Thank you tanka maa ku Thank you tanka patni ku Tankara biswash thila j dine na dine se gharaku pheriba bali aaji tanka sapana sata heichhi jay jagannath om namah shivaya
Sambhu ebe tama paribar prati dhyana dia , Jaha hebara heigala , Emiti bhul manisha jibanare bele bele hoithae , Jay Jagannath paribara ku khusire au santire rakhi thaa
ଏଭଳି ମା ଏବଂ ସ୍ତ୍ରୀ ଦୁଇଜଣଙ୍କୁ କୋଟି କୋଟି salam
Thanks to knews chenal.
Jay Mahabahu patitapaban prabhu 🙏🙏
Yes you are right🙂🙂
Salama kana dhanyabaad kuha
Realy they r rare example
ମାତୃ ହୃଦୟ ର ଅନାବିଳ ସ୍ନେହ ସେ ମା ର ମମତା ନିକଟରେ ସବୁ ହାର ମାନିଯାଏ। ଧନ୍ୟ କହିବ ସେ ବୋହୂ କୁ ତାକୁ ଏ ଯୁଗର ସାବିତ୍ରୀ ବୋଲି କହିଲେ ଭୂଲ ହେବନାହିଁ।
ଏଇଠି ରୁହନ୍ତୁ ତାଙ୍କର ଏହି ସୁନ୍ଦର ପରିଵାର ସହ ଖୁସିରେ ରୁହନ୍ତୁ 👍👍👍
ଏଇଟା ମଣିଷ ଟେ ନା ଅମଣିଷ ଟା , 25 ବର୍ଷ ପରେ ସ୍ତ୍ରୀ ପିଲା ପରିବାର କଥା ମନେପଡ଼ିଲା । ଧନ୍ୟ ତୁମେ ନାରୀ🙏🙏🙏 ଯେ ସ୍ୱାମୀର ବାଟ କୁ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଥିଲେ ।ସେଥିପାଇଁ ତ କୁହାଜା ଏ ଦୁନିଆ ରେ କେବଳ ଧର୍ୟ୍ଯ ନାରୀ କୁହିଁ ଦେଇଥାନ୍ତି ଭଗବାନ
ଏ ଲାଇନ ପଢିକି ଖୁସି ଲାଗିଲା ଭାଇ 🙏
Right
Apono mane reply deuchhonti jani parunahanti ki jadi se 25 year pore asila tanko jhio ku dekhontu 18 year kemiti hela a mo ga loko mujanichhi rmanonku
@@sumitrabmmohapatra5178 thik katha kahuchanti
Ei news ta fake ache
Ei loktar kolkatai biye koreche er doto chele ache
ଆମେ ବି ବହୁତ ଖୁସି 😥😥😥
ବନ୍ଧୁ ଦୟାକରି ଛୋଟିଆ ରାଗ ପାଇଁ ପରିବାର କୁ ଛାଡି ଦିଅନ୍ତୁ ନାହିଁ, ଆଜି ସେମାନେ ଥିଲେ ବୋଲି ଦେଖିବାକୁ ପାଇଲ, ତ ମରି ଯାଇଥିଲେ କ'ଣ କରିଥାନ୍ତି, ମାଁ ଜନ୍ମ ଦେଇଥିବା ମୂଲ୍ୟ ସୁଝିବାକୁ କୈାଣସି ଜନ୍ମ ହଁ ନାହିଁ, ମାଁ ଆଖିରୁ ଲୁହ ଆସିଲେ ଛୋଟିଆ କଷ୍ଟ ପାଇଁ ଆସିନଥାହେ, ମାଁ ବଡ଼ ରାଗ କୁ ଆଖିରୁ ଲୁହରେ ସମାଧାନ କରନ୍ତି, ଆପଣଙ୍କୁ ଜନ୍ମ ଦେଇଥିବା ମାଁ ସେ ଜଣେ ଭଗବାନ୍ 💪💪🇮🇳Ⓜ️Ⓜ️Ⓜ️
ମା🙏
ଏଇଠି ରୁହନ୍ତୁ ଘର ଲୋକଙ୍କ ସହିତ
ମୋ ଆୟୁଷ ଆପଣଙ୍କୁ ଲାଗିଯାଉ🙏🙏🙏। ମୋର ଈଶ୍ବରଙ୍କ ପାଖରେ ଏତିକି ପ୍ରାର୍ଥନା ଆପଣଙ୍କ ପରିବାରକୁ ଏହିଭଳି ସବୁେବେଳେ ଖୁସିରେ ରଖି ଥାଆନ୍ତୁ😊😊😊❤❤❤
God bless you.
God bless you
Thanks
Apana bahut vala...jane ajanaa manisa ku nija ayusha dabaa katha vabuchanti.... vagabaan apana nku bahut vala re rakhantu
@@rojalinsahoo1737 Mo hrudayaru Grahana karili Agyan apananka kathaku😊😊...Apana bi bhalare thantu God bless you 🙏❤❤🙏...
ଏଇଟା ଅଭଦ୍ର ଲୋକଟା ପିଲା ସ୍ତ୍ରୀ ମା କୁ ଛାଡ଼ିକି ଆଉ କୁଆଡେ ପଲେଇଥିଲା ,ମୋତେ ଲାଗୁଛି ଅଲଗା କେଉଁଠାରେ ନୂଆ ସ୍ତ୍ରୀ ରଖିକୀ ଥିବା ସେଠୁ ଧୋକା ଖାଇକି ପୁଣି ଆସିଥିବ ଏକୁଟିଆ ହେଇକି। ଚୋର ଶଳା ଟେ ଏକ ନମ୍ବର
Right
ହେ ପ୍ରଭୁ, ମୁଁ ଶମ୍ଭୁ ଭାଇ ଙ୍କୁ ସହିତ ଭଲ ଭାବରେ ପରିଚିତ ।15 ବର୍ଷ ପୂର୍ବେ(2007) ମୁଁ ଆଉ ସମ୍ଭୁ ଭାଇ ହଲଦିଆ(reliance) ପାଖରେ ରହୁଥିଲୁ ।ଆମର ସେଠି ହୋଟେଲ ଥିଲା,ଭାଇ ଆମ ହୋଟେଲ କୁ ଖାଇ ବାକୁ ଆସନ୍ତି,ସେ ଗୋଟେ ଗାଡ଼ି ର ହେଲପର ଭାବରେ କାମ କରନ୍ତି ।ତାଙ୍କ କଥା ଘର କଥା ସବୁ କୁହନ୍ତି କିନ୍ତୁ କେବେ କୁହନ୍ତି ନି ସେ ଘରୁ ରାଗିକି ଆସିଛନ୍ତି ବୋଲି ।ତାଙ୍କ ସହ 2007 ଠାରୁ ଆଉ ଦେଖା ହେଇନି କାରଣ ମୁଁ ଓଡ଼ିଶା କୁ ଆସିଲି ପଢ଼ିବା ପାଇଁ ବାସ ଆଉ ଯାଇନି,ଆସିଲାବେଳେ ଶମ୍ଭୁ ଭାଇ ଙ୍କ ଠୁ ନମ୍ବର ଆଣିଥିଲି, ମୋର ନୋକିୟ। 1208 ଫୋନ ଥିଲା,ଓଡ଼ିଶା ଆସିଲା ପରେ ବି କଥା ହେଇଚି କିନ୍ତୁ ଫୋନ ହଜିଲା ପରେ ଆଉ ତାଙ୍କ ସହ କଥା ହୋଇପାରିନି,ମଣିଷ କୁ ଦେଖିଲେ କିଛି ଜାଣି ହବନି ତ ମନ ର କଥା ଯେମିତି ଶମ୍ଭୁ ଭାଇ,କି acting ଲୋ ବାବା🤔🤔,ok, ଭାଇ ତୁମେ ଯଦି ମୋ comments ପଢୁଥିବା ତାହାଲେ ମୋତେ call କରିବ 9776712715 । 15 ବର୍ଷ ପରେ ମୁଁ କଥା ହେବି tuma ସହ
Koti koti pranaam ta nka stree nku.
ବହୁତ୍ ଦୁଃଖ ଭାଇ ତମେ କେମିତି ରହି ପାରିଲ 25 ବର୍ଷ
It's called mother's love❤❤😊😊
"Maa" ...... it's nt jst a Name it's a whole world 🌎 for everyone.
🙏🙏🙏🙏🙏👍👍👍👍👍 ସଲାମ 👍👍 ଏମିତି ସ୍ତ୍ରୀ ସ୍ବାମୀ ଙ୍କୁ 🙏🙏🙏🙏🙏 God bless family
Ģhñī
ଶମ୍ବୁ ବାବୁ ଙ୍କ ପତ୍ନୀ ଙ୍କୁ ଶତକୋଟି ପ୍ରଣାମ।
ଅଶେଷ ଅଶେଷ ଧନ୍ୟବାଦ୍, ଏତେ ବାଧାବିଘ୍ନ ଭିତରେ ଅପେକ୍ଷା କରି ରହିଥିଲେ।
ଜୟ ଜଗନ୍ନାଥ।
The great patience of the women and mother and his daughter , the three women is not simple women , they are Goddess
God please always bless this family..
Thanks god
ଜୟ ଜଗନ୍ନାଥ ମହାପ୍ରଭୁ ଜୟ
My god bless you🙏🙏🙏 mu bahut khushi🙂
ହେ ପ୍ରଭୁ ଯିଶୁ ଏ ଛୋଟ ପରିବାର କୁ ଏ ଦୁନିଆ ର ସବୁ ହସ ଖୁସି ଆନନ୍ଦ ପ୍ରେମ ଭଲପାଇବା ସବୁ କିଛି
ଭରିଦିଅ,,, ଅଧିକ ରୁ ଅଧିକ ଆଶିର୍ବାଦ କରନ୍ତୁ ଏହି ମାଆ ଓ ପୁଅ ଙ୍କୁ ,,, ମୁଁ ତମ ପାଦ ତଳେ ଏତିକି ମିନତି କରୁଛି ପ୍ରଭୁ ଯିଶୁ ଏହି ମାଆଙ୍କୁ ଏ ଦୁନିଆର ସବୁ ଖୁସି ପାଦ ତଳେ ଓଜାଡି ଦିଅ ,,, ଏହି ଭାଇକୁ ମଧ୍ୟ ଖୁସିରେ ରଖନ୍ତୁ,,, ସେ ଭାଇ ଯେମିତି କୁଆଡ଼େ ଯିବନାହି ସେହି ପରି ଭାଇଙ୍କ ହୃଦୟ ରେ ସୁଦ୍ ବୁଦ୍ଧି ଭରି ଦିଅ,, ତାଙ୍କ ପରିବାର ର ସମସ୍ତ ଙ୍କୁ ଖୁସି ରେ ରଖ
Amen amen amen amen amen amen amen amen amen amen amen amen amen amen amen amen amen amen amen amen amen amen amen
You are great maa
Thank you tanka maa ku
Thank you tanka patni ku
Tankara biswash thila j dine na dine se gharaku pheriba bali aaji tanka sapana sata heichhi jay jagannath om namah shivaya
Ei news ta fake
God bless you sambu bhai..tama family sahita bahut khusire ruha
Omg stay blessed stay happy maa nku chadiki jibani bhai
Best news
Thankyou probhu soh somach 💞💞💞🙏💞💞 ilik you
Jay Jagannath
ଶେଷ ଯାଏ ଦେଖିଲି video ସେ ଭାଇ କୋଉଟି ଥିଲେ 25 ବର୍ଷ
କିଛି ବୁଝି ପାରିଲିନି video ସରି ଗଲା
ତମେ ମିଡିଆ ଵାଲା ଭାରି ଚାଲାକ କୋଉଟି ଥିଲେ କେମିତି ଥିଲେ କଁଣ କରୁଥିଲେ ,ଏମିତି ଆଡୁ ସାଡୁ କରିକି ଆଉ ଗୋଟିଏ ଏପିଷୋଡ଼ କରି ଦେଵ😂😂😂😂😂😂😂😂
Jay jagannath
Sei maa ra se khusi sabubele ta pakhare thaou
Jay jagannath
Jay shree jagannath swami
Let them live happily
ତୁମର ଭଗବାନ୍ ମଙ୍ଗଳ କରନ୍ତୁ 😭😭😭😭🙏🙏🙏🙏 ଜୟ ଜଗନ୍ନାଥ 🙏
Thik achhi maa 🙏🙏 tm Parivar emiti hasa khushi re dina jau🙏
Good bless you
Love you maa
Sambhu ebe tama paribar prati dhyana dia , Jaha hebara heigala , Emiti bhul manisha jibanare bele bele hoithae , Jay Jagannath paribara ku khusire au santire rakhi thaa
ଜଗନ୍ନାଥଙ୍କ କରୁଣା ଏ ପରିବାର ପାଇଁ ସଦା ସର୍ବଦା ରହୁଥାଉ
Ok new information🙏🎉
Aeithi ruha bhai..jay Jagannath tumara aou tuma paribar ra mangala karantu
ମା🙏🙏🙏
May God bless the family !
Good God bless you your👪 family👪
ଧନ୍ୟବାଦ ପ୍ରଭୁ।🕉️ଜୟ ଜଗନ୍ନାଥ🙏🙏🙏
Ilove maa
Jay Jagannath god bless you
ହେ ପ୍ରଭୁ 🙏🙏🙏
ମୁଁ ଜାଣିନି ସୃଷ୍ଟିକର୍ତ୍ତା ବ୍ରହ୍ମା ଏ ସୃଷ୍ଟି କୁ ତିଆରି କରିଛନ୍ତି କି ନାହିଁ, କିନ୍ତୁ ଏତିକି ଜାଣିଛି ମୋ ମା ମତେ ସୃଷ୍ଟି କରିଛି,
ମୁଁ ଜାଣିନି ପାଳନକର୍ତା ବିଷ୍ଣୁ ଏ ସୃଷ୍ଟି କୁ ପାଳନ କରୁଛନ୍ତି କି ନାହିଁ, କିନ୍ତୁ ଏତିକି ଜାଣିଛି ମୋ ମା ମତେ ଲାଳନ ପାଳନ କରି ବଡ଼ କରିଛି
ମୁଁ କେବେ ବି ଜାଣିନି ସଂହାର କର୍ତା ଶିବ ସୃଷ୍ଟିରେ ଯେତେବେଳେ ପାପ ଭାର ବଢ଼େ ସୃଷ୍ଟି କୁ ସହାଁର କରନ୍ତି କି ନାହିଁ, କିନ୍ତୁ ମୁଁ ଛୋଟ ଥିବା ବେଳେ ମୋ ଦ୍ୱାରା ଯେତେବେଳେ କିଛି ପାପ କାର୍ଯ୍ୟ କିମ୍ବା ଖରାପ କାମ ହେଇଚି, ମୋ ମା ମତେ ଦଣ୍ଡ ଦେଇଛି ମୋ ଅନ୍ତର ର କୁ ପ୍ରବୃତି କୁ ନଷ୍ଟ କରିବା ପାଇଁ.
ତେଣୁ ମୋ ମା ହିଁ ମୋ ପାଇଁ ବ୍ରହ୍ମା, ମୋ ମା ହିଁ ମୋ ପାଇଁ ବିଷ୍ଣୁ, ମୋ ମା ହିଁ ମୋ ପାଇଁ ମହେଶ୍ୱର.
ତେଣୁ ମୋ ମା ହିଁ ମୋ ପାଇଁ ଈଶ୍ୱର, ଆଉ ଦ୍ୱିତୀୟ କେହି ବି ନୁହେଁ
Actually amiti news sunile bahut khusi lage .
ଧନ୍ୟବାଦ ଆପଣଙ୍କ ଦର୍ଯ୍ୟ ଦେଖି
Tqqqq🙏🙏🙏🙏😭😭😭❤️❤️❤️❤️❤️happylife bitaoo vhiee
ଜୟଶ୍ରୀ ଜଗନ୍ନାଥ
Thank u bro
Jay jagannath swami 🙏🙏🙏
Love maa❤️❤️❤️❤️❤️
Thank you ଭଗବାନ
Hats off to these two mothers..No words to explain.
Nice God bless you
Sambhu bhai apana family pakhare ruhantu jagannath apanankar mangala karantu
Jay jagannath Veri nice
ହେ ପ୍ରଭୁ ଜଗନ୍ନାଥ 🙏🙏
Thanks for your video clip
Jay jagannath🎉
Good family members
Sambhu Bhai rahijao.
ସବୁ ସେଇ ପ୍ରଭୁଙ୍କର ଇଛା 🙏
Dhanya maa tume
Jay jagannath👃🙏🙏
Very heart touching 😭😭😭
ଆଖିରେ ଲୁହ ଆସିଗଲା ଅଟକେଇ ପାରିଲିନି 😭😭
Good news vedeo
Maa 🙏🏻🙏🏻🙏🏻🙏🏻💝💝💝
Sambhu bhai nija paribar sahita yekathi ruhantu 👌
ଜୟ ଜଗନ୍ନାଥ
Se maa au stree au jhia nku koti pranam
Really very 🙏
Prachi medam apanka voice ta bahut sundar
Jay jaganath god.bless you
Jagannath Mangal karantu
ଭଗବାନ ତୁମର ମଙ୍ଗଳ କରନ୍ତୁ
Sambhu aithi rahiba darkar .....✝️🙏
PRABHUKI MAHIMA HEU AMEN
ଜଗାର ଅଧାଗଢା ହାତ ଛୋଟ ହେଲେ କଣ,ହେଵ
ସେଇ ଛୋଟ ହାତରେ ସମସ୍ତଙ୍କୁ ଆପଣାର କରି ନିଏ
God bless the family
So great man really
Happy family god bless u
Sambhu bhai paribar khusire roho
Nija janma karila maa muhan Ku thare Dekha au jia Tama pain tanka ghara paribar chhadiki asithile tanka Katha tk bhaba au jia Tama pain hasuchi Tama jhia hasila muhan Ku tk dekha bhai.. plzz semananku chhadiki au kuade b jaani 🙏
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
ମା ତ ପାଇଁ କେତେ ଚିନ୍ତା କଲେ ତୁ ମା ପାଇଁ ଟିକେ କେବେ ଭାବିଲୁ ମା ତ ସବୁବେଳେ ମା,🙏🙏🙏🙏👍👍👍👍👍👨👨👦👨👩👦👦
Iam very happy, God bless you,sister ku more thanks
Very good news
Jai Jagganth, amiti news dekhile kanda lage.
Jay Jagannath 🙏🏻
ଖବର ଟି ଭଲ ଲାଗୁଛି ,,ହେଲେ ଏତେ ଦୀନ କେଉଁଠି ଥିଲା ଜେ
Jaya jagannath 🙏🌹🙏🌹🙏🌹
ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏
Dhanya tame Maaa