ପରମାୟୁ କପାଳଲିଖନ ନା ପରିବର୍ତ୍ତନଶୀଳ ? | କଳିଯୁଗ | Kaliyuga | EP 14 | 31st July 2022 | Prarthana

Поделиться
HTML-код
  • Опубликовано: 21 ноя 2024

Комментарии • 188

  • @baliajena3728
    @baliajena3728 2 года назад +7

    ଅଲଗା ଧର୍ମର ଲୋକମାନେ ସଠି ଯେଉଁମାନେ କରନ୍ତି ନାହିଁ ସେମାନେ କଣ ଅଲଗା ଦେଶମାନେ ଯେଉଁମାନେ ମାନନ୍ତି ନାହି । ସେମାନେ କଣ

  • @kumarpanda3559
    @kumarpanda3559 2 года назад +1

    ବହୁତ ଭଲ ପ୍ରସଙ୍ଗ

  • @umasahukara6966
    @umasahukara6966 Месяц назад

    କର୍ମ ହିଁ ଭଗବାନ

  • @Dinabandhu-m5k
    @Dinabandhu-m5k Год назад

    ଆଜି କୋଟି କୋଟି ମାନବଙ୍କ ଜନ୍ମ, କୀଟ ଠାରୁ ବ୍ରହ୍ମ ପର୍ଯ୍ୟନ୍ତ..... 🌹ହରି ଓଁ ତତ ସତ....

  • @debendranayak5009
    @debendranayak5009 Год назад

    Thanks DR kanungo

  • @JagabandhuDas-vs7vm
    @JagabandhuDas-vs7vm 7 месяцев назад

    Excellent representation

  • @akhayaarcharya7433
    @akhayaarcharya7433 2 года назад +6

    Science is correct everyday, every time for human being .

  • @jagabalia8481
    @jagabalia8481 2 года назад +10

    ଛିଙ୍କ କେତେବେଳେ ଆସିବ ଜାଣି ନ ଥିବା ଲୋକ ମାନେ ଏ ବାବଦ ରେ କଣ କହିବେ, ବେକାର ଆଲୋଚନା। ସତ୍ୟ ଏହା ଯେ ମୃତ୍ୟୁ ନିଶ୍ଚିତ, ତଥାପି ମଣିଷ ତାର ଅହଙ୍କାର ପାଇଁ ନିଜ ମତ କୁ ସତ ବୋଲି ସାବ୍ୟସ୍ତ କରିବାକୁ ଚେଷ୍ଟା କରିଥାଏ।

    • @smita8599
      @smita8599 2 года назад

      Pura sathik katha te kahichanti apana

  • @rabindranayak5237
    @rabindranayak5237 2 года назад +2

    Very nice discussion against blind believe

  • @bhagabanpradhan7500
    @bhagabanpradhan7500 2 года назад +1

    ଜଗବନ୍ଧୁ ସାରଙ୍କ ଆଲୋଚନା ବିଜ୍ଞାନ ସମ୍ମତ

  • @jhumurimallick2573
    @jhumurimallick2573 Год назад

    Jai sree jagannath same 🙏🙏🙏🙏🙏🙏

  • @kkmusicstudio7531
    @kkmusicstudio7531 2 года назад +5

    ସାବିତ୍ରୀ କଣ ବିଜ୍ଞାନ ବଳରେ ସତ୍ୟବାନ କୁ ବଂଚେଇଲେ କି? ସବୁ ଶଳା ପାଗଲ

    • @raghunathmasanta7367
      @raghunathmasanta7367 7 месяцев назад +1

      ସାବିତ୍ରୀ ସତ୍ୟବାନ ଏକ କାହାଣୀ ମାତ୍ର।ଲୋକମାନଙ୍କୁ ବା ସ୍ଵମୀ ସ୍ତ୍ରୀଙ୍କୁ ସମାଜରେ ଭଲ ହବାପାଇଁ ଏ ଏକ କାହାଣୀ

  • @niranjanoram3605
    @niranjanoram3605 Год назад

    ରାମ ସୀତା , ସାବିତ୍ରୀ ଏଗୁଡାକ ପୁରାଣ କାହାଣୀ
    ଏସବୁ ବାସ୍ତବ ସମାଜରେ ଉଦାହରଣ ଦେବା ଯୁକ୍ତି ଯୁକ୍ତ ନୁହେ ।ଧାର୍ମିକ ଭାବନାରୁ ଯେତେ ଦୂରେଇ ରହିବେ ସେତିକି ଅଧିକ ଶାନ୍ତିରେ ବଞ୍ଚିବେ ।ପୃଥିବୀରେ ନାସ୍ତିକ ମାନବ ଅଧିକ ଶାନ୍ତିରେ ବଞ୍ଚିଛି ।

  • @Dinabandhu-m5k
    @Dinabandhu-m5k Год назад

    ବିଜ୍ଞାନ ଆଧ୍ୟାତ୍ମିକ ଶକ୍ତି କୁ ବୁଝି ପାରିବ ନାହିଁ, ନିଜର ଅହଂକୃତ ଭାବନା ଦୈବୀ ଶକ୍ତିର ଭାବନାକୁ ଏଡାଇ ଦେଉଛି .... ଯାହାର ପ୍ରମାଣ ନିଜେସ୍ରଷ୍ଠା କହିଛନ୍ତି ମୋ ମାୟା ମୋତେ ଅଗୋଚର, କାହୁଁ ଜାଣିବ ନର ଛାର.... ନିଜର ସ୍ଥୁଳ ଭାବନା ରେ ସୁକ୍ଷ୍ମ ଶକ୍ତି ବୁଝିବା କେବଳ ନିଜ ଆତ୍ମ ଚେତନା ସୂଚାଇ ପାରିବ

  • @karenterprises6827
    @karenterprises6827 2 года назад

    ସାର୍ ଜାଣିନାହାନ୍ତି ସେଥି ପାଇଁ କହୁଛନ୍ତି ଭାଗ୍ୟ କିଛି ନାହିଁ

  • @h.krisnanayak3041
    @h.krisnanayak3041 2 года назад

    Jay jagannath swami

    • @AlineOp
      @AlineOp Год назад

      ମଣିଷର ପରମାୟୁ ପରିବେଶ ପରିସ୍ଥି ଖାଦ୍ୟ ଚଳଣି ମନ ଏସବୁକୁ ନେଇ ହୋଇଥାଏ।ନିଜର ଶରୀର ସୁସ୍ଥ ଥିଲେ ନିଶ୍ଚୟ ସେମଣିଷ ଅଧିକ ଦିନ ବଂଚି ପାରିବ।ପୁରାଣ କଥା ଛାଡି ଦିଅନ୍ତୁ।

  • @manavsanskarsangha5974
    @manavsanskarsangha5974 2 года назад +9

    ମୂତ ମନୁଷ୍ଯ କୁ ଯେଉଁ ମାନେ ଯିବିତ କରି ପାରିବ ସେ କପାଳ କୁ ପରିବତନ କରିପାରିବ

    • @raghunathmasanta7367
      @raghunathmasanta7367 7 месяцев назад

      ମୃତ କୁ କେହି ବଞ୍ଚେଇ ପାରିବେନି

  • @odishakalatutorial6883
    @odishakalatutorial6883 2 года назад +2

    ଡ.କାନୁନ୍ ଗୋ ଠୀକ୍ କହିଛନ୍ତ। କାରଣ ବିଜ୍ଞାନ କେତେ ଆଗେଇଲେ ମଧ୍ୟ ନିଜର ଭାଗ୍ୟକୁ ବାଦେଳୀ ବାରିବ ନାହିଁ ଜୟ ଜଗନ୍ନାଥ

  • @ramchandrapanda1474
    @ramchandrapanda1474 2 года назад +1

    ଏ କେହିଜାଣୀନାହାତି ଏହାକନାକକୁମାଡିଵସ ଏସଵୁଜାଣିପାରିଵେ

  • @kishorekumbhar2855
    @kishorekumbhar2855 2 года назад

    Opinion of sutar sir is right

  • @sashikantatripathy2221
    @sashikantatripathy2221 2 года назад

    As per conclusion of mr Tripathy that's appropriate thanks

  • @nirmalsahoo5052
    @nirmalsahoo5052 2 года назад +1

    Jay jagannath

  • @kumudinidash1481
    @kumudinidash1481 2 года назад +3

    ବିଷୟସୂଚୀ ହିଁ ଉତ୍ତର, ଅର୍ଥାତ୍ ଉଭୟକୁ ପ୍ରାଣୀ ବା ଜୀବଟିଏ ଭୋଗ କରିଥାଏ...

  • @ranjitnayak9484
    @ranjitnayak9484 2 года назад +1

    କପାଳ ଲିଖନର ପରିବତନ praman କ'ଣ?

  • @niranjanoram3605
    @niranjanoram3605 Год назад

    ଭାଗ୍ଯ କିମ୍ବା କପାଳ ଲିଖନ ଏ ସବୁ ପୁରାପୁରି ଭୁଲ ।
    କର୍ମ ଦ୍ବାରା ଭାଗ୍ଯ ତିଆରି କରାଯାଏ ।ପୁରାଣ ଗାଥା କୁ ଉଦାହରଣ ଦେଇ ସମାଜରେ ଭୁଲଧାରଣା ଦେବା ଆହୁଳି ଭୁଲ ।

  • @dolagobindaswain8255
    @dolagobindaswain8255 Год назад

    No one can change it.

  • @sumisonu7330
    @sumisonu7330 2 года назад

    Bala katha

  • @chainpatro7850
    @chainpatro7850 2 года назад +1

    A, c patro babanpur aska ganjam Orissa india
    Our best news is a veergood channel very nice 👍😌👍👩👩

  • @niranjanpradhan8460
    @niranjanpradhan8460 2 года назад +1

    କହିଲ ଦେଖୀ କଉ ବୈଜ୍ଞାନିକ ପ୍ରଥମେ ମେନ୍ ତିଆରି କରିଥିଲେ

  • @porikhitodash3660
    @porikhitodash3660 2 года назад

    Well come. all

  • @saratchandradas9573
    @saratchandradas9573 2 года назад +3

    ବିନା ପ୍ରମାଣ ରେ କୈାଣସି କଥା କୁ ଗ୍ରହଣ କରିବା ଉଚିତ ନୁହେଁ।ଏ ବାବଦରେ କୌଣସି ପ୍ରମାଣ ଦେଇପାରୁ ଥିବା ବ୍ୟକ୍ତି ମାନଙ୍କୁ ସ୍ଥାନ ଦିଅନ୍ତୁ। ଯଦି ଆବଶ୍ୟକ ପଡେ ୮୬୫୮୫୭୯୨୫୪ ରେ ଯୋଗାଯୋଗ କରନ୍ତୁ।

  • @ashutospradhan9754
    @ashutospradhan9754 2 года назад

    Jhunjhunwala କାହିଁକି ବହୁତ୍ ପଇସା ଥାଇ ମଧ୍ୟ ବଞ୍ଚିପରିଲା ନାହିଁ

  • @sarojkumarpradhan1917
    @sarojkumarpradhan1917 2 года назад +1

    10000000%kapala likhana is always right, bakisabu ajana katha

  • @karenterprises6827
    @karenterprises6827 2 года назад

    ସୃତାର ସର୍ ଙ୍କୁ ମୋ କହିବାକୁ ଚାହିଁ ବି ଯଦି ମଣିଷ ଜାଣିପାରିବ କେତେଦିନ ବଞ୍ଚିବ ସେ କାହାକୁ ମନିବନି ମେଡିକାଲ କଣ କହୁଛନ୍ତି

  • @jaymadhab5545
    @jaymadhab5545 2 года назад +2

    Bhagay kichi nahi

  • @trilochanpatnaik6321
    @trilochanpatnaik6321 2 года назад +1

    କପାଳ ଲିଖନ ଯାହା ଥାଉ ପଛେ ଜନ୍ମ ପରେ ତାହା ମନୁଷ୍ୟର କର୍ମ ଦ୍ଵାରା ନିୟନ୍ତ୍ରିତ ହୋଇ ଥାଏ।

    • @payalpayal9411
      @payalpayal9411 2 года назад

      Tahale trilochan babu aapna kahantu ta aapna ayusha kete ?

    • @trilochanpatnaik6321
      @trilochanpatnaik6321 2 года назад

      ମୁଁ ଯେପରି କର୍ମ କରୁଛି ତାହା ଯିଏ ଦେଖୁଚି ଓ ତାର ମୂଲ୍ୟାୟନ କରୁଛି ଅର୍ଥାତ୍ ନିଜେ ପରମବ୍ରହ୍ମ ବିଚାର କରିବେ ମୁଁ କେତେ ଦିନ ଜୀବିତ ରହିବି। ମୁଁ କିଏ?

  • @dipusahu5658
    @dipusahu5658 2 года назад +2

    Birendra pandanku daka

  • @h.krisnanayak3041
    @h.krisnanayak3041 2 года назад

    Ame nija akhire dekhuchu

  • @kkmusicstudio7531
    @kkmusicstudio7531 2 года назад +5

    ବିଜ୍ଞାନ ବଳରେ କହିପାରିବେକି ସୀତାରାମ ବାବୁ ନିଜେ କେବେ ମରିବେ? ମୋ ଦେହ ଅସୁସ୍ଥ ଅଛି ଡାକ୍ତର ଦେଖେଇ ଦେଖେଇ ଭିକାରି ହେଲେଣି ଭଲ ହଉନି କାହିଁକି ? ପାଗଲ ସବୁ ଦିଟା ଯାକ l

  • @tofankumar8129
    @tofankumar8129 2 года назад

    Jagabandhu and sutar sir are right speach

  • @Dinabandhu-m5k
    @Dinabandhu-m5k Год назад

    ବିଜ୍ଞାନ କିଛି ମିଛ କହୁଛି... ସେ ଅଧ୍ୟାତ୍ମା ଜ୍ଞାନକୁ ବିଶ୍ୱାସ କରୁନାହିଁ..... କାରଣ ଆଜିର ଜୀବନ, ସମ୍ପୂର୍ଣ ମୋହଗ୍ରସ୍ତ.. ଖୁବ ନିକଟରେ ସମାଜ ବୁଝିବ, ଈଶ୍ୱର ଙ୍କ ବେଦକ୍ତ ଶାସ୍ତ୍ର ଭବିଷ୍ୟତର ବୁଝାଇ ଦେବ ସ୍ରଷ୍ଟାଙ୍କ ବାଣୀ ସତ୍ୟ କି ମିଛ. ...

  • @binodsahoo1550
    @binodsahoo1550 2 года назад

    Cut hand after operation why is not strong as it before,Can science do it.

  • @saratmishra7800
    @saratmishra7800 2 года назад +2

    ସୁତାର ବାବୁ ୩୩ବର୍ଷପରମାୟୁ ଏହାର ଉଦାହରଣ ଦେବେ କି?

  • @ramachandrajena8123
    @ramachandrajena8123 2 года назад +11

    ସୂତାର ମହାଶୟଙ୍କ ମତକୁ ମୁଁ ସମର୍ଥନ କରୁଛି କାରଣ ସେ ବାସ୍ତବ କଥା କହିଛନ୍ତି। ଆଉ ସବୁ କଥା ବ୍ୟର୍ଥ । ମୁନିଋଷି ମାନେ ଯୋଗ ପ୍ରାଣାୟ ପାଇଁ ଅଧିକ ସମୟ ବଞ୍ଚିଥିଲେ ଏବଂ ସାଧାରଣ ଲୋକ ମାନେ ଅଳ୍ପ ଦିନ ବଞ୍ଚୁ ଥିଲେ

    • @anantarampodh4711
      @anantarampodh4711 2 года назад +1

      I Aiims mbbs Aiims mbbs Aiims

    • @artistchiku1153
      @artistchiku1153 2 года назад

      Tu taa sabu janichu tu sarbagyna taa

    • @alokpradhan2958
      @alokpradhan2958 Год назад

      Jiban bisaya re tumara anubhuti bahut kam ..... Jouthi pain tume sutar babu nka katha ku samarthana kala...... Nija ra own opinion.... Doctors differ......

  • @kartickjena841
    @kartickjena841 2 года назад

    Good is All might

  • @dolagobindaswain8255
    @dolagobindaswain8255 Год назад

    Ayusa prefixed

  • @EvenswarpradhanPradhanevenswar
    @EvenswarpradhanPradhanevenswar Месяц назад

    କପାଳରେ ଯଦି ମଣିଷ କୁ ଇଶ୍ୱର ଲେଖି ଦେଇ ଛନ୍ତି ତାହା ହେଲେ ଆପଣ ଇଶ୍ୱର ଙ୍କୁ ବିରୁଦ୍ଧ କରୁଛନ୍ତି

  • @digambarbehera7278
    @digambarbehera7278 2 года назад +1

    Yours is the best program to educate people of odisha for their advancement.

  • @nityanandanaik1848
    @nityanandanaik1848 Год назад

    What sutarBabu telling is correct

  • @subashbaraj8705
    @subashbaraj8705 Год назад

    This is only possible in India,

  • @VillageMastiAllVideo6947
    @VillageMastiAllVideo6947 Год назад

    ବିଜ୍ଞାନ ମଲା ଲୋକଙ୍କୁ ବଂଚେଇ ପାରିବକି

  • @binodsahoo1550
    @binodsahoo1550 2 года назад

    Man wants always, to be young ,why science is not help

  • @manojmishra3356
    @manojmishra3356 2 года назад

    Dr kanun go ମହାଶୟ ଯାହା କହିଲେ, ମହଜନସ୍ୟ ଗତସ ପନ୍ଥା, ଯଦି ଜଣେ ମଣିଷ ସାଧାରଣ ଜୀବନ ଯାପନ କରେ ଲୋଭ ମାୟା କାମନା ବାସନା ରୁ ଦୁରେଇ ରୁହେ ତାହେଲେ ସେ ଦୀର୍ଘାୟୁ ହୋଇପାରିବ, ମୋ ମତରେ ଭାଗ୍ୟ ବୋଲି କିଛି ଅଦୃଶ୍ୟ ଶକ୍ତି ଅଛି ନିଶ୍ଚୟ...

  • @nidhiabainsia1704
    @nidhiabainsia1704 2 года назад +1

    Karma hin Bhagavan

  • @ashirbadmahanta1042
    @ashirbadmahanta1042 2 года назад

    Sar sabu bele seilukaku nei aluchana kale kichhi kamakaibanai

  • @bhanjakishorenayak6607
    @bhanjakishorenayak6607 2 года назад

    Shastragya Mane

  • @bhimadharswain9983
    @bhimadharswain9983 2 года назад +2

    ଜଣେ ଭଲ ମଣିଷ ମାନେ ଦେହ ସୁସ୍ଥ ଅବସ୍ଥାରେ ମୂତ୍ୟୁ ହୁଏ ବିଜ୍ଞାନ ଆୟୁଷ ବଢାଇ ପାରିବେକି

  • @nirmalmohanty2995
    @nirmalmohanty2995 2 года назад

    Jiae sidha dairekte binaa karanaru mare seeta kapaala likhana

  • @bkmanoj6057
    @bkmanoj6057 2 года назад +1

    Please once visit Prajapati brahmakumaris ashrama and clear your doubts.

  • @jaymadhab5545
    @jaymadhab5545 2 года назад +2

    Kapal likhan kichi nahi

  • @jyotiranjantripathy8919
    @jyotiranjantripathy8919 2 года назад

    Bigyan kahiba agaru panjire lekha hauchii kete barsa haba

  • @satyanarayanpanda312
    @satyanarayanpanda312 2 года назад

    even now some sages leave their life when they want here there was a person he called his all deciples before leaving his life's all attended and after telling under the nose of all deciples he left away before all his deciples after some a certained moment what he had predicted his deciples this a fact

  • @shrinibassutar7763
    @shrinibassutar7763 2 года назад +3

    ଦୟାକରି କହିବେ କି ଏହି ଆଲୋଚନା ଅଂଶଗ୍ରହଣ କରୁଥିବା ଦର୍ଶକ ମାନେ ସ୍ଥାୟୀ ସଦସ୍ୟ ନା ପରିବର୍ତ୍ତନଶୀଳ । ଯଦି ପରିବର୍ତ୍ତନଶୀଳ ତେବେ ଏଥିରେ ଅଂଶଗ୍ରହଣ କରିବା କୁ ହେଲେ ଯୋଗାଯୋଗ କେମିତି ହୋଇପାରିବ ?

  • @rtclasses3214
    @rtclasses3214 2 года назад +1

    Jst contact with REIKI foundation fr clear all ur doubt...

  • @nirmalmohanty2995
    @nirmalmohanty2995 2 года назад

    Tahele Satya . Dharma. Manisha vhitare parthakya kana

  • @sushilkumar-jy2qg
    @sushilkumar-jy2qg 2 года назад

    Mali yug

  • @nirmalmohanty2995
    @nirmalmohanty2995 2 года назад

    Jou loka. Chahiba. Taa . . . Sahajyare kapaala chenhe Kari pariba. . Saying. Narayanan. Krusnha kahichhanty

  • @sanjayroutray9246
    @sanjayroutray9246 2 года назад

    Kanungo sir you are right

  • @kanhabiswal6283
    @kanhabiswal6283 2 года назад

    Mr. Tusar Babu tame kichi jani na... Khali ghughu ghughu bhalia bobuchaa.

  • @ashutospradhan9754
    @ashutospradhan9754 2 года назад +2

    ସବୁର ସମ୍ଭାବନା ଅଛି ଏ କଥାକୁ ବିଶ୍ବାସ କରିବା ଦରକାର

  • @nirmalmohanty2995
    @nirmalmohanty2995 2 года назад

    13 basharu. 500 barsha kemiti helaa see kaha kaha thu pailaa

  • @binodsahoo1550
    @binodsahoo1550 2 года назад

    Why science is not protect death

  • @jaymadhab5545
    @jaymadhab5545 2 года назад

    Paramau jadi achhi tahele khaiba piba darkar nahi.
    Paramau achhi nakhau.

  • @worldsuprimpower....8452
    @worldsuprimpower....8452 2 года назад

    Kali jug me paramayu .kal ki hat me .ok .koi likhan ki basa barti nehi ..he

  • @kedarnathbehera711
    @kedarnathbehera711 2 года назад

    Bi

  • @bjayaraj6046
    @bjayaraj6046 7 месяцев назад

    ହଁ ହଁ ଯେମିତି ପାଖଣ୍ଡି ମାନେ କହିଛନ୍ତି ଅଜାତିକୁ ବାଣିଜ୍ୟ ଅଡ଼ୁଆ ସେଇଭଳି

  • @subashbaraj8705
    @subashbaraj8705 Год назад

    All manubadi , the Aryans have written this imaginary story, So many cases it is right and so many cases it is wrong, Thanks,

  • @pintumahapatra4756
    @pintumahapatra4756 2 года назад

    A nirdista karana heuchi kapalalikhan

  • @alekhkumarpanda7999
    @alekhkumarpanda7999 2 года назад

    କପାଳ କପାଳ କପାଳ ମୂଳ

  • @rabisaa5558
    @rabisaa5558 2 года назад +1

    Tame mane jau kapala likhana ,aau kana kana boli kahuchha je ajika date re epari b ehi manisha samaj re dekhibaku Mile je jane loka sustha ,sabal thiba, chaluthiba, buluthiba, khauthiba, piuthiba aau mrutyubarana kariba, taha kana kapala likhana nuhe ? Bigyana ku nei ete ghamand karani
    Bigyana bala re unnati hau ni, baram abanati heichalichhi ...

  • @prafullakumarpradhan8129
    @prafullakumarpradhan8129 2 года назад +1

    Sitar bubu jane bijya byakitwa , annu dambhakti bhabare upastapana kariparuchhanti. No one can similar with him , So on next episod call some scientiest for argument & final opinion.

  • @h.krisnanayak3041
    @h.krisnanayak3041 2 года назад

    Kete loka manankara pua jhia nahi bigyana paribeni

  • @niranjanpradhan8460
    @niranjanpradhan8460 2 года назад +1

    ସାଇନ୍ସ ଗୋଟେ ଲୋକକୁ ମଲା ପରେ ବଞ୍ଚାଇ ପାରିବକି ଗୋଟେ ଲୋକ ମଲା ପରେ ଯଦି କିଛି ଆଙ୍ଗ ନଷ୍ଟ ହେଉଛି ତାକୁ change କରି ବଞ୍ଚି ପାରିବ ପାରୁନି କାହିଁ କି

    • @niranjanpradhan8460
      @niranjanpradhan8460 2 года назад +1

      Ex- ଗୋଟେ ଲୋକ ମଲା ପରେ ତାହାର ସବୁ ଅଙ୍ଗ ସାଇନ୍ସ change କରୁ ତା ପରେ ଆତ୍ମ କୁ ନେଇ ତାର ଦେହରେ ପୁରାଉ ଆତ୍ମ ତିଆରି କରୁ ସବୁ ସାଇନ୍ସ କରୁଛି ଆତ୍ମ ତିଆରି କରିପାରୁନି କାହିଁକି

    • @raghunathmasanta7367
      @raghunathmasanta7367 7 месяцев назад

      ଆଧ୍ୟାତ୍ମିକ ମଲା ଲୋକକୁ ବଞ୍ଚେଇ ପାରୁଚିକି

  • @koelprinter7568
    @koelprinter7568 2 года назад

    କପାଳ ଲିଖନ ବୋଲି କିଛି ନାହିଁ ।

  • @rupalibehera3377
    @rupalibehera3377 2 года назад

    Ajika dinare amar hebara prakriya achhiki?

  • @rataniekka
    @rataniekka 7 месяцев назад

    Kichhi clear bujhi hela nahi samastankara mata alaga kahara ades thik confused

  • @subratnayak2129
    @subratnayak2129 2 года назад +1

    Brahmana vs jyotish bada kie

  • @jashobantaraut6701
    @jashobantaraut6701 2 года назад

    Mu kuschinkaruchi since aagthila na SASTRA thila

  • @gourishankarparida6937
    @gourishankarparida6937 2 года назад

    Atmaku dhari rakhi paribaki

  • @kedarnathbehera711
    @kedarnathbehera711 2 года назад

    Bhim&krusna=?

  • @santoshrs2870
    @santoshrs2870 2 года назад

    Tame sabu kete din banchib samaste janich ki

  • @nrusinhatripathy6930
    @nrusinhatripathy6930 2 года назад +2

    ସୁତାର ସାର ହେଉ ଛନ୍ତି ଭକ୍ତ ସୁଦାମା ଶ୍ରୀକୃଷ୍ଣଙ୍କୁ ପାରିଜାତ ବୃକ୍ଷକୁ ପ୍ରଥମେ ମୂଳରୁ କାଟି ପରେ ସେ ପୁରା ପୁରି ଓଦା।

  • @surendrasahu6108
    @surendrasahu6108 2 года назад

    P

  • @VillageMastiAllVideo6947
    @VillageMastiAllVideo6947 Год назад

    3:44🙏🙏4:43👍👍5:59😡😡ଦେବେନ୍ଦ୍ର ତୁ କାଲା, ମୁକ ହୋଇଯିବୁ ରହିଥା 😡😡😡😡⚠️⚠️⚠️⚠️⚠️

  • @ashirbadmahanta1042
    @ashirbadmahanta1042 2 года назад

    Apan kebe chaha bikiki pm hui paribaki

  • @pravakarbehera4612
    @pravakarbehera4612 2 года назад +4

    ସୂତାର ସାର୍ ଓ ପାଣି ସାର୍ ଙ୍କର ମତ ସମ୍ପୂର୍ଣ୍ଣ ଠିକ୍

  • @lokonathbehera2423
    @lokonathbehera2423 2 года назад

    God has written 5 items on the date child born. So long life Or medium life or small life are one of them. For example a man life span is 80 years
    But he face death at the age of 60 years by accident. So he remain as preta another 20 years in subtle body/ Astral body on earth. On completion of 80 years he will go to other world like yama loko, Brahma loko, vishnu loka etc as per karama.

    • @lokonathbehera2423
      @lokonathbehera2423 2 года назад

      God has written 5 items on date of child birth. One is life span, two death, Education, karama etc. Nobody can change this rule except God. In kali yuga the life span of Jagat Guru Shanksrcharya was 16 years. His further life was required to save the Hindu Dharam. So God extend his life span to 32 years. He save Hindu Dharam from Budha dharam and Janta Dharam. He built 4 Dhama at four corner and save Hindu Dharam. Jay Hind.

  • @smita8599
    @smita8599 2 года назад

    A duijana scince na r ku neiki bekar prabachan dauchanti kichhi clear kariparunahanti..

  • @gourishankarparida6937
    @gourishankarparida6937 2 года назад

    Kapala likhana ke Kariba ana

  • @ashirbadmahanta1042
    @ashirbadmahanta1042 2 года назад

    Kan odisha re kebala janiba Luka 4 janki