ହଠାତ ଶ୍ରୀମନ୍ଦିର ଚାରିପଟେ ଉଡିଲେ ମାଳମାଳ ପକ୍ଷୀ | Odisha Reporter

Поделиться
HTML-код
  • Опубликовано: 21 окт 2024

Комментарии • 5

  • @bhubanandabehera1456
    @bhubanandabehera1456 Час назад +1

    ଏହା ଏକ ସ୍ୱାଭାବିକ ଘଟଣା କୌଣସି ପ୍ରାକୃତିକ ଦୁର୍ବିପାକ ସମୟ ପୂର୍ବରୁ ପଶୁ ପକ୍ଷୀ ମାନେ ଆଗୁଆ ଜାଣି ପାରନ୍ତି ତ ସେମାନେ ଇତସ୍ତତ ହୋଇ ଏଣେତେଣେ ବୁଲନ୍ତି ତେବେ ଶ୍ରୀମନ୍ଦିର ପାଖରେ ଉଡିବା ଏକ ବିରଳ ଘଟଣା ବୋଧହୁଏ ବାତ୍ୟା ହବା ଜାଣି ପାରି ପକ୍ଷୀ ଗୁଡିକ ସମୁଦ୍ର ଉପକୂଳ ରୁ ବାହାରି ଆସିଛନ୍ତି

  • @a.s.d6643
    @a.s.d6643 2 часа назад +2

    ଏଭଳି news ଦେଖା ନି ଭାରି ଭୟ ଲାଗୁଛି

  • @rameshchandradash4605
    @rameshchandradash4605 2 часа назад +1

    Batyar rupa,

  • @susantkumarsahoo7226
    @susantkumarsahoo7226 Час назад

    ପାଳିତ ଧଳା ପାରା..... ସନ୍ଧ୍ୟା ହେବା ପରେ ମାଲିକ ଛାତ କୁ ଓଲଲ୍ହାଇ ବାକୁ ଛାତ ଖୋଜୁଛନ୍ତି...