Yess 💯👍 thanks a lot sir 🙏 video dekh kar bahut achha laga, haan bilkul isko band krna chahiye sir, yeh galat baat hai, kya hum apni bhagwan ko paisa de kr darshan karenge, woh bholenath ki mandir hai apki park nahi jo ticket kr ke entry kare. Mahadev ki mandir mein, mahadev ki business chal raha hai, bhagwan aur bhakt ki prem ko Aap sab paiso ki karabar kr rahe ho, yeh humare sanatani dharm ke liye sobha nhi deta hai so stop this Har Har Mahadev 🙏❤️
Bahut badia sir
Request to koraput adminstration please stop it immediately.
ବୋଲବମ ଯାତ୍ରୀ ପାଇଁ ରହିବା ବ୍ୟବସ୍ଥା, କୋରା ଯାଉ, ଟିଣ କୋରା ଯାଉ ଗୋଟେ ବଡ଼ କାମ୍ପ ଭଳି ବର୍ଷା ଦିନ ଲୋକ ଟିକେ ଶାନ୍ତି ରେ ରହି ପାରିବ
ଶ୍ରୀ ଶ୍ରୀ ଶ୍ରୀ ମୁହାଦେବ ଗୁପ୍ତେଶ୍ୱର ଙ୍କ ପୀଠ, ଶ୍ରାବଣ, କାର୍ତ୍ତିକ ଓ ମୁହାଶିବ ରାତ୍ରି ରେ ଯେଉଁ ପ୍ରକାର ଭକ୍ତ ଙ୍କ ଭିଡ଼ ହେଉଛି, ଭକ୍ତ ମାନେ ନାହିଁ ନ ଥିବା ଅସୁବିଧା ଭୋଗୁ ଛନ୍ତି, ଗୁପ୍ତେଶ୍ୱର ପୀଠ ଠାରୁ ଶିରିବେଡା ଛକ ପର୍ଯ୍ୟନ୍ତ ଦୋକାନ ବାଡ଼ି ଗାଡି ଘୋଡା ରେ ପରି ପୂର୍ଣ୍ଣ.
2.ଶିରିବେଡା ଛକ ଠାରୁ ଖଜୁରୀ ପଦର ପର୍ଯ୍ୟନ୍ତ ଜଙ୍ଗଲ ବିଭାଗ ଅଧୀନରେ ଥିବା ଜମି ଅଟେ, ଜଙ୍ଗଲ କ୍ଷତି ହେଲେ ଆମ ପରିବେଶ ନଷ୍ଟ ହିଁ ମାନବ ସମାଜ ର ନଷ୍ଟ!
3. ରାମଗିରି ପୋଲିସ ଷ୍ଟେସନ ପରେ ବର୍ତମାନ ମେଡିକାଲ ହେଉଛି ସେହି ପ୍ଲଟ ହେଉଛି ଗୋଚର କିସମ ର Ac 15.00 ଏକର ଠାରୁ ଉର୍ଦ୍ୱ ଜମି ଅଟେ. ଉକ୍ତ ଜାଗା ରେ ମେଡିକାଲ ହେଲେ ଭଲ କିନ୍ତୁ ସେହି ଗୋଚର ଜମି ଉପରେ ବିଦ୍ୟୁତ ବିଭାଗ 33/11 kv sub station, RMC ତରଫରୁ ଧାନ ମଣ୍ଡି କରି ଛନ୍ତି,
ଗୁପ୍ତେଶ୍ୱର ମୁହାଦେବ ଙ୍କ ଦର୍ଶନ ପାଇଁ ଦୈନିକ ହଜାର ହଜାର ଭକ୍ତ ଆସୁ ଛନ୍ତି,ବୈପାରୀଗୁଡା ଠାରୁ ଗୁପ୍ତେଶ୍ୱର ଯିବା ବାଟରେ ଭକ୍ତ ମାନେ ବିଶ୍ରାମ ନେବା ପାଇଁ ଆଊ କେଉଁ ଠାରେ ଜାଗା ଖଣ୍ଡେ ବି ନାହିଁ,
ଏଣୁ ଉକ୍ତ ଗୋଚର କିସମ ଜମି ଉପରେ ମେଡିକାଲ କୁ ଦୁଇ ଏକର ଜମି ଦେଇ ଅବଶିଷ୍ଟ ତେର ଏକର ଜମି ଗୋରୁ ଗାଈ ଙ୍କ ପାଇଁ ରହି ଥାନ୍ତା ତାହେଲେ ଉକ୍ତ ଜମି ରେ କିଛି ଜମି ଉପରେ "ଗୋଶାଳା ' ଖଣ୍ଡେ କରି ଥିଲେ ତାକୁ ଭକ୍ତ ମାନେ ଦର୍ଶନ କରି ବହୁତ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ଗୋମାତା ଙ୍କ ସେବା କରି ପାରି ଥାନ୍ତେ, ଏହା ସତ୍ୱେ ଜବର ଦଖଲ କାରୀଙ୍କୁ ଠାରୁ ଗୋଚର ଜମି ସୁରକ୍ଷିତ ହୋଇ ପାରି ଥାନ୍ତା.
4. ଆପଣ ମାନ ଙ୍କ ଅବଗତ ନିମନ୍ତେ ଜଣାଉ ଅଛି ଯେ ବିଦ୍ୟୁତ ବିଭାଗ କୁ ପ୍ଲଟ ନଂ -411 ପତିତ କିସମ ର ଜମି ହସ୍ତାନ୍ତର କାଗଜ ପତ୍ର ରେ ହୋଇ ଅଛି, କିନ୍ତୁ କିଛି.... ବାବୁ ମାନଙ୍କ କୁ ଚକ୍ରୀ ଗୋଷ୍ଠୀ ଦ୍ୱାରା ପ୍ଲଟ ନଂ -326 କିସମ ଗୋଚର କରା ଯାଇ ଅଛି.
ପ୍ରକାଶ ଥାଉ କି ମୁଁ ଉକ୍ତ ଗୋଚର କିସମ ଜମି ରେ ଭକ୍ତ ମାନଙ୍କ ସାହାଯ୍ୟ ଓ ସରକାର ଙ୍କ ଅନୁଦାନ ରେ ଗୋଟିଏ "ଗୋଶାଳା "କରିବା ସହ ଆସିବା ଭକ୍ତ ମାନେ ବିଶ୍ରାମ ନେବା ସୁନ୍ଦର ପରିବେଶ କରିବାକୁ ମୁଁ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ସମସ୍ତଙ୍କୁ ଜଣାଇ ଅଛି. ତା 27/7/2024 ରେ ମଧ୍ୟ Vetenary Deptt କିଛି ପଦାଧିକାରୀ ଆଲୋଚନା କରି ଥିଲେ.
Rights o
Right 👍
Right
The one and only person who fight for justice.
Keep it up bro
Yess 💯👍 thanks a lot sir 🙏 video dekh kar bahut achha laga, haan bilkul isko band krna chahiye sir, yeh galat baat hai, kya hum apni bhagwan ko paisa de kr darshan karenge, woh bholenath ki mandir hai apki park nahi jo ticket kr ke entry kare. Mahadev ki mandir mein, mahadev ki business chal raha hai, bhagwan aur bhakt ki prem ko Aap sab paiso ki karabar kr rahe ho, yeh humare sanatani dharm ke liye sobha nhi deta hai so stop this Har Har Mahadev 🙏❤️
Yes bro good
ଶ୍ରୀକ୍ଷେତ୍ର ପୁରୀ ଠାରେ ତ mony collection ହଉନି ଗୁପ୍ତେଶ୍ୱର ଶୈବ ପୀଠ ରେ କାହିଁକି collection??
Ebe Gupteswar thare Donda chaluchi...Ago pari aau feelings nahi..🥺
Money collection bond kariba huchith
Bhai jhdu koribalok ku monthli 300 diaheuchi
😂😂😂😂 right
Correct statement by brother
Right 👌👍
Right
Ebe Gupteswar thare Donda chaluchi...Ago pari aau feelings nahi..🥺
Right
Ebe Gupteswar thare Donda chaluchi...Ago pari aau feelings nahi..🥺
Right
Right
Right
Right
Right