କିଏ କହିପାରେ ତାଁକର୍ ଆଏଁଖ୍ ନାଇଦିଶେ..ସେ ଆଜି ଘୁଡ୍କା ସୁପରଷ୍ଟାର୍
HTML-код
- Опубликовано: 20 сен 2024
- ପବିତ୍ର କୁମ୍ଭାର.. ପଶ୍ଚିମ୍ ଓଡିଶର୍ ଗୁଟେ ଅତି ଜନାଶୁନା ନାଁ । ଯେ ବି ଇ ଅଞ୍ଚଲ୍ନେ ରେଲ୍ଗାଡିଥି ଯାନା ଆନା କର୍ସନ୍ ସେମାନେ ଯେଭେ ହେଲେ ପ୍ରବିତ୍ରକଁର୍ ଘୁଡ୍କା ଗୀତ୍ ଶୁନିଥିବେ । ଭାବ୍ଲା ଲୋକ୍ ଭାବିପାରନ୍ ଯେ ତାଁକର୍ ଆଏଁଖ୍ ନାଇ ଦିଶେ ବାକି ସେଟା ତାଁକର୍ ପରିଚୟ ନାଇଁସେ । ସେ ହେଉଛନ୍ ଜନେ କଲାକାର୍...କେତେ କେତେ ପୁରସ୍କାର୍ ପାଇଛନ୍ ସେ..ତାଁକର୍ ଉପରେ ଡକ୍ୟୁମେଣ୍ଟାରି ଫିଲ୍ମ ବନିଛେ..ଭିନ୍ ଭିନ୍ ରାଏଜ୍ କେ ଯାଇକରି ସେ ଆମର ଅଞ୍ଚଲ୍ର ଲୋକ୍ ଗୀତ୍ ଆର୍ ଲୋକ୍ବଜା ର ପ୍ରଚାର୍ ପ୍ରସାର୍ କରିଛନ୍ ସେ । ଇ ଭିଡିଓନେ ଭେଟୁନ୍ ଘୁଡ୍କା ସୁପରଷ୍ଟାର୍ ପବିତ୍ର କୁମ୍ଭାର ଆଜ୍ଞାକୁଁ ।
About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
Subscriber If you are watching this video on RUclips, Like/Follow our page if you are watching this on Facebook and stay connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର
କୁମ୍ଭାର ଆଜ୍ଞା 🙏
ବହୁତ୍ ଭଲ ଲାଗିଲା ଘୁଡକା ବାଜା
ମୁଁ ବହୁତ Miss karuche e ବାଜା କେ
ବହୁତ ସୁନ୍ଦର ସୁନ୍ଦରଗୀତ ପରିବେଷଣ
Supopp mind blowing song.... Love you flock song
ବହୁତ ଭଲ ଲାଗିଲା ତାଙ୍କର ଗୀତ ପ୍ରକୃତ ରେ ଆମ ସମଲପୁରୀ ର ଏସବୁ ବାଦ୍ଯ ୟନ୍ତ୍ର ଏବେ ଲୁପ୍ତ ହେବାକୁ ଯାଉଛି । ଇ କଥାକେ ହେତେଇକରି । ଇ ସାକ୍ଷାତ କାର୍ୟ୍ଯ କରିଥିବର୍ ହେତୁ ତୁମ୍ କେ ବହୁତ ବହୁତ ଧନ୍ଯବାଦ ବହେନ୍
ବହୁତ ସୁନ୍ଦର ଲାଗଲା ଦାଦା ❤❤❤
ସାକ୍ଷାତ କାର କାଜ୍ୟକ୍ରମକୁ ଵହୁତଧନ୍ୟଵାଦ
Duhi janku dekhithilu ethara... Maza lagla.... Vry NYC...
Super mind blowing 👍
Tq pabira bhai good ghudka Kala is verry nice jug jug tumar Kala rakhi thibaru bahut bahut dnyabad pahara reporter manankumo tarafaru dnyabad.
Mind blowing song you are the best ghud ka baja
Odisha ra no1 talent arties.kumbar dada.
Bahut.Sundar.Gauchha
Supper hero.bahut sundar
Bahut bhal lagla
Bahut bhal lagiche..
Bahut Sundar da🙏🙏🙏
Bahut Maja laguchi
ବହୁତ ସୁନ୍ଦର 🙏
Mast heichhe 👍👌
Bahut sundar upastapana Sweta madam
ଭଲ ଲାଗଲା... କେତେ ବଢ଼ିଆ ନିଜର ବିଚାର ରଖିଛନ...ସରଳ ଆଉ ମିଠା |
Excellent video
Tame camedey banaskeaj ho pahara Bali ❤️❤️❤️❤️
बहुत सुन्दर रचना है आप को भगवान बना दिया
Outstanding song and music
All the best ghudhka bala
Super Pabitra daa
Junha hinn suna aayeeeee...💫
Bhal lagal
Bahut sundar dada
Bahut sundar mausa
Ati sundar
Nice video
👏👏Nice👍👍👍
I am your big fan sweta
Super mam very nice😊😊😊
Juhar pahar
Nice vois Dada
Bahut Bahut Khushi Lagila.Maa Samalei Khushire Rakhithaun.He Jagannath Sabubele Khushire Rakhithaun
Chua dinu ame pabitra da k dekhi asi chu one of the best ghudka bala thanks sweat bhal video te cover kala.
Bahut Bahia dada
BAHUT SUNDAR GUTE KATHA KAHEMI E BCHRE KU SARKARI SAHAYATA MILU BHAGBAN KNA KRUPP RU MORE ANURODH
so great art and culture of our western odisha.i salute to that ghudka player dada for his fantastic performance and namaskar to dear sisters of pahara who are working hard to show such heart touching videos
Super
Excellent
Amazing kalakar
Sweta is very very beautiful and talented artist
very nice ❤
God bless you 🙏🙏🙏
very nice voice
Nice voices
super star
Heartly thanks for recognising such talents...
All right..
ବହୁତ ବଢିଆ ଲାଗିଲା ଶ୍ଵେତା ମେଡମ
Very nice inko halpkare
Really a great kalakar preserving Western Odisha culture , Thanks,steps must be taken for producing their works.
E heuchhanti ama odisha ra garva.
ସୁନ୍ଦର ଏ ଲୋକକଳା
Shyeta mem love u
ବହୁତ୍ ଭଲ ଲାଗ୍ ଲା
Super kalakar
Bahut Sundar bajuchhe ghuduka
Thanks🌹 pahara
Nice
Mui sunichen bhal lagsi
Heart touching talent 👍👍👍
Good
Nice mam your Voice is sweet n your Reporting is Beautiful
बहुत सुंदर वीडियो राधे राधे
Nice 👍👍👍👍👍👍
So nice
Balangir the land🐐 of Arts🎨✍🎭💕..... 🙏
Pabitra. Thank. You.
I like. Ghutķha.
Ok
Morkaka no 1
Really great telanted parson western culture 🙏🙏🙏 God bless you bro thanks
Music industry ra lok manke anurodh karu6e pabitra da ke chance mane deun
Bahut badhia lagla
କଳାକାରଙ୍କୁ 🙏 । ତାଙ୍କୁ ମୁ ଜାଣେ । ଅନ୍ତରରୁ ଶୁଭେଛା ଜଣାଉଛି ।
I always like your contents
Nice song dada bhal lagla
Bhagban Sabubele khushi Rakha ❤🙏🙏🙏
❤❤❤❤❤❤❤
Thanks to pahara team, ahuri khuja kosal mati r kalakar nku.
👍
ସତ
ଯା ହେଉ .......ଏନ୍ତା କଲାକାର୍ ର ସାକ୍ଷାତ୍ କାର୍ ଟେ ନେଇ କରି ଯେନ୍ କାମ୍ ଟେ ପହରା କରିଛେ ସେଥିର୍ ଲାଗି ଗୁଡ୍ ଦୁଟେ ଧନ୍ୟବାଦ୍ ାା ଆର୍ ଗୁଟେ କଥା ଇ ପବିତ୍ର ଲେଖେନ୍ ଆର୍ ଜନେ କଲାକାର୍ ଅଛନ୍ ସେ ବର୍ ଗଡ୍ ଆଡର୍ ପଦମ୍ ପୁର୍ ପାଖର୍ ବଗିର୍ ଲାଗୁଚେ ାା ସେମାନେ ବି ଏନ୍ତା ଦ୍ରୁଷ୍ଟି ବାଧିତ କଲାକାର୍ ାା ତାକର୍ ଗାନା ମତେ ଶୁନ୍ ଲେ କନ୍ଦା ଲାଗ୍ ସି ା ହେତାକ୍ ର୍ ଇଣ୍ଟର୍ ଭିଉ ଟେ ଆନ ାା
Best of the Best.News.Tukel Power
🙏🙏
Very nice 👌...real talent... superb
Tumar fn heigani dada very nice👍👍👍
You are great sir ....🙏🙏🙏🙏
Excellent,,,,
Garib maan k help Kara chenal naai chala
Pabitra Babu...🙏
🙏🙏🙏🙏🙏🙏🙏🙏🙏
Very nice
Thanks amarkosal rajya pahara