କୁକୁର ପାଇଁ ବିପଦରେ ସରକାର ! mohan majhi | shankar mada | khati

Поделиться
HTML-код
  • Опубликовано: 26 июн 2024
  • କୁକୁର ପାଇଁ ବିପଦରେ ସରକାର ! mohan majhi | shankar mada | khati
    #bjd #odisha #mohanmajhi #bjp #laxmibus #naveenpatnaik #vkpandian #yoga #yogaday #shankaromsharan #shankarmada #odianews #khati

Комментарии • 230

  • @ashoksamal7683
    @ashoksamal7683 7 дней назад +45

    ଆପଣ ଠିକ ବିଜେପି ବାଲାକୁ ଆଉ ଅର୍ଗୁସ ଚାନେଲ କୁ ସୁଧାରନ୍ତୁ, ଶଙ୍କର ଭାଇ, ଆପଣ ଙ୍କ ମାଡ଼ ତାଙ୍କୁ ବାଧୁନୀ, ଆଉ କିଏ ୟାଙ୍କୁ ସୁଧାରିବାକିଏ

    • @Zanil-kr7ll
      @Zanil-kr7ll 7 дней назад +2

      Right 👍👍👍

    • @prakashkumar1695
      @prakashkumar1695 7 дней назад

      Aare bhai semane hauchanti diha galuaa 😂 semane hele pada chata media, tanku jete kahile b kchh habani, chamcha juade paesa miliba seiade jibe

    • @anirudhadas6664
      @anirudhadas6664 7 дней назад

      Se t.v.ta balajya t.v

  • @sarojakumarmishra1563
    @sarojakumarmishra1563 7 дней назад +24

    ଆମ ସାମ୍ବାଦିକମାନଙ୍କ ସବୁଠାରୁ ବଡ ଖବର ହେଲା ମୂଖ୍ୟମନ୍ତ୍ରୀ ପଖାଳ ଖାଇଲେ ତାଙ୍କ ମା ଖୁଆଇ ଦେଲେ ପଣତରେ ମୁଁହ ପୋଛିଦେଲେ ଇତ୍ୟାଦି।କେବଳ ଏ ଭାରତରେ ପ୍ରଧାନମନ୍ତ୍ରୀ ଓ ଆମ ମୂଖ୍ୟ ମନ୍ତ୍ରୀ ଙ୍କର ମା ପ୍ରତି ଭକ୍ତି ଅଛି ଆଉ କାହାର ନାହିଁ।

  • @prasantanhhd6700
    @prasantanhhd6700 7 дней назад +19

    ବୋହୁତ ସୁନ୍ଦର କଥା କହିଲ ଭାଈ
    ଏଭଳି

  • @panditnilamanipanda6638
    @panditnilamanipanda6638 7 дней назад +17

    ନିମ୍ନ ମାନର କାମ କରି 4ମାସ ରେ ଶ୍ରୀ ରାମ ମନ୍ଦିର ମୂଖ୍ୟ କେନ୍ଦ୍ର ରୁ ପାଣି ଗଡୁଛି। ଯେଉଁ ମାନେ ଦାୟିତ୍ବ ନେଇ 500ଵର୍ଷ ର ଗାରିମା
    ଗୌରବ ବଖାଣୁ ଥିଲେ। ମୋଦୀ ଓ ଯୋଗି ଭକ୍ତ ମାନଙ୍କ ଦାନକୁ ଏପରି ବ୍ୟବହାର କରି ଛନ୍ତି। ଏହା ସଵୁ ମିଡ଼ିଆ ଯେମିତି ପ୍ରଚାର ଓ ପ୍ରସାର କରିବା କଥା ତାହା କରୁନାହିଁ।

  • @Skgbul470
    @Skgbul470 7 дней назад +24

    ସାମ୍ବାଦିକା ଙ୍କ ଗଛ ଚଡ଼ିବା
    କାନ୍ଥ ଡେଇଁବା ଆଗରୁ ଅଭ୍ୟାସ୍ ଅଛି, ଯାହାର ଏହି ସବୁ ଅଭ୍ୟାସ୍ ନ ଥିବ ତାଙ୍କୁ
    କେନାଲ ବାଲା ରଖିବ ନାହିଁ,

  • @najnar1264
    @najnar1264 7 дней назад +38

    ଆରେ ଭାଇ ପାଚେରୀ ଡେଇଁ ଭିତରକୁ ଜିବାଟା କେତେଦୁର ଯୁକ୍ତି ଯୁକ୍ତ

  • @SimanchalChaudhuri
    @SimanchalChaudhuri 8 дней назад +26

    ଆପଣଙ୍କ channel ଭଳି ଆଉ ଏମିତି ସହେ ହବ channel ଖୋଲି ଜାଆନ୍ତା ନା ବଢିଆ ହୁଅନ୍ତା ଏମାନେ ଜୋ ପ୍ରକାର ସବୁ ମିଛ ଖବର ପ୍ରସାରଣ କରୁଛନ୍ତି ସବୁ ଲୋକୋ ଠିକ୍ କଣ ଭୁଲ୍ କଣ ଜାଣି ପାରନ୍ତେ

  • @satyachayaentertanment1870
    @satyachayaentertanment1870 7 дней назад +31

    ଭାଇ ମୋବାଇଲ ଖୋଲିଲେ ଅର୍ଗସ news ଆସୁଛି ଆଉ ବିଜେଡି ବିଜେଡି ହେଉଛି ସେ ଶଳା ଅର୍ଗସ ଙ୍କ ମାଆ ଭଉଣୀ ସ୍ତ୍ରୀ ବଧେ ଯାଇକି ସେ ରଙ୍ଗଶାଳା ରେ ଶୋଉଥିଲେ. ଧର୍ମେନ୍ଦ୍ର କହିଥିଲା ୩୦୦ ୟୁନିଟ ବିଜୁଳି ମୋଦି ଦେବ ସେଇଟା କାହିଁ ଅର୍ଗସ ଦେଖଉନି ତୋ

  • @ranjeetjena3419
    @ranjeetjena3419 7 дней назад +13

    Otv argus tv pura pagala heigaleni.

  • @abhinandansutar197
    @abhinandansutar197 7 дней назад +10

    Argus ଆଉ ଢ଼ୋ tv no. 1 ଚାନେଲ😂

  • @sudhansusekharjena1396
    @sudhansusekharjena1396 8 дней назад +55

    ଆରେ ଭାଇ ଅର୍ଗସ news gote ମିଛୁଆ ଚାଲନ ଓଟିଭି ର କପି କରିବାକୁ ଚେଷ୍ଟା କରୁଛି

  • @user-sw1ko4oo1y
    @user-sw1ko4oo1y 7 дней назад +11

    Sankar bhai apana nku ases dhanyabad, sata katha sarba samukhha ku anithibaru

  • @user-sw1ko4oo1y
    @user-sw1ko4oo1y 7 дней назад +8

    Odisabasi ek hoi Argus news ,otv upare swara uthantu

  • @dillipkumarsahoo4823
    @dillipkumarsahoo4823 8 дней назад +11

    NEET news Argus tv dekhaunahin.

  • @silasaritadas2603
    @silasaritadas2603 8 дней назад +13

    Pura thik......NEET pain kichhi news nahin

    • @Deva5577-i3c
      @Deva5577-i3c 7 дней назад +1

      ଭାଇ ନିଟ୍ scam କୁ divert କରିବାକୁ ଏହା ଗୋଟେ ଚାଲ୍ 👍

    • @santilatapanda1386
      @santilatapanda1386 7 дней назад

      Neet r khabra nhi nirapekhya kn Argas au OTV utpat picture dekhauni apona Loko mane jagi chhanti dekhiba pain

  • @niranjanpradhan405
    @niranjanpradhan405 7 дней назад +8

    You are telling truth

  • @dillippanda2603
    @dillippanda2603 7 дней назад +11

    Thik katha bhai

  • @satyachayaentertanment1870
    @satyachayaentertanment1870 7 дней назад +18

    ସେ ଅର୍ଗସ ରିପୋଟର ଝିଅ ସେ କ୍ୟାମେରା ମେନ ସହ ସେ ଗଛ ପାଖରେ ସୋଇଥିଲା ସେଇଥି ପାଇଁ ତା ଡ୍ରେସ ଚିରିଛି.ଅର୍ଗସ ରିପୋଟର ଙ୍କ ଗାଣ୍ଡିରେ ବାଉଁଶ ପୂରେଇବେ ଜନତା ଅପେକ୍ଷା କର

  • @dillipkumarsahoo4823
    @dillipkumarsahoo4823 8 дней назад +15

    Right bhai❤❤❤❤, Pratap sarangi gote bada chora.

  • @sanghamitrapanda3809
    @sanghamitrapanda3809 7 дней назад +5

    ସାବାସ୍ ଶଙ୍କର ଭାଇ ।

  • @SujitkumarSahoo-kx3gq
    @SujitkumarSahoo-kx3gq 7 дней назад +6

    Argus ra prabala roll

  • @caranjanksahoo
    @caranjanksahoo 7 дней назад +4

    ଆରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମାଡିବସି ଦିଆଯାଉ। ନ ହେଲେ ବଡ଼ ବିପଦ।

  • @user-uw4fs6px5b
    @user-uw4fs6px5b 7 дней назад +12

    ଅର୍ଗସ ନିୟୁଜ ନମ୍ବର 1
    ମିଛୁଆ ନିୟୁଜ ଚାନେଲ
    ପ୍ରକୃତ ନିୟୁଜ କରି ଜାଣିନି

    • @sukantsahoo6351
      @sukantsahoo6351 7 дней назад

      Bhai Argus Ta Dharmenda Pradhan ra , BJP agnst re vdo kale chakiri jiba tankara

  • @bishnucharantripathy8938
    @bishnucharantripathy8938 7 дней назад +7

    You are very right.

  • @kishunbaske2214
    @kishunbaske2214 7 дней назад +8

    ଭାଇ ଅର୍ଗୁସ୍ ହଉଛି ଫାଲତୁ ନ୍ୟୁନ୍

  • @paridajayprakash2511
    @paridajayprakash2511 8 дней назад +33

    Sabu media ବାଲା କୁ ଏମିତି କୁକୁର ଚଢିବା ଦରକାର

    • @Zanil-kr7ll
      @Zanil-kr7ll 7 дней назад +2

      Right 👍👍👍👍

    • @skshitish
      @skshitish 7 дней назад

      Bala bagha chaadi dei thanti mu heithile

    • @skshitish
      @skshitish 7 дней назад

      Protection nia au Chadha

  • @jiturockez8572
    @jiturockez8572 7 дней назад +4

    ସକାଳ ପାଇଲେ ଯୋଉ ଲୋକର ଓଜନ ନାହିଁ ସେଇମାନଙ୍କ ଠୁ ବାଇଟି ନିଆ ଯାଉଛି... ବହୁତ ନାମ ଅଛି ହେଲେ କହିହେବନି..ମିଡିଆ ମାନଙ୍କର TRP ବଢିବା ପାଇଁ ସେମିତି କରୁଛନ୍ତି... କଣ କରିବା ପରିବେଶ ସେଇପରି ହୋଇପଡିଛି...

  • @manasimohanty942
    @manasimohanty942 7 дней назад +9

    Absolutely bhai

  • @manasimohanty942
    @manasimohanty942 7 дней назад +6

    Sankar bhai apno sabu aadoku drusti re rakhi, problm ku samadhan karonti, sethi apnoku ba bahut bahut thanku, aagoku .volo topic nai ki ashontu, most welcome

  • @santoshsethy1237
    @santoshsethy1237 7 дней назад +4

    God bless you Sankar brother apanna agaku madichal apanna darantu nahi apanna kara chalapatha kusimita heu and apanna kara dampatya jibana sukhamaya heu 🙏🙏🙏🙏 Namaskar Sankar brother

  • @DrimStudio
    @DrimStudio 8 дней назад +9

    Right right

  • @PriyadarshiniUnscripted
    @PriyadarshiniUnscripted 7 дней назад +7

    ଭାଇ ଏମିତି ନିରପେକ୍ଷ news ସବୁବେଳେ ଦେଉଥା ଅ ଆପଣଙ୍କ dj ଆଗରେ ବେରୋଜଗର୍ ଗୀତ ମୁ ୧୦ରୁ ୧୨ଥର ଶୁଣି ସାରିଲିଣି ତଥାପି ନୂଆ ଲାଗୁଛି

  • @razzkara7608
    @razzkara7608 7 дней назад +7

    Right

  • @user-fj3ek3wt5b
    @user-fj3ek3wt5b 7 дней назад +5

    Thanks

  • @manoranjandas9902
    @manoranjandas9902 7 дней назад +3

    Thanks for impartial and fear less news

  • @ArjunSethy-jg9xd
    @ArjunSethy-jg9xd 8 дней назад +6

    Apana jaha v d o karanti sata katha kahanti tume. Jane nayaban lok dhanyabad

  • @pravatabehera328
    @pravatabehera328 8 дней назад +7

    Bhai thik kouhu chanti

  • @pramodsahoo3938
    @pramodsahoo3938 7 дней назад +5

    R8 bhai

  • @user-bc9mw9xz6i
    @user-bc9mw9xz6i 7 дней назад +2

    Jabadst pasele amitihuae

  • @puspakjena223
    @puspakjena223 7 дней назад +3

    Right 👍👍 👍

  • @sucharitapanigrahy1790
    @sucharitapanigrahy1790 7 дней назад +2

    Thiku katha

  • @Funny_odiahub32
    @Funny_odiahub32 8 дней назад +4

    Right bhai..👍

  • @SantoshKumar-ke2gx
    @SantoshKumar-ke2gx 7 дней назад +3

    Argus TV network is owned by Dharmendra Pradhan, education minister of India

  • @sucharitapanigrahy1790
    @sucharitapanigrahy1790 7 дней назад +2

    Thiku katha bhai

  • @jitu730
    @jitu730 7 дней назад +1

    U r absolutely Right bhai .. keep it up 🎉🎉❤

  • @madhusudanparida4161
    @madhusudanparida4161 7 дней назад +1

    Correct Shankar bhai, Ur comments highly appreciated. Argus reporters & others must learn lessons from ur nice clarification. Thanks 🙏.

  • @arunbaliarsingh1680
    @arunbaliarsingh1680 7 дней назад +2

    RIGHT SUBU JINISA RA PERFECT INQUIRY HABA DARAKARA. ARGUS BHUT MICHA KAHUCHI.TAAUPRE COUNTER CASE HABA DARAKARA

  • @babumb260
    @babumb260 7 дней назад +7

    You are impartial and absolutely right brother.

  • @user-cu7id5si3p
    @user-cu7id5si3p 7 дней назад +2

    😮Right katha

  • @mihirkumarbarik6867
    @mihirkumarbarik6867 7 дней назад +2

    Jaha jana paduchhi media. Pakhare. Kichhi news. Miluni sethipain.

  • @user-ut3vg5tn5d
    @user-ut3vg5tn5d 7 дней назад +2

    ଭାଇ ତମେ ସତକଥା❤❤❤

  • @PareshRout-ui1oy
    @PareshRout-ui1oy 7 дней назад +3

    Thik news kahuchanti😂

  • @nibeditamohapatra7605
    @nibeditamohapatra7605 7 дней назад +1

    Perfect sir

  • @jiturockez8572
    @jiturockez8572 7 дней назад +4

    ଭାଇ ତମେ ହେଉଛ ଓଡିଶା ର druva rathee.. ଭାଇ ତୁମକୁ ସାଲୁଟ.. 🙋‍♂️ମୁଁ ଆପଣଙ୍କ ଭଳି ଏମିତି ଭିଡ଼ିଓ କରିବାକୁ ଚାହୁଁଚି ଭାଇ ଟିକେ ହେଲ୍ପ କରନ୍ତୁ... କାହିଁକି ନାଁ ଆଉ କୋଉ news ଉପରେ ବିଶ୍ୱାସ ନାହିଁ.. ସବୁ ଗୋଟେ ଗୋଟେ political ପାଇଁ କାମ କରୁଛନ୍ତି.. ସ୍ୱଛତା ନାହିଁ... ଖାଲି ସେଇ ଭୁବନେଶ୍ୱର ରେ ରହି news କରୁଛନ୍ତି.... ଗାଁ ମାନଙ୍କର news କିଛି ନାହିଁ... ଭାଇ ଟିକେ ହେଲ୍ପ କରନ୍ତୁ ଆଗକୁ କେମିତି ଆଗେଇବି...

  • @sibadattasitha145
    @sibadattasitha145 7 дней назад +2

    ଅର୍ଗସ ନିୟୁଜ ମିଛୁଆ ନିୟୁଜ

  • @antaryamirout304
    @antaryamirout304 7 дней назад +2

    Sankar mada long live.

  • @gitanjali8758
    @gitanjali8758 7 дней назад +1

    👌

  • @subhacreation1078
    @subhacreation1078 7 дней назад +1

    ମାଡ଼ ଟା ଠିକ୍ ବାଜୁଚି,...

  • @rajkishoreparida3372
    @rajkishoreparida3372 7 дней назад +1

    Sankar mad you are the great 👍

  • @user-lh8de9xu1p
    @user-lh8de9xu1p 4 дня назад

    Very good Sankar Bhai

  • @tushardash1507
    @tushardash1507 7 дней назад +1

    Correct

  • @Skgbul470
    @Skgbul470 7 дней назад +3

    କଲିଜା କୁ ଚିହ୍ନ ଛତ୍ର କଲା ଭଳିଆ ମାଡ଼,

  • @satyabratadas3635
    @satyabratadas3635 7 дней назад +1

    Without permission re kaha gharaku jiba thik nuhe argus news besi smart delheiki pasibaku chahunthila jaha heichi thik heichi

  • @sushilchakisushil557
    @sushilchakisushil557 7 дней назад +1

    ❤❤❤❤❤❤❤

  • @prabhutikumarmallick9137
    @prabhutikumarmallick9137 7 дней назад +2

    ମିଡ଼ିଆ ଜଗତ ଭଲ ରାଜନୀତି କରୁଛନ୍ତି ?
    ଛି ଛି ଛି ଛି ........?

  • @user-cu7id5si3p
    @user-cu7id5si3p 7 дней назад +2

    Neet khabar Argus ku au Otv ku dekhagalani na sugilanahi. A News Bjp ra chata News

  • @sudhansumohanty5225
    @sudhansumohanty5225 7 дней назад +1

    Why the journalist entered into the campus of Raghunandan Das, ex-minister's quarter without his permission.

  • @CRS156
    @CRS156 7 дней назад

    ଶଙ୍କର ଭାଇ ତମର ସଟି୍ ମାଡ଼ ତମେ ଏମିତି ବିଜେପି ଆଉ ଅଗ୍ରୁସକୁ ମଝିରେ ମଝିରେ ଏମିତି ଘାଇଲା କରିଵନା ଭାଇ ନମସ୍କାର ସୁପର ନିଉଜ
    ।।।।

  • @abhimanyusahoo8462
    @abhimanyusahoo8462 7 дней назад +1

    ଭାଇ ଆପଣ ଠିକ କହିଛନ୍ତି. ମିଡିଆଵାଲା ନିରପେକ୍ଷ ରହିବା ଉଚିତ.

  • @srabankumardas710
    @srabankumardas710 7 дней назад

    sankar babu mu tuma katha ku bahuta pasanda kare b ut tume jautypere kuha sabu loka manku sahihe kahila vali Oky Welldon Ageichalantu Odisha Bashi tuma pachare Achanti lll

  • @sucharitapanigrahy1790
    @sucharitapanigrahy1790 7 дней назад +2

    Kaha gharaku galabelaku pachariki jiba katha

  • @Deva5577-i3c
    @Deva5577-i3c 7 дней назад +8

    ରାହୁଲ ଗାନ୍ଧୀ opposition leader ହେଲେ ସେ ବିଷୟରେ ଭିଡିଓ କରନ୍ତୁ

  • @sticky1490
    @sticky1490 8 дней назад +2

    Baristha sambadika mane orguste subhsis ku BJP CM bhabi chanti.

  • @sibadattasitha145
    @sibadattasitha145 7 дней назад +1

    ଆପଣ ଠିକ୍ କଥା କହୁଛନ୍ତି

  • @oyemamata575
    @oyemamata575 7 дней назад +2

    BJP arghs neug sapota

  • @JogeswarMajhi-lt7hj
    @JogeswarMajhi-lt7hj 7 дней назад +1

    ତୁମେ ରଘୁନନ୍ଦନ ଦାସ ପୁରା ପୁରି ନ୍ୟାୟ ଦେଇ ଦେଲ,,,ସାମ୍ବାଦିକ ମାନେ ଆଉ ନ୍ୟାୟ ପାଇଁ ଏବେଦନ ବୃଥା ଗଲା

  • @rbtventertainment9995
    @rbtventertainment9995 7 дней назад

    ଜଣେ ଝିଅ ଯେଉଁ ଭଲି ଚିଲ୍ଲେଇ ଛନ୍ତି ସେଠୁ ଭୟ ର ଚିଲ୍ଲେଇ ବା ଜଣା ପଡିଛି ଓ ରଘୁ ନନ୍ଦନ ନିଜେ argus Live ରେ କୁକୁର ଛାଡ଼ିବା କଥା ନିଜେ କହିଛନ୍ତି, ଆପଣ ବେକାର ଭିଡ଼ିଓ କରୁଛନ୍ତି

  • @dharanidharasahoo7014
    @dharanidharasahoo7014 7 дней назад

    ଆରେ ଭାଇ ତମର ସବୁ କଥା ମତେ ଭଲ ଲାଗେ ଆଉ ଠିକ୍ ବି ଲାଗେ, କିନ୍ତୁ ଏ କଥା ମୁଁ ଗ୍ରହଣ କରିପାରୁନି,, କାରଣ ଜଣେ ସାମ୍ବାଦିକ କଣ ପାଇଁ ପାଚେରୀ ଡେଇକି ଯିବ ,ଜାଣିଶୁଣି କଣ ପାଇଁ ଜଣକୁ ନିନ୍ଦା କରିବ

  • @narayanpradhan2325
    @narayanpradhan2325 7 дней назад +1

    sambadika line cross karantuni

  • @madhupattnaik6417
    @madhupattnaik6417 7 дней назад

    Badhiya karuchanti bhai..lage raho..

  • @parbatipradhan4226
    @parbatipradhan4226 6 дней назад

    Ok sir

  • @SanjaySanjay-qi2pf
    @SanjaySanjay-qi2pf 3 дня назад

    A sabu jojana hauchi jau neta montri bopa khaja na ru asunahin ok A lokanka tax janata nka tax ru jojana tiari hauchi. Sankar bhai namaste apana nkara video bahut bhala laguchi 👍👍👍👍👍 Ame semiti kahi ba nahiba nahin ki kahi pari ba nahin
    Kintu atiki to kahi pariba je B.J.P hau ki B.J.D. hai ki ki kongresh hau jia jaha bi Karu Se kama kete jana sadharana gariba loka nkara
    Pani kete thik ba kete bhul au Ama desah ra kalyana thik ki bhul kahi paributa 🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪

  • @manojjena7608
    @manojjena7608 7 дней назад +1

    Asabu planing re badanam kariba pain argus news ra hina reporting

  • @satyaswarupnayak4381
    @satyaswarupnayak4381 7 дней назад +1

    Kukura pelidela bodhe emiti chileichhi Kan bujhiparuna Bhai 😂😂😂😂
    Jaga dekhi pelichhi solid pelichhi 😂😂😂😂😂😂

  • @UnderkiSukun
    @UnderkiSukun 6 дней назад

    ଆରେ ଭାଇ କେହିତ ହେଲେ ଜଣେ ସତ କୁହ ରଘୁନନ୍ଦନ ଦାଶ ନିଜେ କହିଛନ୍ତି ଯେ ସେ କୁକୁର ଛାଡିଛନ୍ତି ବୋଲି ଯାହା କହୁଛ ଠିକ୍ ଅଛି ବାକି ମଝିରେ ମଝିରେ କଣ ପାଇଁ skip କରିଦଉଛ

  • @SujitkumarSahoo-kx3gq
    @SujitkumarSahoo-kx3gq 7 дней назад +1

    Durgasish se sambadika ku nidhum peluchi studio vitare sethipaen sie radipakauchi

  • @sanghamitradalabehera4889
    @sanghamitradalabehera4889 7 дней назад +1

    Mu ei kukur issue vedio ku wait karithithili....apanka opinion kn !jahaheu bhala neutralize analysis kala...thank you Sankar mada...keep it up...unbaised analysis...au ta kou tv channel dekhi heuni sabu biased news...ei channel emeti nirephekya khber prasarana karu ame sathika kahaber jani paribu...

  • @arunbaliarsingh1680
    @arunbaliarsingh1680 7 дней назад +1

    Otv argus focuse e 3ta Chanel upare mananiya Highcourt katakana jarikariba darakara. Eai bhalia ghatiaa midiaa odisha basi nkar manasika santi nasta karuchanti.

  • @mihirkumarbarik6867
    @mihirkumarbarik6867 7 дней назад +1

    Sarkar chalile ta news miliba bartan advertise chalichhi

  • @user-yl6sc9df5n
    @user-yl6sc9df5n 7 дней назад

    Right brother

  • @someshmohanty4606
    @someshmohanty4606 7 дней назад +1

    Bhai se Argus aau Otv ku bhala ki Sankar mada darkar

  • @jatinhati3398
    @jatinhati3398 7 дней назад +1

    Dhana rate ta badhila
    Chasi kush hele.dana rate badhila mane chaula rate v badhiba. Hele sadharana khatikhia o majuria mane kemiti chalibe. E bisaya re tike karante hele bhala huanta.

    • @jullysamal6626
      @jullysamal6626 7 дней назад

      ଚାଉଳ ଦି ଗୁଣା badhigalani

  • @chirgallivenews
    @chirgallivenews 7 дней назад +1

    Argus BJP news parsonal

  • @Skgbul470
    @Skgbul470 7 дней назад +1

    କୁକୁର ଟା ବୋବା ଟା ଭୁକିବା
    ଟା ଜଣା ନାହିଁ,

  • @HowtouseThisbook
    @HowtouseThisbook 7 дней назад

    ମହନ ମାଝୀ କେନ୍ଦୁଝର ଯାଇ କହିଲା ବିଜେଡି ଲୁଟୁ ଥିଲା ବଲି 100ଘୋର ଦେଲା, ଆରେ କେନ୍ଦୁଝରରେ ଲୋକ ଅଛନ୍ତି, ଅନ୍ୟ ଜିଲାରେ କୁକୁର ଥିବେ, ଓ କେନ୍ଦୁଝର ର ମହନ ମାଝୀ ମୁଖ୍ୟମନ୍ତ୍ରୀ ହେଲେ ବଲି ଗର୍ବରେ ଦେଲେ.
    ରାତିରେ ବିଲୁଆ କାନ୍ଦିଲେ ଯେମିତି କୁକୁର ଭୁକେ ଠିକ ସେମିତି ବିଜେପି ହେଉଛି ମଦ ବନ୍ଦ କରିବ ବିଜେପି ଦଳର ଲୋକ ମଦ ନ ପିଇଲେ ମେଳା ହୁଏନି, ରେପ, ହୁଏନି, ଚୋରି, ମୁଦି ମଦ ପିଇକି ରାହୁଲ ଗାନ୍ଧୀର ଟଙ୍କା ଚୋରି କରିଥିଲେ,ମଦ ପି ମୋନିପୁରରେ ରେପ ମୋଡ଼ର କଲେ, ଏବେ ଭୟ ଲାଗୁଛିକି? କାଲିକି ଆମ ଘରର ଜନ୍ମ ଦେଲା ଝିଅ କୁ ମଧ୍ୟ୍ୟ ରେପ କରିବାକୁ ମଧ୍ୟ ବାଧ୍ୟ କରିବ ମଦ ଏଥି ପାଇଁ ବନ୍ଦ ଭୟରେ.

  • @debaswain-op4nn
    @debaswain-op4nn 7 дней назад +1

    Tamato soce lageichi Argus

  • @minakshipatra3917
    @minakshipatra3917 6 дней назад

    Agrusnews, rey bahutie gapuchhanti,,, keytey bhasa ksharap mana ru kahiba thik kii, thank you

  • @PrapadGandh
    @PrapadGandh 7 дней назад +2

    ବେରିଗୁଡ଼ ବାଇ

  • @user-co4fl7xl4o
    @user-co4fl7xl4o 7 дней назад +1

    ମାଡ଼ି ଛାଲ........…

  • @TRP918
    @TRP918 7 дней назад +2

    2024 ବର୍ଷ ରୋ କଲା ଦନ ବାହାରିବ ସେଟି

    • @sabitasahoo5208
      @sabitasahoo5208 7 дней назад

      Bhai Argus news kuha phauda nei kholiba...kala dhana bahariba