People representatives are not concerned with villagers . They only ask them to vote & visit during election time..HOW , THEY WILL KNOW. PROBLEMS OF PEOPLE ??
Bijoy babu bholi ki tada kahiba katha . Takua ebe asila kuadu . 24 barasha no.1 c.m re Lokamana ku bhikari , magikhia, dadana kari thile . 12 barasha tapasya kari Tamil chora paithile , Odisha ku Lutti ba Paine .
Bijaya Mahapatra is now out of hole ? He has lost his craze because of his igo . His igo overshadowed his leadership and he is unwanted for the people as a whole.
ଜୟନାରାୟଣ ବାବୁ ପାଗଳ ଗେ। ଟିଏ ମିଡିଆ ଭାଇମାନେ ତାଙ୍କ ପାଖକୁ ଜାଉଛନ୍ତି କଣ ପାଇଂ
ପାଗଳ ଠାରୁ କଣ ଆଶା କରାଯାଇ ପାରେ
Thik Katha
Bjp ku vote dei odisha durbhagya ku tani aanichhi
କ୍ଷମତା ମିଳିସାରିଛି। ଏବେ ୩ ମାସ ନୁହେଁ ୩ ବର୍ଷ ରାସନ ନଦେଲେ ଲୋକ କଣ କରିବେ? ଏମାନେ ଧନୀକ ଲୋକ, ବଡ଼ ଲୋକ, ବଡ଼ ଲୋକଙ୍କୁ ଉତ୍ତର ନାହିଁ। ଏବେ ଗ୍ରାମାଞ୍ଚଳରେ ଧାନ ଉଷା ଯାଉନି।ଧନୀଲୋକେ ୫୦ଟଙ୍କା ରୁ ଅଧିକ ଦେଇ ବଜାରରୁ ଚାଉଳ କିଣି ଖାଉଛନ୍ତି। ଅନ୍ୟ ମାନେ BPL ଚାଉଳ ହିଁ ଖାଉଛନ୍ତି। ଗରିବଙ୍କୁ ହାସ୍ୟ କରୁଥିବା ଲୋକଙ୍କୁ ଯେତେ ନିନ୍ଦା କଲେ କମ୍ ହେବ।ଅପରିଣାମଦର୍ଶୀ ବକ୍ତବ୍ୟ ଯେ କିଏ ରାସନ ଚାଉଳ ଖାଉଛନ୍ତି। ଛିଃ ଛିଃ
ବିଜୟ ତଣ୍ଟିଆ ଖାଇଖାଇ ଆସିଛି ତାକୁ ପଚାର ଟାକୁଆ କୋଉ ମାସରେ ମିଳେ. ଏବେ ବିଜୟର ଘରେ ବୋଧେ ଆମ୍ବ miluchi
ବିଜୟ ମହାପାତ୍ର ଆଗରୁ ସୋଇଥିଲେ
25 ବର୍ଷ ଶାସନ କଲା ପରେ ମଧ୍ୟ୍ୟ ବିଜେଡି ଲୋକଙ୍କର ଜୀବନ ଜୀବିକା ଠିକ କରିପାରିଲା ନାହିଁ,, କିନ୍ତୁ ନୂଆ ସରକାରକୁ ଦୋଷଦେବାରେ ବ୍ୟସ୍ତ, ଏ କି ପ୍ରକାର ମନ୍ତବ୍ୟ,
Jayanarayana west m l a
Super michhua BJP
Se nuhe tume michuaa samaste jaanichanti 70 bhaga loka rasan chaula bikuchanti
Tume chua kinthela ki
ଜୟନାରାୟଣ ବାସ୍ତବ , ସଠିକ, ଅଙ୍ଗେ ଲିଭାଇବା କଥା କହିଛନ୍ତି। ବିଜୟ ମହାପାତ୍ର ର କିଛି ଅଭିଜ୍ଞତା ନାହିଁ।
Jaya pagal Jaya pagal
BJP Bala super michhuaa sahita galuaami Dala
ଚାଉଳ ପ୍ରତି ୩ମାସରେ ଥରେ ଦିଆ ଯାଉଛି ଏହା ବହୁ ଆଗରୁ ଚାଲି ଆସୁଛି, ଏବର ନୁହଁ ।
Jadi mulithela chaula kan pai kaile amba takua kaile
Gote khusi aau😂😂😂😂@@SnShine-ul7uc
ବିଜୟ ମହାପାତ୍ର କେବେ ଆଦିବାସୀ ଅଞ୍ଚଳରେ ଦିନ କଟେଇଛିକି ଜାଣିବ ଆଦିବାସୀମାନଙ୍କର ଚାଲି ଚଳନ, ଖାଦ୍ୟ ପେୟ, ସଂସ୍କୃତି। କିଛି ଜାଣିନି।
Jitebar nathila
Is 5kg rice sufficient for a person?
ଜୟ ନାରାୟଣ ବାବୁ ,ଦୟାକରି ଟିକେ ବାହାପିଆ କଥା କୁହନ୍ତୁ ନାହିଁ । ଗାଲୁମାରିବା ର ଗୋଟେ ସୀମା ଥାଏ ,ତୁମ ମାନଙ୍କର ଅବାନ୍ତର କଥା ଶୁଣି ଜନସାଧାରଣ ଅତିଷ୍ଟ୍ ହୋଇ ପଡିଲେଣି । ନୀରିହ ଆଦିବାସୀ ମାନଙ୍କ ଉପରେ ଟିକେ ଦୟା ରଖ ରେ ,ନୃଶଂସ ବ୍ୟକ୍ତିଗଣ। ଆଜି କ୍ଷମତାରେ ଆଜି କ୍ଷମତାରେ ଅଛ ବୋଲି ଲୋକମାନଙ୍କୁ ,ପୋକମାଛି ଭଳି ଭାବୁଛ ,ତୁମର ମନେରଖିବା ଉଚିତ୍ ଦୀର୍ଘ 24 ବର୍ଷ ପରେ ଭୁଲ୍ ବସତ୍ କ୍ଷମତା 😊ହତେଇଛ ,ଏହାପରେ ଲୋକମାନେ ତୁମମାନଙ୍କୁ ଉଚିତ୍ ଜବାବ ଦେବାକୁ ବାଧ୍ୟ ହେବେ ।
କୌଣସି ସମସ୍ୟlଟିକୁ ନେଇ ପରସ୍ଫର୍ ମଧ୍ୟରେ ବାଦବିବାଦ ନକରି କାହାପାଇଁ ଏ ସମସ୍ୟା ହେଲା ଏବଂ ଉକ୍ତ ତ୍ରୁଟି ପାଇଁ କିଏ ଦାୟୀ ସେହି ଅଧିକାରୀଙ୍କୁ ଓ କର୍ମଚାରୀଙ୍କୁ ଯଥେଷ୍ଟ ପରିମାଣରେ ଦଣ୍ଡବିଧାନ କଲେ ଭବିଷ୍ୟତରେ ଏହିପରି ଦୁଃଖଦ କଥା ଉପୂଜିବନି.
People representatives are not concerned with villagers . They only ask them to vote & visit during election time..HOW , THEY WILL KNOW. PROBLEMS OF PEOPLE ??
Ok😢😢
Galua jayanarayan
ତୁମେ ଠିକ୍ କଥା ଯଦି କହୁଚ ତୁମେ ଆଉ ତୁମ ଦଳ ଲୋକ ମିସ କରି ଖାଇ କରି ଥରେ ଦେଖ ।
ବିନା ମୂଲ୍ୟରେ ଖ୍ୟାଦ ଯୋଗାଇ ଦେବା ଉଦେଶ୍ୟ କଣ?ଅନୁ ସନ୍ଧାନ ଜରୁରୀ ଦରକାର ନେତା ମାନଂକ ଯୋଗ୍ୟତା ର ଅଭାବ ହିଁ ସବୁ ବିପଦ ର ମୁଖ୍ୟ କାରଣ ପ୍ରତି ବିଭଗପାଇ ଶିକ୍ଷା ଯେପରି ତାର ସୀମା ନେଇ କାମ ଯୋଗାଇ ଦିଆ ଯାଇଛି ଯେପରି ଶିକ୍ଷକ l A S OAS IPS ଆମ ନେତାଙ୍କ ଯୋଗ୍ୟତା କେତେ?ରାଷ୍ଟ୍ର ପତି ସୁପ୍ରିମ କୋର୍ଟ ର ମୁଖ୍ୟ ବିଚାର ପତି ହସ୍ତକ୍ଷେପ ଜରୁରୀ କରିବା ଆବଶ୍ୟକ ତା ନହେଲେ ଦେଶର ସବୁ ଖଣିଜ ସବୁ ସରକାର ପ୍ରତି ଯୋଗିତ କରି ଶେଷ କରିଦେବେ ଆମ ଭାବି ବଂଶ ଧାର ଙ୍କ ପାଇଁ କିଛମାତ୍ରାରେ ରହିବା ନାହିଁ ଜନ୍ ପ୍ରତି ନିଧି ଙ୍କ ଯୋଗ୍ୟତା ରାଜ ନିତୀ ବିଭାଗରେ ମାଷ୍ଟର ଡିଗ୍ରୀ ନକରି କେହି ଜନ୍ ପ୍ରତି ନିଧି ହୋଇ ପାରିବେନି ଆଇନ ହେଉ ମହା ବିପଦରେ ଚାଷୀକୁଳ ମାଇଲି ମାଇଲି ବିଲ ସବୁ ପଡିଆ ହେଉଛି କାମ କରୁ ନାହାନ୍ତି ସବୁ ଫ୍ରି ବନ୍ଦ କର ପ୍ରତିପରିବାର ରୁ ଯେପରି କେହିବି ସରକାରୀ କାମରେ ଯୋଗ ଦେବାର ଦାୟିତ୍ବ ନିଅନ୍ତୁ ଜାତି କୋଟା ସେ ସବୁକୁ ବନ୍ଦ୍ କରି ଯୋଉ ପିଲାପ୍ପଢୁଚି ତା ପାଠପଢ଼ା ର ଦାୟିତ୍ଵ ସରକାର ପୁରା ବାହନ କରନ୍ତୁ ଆମ ଦେଶ ରାଜ୍ୟର ଖଣିଜ କୁ ବାହାର ଦେଶକୁ ନ ଦେଇ ତାର ସଦୂପ ଯୋଗ କରି ବେକାରୀ ଅଭାବ ଭରା ଯାଉଦେଶରେ ଅତି କଠୋର ଆଇନ ର ପରିବର୍ତ୍ତନ ଦରକାର ଏଇ ରାଜନେତାଙ୍କ ପୃଷ୍ଟ ପୋଷାକରେ ଅପରାଧୀ ବଢ଼ିଛି ଚୋରି ବଢ଼ିଛି ଚୋରା ବେପାର ବଢ଼ିଛି କେବଲ ଏବେ ଅପରାଧୀ ମନେହି ଦେଶକୁ ଚଲେଇ ଛନ୍ତି ଆମର ଆମ ଭାବି ଉତ୍ତରାଧିକାରୀ ବଞ୍ଚିବା ପାଇହେଲବେଲେ ସବୁ ବିକି ଏ ମାନେ ଦେଶ ଛାଡି ବିଦେଶରେ ରହି ସାରି ଥିବେ ପ୍ରଥମ ଜମିକୁ ପାଣି ପ୍ରତି ବ୍ଲକ ରେ ଶୀତଳ ଭଣ୍ଡାର ପିଲାଙ୍କ ପାଠ ପଢା ଦାୟିତ୍ଵ ଅପ୍ ରଧି ଙ୍କୁ କଠୋର ରୁ କଠୋର ଦଣ୍ଡ ବିଧାନ ପାଶବିକ କେସେରେ ଅଙ୍ଗ ଛେଦନ ପରି କଠୋର ହେବାକୁ ପଡ଼ିବ ମଦ କେବଳ ସୀମିତ ସମୟ ଜିଲ୍ଲାର ସଦର ମହକୁମାରେ ମିଳିବ ଏତିକି
Why important to expire Leader and his valueless talk of mohanty .
ବିଜୟ ନୁହଁ ଅହଙ୍କାରୀ ବିଜୟ କୁହ |
Naveen hero
Who has maintained various breed of dogs? Can you expect the views from him on condition of poor in Odisha?
Rasan neiki kn karuchanti kahunahanti
Aamba takua ebe paile keuthu
Jay narayan babu kichi kau nahanti 😂😂😂😂
Jainarayan babu Dhaka khaibaku echhahelani ,coming election ku aase
Andha bhi achi
Bjd ଵାଲେ ରାଜନୀତି କରୁଛନ
JN Mishra thik kahichhhanti, ati besire 10% loka ration chaula khauthibe, baki mane bikuchhanti
Bijoy babu bholi ki tada kahiba katha . Takua ebe asila kuadu . 24 barasha no.1 c.m re Lokamana ku bhikari , magikhia, dadana kari thile . 12 barasha tapasya kari Tamil chora paithile , Odisha ku Lutti ba Paine .
Jay Narayan pagal au se jitibe
Jayaram future cm
Bekarakatha ahivali aagaru sunuchu. Abe sunuchu tenu kichi hoipariba nahi ahara samadhan
Chaulo no thile jhio ri bapa ete fit fat thibe nahi aguda sobu raj niti
B Mohapatra is super gadha
jay narayan pagal aga mohan ku khoide
ଆମ୍ବ ଟାକୁଆ କେମିତି ଯାଉ ହେବ ମିଛ କଥା
Tume janitba
Chora tautar government
ନବୀନ ଙ୍କୁ ଓଡ଼ିଆ ରେ ଭାଷଣ ପଢ଼ାଇବା ଏକ କାର୍ଟୁନ୍ କରିଦେଲେଣି, ନଟିଆ କାର୍ଟୁନ୍ ଭଳି ଏହି ଓଡ଼ିଆ ଉଚ୍ଚାରଣ ସବୁଦିନ ବ୍ୟଙ୍ଗ ହେବ।
ନବୀନ ପଟ୍ଟନାୟକ ୧୨ ବର୍ଷ ତପସ୍ୟା ପ୍ରତି ଦିନ ସାପା ଏବଂ ସିଗାରେଟ ତପସ୍ୟା କରୁଥିଲେ । ତେଣୁ ତପସ୍ୟା ବିଭ୍ରାଟ ଘଟିଗଲା ତେଣୁ ସେ ଆଜି ପର୍ଯ୍ୟନ୍ତ ଦିପଦ ଓଡ଼ିଆରେ କହିପାରିଲେନାହିଁ । କଳଙ୍କିତ ନବୀନ 24 ବର୍ଷ କୋଉ ଶୁଖୁଆ ପଡୁଥିଲେ, ଟିକେ ଲଜ୍ୟା କରିବା କଥା, ଆଉ ଏମିତି କଦର୍ଯ୍ୟ ଓଡ଼ିଆ କହି ଓଡ଼ିଶା ବାସୀଙ୍କୁ ଅପମାନିତ ନ କରନ୍ତୁ ।
24 ବର୍ଷ ଶାସନ ରେ ନବୀନ୍ ଓଡିଶା ଲୋକଙ୍କୁ ଏତେ ସଶକ୍ତ କରିଥିଲେ ଯେ ଲୋକେ ଆଜି ବି ଟାକୁଆ ଖାଉଛନ୍ତି।
ପାଣ୍ଡୁ ଲେଖୁଦେଲା ସେ ୨ୟ ଶ୍ରେଣୀ ପିଲା ପରି ପଢ଼ିଲେ । ସେ ନିଜେ ମଧ୍ୟ ଜାଣି ନଥୁବେ କଣ ପଢ଼ିଲେ, ଏ ହେଉଛନ୍ତି ଓଡ଼ିଶା ର ୨୫ବର୍ଷର ମୁଖ୍ୟ ମନ୍ତ୍ରୀ । ଓଡ଼ିଆ ମାନଙ୍କ ଅସ୍ଥି ତା କୁ ଇଏ କୁଆଡେ଼ ଟେକି ଧରି ଥିଲେ । ଇଏ ବହୁତ୍ ଆଗରୁ ପୂର୍ବତନ ହେବାର ଥିଲା ।
ନବୀନ ବାବୁଙ୍କ ଛାୟା ମନ୍ତ୍ରୀମନେ କୁଆଡେ ଗଲେ ନବୀନ ବାବୁ ଯାହା ପଢୁଛନ୍ତି ସେମାନେ ବୁଝି ପାରୁଛନ୍ତି ତ ? ସନ୍ୟାସୀ ଯାହା ଲେଖୁଛନ୍ତି ନବୀନବାବୁ ତାକୁ ନିଃସହାୟ ଅବସ୍ଥାରେ ପଢୁଛନ୍ତି ଏହା ନିଃସହାୟତାର ପରିପ୍ରକାଶ ନୁହେଁତ ଆଉ କଣ ।
Mohan guruji kete bhala hindi odia kahuchanti sabu janichanti bjp dp cm odia re bharat mata ku kan lekhi thele
Vijay babu tume enquary kari chha.tumar a mantavya durvagyajanak
Bijaya Mahapatra is now out of hole ? He has lost his craze because of his igo . His igo overshadowed his leadership and he is unwanted for the people as a whole.
Ata gote badha pagal.
😮😮
😮😅Behia, bahadria, nilarja bjp neta bhitaru Jayanarayana gotie machhar.
𝙅𝙖𝙮 𝙩𝙖 𝙜𝙤𝙩𝙚 𝙫𝙖𝙙𝙙𝙝𝙖 𝙥𝙖𝙜𝙖𝙡.𝙢𝙪𝙧𝙠𝙝𝙖