କେନ୍ଦ୍ରାପଡ଼ା ରୁ କେରଳ, ଯାଉଛି ଦାଦନ ଖଟିବାକୁ ! Labour Bus begins journey from kendrapara to Kerala.

Поделиться
HTML-код
  • Опубликовано: 24 окт 2024

Комментарии • 608

  • @gundripasiproductions
    @gundripasiproductions 2 месяца назад +66

    ଏଇ କି ବାଳ ପ୍ରଶାସନ ... ଆରେ ବାବୁମାନେ bus କୁ ନ ଅଟକାଇ ଛାଡ଼ି ଦିଅ ... ଯଦି ଦମ୍ ଅଛି ତେବେ ଆଗେ ନିଜ ରାଜ୍ୟରେ କାମର ସୁଯୋଗ ତିଆରି କର..ସେମାନେ ଆପେ ଆପେ ବାହାର ରାଜ୍ୟ ଯିବା ବନ୍ଦ୍ କରିବେ..ତୁମେ ବାହାର ରାଜ୍ୟ କୁ ଯିବାକୁ ବି ଦେବନି କି ନିଜେ ବି କାମ ଦେବନି...ତେବେ ଖଟି ଖିଆ ଲୋକ ମାନେ କଣ କରିବେ😢😢😢😢😢😢

    • @MathuriCharansahoo-o3x
      @MathuriCharansahoo-o3x 2 месяца назад +5

      ଠିକ୍ କହିଛନ୍ତି ଭାଇ

    • @JagamohanNaik-x5o
      @JagamohanNaik-x5o 2 месяца назад +3

      Right katha

    • @LunaPradhan-p5t
      @LunaPradhan-p5t 2 месяца назад +2

      @@gundripasiproductions ନବୀନ ସାବେନ ଆମ କନ୍ଧ ଅନ୍ଧ

    • @NabinSethy
      @NabinSethy 2 месяца назад

      ଅନ୍ଧ ଭକ୍ତ ମାନଙ୍କୁ ଦେଖା ଜାଉନି, କହିବେ ମିଛ 👍

    • @nayakbrotherganjamtoka4840
      @nayakbrotherganjamtoka4840 2 месяца назад

      ଠିକ କଥା 👍👍👍

  • @praphulamahanta64
    @praphulamahanta64 2 месяца назад +30

    ଡବଲ ଇଞ୍ଜିନ ସରକାର କଣ କରୁଛି? କେରଳ ପଠାଉଛି ଆଉ କିଛି.... ।।।।।

  • @SanatanchattarChattar
    @SanatanchattarChattar 2 месяца назад +104

    ପ୍ରଶାସନ କୁ ଅନୁରୋଧ କାମ ଯୋଗାଇଦିଆ,,,, ନ ହେଲେ ଯେମିତି ଯେଉ ବାଟ ରେ ହେଲେବି ଯିବେ । ବିଜେପି ସରକାର୍ ହିଁ ଏଥି ପାଇଁ ଦାୟୀ

    • @NarayanDas-x7f
      @NarayanDas-x7f 2 месяца назад +13

      2 ମାସ ଭିତରେ ବିଜେପି ସବୁ କରିଦେବି?

    • @galaxyboy6873
      @galaxyboy6873 2 месяца назад +2

      ​@@NarayanDas-x7f ହଁ ଠିକ୍ କହିଛ

    • @dhananjaysahoo4579
      @dhananjaysahoo4579 2 месяца назад +2

      ​@@NarayanDas-x7fRight

    • @pradeepkumarpanda7626
      @pradeepkumarpanda7626 2 месяца назад +8

      24 barsare Nabin ku kahithila?

    • @Single_king_nikhil
      @Single_king_nikhil 2 месяца назад

      24 year hela kouthi soithila 🤬 2 mas heini bjp sarkar ku dosa daucha sabu chi sala lajiya lagiba katha Tama mana ku

  • @pravatsethy8647
    @pravatsethy8647 2 месяца назад +38

    ଭୋଟ ପରା ଦେଇଥିଲେ ବିଜେପି କୁ
    କଣ ହେଲା puni

    • @jchoudhury274
      @jchoudhury274 2 месяца назад +5

      BJD କୁ 24 ବର୍ଷ ଭୋଟ ଦେଲା କିଛି କଲା ନାହିଁ BJP ସରକାର 2ମାସ ରେ କଣ କରିବ

    • @AllinONE-gi1lm
      @AllinONE-gi1lm 2 месяца назад

      Bhai Sabu chora dala kehi Bhala nuha BJP, BJD, Cong.....

    • @GaneswarBehera-df6ik
      @GaneswarBehera-df6ik 2 месяца назад

      Bjd chdi pakela tame mane kn kahib

    • @rkpadhiary8548
      @rkpadhiary8548 2 месяца назад

      Vote deithila ghare ruha bjp plan karuchi 25 year pare rojgar daba

    • @chandrasekharbagh8029
      @chandrasekharbagh8029 2 месяца назад

      Sabu karba​@@jchoudhury274

  • @sibaprasadbisoyi
    @sibaprasadbisoyi 2 месяца назад +6

    ଦେଖରେ ଅନ୍ଧଭକ୍ତ

  • @sadanmajhi4264
    @sadanmajhi4264 2 месяца назад +2

    ମୁଁ ବି କେରଳ ରେ ଅଛି Palakkad ଜିଲ୍ଲା ରେ 7ବର୍ଷ ହେଲିଣି ଦାଦନ ଖଟୁଛି
    My Village Rayagada Odisha in India

  • @balaramjena2580
    @balaramjena2580 2 месяца назад +55

    ଭଗବାନ କେବେ ଏଇ ଦାଦନ ସମସ୍ୟା ହଟିବ କିଏ ସେ ଏଇ ସମସ୍ୟା ବୁଝିବ ଆସାଥିଲା ବିଜେପି କୁ ସରକାର କୁ ଆଣିଲେ କାଳେ ସମାଧାନ କରିଵ କିନ୍ତୁ ସମାଧାନ ତ ଦୂରର କଥା ଦାଦନ ବିଷୟରେ ଥରେ ବି ଆବାଜ ଉଠୁନି କେବଳ ଭୋଟ ବେଳେ ଜୋରଦାର ଉଠୁଥିଲା ତାପରେ ଆଉ ସୁଭୁନି ।ମୋ ପରି ଗୋଟିଏ ଗୋଟିଏ ଛୁଟିଆ ଭୁଲ୍ ପାଇଁ ନଵିନୀ ପଟ୍ଟନାୟକଙ୍କୁ ଆମେ ହରେଇଲୁ ଏବେ ଆମେ ଅନୁତାପ କରୁଛି

    • @PrabirDas-u8p
      @PrabirDas-u8p 2 месяца назад +2

      Nabina 24 chhodi parilani, 1 month re bala aasa karuchha,

    • @betexshyamsundar990
      @betexshyamsundar990 2 месяца назад +2

      ​@@PrabirDas-u8pତାହେଲେ ବାଳ କୁ ବିଜେପି ଭୋଟ ଦେଉ ଥିଲ.

    • @manojkumarsingh6285
      @manojkumarsingh6285 2 месяца назад

      Yes 💯 y

    • @sambitganguli4795
      @sambitganguli4795 2 месяца назад +4

      BJP 15 year's Sasan kale bi Odisha re kichhi Bala devlopment kari paribani... BJP hauchi chora dala khali galua katha ..vote dei bhul kala bhai tame

    • @GD1234jjk
      @GD1234jjk 2 месяца назад

      ମୁଁ ଏଥର କଂଗ୍ରେସ କୁ ଭୋଟ ଦେବି

  • @anantacharansingh1495
    @anantacharansingh1495 2 месяца назад +55

    BJP ଚାକିରୀ ଦେବ କହିଥିଲା ଦେଉନି କି ଭୋଟ ଆଗରୁ କହିଥିଲା ଦାଦନ ଖଟିବାକୁ କେହି ଯିବେନି

    • @NirmalkumarNayak-bx4ld
      @NirmalkumarNayak-bx4ld 2 месяца назад

      Sala andha vacta nku tike pachara bhai

    • @rajeshnayak2695
      @rajeshnayak2695 2 месяца назад +3

      jaha kuha bjp chora

    • @mrsatyabratanayak1433
      @mrsatyabratanayak1433 2 месяца назад +7

      ୨୪ବର୍ଷ ହେଲା ଯାଉଥିଲ, ଅପେକ୍ଷା କର, ୩ ମାସରେ କିଛି କରିହୁଏ ନାହିଁ, ଆଜି ବାହା ହୋଇ କାଲିକି ଛୁଆ କରିପାରିବ କି?

    • @anantacharansingh1495
      @anantacharansingh1495 2 месяца назад +3

      @@mrsatyabratanayak1433 kete dina pare Odisha re chakiri miliba kuha au dadana jibeni ebe ta kahu6a 3masa hoi6i

    • @radhamadhav230
      @radhamadhav230 2 месяца назад

      Sahi h😂😂😂😂

  • @MadhusudhanMajhi-up2vt
    @MadhusudhanMajhi-up2vt 21 день назад +2

    ମାଲକାନଗିରି to ଛେନାଇଁ ରେ ଦାଦନ କାଟୁଛୁ ଶଳା ଓଡିଶା ସରକାର ଆମକୁ କିଛି କରିପାରିବନି 😭😭😭😭😭😭

  • @Vijaya070
    @Vijaya070 2 месяца назад +7

    କେରଳ is best place to do a better job। କେରଳ ର ଲୋକେ ବହୁତ୍ ଭଲ ବ୍ୟବହାର କରନ୍ତି। No caste religion feelings in Kerala state। Love you Kerala/ All malayali

  • @abhimanyudhal9266
    @abhimanyudhal9266 2 месяца назад +12

    ବାହାର ରାଜ୍ୟକୁ କଣ କିଏ ଖୁସିରେ ଯାଏ ଲଜ୍ୟା

  • @sagarpradhan5724
    @sagarpradhan5724 2 месяца назад +16

    ଶ୍ରମିକ ଭାଇ ଓ ଭଉଣୀମାନେ ନେତା ମନ୍ତ୍ରୀଙ୍କ କଥାରେ ପଡ଼ି ନିଜକୁ ଲଜ୍ଜିତ କରନ୍ତୁ ନାହିଁ, ନିଜେ କିପରି ଚଳିବ ସେଥିପାଇଁ ଚିନ୍ତା କରନ୍ତୁ, ଯଦି କୌଣସି ଲୋକ ଏହି ସବୁରେ ବାରଣ କରନ୍ତି ସେମାନଙ୍କୁ ଉଚିତ୍ ଜବାବ୍ ଦିଅନ୍ତୁ, ମଣିଷ ପଣିଆ ବଜାୟ ରଖନ୍ତୁ ।

  • @GotiMuktiAndolan_Odisha
    @GotiMuktiAndolan_Odisha 2 месяца назад +1

    ପ୍ରତିଦିନ ଟିଭିକୁ ଅନେକ ଧନ୍ଯବାଦ ଏହି ଖବର ପ୍ରସାରଣ କରି ନିପୀଡ଼ିତ ଲୋକଙ୍କ ସମସ୍ଯା ଉପସ୍ଥାପନ କରିଥିବାରୁ

  • @huansanaik5535
    @huansanaik5535 Месяц назад +1

    ଜୟ ବିଜେପି ଜୟ ଦାଦନ

  • @MNMP2024
    @MNMP2024 2 месяца назад +11

    ରାଜନଗର ରେ ବିକାଶର ନଗ୍ନ ଚିତ୍ର !

  • @Vijaya070
    @Vijaya070 2 месяца назад +7

    ବିଜେଡି ଥିଲା ଯେ କହୁଥିଲ ଦାଦନ ଯାଇକି ଶ୍ରମିକ ମରିଗଲା ବୋଲିକି। ଏବେ ବିଜେପି ଅଛି ହେଲେ କେମିତି ଯାଉଛି ଦାଦନ ଖଟିବାକୁ ଆମ ଓଡ଼ିଆ ଭାଇମାନେ

  • @babuliho83
    @babuliho83 2 месяца назад +2

    ଆଉ ଦୁଇ ଥର ପଦ୍ମ

  • @arjungamango8543
    @arjungamango8543 2 месяца назад +3

    ଏ ଦୃଶ୍ୟ ଅତି ଦୁଃଖଦ , ଭାଷାରେ କହି ହେବନି l

  • @chanduramhembram2025
    @chanduramhembram2025 2 месяца назад +26

    ଦାଦନ ମୁକ୍ତ ହେଲା ଓଡ଼ିଶା

  • @SurajRaita-or8eg
    @SurajRaita-or8eg 2 месяца назад +2

    ହାମେବି ଗଜପତି ରୁ କେର୍ଲା ଆସିଛୁ
    ଆସ ମିଶିବା ସାଙ୍ଗମାନେ ଜୟ ଶ୍ରୀ ରାମ ⭕‼️⭕

  • @tapannaik1404
    @tapannaik1404 2 месяца назад +26

    ଶଳା ଓଡ଼ିଶା ସରକାର ଚାକିରି ବିକି ସେଇ ପଇସାରେ ରାଜନିତି କରିବ ମୁଁ BSC ପଢି ( 40%PWD)ଥାଇ ଚେନ୍ନାଇ ରେ ଆସି ଦାଦନ ଖଟୁଛି। ଆସନ୍ତା ପାଞ୍ଚ ବର୍ଷରେ ଜଦି ଚାକିରି ନମିଳେ କଂଗ୍ରେସ କୁ ଭୋଟ କରିଵି

    • @dhananjaysahoo4579
      @dhananjaysahoo4579 2 месяца назад +2

      Right ଭାଇ,ଭଲକି prepare ହୁଅନ୍ତୁ,ଚାଲୁରଖନ୍ତୁ, ପଢା ଛାଡ଼ନ୍ତୁ ନାହିଁ।

    • @padmalochanofficial4380
      @padmalochanofficial4380 2 месяца назад

      ​@@dhananjaysahoo4579banda heba certificate patha padhi lava nahi

    • @loserjetheartproject7903
      @loserjetheartproject7903 2 месяца назад +1

      Right

    • @SauravKumar-ck6cr
      @SauravKumar-ck6cr 2 месяца назад +1

      ଭାଇ ତୁ ତାମିଲ୍ ଯାଇ ଖଟୁଚ। ତାହେଲେ ଯଦି ଜଣେ ତାମିଲ୍ ଓଡ଼ିଶା ଆସେ ତାହେଲେ ଏତେ ଘୁଣା କଣ ପାଇଁ

    • @dhananjaysahoo4579
      @dhananjaysahoo4579 2 месяца назад

      @@SauravKumar-ck6cr ସିଏ କଣ ତାମିଲନାଡୁ ଯାଇକି କହୁଛନ୍ତି,ମୁଁ ତାମିଲନାଡୁ ର ମୁଖ୍ୟ ମନ୍ତ୍ରୀ ହେବି।ତାମିଲନାଡୁ ଲୋକଙ୍କ ପଇସାରେ ହେଲିକେପ୍ଟରେ ବୁଲୁଛନ୍ତି।ତତେ ପାଣ୍ଡିଆନ ଭଲ ଲାଗୁଛି,ତୁ ତୋ ଭଉଣୀ କୁ ଦେ,ତତେ କିଏ ମନା କରୁଛି।

  • @Birabhue-t7s
    @Birabhue-t7s 2 месяца назад +3

    ପ୍ରଶାସନିକ ଅଧିକାରୀମାନଙ୍କୁ ଅନୁରୋଧ ଯେ ଆପଣ ମାନେ ଗାଡ଼ି ଛାଡି ଦିଅନ୍ତୁ

  • @santoshnanda7811
    @santoshnanda7811 2 месяца назад +5

    Local area ରେ ଆୟ ର ବାଟ ନାହିଁ. ତେଣୁ ଓଡିଶା ବାହାରକୁ ଯିବେ. ତାଙ୍କୁ ରୋକିବା ଠିକ ନୁହେଁ. କେତେଦିନ ରୋକି ପାରିବେ?

  • @RajkishoreMahalik-z6g
    @RajkishoreMahalik-z6g 2 месяца назад +1

    Aagaru News Bala kuade Jaithile

  • @brajasundarsahoo1590
    @brajasundarsahoo1590 2 месяца назад +2

    ସରକାର ଯେଉଁ ଦିନ ପର୍ଯ୍ୟନ୍ତ ଦାଦନ ଶ୍ରମିକ ମାନଙ୍କର କଥା ନ ବୁଝିଛନ୍ତି ସେ ପର୍ଯ୍ୟନ୍ତ ସେମାନେ ବାହାରେ ପାଉଥିବା ପାଉଣା ଦିଅନ୍ତୁ ନିର୍ବାଚନ ପ୍ରତିଶ୍ରୁତି ପାଳନ କରନ୍ତୁ

  • @RohitRaj-ls2wv
    @RohitRaj-ls2wv 2 месяца назад +32

    Modi kete bhalo,kete kharap Odisha basi bhalo re jani rakha Bhai,,mge modi ko out karo

    • @dhananjaysenapati5695
      @dhananjaysenapati5695 2 месяца назад

      Nabin bhala na . 😂 Kehi sala km nuha. Understand

    • @padmalochanofficial4380
      @padmalochanofficial4380 2 месяца назад

      Sala alasua guda ka magana khia kete kama achi odisa re aa manaka ranga besi

    • @tapantiki2042
      @tapantiki2042 2 месяца назад

      Arey bhai BJP sarkaar odisha re Abe Abe asila sarkaar thik se role kariba pai dia.., BJD sarkaar 20 year role karila odisha basi nku job dei parithila ki..?

  • @BMJVLOG143
    @BMJVLOG143 2 месяца назад +3

    ଓଡିଶା ରେ କମ୍ ପଇସା ମିଳିବ ସେଥିପାଇଁ କେରଳ କୁ ଯାଉଛନ୍ତି

  • @kantasabar9117
    @kantasabar9117 2 месяца назад +2

    ଦେଖ ଭାଇ କେରଳ ଏକ କ୍ରିଷ୍ଟିଆନ ଅଂଚଳ କିନ୍ତୁ ହିନ୍ଦୁ ଭାଇ ମାନେ ଯାଇ କାମ କରି ନିଜ ଦୁଃଖ ବୁଜୁଛନ୍ତି. କିନ୍ତୁ ଓଡିଶା ରେ କ୍ରିଷ୍ଟିଆନ ମାନଂକୁ ତାଡନା କରିବାକୁ ବାହାରୁଛନ୍ତି 😆
    ଗାଡି ଛାଡ଼ ଦାଦନ ମାନଂଙ୍କ ରୋଜଗାର କୁ ବନ୍ଦ କରନି 🙏🙏ଜିଲ୍ଲା ପ୍ରଶାସନ 🙏🙏

  • @huansanaik5535
    @huansanaik5535 Месяц назад

    ଜୟ ଶ୍ରୀରାମ ବିଜେପି ସରକାର ଦାଦନ ପଠାଇବାରେ ପାଞ୍ଚ ବର୍ଷରେ ଏକ ନମ୍ବର କରିବ

  • @omofficial9265
    @omofficial9265 2 месяца назад +12

    ଆରେ ଭାଇ ଭଉଣୀ ମାନେ ମାଗିହା ମୁଦି କିଛି କରିବ ନାହିଁ

    • @samtube1490
      @samtube1490 2 месяца назад

      Naveen jemiti mohan semiti 😂😂😂 ko neta ku bharasa karibe

  • @bijaykumarmarandi4047
    @bijaykumarmarandi4047 2 месяца назад +3

    Jodi tame Rajgar Dei paruno Tahele Tanku Jibaku diyo

  • @xyza978
    @xyza978 2 месяца назад +3

    Repoter ଆଜ୍ଞା ଆପଣ ତ ଦାଦନ ଯାଉଥିବା ଲୋକଙ୍କର ପ୍ରତିକ୍ରିୟା ଜଣାଇଲେ ସେଥିପାଇଁ ଧନ୍ୟବାଦ କିନ୍ତୁ ପ୍ରଶାସନ ଏ ବିଷୟରେ କଣ କହୁଛନ୍ତି, ଟିକେ ପଚାରିଥିଲେ ଭଲ ହେଇଥାନ୍ତା

    • @Anak3164
      @Anak3164 2 месяца назад

      Yes correct... କି reporter ମାନେ ସବୁ ଅଛନ୍ତି...!!!!

    • @premdanlakra6417
      @premdanlakra6417 2 месяца назад

      Thank you reports

  • @fakirmohansahoo2079
    @fakirmohansahoo2079 2 месяца назад +3

    ଭାଇ ଜୀବନ ଟା ଗୋଟାଏ ପାଣି ଫୋଟକା,😢😢😢😢

  • @JitendraKumarNayak-ov2gl
    @JitendraKumarNayak-ov2gl 2 месяца назад

    Jai jagannath

  • @laxmanbhai8760
    @laxmanbhai8760 21 день назад

    Jay jaganntha

  • @mks5547
    @mks5547 2 месяца назад +5

    ଦେଖ ବଲାଙ୍ଗୀର ବରଗଡ଼ ଜିଲ୍ଲାର ଲୋକମାନେ ପୂର୍ବ ଓଡିଶା ଲୋକ ମାନେ ଦାଦନ ଖଟିବାକୁ ଯାଉଛନ୍ତି ହଜାର ହଜାର ସଂଖ୍ୟାରେ ଲୋକ ମାନେ ପୂର୍ବ ଓଡିଶା ରେ କିଛି develop ନାହିଁ company ନାହିଁ ଖାଇବାକୁ ନାହିଁ

  • @ReeGamango-ni6ui
    @ReeGamango-ni6ui 2 месяца назад +1

    ଆମେ ସମସ୍ତେ ମୂର୍ଖ ମୋଦ ତ ପ୍ରତି ରାଜ୍ୟକୁ ଯାଇ no 1 ରାଜ୍ୟ କରିବି କହୁଛନ୍ତି।

  • @MohanDas-o2v
    @MohanDas-o2v Месяц назад

    କେଉଁ ସରକାର ଆସିଲେବି ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯିବାର ବନ୍ଦ ହେବନାହି।
    ଆମ ରାଜ୍ୟରେ ବି ଅନ୍ୟ ରାଜ୍ୟରୁ ଅନେକ ଦାଦନ ଆସି କାମ କରୁଛନ୍ତି। ଆମରି ପଞ୍ଚାୟତ ରୂ ଅନେକ ଲୋକ ବିଭିନ୍ନ ରାଜ୍ୟକୁ ଯାଇ କାମ କରୁଛନ୍ତି, କିନ୍ତୁ ସମସ୍ତେ ଅଭାବରେ ନୁହେଁ, ପରିସ୍ଥିତି ରେ ଯାଉଛନ୍ତି।
    ଆମେବି କହୁଛୁ , ଏଇଠି କାମନକରି ବାହାରକୁ କଣ ପାଇଁ ଯାଉଛନ୍ତି। ଏଇଠି ତ ମାସିକ ପନ୍ଦର ହଜାର ମିଳୁଛି। ସେଇଠି ଅଧିକସମୟ, ଅଧିକକଷ୍ଟ ଅଧିକ ଖର୍ଚ୍ଚାନ୍ତ ରେ କଣ ପାଇଁ ଯାଉଛ।
    କାରଣ ପଦାକୁଗଲେ ବାହାର ଖର୍ଚ ହେଵନି। ଛୁଟିରେ ରହିବନି। ସାଙ୍ଗସାଥୀ ହେବନି। ମଦ୍ୟପ ମିସିବନି। ବାକି ସୁଝିବାକୁ ହେବ।

  • @biswamberbhutia3280
    @biswamberbhutia3280 2 месяца назад +2

    କଣ ପାଇଁ ଯାଉଛ ଆମ ଅନଗୁଳ ରୁ ସଵୁ ବିଜେପି ଅଫିସ ଯାଉଛନ୍ତି ଆମ ଆଡେ

  • @khusikhusi5581
    @khusikhusi5581 2 месяца назад +3

    କୁବାଳ ଚାକିରୀ ଅଛି ଦେ ଵ ଏମିତି ଦାଦନ ଯାଅ ପଇସା ଆଣ

  • @RabindraMandal-h5y
    @RabindraMandal-h5y 2 месяца назад

    Jyho

  • @harihar8184
    @harihar8184 2 месяца назад +1

    ସରକାର ଆସିବାର କେତେଦିନ ହେଲା ଭାଇ

  • @ACTIVE_BOY_
    @ACTIVE_BOY_ 2 месяца назад +4

    ଭାଇ ଯିଏ ବି ଆସୁ BJD , BJP, INC -
    "ଏଠି କେହି ନୁହେଁ ନିଜର
    ନିଜ ଘରକୁ ନିଜେ ସମ୍ଭାଳ
    ଯଦି ନ ସମ୍ଭାଳ
    ପଛରେ ଆସୁଛି ଦୁଃଖ ପ୍ରବଳ"
    ⬇️
    ____________________
    ଯିଏ ବି ଶାସନ କୁ ଆସୁ ଆମ ଭଳି ଯୁବ ପିଢିଙ୍କର କଣ ଲାଭ ହେଲା ?

  • @dwarikanathmishra3808
    @dwarikanathmishra3808 Месяц назад +1

    Odisha re kewal Neta maane ra pila maane aau sarkari chakari kartiba employee rs pilla maane hi rojgaar karuchanti baaki Loko dadan khatiba pai jauchanti

  • @sarbeswarpallai4051
    @sarbeswarpallai4051 2 месяца назад +1

    Sabu haba jetebele odishare thiba plant ru bahar lokanku hata jiba, District officer mananku Mora Anurodha samasta plant o factory re prathame nija district pilanku aga chakiri diantu ta pare balile bahara loka chakiri karibe

  • @PRAKASHMOHANTY-x1x
    @PRAKASHMOHANTY-x1x 2 месяца назад +2

    ମାରୁତି କମ୍ପାନୀ ପ୍ରାୟ ଦଶ/ବାରଟା ରାଜ୍ୟରେ ତା'ର କାରଖାନା ସ୍ଥାପନ କରିଛି।ଆମ ଓଡ଼ିଶାରେ ନିହାତି କମ୍ ରେ ପ୍ରଥମ କରି ଚାରି ସ୍ଥାନରେ;(ଉତ୍ତର ଓଡିଶା, ଦକ୍ଷିଣ ଓଡିଶା, ପଶ୍ଚିମ ଓଡ଼ିଶା ତଥା କେନ୍ଦ୍ରୀୟ ଓଡିଶା) ସ୍ଥାପନ କଲେ ବହୁତ ବେକାରୀ ଯୁବକ ନିଯୁକ୍ତି ପାଇପାରନ୍ତେ। ଯୁବକମାନଙ୍କର ବାହାରକୁ ଯିବା ବହୁତ ପରିମାଣରେ କମିଯାଆନ୍ତା। ମାରୁତି କମ୍ପାନୀ ଓଡିଶାକୁ ଆସିଲେ ତା ସହିତ ତାର ପାର୍ଟସ୍
    ତିଆରି କମ୍ପାନୀ ବହୁତ ଅଛନ୍ତି, ସେମାନେ ମଧ୍ୟ ତା'ସହିତ ଆସିଯିବେ ଏବଂ ତାଙ୍କର କମ୍ପାନୀ ମଧ୍ୟ ଓଡ଼ିଶାରେ ସ୍ଥାପନ ହୋଇଯିବ।
    ଯାହାଫଳରେ ହଜାର ହଜାର ବେକାରୀ ଯୁବକ ନିଯୁକ୍ତି ପାଇପାରନ୍ତେ। କେନ୍ଦ୍ର ସରକାର ଯଦି ଚାହିଁବେ ତା'ହେଲେ ଏହା ନିଶ୍ଚିତ ସମ୍ଭବ ହୋଇପାରନ୍ତା।ରାଜ୍ୟ ସରକାର ବର୍ତ୍ତମାନ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖରେ ରଖିବା ଉଚିତ୍।

  • @kumarrakesh9912
    @kumarrakesh9912 2 месяца назад +1

    Are bhai ame bi odisha re rahi 8/9k daramare kama karithilu dhire dhire darama badhila tamara prabala galu hauchi tamaku kn khali join karu karu 50k darkar

  • @rajeshofficialnk4709
    @rajeshofficialnk4709 2 месяца назад +5

    ଏଇତ ଦାଦନ ମୁକ୍ତ 😂😂😂😂

  • @ReeGamango-ni6ui
    @ReeGamango-ni6ui 2 месяца назад +1

    ଗୋଟିଏ ବି ନୂଆ କାମ ଆରମ୍ଭ ହେଉନାହିଁ

  • @baidyabiharigiri9439
    @baidyabiharigiri9439 2 месяца назад +1

    ପ୍ରଶାସନିକ ବିଭାଗ କାମ ଦିଅ

  • @rabidas7293
    @rabidas7293 29 дней назад

    ଓଡିଆ ଶାର କାମ ଦୀୟ,

  • @santalientertainment903
    @santalientertainment903 2 месяца назад +3

    ବିଜେପି ସରକାର କଂ ହାତ ଗୋଡରେ ପୋଡ ନିଶ୍ଚୟ ତୁମକ ୬୦ ହଜାର ଟଂକିଆ ଚାକିରି ମିଳିବ।

  • @RinkuDeheri-qh2nt
    @RinkuDeheri-qh2nt 2 месяца назад

    Nice

  • @ଜଗନ୍ନାଥnayak9960
    @ଜଗନ୍ନାଥnayak9960 Месяц назад

    ଅପେକ୍ଷା କରନ୍ତୁ ଦେଖିବାକୁ ଭଲ କଥା। ଗୋଟିଏ। ଯୋଜନା ସରୁ

  • @romanraj8893
    @romanraj8893 2 месяца назад +1

    Nobody can change odisha

  • @AnjanmajhiAnjanmajhi-ky6rq
    @AnjanmajhiAnjanmajhi-ky6rq 2 месяца назад +1

    Sir kandhamal ru bi jauchanti Balliguda .Daringabadi.Tumudibandha.kotagada block ru

  • @HariBehera-xu2yi
    @HariBehera-xu2yi 2 месяца назад

    Bhala Heichi

  • @raja_kumar_pradhan143
    @raja_kumar_pradhan143 2 месяца назад +1

    #viral

  • @giridharipanda1287
    @giridharipanda1287 2 месяца назад

    ଶହେ ଦିନ ନିଶ୍ଚିତ କର୍ମ ଯୋଜନା
    କୁଆଡେ ଗଲା ?

  • @s.kumar..1441
    @s.kumar..1441 2 месяца назад +2

    Odisha re Kama kale contractor payment deunahanti.

  • @SantoshMandal-gu6mm
    @SantoshMandal-gu6mm 2 месяца назад +1

    ବିଜେପି ସରକାରଙ୍କୁ ହକ୍ ମାଗ,ଦାଦନ ସମସ୍ୟା ଦୂର ହେବ ବୋଲି କଥା ଦେଇ ଥିଲା

  • @Kanha7735
    @Kanha7735 2 месяца назад +1

    😢😢 odisha re ahi samsya bahut hauchi mu bi tamilnadu re achi agnya 😢

  • @pradiptparida8206
    @pradiptparida8206 2 месяца назад +3

    ଏ ଭଳି ବସ୍ ଯାତ୍ରା କରନ୍ତୁ ନାହିଁ ଏହା ଅତି ବିପଦପୂର୍ଣ୍ଣ

  • @govindmohapatra5150
    @govindmohapatra5150 Месяц назад

    ଦେହ ବେପାର କରିବାପାଇଁ ଯାଉଛନ୍ତି, ଏଠି ସେ କାମ କଲେ ଲାଜ ଲାଗିବ ତେଣୁ କେରଳ ରେ ସିଲାଇ କରୁ କି ଦେହ ବେପାର କରୁ ସେଥିପାଇଁ don't worry, no objections.

  • @parsuramsahoo7509
    @parsuramsahoo7509 2 месяца назад +4

    ମହା ମହିମ୍ M. P ମାହୋଦୟଙ୍କୁ ପଚରିଲେନି ଆମେ କଣ କରିବୁ ,ତୁମ କମ୍ପାନୀ ରେ କାମ ଦିଆ।

  • @Anantadas-wz1dj
    @Anantadas-wz1dj Месяц назад

    🙏🙏🙏🙏👍👍👍

  • @NrusinghaCharanRatha
    @NrusinghaCharanRatha 2 месяца назад +1

    ଓଡ଼ିଶାର 80 %ରୁ ଉର୍ଦ୍ଧ୍ବ ଅଫିସର ଓ ନେତା ନାମକୁ ମାତ୍ର ଅଫିସର, ନାମକୁ ମାତ୍ର ନେତା । ତେଣୁ ଓଡ଼ିଶାବାସୀଙ୍କ ଆଜିର ଏ ଦୁର୍ଦ୍ଦଶା । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

  • @GotiMuktiAndolan_Odisha
    @GotiMuktiAndolan_Odisha 2 месяца назад

    କାହିଁକି ଦାଦନ ଶ୍ରମିକମାନଙ୍କୁ ଗାଳି ଦେଉଛନ୍ତି ଆଜ୍ଞା ଦୁଃଖ ଲାଗୁଛି। ମଣିଷ ଚାହେଁ ଅଧିକ ରୋଜଗାର କରିବାକୁ। ବିଲରେ କାମ କଲେ ଆମ ଅଞ୍ଚଳରେ ଦୈନିକ ମଜୁରୀ ମାତ୍ର ୨୦୦। ଜଣେ ପିଲାଛୁଆ ନେଇ ଚଳି ପାରିବ ତ?

  • @LunaPradhan-p5t
    @LunaPradhan-p5t 2 месяца назад +1

    ସରକାର ସବୁ ଜାଣି କିଛି ଜାଣିନି କାହିଁକି ? ଆମକୁ ଭୋଟ ସମୟ ରେ କଥା କହି ସବୁ ଦେବେ ଦରକାର ହେଲେ ଭଉଣୀ,ମାଇପ ବି ଦେବେ , ଭୋଟ ଜିତିଲା ପରେ ସୁଖ ଗଲା ମୋର କଛା ମାରେ ତୋର ନହେଲେ ଗାଣ୍ଡି ମର ,ଆଜି କା ସରକାର ,

  • @imshree99
    @imshree99 2 месяца назад +2

    ବୈଜୟନ୍ତ ପଣ୍ଡା କୁ କୁହ ଘରେ ଘରେ କମ୍ପାନୀ ଖୋଲିବ। ଆଲୋ ନାନୀ ଦାଦନ ପାଇଁ ବାହାରକୁ ଯିବାକୁ ପଡ଼ିବନି ବୋଲି ତୁ ପରା ବିଜେପି କୁ ଭୋଟ ଦେଲୁ। ମୋହନ ମାଛି ଏଥର ବଜେଟ୍ ରେ ଏହି ସମସ୍ୟା ପାଇଁ ତ କିଛି ଆଣି ନାହିଁ। ତାହେଲେ ତୋ ଭୋଟ୍ ର ମୂଲ୍ୟ କଣ ଏହା?

  • @Upcomingvideoworld
    @Upcomingvideoworld 2 месяца назад +1

    Kan karibe semane peta posibe kemiti

  • @Murmufamilylife
    @Murmufamilylife 2 месяца назад +1

    3 ମିନିଟ ପାଖରୁ ଶୁଣନ୍ତୁ(ଦେଖନ୍ତୁ ) କ'ଣ କହୁଛନ୍ତି ମିଡ଼ିଆ ଵାଲା😮😊

  • @mayadharsahu3605
    @mayadharsahu3605 Месяц назад

    ଶହେ ସରକାର ରାଜ୍ୟ ଶାସନ କଲେବି ଓଡ଼ିଶାରେ ଦାଦନ ମୂଖ୍ୟତଃ କରିପାରିବେ ନାହିଁ ଖାଲି ନେତାମାନେ ଭାଷଣ ଦେବେ ଭୋଟ ନେଵେ ତାଙ୍କ ଘରେ ବସ୍ତା ବସ୍ତା ନୋଟ୍ ରଖିଵେ

  • @OmmSamal-wb9jn
    @OmmSamal-wb9jn 2 месяца назад +1

    25 Barsha kemiti sambhali heithila

  • @prasannakumarmaharana3997
    @prasannakumarmaharana3997 17 дней назад

    ଆରେ ଭାଇ କେରଳ ରେ କାମ ମିଳୁଛି ସେଥିପାଇଁ ଓଡ଼ିଶା ଛାଡ଼ି ଲୋକମାନେ ଯାଉଛନ୍ତି ତମେ କୋଉ କାମକୁ ନୁହେଁ । ତୁମେ ଅଟକେଇବାକୁ କିଏ ' କେରଳ ଭଳି କାମ ଦିଅ ଲୋକମାନେ କେହି ଯିବେନି | ଝିଅମାନଙ୍କ ଉପରକୁ କ୍ୟାମେରା କାହିଁକିବୁଳଉଛ ତୁମକୁ ଲାଜ ଲାଗିବା କଥା, ଝିଅ ମାନେ କାମ କରୁଛନ୍ତି ତାଙ୍କ ପରିବାର ଚଳଉଛନ୍ତି । ତୁମେ ତାଙ୍କୁ କଣ ପାଇଁ ରଖୁଛ, ଷ୍ଟେସନ ଯାଅ ଟ୍ରେନ୍‌ରେ କେତେ ଅଟକେଇବ। ପ୍ରଶାସନ କଣ ଅନ୍ଧ ଅଛି କିଛି ଜାଣିପାରୁନି

  • @Lifeofdr.soumya
    @Lifeofdr.soumya 2 месяца назад +3

    24 barsa re dadan jau nathila ki ebe kebala jaucha .
    Ebe ta puni au 5 barsa pain bi deicha ..
    au Modi guarantee kanhiki kahucha behia nka pari ?
    Kendrapada ra name tale pakaucha !

  • @kumarsnayak8116
    @kumarsnayak8116 2 месяца назад

    ରାଜ୍ୟ ସରକାରଙ୍କ ଚମଚା । କାମ ଦିଅ

  • @SABLUNBALYARSING
    @SABLUNBALYARSING Месяц назад

    କାଗଜପତ୍ର ନାହିଁ ବୋଲି ମିଛ କୁହନି
    କେରଳ ର ଲୋକ ସେହି ଭୁଲ୍ କରନ୍ତି ନାହିଁ
    ଏଟାସବୁବାହାନା କରୁଛନ୍ତି

  • @MN.Creation9
    @MN.Creation9 2 месяца назад +4

    BJP Hotao Odisha Bonchao 😁😁😁😁 aahuri aadhika jibe dadano khatiba pain ea Kichhi nuho😁

  • @TAPANBEHERA-c7k
    @TAPANBEHERA-c7k 2 месяца назад +3

    25 year hela 1 sarkar teki pakeithil ta .nua sarkar ku time dia dekhib 5 year bhitare kn kn karuchi

    • @hemanthdhir6835
      @hemanthdhir6835 2 месяца назад

      Tume kan murkha bhalia lekhicha bjp kahi thila bhata 3000 samostnku debo boli Abe kan kala jaha ro 80 Barosa heithibo taku 3500 debo anu sabu banyare basigole kan paibe 3000 tanka

  • @suraimurmu3128
    @suraimurmu3128 2 месяца назад

    ଚାଲାଣ ଫଲାଣ କିଛି ନାହିଁ, ଏମାନେ ନିଜ ଇଚ୍ଛା ରେ ଯାଉଛନ୍ତି,,ଯିଏ ଅଟକ ରଖିଛି ତାକୁ ହାଣ,, ସେମାନଙ୍କୁ ଯିବାକୁ ଦିୟ ନଚେତ ସେଠାରେ କାମ ଦିୟ,କେନ୍ଦ୍ରାପଡ଼ା, ବାସୁଦେବ ପୁର ରେ କଣ ଅଛି କି? ଧାମରା ପୋର୍ଟ ଲିମିଟ ଲେବର

  • @barunakanhar2610
    @barunakanhar2610 2 месяца назад +1

    ବିଜେପି କୁ ଭୋଟ ଦେଇଥିଲ ପରା ଏବେ କାହିଁ ଦାଦନ ବନ୍ଧ କଲେନି

  • @pradeepkumarsamal7573
    @pradeepkumarsamal7573 2 месяца назад +1

    ସିଲେଇ କାମ କ'ଣ ଦାଦନ ଖଟିବା?

    • @soubhagyabehera6060
      @soubhagyabehera6060 23 дня назад

      ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ ତାଙ୍କୁ କଣ କହିବାକୁ ପଡେ

    • @pradeepkumarsamal7573
      @pradeepkumarsamal7573 23 дня назад

      @@soubhagyabehera6060 Worker, employee, labour, staff, professional etc. etc. ସମସ୍ତଙ୍କ ପାଇଁAct ରେ provision ଅଛି, ଯେପରିକି different labour acts & laws, provident fund, ESI etc.

  • @TILAkaraJuad
    @TILAkaraJuad 2 месяца назад +1

    ଯାଉଚ୍ଛ ହେଲବ୍ୟାଗ୍ ନେଇ ଯା ଫାଏଇଟି

  • @RanjitkumarSahu-c8f
    @RanjitkumarSahu-c8f Месяц назад

    💯👌💯👌💯👌

  • @pravabehera253
    @pravabehera253 2 месяца назад

    ଶଳା ଅର୍ଗସ ନୀୟୁଜ କୁଆଡେ ଗଲା

  • @BiranchiNarayanaDash-t1z
    @BiranchiNarayanaDash-t1z 2 месяца назад

    ଦାଦନ କମିକ କଣ ଦିନକୁ ଦିନ ଅଧୀକାହୈଇଚାଲିବ କଥାକୁହା ସରକାର

  • @padlamgouda-ky6hu
    @padlamgouda-ky6hu 2 месяца назад

    ନାଁ ନାଁ ଯାଏନି କୋରାପୁଟ ରେ 3ଟା କଂପାନୀ ଖୋଲିଲା

  • @Statusworld-fp2zj
    @Statusworld-fp2zj 2 месяца назад +10

    Mohan majhi chakiri deba au Kerala jani re bhai 😅

  • @AjyamishraAju
    @AjyamishraAju 2 месяца назад +6

    When bjd can't do in 25 year how can BJP in two month

    • @galaxyboy6873
      @galaxyboy6873 2 месяца назад

      Yes you are correct

    • @hemanthdhir6835
      @hemanthdhir6835 2 месяца назад

      Seita bjp ku bhabi baro thila vote agoru bahut Bodo bodo vasan deuthila

  • @jayabehera7822
    @jayabehera7822 2 месяца назад

    ଓଡ଼ିଶା ରେ ଲୋକଙ୍କୁ ମୁର୍ଖ ବନେଇ ରାଜନୀତି କରି ଜାଣିଛନ୍ତି ଆଉ କାମ ଯୋଗେଇବେ କଣ

  • @satyam6619
    @satyam6619 2 месяца назад +1

    ସରକାର ପୁରା ବେକାର 😭😭

  • @SUPER-e7e
    @SUPER-e7e 2 месяца назад

    ଓଡିଶାରେ ଯଦି କାମ ନାହି ତାହେଲେ ୟୁପି ବିହାର ବଂଗାଲ ର ଲକ୍ଷ ଲକ୍ଷ ଲୋକ ଓଡିଶାରେ କେମିତି କାମ କରୁଛନ୍ତି ।

  • @suryakantapattanaik1815
    @suryakantapattanaik1815 2 месяца назад +1

    Kendrapara Abispta Jilla

  • @jayaramnetam8430sambad
    @jayaramnetam8430sambad 2 месяца назад

    ଛେଳି ଦୁଇଟି ତୋରବାପାକଂୁ କିଣିମଗାଇଥାନ୍ତୁ।

  • @virat_bikash
    @virat_bikash 2 месяца назад

    ଭାଇ ମାନେ ସତ କଥା ହେଲା କେହି ଵୀ ଆମ ମାନଙ୍କ କଥା ବୁଝିବେନି

  • @babyadyasha143
    @babyadyasha143 Месяц назад

    Baijayanta panda କୁ କହୁନ।ସେ ଜଣେ industrialist.ଏବେ ମହାସୟା kendrapada ର AP ଅଛନ୍ତି

  • @lambodarmohanty809
    @lambodarmohanty809 2 месяца назад +6

    Bjp asichhi.dadana jiba.bhasan suni vote deithila.bhala and young high qualified neta bachcha.

  • @DHUMAODISHANEWS
    @DHUMAODISHANEWS 2 месяца назад +1

    ନାଇଁ ତମ ଘର ଆଗରେ ଗୋଟେ କାମ୍ପାନୀ ଖୋଲା ହେଇଛି ସେଥିରେ ମ୍ୟାନେଜର ହବ ଅସାହେରି ଦିଦି

  • @HemantaPadhan-ne4tb
    @HemantaPadhan-ne4tb 2 месяца назад

    ଡବଲ୍ ଇଞ୍ଜିନ ସରକାର ର ବସ୍ ରେ ବସି ମାଡିଚାଲ ଦାଦନ