ଯେଉଁଠି ଆରମ୍ଭ ସେଇଠି ଶେଷ gayaka Jayachandra Badadalei vs bijaya kumar ojha

Поделиться
HTML-код
  • Опубликовано: 10 окт 2024
  • ଯେଉଁଠି ଆରମ୍ଭ ସେଇଠି ଶେଷ gayaka Jayachandra Badadalei vs bijaya kumar ojha

Комментарии • 11

  • @parikhitamohapatra8714
    @parikhitamohapatra8714 12 дней назад +5

    ସୁନ୍ଦର ପରିବେଷଣ। ଜୟ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏

  • @manaskumarswain501
    @manaskumarswain501 7 дней назад

    Namaskar. Ati sundar paribesan.uchran very clear.

  • @UpendraMishra-o7q
    @UpendraMishra-o7q 11 дней назад +2

    ସୁନ୍ଦର ପାଲା. ଉଚ୍ଚାରଣ ସ୍ପଷ୍ଟ.

  • @gayadharsahu6740
    @gayadharsahu6740 12 дней назад

    Very nice pala.

  • @meerapattnaik2634
    @meerapattnaik2634 День назад

    Nice

  • @kalandimaharana8486
    @kalandimaharana8486 12 дней назад

    ଅତି ସୁନ୍ଦର ପାଲା

  • @asitrout7659
    @asitrout7659 12 дней назад

    🙏🙏🌹ପ୍ରଣାମ. ନାରାୟଣସ୍ୱାମୀଙ୍କରଜୟ

  • @sirdharmapad911
    @sirdharmapad911 7 дней назад

    ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ
    ଏ ବେଶ ହୋଇଲେ ପାଷାଣ ତରଳେ
    ଯୁବତୀ ବଞ୍ଚିବେ କାହିଁ । ।
    ଉଭା ହୋଇଥିବ କଦମ୍ବର ମୂଳେ
    ନଟବର ବେଶ ହୋଇ
    ଘେନିଥିବ ଯେବେ ମୋହନ ମୁରଲୀ
    ଅଧରେ ଚୁମ୍ବିବ ନାହିଁ । ୧ ।
    ପିନ୍ଧିଥିବ ଯେବେ ପୀତାମ୍ବର ତୁମ୍ଭେ
    ଭୂମିରେ ଲୋଟିବ ନାହିଁ
    ହସୁଥିବ ଯେବେ ମୃଦୁ ମୃଦୁ ହୋଇ
    ତେରଛେ ଚାହିଁବ ନାହିଁ । ୨ ।
    ଘେନିଥିବ ଯେବେ ଚନ୍ଦନର ବିନ୍ଦୁ
    ଗୋରଚନା ଥିବ ନାହିଁ
    ବାନ୍ଧିଥିବ ଯେବେ ତ୍ରିଭଙ୍ଗିମା ଚୂଳ
    ଚନ୍ଦ୍ରିକା ଖୋଷିବ ନାହିଁ । ୩ ।
    ଯେତେ ବେଶ ତୋତେ ମନା କଲି ଶ୍ୟାମ
    ତେତେ ବେଶ ହେଲୁ ତୁହି
    ବୋଲେ ବନମାଳୀ ଶୁଣ ଗୋ ରାଧିକେ
    ଏ ବେଶ ତୁମ୍ଭରି ପାଇଁ । ୪

  • @nirupayanayaklyricist9930
    @nirupayanayaklyricist9930 12 дней назад

    ଅତି ସୁନ୍ଦର

  • @kailashchandramohanty4776
    @kailashchandramohanty4776 12 дней назад +3

    ଓଡ଼ିଆ ପାଲା ସଂସ୍କୃତି ର ଅନନ୍ୟ ପ୍ରତିଭା ଏହି ପାଲା କରଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା l କୈଳାଶ ମହାନ୍ତି ଅଧିବକ୍ତା କୁଜଙ୍ଗ

  • @samirkumarsahu131
    @samirkumarsahu131 12 дней назад

    ଜୟ ଜଗନ୍ନାଥ
    ପରିବେଷଣ ପ୍ରାଞ୍ଜଳ, ଆମକୁ ଶୁଣିବାରେ ସାହାଯ୍ୟ କରୁଥୂବା ଚ୍ୟାନେଲ ର ମହାଶୟ ଙ୍କୁ ଅଶେଷ ଧନ୍ୟବାଦ।ଗାୟକ ମହୋଦୟ ମାନଙ୍କର ମୋବାଇଲ ନମ୍ବର ଦେଲେ ଆମ ଅଞ୍ଚଳରେ ପାଲା ପରିବେଷଣ କରାଇବାକୁ ଚେଷ୍ଟା କରନ୍ତୁ