Ja re nandighosa||ଯାରେ ନନ୍ଦିଘୋଷ||By Rayansh
HTML-код
- Опубликовано: 21 ноя 2024
- Ja re Nandighosa || ଯାରେ ନନ୍ଦିଘୋଷ ||Rayansh & Rabindra Mohapatra ||
⭕Music - Sj. Bharati Krushna Das
⭕ Lyric- Saranarabinda Ojha
✽ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତ ଜଣାନ୍ତୁ ।
✽ଆମେ ଭେଟି ଦେଉଛୁ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କ ପାଇଁ "Rabindra Mohapatra Official” ୟୁ ଟ୍ୟୁବ ଚାନେଲ
✽ ତେବେ ଆମ ଚାନେଲ “Rabindra Mohapatra Official”କୁ ସବସକ୍ରIଇବ କରନ୍ତୁ ଓ ବେଲ ବଟନକୁ ପ୍ରେସ କରନ୍ତୁ ଯାହାଦ୍ୱାରା ଆପଣ ପାଇପାରିବେ ସମସ୍ତ ଭିଡିଓ ସହଜରେ ।
II ଧନ୍ୟବାଦ II
✽ Watch the video and stay connected with us for more entertainment updates.
LIKE | COMMENT | SHARE | SUBSCRIBE
♪ Enjoy and stay connected with us!! ♪
✽ Mail Id: selirabi8680@gmail.com
✽Contact Us:+91-9938229463
#RabindraMohapatraOfficial #NewBhajan
#rabindramohapatraofficial
#bhajan
#Jagatekebalajanehasibe
#newbhajan - Видеоклипы
😁🤭🙈🙈😍 ଜୟ ଶ୍ରୀଜଗନ୍ନାଥ 🙏🏻
Khub Sundar...Mahaprabhu nk Ashirbad heuchhanti Rayansh baba...Thakure Apana samasta nkara sada sarbada mangala karantu...Jay Jagannath...🙏🤍💛🖤🙏
ରବି ଭାଇ ଜୟ ଜଗନ୍ନାଥ
ଆପଣଙ୍କ ଠାରୁ ଆପଣଙ୍କ ପୁଅ ବହୁତ୍ ସୁନ୍ଦର ଗାଉଛନ୍ତି.
ଆମ ଓଡ଼ିଶା ର ଭବିଷ୍ୟତ. ଆପଙ୍କ ଠାରୁ ଆହୁରି ଯେମିତି ଆଗକୁ ଯାଆନ୍ତି. ଏ କଥା ମନେ ରଖିବେ ଭାଇ
ଜୟ ଜଗନ୍ନାଥ 🙏🙏🙏🙏
Beautiful gauchhi ete chhota pilati bahut vala lagila. Jay jagrnnth 🙏🙏🙏
ଜୟ ଜଗନ୍ନାଥ ରବି ଭାଇନା ତୁମେ ଯେମିତି ତୁମ ପୁଅଟି ବି ସେମିତି । ପ୍ରଭୁଙ୍କ ଆଶୀର୍ବାଦ ରେ ଅମୂଲ୍ୟ ରତ୍ନ ଟିଏ ପାଇଛ । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।
Very nice reyansh
So sweet
ଆରେ ବାଃ.... ବହୁତସୁନ୍ଦର ଭାଇନା.... 🙏🏻ପୁଅର ଭାବ waah ଚମତ୍କାର.... ମହାପ୍ରଭୁ କଣ୍ଠରେ ଥାଆନ୍ତୁ ଆଗକୁ ଆମମାନଙ୍କୁ ଏମିତି ଶାଆନ୍ତଙ୍କ ଗୀତ ଶୁଣଉଥାଆନ୍ତୁ.... ଜୟ ଜଗନ୍ନାଥ 🙏🏻
Hari om I very nice.bleshed kuni mahaparta
ଭଗବାନ ଦେଇଛନ୍ତି ଏତେ ସୁନ୍ଦର କଣ୍ଠ... ସମସ୍ତଙ୍କ ମନମୁଗ୍ଧ ହୋଇଯାଉଛି..
💐💐💐
ହୃଦୟ ରୁ ଶ୍ରଦ୍ଧା.. ସ୍ନେହ ଜଣାଉଛି... 🙏
ହୃଦୟ ରୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି 🙏 ରବିନ୍ଦ୍ର ସାର୍ ଆପଣ ଙ୍କୁ ଓ କୁନି ପୁଅ କୁ ଅଶେଷ ଶ୍ରଦ୍ଧା,ଜୟ ଜଗନ୍ନାଥ🙏🙏🙏
ବାଃ ବହୁତ ସୁନ୍ଦର l ବେଟା ଙ୍କ ଉପସ୍ଥାପନା ବହୁତ ବଢିଆ ଲାଗିଲା l ଶୁଭେଚ୍ଛା ଓ ଅଭିନନ୍ଦନ l ଜୟ ଜଗନ୍ନାଥ 🌹🙏🙏🙏
Pua ra ki sundar gita.. 👌👌👌pura cute cute katha👌👌👌very nice.
ବହୁତ ସୁନ୍ଦର... କୁନି ଭାଇଙ୍କର କଥା ଆଉ ଗୀତ ବହୁତ ଭଲ ଲାଗୁଛି... ସବୁେବେଳ ଜଗନ୍ନାଥଙ୍କ ଆଶୀର୍ବାଦ ମୋ କୁନି ଭାଇଙ୍କ ଉପରେ ରହିଥାଉ.... 🙏😊😊😊
ସତରେ ବହୁତ 👌cute
ଜୟ ଶ୍ରୀ କୃଷ୍ଣ ଜୟ ଜଗନ୍ନାଥ
ବହୁତ ସୁନ୍ଦର। ପୁଅକୁ ଶୁଭାଶୀର୍ବାଦ ରବିନ୍ଦ୍ର ଭାଇ
ରବି ତୁମ କଣ୍ଠ ସହିତ ଯେଉଁ ଅମୂଲ୍ୟ ରତ୍ନକୁ ପାଇଛ ଜଗନ୍ନାଥଙ୍କ ଆଶୀର୍ବାଦରେ ସେ ବହୁତ ଆଗକୁ ଯିବ।🙏🙏👍
Bahut sundar super Bhajan gaichha Rabindra au kuni pua vi... keep it up
Exlent Rabi bhai
ଅତି ସୁନ୍ଦର
ରେୟାଂସ୍ ବାବା ! ପ୍ରଭୁ ଜଗନ୍ନାଥ ତୁମକୁ ଘଣ୍ଟ ଘୋଡ଼ାଇ ଚକ୍ର ଆଢୁଆଳ କରି ରଖିଥା 'ନ୍ତୁ 🙏
Jaya jagannath bhai 🙏..ur son is very talented 😘 keep it up beta👍👍 god bless u
Mo kuni Bhai tame bahut aagaku jaao and all time my favorite rabindra sir Tama Gita re bhaba laya Sabu kichhi thae
ଜୟ ଜଗନ୍ନାଥ 🙏ବହୁତ ସୁନ୍ଦର ଭାଇ
Very nice song, Prabhu Jagannathnka kruparu aapno emiti sabubele gauthantu. Aau prabhu Jagannath Rayansha ku aashrivad karantu se b aapnonka tharu aahuri bhala bolantu .
Bahut sundar Bhai . God bless you beta
Oww sir 👍👍bagawan tumar mangala karantu ....
God bless you raiyansh beta
Odisha ra pride rabindra sir...what a voice sir👌👌👍👍👍
Kuni rayansh kete sundar gauchha.mahaprabhu tumaku.sir nku sabubele bhalare rakhantu
Ajasra Asheerbad kunipua ku 👌👌😍🙌🙌🙌🙌🙌🙌
Nice beta jay jagannath
କୁନି ଭାଇ ବହୁତ୍ smart
bright future
God bless you beta
Ravindra bhai apankra bhajan bahut bhala laguchi
ମହାପ୍ରଭୁଙ୍କ ଦୟା ସବୁବେଳେ ଥାଉ❤️❤️❤️
ଭଗବାନ ତୁମ୍ମର ବାବାଙ୍କ ଉପରେ ଆଶୀର୍ବାଦ ଏମିତି ଥାଉ
Amrit santaan... Emiti bapa nka thu emiti pua hni janma heiparibe🙏
କାଲିଠୁ5ଥର ଦେଖିଲିଣି ଭାରି ଭଲ ଲାଗୁଛି ପୁଅ acting, ମନ ଚୈତନ୍ୟ point ଆଉ ପୁଅ ଯେମିତି କହୁଚି ଯାରେ ନନ୍ଦିଘୋଷ ଯା ଲାଗୁଛି ଯେମିତି ନନ୍ଦିଘୋଷ ଗଡ଼ିବ ଆଜି😊😊👌👌ବୋହୁତ ସୁନ୍ଦର ପୁଅ ମନେରଖିଛି,ମହାପ୍ରଭୁ ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ ସ୍ୱାମୀ
ବହୁତ ସୁନ୍ଦର ହେଇଛି!.... ଜୟ ଜଗନ୍ନାଥ!!!🥰😘
Etey sundara aama pilaa ti boluchi gelu ku bhagabaan bahut bhala Manisha karantu👌🥰🙏
ଭାଇ ଆପଣଙ୍କ ଉପରେ ତ ଜଗନ୍ନାଥଙ୍କ ଆଶୀର୍ବାଦ ସବୁବେଳେ ଅଛି .... ଏଇ କୁନି ମହାପାତ୍ରେଙ୍କୁ ଜଗନ୍ନାଥ ଆଶୀର୍ବାଦ କରନ୍ତୁ ସେ ଉନ୍ନତିର ସୀମା ସ୍ପର୍ଶ କରୁ... ଜୟ ଜଗନ୍ନାଥ 🙏
ହା ହା ହା, ବାପସେ ବେଟା ଜ୍ୟାଦା। ପୁଅର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
ବହୁତ ବଢିଆ ଛୁଆ।।❤️❤️❤️
Bah! Bahut sundar
Jagannath bhalare rakhithantu sweet bro
Bhai eie prabhunka santana apana madhyama🙏🙏🙏
So cute kete Sundar git boluchi bhagaban tanku asribad karithantu Jay jaganatha🙏🙏🙏😊
Jay Jagannath 🙏🏻🙏🏻🙏🏻 spiritual kuni pua bahut badhiya
Mahaprabhu Kalyan karantu Mo Sana bhai Ku
Thanks to Rabindra sir 🙏🙏🙏🙏
ବହୁତ. ସୁନ୍ଦର, ନମସ୍କାର ସାର 🙏🙏🙏
ଜୟ ଜଗନ୍ନାଥ । ଅତି ସୁନ୍ଦର 👌
ଭଗବାନ ତାକୁ ଅଶେଷ ଆଶିଷ ପ୍ରଦାନ କରନ୍ତୁ. ଆପଣଙ୍କ ଭଳି ଗୋଟେ ଭଲ ମଣିଷ ହେଉ. ଭଗବାନ ତା ଚଲାପଥକୁ କୁସୁମିତ କରନ୍ତୁ
Bhai 🙏 aapanka geeta bahut bhala lage.. Aapana aapanaka chhua ku jemiti sanskaar deichanti dekhiki bahut khusi lagila ❤🙏
Rabinder bhai your baba very talent good gift
Very Nice Junior Rabindra..... So Cute.. 👌👌
ଉତ୍ତମ ଅତି ଉତ୍ତମ 🙏🏻🙏🏻🙏🏻
How sweet..!!..😊😊..God bless you baba..Jay Jagannath 🙏🙏
Jay Jagannath 🙏🏻 bahut badhia, emiti Mahaprabhu nka Krupa thau aapana duihinka upare...
Pranam sir bahut badhia
Bahut sundar...satare
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ..ବହୁତ ସୁନ୍ଦର ଉପସ୍ଥାପନା ହୃଦୟସ୍ପର୍ଶୀ ଭଜନ
Very nice 👍, keep it up beta, God bless you
Jay Jagannath Sir 🙏. ଜଗନ୍ନାଥ ମହାପ୍ରଭୁଙ୍କ କୃପାରୁ କୁନି Sir ଏମିତି ସୁନ୍ଦର କଂଠ ଆଉ କଥାରେ ସବୁରି ହୃଦୟର ଆଶୀର୍ବାଦ ଆଉ ଭଲପାଇବା ପାଉଥାଅ। ଜୟ ଜଗନ୍ନାଥ Sir 🙏
Very cute and little singer... Loads of love and blessings for him.. glad to see him and you sir 😍😍
Bahut badhiya bhai 🙏🙏🙏 apana kara pua so cute 🥰🥰❤️
Cute beta, God bless you🙏🙏
Khub sundor
ବହୁତ ସୁନ୍ଦର 😊😊❤️❤️
Bahut sundar paribeshana .. kuni Sirnka dwara
.. Sabudine sakalu apana nk gita ama ghare baje..one f my fav singer. Reyansh@ little star😍God bless u
ବହୁତ ସୁନ୍ଦର ଲାଗିଲା କୁନି ପୁଅ ର ଗିତ, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ କୁନି ପୁଅ ଉପରେ ସର୍ବଦା ରହିଥାଉ।
ଜୟ ଜଗନ୍ନାଥ
ଅତିସୁନ୍ଦର ଭାବର ଭଜନ
ଟିକି ପୁଅକୁ ଆଶୀର୍ବାଦ
Moo gelu ki sundar katha , God bless you baba
ରେୟାଶଂ ବହୁତ ସୁନ୍ଦର ଗୀତ ବୋଲୁଛ ବାପାଙ୍କ ନାଆଁ ଉଜ୍ଜ୍ବଳ କରିବେ ଜଗନ୍ନାଥ ଆଶୀର୍ବାଦ ସବୁବେଳେ ରହିବ
Rabindra bhai namaskar..apana mora inspiration ru jane...apananka samarpita bhabanaku pranam...kuni bhai ta bhagwannka sadrusha...jay jagannath🙏🙏🙏
Bht Sundar♥️ God bless u and ur family
Bhai jay jagannath
Waooo so cute teacher ❤️god bless you beta 🥰
atisundara 👌👌👌👌👌sri🙏🙏
Rayansra future bahut bright
Hare Krishna Radhe Radhe
ହେ ଭଗବାନ !ତମେ ବାବା ବଡ ହେଲେ ଭଲ ଗାଇବ ।
Bahut sundar gauchi pua... 🤗🤗 MAHAPRABHUU mangala karantuuu... 🙏
Sunder
Bhagawan nka krupa ru abhai Sundar and budia pila hoithae,aapaa nihati tanka krupa paichhanti
Amazing voice Rabindra n the little one is so talented.God bless you beta 👍👍❤️
ଜୟ ଶ୍ରୀ କୃଷ୍ଣ ଜୟ ଜଗନ୍ନାଥ
ଜୟ ବାବା ଆୟନ୍ସ
Bhai Jay jagannatha 🙏super Little master so cute
Bhai namashkar ame misiki programa kari chanty aji pua ku dekhiki bhari khusi laguchi cute talented smart boy 🙏
Nice presentation beta
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ👏👏
Bahut sundar jagatara natha tanka kanthare bije huantu
🙏ଜୟ ଜଗନ୍ନାଥ 🙏
ପ୍ରଭୁଙ୍କ ଆଶୀର୍ବାଦ ରୁ ପୁଅଟି ବଡ ମଣିଷ ହେଉ.
ସତ କଥା କହିବି...ବାବା ଙ୍କ ଠାରୁ ବାବା ଭଲ ଗାଇଲେ..👌🌹🌹
🍭
Jay jagannath. Sundar gaila rayansh. God bless you.
Wow... God bless you beta
Pua ra gita bahut sunder heichi God bless him
Nice video 🙏🙏🙏😀😁
ବହୁତ ସୁନ୍ଦର। God bless ❤️
ଜୟ ଜଗନ୍ନାଥ ❤❤❤❤❤🙏🙏🙏🙏🙏🙏🙏🙏🙏🙏🙏🙏🙏❤❤❤❤🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤❤❤❤❤
God bless you ,little master.keep up it.
Jagannath bhal karantu
ବହୁତ ବଣିହାଁ....ଗୁରୁ ଜଣେ ପାଇଲେ....
ଜୟ ଜଗନ୍ନାଥ....
ପୁଅକୁ ମାଁ ସମଲେଇ ଦୀର୍ଘାୟୁ କରନ୍ତୁ
Wahhh.... So beautiful 🥰🥰
Very good REET keep it up👍👍👍👍