା ଦେଇଦେଲେ। ❤❤ ଅନ୍ୟଥା ଚିନ୍ତିତ ହୋଇଥାନ୍ତେ ଆମେମାନେ😊

  • @mastikusthiodisha2236
    @mastikusthiodisha2236 Месяц назад

    ବିଜେଡି ର News ଏକା ସବୁବେଳେ ତାଙ୍କର ର ସବୁ ସରିଗଲା.. କାହିଁ ବିଜେପି ନେତାମାଙ୍କର କିଛି ଭିତିରିଆ କଥା ଟିକେ ଆଣ...ବିଜେଡି ର କିଛି ନାହିଁ ନି ଆଉ ଏବେ ବିଜେପି ନେତାଙ୍କର କଣ ଚାଲିଛି ଟିକେ ଶୁଣିବା ବା ଜାଣିବା........

  • @sarojghosh1199
    @sarojghosh1199 Месяц назад

    Bahut badhia, Jay Sri Ram

  • @BharatChandraDalei
    @BharatChandraDalei Месяц назад +1

    yesparty will be ruined

  • @pramodbehera607
    @pramodbehera607 Месяц назад

    ଦାସ ବାବୁ ଆଗକୁ ବାଳ ଘଟିବ