ବନ୍ଧୁ ଦେଲା ଧୋକା, ଦିନେ ସୁଟ୍-ବୁଟ ପିନ୍ଧି ସଫ୍ଟୱେରର ଦୁନିଆରେ ରାଜ୍ କରୁଥିଲେ ଆଜି ଫୁଟ୍‌ପାଥ୍‌ ଦୋକାନୀ | Cuttack

Поделиться
HTML-код
  • Опубликовано: 25 дек 2024

Комментарии • 314

  • @subhransudalai8360
    @subhransudalai8360 4 месяца назад +39

    ଭଗବାନ ଆପଣଙ୍କୁ ନିଶ୍ଚିତ ଆଶୀର୍ବାଦ କରିବେ

  • @defenceintel
    @defenceintel 5 месяцев назад +57

    କିଛିଟା ବେଈମାନ ମାନଙ୍କ ପାଇଁ ଜଣେ ଚାହୁଁଥିଲେ ବି ସାହାଯ୍ୟ କରିବାକୁ ପଛାଉଚି.
    କିନ୍ତୁ ମୋ ବନ୍ଧୁମାନେ ବହୁତ ଭଲ. ଭଗବାନଙ୍କୁ ଧନ୍ୟବାଦ ଏମିତି ନିଷ୍କପଟ ବନ୍ଧୁ ମୋ ପାଖରେ ଅଛନ୍ତି. 🙏🏻🙏🏻

    • @kishorson3553
      @kishorson3553 4 месяца назад +2

      wahh 💚 ଭାଇ ଦିଲ ଖୁସ ହୋଇଗଲା

    • @defenceintel
      @defenceintel 4 месяца назад

      @@rupeshkumarpanda2471 ନିଜେ ବୋଧେ ନିଜ ସାଙ୍ଗ ମାନଙ୍କ ପରିବାର ଲୋକଙ୍କୁ ଏମିତି ନଜରରେ ଦେଖ, ତୁମ ସାଙ୍ଗମାନେ ବି ବୋଧେ ସେମିତି?

    • @defenceintel
      @defenceintel 4 месяца назад

      @@rupeshkumarpanda2471 ତୁମେ ବୋଧେ ନିଜ ସାଙ୍ଗ ମାନଙ୍କ ପରିବାର ଲୋକଙ୍କୁ ସେଇ ନଜରରେ ଦେଖୁଛ? ତୁମର ସାଙ୍ଗମାନେ ବି ବୋଧେ ସବୁ ଏମିତି?

    • @defenceintel
      @defenceintel 4 месяца назад

      @@rupeshkumarpanda2471 ତୁମେ ବୋଧେ ସାଙ୍ଗ ମାନଙ୍କ ପରିବାର ଲୋକଙ୍କୁ ସେଇ ନଜରରେ ଦେଖ? ତୁମ ସାଙ୍ଗମାନେ ବି ବୋଧେ ତୁମ ପରିବାର ଲୋକଙ୍କୁ ସେଇ ନଜରରେ ଦେଖନ୍ତି?
      ସବୁ ଗୋଟିଏ ଲାଉର ମଞ୍ଜି ତାହେଲେ! 🤔

    • @defenceintel
      @defenceintel 4 месяца назад

      @@rupeshkumarpanda2471 ତୁମେ ନିଜର ସାଙ୍ଗ ମାନଙ୍କ ପରିବାର ଲୋକଙ୍କୁ ବୋଧେ ନେଇ ନଜରରେ ଦେଖୁଛ? ଆଉ ତୁମ ସାଙ୍ଗ ମାନେ ବି ବୋଧେ ସେମିତି? ସେଥିପାଇଁ ଅନ୍ୟକୁ ଏମିତି ଭାବୁଛ??

  • @ravindratitan9891
    @ravindratitan9891 5 месяцев назад +145

    ଆଜିକାଲି ଦୁନିଆ ରେ ଏତେ ସରଳ ହବା ଠିକ ନଥିଲା ଭାଇ. ଭଗବାନ ତମକୁ ନିଶ୍ଚୟ ସାହା ହେବେ 🙏🙏

    • @bishnucharansahoo7170
      @bishnucharansahoo7170 5 месяцев назад +9

      Jaha nature sarala se b au kn kariparibe..nija nature kemiti change karidebe

    • @ravindratitan9891
      @ravindratitan9891 5 месяцев назад +5

      @@bishnucharansahoo7170 it's ok hele tike alert rahobaku haba life re

    • @AS-nk4kr
      @AS-nk4kr 5 месяцев назад +1

      ​@@bishnucharansahoo7170 absolutely Right

    • @sanjayacharyasingingunlimi4982
      @sanjayacharyasingingunlimi4982 5 месяцев назад

      Theek katha

    • @tapasswain3231
      @tapasswain3231 5 месяцев назад

      Kichi habani bhai ra Sanga 100times punishment paiba time return haba

  • @ajayakumarb957
    @ajayakumarb957 4 месяца назад +6

    ଧନ୍ୟବାଦ ଭାଇ, ଭାଇଙ୍କର ବହୁତ ବଡ଼ ହୃଦୟ

  • @Rakesh-yt3gw
    @Rakesh-yt3gw 5 месяцев назад +63

    ଝିଅ &ସାଙ୍ଗ 🙏🙏ଙ୍କ ଠାରୁ 🥲ସବୁ ବେଳେ ଦୂରେଇରହିବା ଉଚିତ

    • @parsuramnaik500
      @parsuramnaik500 5 месяцев назад +4

      kahin ki .. tuma sahita problem hela boli kan sabu jhio semiti

    • @manasdas3564
      @manasdas3564 4 месяца назад +3

      କେହି ଖରାପ ନୁହ ନିଜେ ସବୁବେଳେ ସତର୍କ ରହିକି କାମ କରିବା କଥା।

    • @onlygoorie
      @onlygoorie 4 месяца назад +1

      Correct ​@@parsuramnaik500

    • @B.Durgashaktee
      @B.Durgashaktee 4 месяца назад

      Xcuse me .... samaste semti nuha... don't thought lik this

    • @shibabrataray8610
      @shibabrataray8610 4 месяца назад

      ଏଠି ତ ଟୋକା ଗାଣ୍ଡି ମାରିଚି.. ତେଣୁ ପୁଅ ଲେଖ..😂ଟୋକି ଗାଣ୍ଡି ମାଇଲେ ଝିଅ ଆଉ ଟୋକା ଗାଣ୍ଡି ମାଇଲେ ବି ଝିଅ 🤣🤣ଇଏ କି ପ୍ରକାର ନ୍ୟାୟ

  • @JinuraniMantree
    @JinuraniMantree 4 месяца назад +28

    ନିଜ ଭାଇ ଭଉଣୀ ଧୋକା ଦେଉଛନ୍ତି ସେତ ପର ମୁଁ ସେଇଭଳି ଫସିଯାଇଛି କାହାକୁ କହିବା ବିଶ୍ୱାସ କରିବା ଭୁଲ

    • @rudrakshasahoo1660
      @rudrakshasahoo1660 4 месяца назад

      Mo thu gote Pila 500 tanka nei thila hele aji Jake dei ni....😂

  • @Rakesh-yt3gw
    @Rakesh-yt3gw 5 месяцев назад +21

    ତୁମ ସାହାଯ୍ୟ ର ମୂଲ୍ୟ 😡😡😡ସେ ଶଳା ବୁଝିପାରିବେନି bhai🙏🙏🙏

  • @shakti1621
    @shakti1621 5 месяцев назад +29

    କିଛିଟା ଏମିତିକା ଅଭଦ୍ରଙ୍କ ପାଇଁ କାହାକୁ ସାହାଯ୍ୟ କରିବାକୁ ହେଲେ ଲକ୍ଷେ ଥର ଭାବିବାକୁ ପଡ଼ିବ। ରାକେଶର ସାଙ୍ଗ କଥା ଭାବିକି ଆଶ୍ଚର୍ଯ୍ୟ ଲାଗୁଚି। ନିଜ ଅନ୍ତରଆତ୍ମା କଣ ଥରୁଟିଏ ବି କହୁନି ତୁ ବହୁତ ବଡ଼ ଭୁଲ କରିଛୁ।

  • @Aparna02489
    @Aparna02489 5 месяцев назад +69

    ଭାଈ ଏଇ ଦୁନିୟା ରେ ବଂଚିବାକୁ ହେଲେ ନିଜ ବାପା ମା ଛଡା ଆଉ କାହା କୁ ଵି ବିଶ୍ୱାସ କରିବା କଥା ନୁହଁ .. ଏମିତି ଵି ଲୋକ ଅଛନ୍ତି ପଇସା ନେଲା ବେଳେ କହଳ କଥା କହିକି ପଇସା ନେଇଯିବେ ହେଲେ ଦେଲା ବେଳେ ଝଗଡା କରିବେ ଜେମିତି ତମେ ତମ ପଇସା ନୁହଁ ତାଙ୍କ ପଇସା ମାଗୁଛ,,,

    • @pkn7439
      @pkn7439 5 месяцев назад +7

      Bhai vikari pari magiba pain padithae

    • @narayannayak5159
      @narayannayak5159 5 месяцев назад +6

      Correct bro mo sahita b emiti heichi.

    • @amarbalangir4515
      @amarbalangir4515 4 месяца назад

      ​@@narayannayak5159sethi pain nija family chhada aau kahaku Paisa deba katha nuha

    • @debjanidas2358
      @debjanidas2358 4 месяца назад

      Right ​@@pkn7439

  • @Rakesh-yt3gw
    @Rakesh-yt3gw 5 месяцев назад +20

    ଯଦି 🙏hlp କରିବ, ଗରିବ ଙ୍କୁ 🥲ଦାନ କର କିଛି ଧରମ ହେବ 🙏🙏.. Jay jaganath

  • @Techgamer-kd8bh
    @Techgamer-kd8bh 4 месяца назад +4

    କେଉଁ ମୁର୍ଖ କହିଥିଲା ରେ କେବଳ ମାନବ ସେବା ହିଁ ମାଧବ ସେବା ବୋଲି ଦେଖିଲ ତ ଫଳ
    ନିଜ ବାପା ମା ଠାରୁ ନିଜର ଦୁନିଆ ରେ ଆଉ କେହି ନାହାନ୍ତି
    ଆଉ ଯଦି ପୁଣ୍ୟ ପାଇବାର ଅଛି ବୁଲା ଜୀବଜନ୍ତୁ ଙ୍କୁ ଖାଇବାକୁ ଦିଅ
    ସେଥିରେ ସ୍ଵୟଂ ନାରାୟଣ ଙ୍କ ଆଶୀର୍ବାଦ ମିଳିବ
    ଆଜି କାଲି ର ମଣିଷ ଦେହରେ କେବଳ ରାକ୍ଷସ ଅଛନ୍ତି

  • @nikky3138
    @nikky3138 5 месяцев назад +41

    Bhala loka mane hin amiti thakami ra sikar huanti... Jagannath sabu dekhuchanti , dhrjya dhara Bhai au nija karma kari chala..

  • @laxminarayancreation7114
    @laxminarayancreation7114 4 месяца назад +3

    ଆଜି କାଲି କାହାକୁ ଭରସା କରିବା କଥା ନୁହଁ ଭାଈ..😢 ମୁ ବି ବର୍ତମାନ ଏ same ଅସୁବିଧା ର ଶିକାର ହେଇଚି... 😥

  • @FinanceQ
    @FinanceQ 5 месяцев назад +10

    Sabu ok heijiba Bhai.. don't worry.God always with you

  • @111shibani
    @111shibani 4 месяца назад +2

    Feeling sad for this brother may god bless you

  • @Rakesh-yt3gw
    @Rakesh-yt3gw 5 месяцев назад +13

    Darkar bele କୁକୁର 🐕ଭଳି ଲାଞ୍ଜ, ହଲେଇବେ ଶଳା ସାଙ୍ଗ 😡.. ଦରକାର ମେଣ୍ଟିଗଲେ ବାସି ବାଳ ku ବି ପଚାରିବେନି

  • @manojnayak8248
    @manojnayak8248 5 месяцев назад +12

    Bhai tamara kastaku dekhi ki dukha laguchi...!!! Bhagwan karantu tame life re bahut aagaku jao aau successful entrepreneur hua. All the best 👍

  • @shubhampatra8480
    @shubhampatra8480 5 месяцев назад +9

    Where are the influencer of odisha
    Famous the real gem 💎 who struggle to survive

  • @RajeshKun-hp2uo
    @RajeshKun-hp2uo 5 месяцев назад +20

    ଇଏ ସରଳ ନୁହୁ ବୋକା ଚୋଦା କଛି ପ୍ରମାଣ ନରଖି କେମିତି ପାଇସା ଦେଲା

    • @defenceintel
      @defenceintel 5 месяцев назад +7

      ବ୍ୟାଙ୍କ ଆକାଉଣ୍ଟକୁ ଦେଲା ତା ଠାରୁ ବଡ଼ ପ୍ରମାଣ ଆଉ କଣ ଅଛି??
      ମୋ ବାପା କୁହନ୍ତି ବିଶ୍ୱାସ ଠାରୁ ବଡ଼ ପ୍ରମାଣ ଦୁନିଆରେ ଆଉ କିଛି ନାହିଁ. ଯଦି ଜଣେ ବିଶ୍ୱାସଘାତ କରିବ, ତାହେଲେ ସବୁ bond, agreement,ସାକ୍ଷୀ, ପ୍ରମାଣ ସବୁ ମୂଲ୍ୟହୀନ.
      ଯେମିତି ବିଜୟ ମାଲ୍ୟା.

    • @bollywoodgangsta6647
      @bollywoodgangsta6647 4 месяца назад +2

      Bank transaction utr number thiba then challan number thiba Boka choda kemiti biswasa re sie bisa Dela

    • @IIMASPIRANT_24
      @IIMASPIRANT_24 4 месяца назад

      ​@@defenceintel Agreement, sakhi, pramana KEMITI mulyahina haba ...
      Agreement, sakhi thile Court re case Kari ki Paisa recover karipariba se loka thu.

    • @defenceintel
      @defenceintel 4 месяца назад

      @@IIMASPIRANT_24 ଜଣେ ଗରିବ ହେଲା ପରେ ଓକିଲ ଫିସ ଦେବା ପାଇଁ ବି ପଇସା ନଥିବ. ମାଗଣାରେ କେଉଁ ଓକିଲ କେଶ ହାତକୁ ନେବନି. 2,3 ଲକ୍ଷ ଟଙ୍କା ପାଇଁ କିଏ କୋର୍ଟ ଯିବ କି? ତାଠାରୁ ବେଶୀ ପଇସା ତ ଓକିଲ ନେଇଯିବ.
      ଲାଭ କାହାର ହେବ,ଓକିଲର. ପୀଡିତ ବ୍ୟକ୍ତିର ନୁହେଁ.

  • @stylish_sidhant_07
    @stylish_sidhant_07 5 месяцев назад +25

    ଭାଇ ନିଜ ବାପା ମାଆଙ୍କ ଛଡା aau କେହି କାହାର ନୁହଁ 😢

  • @Rakesh-yt3gw
    @Rakesh-yt3gw 5 месяцев назад +8

    ଦୁନିଆ ରେ ନିଜ ବିଞ୍ଚିବ ନିଜ ପାଇଁ.... କେହି 🙏🙏ସାହାଯ୍ୟ କରନ୍ତୁନି..... କାହାକୁ.. ସାହାଯ୍ୟ ର 🥲ଫଳ ଧୋକା.. କଳି ଯୁଗ ରେ 🙏.... Dont hlp ଫ୍ରୀଏଣ୍ଡ୍ସ, girl s

  • @brajakishorepadhi4022
    @brajakishorepadhi4022 4 месяца назад +1

    ଆରେ ବାବୁ ପ୍ରଥମେ ନିଜ ସହିତ ବଂଧୁ ବାନ୍ଧ। କଳିଯୁଗ ଅନ୍ୟ ର ତଣ୍ଟି କାଟି ମଣିଷ ବଡ ଧନୀ ହେବା ପାଇଁ ଚେ଼ଷ୍ଟା।

  • @subhankarchel4720
    @subhankarchel4720 4 месяца назад +3

    Really, i meet one of my friend's friend in last year Dec, he was going through a lot of prblms but seeing his honesty nd truth i was with him in thick nd thin times... We had a great bond increasing day by day but suddenly he left me cuz his gf told not to spend time with me cuz i was saying him truth abt her.... I sacrificed my time, my Matches to console him nd feel him better nd last what he did.... In this world nobody is as supportive nd truthful like your parents...

  • @PrakashKumarDas-c8y
    @PrakashKumarDas-c8y 5 месяцев назад +20

    Ajika samaya re 100ru 99 kharap Bandhu achanti 😢😢😢

  • @sudiptrainofrhythm8529
    @sudiptrainofrhythm8529 5 месяцев назад +13

    ଭୁବନେଶ୍ଵର ଗାଉଁଲି ଶଳା ଆମ କଟକିଆ ଦିଲଦାର୍ ଙ୍କୁ ଏମିତି ବିକି ଦେବେ।

    • @rupeshkumarpanda2471
      @rupeshkumarpanda2471 5 месяцев назад

      @@sudiptrainofrhythm8529
      ଛଅ ଛଅ ବାର କଟକିଆ ଚୋର
      ଧବଳ ଟଗର ସେଇ ବିଆର ଆଚାର

    • @MonalisaSingh-sk2ci
      @MonalisaSingh-sk2ci 4 месяца назад +2

      Ganuli kn kharap Sala to bapa bi gaon re janma

    • @sudiptrainofrhythm8529
      @sudiptrainofrhythm8529 4 месяца назад

      @@MonalisaSingh-sk2ci mo bapa gaan re ki sahara seta tu kahibu???? Tu janichu mo 14 purusa katha...hele tama bhonsaria guda nkara sala adhaar card re address gaan re kintu resident address bhonsar re ...sethipain bhonsar ta gote gaaan ...jouthi sabu gaunlia mean minded guda rahuchaaa

    • @odia_villager
      @odia_villager 4 месяца назад

      ଗାଉଁଲି? Agyan apana nka bapa nku pacharibe apana nka purba purusha nka ghara kouthithila

    • @sudiptrainofrhythm8529
      @sudiptrainofrhythm8529 4 месяца назад

      @@odia_villager Cuttack 1000 yrs ra sahara ....tame aji janila bodhe! Mo jeje ra jeje ra jeje 42 mouza Cuttack loka ...tame kie be mate mo address kahibaku??? Nija address sambhalaaaa hela ...gaunlia tama gaan re jao gyana daba ...Cuttack re nuhe ....ama purba purusa katha tame kahiba ? Asila au ...

  • @Samir.920
    @Samir.920 5 месяцев назад +7

    Jay shree jagannath 🙏🙏🙏🙏🙏🙏🙏🙏🙏🙏🙏🙏

  • @siddhidaatriodisha8690
    @siddhidaatriodisha8690 4 месяца назад

    ଭଗବାନ ନିଶ୍ଚିତ ତୁମପାଇଁ କିଛି ବ୍ୟବସ୍ଥା କରିବେ ଭାଇ ଆଉ ଟିକିଏ ଧୈର୍ଯ୍ୟ ଧର

  • @mohammedfiroj9333
    @mohammedfiroj9333 5 месяцев назад +12

    Please don't worry about it. ..
    Your life is going to be smothenden. ..and you win this race

  • @sahoo477
    @sahoo477 4 месяца назад

    Bhala katha

  • @rupaliray6858
    @rupaliray6858 4 месяца назад +1

    ଭାଇ ତୁମକୁ କେହି ଜଣେ ମଣିଷ ଆଜି ଧୋକା ଦେଇଛି ସତ ତୁମେ ମନ କଷ୍ଟ କରନି ତମେ ତ ମହାନ୍ ହେଇ ସାରିଚ ତା ପାଖରେ ଯିଏ ୧ ନେଲେ ୧ ଲକ୍ଷ୍ୟ ଦିଏ। ସମୟ ଚକ୍ର ୟେ କିଏ ପେଶି ହେଇ ଯିବ ତ କିଏ ଉଦ୍ଧାର ପାଇଯିବ। ଆପଣ ଙ୍କର ସବୁଠୁ ଭଲ ସମୟ ଆସିବ ନିଶ୍ଚୟ।

  • @mitunadas7052
    @mitunadas7052 5 месяцев назад +5

    Jay Jagannath 🙏🙏🙏😭😭😭

  • @loveyouzindagi9190
    @loveyouzindagi9190 5 месяцев назад +2

    Great report! Please follow this article till he get some results

  • @chikuranasingh9544
    @chikuranasingh9544 4 месяца назад

    Sabas bhai 👏👏

  • @AnshumanRath-kx7ri
    @AnshumanRath-kx7ri 4 месяца назад

    There is only one truth in life, there is no one except mother and father, same thing happened with me too brother.😢😢😢❤

  • @brentertainment8380
    @brentertainment8380 5 месяцев назад +5

    Salam bro🙏

  • @foundationservices2890
    @foundationservices2890 5 месяцев назад +4

    Don't trust anyone in money matters....even your shadows....most people are selfish...

  • @PrabinBiswalLovelife
    @PrabinBiswalLovelife 5 месяцев назад +8

    Life is very important so sad

  • @abhiseksingh1601
    @abhiseksingh1601 4 месяца назад

    ମୋର ବି ଗୋଟେ ସାଙ୍ଗ ଥିଲା
    ଦିନେ ମୋତେ ଲକ୍ଷେ ଟଙ୍କା ମାଗିଲା ମେଡିକାଲରେ ଚାକିରି ଦବ କହି ମାସକୁ ୩୦,୦୦୦ ଦରମା ଆଉ କହିଲା ମୋତେ ଟଙ୍କା ଦେଇଚୁ ବୋଲି ତମ ଘରେ ମୋ ନା ଟା କହିବୁନି
    ହେଲେ ଭାଗ୍ୟକୁ ମୁ ଆମ ଘରେ କହିଲି ବୋଲି ଆଗରୁ ତା ପ୍ଲାନ୍ ଟା ଜାଣିପାରିଲି
    ପୁଣି ସାଙ୍ଗ ହବ ବୋଲି ବହୁତ୍ ବିକଳ ହେଇଚି
    ଆଉ ଧରପଡ଼ିଗଲା ବୋଲି ଏବେ ସେ ଚୋର ଦଲାରି ଛୁଆ ଯେମିତି ଖାଲି ପାଗଳ କୁକୁର ଭଳିଆ କାମୁଡିବା ପାଇଁ ହଉଚି 😆😆😆
    ବିଶ୍ୱାସ କର ହେଲେ ଆଖି ବନ୍ଦ କରିକି ନୁହ 👍

  • @Sim-f5f
    @Sim-f5f 5 месяцев назад +3

    God bless u 🙏🙏🙏🙏

  • @SureshPradhan-zd1vv
    @SureshPradhan-zd1vv 5 месяцев назад +10

    କଳା ମୁଣ୍ଡିଆ କୁ ବିଶ୍ୱାସ ନାହିଁ, ଭାଇ....

  • @skbehera3946
    @skbehera3946 4 месяца назад

    ଭାଇ ତମ କଥା ଶୁଣି ମୋ ଆଖିରୁ 😢😢😢😢ଝରି ଗଲା, କାହିଁକି ନା ତମେ ହସିହସି କହି ଲ !

  • @djscorpiobbsr5381
    @djscorpiobbsr5381 5 месяцев назад +3

    God Bless him..ebe ka dunia re nija bapa maa nku chadi dele au kahaku bhi biswas Kariba katha nuhen...emti ki nija chota bela sanga ku bhi.Sie kasta karuchanti..Shri Jagannath dekhuchanti..Nischaya Saha Hebe Prabhu jagannatha..😢😢🙏🏻

  • @RakeshSahoo-l6o
    @RakeshSahoo-l6o 5 месяцев назад +2

    ଯଦି ସାହାଯ୍ୟ କରିବ ଗରିବ ଲୋକଙ୍କୁ ସାହାଯ୍ୟ କରିବ

  • @HindiJnk
    @HindiJnk 4 месяца назад

    U R great bhai......kintu hari naaho......love you

  • @bibhudatta9109
    @bibhudatta9109 5 месяцев назад +3

    😢 life is not so easy
    Every man have issues in his life
    God knows how's the day gone
    Never trust blind

  • @rohit0223
    @rohit0223 5 месяцев назад +6

    Jiye bhi ctc ke rahucha.... nije jaya...and frds manaku bi neiki jaya

  • @vapianjali8901
    @vapianjali8901 4 месяца назад +1

    God bless you your family 🙏

  • @shibabrataray8610
    @shibabrataray8610 4 месяца назад

    ଯଦି ଏଇ ଜାଗାରେ ଝିଅ ହେଇଥାନ୍ତା ଏତେବେଳକୁ "Women".. ଝିଅ ଜାତି ହିଁ ସେଇଆ 😂.
    ହେଲେ ଟୋକା ଗାଣ୍ଡି ମାଇଲେ ଶହେ ଗୁଣ ମାଫ
    ଭାଇ ଆଗକୁ ମାଡିଚାଲ ଆଉ ଧୋକା ର ପ୍ରତିଶୋଧ ନିଅ ଆଉ ଥରେ ସଫଳ ହେଇକି
    ଜୟ ମା ତାରାତାରିଣୀ

  • @abinsuna438
    @abinsuna438 5 месяцев назад +12

    ମତଳବି ଲୋକ ଏ ଦୁନିଆରେ ବହୁତ ଅଛନ୍ତି

  • @haizellovesfood3767
    @haizellovesfood3767 4 месяца назад +1

    This is the reason humanity is dead now

  • @jitendranathsahoo5593
    @jitendranathsahoo5593 4 месяца назад

    Jai jagannath 🙏🙏🙏 Jay Hanuman 🙏🙏🙏

  • @dakshyameher1141
    @dakshyameher1141 4 месяца назад +1

    God par biswas rakho wohi kuch karega help him god

  • @maheshpadhan4462
    @maheshpadhan4462 4 месяца назад

    ତମ ପାଇ ଭଗବାନ ଅଛନ୍ତି ,ଭଳ ସମୟ ଆସିବ,ଧୋକେବାଜ ଲୋକ ବହୁତ ଅଛନ୍ତି

  • @avaypattnaik7965
    @avaypattnaik7965 4 месяца назад

    ଅହେତୁକ ବନ୍ଧୁ ପ୍ରୀତି ଠିକ ନୁହେଁ / ନିଜ capacity ଭିତରେ ସହଯୋଗ କର ପ୍ରତ୍ୟାଶା ଚାଂହନା /; ସମ୍ପୂର୍ଣ୍ଣ ବିଶ୍ୱାସ ପରସ୍ପର ଆସିବା ଖୁବ୍ କମ /; ଯେଉଁଠି ଅଛି ସେଠି ଅସମ୍ଭବ ସମ୍ଭବ ହୋଇଛି 0 ରୁ ଆଜି stand ପରସ୍ପର strong ହୋଇଛି /

  • @pradeepkumarbhoi6959
    @pradeepkumarbhoi6959 4 месяца назад

    Vai tame great.dharjya dhara tamaku ahuri kasta debe vagaban.karan vala lokanku vagaban dukha deithanti.

  • @ananyamohanty1122
    @ananyamohanty1122 5 месяцев назад +3

    same situation as mine..

  • @AswiniNaik-h8p
    @AswiniNaik-h8p 4 месяца назад +1

    ଭାଇ ମୁ ବୀ ସେ ଭକ୍ତ ଭୋଗୀ

  • @gitakumari6956
    @gitakumari6956 4 месяца назад

    Jay Jagannath

  • @alokranjannayak9656
    @alokranjannayak9656 4 месяца назад

    ସବୁ ଠୁ ହାରାମି ହେଲା ସାଙ୍ଗ ।ସେ ତମର ସାହାଯ୍ୟ ନବ କିନ୍ତୁ ତମକୁ ସାହଯ୍ୟ ବେଳେ ଦେଖା ଦବନି ।

  • @gitadevi-tk1pt
    @gitadevi-tk1pt 4 месяца назад

    😢😢😢😢😢😢 God bless you Bhai

  • @MitamitaKumari-qw2vy
    @MitamitaKumari-qw2vy 4 месяца назад +1

    A bhai mo frd mane basi harrmi

  • @pradhankumar3476
    @pradhankumar3476 4 месяца назад

    Don't worry brother God bless you be strong

  • @shaitansingh9698
    @shaitansingh9698 5 месяцев назад +1

    Bhagyathu adhika, au karma ru kum kebe v Milibani🙏🏻♥️🙏🏻😢namo narayan

    • @godabarishpanda
      @godabarishpanda 5 месяцев назад +1

      Karmo ro phala bhogiba ku padiba

  • @sanjuktamohanty2872
    @sanjuktamohanty2872 5 месяцев назад

    ଭଗବାନ ଅଛନ୍ତି 🙏

  • @AnnapurnaJena-h5d
    @AnnapurnaJena-h5d 5 месяцев назад +6

    Tama bandhu rakhyas valia dekha jauchi ....😂😂😂😂

  • @nimibadora
    @nimibadora 5 месяцев назад +3

    Aaa😢

  • @PrakashKumarDas-c8y
    @PrakashKumarDas-c8y 5 месяцев назад +5

    Harina bhai sie harichi bandhuta agare 😢

  • @KrishnaSethi-j4z
    @KrishnaSethi-j4z 4 месяца назад

    Bhai. 🙏🙏😢

  • @chaturbhujamahakuda3301
    @chaturbhujamahakuda3301 5 месяцев назад +7

    Anatha mananku kebe help Kara nahin, Bhai

  • @Anirudh-sx4rl
    @Anirudh-sx4rl 4 месяца назад

    had same experience. Currently I'm working as a labor in a Warehouse. I helped my friend with $4000+ which is almost Rs. 400000. He didn't gave my money. So I had to work here in order to sustain in USA. Until I get a full-time job I have to work like this.

  • @AmitJena-by7wr
    @AmitJena-by7wr 5 месяцев назад

    Great man justice for bhai

  • @tapan156
    @tapan156 5 месяцев назад

    Jay sriram Bhai
    No worry you own the race

  • @ContainerGlasspin2
    @ContainerGlasspin2 5 месяцев назад +1

    Software Dunia ରେ Raj karuthile.. Wah bhai wah

  • @raj97755
    @raj97755 4 месяца назад

    Bhagaban eibhali loka ku help karantu

  • @lovethelife2826
    @lovethelife2826 4 месяца назад

    Hope you will get justice soon 🙏 God bless you ❤

  • @dipalisahoo31
    @dipalisahoo31 4 месяца назад +1

    Cuttack bhubaneswar oriya lokanku biswas nahi

  • @SATYAMEV_JAYATE.Mere_Raam
    @SATYAMEV_JAYATE.Mere_Raam 4 месяца назад

    ପଇସା କାହାକୁ ଦେଲେ, ପଇସା ବି ଯାଏ ଓ ବନ୍ଧୁତା ମଧ୍ୟ।
    ମୁଁ ମୋ ବନ୍ଧୁ ଗୋଟିଏ ଥରେ କହିବାରୁ ତାକୁ ପଇସା ସାଙ୍ଗେ ସାଙ୍ଗେ ଦେଲି। ବିଗତ ୬ ବର୍ଷ ହେଲା ତାକୁ ଭିକାରୀ ଭଳି ମୋ ନିଜ ପଇସା ମାଗି ମାଗି ଅଧା ଫେରି ପାଇଛି।

  • @ମୋHasa
    @ମୋHasa 5 месяцев назад

    Jai Jagannath bhai 🙏 🥺

  • @anglepinki7746
    @anglepinki7746 4 месяца назад

    God bless you Rakesh

  • @saimahana
    @saimahana 4 месяца назад

    Dokan kauthi

  • @jagannath7011
    @jagannath7011 4 месяца назад

    Vai tume thik karicha

  • @sugyanimishra7144
    @sugyanimishra7144 5 месяцев назад

    God bless you.

  • @prabhatnayak4629
    @prabhatnayak4629 4 месяца назад

    Bhai chinta karane... Jadi tame kahaku sahajya karecha... Sehi loka.. Ta mulya bujhi parelani.. Dhoka dela... Sabu samay hatha re dori... Aji nahale kali kebe na kebe... Taku bi sametia bhogibaku padeba. Puni ethi..ehi janma re..... Uparwala sabu dekhuchii.....
    Aji kali kaha upare bharosa karebeni... Paisa thile... Nija relatives, sanga,jhia samste asebe.... Hatha jodibe paisa nathile... Kiye bi rahebeni.... Emane
    Gote lesson niya.... Kasta karucha nihati bhala heba... Good 👍 luck.. Cuttack gale mu nehati jibe tama pakha ku

  • @egalgo
    @egalgo 5 месяцев назад

    Good morning sir

  • @SayTruthX
    @SayTruthX 4 месяца назад +1

    I don't believe...if he really has skils in software...he would have done other invention or own business but whh direct to steeet side vendors wow atleast freelance kari ki bi 1 lakh karihaba...we don't need youth like this
    Strong mentality people dont blame people or situation they fight...
    Bro yeh media and the people

  • @mrbiswavlogs
    @mrbiswavlogs 5 месяцев назад +2

    Aji kali dunia re kahaku varasa kari ate bada sahajya karibani ,Samaste amiti , Specially Paisa upare karabara kale bandhuta kharap haba

  • @sks123m
    @sks123m 5 месяцев назад

    ଭାଇ ଆଜି କାଲି କାହାକୁ ଭୀ ପଇସା ଦିଆ ନାହିଁ, ମୁ ଭି ଦେଇଥିଲି ଜଣକୁ, ସେ ପିଲା ଆଜି ବହୁତ୍ ମସ୍ତି କରୁଛି,କିନ୍ତୁ ମୁଁ ଆଜି ବହୁତ problem re ... ସେଥିପାଇଁ ଆଜି କାଲି କାହାକୁ ଭି ଭାରୋଷା କରନ୍ତୁ ନାହି

  • @minatijena9049
    @minatijena9049 4 месяца назад

    Godbless.u.u.r.like.my.son

  • @smrutisagar2629
    @smrutisagar2629 5 месяцев назад

    Salute to my broo... don't worry, agaku badhi chala,dunia jau bhadmein...

  • @Sanju_1585
    @Sanju_1585 4 месяца назад

    Same issue.. .. But it is alcohol in my case 😭😭😭

  • @buddhadevranabuddha9440
    @buddhadevranabuddha9440 4 месяца назад

    😢😢😢

  • @abhijitsahani944
    @abhijitsahani944 4 месяца назад

    🙏🙏🙏🙏

  • @lalita_soren
    @lalita_soren 4 месяца назад

    Tumaku bhagawan Saha Hebe. Honesty ra gift achhi. Hard work kara just, nischay agaku badhiba.
    Je friend dhoka dele,
    se sabu sampatti apananka pakhaku puni feriba.
    Atleast time ku grateful huanti je kichhi lesson deigala.

  • @diptiranjanpradhan5111
    @diptiranjanpradhan5111 4 месяца назад

    Dharya dhara bhai dhire dhire sabu thik hebo 🙂

  • @debendraswain4517
    @debendraswain4517 5 месяцев назад +2

    Bhai odia re gote Katha achhi Mani, jamini, madhyasti. Mana karichhanti Agasti.

  • @lusicreativemixexpression4189
    @lusicreativemixexpression4189 5 месяцев назад

    God bless you bhai

  • @zgged
    @zgged 4 месяца назад

    Bhubaneswar bondhu ku duroru🙏

  • @actionjp3457
    @actionjp3457 4 месяца назад +1

    See mg bandhuu ku dhariki pitiba katha

  • @anubhavmohanty1736
    @anubhavmohanty1736 5 месяцев назад

    ଆଜି ର ଦୁନିଆ ରେ ସାଙ୍ଗ ମାନେ ଗୋଟେ ବିଷଧର ନାଗସାପ...ଯେତେ ସାହାଯ୍ୟ ଦେଲେ ଭି ଚୋଟ ମାରିକି ପଲେଇବେ...ମା ବାପା ଆଉ ଗୋଟେ ଭଲ ସ୍ତ୍ରୀ କୁ ଛାଡି କେହି ବିଶ୍ୱାସ ଯୋଗ୍ୟ ନାହାନ୍ତି...ମୁ ନିଜେ ମୋ ଭାଇ କୁ ବିଶ୍ୱାସ କରି ପଇସା ବୁଦେଇଛି ଆଉ ସେ EMI ଦେବା କଷ୍ଟ ଭି ଜାଣିଚି..ଏବେ ତମେ ଖାଇବା ଦୋକାନ କରି ଭଲ ପଇସା କମାଓ ଜଗନ୍ନାଥ ପ୍ରଭୁ ଅଛନ୍ତି ତମ ସହିତ ଆଉ ନୂତନ job ଭି ପାଇଯିବ ମୋ ଆଶା ଅଛି 😢

  • @lalapanda3891
    @lalapanda3891 4 месяца назад

    Bhai sabu thik heijibo, jagannathnko upore bhorosa rokho