ଚାଷୀ କେମିତି କରିବେ ପଞ୍ଜିକରଣ? || How Farmers Will Register For Krushak ID || Kanak News Digital

Поделиться
HTML-код
  • Опубликовано: 3 янв 2025

Комментарии • 27

  • @PurnachandraSamantarya
    @PurnachandraSamantarya 2 дня назад +6

    ଭାଗ ଚାଷି କଥା ନଶୁଣିଲେ ପଂଚାୟତର ହାରିବା ସୁନିଶ୍ଚିତ

  • @SHAKTI_CREATION555
    @SHAKTI_CREATION555 2 дня назад +3

    ଭାଗ ଚାଷୀ ଚାଷ ଛାଡ଼ି ଦାଦନ ଯିବେ, ବୋଲି ଏ ବ୍ୟବସ୍ଥା 😮

  • @Tech369-abcd
    @Tech369-abcd 2 дня назад +3

    ଯିଏ ଚାଷ କରେ ସିଏ ଚାଷୀ ଜମି ଥିବା ଜରୁରୀ ନୁହଁ। ସିଧା ସିଧା କୁହ ଯାହର ଜମି ନାହିଁ ସିଏ ଦାଦନ ଜାଅ।

  • @manoranjan647
    @manoranjan647 17 часов назад

    ଭାଗ ଚାଷୀ କାହାକୁ କୁହାଯାଉଛି। ଜମି ମାଲିକ ଙ୍କ ଜମିକୁ ଯିଏ ଚାଷ କରୁଛି ତାକୁ ଭାଗ ଚାଷୀ କୁହାଯାଏ ?....

  • @babulkumar8905
    @babulkumar8905 2 дня назад +1

    ସରକାର ପାଖରେ ପଇସା ନାହିଁ ଦେବାକୁ ସେଥିପାଇଁ ବାହାନା କରୁ ଛନ୍ତି

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    ଯେତେକି ମୂର୍ଖ ଭାଗଚାଷୀ ଭାଗଚାଷୀ ହେଉଛନ୍ତି ମୂର୍ଖଙ୍କୁ ଜଣାନାହିଁ ଜମିମାଲିକ 25%ପାଇଲେ ଭାଗଚାଷୀପା 75% ନେଉଛି କଣ ବାଳ ଭାଗଚାଷୀ ଭାଗଚାଷୀ ହେଉଛ

  • @dharmanandapandey8228
    @dharmanandapandey8228 2 дня назад +2

    Bhaga chasi r bahut asubidha heba

  • @SHAKTI_CREATION555
    @SHAKTI_CREATION555 2 дня назад

    ଯାହାର ଜମି ଅଛି ସବୁ ମାଲିକ ଚାଷ କରୁନାହାନ୍ତି, ଯିଏ ଚାଷ କରୁଛନ୍ତି ସେମାନେ ଭାଗ ଚାଷୀ, ସେମାନେ ଜମି ପଟା କୋଉଠୁ ଅନିବେ,

  • @dangergaming4726
    @dangergaming4726 День назад

    ଆମ ଓଡିଶାରେ ପେକ ଚାଷୀ କିଏ ରୋଇଲା କୁଅ

  • @PrasantaSahu-w4e
    @PrasantaSahu-w4e 2 дня назад +4

    Chasi kiea bilare kamkariba lok na sarkari chakir Kari bapa aja amalar patta dhari b.b.s.r. 9mahalare basithiba Babu

  • @dibakarasahu2880
    @dibakarasahu2880 День назад

    Chasi to chasi Bhag chasi mane rajniti

  • @BhagiramMajhi-ep6tv
    @BhagiramMajhi-ep6tv 2 дня назад

    ଜମାବନ୍ଦୀ ପଟ୍ଟା କଣ କରାଯିବ

  • @SimanchalaNayak-et9kt
    @SimanchalaNayak-et9kt 2 дня назад

    ଭାଗ ଚାସି ସବୁ ବାହାରକୁ ଯିବେ ଆଉ କଣ ମାଟି ଖଇବେ କି

  • @mr.sunilsethi829
    @mr.sunilsethi829 10 часов назад

    Original chasi besi chasa karu nahanti...

  • @nrusinghcharanpalei8938
    @nrusinghcharanpalei8938 2 дня назад

    Govt.emplays gaon ku jaantu sarvey karantu .pratek gaon re malika kie bhaga karichi kie o kete bhagachasa karichi .tapare adha paisa malika ra adha bhagachasira .

  • @ajitbagh3388
    @ajitbagh3388 2 дня назад

    Sabu Lokonkro heu

  • @debiprasadmishra2699
    @debiprasadmishra2699 2 дня назад

    ଓଡିଶାରେ ଭାଗ ଚାଷର ପରମ୍ପରା ବହୁ ପୁରୁଣା।
    ଭୂମିହୀନ ଚାଷୀ ଓ ଜମିମାଳିକ ପରିବାର ର ସମ୍ପର୍କ ପିଢୀ ପରେ ପିଢୀ ଚାଲିଆସୁଛି।
    କେଉଁଠି ଅଧା ଭାଗ ତ କେଉଁଠି ତିନି ଭାଗ ଓ ଏକ ଭାଗ ତ କେଉଁଠି କିଛି ନିର୍ଧାରିତ ଟଙ୍କା ବଦଳରେ ସବୁତକ ଫସଲ।
    କିଏ,କେତେ ଖର୍ଚ୍ଚ ଦେବେ ଓ କେତେ ଅଂଶ ଅମଳ ନେବେ ,ତା ର ଆଞ୍ଚଳିକ ଭିନ୍ନତା ବି ରହୁଛି।
    ସ୍ୱର୍ଗତ ଦାମ ରାଉତ କ୍ରୁଷି ମନ୍ତ୍ରୀ ଥିବା ସମୟରେ ଭାଗ ଚାଷକୁ ବ୍ଯବସ୍ଥିତ କରି ଭାଗ ଚାଷୀ କୁ ସ୍ୱୀକ୍ରୁତି ଦେବା ଉଦ୍ଦେଶ୍ଯରେ କିଛି ବିଲ୍ ଆଣିବାକୁ ମନ କରିଥିଲେ।
    ପାରିଲେନି,
    ପ୍ରବଳ ବିରୋଧ ହେଲା ।
    ଭୂମି ହୀନ ଚାଷୀ କାଳିଆ ଯୋଜନାରେ ଉପକ୍ରୁତ ହେଉଛି।
    ଯଦି ଭାଗ ଚାଷୀଙ୍କୁ ଚିହ୍ନଟ କରାଯାଏ,
    ଭାଗ ଚାଷ ର କିଛି ନିୟମ / ଆଇନ୍ ଅଣାଯାଏ

    ପ୍ରତି ବର୍ଷ ଜଣେ ଭାଗଚାଷୀ କାହାର କେତେ ଜମି ଭାଗଚାଷ କରୁଛି ସେ ଖବର ସଂଗ୍ରହ କରାଯାଇପାରେ,
    ତେବେ ସରକାର ସେମାନଙ୍କ ପାଇଁ କିଛି ବିଶେଷ ଯୋଜନା କରିପାରିବେ।

  • @Mamali2k3
    @Mamali2k3 2 дня назад

    Kalia yojana process lagu hau

  • @SR_SanjayCreation
    @SR_SanjayCreation День назад

    ଏ ସବୁ ନାଟକବାଜି 😂

  • @prataprout8546
    @prataprout8546 2 дня назад

    ଆଜି କାଲି ଭାଗ ଚାଷୀ ମାଲିକ ku ଧlନ ଦେଉନାହାନ୍ତି

  • @SalilMohapatra
    @SalilMohapatra 2 дня назад

    Age...chasi

  • @MithunPadhiali
    @MithunPadhiali 2 дня назад

    Tama jogu chasi maruchi

  • @RATI_HAPPY
    @RATI_HAPPY 2 дня назад +1

    Magia bjp sarkar