Ruben Banerjee wrote the book unknowingly, there must be a case in his name.ଭିକେ ପାଣ୍ଡିଆନ୍ କିଏ ?

Поделиться
HTML-код
  • Опубликовано: 15 янв 2025

Комментарии • 499

  • @dhamirona8662
    @dhamirona8662 18 дней назад +37

    ଏଠି ବିଳିବିଳେଇଲେ କଣ ହେବ ଯଦି ପସନ୍ଦ ହେଉନି କୋର୍ଟ କୁ ଯା, ଆମକୁ ରୁବେନ ବାନାର୍ଜୀଙ୍କ ବହି ବହୁତ ଭଲ ଲାଗିଲା

    • @Sirshree
      @Sirshree 16 дней назад

      I love 💕💕💕💕 Pandian Sir

  • @pabitramohandalai8348
    @pabitramohandalai8348 18 дней назад +33

    ନିଜେ ଲେଖୁନ l ବୋଧେ ତାଙ୍କୁ ଅତି ନିକଟରୁ ଦେଖିଛ l କଷ୍ଟ ହେଉଛି ଯଦି କୋର୍ଟ ଯାଅ l

  • @dipuranjanpal7750
    @dipuranjanpal7750 18 дней назад +17

    ବହୁତ ଭଲ ଭାବରେ ଘୋଷିକି ଆସିଛ ବୋଧେ... ପୁରା ନନଷ୍ଟପ କହୁଛ.. ଆଗକୁ ଏମେଲେ ହେଇପାରିବ

  • @MukundaShoo
    @MukundaShoo 18 дней назад +9

    ଗନ୍ତାୟତ madam LLB ପାଠ ପଢି ଛନ୍ତି, ହଁ ପରୀକ୍ଷା ରେ ବହି ପକାଇ କପି କରି? ଏମିତି ବହୁ ଓକିଲ ଆଫ୍ଟିଦେବିଟ କରିଛନ୍ତି, ଏ ରୁବେନ ବାନାର୍ଜୀ ର ତଳ ବାଳ କେରା ଏ କୁ ସମାନ ନୁହଁ।

  • @rajeshsethi2947
    @rajeshsethi2947 18 дней назад +12

    ତୁମେ କଣ କି ତୁମେ ମାନେ ପରା ଓଡ଼ିଆ ସାମ୍ବାଦିକ ମାନଙ୍କୁ ପାଖରେ ପୁରାଇ ନ ଥିଲେ

  • @saratsahu2427
    @saratsahu2427 18 дней назад +15

    Pandian's girl friend😂

    • @DeepakTarai-u8q
      @DeepakTarai-u8q 15 дней назад

      ନା ବେ ପାଣ୍ଡିଆନ ତୋ ବାପା

  • @BishwanathSethiBishwa
    @BishwanathSethiBishwa 19 дней назад +56

    You are absolutely right Madam

  • @kanhapatel1432
    @kanhapatel1432 18 дней назад +10

    Vk pandian ଓଡ଼ିଶାକୁ ଲୁଟିଛି ।ଏଇ କଥା ଲେଖିବାକୁ କାହା ପର୍ମିସନ୍ ନିଆଯାଏ ନାହିଁ ।ସତ କହିଲେ ଛାତି ଫାଟୁଛି ??

  • @SmrutiMediaHoSantaliSongs
    @SmrutiMediaHoSantaliSongs 18 дней назад +5

    କ୍ରୀଡ଼ାରେ ipl କେତେଜଣ ଖେଳୁଛନ୍ତି ଓଡ଼ିଶାର

  • @sunilmohanty9908
    @sunilmohanty9908 18 дней назад +11

    କିଛି ନ ଜାଣି କେମିତି ଆଇନ ଯିବି ହେଲେ ସେଟା ଦେଖନ୍ତୁ

  • @subratpatra7822
    @subratpatra7822 18 дней назад +12

    Madam apna kea...pandia nisa chadini......😂

    • @melisha4236
      @melisha4236 18 дней назад

      Pandian ra sie😂😂😂

  • @pallimadhuriodiafolksong2771
    @pallimadhuriodiafolksong2771 18 дней назад +6

    ଜ୍ଞନିଜ ଜ୍ଞାନ କୁ ମାପି କଥାକୁହ | ଓଡ଼ିଶବାସି ଅଣ୍ଡିଆନ କୁ ଭଲ ଭାବରେ ଚିହ୍ନିଛନ୍ତି | ଲୁଟେରା ପାଇଁ ଏତେ ଦଲାଲି. କରନାହିଁ |

  • @renubalamohapatra7437
    @renubalamohapatra7437 19 дней назад +37

    ରୁବିନ ବାନାର୍ଜୀ ନାମରେ କେସ୍ କରାଯାଉ।

  • @biswajitsethi7486
    @biswajitsethi7486 18 дней назад +14

    କୋଉ କୋର୍ଟ ରେ case ଲଢେଇ କରନ୍ତି... ଗୋଟିଏ ଗରିବ ଲୋକ ପାଇଁ ମାଗଣା ରେ ଲଢ଼ି ପାରିବେ ଖୋଲା ଚ୍ୟାଲେଞ....😮

  • @arucharanpradhan5502
    @arucharanpradhan5502 19 дней назад +16

    ସେ ଆନ୍ତର୍ଜାତୀୟ ସାମ୍ବାଦିକ। ପାଣ୍ଡିଆନ କେଉଁଠି ରାତ୍ରୀ ୧ ଘଣ୍ଟାରେ କାମ କରୁ ଥିଲେ ଲୋକେ ଦେଖି ନାହାନ୍ତି।ତୁମ ଭଳି ଅଳ୍ପ ସଂଖ୍ୟକ ଲୋକ ଦେଖିଛନ୍ତି।

    • @MANOJKUMAR-l6q4e
      @MANOJKUMAR-l6q4e 19 дней назад +4

      ଅନ୍ଧ ଭକ୍ତ କିଛି ଦେଖିପାରିବେନି

    • @ramkrishnapadhi1550
      @ramkrishnapadhi1550 18 дней назад

      😊

    • @Challeng-y2b
      @Challeng-y2b 18 дней назад +2

      Bhai apna thik katha kahi chanti

    • @Challeng-y2b
      @Challeng-y2b 18 дней назад

      Rati gotere kie bulanti jetebele bjd besya laya kholithila nabin patnaik kana karuthile

    • @MANOJKUMAR-l6q4e
      @MANOJKUMAR-l6q4e 18 дней назад

      @@Challeng-y2b ସତ୍ୟବାଦୀର ବିଜେପି ବିଧାୟକ ନାରୀନେତ୍ରୀଙ୍କର ଚୁମ୍ବନ କ୍ରୀଡ଼ା ଆଉ.. ଚାଲିଥିଲା ସେତେବେଳେ କଣ ପାଟିରେ ମଣ୍ଡା ପଶିଥିଲା।

  • @ramakantabag1494
    @ramakantabag1494 18 дней назад +11

    ମେଡମ କଣ କହୁଛନ୍ତି କାହା କଥାରେ କହୁଛନ୍ତି ଆପଣ କିଏ ଯାହା କହୁଛନ୍ତି ଭାବି ଚିନ୍ତି କୁହନ୍ତୁ ଏମିତି ନ ହଉ ସବୁ ବୁଲି କି ଆପଣଙ୍କ ଉପରେ ପଡିଯାଉ ହୁସିଆର

  • @SrikantPanigrahi-m7p
    @SrikantPanigrahi-m7p 18 дней назад +1

    ଭଉଣୀ, ଆଉ ସାମ୍ବାଦିକ ର ସଙ୍ଗିଆ ବୋଲି କିଛି ନାହିଁ, ସବୁ ରାଜନୀତି ଚାଲିଛି

  • @BhagabanNayak-e1m
    @BhagabanNayak-e1m 18 дней назад +5

    ପାଣ୍ଡିଆନ୍ ଙ୍କ କାମ ନବୀନଙ୍କ ନେତୃତ୍ବ, IPL ଗୋଟେ ପିଲା ଓଡ଼ିଶାରୁ ଖେଳି ପାରୁନାହାନ୍ତି ଖେଳରେ ନମ୍ୱର୍ ୧, ୩୫ ରୁ ୪୦ ବର୍ଷର ଅଜଗ୍ୟ ଭତ୍ତା ପାଉଛି, ଓଡ଼ିଶାରେ ବ୍ୟାଗ୍ ମିଳିବନି,ଓଡ଼ିଶାରେ ସ୍କୁଲ୍ ପିଲାଙ୍କ ପାଇଁ ପୋଷାକ ତିଆରି ହୋଇ ପାରିବ ନାହିଁ...

  • @arjunbarik1858
    @arjunbarik1858 19 дней назад +17

    ରୁବେନ ନାରେ କେସ କର

  • @bbsenapati2245
    @bbsenapati2245 19 дней назад +5

    Right katha Mam. As on date no one IAS like VK Pandian but his guilty was to join politics

  • @santoshrath2089
    @santoshrath2089 18 дней назад +8

    କୋଉଠି ରାତି ରେ କାମ କରୁଥିଲା , ବୋଲେ ଵୋଲେ ଢାଵା ରେ

  • @Nayanapradhan99
    @Nayanapradhan99 18 дней назад +2

    ଠିକ୍ କଥା ।ଏମାନେ ରାମାୟଣର ସହସ୍ର ମୁଖ ସାଜିଛନ୍ତି। ଆମ ଲୋକ ମାନେ ଇଂରେଜ ଶାସନସମୟରେ ଯେମିତି ମୁକ ସାଜି ଥିଲେ ସେମିତି ଏବେ ଓଡିଶା ପାଇଁ କାହାର ମନରେ ଦରଦ ନାହିଁ ।

  • @chhabibrana9341
    @chhabibrana9341 18 дней назад +11

    ଠିକ୍ କହିଛ ମେଡମ ଆପଣ ଙ୍କୁ ଧନ୍ୟବାଦ ଜୟ ବିଜେଡି ଜୟ ନବୀନ ପଟ୍ଟନାୟକଙ୍କ

  • @mraja3119
    @mraja3119 18 дней назад +3

    ବିଜେଡି ର ଅସଲ ଚେହେରା ଓଡିଶା ବାସୀଙ୍କୁ ଜଣାଇଲେ

  • @SKB_1995
    @SKB_1995 18 дней назад +11

    V k pandian kete tanka kaiechi kahunu

  • @padmanavparida8552
    @padmanavparida8552 19 дней назад +16

    Right voice thank s

  • @msmansbeher89
    @msmansbeher89 18 дней назад +1

    ଦିନେ ବଙ୍ଗଳା ଭାଷା ସହିତ ଓଡ଼ିଆ ଭାଷାସାହିତ୍ୟର କୁ ବାନାର୍ଜୀମାନେ ହଜାଇଦେବାକୁ ଚାହୁଁଥିଲେ ।ଓଡ଼ିଆ ବରପୁତ୍ରମାନଙ୍କ ଅକ୍ଲାନ୍ତ ଲେଖନୀ ଚାଳନ କରି ଏବଂ ଓଡ଼ିଆ ଭାଷା ପାଇଁ ସ୍ବତନ୍ତ୍ର ଦାବି କରିଥିବାରୁ ଆମେ ଓଡ଼ିଆ ଭାଷା ବଞ୍ଚିଛି

  • @mamatamaharana1784
    @mamatamaharana1784 18 дней назад +4

    Yes madam.. you are obviously right 👍...

  • @sukantadalapati3845
    @sukantadalapati3845 19 дней назад +5

    Absolutely right madam 👍👍👍

  • @jitendra33453
    @jitendra33453 19 дней назад +11

    ଗିରିଧାରୀ ଗମାଙ୍ଗ ଙ୍କ କଥା କହିଲେନି madam

  • @suravibar1435
    @suravibar1435 18 дней назад +1

    Bahut sundar katha ma'am 🙏aama loka bujhi paru nahanti. Jagannath pandiyan sir knu bhala re rakhantu 🙏🙏🙏

  • @gitanjalimohanty6657
    @gitanjalimohanty6657 18 дней назад +1

    ସେ ବହି ଆମର କିଣିବାର ନାହିଁ କିମ୍ବା ପଢିବାର ନାହିଁ ।

  • @suchismitadas-z1x
    @suchismitadas-z1x 18 дней назад +3

    Aapna sampurna thik Katha kahile Mam apanaku bahut bahut dhanyabad ❤🙏

  • @mrkrishnagoutam
    @mrkrishnagoutam 18 дней назад +6

    ମାଗଣା ରେ ଖଟୁଥିଲା କି mdm
    ଆପଣ ଜଣେ ନିଚ ବ୍ୟକ୍ତି ବିଶେଷ୍ୟ
    ନିଜକୁ change କର ଆଗେ
    କଥା ରହିଲା pandiyan ଜଣେ ସ୍ୱାର୍ଥପର ବ୍ୟକ୍ତି କହିଲେ କମ ହେବ ନାହିଁ
    ନିଜ Power ପାଇଁ ଓଡିଶା ସ୍ବାର୍ଥ କୁ ବଳି ପକାଇଲା।
    ବହୁତ୍ କିଛି କହିବାକୁ ଅଛି ହେଲେ ଶୁଣିବ କିଏ ଏଠି

  • @Bahadhulbariha
    @Bahadhulbariha 14 дней назад

    ଠିକ କହିଛ ମେଡ଼ମ 👍👍👍

  • @akshayakumarsamantasinghar9469
    @akshayakumarsamantasinghar9469 18 дней назад +1

    Absolutely right

  • @sukantabhoi2958
    @sukantabhoi2958 19 дней назад +32

    ଠିକ୍ କହୁଛନ୍ତି madam

  • @timesnewsindiarb3993
    @timesnewsindiarb3993 18 дней назад +1

    ଓଡ଼ିଆ ସାମ୍ବାଦିକ ନ୍ୟୁଜ କଲେ ବିଜେଡି ଵାଲା ଜେଲ ପଠାନ୍ତି

  • @debasissahu2637
    @debasissahu2637 17 дней назад +1

    ଓଡ଼ିଆ ସାମ୍ବାଦିକ ମାନେ କୁଆଡ଼େ ଗଲେ ?

  • @UmashankarRath-ek2ch
    @UmashankarRath-ek2ch 18 дней назад +3

    Pandu କିଏ ? ଓଡ଼ିଶା ରେ କଣ ନେତା ନାହାନ୍ତି।

  • @khirodbehera5843
    @khirodbehera5843 17 дней назад +1

    Right... U r right

  • @dukhishyampradhandukhishya3024
    @dukhishyampradhandukhishya3024 19 дней назад +11

    Apan hundred percent right katha rakhichhanti, sister.jay jagannath bande utkal janani.

  • @ROMOJPRODUCTION
    @ROMOJPRODUCTION 18 дней назад +6

    ଶସ୍ତା ଦୁଇ ଟଙ୍କିୟା ଆଇନଜୀବୀ

  • @bimalkantatripathy2776
    @bimalkantatripathy2776 18 дней назад +2

    ବଙ୍ଗାଳୀ ଲେଖିଲା ତାମିଲ ବିରୁଦ୍ଧରେ। ଓଡ଼ିଆ ଲୋକଙ୍କର ଅସୁବିଧା କ'ଣ? କଥା ତ ବାହାରେ ବାହାରେ ଗଲା।ତାକୁ ଆମେ କାହିଁକି ଦିହକୁ ନେବା?

    • @Challeng-y2b
      @Challeng-y2b 18 дней назад

      @@bimalkantatripathy2776 Bhai apan thik kahi chanti

  • @gyanendraghadei9400
    @gyanendraghadei9400 18 дней назад +1

    right mam

  • @KarnaChirgun
    @KarnaChirgun 18 дней назад +2

    👌👌👌👌👌👌

  • @smrutirekhasethy1602
    @smrutirekhasethy1602 18 дней назад +1

    Ete Dina pare madam gote bhala katha kahile bhala lagila..

  • @ajaypanda8248
    @ajaypanda8248 18 дней назад +1

    You are right

  • @TFAGH9853
    @TFAGH9853 18 дней назад +1

    It's absolutely correct 💯....

  • @liveforever6998
    @liveforever6998 15 дней назад +1

    ବିଜେଡି ଜିତିଥିଲେ ପାଣ୍ଡିଆନ ହି ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ

  • @କଳ୍କୀ
    @କଳ୍କୀ 18 дней назад +8

    ବଙ୍ଗାଳୀ ଜାଣିଛି କଣ ଲେଖିବେ ବେପାର ହେବ।

  • @sarojbarik8401
    @sarojbarik8401 18 дней назад +1

    Good 👍

  • @rajanikantachoudhury2343
    @rajanikantachoudhury2343 19 дней назад +7

    ମାଡାମ ପ୍ରଥମେ ଆପଣ କିଏ? ଆପଣ ଲେଖୁ ନାହାନ୍ତି ନବୀନ ଓ ପାଣ୍ଡୁ ଙ୍କ ବିଷୟରେ. ଆପଣ କଣ ସାମ୍ବାଦିକ ମାନଙ୍କୁ ଉସକାଛନ୍ତି. ଯଦି ରୁବେନ ବାବୁ ଯାହା ଲେଖି ଛନ୍ତି ଏବଂ ଯାହା ଙ୍କ ବିଷୟରେ ଲେଖିଛନ୍ତି ସେମାନ କାଁହଁକି ଆପତ୍ତି ଉଠାଉ ନାହାନ୍ତି. ଆପଣଙ୍କ କାନ୍ଧରେ ବନ୍ଧୁକ କିଏ ପକାଇଛି?

  • @BabuliBehera-zs2ko
    @BabuliBehera-zs2ko 18 дней назад +1

    ଓଡିଶାର କିଛିମିଡିଆ ରୁବେନେକୁ କହୁଛନ୍ତି ତମେ ଲେଖ ଆମ ଓଡିଶାରେ କେତେଟା କୁକୁର ମିଡିଆ ଅଛନ୍ତି

  • @SamapikaRoja-fz6wo
    @SamapikaRoja-fz6wo 18 дней назад +1

    Right 👍

  • @sanatpanigrahy4042
    @sanatpanigrahy4042 18 дней назад +1

    Very Good

  • @bapuojhaofficial
    @bapuojhaofficial 14 дней назад

    ଆରେ ଭାଇ ତମେ କିଏ ? ନିଜର ଓଡ଼ିଆ ନେତାଙ୍କ ପାଦ ନ ଚାଟି ଅଣ ଓଡ଼ିଆ ପାଣ୍ଡିଆନ ର ପାଦ ଚାଟୁଛ । ତମ ଓକିଲାତି କୁ ଧନ୍ୟବାଦ । ତମେ ନିଶ୍ଚିତ ଟାଉଟର ଙ୍କ ପାଇଁ ଓକିଲାତି କରୁଥିବ

  • @ritamohanty7586
    @ritamohanty7586 18 дней назад +1

    Absolut ely right

  • @JagataMali
    @JagataMali 18 дней назад +5

    25ବର୍ଷ କାମ ନ କରି kn ସୋଇଥାନ୍ତ କାମ କାମ କି କାମ?

  • @rajabapunii011
    @rajabapunii011 18 дней назад

    Gd we also love pandian bcz he is a really really gd administrator

  • @sewanayak945
    @sewanayak945 18 дней назад +2

    ତମ କଣା ସବକୁ ଜଣା ଆଉ ଗପେନା ତୁମ ଖେଳ ଖତମ 😜👍

  • @kishorchsrichandan307
    @kishorchsrichandan307 18 дней назад +2

    ତୁମେ ଜଣେ ଓକିଲ, ଆଗ ଗୋଟେ କେସ କର, ଗପିଲେ କଣ୍ ହେବ।

  • @srisai2566
    @srisai2566 17 дней назад +1

    Bhitare kn thila seita bhinna katha,kintu eita sata katha pandian bahut activly odisha pragati pain kama karichanti.

  • @sibaprasaddash4386
    @sibaprasaddash4386 19 дней назад +5

    Maya Gantayat tame odisha re eka okila?

  • @sudhansusekharmohanty9571
    @sudhansusekharmohanty9571 18 дней назад +1

    Right madam

  • @sarojsahoo4098
    @sarojsahoo4098 19 дней назад +2

    Right .

  • @Rajesh-o9r4k
    @Rajesh-o9r4k 18 дней назад +5

    ଆର ଜଳିଲା

  • @benudharpradhan9801
    @benudharpradhan9801 17 дней назад

    Valueless person .Odishare ebebi 80% loka rashan neuchhanti .Durniti sabuthi.Sarkar change heba darkar thila

  • @khudiramsundi-rq7ik
    @khudiramsundi-rq7ik 18 дней назад

    Mam, u r right if Ruben is a Bengali ok, then VK padhiyan also a Tamil baki hamara odisha politicians kahan gaya how disgusting...

  • @HappyNayak-dx5qm
    @HappyNayak-dx5qm 18 дней назад +2

    Right mam

  • @prakashprakash234
    @prakashprakash234 18 дней назад +1

    Goood

  • @jaladharbehera1309
    @jaladharbehera1309 18 дней назад +1

    👍👍👍

  • @RKMohapatra-n5x
    @RKMohapatra-n5x 19 дней назад +13

    Naveen Patnayak only for Odisha.

    • @Challeng-y2b
      @Challeng-y2b 18 дней назад

      @@RKMohapatra-n5x tahele harigala kahink

  • @rajumalick1338
    @rajumalick1338 19 дней назад +11

    ଜୟ ନବୀନ 🙏🙏🙏

  • @KshanapravaBeuria
    @KshanapravaBeuria 19 дней назад +2

    Right

  • @satyabratasethi444
    @satyabratasethi444 18 дней назад +2

    Dam thile sace kariki dekha genda wala, ruben banarje nkara kie kichi kari pariba nhi

  • @Biswalsubrat311
    @Biswalsubrat311 18 дней назад +1

    😂😂😂😂😂
    Behave your self.... Pandian premi 😂

  • @kalingaveera3424
    @kalingaveera3424 18 дней назад +3

    Naani....ebe jaye case karina kanhiki

  • @suryabrahmabk9248
    @suryabrahmabk9248 18 дней назад

    Give me simple good qualities of Mr Naveen Pattnayak in point wise. I will salute you.

  • @Kalundia436
    @Kalundia436 18 дней назад +1

    ଚୋରି ଡକାୟତ ରେ ବି 1 ଏଇଟା ଭୁଲି ଯାଇଛ.

  • @brundabatirana2370
    @brundabatirana2370 18 дней назад +1

    Dhanyawad madam 🙏

  • @Biswajitray-tj8yp
    @Biswajitray-tj8yp 19 дней назад +2

    Jay Naveen odisha

  • @MinatiSwain-w4u
    @MinatiSwain-w4u 17 дней назад +1

    Madam court ku nia😊

  • @RanjanDwibedi
    @RanjanDwibedi 18 дней назад +1

    ଆମେ ବହି କିଣି ପଢ଼ିବୁ।ତୁମେ ଯାଇ କେସ କର। ବିଜେଡି ହାରିବା ପରେ ଏତେ ବିଲବିଳେଇ ହେଉଛ।

  • @santilatapanda1386
    @santilatapanda1386 19 дней назад +4

    Mem gote FIR deontu ta. Dandimashta bhangiba

  • @KailashDalai-e2t
    @KailashDalai-e2t 18 дней назад +4

    Ipsita Chapuda Pare Monalisha Pali .

  • @SanjayaKumar-i5h
    @SanjayaKumar-i5h 19 дней назад +2

    Good very good

  • @digambarbehera1022
    @digambarbehera1022 18 дней назад

    Madam, you should filled a case against Ruben Banarjee

  • @snigdhabaxipanigrahi3304
    @snigdhabaxipanigrahi3304 17 дней назад

    360 degree turnaround today 😳😳she was telling thing different after election result.

  • @DebendraDas-n8f
    @DebendraDas-n8f 19 дней назад +7

    ରୁବେନ ବାନାର୍ଜୀ ନବୀନ ବିରୋଧୀ

  • @aloksatpathy1680
    @aloksatpathy1680 18 дней назад +2

    Jay Naveen Jay Bjd
    Ruben Banarjee gote micchua loka. Tara bahi ku pratibad swarupa niaan lagai podi dia jau.

  • @sumanapradhanChiku
    @sumanapradhanChiku 17 дней назад

    ଆଜି ବି ପ୍ରତି ଜିଲ୍ଲାରେ ବହୁତ ଗାଁକୁ ରାସ୍ତା ନାହିଁ ଖାଇବାକୁ ପାଉନାହାନ୍ତି ଖାଲି ଭୁବନେଶ୍ବରରେ କହିଲେ ହବନି ନବୀନ ପଟ୍ଟନାୟକ ସବୁ କରିଛନ୍ତି ଥରେ ଗାଁ କୁ ଆସି ବୁଲିକି ଦେଖ

  • @saradaswain7600
    @saradaswain7600 18 дней назад

    Pen is mighter than Sword.....🖋️🖋️🖋️❤️❤️❤️

  • @uttamkumarbarik552
    @uttamkumarbarik552 18 дней назад +1

    ପ୍ରଶୟ ନଵୀନ ହିଁ ରୁବେନ କୁ ଦେହିଥିଲ.

  • @AbhayaPenthei-m6z
    @AbhayaPenthei-m6z 18 дней назад +1

    ❤❤❤❤❤

  • @prasannkumardash1951
    @prasannkumardash1951 16 дней назад

    ଅଗରୁ କୋଉଠି ଥିଲ
    ଜୟ ଶ୍ରୀ ପର୍ଶୁରାମ 🎉🎉🎉

  • @sibasethi3412
    @sibasethi3412 18 дней назад

    It's geniune ❤

  • @arunpatra655
    @arunpatra655 18 дней назад +1

    👍

  • @AjayaKumarSamal-h5j
    @AjayaKumarSamal-h5j 18 дней назад

    ଦେଖ କେମିତି negetive comment ମିଳୁଛି, ଲଜ୍ଜ୍ୟା ଲାଗିବା କଥା

  • @sadanandasahoo3707
    @sadanandasahoo3707 18 дней назад

    ସୋମ୍ୟରଞ୍ଜନ ସେହି ବହି ଉନ୍ମୋଚନ ବେଳେ ରୁବେନଙ୍କ ସହିତ ବସି ବହୁତ ଭାଷଣ ଦେଉଥିଲେ। ସୋମ୍ୟବାବୁଙ୍କ ଓଡିଆ ଅସ୍ମିତା କୁଆଡେ ଗଲା? ରୁବେନ ତାଙ୍କ ଦିଦିଙ୍କ ବିଷୟରେ ପଦେ ଲେଖନ୍ତୁ, ଦେଖିବା କେତେବଡ ସାମ୍ବାଦିକ।